ବାଟ ଖୋଜୁଛନ୍ତି ବିଜେଡି ନେତା || NEWS ROOM ||
Vložit
- čas přidán 8. 09. 2024
- ବାଟ ଖୋଜୁଛନ୍ତି ବିଜେଡି ନେତା || NEWS ROOM || #manoranjanmishra #news #indianpolitician #newsroom #goldprice #breakingnews #rammandir #goldrate #trendingnews #trending #trendingshorts #trend #trendingvideo #trading #mamtabanerjee #naveenpatnaik #mohancharanmajhi
ଭୋଟ ନବୀନ ବାବୁ ପାଇଁ ଆସେ ମମତା ମୁହଁ ଦେଖି ନୁହେ
ନବୀନ ଚାହିଁଲେ ଏମିତି ଲକ୍ଷେ ମମତା ତିଆରି କରିପାରିବେ
ସବୁ ଚାଲିଗଲେ ନୂଆ ମୁହଁ ନେଇ ଦଳ ସମ୍ପୂର୍ଣ୍ଣ ମଜଭୁତ ହେଇଯିବ
ଅଗାଡି ସବୁ ପଳେଇ ଯାଅ ଦଳରେ କେବଳ ଧାନ ରହିବେ
Right 👍
ଭଲ ଦଶା ଅଛି ଯଦି, ତାମିଲ ପାଣ୍ଡୁ ପ୍ରିତି ଛାଡ଼ି ବିଜେଡି ଉତ୍ତରାଧିକାରୀ ବାଛ, ନବୀନ ବାବୁ !!!!!!
ଏକଦମ ଠିକି କହିଛନ୍ତି ଆପଣ 🙏🙏
ଆଦରଣୀୟ ନବୀନ ସାର ଆଗରୁ ଯେମିତି ସବୁ ଦାଇତ୍ୱ ଵା ନେତୃତ୍ୱ ନେଉଥିଲେ
ଯଦି ଏବେ ନିଅନ୍ତି ତେବେ ଦଳ ବଞ୍ଚି ଯିବ
ନବୀନ ସାର ଙ୍କୁ ଲୋକ ଅନ୍ତର ରୁ ଭଲ ପାନ୍ତି 🙏ଭୋଟ ଦିଅ ନ୍ତି
Right 👍
Manoranjan Baboo is an excellent political analyst
ଆଜି ଯଦି ଓଡ଼ିଶାରେ ଆଳୁ ପାଇଁ ଲୋକ ମାନେ ଅସୁବିଧା ଭୋଗୁଛନ୍ତି କେବଳ ବିଜେଡି ପାଇଁ.
ଯେଉଁ ଦଳର ପ୍ରତିନିଧିତ୍ୱ ରେ ନିର୍ବାଚିତ ହେଉଛନ୍ତି ସେହି ଦଳ ଛାଡିଲେ ତାଙ୍କର ପ୍ରତିନିଧିତ୍ୱ କଟିବା ସହ ପୁନଃ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ନଦିଆଯାଉ l, ଆର୍ଯ୍ୟଭୂମି
ନବୀନ, ଓଡ଼ିଆ ହୃଦୟର
ନବୀନ କୁ ଓଡ଼ିଆ ହୃଦୟର କହିବା ଭୁଲ ହେବ,,,, ସେ ନିଜେ ନିଜ ମାତୃଭାଷା ଓଡ଼ିଆ କହିପାରନ୍ତି ନାହିଁ ଏବଂ ବୁଝି ପାରନ୍ତି ନାହିଁ,,, ସେ ପାଣ୍ଡୁ ଦ୍ୱାରା ପରିଚାଳିତ ହେଉଥିଲା ମାନେ ସେ ପର ବୁଦ୍ଧିଆ କହିଲେ ଠିକ ହେବ,,,,
Absolutely correct
Nabin pattnayak, odisha basi nka ❤hrudayare sabubele acchanti.....jay jagannath 🙏🙏🙏
ନିଜର ସ୍ବାର୍ଥରେ ବାଧା ଉପୁଜିଲେ କିଛି ନେତା ଜାତୀୟ ଦଳରୁ ଅଲଗା ହୋଇ ଆଞ୍ଚଳିକ ଦଳ ଗଠନ କରନ୍ତି ନିଜର ସ୍ବାର୍ଥ ହାସଲ ପାଇଁ। ଆଞ୍ଚଳିକ ଦଳ ରାଜ୍ୟର ସ୍ବାର୍ଥ କିମ୍ବା ଦେଶର ସ୍ବାର୍ଥ ଦେଖେ ନାହିଁ।
51 ଜଣ MLA. ନଟ ସାଂସନ୍ଦ. ନିୟୁଜ ଠିକ କରି କୁହନ୍ତୁ. ନ ହେଲେ ଲାଇକ କେହି କରିବେନି ମନୋରଞ୍ଜନ ବାବୁ.
You are great and your analysis isuseful alot
Naveen Naveen
I don't see BJD has any ideology. This party has become temporary
BJD ideology is for odisha development
ଓଡ଼ିଶାରେ ୩ ଟି ଶକ୍ତି ବା ଦଳ ରହିବ।
Naveen babu nku Jeu Puruna neta mane pratha me Odisha ku Aanithile . Semananku biswas ku nei
Dala re karja dayitta deba darkar
Jeu neta mane Biju babu nka samay re dala re karja karuthile .
Only Naveen Patnaik.
51 mp....odisha ..to maa______
ବୁଡିଗଲା ଗୋଡ ତଳକୁ ତଳକୁ
ସେମାନେ B J P ରେ ମିଶିବା ମାନେ ଦଲଲି କରି ଜାହା ଅର୍ଥ ଉପାର୍ଜନ କରି ଥିବେ କାଳେ ତାଙ୍କ ପ୍ରତି ଆକ୍ସସନ ଆସେ ସେଥିପାଇଁ B J D ନେତା B J P ଦଳରେ ମିଶିବାକୁ ବାଧ୍ୟ ହେଉଛନ୍ତି ।😊😊😊
Sold candidate no onelikes her
Bjp jadi dakayat nku nea nina aashan hariba aame congress ku bachibu.
51 sansad achi kahuchanti aha thik ki? 51 bidhayak na 51 sansad kouta thik.
Power ତ ତାମିଲ ହାତରେ. ଦୁର୍ନିତୀ ବିଜେଡି ସାଥିରେ଼. ଦୁର୍ନିତୀର ଖେଳତାଡ ହେଲେ ବିଜେଡି ଭୁସୁଡି ଯିବ
BJD Neta BJP Ku Gale Karithiba Durniti Chapi Hoijiba Karana Rajya + Kendra Duijagare BJP Sasana Achhi Congress Ku Gale Male
Now bjd strongly in odisha joy
bjp sarakar paisa karabara aou kichi nuhe loutas sarkar
Nabinbabunkar prakrutre nijekichidisisonnei paru nahanti pandianku nabinbabu bahar Kari odishar uneta bachhantu Karn pandianr amnetamane kritdas ,oderly hoirahipar8be nahi am netamanku asnman karuchha Nbinbabu tenu apnkprati ghruna asuchi sighra pandianku nabin nibasku asiba Banda karajau nochat nbinbabunk birudhare Jan
Andoln khubsighr gramru shar shar ru dili kujibu ,paliru dili andolan karibu nbin Babu gadi ru bahiskarhebe sighra pandianku bhiskar kaarantu
BJD LIVIJIBA.
BJd ବୁଡି ଜିବ
You are a bjd supported channel you don't argument about this matter please stop your lecture about this matter.
Sata kahile BJP supporter 😄😄😄 Modi sabu media ku kiniki rakhichi bhabucha samaste Modi bhalia
Nothing new. Some so called leaders are enticed by a moral less party for cash or kind forgetting his or her moral values. One of the rajya sabha members from Odisha comes under this category.. So you need not be happy for changing your political affiliation.
Horse trading 10 cr...Rajya sabha majority nahi BJP r...apan Jane bad sambadik etiki bujhiparunahanti na bujhi abujha heuchhanti
51 sansad achi kahuchanti aha thik ki? 51 bidhayak na 51 sansad kouta thik.