SANDHYA ALATI -JAGANNATH TEMPLE 04-Aug-2024 | ଶ୍ରୀପତିତପାବନଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | JAY JAGANNATH TV

Sdílet
Vložit
  • čas přidán 8. 09. 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    CZcams: bit.ly/3KAQeyD
    Twitter: bit.ly/38JpX3U
    #sandhyaaarati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Komentáře • 368

  • @ThinkAboutStudy
    @ThinkAboutStudy Před měsícem +3

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @nirmalmuduli3619
    @nirmalmuduli3619 Před 4 dny

    He pravu kaliya thakur mora ti dukha dura kara pravu pranam🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐

  • @prabhatsahoo8461
    @prabhatsahoo8461 Před měsícem

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹

  • @jayaprakashdash6918
    @jayaprakashdash6918 Před měsícem +1

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ 🌹🙏

  • @BasantaSahu-et9kc
    @BasantaSahu-et9kc Před měsícem

    Om namo Bhagabate Basudebaya Purusottamaya Darubramhaya Jagannathaya Laxminarayanaya Laxminurshingaya Radhabalavaya Krishnakeshabaya Madhabaya Zadabaya Gobindaya namo🙏🙏🙏🙏🙏🙏🙏🙏🙏🙏🙏

  • @prasantasahoo8363
    @prasantasahoo8363 Před měsícem +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ଭବତୁମେ ଭବତୁମେ ଜୟ ଜଗନ୍ନାଥ 🙏🙏👍

  • @namitabiswal-go7vt
    @namitabiswal-go7vt Před měsícem +1

    ହରି🙏 ବୋଲି ଡାକି ଦେଲେ ସବୁ ଦୁଃଖ ହରି ନିଅ 🙏ହେ ଦୀନବନ୍ଧୁ🙏 ଦୁଃଖ ନାଶନ ହରି ପ୍ରଣାମ 🙏🙏ଶରଣ ହରି 🙏🙏

  • @smitamahalik9180
    @smitamahalik9180 Před měsícem +3

    ଶ୍ରୀ ରାଧା ରାଧା ରାଧା

  • @lovestoryforu9
    @lovestoryforu9 Před měsícem +1

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤ ରକ୍ଷା କର ❤❤❤❤ ଜୟ ଜଗନ୍ନାଥ ❤❤❤❤❤

  • @namitabiswal-go7vt
    @namitabiswal-go7vt Před měsícem +1

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏🙏ହରି ହରି ବୋଲ 🙏🙏

  • @namitabiswal-go7vt
    @namitabiswal-go7vt Před měsícem +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏🙏🙏ଜୟ ମା ମହାଲକ୍ଷ୍ମୀ ନମୋ ନମଃ 🙏🙏🙏

  • @laxmanbehera620
    @laxmanbehera620 Před měsícem +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🏻🌹🙏🏻❤️🙏🏻🌺🙏🏻🏵️🙏🏻
    ହେ ମଣିମା 🙌🏻

  • @jharanamohanty574
    @jharanamohanty574 Před měsícem +1

    ଜୟ ଜୟ ଜଗନ୍ନାଥ ମହା ପ୍ରଭୁ ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏

  • @btsismylife9756
    @btsismylife9756 Před měsícem

    Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏........ Jay Shree Patitapaawana🙏🙏🙏🙏🙏🙏🙏🙏🙏🙏🙏🙏........

  • @mukeshray8074
    @mukeshray8074 Před měsícem +1

    Jay shree Jaganath Swami 🙏🙏🙏🌹🌹🌹🌷🌷🌷🌺🌺🌺🪷🪷🪷🌸🌸🌸🏵️🏵️🏵️💮💮💮🌼🌼🌼♥️♥️♥️

  • @PuridharMallik
    @PuridharMallik Před měsícem +1

    JAI JAGANNATH 🙏🙏🙏🙏🙏
    JAI HO 🌺🌺🌺🌺🌺🚩🚩🚩🚩🚩

  • @somanathpraharaj7747
    @somanathpraharaj7747 Před měsícem +1

    🙏🙏🙏🙏🙏🙏ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏🙏🙏🙏🙏🙏

  • @gouttammunda412
    @gouttammunda412 Před měsícem

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤

  • @ranjitaratha9439
    @ranjitaratha9439 Před měsícem

    Jay maa mangala maa🙏🙏🙏🙏🙏🙏🙏❤❤❤❤❤❤❤ jay jagannath swami🙏🙏🙏🙏🙏🙏🙏❤❤ jay shree ram🚩🚩

  • @monalishapradhan5928
    @monalishapradhan5928 Před měsícem +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ତମ ପାଦତଳେ ମୋର କୋଟି କୋଟି ପ୍ରଣାମ ଜୟ ମା ଲକ୍ଷ୍ମୀ ପ୍ରଭୁ ମୋ ଦେହ ଭଲ କରିଦିଅ 🙏🙌🙏🙏🙏🙏

  • @arpitasahooalati346
    @arpitasahooalati346 Před měsícem +1

    Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama Kara pravu

  • @vivekyadav2257
    @vivekyadav2257 Před měsícem +1

    Jai jagannath 🙏 🙏🙏🙏🙏🙏🙏🙏🙏🙏🙏🙏🙏 mahaprabhu ji

  • @amitapanda444
    @amitapanda444 Před měsícem +1

    Subha Sandhya 🌷🌼🌷,,,,,,, maha prabhu 🙏🙏🛐🛐🙌❤️

  • @amitapanda444
    @amitapanda444 Před měsícem

    Radhe Radhe 🌷🌻🌷,,,,,,, manimaaaaa ❤️❤️❤️❤️,,,,,,🌷🛐🛐🛐🛐🙏🙏🙏🙏🙌🙌🙌🙌👨‍👩‍👧‍👦

  • @bidyabharatisabar2789
    @bidyabharatisabar2789 Před měsícem

    ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐🥥🥥🥥🥥🥥🥥🥥🥥

  • @user-om8kt5hr6p
    @user-om8kt5hr6p Před měsícem

    jay. sree. sree. jaganatha. maha. prabhu

  • @narendravyas3704
    @narendravyas3704 Před měsícem

    Jay Jay Jay Jagannath Ji Mahaprabhuji!
    Koti Koti Dandvat Pranams to their Lordships!

  • @aloksahu6699
    @aloksahu6699 Před měsícem

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏🙏🙏🙏🙏❤️❤️❤️❤️❤️🌹🌹🙏🙏🙏🙏🙏

  • @sumitraranidas
    @sumitraranidas Před měsícem

    ଜୟ ରାଧେ, ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ 🙏🙏🙏🙏

  • @aloksahu6699
    @aloksahu6699 Před měsícem

    ଜୟ ଜୟ ମା ଲକ୍ଷ୍ମୀ ଠାକୁରାଣୀ 🙏🙏🙏🙏❤️❤️❤️🌹🌹🌹🌹🙏🙏🙏🙏🙏🙏

  • @aloksahu6699
    @aloksahu6699 Před měsícem

    ଜୟ ଜୟ ଶ୍ରୀ କ୍ରିଷ୍ଣା 🙏🙏🙏🙏❤️❤️❤️❤️🌹🌹🌹🌹🙏🙏🙏🙏🙏

  • @BishnuPrasadMohanty-vf9ci
    @BishnuPrasadMohanty-vf9ci Před měsícem

    ସୁଚିଶ୍ମି ତା ମହାନ୍ତି ପ୍ରଭୁ ପ୍ରସାଦ ମହାନ୍ତି ହେ ପତିତପାବନ ହେ ମହାବାହୁ ହେ ଜଗତର ନାଥ ଜଗନ୍ନାଥ ତୁମ ଶ୍ରୀ ଚରଣ ତଳେ ଶରଣ ଦେ ଏତିକି ପ୍ରାର୍ଥନା କରୁଛି ହେ କାଳିଆ ଠାକୁର ହେ କାଳିଆ ସାଆନ୍ତ ତୁମ ଦର୍ଶନ ବିନା କିଛି ନାହିଁ ରେ କାଳିଆ ଠାକୁର ତୋ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏⭕‼️⭕🙏🙏🙏🙏🙏🙏🙏🙏

  • @geetanjaliacharya6079
    @geetanjaliacharya6079 Před měsícem

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sipramohanty1814
    @sipramohanty1814 Před měsícem

    Omm jay prabhu 🙏💐🙏omm jay maa 🙏💐🙏

  • @diptimayebal7676
    @diptimayebal7676 Před měsícem

    ହେ ମହାବାହୁ ଧନ ମାଗୁ ନାହିଁ ପ୍ରଭୁ ଏତିକି ଅଳି ମଣିମା ମୋ କଳାଠାକୁର ଜଗତର ନାଥ ନାରାୟଣ ବାସୁଦେବ ପାରି କର ଏ ଭବସାଗରୁ 🙏🏻⭕‼️⭕🙏🏻🪔🪔🪔🪔🪔🪔🪔🪔🪔🪔🪔🪔

  • @parthasarathibarik633
    @parthasarathibarik633 Před měsícem +2

    Omm jay shree hari
    Omm namaha vagabate basu debaya namaha

  • @rajendrasahu4199
    @rajendrasahu4199 Před měsícem +1

    Subha Sandhya Ra Pranam Mahaprabhu 🙏🙏🙏🌹🌹❤️❤️❤️

  • @jharanamohanty4852
    @jharanamohanty4852 Před měsícem

    ❤❤❤Omm namo bhagawate basudebaya namah❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @aloksahu6699
    @aloksahu6699 Před měsícem

    ଜୟ ଜୟ ଶ୍ରୀ ରାମ 🙏🙏🙏🙏❤️❤️❤️🌹🌹🌹🌹🙏❤️❤️❤️❤️🙏🙏🙏🙏🙏

  • @seemadevgan5183
    @seemadevgan5183 Před měsícem

    Jai shree Jagannath bhagwan ji ki.🙏🙏🪔🪔🪔🪔🪔🌹🌹🌹🌹🌹🙏🙏

  • @sanjuktajena4779
    @sanjuktajena4779 Před měsícem

    ଜୟ ଜଗନ୍ନାଥ ପତିତପାବନ ପ୍ରଭୁ ହେ 🙏🙏🙏🙏🪔🪔🪔🪔🪔🕉️🕉️🕉️🕉️🚩🚩🚩🚩🚩

  • @mahimarana9586
    @mahimarana9586 Před měsícem

    Jai Jaganath Jai panchasakha prabhuji 👃👃👃👃👃

  • @RahulChakraborty-ez6jp
    @RahulChakraborty-ez6jp Před měsícem

    Jai pravu shree Jagannath 🚩🚩
    Jai Mata subhadra❤🙏🙏🙏
    Joy pravu Sri Balaram ⭕️❗️❗️⭕️🔱🔱

  • @jitendrakumarnayak5268
    @jitendrakumarnayak5268 Před měsícem +3

    Jay shree jagannath Swami 🙏🙏🙏

  • @laxmisiya3116
    @laxmisiya3116 Před měsícem

    Jai jaganath swami naina pathgami bhaba tume jai jaganath radhe radhe

  • @beenapanipradhan9344
    @beenapanipradhan9344 Před měsícem

    ପ୍ରଣାମ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ଶୁଭଦ୍ରାଙ୍କୁ କୋଟି କୋଟି କୋଟି ପ୍ରଣାମ ଶୁଭ ରାତ୍ରୀ ମଣିମା ଜୟ ଶ୍ରୀ ଜଗନ୍ନାଥ 🪔🪔🪔❤️❤️❤️🙏🏼🙏🏼🙏🏼🙏🏼🙏🏻🙏🏻🙏🏻🙏🏻🪷🪷🪷

  • @SM-pm3fp
    @SM-pm3fp Před měsícem

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମୋ ମହାପ୍ରଭୁ 🤗 ଆପଣଙ୍କର ସଦାସର୍ବଦା ଜୟ ହେଉ ❤️🙏😌

  • @kumarsisir6657
    @kumarsisir6657 Před měsícem

    Omm shree Nilachale nivasayah nityayah paramaptane balabhadara subhadra bhym jagannatha yate namah.Omm Jai Jai Jai Jai Jai Jai Jai anant koti brahmand r manima jagat r nath bhagwan mahabahu mahaprabhu shree jagannath Swami nayan path gami bhab tume bhab tume.

  • @santidattamohanty7680
    @santidattamohanty7680 Před měsícem +1

    ଜୟ ଜଗନ୍ନାଥ 🙏🙏❣️🙏🙏❣️

  • @namitabiswal-go7vt
    @namitabiswal-go7vt Před měsícem +1

    ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🙏ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏ଚିନ୍ତା ମଣି ନାମ ବହିଛ ଚିନ୍ତା ରୁ କରିବ ପାରି 🙏

  • @amitapanda444
    @amitapanda444 Před měsícem

    Jay shree patitapaban namo namah 🌼🌼🌼🌼🛐🛐🙌🙏

  • @Tradeholic727
    @Tradeholic727 Před měsícem

    Jai shree Jagannath 🙏
    Jai maa Laxmi 🙏

  • @aloksahu6699
    @aloksahu6699 Před měsícem

    ଓଁ ନମଃ ଶିବାୟ 🙏🙏🙏🙏🙏❤️❤️❤️❤️🌹🌹🌹🙏🙏🙏🙏🙏

  • @santoshbarik146
    @santoshbarik146 Před měsícem

    Hare Krishna Hare Krishna
    Krishna Krishna Hare Hare
    Hare Ram Hare Ram
    Ram Ram Hare Hare

  • @jagnyanarayanbishoyi2160
    @jagnyanarayanbishoyi2160 Před měsícem

    Shree hari

  • @jayashreebhowmick8070
    @jayashreebhowmick8070 Před měsícem

    JAI JAI SHREE RADHAMADHAV🙏🌸🌸🌸🙏

  • @bighneswarpanda3947
    @bighneswarpanda3947 Před měsícem

    ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ବଳଭଦ୍ର ଦେବ, ଜୟ ସୁଭଦ୍ରା ମା 🪔🪔🚩🚩🙏🙏

  • @user-sv3iz1fw9f
    @user-sv3iz1fw9f Před měsícem +1

    JayJogannath

  • @mandakinijena8884
    @mandakinijena8884 Před měsícem

    🪔🪔🪔🪔🪔🙏🙏🙏🙏🙏ମୋ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ଶ୍ରୀ ବଳଭଦ୍ର ମା ଲକ୍ଷ୍ମୀ ନାରାୟଣ ଜୟ ଶ୍ରୀ ସୁଦର୍ଶନ ଜୟ ପତିତପାବନ ପୁରୁଷୋତ୍ତମ ନାରାୟଣ ମହା ପ୍ରଭୁ ତୁମ ଶ୍ରୀ ଚରଣରେ ଶରଣ 🙏🤲ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି ପ୍ରଣାମ 🙏🤲

  • @BasantaSahu-et9kc
    @BasantaSahu-et9kc Před měsícem

    Radhekrishna HariGobindaGopal Basudebala Nandadullala Jay Jay Deba hare Hari Jay Jay Deba hare🙏🙏🙏🙏🙏

  • @pratimasahoo4126
    @pratimasahoo4126 Před měsícem

    Jay Jagannath Swami biswa Mangal kar pravu mo sabu dukha har pravu mo pakhe sabubele thiba pravu mo jhia ra bibaha nil saha karidia pravu 🙏🪔♥️

  • @jayantakumarghadia6309
    @jayantakumarghadia6309 Před měsícem

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭସନ୍ଧ୍ୟା ମଣିମା 🙏🙏🌺🌹🪔🪔

  • @user-fj1kq3pq3x
    @user-fj1kq3pq3x Před měsícem

    PahimaamJagannathaMahaPrabhu🙏🙏🙏

  • @sunandaholkar7058
    @sunandaholkar7058 Před měsícem

    JAi shree Radhe Krishna 🙏🙏

  • @mandakinijena8884
    @mandakinijena8884 Před měsícem

    ମୋ ଶିବ ଶଙ୍କର ମା ପାର୍ବତୀ 🪔🙏🤲ମୋ ମା ମହା ଲକ୍ଷ୍ମୀ ନାରାୟଣ 🪔🙏🤲ମୋ ରାଧା କୃଷ୍ଣ 🪔🙏🤲🙏🤲ମୋ ସୀତା ରାମ 🪔🙏🤲ଗୋବିନ୍ଦ 🪔🙏🤲ମୋ ମଧୁସୂଦନ 🪔🙏🤲ତୁମ ଶ୍ରୀ ଚରଣରେ ଶରଣ ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି ପ୍ରଣାମ 🙏🤲

  • @SureshMahuria-es4bv
    @SureshMahuria-es4bv Před měsícem

    Jay Jagannath Swami Nayana pathaghami bhabatume Jay Jagannath Swami Nayana pathaghami bhabatume Jay Jagannath Swami Nayana pathaghami bhabatume

  • @toofansingh2532
    @toofansingh2532 Před měsícem +1

    jai jagannath swami❤❤❤❤

  • @RajlaxmiMohanta-gi8xd
    @RajlaxmiMohanta-gi8xd Před měsícem +1

    Jay Jay shree jagannath Swami Nayan patha gami bhaba tome Prabhu 🙏🙏⭕❗❗⭕🙏🙏

  • @soumikdutta691
    @soumikdutta691 Před měsícem

    ধন্যবাদ মহাপ্রভু তোমার চরণে প্রণাম মহাপ্রভু জয় জগন্নাথ মহাপ্রভু

  • @BasantaSahu-et9kc
    @BasantaSahu-et9kc Před měsícem

    Om namo Patitapabana Narayananku Alatinku koti koti pranaam🙏🙏🙏

  • @bhagirathinayak2003
    @bhagirathinayak2003 Před měsícem

    Jai shree Jagannath ❤️🙏❤️🙏

  • @Satyapriya.Das1
    @Satyapriya.Das1 Před měsícem

    ଓଁ ନମୋ,,, ମହାପ୍ରଭୁ ଶ୍ରୀ ପତିତପାବନ ନାରାୟଣ ଙ୍କର ପବିତ୍ର ଦିବ୍ୟ ସନ୍ଧ୍ୟା ଆଳତି ଙ୍କୁ ଏ ଅଧମା ର ଶତଶତ କୋଟି ଭକ୍ତିଭରା ମଥାନୁଆଁ ବିନମ୍ର ପ୍ରଣିପାତ 🛐🛐🛐 ସାରା ସଂସାର ଚାହିଁ ବସିଛି ତୁମ ଦିବ୍ୟ ଆଳତି ଙ୍କ କରୁଣା ଟିକେ ପାଇବା ପାଇଁ 🛐ନିଷ୍ଠୁର ହୁଅନି ଠାକୁରେ 🛐 ଏ ସଂସାର ଭିତରେ ମୁଁ ବି ଜଣେ,,,କାଣିଚାଏ ଦୃଷ୍ଟି ଦେଇଥିବ ମଣିମା,,, 🛐🛐🛐

  • @laxmipriya4378
    @laxmipriya4378 Před měsícem +1

    🌼Jay shree Jagannath 🌼🙏🙏🙏❤️

  • @gayatrigayatri6846
    @gayatrigayatri6846 Před měsícem

    ହେ ମଣିମା ଆପଣଙ୍କୁ କୋଟି କୋଟି ପ୍ରଣାମ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ 🙏🏻🙏🏻🙏🏻🪔🪔🚩🌺🌻

  • @amardas3119
    @amardas3119 Před měsícem

    Jay Sri Jagannath Mahaprabhu 🙏🙏🙏🙏🙏🙏🙏🙏🙏🙏🙏

  • @Chandu123Nandu
    @Chandu123Nandu Před měsícem

    Subha sandhya manima🙏🙏🙏🙏🙏🙌🙌🙌🙌🙌🌿🌿🌿🌿🌹🌹🥀🥀🌺🌺🌺🌸🌸🌷🎋🎋🌷🌻

  • @babubehera6180
    @babubehera6180 Před měsícem

    ମହାପ୍ରଭୁ🙏🙏🙏🙏🙏

  • @pratapkumardaspappu9375
    @pratapkumardaspappu9375 Před měsícem

    ॐ ନମୋଃ ଭଗଵତେଃ ବାସୁଦେବାୟ 🙏 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🪔 ଜୟ ଶ୍ରୀ ପତିତପାବନ 🪔 ଜୟ ମା ମହାଲକ୍ଷ୍ମୀ 🌺 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମ୍ଭେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌🙏

  • @anannyapaul--radha
    @anannyapaul--radha Před měsícem

    Hey Jagannath Mahaprabhu 💖💖❤❤❤❤️❤️💖🙏🙏🙏🙏🙏

  • @DevendraSingh-xz1ir
    @DevendraSingh-xz1ir Před měsícem

    जय जय देव हरे 🙏🙏🙏🙏🙏🙏🙏🙏🙏

  • @animasingha7105
    @animasingha7105 Před měsícem

    ଜଗୁ 🙏🙏🙏🙏🙏🙏👏👏👏👏👏👏😔😔😔😔😔😔

  • @Sonusonu-vn4ng
    @Sonusonu-vn4ng Před měsícem +1

    Jay jagganatha

  • @TejrajBag-ql2qc
    @TejrajBag-ql2qc Před měsícem

    ଜୟ ଜଗନ୍ନାଥ ସ୍ଵାମୀ
    ଜୟ ମା ସୁଭଦ୍ରା
    ଜୟ ବଳଭଦ୍ର

  • @lalatendujena4026
    @lalatendujena4026 Před měsícem

    ଜୟ ପ୍ରଭୁ ଜଗନ୍ନାଥ 🙏ତୁମେ ଏକା ସାହା ଭରଷା 🙏

  • @ekadshisahoo5088
    @ekadshisahoo5088 Před měsícem +1

    Jay jagannath Swami

  • @niranjanbarik8442
    @niranjanbarik8442 Před měsícem

    Jay.jagannath.jay.jagannath.jay.shree.jagannath.jay.jay.jay.

  • @GaneshkumarmeetGanesh
    @GaneshkumarmeetGanesh Před měsícem

    Jai shree hari har ji 💐🌹🙏🌺

  • @KumarSoumya918
    @KumarSoumya918 Před měsícem +2

    JAY JAGANNATH ☸️🐚🙏🙏🙏

  • @PranitaKarana-bh8hi
    @PranitaKarana-bh8hi Před měsícem

    Jay Jay jagannath Jay balabhadra deba ma subhadra Jay sree sudarshan Jay ma maha laxmi namah daya kara mahabahu

  • @dilipbhoi5185
    @dilipbhoi5185 Před měsícem

    ହେ ମୋର ବନ୍ଧୁ ବନ୍ଧୁତା ଦିବସ ଅଭିନନ୍ଦନ ଜଗା ⭕‼️⭕🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺💝🙏🙏🙏🙏🙏🙏🙏🙏🙏🙏🙏

    • @AkashMeher-wx7oh
      @AkashMeher-wx7oh Před měsícem

      🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @BasantaSahu-et9kc
    @BasantaSahu-et9kc Před měsícem

    He Mohapravu Jagannath Saranang Rakyanang Mohapravu Jagannath🙏🙏🙏🙏🙏

  • @sanatapradhan1771
    @sanatapradhan1771 Před měsícem

    🕉️ JAI JAGANNATH BALARAM MAA SUBHADRA 🙏 RADHE SHYAM 🙏 SABKO MILE SRI VRINDAVAN DHAM PURI DHAM 🙏🌼❤️🙇

  • @DamayantiPatra-n3j
    @DamayantiPatra-n3j Před měsícem

    🧿‼️🧿🌺🏵️💮 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🌺🏵️💮🌼🛐🛐🛐🛐🛐🛐🛐🛐🛐🛐🛐🛐🛐🛐

  • @bismitapradhan8132
    @bismitapradhan8132 Před měsícem +1

    Jay.Jagannath❤️🙏🙏🙏❤️

  • @bibhaktasethi982
    @bibhaktasethi982 Před měsícem +1

    Jay jagannath❤❤❤❤❤❤

  • @laxmikumarinahak2756
    @laxmikumarinahak2756 Před měsícem

    Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe

  • @shantilataparida7937
    @shantilataparida7937 Před měsícem

    ଜୟ ଜଗନ୍ନାଥ ❤ ଜୟ ମା ଲକ୍ଷ୍ମୀ ❤ ଓଁ ନମଃ ଶିବାୟ ❤

  • @pratapkumarsahoo5811
    @pratapkumarsahoo5811 Před měsícem

    SUBHA SANDHYA MANIMA❤❤❤

  • @dilipbhoi5185
    @dilipbhoi5185 Před měsícem

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🙏🙏🙏🙏🙏🙏💝🙏⭕‼️⭕🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺

  • @gobindachpattanaikgobindac8048

    Jay jagannath jay jagannath jay jagannath