ଠାକୁରଙ୍କୁ ଠକି ଠେଲିଦେଲେ ସେବାୟତ ! ରାଗିଗଲେ ମହାପୂଜକ balabhadra murti sebayat controversy

Sdílet
Vložit
  • čas přidán 9. 07. 2024
  • ODISHA PRABHAB News channel covers latest news in Politics, Entertainment, Ollywood, Business and Sports & also hottest movie reviews, previews, latest news, and juicy gossip stories. 🌟 New releases? We've got them covered!🔔 Subscribe now and be part of the sensation!
    LIKE | COMMENT | SHARE | SUBSCRIBE
    Subscribe to Odisha Prabhab : / @odishaprabhab
    Like us on Facebook : / odishaprabhabofficial
    Follow us on Twitter : / odishaprabhab
    Follow us on Instagram : / odisha_prabhab
    WhatsApp : 9827763109
    👉 SUBSCRIBE For UNLIMITED ENTERTAINMENT!
    🔔 Get alerts when we release any new video. TURN ON THE BELL ICON on the channel ! 🔔 ko
    © Odishaprabhabofficial@gmail.com
    #cancerjourney #odishaprabhab
    * ANTI-PIRACY WARNING * This content is Copyright to “ Odisha Prabhab”. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

Komentáře • 283

  • @bishnuprasadmishra8830
    @bishnuprasadmishra8830 Před 20 dny +78

    ସେବାୟତ ମାନେ ହାରାମି

  • @mirak2673
    @mirak2673 Před 20 dny +26

    ସେବାୟତ ମାନେ ଖାଲି ସୁନା ମାଳ ପିଦି ଦେଖେଇ ହେଉଛନ୍ତି ଠାକୁରଙ୍କ ଠାରେତାଙ୍କର ମନ ନାହି ଖାଲି ଦାଦାଗିରି ଦେଖେଇ ହେଉଛନ୍ତି

  • @pradiptadas1726
    @pradiptadas1726 Před 20 dny +53

    ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ

  • @birendrasing7235
    @birendrasing7235 Před 20 dny +50

    ସେବାୟତ ମାନଙ୍କୁ ବଦଳ କରାଯାଉ ମହାପ୍ରଭୁ ମାନଙ୍କୁ ପହଣ୍ଡି କରିବେ କେବଳ ସାଧୁ ସନ୍ଥମନେ ଆଗାମୀଦିନରେ ଏହିମନଙ୍କୁ ନିୟୋଜିତ କରାଯାଉ

    • @f_kpitabas6502
      @f_kpitabas6502 Před 20 dny

      Tu ta pandita ta au

    • @f_kpitabas6502
      @f_kpitabas6502 Před 20 dny +2

      Tama ghara loka nahale asuna pahandi kariba

    • @AmitKumar-bu1wr
      @AmitKumar-bu1wr Před 20 dny +1

      Bhai right katha kahila sebayatnka gandi muta hei galani.salanku bahara karile sabu thik heba

    • @ArunKumar-rx8oy
      @ArunKumar-rx8oy Před 20 dny

      Sata Katha

    • @omm6324
      @omm6324 Před 20 dny

      @AmitKumar-bu1wr semiti heiparibani ata prabhu nka daitapatimane karibe

  • @user-vl3rv7cd8z
    @user-vl3rv7cd8z Před 20 dny +60

    ଠାକୁର ସୂଚାଇଦେଲେ ମୋ ନୀତିକାନ୍ତିରେ ବହୁଅବହେଳା କରାଯାଉଛି ଏଥିପ୍ରତି ସଜାଗ ଓ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଲେ, ଜୟ ବଡଠାକୁର ମହାପ୍ରଭୁ ଭବ ତୁମେ 🙏🙏🙏.

  • @raghunathchandan5840
    @raghunathchandan5840 Před 20 dny +44

    ସେମାନେ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ଦରମା ସେବାୟତ ନେଉଛନ୍ତି ଦୋଶ କାହାର ତାଙ୍କେ ବହିଷ୍କାର କରାଯାଉ ଏମାନେ ଓଡିଆ ଜାତିର କଲଙ୍କ

  • @ramachandramohapatra9399
    @ramachandramohapatra9399 Před 20 dny +16

    ବଡ ଠାକୁର ଏଭଳି ଘଟଣାର ସେବାୟତମାନେ ହିଁ ଦାୟି ମନ୍ଦିର ପ୍ରଶାସନ, ସରକାର ସୁବିଚାର ଶୀଘ୍ର କରାନ୍ତୁ.

  • @jyotishaoo1392
    @jyotishaoo1392 Před 20 dny +10

    ଠାକୁର ଙ୍କ ଦର୍ଶନ କରିହୁଏ ନାହିଁ କେବଳ ସେବାୟତ ଙ୍କ ଦର୍ଶନ ମିଳିଥାଏ

  • @prahaladsahu5406
    @prahaladsahu5406 Před 20 dny +27

    ସେବାୟତ ମାନେ ଠିକ କାମ କରିବା ଉଚିତ , ଜୟ ଜଗନ୍ନାଥ 🙏

  • @ajitdwibedi1449
    @ajitdwibedi1449 Před 20 dny +39

    ସେବାୟତ ସମୂହ ଏ ଦୁଖଃଦ ଘଟଣା ପାଇଁ ଦାୟୀ ତେଣୁ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର

  • @dipfragnant
    @dipfragnant Před 20 dny +8

    ସେବାୟତ ମାନଙ୍କୁ ନିଯୁକ୍ତି କିଏ କରୁଛି। ନିଯୁକ୍ତି ଦେବା ପାଇଁ ଆଧାର କଣ। ଯିଏ ପୁରୀରେ ରହୁଛି, ସିଏ ଖାଲି ସେବାୟତ ହେଉଛନ୍ତି । ଶଲେ ଗୋଟିଏ ନାଟକ ଚଲେଇଛ। ମୁଁ ଗ୍ୟାରେଣ୍ଟି ଦଉଛି 100 ରୁ 70 ସେବାୟତ କାଳିଆ ଙ୍କ ସେବା ରୀତି ନୀତି କିମ୍ବା ମନ୍ତ୍ର ଯନ୍ତ୍ର ଜାଣି ନାହାନ୍ତି।

  • @Skumar-qd3rx
    @Skumar-qd3rx Před 20 dny +15

    ଏଇ ଭୁଲ ପାଇଁ ସରକାର କୁ ଦୋଷ ଦେବା ଠିକ୍ ନୁହଁ

    • @ghostgutarist5234
      @ghostgutarist5234 Před 20 dny

      Jebe Daru bramha nare BJP news chalei Bjd ku bina karane re dosa deu thila, jebeki daru bramha is a secret ritual and no govt can present.
      Ratna bahndara nare Politics karuthila. kuade thilu be.

  • @sangramkishoredasdas2424
    @sangramkishoredasdas2424 Před 20 dny +5

    ସେବାୟତ ଭାଇ ମାନେ ଅହଂକାର ପରିତ୍ୟାଗ କରି ଭକ୍ତି ଭାବ ସମର୍ପଣ ଭାବ ନେଇ ମହାପ୍ରଭୁ ଙ୍କ ସେବା କରନ୍ତୁ ।

  • @babunamallick5594
    @babunamallick5594 Před 20 dny +24

    ଆପଣ ଠିକ୍ କହୁଛନ୍ତି ସାର୍, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ

  • @ganeswarbehera-fj6yu
    @ganeswarbehera-fj6yu Před 20 dny +17

    ଧନ୍ୟବାଦ ଜଣାଉଛି ଆପଣ ଉଚିତ କଥା କହିଛନ୍ତି । ଜୟ ଜଗନ୍ନାଥ ମହାପ୍ରଭୁ ।

  • @amitakar948
    @amitakar948 Před 20 dny +17

    ସେବାୟତ ଙ୍କ ଦୋଷ ଜଣିକି ପକେଇ ଛନ୍ତି ଏତେ ସେବାୟତ କଣ ପାଇଁ ଭିଡ଼ କରୁଥିଲେ

  • @user-qh6ws7eh5e
    @user-qh6ws7eh5e Před 20 dny +11

    ପ୍ରଶାସନିକ ସ୍ତରରେ ଉପଯୁକ୍ତ ତଦନ୍ତ ଆରମ୍ଭ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ😮😮😮

  • @Jotrimay
    @Jotrimay Před 20 dny +7

    ଆପଣ ଠିକି କହିଛନ୍ତି
    ମରିବେ ଅଧା ଅକାଳ ମୃତ୍ୟୁ ହେଇଯିବ ସେବାୟତ ଙ୍କୁ 🙏🙏😭😭😭

  • @muralidharswain938
    @muralidharswain938 Před 20 dny +9

    କୋଟି ଓଡ଼ିଆର ମଉଡମଣୀ, କୋଟି ଓଡ଼ିଆର ଆରାଧ୍ୟ ଦେବତା, ଚକା ଚକା ଆଖିରେ ବଳିୟାର ଭୁଜ ସବୁ ଦେଖୁଛନ୍ତି, ଜାଣୁଛନ୍ତି l କିଭଳି ଏଭଳି ଅଘଟଣ ଘଟିଲା l ଯଦି ଜାଣିଶୁଣି ଏଭଳି କରିଛି ସେମାଙ୍କୁ ଦଣ୍ଡ ଦିଆଯାଉ l

  • @kedarmallick7198
    @kedarmallick7198 Před 20 dny +4

    ମହାଶୟଙ୍କ କଥା ସହ ମୁଁ ସଂପୂର୍ଣ୍ଣ ଭାବେ ସହମତ।

  • @user-qp3uy6pl9t
    @user-qp3uy6pl9t Před 20 dny +3

    ସେବାୟତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯେଉଁ ମାନେ ଦଉଡି ବାନ୍ଧି ନଥିଲେ ମେଡ଼ିକାଲରେ ଯିଏ ଅଛନ୍ତି ଶୀଘ୍ର ଭଲ ହେଇଯାନ୍ତୁ

  • @user-hv1ut2op2f
    @user-hv1ut2op2f Před 20 dny +2

    ଜଗନ୍ନାଥଙ୍କୁ ଖେଳନା ଭାବନ୍ତୁ ନାହିଁ ଆଜ୍ଞା.. ସଜାଗ ରୁହନ୍ତୁ, ସେ ଭାବର ଠାକୁର 🙏🙏🙏

  • @brajeswarisingh909
    @brajeswarisingh909 Před 20 dny +2

    ସେହି ସେବାୟତ ଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ 🙏 ଅଯଥା ସରକାରଙ୍କୁ ଦୋଷ ନ ଦିଅନ୍ତୁ🙏

  • @bhagabanpanda7200
    @bhagabanpanda7200 Před 20 dny +4

    ବିଶ୍ୱକୁ ମହା ବିପତ୍ତି, ଜୟ ଜଗନ୍ନାଥ,ରକ୍ଷାକର ପ୍ରଭୁ ସାରା ବିଶ୍ୱକୁ ରକ୍ଷାକର

  • @ConfusedBakedBread-nu4jw
    @ConfusedBakedBread-nu4jw Před 20 dny +2

    ଦେଶରେ ରାଜତନ୍ତ୍ର ନୁହେଁ, ଗଣତନ୍ତ୍ର ଚାଲୁଛି , ରଜାର ପୁଅ ରଜା ହୋଇ ଦେଶକୁ ଶାସନ କରିବା ଯଦି ଉଠିଗଲାଣି,ତେବେ ସେବାୟତ ର ପୁଅ ହିଁ ସେବାୟତ ତାପରେ ତାପୁଅ ସେବାୟତ ପୁଣି ତାପୁଅ ସେବାୟତ, ଏହା ରାଜତନ୍ତ୍ର ର ଏକ ନମୁନା , ଏହି ପରମ୍ପରା କୁ ଉଛେଦ କରାଯାଉ । ଜଦି ମାଦଳା ପଞିରେ ଏହା ଅଛି, ତାକୁ ସଂଶୋଧନ କରାଯାଉ ,ଭାରତର ସଂବିଧାନ ଓ ଆଇନ ର ନିୟମକୁ ସଂଶୋଧନ ହୋଇପାରୁଛି ,ଏହି ରାଜତନ୍ତ୍ର ଭଳି ପ୍ରଥାକୁ କାହିଁକି ପରିବତର୍ତ୍ତନ କରାଯାଉ ନାହିଁ , Interview କରି ସେବକ ମାନଙ୍କୁ ନିଯୁକ୍ତି ଦେଲେ ଏପରି ଯାଣିଶୁଣି ସେବକ ମାନେ ଭୁଲ କରିନଥାନ୍ତେ ,ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଯେପରି ପଞାବର ସ୍ବର୍ତ୍ତ ମନ୍ଦୀରରେ ପରିବର୍ତ୍ତନ ଆଣିଥିଲେ ସେପରି କୈ।ଣସି ରାଜନେତା ନାହାନ୍ତି , ନିଜର ସ୍ବାର୍ଥ ପାଇଁ ସମସ୍ତେ ବ୍ୟସ୍ତ, । ଏବେ ଏତେବଡ ଭୁଲ ପାଇଁ ମଧ୍ୟ ମୁଖ୍ୟ ମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଫିସର୍ ମାନେ କାହାକୁ କଠୋର ଦଣ୍ଡ ଦେବାର ସାହସ ନାହିଁ । ମୋହନ ସରକାର ଜଦି ଦୋଷୀକୁ କଠୋର ଦଣ୍ଡ ନଦିଅନ୍ତି , ଜଗନ୍ନାଥ ଓ ତାଙ୍କ ଭକ୍ତମାନେ ମୋହନ ମାଝୀଙ୍କୁ ଆଗାମୀ ନିର୍ବାଚନରେ କଠୋର ଦଣ୍ଡ ଦେବେ ।

  • @pravasmajhi2776
    @pravasmajhi2776 Před 20 dny +3

    ଯିଏ ଏଭଳି କାମ କରଛି ଭଗବାନ ତାଙ୍କ କଥା ବୁଝିବେ ବ୍ୟସ୍ତ ହେବାର ନାହିଁ

  • @user-bs5wv9xx7s
    @user-bs5wv9xx7s Před 20 dny +4

    ଆପଣଙ୍କ କଥାକୁ ସ୍ୱୀକାର 🙏🙏🙏🙏🌹🌹🌹 ଏକଥା ସତ

  • @prakashswain8674
    @prakashswain8674 Před 20 dny +7

    ଯଦି ସିସିଟିଭି ଦୃଶ୍ଯ ସତ,ତାହେଲେ ମୋହନ ସରକାରଙ୍କୁ ସାରା ରାଜ୍ଯରେ‌ ନିନ୍ଦିତ କରାଇବା ସକାଶେ ବଡଠାକୁରଙ୍କୁ ଜାଣିଶୁଣି ଠେଲି ଦେବାର ଗଭୀର ଷଡଯନ୍ତ୍ର ସରକାରୀ ବିରୋଧି ବାଲା କରାଇଛନ୍ତି କହିଲେ ଭୂଲ ହେବ ନାହିଁ । ଜୟ ଜଗନ୍ନାଥ ସ୍ବାମୀ 🙏।

  • @adwaitbehera7403
    @adwaitbehera7403 Před 17 dny

    ମହାପୂଜକ ମହୋଦୟଙ୍କୁ ମୋର ବିନମ୍ର ଭାବେ ପ୍ରଣାମ କରୁଅଛି l ବାସ୍ତବିକ ସେ ଯାହା କହୁଛନ୍ତି ମୋର ବ୍ୟକ୍ତିଗତ ମତ ମଧ୍ୟ ତାହା l ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି l ଶ୍ରୀଯୁକ୍ତ ପୂଜକ ମହୋଦୟଙ୍କୁ ମୋର ବିନମ୍ର ପ୍ରଣତି l
    ଜୟ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି, ଜୟ ଜଗନ୍ନାଥ 😪❤🙏🙏🙏🙏

  • @ratna5612
    @ratna5612 Před 20 dny +5

    ନୂଆ ସରକାର୍ ଙ୍କ ବିରୋଧ ରେ କହିବାକୁ ଗୁଟେ ସୁଯୋଗ ଆଣୁଥିଲେ। ଯେ ଜନତା ଜନାର୍ଦ୍ଦନ ସବୁ ଜାଣନ୍ତି।କିଛି ଅଶୁଭ ହେବନି କାରଣ ଏଟା ମଣିଷକୃତ

  • @dinabandhunayak9371
    @dinabandhunayak9371 Před 20 dny +5

    ସେବାୟତ ଗିରଫ କରିବା ପାଇଁ request

  • @ramachandranaik713
    @ramachandranaik713 Před 20 dny +3

    ସେବାୟତ ହଟାଯାଉ।

  • @newvideo-ez6td
    @newvideo-ez6td Před 20 dny +8

    Sebayat Manakara Bahuta Garba Hei galani 😡😡😭😭

  • @pratimasahoo1339
    @pratimasahoo1339 Před 19 dny +1

    ଉଚିତ କଥା ଭୁଲ ମାଗନ୍ତୁ ସେଠାରେ ଥିବା ସେବାୟତ

  • @user-qr2zs8ih4c
    @user-qr2zs8ih4c Před 20 dny +1

    ସେବାୟତ ମାନଙ୍କୁ interview କରାଯାଉ ପରମିଟ ଥିବା ଲିମିଟେଡ ସଂଖକ ସେବାୟତ ମାନଙ୍କୁ ରଥରେ ଉଠିବାର chance ମିଳୁ

  • @RangadharNayak-rv9kk
    @RangadharNayak-rv9kk Před 20 dny +5

    Sampurna satya

  • @ajayakumarrath5136
    @ajayakumarrath5136 Před 20 dny +1

    ରାୟଗଡର ମୁ ଜଣେ ସେବାୟତ।ଆପଣଙ୍କ ମତରେ ମୁ ସହମତ।

  • @Sitarjeeban
    @Sitarjeeban Před 19 dny

    ବଡ ଠାକୁରଙ୍କୁ ରଥରୁ ଓଲ୍ହେଇବା ଦାୟିତ୍ୱ ଯାହାର ଥିଲା ତାକୁ ଦଣ୍ଡ ଦିଆଯାଉ. ଜୟ ଜଗନ୍ନାଥ 🙏

  • @AKPalo
    @AKPalo Před 20 dny +1

    ସେବାୟତ ମାନଙ୍କ ଘରେ ରାଜ୍ୟ ଏବଂ କେନ୍ଦ୍ର ସରକାର ତନଖି କରାଯାଉ l ଏମାନଙ୍କୁ ଶାସନ ଦରକାର l

  • @rajeshkumarsing4384
    @rajeshkumarsing4384 Před 19 dny

    ସେହି ସେବାୟତମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ମନମୁଖୀ ଚଳାଇଥିଲେ । ଜୟ କାଳିଆ ଠାକୁର

  • @prasannakumarnayak2278
    @prasannakumarnayak2278 Před 20 dny +3

    ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ

  • @kasyapapradhan4484
    @kasyapapradhan4484 Před 18 dny

    ଜାଗ ହିନ୍ଦୁ ଜାଗ, ସାକାର ବାବା, ସାରଥି ବାବାଠାରୁ ଦୂରକୁ ଭାଗ । ଜୟ ଜଗନ୍ନାଥ

  • @renubalamohapatra5702
    @renubalamohapatra5702 Před 18 dny

    ବଡ ଠାକୁର ସେ ପ୍ରଳୟ କରିଦେବେ।ମରିବା ସବୁ।
    ଅବହେଳା କରିବା କଥା କି?ଜୟ ଜଗନ୍ନାଥ 🙏🙏

  • @saritamaharana4151
    @saritamaharana4151 Před 19 dny

    ସେବାୟତ ହେଉ ଜନସାଧାରଣ ହେଉ ଠାକୁର କୁ ନେଇ ରାଜନିତି କରୁଛନ୍ତି।ଭଲ ଚିନ୍ତା କଲେ ଭଲ ହୁଏ

  • @krupasindhubehera184
    @krupasindhubehera184 Před 20 dny +2

    Thanks sir 🙏🙏🙏🙏

  • @user-ku6bo6do1s
    @user-ku6bo6do1s Před 16 dny

    ସେମାନଙ୍କୁ ମନ୍ଦିର ସେବାରୁ ସସପେଣ୍ଡ କରାଯାଉ ।ବାହୁଡା ଯାତ୍ରା ରେ କଡା ନିରାପତ୍ତା ର ବ୍ୟବସ୍ଥା କରାଯାଉ ।ସ୍ପେସାଲି ସେବାୟତ ଙ୍କୁ ।ଅରୁଆ ଡାଲ୍ମା ଖାଇ ଜଗନ୍ନାଥ ଙ୍କୁ ପୈତୃକ ସମ୍ପତ୍ତି ଭାବିଲେଣି।ସେଠି ରାଜନୀତି ଚଳେଇଲେଣି ।ଠିକ୍ କହୁଛନ୍ତି ।ଜୟ ଶ୍ରୀ ଜଗନ୍ନାଥ ।

  • @KuniThanapati
    @KuniThanapati Před 20 dny

    ବହୁତ ବଢିଆ କମେଣ୍ଟ,

  • @Sitarjeeban
    @Sitarjeeban Před 19 dny

    ଆପଣଙ୍କ କଥା ନିରାଟ ସତ 🙏

  • @kruparamsahu7311
    @kruparamsahu7311 Před 19 dny

    ସେବାୟତ ମାନେ ନିଜର ସ୍ୱାର୍ଥ କୁ ସବୁବେଳେ ଆଗରେ ରଖନ୍ତି। ସେମାନଙ୍କର ଦୌରାତ୍ମ୍ୟ ବହୁତ ବଢି ଯାଇଛି। ସେମାନେ ନିୟମ କାନୁନ ମାନୁ ନାହାଁନ୍ତି। ସରକାର ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସେମାନେ ଭାବନ୍ତି ତାଙ୍କର କେହି କିଛି କରି ପାରିବେ ନାହିଁ।

  • @swapankumardey7246
    @swapankumardey7246 Před 19 dny

    ବହୁତ ସୁନ୍ଦର ଭାବେ କହିଲେ।

  • @JogeswarMajhi-lt7hj
    @JogeswarMajhi-lt7hj Před 20 dny +10

    ସେମାନେ ପରା ସେବକ ଯାହା ମନ୍ତବ୍ୟ ଦିଅନ୍ତୁ ଆମ ଓଡ଼ିଆ ମାନି ବାକୁ ପ୍ରସ୍ତୁତ,,

  • @rabinarayanprasadnayak3972

    ଏ କଥା ବିଜେପି ସରକାରରେ ହେଲା, ତେଣୁ ମନ୍ତ୍ରୀ, ସେବାୟତମାନେ ଏହାକୁ ଠାକୁରଙ୍କ ଲୀଳା ବୋଲି କହିଛନ୍ତି। କିନ୍ତୁ ବିଜେଡି ସରକାର ସମୟରେ ହୋଇଥିଲେ ଵଡ କୀଳା କରିଥାନ୍ତେ।ଜୟ ଜଗନ୍ନାଥ।

    • @dibyaranjanmohanta2018
      @dibyaranjanmohanta2018 Před 20 dny

      Tume sabu stanare poltics purouchha kn pain tike hele paribartan kara nijo chinta dhara ku bhai

  • @dhirendranathrout3005
    @dhirendranathrout3005 Před 20 dny

    ଭାଇ ସାଧୁ ମାନେ ସଜାଗ ହୁଅନ୍ତୁ।

  • @parsuramsahoo7509
    @parsuramsahoo7509 Před 20 dny

    ଜୟ ଜଗନ୍ନାଥ ପ୍ରଥମ ପଦକ୍ଷେପରେ ଯେଉଁ12 ଜଣ ମେଡ଼ିକାଲରେ ଅଛନ୍ତି ତଙ୍କୁଥାକୁରଙ୍କ ସେବାରୁ ବଞ୍ଚିତକରଜାଉ

  • @sunilsahu1045
    @sunilsahu1045 Před 20 dny +1

    Emane sebayat ra power ku bhala use karuchanti he prabhu aapna hi emanku thik nya karantu he prabhu.

  • @SleepyAtv-pu7ng
    @SleepyAtv-pu7ng Před 20 dny +1

    Right 👍

  • @saratnayak1567
    @saratnayak1567 Před 20 dny +1

    Due to irresponsibility and monopoly work of sevayats such incident has happened. The administration has no controll over sevayats.

  • @user-fw4uc4pq7t
    @user-fw4uc4pq7t Před 19 dny

    ଏହା ନିରାଟ ସତ୍ୟ ସେବାୟତ ମାନଙ୍କ ପାଇଁ ଏହି ଘଟଣା ଘଟିଛି । ସେବାୟତ ମାନଙ୍କୁ ଦଣ୍ଡ ମିଳିବା ଉଚିତ।

  • @KuniThanapati
    @KuniThanapati Před 20 dny

    କାହାର କିଛି ଅସୁବିଧା ହବନି,ସସ୍ତା ରାଜନୀତି କରିବାକୁ ଇଚ୍ଛା ରଖିଛନ୍ତି କି,,। କିନ୍ତୁ ସେବାୟତଙ୍କ ଭୂମିକା ରହିଥିଲା। ଦେଶବାସୀଙ୍କ କ'ଣ ହେବ, ସଲେ ବେସି ଗାଲୁଆମୀ କରନି। ଏହାର ମୁଖ୍ୟ ଭୂମିକାରେ
    ତୁମେ ଦାୟୀତ୍ୱରେ ଥିଲ ଏବଂ ଅବହେଳା ଯୋଗୁଁ ଘଟିଥିଲା ,

  • @dhirendranathrout3005
    @dhirendranathrout3005 Před 20 dny

    ଅତ୍ୟନ୍ତ ନିର୍ଦିଷ୍ଟ ସଂଖ୍ୟକ ଦଖ୍ୟ ସେବାୟତ ରଥ ଉପରେ ରହିବା ନିୟମ ହେବା ଆବଶ୍ୟକ।

  • @obcsangramsamiti
    @obcsangramsamiti Před 20 dny

    ଏହି ରଥ ଯାତ୍ରା ବନ୍ଦ ହେଲେ ଯାଇ ଲୋକ ଙ୍କ ଉନ୍ନତି ଓ ଶାନ୍ତି ମିଳିବ

  • @SankirtankanharSankar
    @SankirtankanharSankar Před 20 dny

    ଏ ସବୁ ବିଜେଡ଼ିର ରାଜନିତି ଏବଂ ସେବାୟତମାନଙ୍କ ସମ୍ପୁର୍ଣ୍ଣ ଭାବେ ଭୁଲ୍

    • @Foodiestravels
      @Foodiestravels Před 20 dny

      Sabu apana nka pari pagala payin hela bjd tuma maa bhauni ku ..... Nela

  • @dinabandhunayak9371
    @dinabandhunayak9371 Před 20 dny +2

    Sabu ସେବାୟତ ଗିରଫ କରିବା ଦରକାର

  • @Crimestoryhindi143
    @Crimestoryhindi143 Před 20 dny

    ସେବାୟତ ମାନଙ୍କୁ ତାଙ୍କ ଭୁଲ ପାଇଁ ସରକାର ଦଣ୍ଡ ଦେବା ଦରକାର ସେବାୟତ ପାଇଁ ହି ଏତେ ବଡ ଅଘଟଣ ଘଟିଛି

  • @PradeepMallik-gs4or
    @PradeepMallik-gs4or Před 19 dny

    Thank you sir

  • @Reenabehera0
    @Reenabehera0 Před 20 dny +1

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻😭

  • @harekrishnatripathy7344

    ପୋଲିସ ପ୍ରଶାସନ କାର୍ଡ ଦେଖି ରଥ ଉପରକୁ ସେବାୟତ ଙ୍କୁ ଛାଡିବା କଥା

  • @brajabandhudash5930
    @brajabandhudash5930 Před 20 dny

    ଜୟ ଜଗନ୍ନାଥ,

  • @ranjanmohanty9098
    @ranjanmohanty9098 Před 20 dny

    ଜୟ ଜଗନ୍ନାଥ

  • @user-lo8yd5vz6g
    @user-lo8yd5vz6g Před 20 dny

    Bahut bhal katha

  • @RamakrushanTripathy
    @RamakrushanTripathy Před 20 dny +1

    1000000right

  • @user-rz1cd8co6q
    @user-rz1cd8co6q Před 20 dny

    ସତ କଥା କହିଛନ୍ତି, ଏଥିରେ ସବୁଭୁଲ କାମ କରିଛନ୍ତି ସେବାୟତ ମାନଙ୍କର, ସେ ଜାଗାରେ ସେବାୟତ ହିଁ କାର୍ଯ୍ୟ କରନ୍ତି, ତାଙ୍କର ସେ କାମ, ନିଜେ ଭୁଲ କରିବ, ପୁଣି ସରକାରଙ୍କୁ ଭୁଲ ଲଦିବ, ପୁରା ଭୁଲ ତୁମର ଏଥି ପାଇଁ କ୍ଷମା ମାଗନ୍ତୁ,

  • @santilatapanda1386
    @santilatapanda1386 Před 20 dny +2

    Badamad Puri sebayat Ratha Sara gheri rahu chhanti loko tike bhagawan nku bhalare dekhibe boli atura

  • @prakashkanhar8039
    @prakashkanhar8039 Před 19 dny

    Good news

  • @jaydebmajhi236
    @jaydebmajhi236 Před 20 dny

    Like video Thank you sir 🙏🙏🙏🙏

  • @krushnadas1509
    @krushnadas1509 Před 19 dny

    Ati. Utam .katha upasthapana karichhanti .bahut bahut subhetsa sm j

  • @user-eq7jx4fq8j
    @user-eq7jx4fq8j Před 19 dny

    Odisha re marudi sanket ❤❤

  • @RanBansita7235
    @RanBansita7235 Před 20 dny

    ସେବାୟତ ମାନେ ଦଳ ପ୍ରତିବାଦ ନେଉଛନ୍ତି

  • @chaitanyakumbhakar7634

    ସେବାୟତ ମାନେ ବଦମାସ୍

  • @haraprasadmahanta4657
    @haraprasadmahanta4657 Před 20 dny

    ଏଥୂ ପାଇଁ ପୁରୀ ମନ୍ଦିର ପ୍ରଶାସନ ଦାୟୀ ଓ ପୁରୀ ପଣ୍ଡାମାନେ

  • @user-it1qb6dk9g
    @user-it1qb6dk9g Před 17 dny

    Right 👍💯💯

  • @srikantad10
    @srikantad10 Před 20 dny

    Jay Jagannath 👏.

  • @ArunKumar-rx8oy
    @ArunKumar-rx8oy Před 20 dny

    Jay shree Jaganatha Swami 🛕🚩⭕‼️⭕🌺🪔🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @prasantapradhan2719
    @prasantapradhan2719 Před 20 dny

    ଅଶୁଭ ସରକାର, ତେଣୁ ଏପରି ଘଟିଲା 😊

  • @girijaduttadash5794
    @girijaduttadash5794 Před 18 dny

    ନିଜ ଦୋଷ ନିଜେ ସ୍ବୀକାର କରିବା ମହତ ଲୋକର ମହାନତା।

  • @sarojde9808
    @sarojde9808 Před 20 dny

    ଠିକ କଥା ....
    ଏ ଶଳା ପଣ୍ଡା ମାନଙ୍କୁ ବାନ୍ଧ !!!

  • @nakulnaik1423
    @nakulnaik1423 Před 20 dny

    Right ଆଜ୍ଞା 🙏🙏🙏🙏

  • @odiagulikhatichanel8592

    ସେବାୟତ ଙ୍କ ଗର୍ବ ହେଇ ଗଲାଣି

  • @santoshineekarmi6805
    @santoshineekarmi6805 Před 20 dny

    💯 right

  • @SurprisedKettlebell-hl9cf

    Correct

  • @DurjyodhanNNayak
    @DurjyodhanNNayak Před 20 dny

    Jay jagannath 100% right

  • @atuldigal2686
    @atuldigal2686 Před 20 dny

    Yes,sir. You are right.

  • @sandipsahoo7611
    @sandipsahoo7611 Před 20 dny

    Thk katha

  • @sanjuktabhuyan6507
    @sanjuktabhuyan6507 Před 17 dny

    Jay Jagannath 🙏🙏🙏🙏🌺❤️🌺❤️🌺

  • @MalayaBarik-uk8tc
    @MalayaBarik-uk8tc Před 20 dny

    Ek sum thik sir.

  • @user-gy3og6zt7v
    @user-gy3og6zt7v Před 20 dny

    Good opinion

  • @sudhansumahakud9376
    @sudhansumahakud9376 Před 20 dny

    ସେବାୟତ ଙ୍କ ଖାମଖିଆଲ ମନୋଭାବ

  • @brahmanandabiswal5036
    @brahmanandabiswal5036 Před 20 dny +2

    Jeu.sebayata.doshi.taku.uchita.danda.debakatha.

  • @gangadharjena8764
    @gangadharjena8764 Před 17 dny

    ପଣ୍ଡା ମାନେ ତ ସେଲ୍ଫି ଉଠା ଇବାରେ ବେସ୍ତ ଥିଲେ ଆଉଠାକୁର ଙ୍କୁ ଧରିବାକୁ ଧରିବ କିଏ
    0:23