KISS forest land diversion controversy... || Editorial Show(EP-238) || ODISHA PULSE

Sdílet
Vložit
  • čas přidán 23. 06. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #achyutasamanta #kiss #kandhamal #jualoram

Komentáře • 34

  • @user-cw9gp5ty9f
    @user-cw9gp5ty9f Před měsícem +17

    ଧୋବ ଧାଉଳିଆ ଚରଣଚୁଟିଆ ମାନଙ୍କୁ ଉପଯୁକ୍ତ ଶାସ୍ତି ଦରକାର । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @MrPpcops
    @MrPpcops Před měsícem +9

    ରାଜ୍ୟ ର ରାଜସ୍ୱ ବିଭାଗ ଓ ଜଙ୍ଗଲ ପରିବେଶ ବିଭାଗ ତରଫରୁ ଯଦି ଉପଯୁକ୍ତ ପଦକ୍ଷେପ ନିଆଯାଏ ତାହେଲେ କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ସାଧିତ ହେଇପାରେ ।

  • @laxmidharapanda6086
    @laxmidharapanda6086 Před měsícem +7

    ଭଣ୍ଡ ସାରଥି ପରେ ଭଣ୍ଡ ଅଚ୍ୟୁତ ର ପ୍ରବେଶ ! କଅଁଳକୁହା ଭଣ୍ଡ ବାବାଜୀର ମଠ ବନ୍ଦ ହୋଇଯିବ ! ମିଶନରୀ ମାନଙ୍କଠାରୁ କୋଟି କୋଟି ଟଙ୍କା ହାସଲ କରି ଆଦିବାସୀ ପିଲାଙ୍କୁ ଖ୍ରୀଷ୍ଟିଆନ ଧର୍ମ ପରିବର୍ତ୍ତନ କରାଇବାରେ ଧୁରନ୍ଦର ଅଚ୍ୟୁତ !

  • @user-co8kp4tj6c
    @user-co8kp4tj6c Před měsícem +4

    ଅଚ୍ୟୁତ ସାମନ୍ତ ହେଉଛନ୍ତି ଜଣେ ବିରାଡ଼ି ବୈଷ୍ଣବ ଜମି ମାଫିଆ, ଗରିବ ଆଦିବାସୀ ପିଲାଙ୍କୁ ଶିକ୍ଷା ମାଗଣାରେ ଦେବା ନାଁରେ ଧର୍ମାନ୍ତୀକରଣ କରନ୍ତି, ସେ ନିଜକୁ ଗାନ୍ଧୀ ଗୋପବନ୍ଧୁ ଠାରୁ ଆହୁରି ମହାନ ତ୍ୟାଗୀ ବୋଲି ପ୍ରଚାର ପ୍ରସାର କରନ୍ତି। ଏଇ ଡକାୟତ କୁ ଶାସ୍ତି ନିହାତି ଜରୁରୀ।

  • @sanjibakumardash7246
    @sanjibakumardash7246 Před měsícem +5

    He should be taken to cbi custody and interrogated.

  • @harishmallck2
    @harishmallck2 Před měsícem +7

    ଅଚ୍ୟୁତ ବାବୁ ନିଜକୁ ଜଣେ ସମାଜସେବୀ. ଶିକ୍ଷାବିତ ପରିଚୟ ଦେଉଥିବା ବେଲବ ପ୍ରକୃତରେ ସେ ଜଣେ ଜମି ହାଡପକାରୀ ଜମି ଜବର ଦାଖଲ କାରି | ନିଜର ଭାବ ମୂର୍ତ୍ତିକୁ ସଫା କରିବା ପାଇଁ ରାଜନୀତି ରେ ଯୋଗ ଦାନ କରିଥିଲେ | ଏଥର ଯଦି ସେ ବିଜୟ ହେଇଥାନ୍ତେ ବିଜେଡି କ୍ଷମତକୁ ଅସିଥାନ୍ତା ସେ ପୁରା ଚନ୍ଦକା ଅଭୟରଣ୍ୟ ତାକୁ ପୁରା ନେଇଯାଇଥାନ୍ତେ | ଚନ୍ଦଜା ହାତୀ କୁ ବି କହିଥାନ୍ତେ ନିଜ ହାତୀ

  • @alokaranjandash9853
    @alokaranjandash9853 Před měsícem +2

    ଲକ୍ଷେ ମୂଷା ଖାଇସାରିବା ପରେ ବିଲେଇ ଧର୍ମ କରିବାକୁ ବାହାରିଲା ।

  • @achyutanandapradhan733
    @achyutanandapradhan733 Před měsícem +6

    Right decision .

  • @geetaranisamal6638
    @geetaranisamal6638 Před měsícem

    ପ୍ରଥମେ ପାଣ୍ଡିଆନ କୁ jail ପଠାଇଦେଲେ ସବୁ କଥାର ପର୍ଦାଫାଶ ହେବ।

  • @prafullamohanty5557
    @prafullamohanty5557 Před měsícem +4

    Very good news.satya mev Jayate

  • @bikramkesharibehera3204
    @bikramkesharibehera3204 Před měsícem +4

    ବଡ଼ ଜମି ହଡ଼ପ କାରି ଚୋର

  • @nareshdash3796
    @nareshdash3796 Před měsícem

    ଜଙ୍ଗଲ ଜମି , ଇଡକୋ ଜମି ଓ ଅନ୍ୟାନ୍ୟ ଯାଗା ରେ କେତେ ଜମି ଅଚ୍ୟୁତ ସାମନ୍ତ ବାବୁ କେଳେଙ୍କାରି କରିଛନ୍ତି ଏହାର ପୁର୍ଣ୍ଣ ତଦନ୍ତ ହେଉ ।

  • @gobindapadhan145
    @gobindapadhan145 Před měsícem

    ବଲାଙ୍ଗୀର ଜିଲ୍ଲା ରେ ମଧ୍ୟ ସେ ହଡପ କରିଛନ୍ତି

  • @sasikantkant4780
    @sasikantkant4780 Před měsícem

    ଜଣେ ଏକଛତ୍ରବାଦୀ ନେତା କୁ ଭୀକାରିଟିଏ ହେବାର ତରିକା ଦେଖ ଏଠାରେ

  • @user-wj3lf4xi7n
    @user-wj3lf4xi7n Před měsícem

    I appreciate you sir

  • @srikantaharichandan1464
    @srikantaharichandan1464 Před měsícem +2

    MP heiki Kan ta contribute karicha

  • @janardanpanda5378
    @janardanpanda5378 Před měsícem

    ଏମାନେ ଯୋର ଯବର ଦସ୍ତ ଆଇନ କାନୁନ ନମାନି ଏପରି କାମ କରୁଥିଲେ

  • @prasantakumarswain3419
    @prasantakumarswain3419 Před měsícem

    ହସ୍ତାନ୍ତର ପ୍ରକ୍ରିୟା କୁ ସ୍ଥଗିତ ରଖିଲେ ଆମେ ସଧାରଣ ଲୋକଙ୍କର କି ଲାଭ ହେବ, ଯଦି ଉପଯୁକ୍ତ ଦଣ୍ଡ ବିଧାନ ନହୁଏ ?

  • @umeshsenapati7602
    @umeshsenapati7602 Před měsícem +2

    Action .no.1 achyuta bjp re misigale sabu tadanta band heijiba😮😮😮😅😅

  • @jitendrarout207
    @jitendrarout207 Před měsícem

    ଅଚ୍ୟୁତ ସାମନ୍ତ ଜଣେ ଭୂମି ମାଫିଆ, ଗିରଫ ହେବା ଉଚିତ।

  • @sunilsamantray2491
    @sunilsamantray2491 Před měsícem

    Kandhamal re kate hoichi.inquiry hou

  • @anadicharansamal7033
    @anadicharansamal7033 Před měsícem

    ଅଚ୍ୟୁତ ସାମନ୍ତ ହୋଉଚି ଛୁଞ୍ଚି ଦାନ କରି ସାବଳ ଗାଣ୍ଡିମାରି ନେବା ଲୋକ।

  • @santoshswain7624
    @santoshswain7624 Před měsícem +1

    Naveen Patnaik main villain pandiyan au Anya mane sabu BJD ra Gunda Mafia chora badmash

  • @sarojkumarmohanty6139
    @sarojkumarmohanty6139 Před měsícem

    A Babu Janaka dhala posaka tale ate kadarjya chehera luchei rakhichanti , ?

  • @manojsahoo6184
    @manojsahoo6184 Před měsícem

    Achuta no l chore

  • @debasislenka1586
    @debasislenka1586 Před měsícem

    Odisha ra jami mafia re No1 a maghia

  • @AshokKBarik
    @AshokKBarik Před měsícem

    Panaka parishrare re Pandu babu...