Video není dostupné.
Omlouváme se.

ହେତୁବାଦୀଙ୍କ ବଡ଼ ବୟାନ, କହିଲେ ରତ୍ନ ଭଣ୍ତାରକୁ ନେଇ ଚାଲିଛି ....। Ratna Bhandar।Jagannath Temple।

Sdílet
Vložit
  • čas přidán 12. 07. 2024
  • ହେତୁବାଦୀଙ୍କ ବଡ଼ ବୟାନ, କହିଲେ ରତ୍ନ ଭଣ୍ତାରକୁ ନେଇ ଚାଲିଛି ....। Ratna Bhandar।Jagannath Temple।#local18 #news18odia #OdiaNews #ଆଜିରନ୍ୟୁଜ #odishanews #oriyanews #purirathyatra #rathayatra #ratnabhandar #jagannathpuritemple
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Komentáře • 713

  • @tusarpanda5148
    @tusarpanda5148 Před měsícem +51

    ତମେ ହେତୁବାଦ୍ଦି ଖାଲି ହିନ୍ଦୁ ଧର୍ମର ବିଷୟରେ କୋଉଚ୍ଚ ଠିକ୍ ଅଛି.ଥରେ ମାତ୍ର ମୁସଲିମ ସମ୍ପ୍ରଦାୟ ବିଷୟ ରେ କହିଲ.khrristian ବିଷୟ ରେ କହିଲ ତମ ଓକାଟ କେତେ .

    • @user-pi1lc5ov3i
      @user-pi1lc5ov3i Před měsícem +2

      Bhai apana dine boom neiki jantu au pocharontu

    • @tunathakur5802
      @tunathakur5802 Před měsícem

      Bhai e basted najayaj harami mananka himmat nahin. Emane gote gote jaraja

    • @stutikerketta2168
      @stutikerketta2168 Před měsícem

      Tama pari andhabhakt hindu mane pratek Dina mushalman au Christian mananku gali karanti.kahin semane ta reaction Karu nhanti

    • @k-manojkumar1341
      @k-manojkumar1341 Před měsícem

      Tu gote mundi bujhilu hana habu raha​@@stutikerketta2168

    • @sudhiranjansahoo1332
      @sudhiranjansahoo1332 Před měsícem

      Pura gandire gehindebe e ku😂😂😂

  • @bijaykumarmohakud517
    @bijaykumarmohakud517 Před měsícem +70

    ଅନ୍ୟ ସମ୍ପ୍ରଦାୟ ବିଷୟରେ ଟିକେ ହେତୁ ଜ୍ଞାନ କୁହ

    • @AmilyaPradhan
      @AmilyaPradhan Před měsícem +8

      ଆ ଗାଣ୍ଡିରେ ଦମ ନାଇଁ... କହିଲେ ସେମାନେ ଆଉ ଉତ୍ତମ ମଧ୍ୟମ ଦେବେ....😂😂😂😂😂

    • @sadanandamishra6269
      @sadanandamishra6269 Před měsícem +2

      ସେମାନେ କହିବେ ନାହିଁ କାରଣ ସେମାନେ ଜାଣନ୍ତି ଏହା ଦ୍ୱାରା ସେମାନେ ଜେଲ କୁ ଯିବେ l

    • @abhimanyudash8360
      @abhimanyudash8360 Před měsícem +2

      ସତ୍ୟ କଥା ଶୁଣିବାକୁ ବାଧୁଛି..

    • @abhimanyudash8360
      @abhimanyudash8360 Před měsícem +3

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @nilambarsahu9643
      @nilambarsahu9643 Před měsícem

      Right

  • @manoranjanlenka4241
    @manoranjanlenka4241 Před měsícem +10

    ସାର୍ ! ଆପଣଙ୍କ କଥା ଗୁଡ଼ିକ ବହୁତ ଭଲ ଲାଗିଲା। ଏହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ମଧ୍ୟ। ପ୍ରଚଳିତ ଅନ୍ଧବିଶ୍ୱାସ ଜନିତ ଜୀବନ ଧାରା କୁ ଆମର ଏହି ବିଜ୍ଞାନ ହିଁ ବଦଳାଇ ପାରିବ।ଦୁଃଖର କଥା ବିଜ୍ଞାନକୁ ବୁଝାଇବା ପାଇଁ ଆମ ପାଖରେ ସୁବ୍ୟକ୍ତି ର ଅଭାବ ରହିଛି।

    • @Sandiptheking
      @Sandiptheking Před měsícem

      Are bhai kau bigyana Katha kahucha janma hela bele bigyana ku sathire nei ki asi thila

    • @rahulpolei4102
      @rahulpolei4102 Před 29 dny

      ମିଛପଚାରକକୁ ଧରାଯାଉ ବେସିମିଡୀଆବାଲାସୋକରୁଛନ୍ି

  • @knoweconomics1
    @knoweconomics1 Před měsícem +29

    ବହୁତ ବହୁତ ଧନ୍ୟବାଦ ସାର। ଆପଣକପରି ନିର୍ଭୀକ ଓ ସତ୍ୟବାଦୀ ଙ୍କୁ ଏ ସମାଜର ଅନ୍ଧଭକ୍ତ ମାନେ ଗ୍ରହଣ କରିବେନି। ସେମାନେ ଗ୍ରହଣ କରନ୍ତୁ କି ନ କରନ୍ତୁ ଆପଣଙ୍କର ମତ ସର୍ବଦା ସତ୍ୟ ଓ ବଜ୍ଞାନ ସମ୍ମତ।

  • @ashokkumarmoharana7946
    @ashokkumarmoharana7946 Před měsícem +6

    U R very correct. ଲୋକେ ଅନ୍ଧବିଶ୍ୱାସ ରୁ ଦୁରେଇ ରୁହନ୍ତୁ । ପଣ୍ଡାଙ୍କ ଦଇତାପତି ଙ୍କ ମିଥ୍ୟାର ଅନ୍ଧବିଶ୍ୱାସ ଅପପ୍ରଚାର କୁ ତ୍ଯାଗ କରନ୍ତୁ ।

  • @BasantMohapatra-jh6vw
    @BasantMohapatra-jh6vw Před měsícem +67

    ଆପଣ ବାସ୍ତବ କଥା କହୁଛନ୍ତି ସାର, ଆପଣଙ୍କୁ ବହୁତ ଧନ୍ୟବାଦ l

  • @paridacreation7307
    @paridacreation7307 Před měsícem +105

    Aama ଠାକୁରଙ୍କୁ ଏ ହାରାମି ଗୋଟେ ଜିନିଷ ବୋଲି କହୁଛି ଏ mediabala କାହିଁକି ୟା ସାଙ୍ଗରେ କଥା ହେଉଛନ୍ତି

  • @pradhanfarming5161
    @pradhanfarming5161 Před měsícem +58

    ବିପଦ ପ୍ରଳୟ ଆସିବା କହିବା ଅନ୍ଧ ବିଶ୍ବାସ କିନ୍ତୁ
    ଜଗନ୍ନାଥ ଠାକୁର ନୁହଁନ୍ତି କହିବା ଉଚିତ୍ ନୁହେଁ
    ହେତୁ ବାଦି ହେତୁବାଦି ହିସାବରେ ରୁହ ଯେତିକି କହିବା କଥା କୁହ
    ଡକ୍ଟର ନପାରିଲେ ଠାକୁର ଭରସା କହୁଛନ୍ତି ନିଜେ ଡକ୍ଟର

    • @Jeetjazz52
      @Jeetjazz52 Před měsícem +1

      Kou bi thakura nahanti

    • @rameshdash779
      @rameshdash779 Před měsícem +3

      Prabhu nahanti. Jadi tu kameti banchichu pagala buda tou bou Tate kahinahati jaghanta Kia kouti lekha achi pasu maksh khiebaku tu gote kalijugara narada

    • @itishreepriyadarsaninayak3341
      @itishreepriyadarsaninayak3341 Před měsícem +1

      Ehi hetubadi ra garba pae Yara paribar bi lopa paijiba eta kilibili hoi mariba

    • @hk7154
      @hk7154 Před měsícem

      ​@@rameshdash779ନାରଦ ଙ୍କ ଚର୍ଯ୍ୟା ପଢନ୍ତୁ ନାରଦ ମୁନି ନାଟ ଲଗାନ୍ତିନି କୃପା କରନ୍ତି ତାର ଉଦାହରଣ ଭକ୍ତ ପ୍ରହଲ୍ଲାଦ, ଧ୍ରୁବ ମହାରାଜ, ଆହୁରି ଅନେକ ଭକ୍ତ...
      ୟାକୁ ତମେ ନାରଦ ମୁନି ଙ୍କ ସହ ତୁଳନା କରନି ୟେ ତ କଳିଯୁଗର ମାଂସ ଖିଆ ରାକ୍ଷସ ଟିଏ...

    • @Inner.divinity
      @Inner.divinity Před měsícem

      ​@@itishreepriyadarsaninayak3341andhbhakt spotted

  • @studioranee3392
    @studioranee3392 Před měsícem +23

    100% right sir

  • @surathanaik1169
    @surathanaik1169 Před měsícem +28

    ଯାହା କହିଲେ ଠିକ କହିଛନ୍ତି

  • @abhimanyudash8360
    @abhimanyudash8360 Před měsícem +5

    ଉଲ୍ଲୁ ବନେଇବା, ହତ୍ୟା କରିବା, ସ୍ବର୍ଗ ନର୍କ, ଭୁତ ପ୍ରେତ ଧର୍ମର ଆବିଷ୍କାର.. କିନ୍ତୁ ସମୟ ଆସିଲାଣି ଧିରେ ଧିରେ ଲୋକମାନଙ୍କ ଆଖି ଖୋଲିଲାଣି.. ଭାଣ୍ଡାମି, ବ୍ରାହ୍ମବାଦ, ମନୁବାଦ ଚଳିବ ନାହିଁ..

  • @debabratasahu3598
    @debabratasahu3598 Před 29 dny +5

    ଶଳ୲ ତୋ ଘର ଠିକଣା ଥରେ ମତେ ମିଳିଗଲା ତା ପରେ ତୋ ରକ୍ଷା ନାହିଁ , ଠିଆ ଠିଆ ନ କ୲ଟିଛି ଜାଣିବୁ ଆଉ କେବେ ଆମ ଜଗନ୍ନାଥ ଙ୍କ ଉପରେ ଟିପ୍ପଣୀ କରିବାକୁ ସାହାସ ହବନି

  • @RameshKandi-b1w
    @RameshKandi-b1w Před měsícem +2

    Right sir Jay hetubadi Jay bharat

  • @manbodrana5313
    @manbodrana5313 Před měsícem +22

    ଏ ଭଦ୍ର ବ୍ୟକ୍ତି ଠିକ୍ କରୁଛନ୍ତି ଭାବୁଛି ।

  • @pabitrapradhan6184
    @pabitrapradhan6184 Před měsícem +2

    Thank you Ratha sir for being the torch bearer of rationalism

  • @KasturbaChatriya
    @KasturbaChatriya Před měsícem +16

    U r right,sabu bhandami
    Lokaku divert kariba chhada au kichhi nahi...

  • @nirodamishra907
    @nirodamishra907 Před měsícem +15

    Perfect katha.🙏

  • @trinathBehera-nt2xq
    @trinathBehera-nt2xq Před měsícem +17

    Andhakaraku dura karithibaru apananku koti koti pranam

  • @Golitics870
    @Golitics870 Před měsícem +11

    Really good analysis and analysed in a scientific manner.🎉🎉🎉

  • @prafullachandrasahoo9688
    @prafullachandrasahoo9688 Před měsícem +40

    ଏଭଳି ବ୍ୟକ୍ତି ମାନଙ୍କୁ କମିଟି ଭିତରେ ରଖିଥାନ୍ତେ ଓ ବିରିୟାନୀ ଖାଇ ରତ୍ନଭଣ୍ଡାର ଖୋଲିବାକୁ ଯାଇଥାନ୍ତେ. ତାହେଲେ ଜଣାପଡିଥାନ୍ତା ପ୍ରକୃତ ରହସ୍ୟ କଣ.

    • @amitbehera9861
      @amitbehera9861 Před měsícem +2

      Bhai Seiloka pure Vegan......pure Veg thu adhika....

    • @JamesParichha.
      @JamesParichha. Před měsícem

      Thik thik

    • @abhimanyudash8360
      @abhimanyudash8360 Před měsícem

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

  • @biswajitdas-ss2rx
    @biswajitdas-ss2rx Před měsícem +45

    ଲୋକେ ଠିକ କହିଥିଲେ ତମ ପାଖରୁ ବଂଶ ବୁଡି ଯାଇଛି ତମେ ବଂଶ ରେ ଗଣା ନୁହେଁ

    • @manashnayak2794
      @manashnayak2794 Před měsícem +2

      ନଡ଼ିଆ ର କେତୋଟା କଣା ତୋତେ ମୋ ପେଳ ଟା ଜଣା ମୁଁ 💯ଥର କହିବି କଳିଯୁଗ ରେ ଭଗବାନ ନାହାନ୍ତି ଇୟେ କଳି ଯୁଗ କେବେ ଆଖିରେ ଭଗବାନ ଙ୍କୁ ଦେଖିଛ ମୋ କମେନ୍ଟ କୁ ଜିଏ ଖରାପ ଭାବିଲେ ମୋର ଢ଼ୋ

    • @akashtripathy9488
      @akashtripathy9488 Před měsícem

      ​@@manashnayak2794tu paban dekhichu, ta bali paban nai ki

    • @abhimanyudash8360
      @abhimanyudash8360 Před měsícem +1

      ତମେ ସବୁ ପାଠପଢ଼ି ମହା ମୂର୍ଖ ... ବ୍ରାହ୍ମଣବାଦ, ମନୁବାଦର ଗୋଲାମ... ଆମେ ସତ୍ୟ, ବିଜ୍ଞାନର ଅନୁଚର..ଜୟ ସମ୍ବିଧାନ..

    • @ayushmaanb8095
      @ayushmaanb8095 Před měsícem

      Thik kahi chhanty

  • @monajbhaibhai121
    @monajbhaibhai121 Před měsícem +1

    ଭହୁତ ଭଲ କଥା କହିଲେ ପ୍ରତାପ sir ଆପଣ ଙ୍କ କଥା ଏକଦମ ସତକଥା

  • @kathaokabitabysunanda2136
    @kathaokabitabysunanda2136 Před měsícem +10

    ଏସବୁକୁ ବୁଝିବା ପାଇଁ ଆତ୍ମ ସମ୍ମାନ ଓ ଜ୍ଞାନ r ଆବଶ୍ୟକତା ଅଛି। ନହେଲେ ଅଦୃଶ୍ୟ ଭୟ ଓ ଅନ୍ଧ ଭକ୍ତି ରେ ଜୀବନ ଚାଲେ

    • @abhimanyudash8360
      @abhimanyudash8360 Před měsícem

      ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @benudharpadhi2288
      @benudharpadhi2288 Před 29 dny

      ​​@@abhimanyudash8360ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ଧର୍ମ କାହାକୁ ଗୁଲାମ କରିନି ବାସ୍ତବରେ ତୁମ ପରି କେତେକ ଲୋକ ଧର୍ମ କୁ ଅପମାନ କରୁଛ । ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍ । ବ୍ରାହ୍ମଣ କୌଣସି ପ୍ରକାର ଖରାପ ଭୁଲ କାର୍ଯ୍ୟ କରନ୍ତି ନାହିଁ । ବ୍ରାହ୍ମଣ ଶବ୍ଦ ର ଅର୍ଥ ଯିଏ ବ୍ରହ୍ମ କୁ ଜାଣେ । ବ୍ରାହ୍ମଣ କାହାକୁ ଗୁଲାମ କରିନାହାନ୍ତି ବରଂ ସେ ପୂଜା ଯଜ୍ଞ ବୈଦିକ କର୍ମ କରନ୍ତି । ଭାରତୀୟ ସନାତନ ଧର୍ମ କାହାକୁ ଗୁଲାମ କରେ ନାହିଁ ବରଂ ଏହା ଭାରତୀୟ ସନାତନ ଧର୍ମ ମାନବ କୁ ଏକ ଶ୍ରେଷ୍ଠ ମାନବ ରୂପେ ଗଠନ କରେ । ବାସ୍ତବରେ ତୁମ ହେତୁବାଦୀ ମାନେ ଅନ୍ଧଭକ୍ତ ତୁମ ହେତୁବାଦୀ ମାନେ ଭାରତୀୟ ସନାତନ ଧର୍ମ କୁ ଅପମାନ କରୁଛ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍। ବାସ୍ତବରେ ତୁମ ହେତୁବାଦୀ ମାନେ ହିଁ ହାରାମି

  • @purnachandranag9719
    @purnachandranag9719 Před měsícem +50

    Sir ଆପଣଙ୍କ କଥା ଶୁଣି ଅନ୍ଧବିଶ୍ୱାସ ମାନଙ୍କୁ ମିରିଚି ଲାଗୁଛି,

    • @Ranjan.628
      @Ranjan.628 Před měsícem

      Andhaviswash kn ?

    • @KanhuPahan
      @KanhuPahan Před měsícem +3

      ଚାମଚା ଜେତେଲେ ବିଜ୍ଞାନ ଆସିନଥିଲା ନବ ଗ୍ରହ ବିଷୟରେ ଆମ ମୁନି ୠଷି ମାନେ ଜାଣିପାରିଥିଲେ ଗ୍ରହଣ କେବେ ହବ ସେମାନେ ଜାଣିପାରୁଥିଲେ କୁମ୍ଭ ମେଳା କାହିଁକି ହୁଏ ପଚାରି ବୁଝ୍ ଏଥିରେ ବି ବିଜ୍ଞାନ ଅଛି

    • @NareshKumarPatra-um3ms
      @NareshKumarPatra-um3ms Před měsícem +1

      2000barsa purbaru asithiba bhagaban au 1400barsa purbaru asithiba bhagaban Mane asli..ehanka againstre hetubadi kahiba agaru hagi pakeiba..

    • @Ranjan.628
      @Ranjan.628 Před měsícem +2

      @@NareshKumarPatra-um3ms right ✅. Segudaka hetubadi nuhe Segudaka missionary agent

    • @raghumaninayak9593
      @raghumaninayak9593 Před měsícem +2

      ମାଡି ଚାଲନ୍ତୁ we are bihand TQ you sir

  • @dinabandhumalik4884
    @dinabandhumalik4884 Před měsícem +2

    ରଥ ମହାଶୟ ଙ୍କୁ ସାଲୁଟ୍, ଏ ଭଳି ଅନ୍ଧ ବିଶ୍ୱାସ କୁ ଲୋକ ଲୋଚନ କୁ ଆଣିଥିବାରୁ l

  • @benudharpadhi2288
    @benudharpadhi2288 Před 29 dny

    ଭାରତୀୟ ସନାତନ ଧର୍ମ କୁ ମାନୁ ବା ନମାନୁ ଭାରତୀୟ ସନାତନ ଧର୍ମ ସଠିକ ଭାବରେ ଚାଲାବ । ବାସ୍ତବରେ ମିଡିଆ trp ପାଇଁ ଏହି ପରି କରୁଛି । ବାସ୍ତବିକ ମତ ।

  • @laxmidharsahoo8344
    @laxmidharsahoo8344 Před měsícem +13

    ବାସ୍ତବ ରେ ଏ ବ୍ୟକ୍ତି ଜଣେ ମହାନ୍, କାରଣ ସବୁର ପ୍ରମାଣ ଓ କାରଣ ଖୋଜନ୍ତି ଆଉ ଜାଣନ୍ତି, I oblige him,

    • @skr471
      @skr471 Před měsícem

      Toh boppa tate janma deichi tara pramana kan mate de 😅😅😅 toh bou ku tike patha bujhiba se pramana deipariba ta

    • @biswajit750
      @biswajit750 Před měsícem

      😂😂Andhabhakt​@@skr471

    • @nilambarmohanty9385
      @nilambarmohanty9385 Před měsícem

      ​@@skr471 jadi ta BAPAA & BOU ra GIAA GEI photo patheiba mu biswas karibi😂😂😂😂😂😂😂😂😂😂😂😂😂

  • @malayapatra9564
    @malayapatra9564 Před měsícem +8

    ସତ ଶାର

  • @rangasing9056
    @rangasing9056 Před 24 dny

    ବ୍ରାହ୍ମଣ ମାନେ ଲୋକ ମାନଙ୍କୁ ଭୟଭୀତ କରାଉଛନ୍ତି।

  • @saratsenapati9325
    @saratsenapati9325 Před měsícem

    ତୁ ଏବଂ ତୋ ପୂର୍ବ ପୁରୁଷ ଏ ଧରିତ୍ରୀକୁ ଆସିଲ କେମିତି,ଏ ଚନ୍ଦ୍ର ସୁର୍ଯ୍ୟ ଦିନ ରାତି କିଏ ସୃଷ୍ଟି କଲା ଉତ୍ତର ଦେ, ନଚେତ୍ ତୋ ସ ପରିବାରକୁ ପ୍ରଭୂ ଜଗନ୍ନାଥ ବିକଳାଙ୍ଗ କରିଦିଅନ୍ତୁ

  • @bimalcharanmishra3002
    @bimalcharanmishra3002 Před měsícem +2

    Your points are right but don't use any insulting remark for LORD JAGANNATH.
    You have seen this world for 75/ 80 years. But people having been worshipping Jagannath for years together.
    You have to admit that there is a supreme power under whose control we all are working.
    LORD Jagannath is uniting all of us .
    Don't try to break this unity

  • @sashibhusanmohapatra5746
    @sashibhusanmohapatra5746 Před měsícem +9

    I salute your valuable opinion

  • @purnachandrakumbhar3550
    @purnachandrakumbhar3550 Před měsícem +13

    ହେ ମାନବ ସମାଜ, ଯଦି ବଂଚିବ ସଂସାରେ କେବଳ ସମ୍ଭବ ବିଜ୍ଞାନ ବଳରେ l କାହାର ଆଶୀର୍ବାଦ କିମ୍ବା କୃପା ବଳରେ l କରୋନା ବେଳେ ଠାକୁର ମାନେ କେଉଁଠି ଥିଲେ l କଳିଙ୍ଗ ଯୁଦ୍ଧରେ ଲକ୍ଷ ଲୋକକୁ ଅଶୋକ ମାରିଦେଲା ନିରୀହ ଲୋକ କି ଦୋଷ କରିଥିଲେ l ସବୁଜଦି ଭଗବାନ ଙ୍କ ଇସାରା ରେ, ତାହେଲେ ଥରେ ଚିକିତ୍ସା ଲୟକୁ ବୁଲି ଆସ ବିଜ୍ଞାନ କଣ ଵା ନ କରୁଛି l ଆପଣଙ୍କ ପିଲାଛୁଆ ଙ୍କୁ ସର୍ବଦା ବିଜ୍ଞାନ ବିଶ୍ୱାସୀ କରନ୍ତୁ ଅନ୍ଧ ବିଶ୍ୱାସୀ ନୁହଁ l ଆପଣମାନେ ବିଜ୍ଞାନବଳରେ ଟିଭି ରେ ସବୁଜାଣି ପାରୁଛନ୍ତି l ସତ୍ୟ ସର୍ବଦା ପିତା l ସେଇଥିପାଇଁ ହେତୁବାଦୀଙ୍କ କଥାକୁ ଖରାପ ଭାବୁଛନ୍ତି l କାରଣ ସେ ସତ କହୁଛନ୍ତି ବୋଲି

    • @tunathakur5802
      @tunathakur5802 Před měsícem +1

      Jete bele kaunasi rogi ra sesa samay re hospital doctor cikiststa kariba re bifal hue setebele se doctor kahithae bhagwaan nka hata re

    • @Gopabandhu91
      @Gopabandhu91 Před měsícem +1

      Suna bhai bigyana patha amaku jana paduchi kahinki na seita bastubadi kintu bhagwan nkra sakti adrusya kanhiki na doctor nd sceientist also said later faith on GOD

    • @purnachandrakumbhar3550
      @purnachandrakumbhar3550 Před měsícem

      ଶରୀରର ପାର୍ଟସ ଗୁଡାକ ଅକାମି ହେବା ଟା ଏହା ଜୀବନ ପ୍ରକ୍ରିୟା l lifestyle ହେଉ ଅବା ବିପଥଗାମୀ ଜୀବନ ଧାରଣା ଯୋଗୁଁ ଅଳ୍ପୟୁଷ ହେବାକୁ ହୁଏ l ଏଥିବାଇ ନିଜେ ହିଁ ଦାୟି l ଧୀରେ ଧୀରେ ପାର୍ଟସ ନଷ୍ଟ ହେଲେ କେହି ରଖିପାରିବେ ନାହିଁ l ଭାଗ୍ୟ ଯଦି 100ବର୍ଷ ଲେଖିଛି ମୋର ମୃତ୍ୟୁ କାମଦିନରେ ହେବ କାହିଁକି? କର୍ମଲିଖନ ଅନର୍ଥ ହେବ କାହିଁକି? ଆହୁରି ଗୋଟେ କଥା, ସମସ୍ତେ କହନ୍ତି ମୃତ୍ୟୁବେଳେ ଦେବୀଦେବତାଙ୍କ ଆଶୀର୍ବାଦରୁ କିମ୍ବା ଅଭିଶାପରୁ ମଲା l ହେଲେ କାହିଁକି postmurtem ବେଳେ ଏକଥା ରିପୋର୍ଟ ରେ ଲେଖାଯାଉ ନାହିଁ

    • @umakantabhuyan8128
      @umakantabhuyan8128 Před měsícem

      Tume Bala pandita au karona bele tumapain bhagaban asithante😅

  • @ashishkumarnayak1264
    @ashishkumarnayak1264 Před 29 dny

    Mr . ରଥ କହିବାର ବି ଗୋଟିଏ ସୀମା ଥାଏ..ହିନ୍ଦୁ ମାନଙ୍କର ଧର୍ମୀୟ ଭାବନାକୁ ଆଘାତ ଦେବାକୁ ତୁମ ବାପା, ମା ଶିକ୍ଷା ଦେଇଥିଲେ ବୋଧେ...

  • @lambodharsethi8568
    @lambodharsethi8568 Před měsícem

    जितना भी पुराना मंदिर भारत में, जितना भी पुराने मंदिर सब बुद्ध का मंदिर है, जितना भी पुराने मंदिर भारतवर्ष में

  • @ArjunDas-kl1xs
    @ArjunDas-kl1xs Před měsícem +2

    କାଠ ପାଷାଣ ଲହୂବତା ଏ ନୁହେଁ ମାନବ ଦେବତା ରଥ ବାବୁ କହିଲା ଭଳି ଏସବୁ ବେକାର

  • @manoranjanjena6161
    @manoranjanjena6161 Před měsícem +8

    ମୁଁ ମଧ୍ୟ ପ୍ରଳୟ ଆସିବାକୁ ବିରୋଧ କରେ ତା ଅର୍ଥ ନୁହେଁ ଜଗନ୍ନାଥ ଙ୍କୁ ଅବିଶ୍ବାସ କରିବା ଯେଉଁମାନେ ହେତୁବାଦି ଚୋଦୋଉଛନ୍ତି ମୋର ସେମାନଙ୍କୁ ପ୍ରଶ୍ନ ଯେତେବେଳେ ଚନ୍ଦ୍ରାୟନ ୩ ଆଉ ମଙ୍ଗଳାୟନ୨ ଲଞ୍ଚ କରାଗଲା କ'ଣ ପାଇଁ ସେମାନେ ତିରୁପତି ଯାଇଥିଲେ ? କ'ଣ ହେତୁବାଦିମାନେ ତାଙ୍କଠାରୁ ଅଧିକ ଗ୍ୟାନି ? ଗତ କିଛି ଦିନ ତଳେ ଇସ୍ରୋ ଅଧ୍ୟକ୍ଷ S somanath କେରଳର ଗୋଟିଏ ହିନ୍ଦୁ ମନ୍ଦିରକୁ ଯାଇଥିଲେ ତାଙ୍କୁ ସାମ୍ବାଦିକ ଭାଇମାନେ ପ୍ରଶ୍ନ କରିଥିଲେ ଆପଣ କ'ଣ ଠାକୁର ଙ୍କୁ ବିଶ୍ବାସ କରନ୍ତି? ସେ ଉତ୍ତର ରଖିଥିଲେ କି ଭଗବାନଙ୍କ ବିନା ମୁଁ ନିମିତ୍ତ ମାତ୍ର ଆଜି ଯାହା susses ହେଇଛି ତାହା ଭଗବାନ ଙ୍କ ଇଛାରେ ହୋଇଛି ମୁଁ ମାତ୍ର ମାଧ୍ୟମ । ତେଣୁ ଏମାନେ ଯଦି ଗୋଟିଏ ଗୋଟିଏ ବୈଜ୍ଞାନିକ ହୋଇଥାନ୍ତେ କହିଥାନ୍ତେ ଦିନରାତି ଆମେ କରୁଛୁ ।

    • @Inner.divinity
      @Inner.divinity Před měsícem +1

      @@manoranjanjena6161 ବୈଜ୍ଞାନିକ ମାନେ ବିଜ୍ଞାନ ପଢି ବୈଜ୍ଞାନିକ ହେଇଛନ୍ତି ନ ବେଦ, ଉପନିଷଦ,ପୁରାଣ ପଢି ? ତୁମ ଦେହ ଖରାପ ହେଲେ ଡାକ୍ତର ଙ୍କ ପାଖକୁ ଯାଉଛ ନ ଚନ୍ଦନ , ସିନ୍ଦୁର ମାରି କୀର୍ତ୍ତନ କରି ମନ୍ଦିର ରେ ଅଧିଆ ପଡୁଛ ? 🤣😁..

  • @aviramrout4836
    @aviramrout4836 Před měsícem

    ଅଳ୍ପ ଜ୍ଞାନ ଭୟଙ୍କରୀ
    ନିଜ ସଂସ୍କୃତି କୁ ଅପମାନ କରିବା ସମ୍ପୂର୍ଣ୍ଣ ଭୁଲ

  • @niranjansamal2583
    @niranjansamal2583 Před měsícem

    ହେତୁବାଦୀ ତାଙ୍କ ହେତୁ କଥା କୁହନ୍ତି । ହଜାର ବର୍ଷ ତଳର ହେତୁ ବିଷୟରେ କିଛି କହି ପାରି ବେକି? ମିଡ଼ିଆ ତାଙ୍କ ପାଖକୁ କାହିଁକି ଯାଉଛନ୍ତି। ସବୁଠାରୁ ବଡ ଠକ ହେତୁବାଦୀ ମାନେ |

  • @pradeepbehera6905
    @pradeepbehera6905 Před 24 dny

    ମରିଗଲେ ଚିନ୍ତା ନାହିଁ , ତ ଲୋକ ମାନଙ୍କୁ ଏମିତି କହିବା ପାଣି ପାଇଁ ଚିନ୍ତା କଣ ପାଣି ପାଇଁ କରୁଛୁ । ସମସ୍ତେ ନିଜ ନିଜ ବାଟରେ ଅଛନ୍ତି , ତୋର କଣ ଚିନ୍ତା ଯାଉଛି ।

  • @jayaprakashdash6918
    @jayaprakashdash6918 Před 28 dny

    ହେତୁବାଦୀ ମାନଙ୍କର ପାଠରେ ଯାହାହେଉ ବାପାଅଛି ମାଁ ଅଛନ୍ତି ନା ନାହିଁ, ଯଦି ବର୍ତ୍ତମାନ ବାପା ମାଁ ଥିଲେ କର୍ମକୁ ନିନ୍ଦୁଥିବେ ଏମିତି କୁଳାଙ୍ଗାର ,ନିନ୍ଦୁକ ,କୁ କାହିଁକି ଜନ୍ମ କଲୁ

  • @rjitmitalivlogs6494
    @rjitmitalivlogs6494 Před měsícem

    ତୁଗୋଟି ହେତୁବାଦୀ ନା ବାଳ ବାଦି
    ତୁଆଗ କହ ଜଗନ୍ନାଥ ତୋ ଠାକୁର ନୁହେଁ ତାହେଲେ ତତେ କିଏ କହିଲା ତାଙ୍କ ବିଷୟରେ କହିବାକୁ ଭାଡୁଆ କୋଉଠି କାର

  • @user-et8cw8oi5q
    @user-et8cw8oi5q Před měsícem

    ସାସ୍ତ୍ର ରେ ଲେଖାଅଛି ଯିଏକି ଭଗବାନଙ୍କୁ ମାନନ୍ତି ନାହିଁ ସେ ମଲେ ଚମଚଟିଆ ହୁଅନ୍ତି ଏ ହେତୁବାଦି ମାନେ ମଲେ କ'ଣ ହେବେ?

  • @biswanathswain4574
    @biswanathswain4574 Před měsícem

    ସାହସ ଅଛି ତ ମୁସଲିମ ସମ୍ପ୍ରଦାୟ ଠାକୁର ଙ୍କ ବିଷୟରେ କିଛି କହ ଗୋଛି କାଟି ଦେବେ

  • @RAlok687
    @RAlok687 Před měsícem

    ତୁମାଘିଆ ଆମଠାକୁରଙ୍କୁ ଈଙ୍ଗିତ କରି କହୁଚୁ ହାତ ନାହିଁ ଗୋଡ ନାହିଁ ତୋହାତ ଗୋଡ ଥାଇଁ ତୁ ସଳା ଗୋଟେ ମାଦଳ ସାଙ୍ଗରେ ସମାନ କେତେଦ୍ଭାସା ତୁ ସୁଣୁଚୁ ରାଧେ ବାବା ଦୁଇଟି କିଡ଼ିନି ନାହିଁ ସେ କେମିତି ବଞ୍ଚିଛନ୍ତିରେ ସଳା ଜନ୍ମ ଅଛି ମୃତୁ ଅଛି ତୁଚାହିଁଲେବଞ୍ଚେଇ ଦବୁ ମାଘିଆ🤫🤫🤫

  • @prakashmodiodisha
    @prakashmodiodisha Před měsícem +2

    ସତ୍ୟ... ଧର୍ମ... ନ୍ୟୟ...ଅହିଁଶା...କ୍ରୋଧ...
    କର୍ମ... ପ୍ରକୃତି...ପରିବେଶ. ଗୁରୁଜ୍ଞାନ

  • @bibhutisahu4204
    @bibhutisahu4204 Před měsícem

    ମାନୁଛି ହିନ୍ଦୁ ଧର୍ମ ରେ ଅନ୍ଧ ବିଶ୍ୱାସ ଅଛି, କିନ୍ତୁ ଭଗବାନ ଅଛନ୍ତି, ଯଦି ନାହାନ୍ତି ଏ ସୃଷ୍ଟି କିଏ ତିଆରି କଲା, ତମେ ହେତୁବାଦୀ ମାନେ ଗୋଟେ ସୃଷ୍ଟି ତିଆରି କର

    • @Inner.divinity
      @Inner.divinity Před měsícem

      ଯଦି ଈଶ୍ବର ବୋଲି ଜଣେ କେହି ଅଛନ୍ତି , ତା ହେଲେ ସେ ଏ ସୃଷ୍ଟି କାହିଁକି ରଚନା କଲେ ? ବିନା ଉଦେଶ୍ୟରେ କିଏ କିଛି କରେ ନାହିଁ , ତାହେଲେ ଏ ସୃଷ୍ଟି ରଚନା ପଛରେ ଈଶ୍ବର ଙ୍କ ଉଦେଶ୍ୟ , ଅଭିପ୍ରାୟ କଣ ?..

  • @premsunani4922
    @premsunani4922 Před měsícem

    Jai hetu badi❤❤❤❤

  • @aduniamodunia6550
    @aduniamodunia6550 Před měsícem +14

    ହଁ ଆମେ ଅଛୁ ଦେଖିବୁ ଆପଣ ଆଗାମୀ ଦିନରେ କେତେ ଧର୍ମ ଦଣ୍ଡ ଭୋଗିବେ , ଆପଣ ବାରମ୍ବାର ଜଗନ୍ନାଥ ମହାପ୍ରଭୁ ଙ୍କୁ କଟାକ୍ଷ କରୁଥିବାରୁ........

    • @facetoface2156
      @facetoface2156 Před měsícem +6

      ଶ୍ରୀ ଜଗନ୍ନାଥ ଠାକୁର ତାଙ୍କୁ କେବେବି ଦଣ୍ଡ ଦେବେ ନାହିଁ । ସାମଜସେବୀ / ସତ୍ୟବାଦୀଙ୍କୁ ଭଗବାନ ସାହା ହୁଅନ୍ତି ସାହସ ଦିଅନ୍ତି ଓ ତାଙ୍କୁ ଦେଉଛନ୍ତି । ସେ ଠିକ୍ କଥା କହୁଛନ୍ତି । ଅନେକଙ୍କ ମନରେ ସନ୍ଦେହ ଆସେ କିନ୍ତୁ ସାହସ ଜୁଟେଇ କହି ପାରନ୍ତି ନାହିଁ । ପ୍ରଥମରୁ ହିଁ ଲୋକଙ୍କ ମନରେ ଡର ଭରି ଦିଆ ଯାଇଛି । ତର୍କ ଅଛି ତାର୍କିକ ବି ଅଛନ୍ତି । ଅଦୃଶ୍ୟ ଶକ୍ତି ପ୍ରତି ବିଶ୍ୱାସ ରହୁ କିନ୍ତୁ ସବୁକୁ ଅନ୍ଧ ଭାବରେ ବିଶ୍ୱାସ କରିବା ବି ଠିକ୍ ନୁହେଁ ।

    • @abhimanyudash8360
      @abhimanyudash8360 Před měsícem

      ଏ ହାରାମି ନୁହଁ.. ବ୍ରାହ୍ମଣବାଦ, ମନୁବାଦ ତୁମର ପିଢ଼ି ପିଢି କୁ ଗୋଲମ କରି ରାଜ କରୁଛି.. ଏପରି ହାରାମି ମାନଙ୍କୁ ଚିହ୍ନ... ନହେଲେ ବାପା ମାଆ ଧୋକା ଖାଉଥିଲେ.. ତୁମେ ତୁମର ପର ପିଢି ଧର୍ମର ଗୋଲାମଗିରି କରିବେ.. ତୁମକୁ ମୁକ୍ତି ହେବ ବିଜ୍ଞାନ, ତର୍କ.. ତେଣୁ ବିଜ୍ଞାନଦାବୀ, ତର୍କବାଦୀ ହୁଅ. ଉଲ୍ଲୁ ହୁଅ ନାହିଁ.. ଏବେ ତମ ଇଛା..

    • @nilambarsahu9643
      @nilambarsahu9643 Před měsícem

      Right

    • @hk7154
      @hk7154 Před měsícem

      ​@@facetoface2156ସମୟ କୁ ଜଗେ ଯେତେବେଳେ ମିଳିବ ସେତେବେଳେ ବୁଝିବ

  • @Arihant269
    @Arihant269 Před měsícem

    ଅଜାଙ୍କ କଥା ଶୁଣି ଲାଗୁଛି ଏଇଟା ବୋଧେ ସେବାୟତ ପଣ୍ଡା ମାନଙ୍କର ଗୁଜବ 😅😅😅

  • @maheswarpradhan3978
    @maheswarpradhan3978 Před měsícem

    ନିୟୁଜ ଆଣିବାକୁ ଆହୁ କାହାକୁ ପାଇଲେନାହିଁ, ନିୟୁଜ ଜଦି ପାଉନାହଁ ଘର ରେ ସୋଉନ, ପ୍ରଥମେ ତୁମ ମାନଙ୍କୁ କଣ କହିବ

  • @dipakkumarjena45
    @dipakkumarjena45 Před 26 dny

    ଯଦି ଈଶ୍ୱର ବୋଲି କିଛି ଶକ୍ତି ଥାଆନ୍ତେ ତାହେଲେ
    ଈଶ୍ୱର ଅସ୍ଥିତ୍ଵ ଉପରେ ପ୍ରଶ୍ନ ଉଠାଉ ଥିବା ନାସ୍ତିକ ବା hetubadi ସୃଷ୍ଟି ହୋଇ ନ ଥାଆନ୍ତେ

  • @mishrabisudhananda3551
    @mishrabisudhananda3551 Před měsícem +15

    ଏଇଟା ବ୍ରାହ୍ମଣ ଗୋତ୍ର ରେ ଗୋଟିଏ କୁଳାଙ୍ଗାର।ନିଜକୁ ନିଜେ ବିରାଟ ଦାର୍ଶନିକ ଭାବେ।ନିଜେ ନିଜର ମତ ଘରେ ରଖିଲେ କିଛି ଅସୁବିଧା ନାହିଁ ମାତ୍ର ସର୍ବସାଧାରଣରେ ଏପରି କହି କେବଳ ହିନ୍ଦୁ ଧର୍ମ କୁ ଆକ୍ଷେପ କରିବା ଅର୍ଥ ଭାରତ ର ସଂଖ୍ୟାଧିକ ଲୋକ ଙ୍କ ବିଶ୍ୱାସ କୁ ଉପହାସ କରିବା ସହ ସମାନ।

    • @mousumikumari2782
      @mousumikumari2782 Před měsícem

      Tu kau jati ra kire tu to gote tal Talia jati ra laguchhu
      Are brahman sabu bele brahman ama brahman jati ku Kula ngara kahiba ru Tate abhi sapya deuchhi tu para janma re mai kukura heiki janma nebu
      Jay jagannath jay brahman samaj

    • @mishrabisudhananda3551
      @mishrabisudhananda3551 Před měsícem

      @@mousumikumari2782 , ଆଲୋ ମା ତୁ ତ ଏହି ଜନ୍ମରେ ଗୋଟିଏ ମାଈ କୁତି ହୋଇ ଜନ୍ମ ହୋଇଛୁ।ଟିକିଏ ଭୋ ଭୋ କମ୍ କର।

  • @theunluckypila3418
    @theunluckypila3418 Před měsícem +16

    I agree with u
    Sabu bakbas
    One day people will agree with u
    Some years ago these people believe that world is flat.

  • @Dinosaur222
    @Dinosaur222 Před 18 dny

    💯 true salute to this grand old man

  • @onlineenglishcoachingoav1784
    @onlineenglishcoachingoav1784 Před měsícem +6

    Correct ❤❤

  • @xitish
    @xitish Před měsícem

    Always with you legend rath sir 🫡

  • @subash-fe1mg
    @subash-fe1mg Před měsícem

    ଭଲ ଚିନ୍ତା ଶୈଳୀ ଧନ୍ୟବାଦ ସାରେ

  • @AlineOp
    @AlineOp Před měsícem

    ଆପଣଂକ କଥାର ସତ୍ୟାସତ୍ୟ ପ୍ରମାଣିତ କରିବା ଦରକାର ନାହିଁ ଏବିଗାନସମତଠିକକଥା

  • @creativeodishatechinfo
    @creativeodishatechinfo Před měsícem

    ଇସଲାମ୍ ବିଷୟରେ ଟିକେ ଜ୍ଞାନ ପେଲ ଭଲ ହେବ

  • @bhaktajena4095
    @bhaktajena4095 Před měsícem

    ଆପଣଙ୍କ ମତ ଚିରସ୍ମରଣୀୟ 👏🏿

  • @chandrashekharbehera234
    @chandrashekharbehera234 Před měsícem

    ତମ ହେତୁ ବାଦୀଙ୍କ ହିସାବରେ ତମକୁ ଯିଏ ଜନ୍ମ ଦେଇଛି ତାକୁ ସମ୍ପର୍କରେ ତମେ କଣ ଡାକୁଚ ପିତା ମାତା ତ କଦାପି ଡାକୁନଥିବ।

  • @vinpalgaria8818
    @vinpalgaria8818 Před měsícem

    Pura right katha.. We support sir always

  • @romeojeet9839
    @romeojeet9839 Před měsícem

    90% right 10% wrong
    Apana bohut bhala bhabare bujheiki kahuchati sir....🙏

  • @ramachandrabehera4696
    @ramachandrabehera4696 Před měsícem

    ହେତୁବଡି ଆଗରୁ ପାକିସ୍ଥାନ ଥିଲେ ଏବେ ଖ୍ରୀଷ୍ଟିଅନ କେମିତି ଜାଣିବେ ଜଗନ୍ନାଥ ସଂସ୍କୃତି

    • @user-fb8fb5qc2n
      @user-fb8fb5qc2n Před měsícem

      ପାକିସ୍ଥାନ ୧୯୪୭ ରେ ପାକିସ୍ଥାନ ହୋଇଥିଲା।

  • @bhimasuna6821
    @bhimasuna6821 Před 19 hodinami

    You are right sir

  • @loknathmeher994
    @loknathmeher994 Před měsícem

    Jai jagannath

  • @Mr24811
    @Mr24811 Před měsícem

    ତୁମେ ତୁମ ବାପା ଠାରୁ ଜନ୍ମଗ୍ରହଣ କରି ନାହାନ୍ତି, ତୁମ ବାପା ଜଦି ସେବାୟତ ଥିଲେ ତୁମ ହେତୁ ବାଦୀ କେମିତି ହେଲେ ?????

  • @bijayakumarpanda7902
    @bijayakumarpanda7902 Před měsícem

    ଚାରିଟା ସ୍ତ୍ରୀ ବାହାହେବା, ତଲାକ ପରେ କ୍ଷତିପୂରଣ ନଦେବା, ତଲାକ ପରେ ହଲାଲା କରିବା ବିଷୟରେ କିଛି କୁହନ୍ତୁ।

  • @priyankaojha1957
    @priyankaojha1957 Před měsícem +1

    Before science if there was any power then only our god was there and even if the doctor could not do anything ,then in the end we had to pray to god ...that is why scientifically the doctor is called second god not 1st ...
    If there were no god then where would these doctors comes from....?
    And our god is not a thing ,he has created this whole world whole universe ... whoever compares god with anything else will commit sin...
    If you are a hindu then it is important to have faith in our Gita,purana,& Malika because everything said in it is true....Jay Jagannath balabhadra & subhadra maa🙏...

    • @Inner.divinity
      @Inner.divinity Před měsícem +1

      Doctors are called second God by theists, not atheists...😂😂 theists have failed to prove the existence of God so far, their faith is based on some unproved , untestable, unverifiable claims 😂 jay atheism

    • @priyankaojha1957
      @priyankaojha1957 Před 27 dny

      ​@@Inner.divinityYou are right, theists call doctors are second God… it would be wrong to even say this… no one can take the place of God…Some of the people of today's generation are educated fools who say that "Jay atheism"...they do not understand that their life is a gift given by God...All those people who want to prove the existence of God, all those people should stop worshiping God in their homes and should also stop going to the temple...it is useless to pay attention to all these people...

  • @lambodharsethi8568
    @lambodharsethi8568 Před měsícem

    जो अपना इतिहास नहीं जानता वह अपना भविष्य निर्माण नहीं कर सकता।

  • @user-ex8tp9bo9h
    @user-ex8tp9bo9h Před měsícem +11

    Right sir e duniya re Satya ku bujhiba bahut kasta 😂

  • @RajibBehera-hw1tj
    @RajibBehera-hw1tj Před měsícem

    A ହେତୁ ବାଦୀ ଶଳl ପାଗଳ ହେଇଯାଇଛି

  • @amulyanayak7256
    @amulyanayak7256 Před měsícem

    ତୁମର ଦମ୍ ଥିଲେ ଅନ୍ୟ ଧର୍ମ, ସମ୍ପ୍ରଦାୟ ଉପରେ କିଛି କହି ଦେଖ ତା'ପରେ କ'ଣ ହେଉଛି। ତୁମର ଡ୍ୟାସ କୁ କାଟି ଫିଙ୍ଗି ଦେବେ।

  • @adityaprasadtripathy8812
    @adityaprasadtripathy8812 Před měsícem

    ଏଇ ଲୋକ ଟା ଭାରତ ପାଇଁ କଳଙ୍କ
    ଅତି ଦର୍ପ ହତ ଲଙ୍କା

  • @kps0011
    @kps0011 Před měsícem

    ଏଇ ଭଳି ଗଲୁଆ ଲକଙ୍କ ବାଇଟ କାହିଁକି ନେଉଛନ୍ତି କେଜାଣି
    ଏଇ ତୋ ମୂଳରୁ ନାସ୍ତିକ ଲୋକ

  • @jitendramajhi3320
    @jitendramajhi3320 Před měsícem +10

    ଏ ଶଳାଙ୍କ ପାଖକୁ ସାମ୍ବାଦିକ ଭାଇ ମାନେ କଣ ପାଇଁ ଯାଉଛନ୍ତି ଯିଏ ଓଡ଼ିଶାର ରହି ଓଡ଼ିଶା ରେ ଖାଇ ,ଓଡ଼ିଶାରେ ବଞ୍ଚି ଓଡ଼ିଆ ଜାତିର ଠାକୁରଙ୍କ ଅସ୍ତିତ୍ବ କୁ ଅସ୍ବୀକାର କରୁଛି। T r p ପାଇଁ ୟାଙ୍କ ଆବଶ୍ୟକ ଦରକାର ନାହିଁ ୟେ ତ ଖ୍ରୀଷ୍ଟିଆନ ଙ୍କ ପଇସାରେ ନିଜକୁ ବିକି ଦେଇଛି

    • @mousumikumari2782
      @mousumikumari2782 Před měsícem +1

      Ta gharu deuthibu nai re

    • @stutikerketta2168
      @stutikerketta2168 Před měsícem +2

      Odia jatira thakura boli kahiba Tama pari andhabhakt hindu mane hin kahanti.kintu dekhibaku gale jagannath bhagaban(God) nuhanti.manaba samaj pain tankara kichhi abadan nhin.se kemiti God hebe😂😂😂

    • @rajmotionpictures5496
      @rajmotionpictures5496 Před měsícem +1

      ଏମାନେ ହେତୁ ବାଦୀଙ୍କ କୋଣସି ଧର୍ମ mantini

    • @SatyaSatya-ev7er
      @SatyaSatya-ev7er Před měsícem

      ​@@stutikerketta2168 - Allha ka bacha toro society pai kana contribution rahichi😂😂Talaq ya Halala ya Mia bibi

    • @user-fb8fb5qc2n
      @user-fb8fb5qc2n Před měsícem +1

      ବୁଦ୍ଧି ଲଗାଇବା ଦରକାର।ଏହା କଣ ମିଛ ।ମହାବତ୍ୟ ବେଳେ ଆମ ଠାକୁର ମାନେ କୋଉଠି ଥିଲେ?।

  • @SumantakumarSahani
    @SumantakumarSahani Před měsícem

    Ratha baby urr right 👍 speech

  • @user-nh4fl4bk2c
    @user-nh4fl4bk2c Před měsícem +5

    Gote jinisha nuhen se bhagaban balaram

  • @gdstechnical4403
    @gdstechnical4403 Před měsícem

    Athara Ratna bhandara chabi Raja ku diajau Jay Jagannath

  • @sprashanth3221
    @sprashanth3221 Před měsícem

    ବଳଭଦ୍ର ମହାରାଜ ଙ୍କୁ ଟିକିଏ କହି ଦିଅନ୍ତୁ ମତେ ଚାକିରି ଦେବେ

  • @user-fl9ds4zu2w
    @user-fl9ds4zu2w Před měsícem +5

    Thik katha kahuchhanti pratap sir

  • @skprusty2953
    @skprusty2953 Před měsícem +12

    Right sir but,apanamanaku bujhiba lokonku bahut time lagiba mu bujhi jaichhi sanastanku anurodh please sir nka kathaku bujha emiti kharap coment diantuni

  • @lambodharsethi8568
    @lambodharsethi8568 Před měsícem

    हम लोगों को पुस्तक पढ़ना चाहिए, पुरातत्व साक्ष्य देखना चाहिए, पता चलेगा और भारत का इतिहास, पुराण इतिहास पढ़ना चाहिए, भारत की सभ्यता का पढ़ना चाहिए, सिंधु सभ्यता घटी पढ़ो...

  • @manoranjandash3134
    @manoranjandash3134 Před měsícem

    ବିଜ୍ଞାନ ତୋ ବ୍ୟକ୍ତିଗତ ପଢ଼ିଥିଲେ ବୈଜ୍ଞାନିକ ହୋଇ ଥାନ୍ତୁ ବୋଧେ।

  • @sushantakumardas9901
    @sushantakumardas9901 Před měsícem

    Highly Commendable, Too Much Appreciable, Extremely Praiseworthy, Very Very True as well as Absolute Realistic Talks / Statements of the Most Eminent Mr Pratap Ratha on Orthodox Hindu Blind Believes.

  • @user-cl8vr4rq2k
    @user-cl8vr4rq2k Před měsícem +2

    ଏ ଭଲି ଲୋକଙ୍କର ଇନଟରଭ୍ୟୁ ନିଅନ୍ତୁ ନାହିଁ। ଏ ମାନେ ବି ଧର୍ମୀ।

  • @ashutoshmishra451
    @ashutoshmishra451 Před měsícem +9

    ବାବୁ ପୁର୍ବ ଅପେକ୍ଷା ଟିକିଏ ସୁଧାରି ଯାଇଛନ୍ତି, ତଥାପି ଗରମ ଯାଇନାହିଁ, ଆଉଥରେ ଗୋଟିଏ ଦରକାର

  • @avaspratap8076
    @avaspratap8076 Před měsícem

    ଏଇ ମିଡିଆ Chanel ର କିଛି କାମ ନାଇ କି। ଏମାନଙ୍କୁ ଆଉ କେହି ମିଳୁ ନାହାନ୍ତି interview pai । ମତେ ତା ଲାଗୁଚି ଏଇ chhanel ବି ହେତୁବାଦୀ ଙ୍କୁ support କରୁଛନ୍ତି। ଏଇ ଲୋକ and chanel ra ଲୋକ ଦୁଇଜଣ ହେତୁବାଦୀ। ଛି ଏଇ ଚାନେଲ କି କେହି ଦେଖନି।

  • @lunarayinstrumental
    @lunarayinstrumental Před měsícem

    Totally logically

  • @SouravDas-ei1zp
    @SouravDas-ei1zp Před měsícem

    ନ୍ୟୁଜ 18 ଓଡ଼ିଆ... ତୁମେ ପତ୍ରକାରିତା ର ସ୍ୱାଧୀନତା ର ସୁଯୋଗ ନେଇକରି... ଏଭଳି ବ୍ୟକ୍ତି ମାନଙ୍କୁ ଜାଣିଶୁଣି ପ୍ରଘଟ କଣ ପାଇଁ କରୁଛ?
    ନିଜ TRP ବଢେଇବାକୁ ଏମିତି ଆମ ସଂସ୍କୃତି ର ଅଟ୍ଟହାସ୍ୟ ତ କରନ୍ତୁନି...!!
    ହେତୁ ବାଦୀ ମାନେ ଆଗେ ନିଜର ହେତୁ ଜାଣନ୍ତୁ... ତାପରେ କାହାକୁ ଇଙ୍ଗିତ କରିବାକୁ ଆସିବେ... 🙏🙄

  • @mr.s.s.m5305
    @mr.s.s.m5305 Před měsícem

    News ବାଲାଙ୍କର କିଛି କାମ ନାହିଁ ଏଟା କିଏବେ

  • @aratipanda1472
    @aratipanda1472 Před měsícem

    Bahut sundar upasthapan

  • @travellertapu
    @travellertapu Před měsícem

    ବିଜ୍ଞାନ କୁହେ ନାରୀ ଆଉ ପୁରୁଷ ର ସଂଯୋଗ ରେ ପିଲା ଜନ୍ମ ନିଏ ଆପଣ ଜଣେ ପୁରୁଷ ଆପଣ ଙ୍କ ଝିଅ ଜଣେ ନାରୀ ଆପଣ ଆପଣ ଙ୍କ ଝିଅ ଙ୍କ ସହିତ ସମ୍ଭନ୍ଧ ବନାନ୍ତୁ ଏବଂ ପିଲା ଜନ୍ମ କରନ୍ତୁ ଆମେ ଜାଣିବୁ ଆପଣ ହେତୁ ବାଦି ବିଜ୍ଞାନ ଜ୍ଞାନ ବହୁତ ଆପଣଙ୍କର

  • @rizwanmadani9293
    @rizwanmadani9293 Před měsícem +3

    ପ୍ରତାପ ସାର
    ନମସ୍କାର

  • @MilanMohapatra13
    @MilanMohapatra13 Před měsícem

    ହେତୁବାଦୀ❌ 🥱 କେତୁବାଦୀ✅

  • @kalyanpanda5885
    @kalyanpanda5885 Před měsícem

    ଭାଣ୍ଡାମି ର ଅନ୍ୟନାମ ପ୍ରତାପ ରଥ

  • @dolagobindaparida5558
    @dolagobindaparida5558 Před měsícem

    ଏ ମାଗିହା ମୁହିଁ କାହିଁକି ବଢ଼ୋଉଛ, gateout କର ମଦୂର୍ଚୋଡ କୁ

  • @user-xy4hl5je6s
    @user-xy4hl5je6s Před 6 dny

    Hetu badi nahi hito badi
    Hetu badi nahi hito badi

  • @surendrakumarpradhan8962
    @surendrakumarpradhan8962 Před měsícem

    ଆପଣ ହିନ୍ଦୁ ଧର୍ମ କୁ ଅପମାନ କରୁଛନ୍ତି ଏଥି ପାଇଁ ଆପଣ ଙ୍କୁ ବହୁତ କଷ୍ଟ ସହିବାକୁ ପଡିବ ଜଗନ୍ନାଥ ତ ନାହାନ୍ତି ଆପଣ କେମିତି କଥା କହୁଛନ୍ତି କହିଲେ