ରାଜନୀତିରେ ଶ୍ରୀଜଗନ୍ନାଥ | Shrijagannath in politics | The Quiver

Sdílet
Vložit
  • čas přidán 13. 11. 2023
  • ଆଉ କେତେ ତଳକୁ ଖସିବେ ଏ ରାଜନେତା ମାନେ । ଓଡ଼ିଶାକୁ ତ ଖାଇଲେ ଖାଇଲେ, ଏବେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତିକୁ ଓହ୍ଲାଇଲେଣି । ଏଥର ନିର୍ବାଚନରେ ଶ୍ରୀଜଗନ୍ନାଥ ହିଁ ରାଜନେତାଙ୍କ ଭୋଟ ମାଧ୍ୟମ ହେବ ବୋଲି ସବୁ ଦଳରୁ ସୁରାକ ମିଳିଲାଣି । ବିଜେଡି ହେଉ କି ବିଜେପି ବା କଂଗ୍ରେସ ସମସ୍ତେ ଲୋକଙ୍କୁ ଠକିଛନ୍ତି । ୨୦୨୪ ନିର୍ବାଚନରେ ପ୍ରତିଶୃତି ଦେବାକୁ ଆଉ କିଛି ନାହିଁ । ଏବେ ଭରସା ଶ୍ରୀଜଗନ୍ନାଥ । ବିଜେଡି ଶ୍ରୀଜଗନ୍ନାଥଙ୍କୁ ମାଧ୍ୟମ କରି ଭୋଟ ନେବାକୁ ପୂରା ରୋଡ଼ମ୍ୟାପ କରିଦେଇଛି । ଏପରିକି ଏହି ରୋଡ଼ମ୍ୟାପରେ ଠାକୁର ରାଜା ବା ଗଜପତିଙ୍କୁ ହାତବାରିସୀ କାଳେ କରିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଏଥର ଆଉ ସ୍କିମ ନୁହେଁ, ଭାବାବେଗକୁ ନେଇ ହେବ ରାଜନୀତି । ନବୀନଙ୍କର ଏହା କାଳେ ଶେଷ ନିର୍ବାଚନ ହେବ ବୋଲି ତାଙ୍କରି ଦଳ ଲୋକେ ବି କହିଲେଣି । ଏହି ଭାବାବେଗ ସହ ଶ୍ରୀଜଗନ୍ନାଥଙ୍କ ଆବେଗ ଯୋଡ଼ି ବିଜେଡି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ।
    #thequiver #odisha #cmo #naveen #naveenpatnaik #navin #odishanews #odishalatest #odishaupdates #updatenews #bjd #bjpodisha #politics #politicanews #political #odia #odianews #pranabprakasdas #modi #amitsaha #jpnadda #aparajitasarangi #mpaparajitasaranti #dharmendrapradhan #naindekhununangala #gajapati #vkpandian #puri #puritemple #jagannathtemple #jagannathpuri #shrimandira #shree #shreemandira #congress #opcc
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in CZcams! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

Komentáře • 35

  • @rajendrarajput8469
    @rajendrarajput8469 Před 8 měsíci +3

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ

  • @prabasinipanda6182
    @prabasinipanda6182 Před 8 měsíci +2

    Jai Jagannatha Swami 🙏🏻🌼🌺🌼🙏🏻

  • @chandanbisoi4031
    @chandanbisoi4031 Před 8 měsíci +1

    ଜୟ ଜଗନ୍ନାଥ

  • @bijaymohanty2386
    @bijaymohanty2386 Před 8 měsíci +1

    ପ୍ରଭୁ ଜଗନ୍ନାଥ ଭରସା 🙏

    • @baikunthabehera3971
      @baikunthabehera3971 Před 8 měsíci

      Prabhu abe kallki rupa neichhanti .binas kemite heba chinta kari kari binas karuchhanti .

  • @susantkumar9176
    @susantkumar9176 Před 8 měsíci +1

    News telling 100%corect

  • @RamakrushanTripathy
    @RamakrushanTripathy Před 14 dny

    100000right

  • @debaprasaddash3878
    @debaprasaddash3878 Před 8 měsíci +1

    ଗଜପତି କାହିଁକି ନିଜ ମର୍ଯ୍ୟାଦାକୁ ଏତେ ନିମ୍ନସ୍ତରକୁ ନେଇଗଲେ, ବୁଝାପଡୁନାହିଁ। ତାଙ୍କ ବ୍ୟକ୍ତିତ୍ୱ ଓ ସମ୍ମାନ ଧ୍ୱଂସ ହେଇସାରିଲାଣି। ଜାଣିଶୁଣି ଜଣେ ବ୍ୟକ୍ତି ଏତେ ନୀଚ୍ଚକୁ ଚାଲିଯିବା ଯନ୍ତ୍ରଣା ଦେଉଛି। କଣ କେବଳ ଟଙ୍କା ପାଇଁ ?

  • @prabasinipanda6182
    @prabasinipanda6182 Před 8 měsíci

    Jai ShreeThakura Raja 🙏🏻🌼🙏🏻
    Jai Mukhya Mantri🙏🏻🌼🙏🏻

  • @pabitramohandalai8348
    @pabitramohandalai8348 Před 8 měsíci +1

    ଅସ୍ତିତ୍ବ ନାହିଁ।ତେଣୁ ବଞ୍ଚିବା ପାଇଁ ରାଜନୀତି ସହାରା।

  • @babulilenka6573
    @babulilenka6573 Před 8 měsíci

    Raja na bala

  • @s.b.gamerlovefromindia2541
    @s.b.gamerlovefromindia2541 Před 8 měsíci

    ଜୀଏ ନୀଜର ସ୍ବାର୍ଥ ଦେଖିବ ସେ ସବୁ କୀଛୀ ଜଳା ଞ୍ଜଳୀ ଦେବ ,ରଜାଙ୍କ ଅବସ୍ତା ସମାନ ,ସେ କୀଛୀ ନ କରୀ ମୋଉଁନ ରହୀବା ସେ ମୀତୀ କଥା

  • @dhamirona8662
    @dhamirona8662 Před 8 měsíci +3

    ଏମିତି ଅଯୋଗ୍ୟ ଲୋକ କୁ ରାଜା ପଦବୀ ବିଲକୁଲ ମାନିନାହିଁ

    • @baikunthabehera3971
      @baikunthabehera3971 Před 8 měsíci

      Ratnnabhandar ru kichhi paichhanti raja . Raja tanka bhaga neichhanti

  • @santoshkumarmishra2620
    @santoshkumarmishra2620 Před 8 měsíci +2

    ୧୦୦% ଠିକ୍ କହୁଛନ୍ତି ଆପଣ. କିନ୍ତୁ ଗଜପତି ରାଜନୀତି ରୁ ଦୂରେଇ ରୁହନ୍ତୁ.

  • @alokkundu5077
    @alokkundu5077 Před 8 měsíci

    Bahut haichi

  • @gopabandhubehera453
    @gopabandhubehera453 Před 8 měsíci

    ଆରେ ମାଆ ଗିହା,ସାମ୍ବାଦିକ ତୁ,କୋଉଠୁ ଏ,ଖବର ସବୁ ସଙ୍ଗ୍ରହ କରୁଛୁ ଆମେ ଜାଣିନୁ,କିନ୍ତୁ ଆମେ ଏତିକି,ସିୟୋର ଜେ,ତୁ,ଶଳା,ପୁରି ଦେଖିନଥିବୁ ନହେଲେ,ଏମିତି,ଡାହା ମିଛ,ଖବର ପଢନ୍ତୁନାହିଁ ତୁ,ଶଳା ନିଜେ,ଲାଞ୍ଚୁଆ ମିଛୁଆ ସେଥିପାଇଁ ଭାବୁଛୁ ଏ ସମାଜଟା ପୁରା ଲାଞ୍ଚୁଆ ଆଉ ମିଛୁଆ

    • @_mr___rajput
      @_mr___rajput Před 8 měsíci

      Sata kahile tor kn pai phatuchhi 😅
      Jadi michha katha ta gote chhua ra hoithiba ta ranta bhandara khaliki dekha election agaru

  • @SanjayaNayak-dn6mu
    @SanjayaNayak-dn6mu Před měsícem

    Jagannath Mandira ku sajadiba kn Nabin Pattnaik nkara vul hela.....

  • @ashokkumardash1032
    @ashokkumardash1032 Před 8 měsíci

    Odisa ku Jaganntha nhi bharasa❤🙏🙏🙏

  • @sanatansahu5805
    @sanatansahu5805 Před 8 měsíci

    Nabin nka byatireka anyakounasinetanka upare Jagannathankar Asirbad nahin KebalaNabin jay jagannath

  • @tapankumarsahu8392
    @tapankumarsahu8392 Před 8 měsíci

    80% mai chia mane vote dei chanti kahaku kahiba

  • @pradiptaroul5826
    @pradiptaroul5826 Před 8 měsíci

    ବିକାଶ ହେଇଛି ବିଜେଡି ନେତାମାନଙ୍କର

  • @lachimdongri2860
    @lachimdongri2860 Před 8 měsíci

    ଏଇମାନେ ହିଁ ପ୍ରକୃତ ରିପୋର୍ଟର... ଆଉ କିଛିରିପୋର୍ଟର ଅଛନ୍ତି bjd ର ଟଙ୍କା ଖିଆ wala

  • @alekhachandra6982
    @alekhachandra6982 Před 8 měsíci

    ବିଜେପି କୁ ବିଶ୍ୱାସ ନା ହିଁ.

  • @bijayarout6485
    @bijayarout6485 Před 8 měsíci

    Gaja pati bi politics

  • @khirodmohanty3629
    @khirodmohanty3629 Před 8 měsíci

    Puri development is not tolerated by this channel .

  • @chandrakalasahu5085
    @chandrakalasahu5085 Před 8 měsíci

    Ethar sabu dala ku chhadi, mo dala ku vote dei dekha

  • @samajmusicofficial2458
    @samajmusicofficial2458 Před 8 měsíci

    Bastad Dal bid

  • @skkundu2668
    @skkundu2668 Před 8 měsíci

    Micha katha

  • @dwarikanathmohanty179
    @dwarikanathmohanty179 Před 8 měsíci

    Bikau Maharaja

  • @jotynahak1498
    @jotynahak1498 Před měsícem

    Bjp safa hab

  • @prabasinipanda6182
    @prabasinipanda6182 Před 8 měsíci

    Jai Jagannatha Swami 🙏🏻🌼🌺🌼🙏🏻