ମୋର ସନ୍ଦେହ ଯେ ସେ ଜଣେ ନାରୀ କି ନୁହେଁ : ଅନୁଭବ ମହାନ୍ତି

Sdílet
Vložit
  • čas přidán 27. 05. 2022
  • #OdiaHungama #JusticeForAnubhavMohanty
    Barsha is a very powerful lady. Says Anubhav Mohanty. He also added that he doesnt even know, whether Varsha is a women or not.
    Instagram:
    / odia.hungama
    Video Credit: / @odishasambadonline
    Video link:
    • Jawab Sual EP 25, Part...
  • Zábava

Komentáře • 1,6K

  • @kattarHindu-cd1ol
    @kattarHindu-cd1ol Před 2 lety +56

    ବର୍ଷା ମହିଳା ନୂହେଁ

  • @barshapriyadarshinii
    @barshapriyadarshinii Před 2 lety +7

    ମତେ ତ ଲାଗୁଛି ବର୍ଷା ନାରୀ ନୁହନ୍ତି ସେ ଜଣେ କିନ୍ନର

  • @rishikesh4340
    @rishikesh4340 Před 2 lety +4

    ହେ ଭଗବାନ ବର୍ଷା ଏତେ ମାରାତ୍ମକ !!!
    ଗୋଟିଏ ସୁନ୍ଦର ମନମୋହିନୀ ଲାବଣ୍ୟବତୀ ପୂର୍ଣ୍ଣ ଯୌବନା ନାରୀ ଭଳି ଦିଶୁଥିବା ମାୟାବିନୀ ମରୀଚିକା ଏବେ ତ ଯଦି ଏ କେଶ୍ ର ଅସଲ ସତ୍ୟ ପଦାକୁ ନ ଆସେ ବା ଆସିବାରେ ଡେରି ହୁଏ ଅନେକ ପୁଅ , ଝିଅ ମାନଙ୍କୁ ଡରିବେ ଆଉ ସନ୍ଦେହ ରେ ଦେଖିବେ , ବାହା ହେବାକୁ ମନ ବି କରିବେନି
    ମୋର ପ୍ରଥମରୁ ବି ସନ୍ଦେହ ହେଉଥିଲା କାରଣ ଏତେ ରମଣୀୟ ଉଛୁଳା ଯୌବନ ଧରିଥିବା ନାରୀ କେମିତି ବିବାହ ପରେ ସ୍ବାମୀ ଠାରୁ ବିଭିନ୍ନ ବାହାନା କରି ଦୂରେଇ ଦୂରେଇ ରହିବ ?
    କେମିତି ସ୍ବାମୀ ର ଅଙ୍ଗ ସ୍ପର୍ଶ ନ ପାଇ ଧର୍ଯ୍ୟ ଧରିବ ? ତେବେ କଣ ପାଇଁ ଏ ନାରିତ୍ଵ ଆଉ କଣ ପାଇଁ ଏ ପୂର୍ଣ୍ଣ କଳସୀ ପ୍ରାୟ ଢଳ ଢଳ ଯୌବନ ?
    ଦୋଷୀ ଯିଏ ଦଣ୍ଡ ପାଉ
    ପ୍ରକୃତ ସତ୍ୟ ପଦାକୁ ଆସୁ
    ନଚେତ୍ ପୁରୁଷ ସମାଜର ମାନସିକ ବହୁତ୍ ଚାପରେ ରହିବ

  • @sewanayak945
    @sewanayak945 Před 2 lety +13

    ଭାଇ ପୁରା ଓଡିଶା ଚହଲେଇ ଦେଲା ପରି ଭିଡ଼ିଓ ବାନେଇଛ tq 👌❤🌹🙏🙏🙏

  • @Deepakkumar-ek4fy
    @Deepakkumar-ek4fy Před 2 lety +47

    ବର୍ଷା ହେଉଛି ଛକା ନୋହେଲେ ଆମୋକୁ ରେଜଲ୍ଟ ଦରକାର

  • @allodishanews788
    @allodishanews788 Před 2 lety +57

    କେତେଟା ନାରୀ ଙ୍କ ପାଇଁ ନାରୀ ଜାତି ଟା ନଷ୍ଟ

  • @SKGbul
    @SKGbul Před rokem +31

    ଅନୁଭବ ମହାନ୍ତି ଯଦି ଫିଲିମ ଲାଇନ ରେ ମେରେଜ ନକରି ସାଧାରଣ ଝିଅ ସହିତ ମେରେଜ କରି ଥାନ୍ତେ ତାହେଲେ ଆଜି ଏ ଦଶା ଭୋଗିବାକୁ ପଡ଼ି ନଥାନ୍ତା.

    • @sabyadachibagarti9948
      @sabyadachibagarti9948 Před měsícem +1

      Right

    • @manasdash8604
      @manasdash8604 Před měsícem

      କଟାଘାରେ ଚୁନ କାହିଁକି ଦଉଛନ୍ତି କଟାଘାରେ ଚୁନ ଦିଅନ୍ତୁ ନାହିଁ ଭାଇ

  • @NkRaju-nc3qx
    @NkRaju-nc3qx Před 2 lety +16

    Don't worry bro ସତ୍ୟ ର ନିଶ୍ଚୟ ଜୟ ହବ ଅନୁଭବ ମହାନ୍ତି ନିଶ୍ଚୟ ନ୍ୟାୟ ପାଇବେ 👍👍👍👍👍

  • @salony9826
    @salony9826 Před 2 lety +59

    କାଲି ସକାଳେ ଯଦି ଅନୁଭବ ସଠିକ୍ ନ୍ୟାୟ ନପାଇ ବର୍ଷା ଙ୍କ silent torcher ସହିନପାରି ଆତ୍ମହତ୍ୟା କରିଦିଅନ୍ତି ତାହେଲେ କିଏ ଦାୟୀ ହେବ ତାଙ୍କ ପାଇଁ, ବର୍ଷା ନାଁ ପୋଲିସ,ନାଁ ମେଡିଆ, ନାଁ ହାଇକୋର୍ଟ ???

    • @user-uf3so2jf7r
      @user-uf3so2jf7r Před 2 lety

      ଦାୟୀ ହେବ ଅଫଗାନ ନେହେରୁ. ସେ ହିନ୍ଦୁ ବିବାହ ଆଇନ ଏମିତି କରିଛି ଯେମିତି ହିନ୍ଦୁ ପୁରୁଷ ଆତ୍ମ ହତ୍ୟା କରିବ. ହିନ୍ଦୁ ସମାଜ ଛାର ଖାର ହୋଇଯିବ. ସମ୍ବିଧାନ ରେ ଭୁଲ ଅଛି.

    • @energeticram9928
      @energeticram9928 Před 2 lety +1

      ଠିକ୍

    • @salony9826
      @salony9826 Před 2 lety +4

      @@user-uf3so2jf7r 😔 ପୁରୁଷ ଅତ୍ୟାଚାର ହାଇକୋର୍ଟରେ ତର୍ଜମା ହେଉନି

    • @salony9826
      @salony9826 Před 2 lety +1

      @@user-uf3so2jf7r ନାରୀ ସଶକ୍ତିକରଣ ର rule ଚାଲିଚି ଏବେ ସମୟରେ

    • @priti19937
      @priti19937 Před 2 lety

      Tu dayi rahibu nija kama re matlab rakh

  • @ODIASNEWS
    @ODIASNEWS Před 2 lety +208

    Anubhav Bhai We All Are With You... #JusticeForAnubhav

  • @jyotsnaranibehera7145
    @jyotsnaranibehera7145 Před 2 lety +26

    Absolutely right 👍 justice for Anubhav Mohanty 🙏🙏 god bless you sir...

  • @akshyanayak664
    @akshyanayak664 Před 2 lety +13

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏
    ଯେତେବେଳେ ଅନ୍ୟ ମିଡ଼ିଆ ବାଲା ଅନୁଭବ ଭାଇଙ୍କୁ ମାରିଦେବା ପାଇଁ ତାଙ୍କ ବିରୁଦ୍ଧ ରେ ଭିଡିଓ କରୁଛନ୍ତି ଆପଣ ଏକା ଏହି ସମୟ ରେ ତାଙ୍କ ସାଥ ଓ ସାହସ ଦେଉଛନ୍ତି | ସତ ନିହାତି ସାମ୍ନା କୁ ଆସିବା ଦରକାର ଏବଂ ସମସ୍ତେ ଜାଣିବା ଦରକାର | ଦୟା କରି ସମସ୍ତେ ଭିଡିଓ କୁ ବହୁତ ମାତ୍ରା ରେ share କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ |

  • @jyotiranjan839
    @jyotiranjan839 Před 2 lety +81

    Thanks brother for highlighting the right point.

  • @drmadhumitadas6982
    @drmadhumitadas6982 Před 2 lety +40

    Wow great ..... excellent..... justice for Anubhab Mohanty

  • @debasishchoudhury283
    @debasishchoudhury283 Před 2 lety +146

    We don't want to loose an another Sushant Singh Rajput... Justice for Anubhav...

    • @RANJITRAUL
      @RANJITRAUL Před 2 lety +4

      Great line...justice for Anubhav mohanty

    • @rojalinmoharana5943
      @rojalinmoharana5943 Před 2 lety +1

      Right

    • @rojalinmoharana5943
      @rojalinmoharana5943 Před 2 lety +1

      Yes

    • @rinkusanjeeb
      @rinkusanjeeb Před 2 lety +1

      Ha ha ssr au e bekaria Hanubhab ta comparison kariba murkhami . Ha ha such a poor guy u are . Ssr is super talented . Au kalinga dhanda murkha . Compare Jie karuchi aga taku best murkha award dele haba

    • @haraprasadbehera774
      @haraprasadbehera774 Před 2 lety +1

      @@rinkusanjeeb SSR ku acting asu nathila. Sabu film re same type acting. Se marila pare taku overhype karagala.

  • @brave_heart_jahir
    @brave_heart_jahir Před 2 lety +10

    Anubhav Bhai Is a Right Men
    Justice for Anubhav Bhai....🤲🏻

  • @smileforyou962
    @smileforyou962 Před 2 lety +108

    ବର୍ଷା ପ୍ରିୟଦର୍ଶିନୀ ଦେଖିବା ପାଇଁ ଖାଲି ସୁନ୍ଦର ବାକି ଭିତରେ ଗୋଟେ ଚୋଣ୍ଡି ଟା ତାକୁ ଖାଲି ଅନୁଭ କୁ ୟୁଜ କରିବା ପାଇଁ ବାହା ହେଇଥିଲେ ଏଇନା ସୋତୋ ବାହାର୍ କୁ ଆସୁଛି ବେଳେ ଦେଖା ଦେଉନାହାନ୍ତି ଝିଅ ଭାବିକି କିଛି କୋହିବେନି ଭାବିଥିଲା ଗୁଣୋ ଖୋରାପ ଝିଅ ଟା ଖାଲି ଭୋଲ ଦେଖେଇ ହୋଇଛି । ଫୁଲ୍ ଚୋଣ୍ଡୀ

    • @iamindian2908
      @iamindian2908 Před 2 lety +5

      ବର୍ଷା ପ୍ରିୟଦର୍ଶିନୀ.. ବେଧିଟାରେ ଭାଇ

    • @smileforyou962
      @smileforyou962 Před 2 lety +3

      @@iamindian2908 ଫୁଲ୍ ଖାଲି ଉପର ରଙ୍ଗ ଭିତରେ ଢୋଙ୍ଗୋ

    • @user-sr3uy1bp7m
      @user-sr3uy1bp7m Před 2 lety +4

      Ri8

    • @pabitragouda8378
      @pabitragouda8378 Před 2 lety +4

      @@iamindian2908 ବେଧେଇଟା😂😂😂

    • @prasitmohanty1211
      @prasitmohanty1211 Před 2 lety +2

      Barsha priyadarshini sundar?😯😯😯😯😝😝😝😝

  • @parampitar_santan
    @parampitar_santan Před 2 lety +115

    ସତ କଥା ମତେ ବି ସେଇଟା ଲାଗୁଛି
    ମେଡ଼ିକାଲ ଟେଷ୍ଟ ହେବା ଦରକାର

  • @rabindrarath1070
    @rabindrarath1070 Před 2 lety +15

    absolutely right and logical analysis by the spokesperson about the issues.

  • @premalatanayak7422
    @premalatanayak7422 Před 2 lety +20

    ତପସ୍ୱିନୀ ଙ୍କ ସହ ବର୍ଷା ର compare କରନ୍ତୁନି।
    ତପସ୍ୱିନୀ ନିର୍ମଳ ସ୍ୱଚ୍ଛ ପାଣି, ବର୍ଷା ଗୋଳିଆ ଅସ୍ବଛ
    ପାଣି। ତପସ୍ୱିନୀ ନମ୍ର , ମିଥ୍ୟାବାଦୀ ନୁହେଁ। ବର୍ଷା ଙ୍କ ପାଖରେ ଦୁନିଆଁ ର ସବୁ ମିଛ ମେଳି ହୋଇ ଅଛି।
    ବର୍ଷା ଅନୁଭବ ର ଟଙ୍କାକୁ ଭଲ ପାଉଥିଲେ , ଅନୁଭବ ଙ୍କୁ ନୁହେଁ।

    • @jhasaketan9846
      @jhasaketan9846 Před rokem +1

      Tue Jane nari nuha , purusa narira badnam karuchhi ,tu accept karuchhu ,tu kemitika nari janapaduchhi

    • @Sakunimama9
      @Sakunimama9 Před rokem

      ତପସ୍ୱିନୀ ବି ଗୋଟେ ରାଣ୍ଡି

  • @ttcreation3430
    @ttcreation3430 Před 2 lety +58

    Love you anubhav bhai 🙏

  • @Tales_of_lipi
    @Tales_of_lipi Před 2 lety +214

    Justice for Anubhav Mohanty ♥️🙏

  • @oldsysteminourlife1065
    @oldsysteminourlife1065 Před 2 lety +9

    Barsa jadi nija married life re emiti problem making karuchhanti se pollitics re gale puni kan karibe.
    We all are with Anubhab mohanty.... 🙏🙏

  • @amandash7643
    @amandash7643 Před 2 lety +16

    Justice for Anubhav Mohanty 🙏🏻

  • @KumarKumar-gy6yg
    @KumarKumar-gy6yg Před 2 lety +40

    ଭାଇ ଆପଣଙ୍କ କଥା ଶୁଣି
    ଲାଗୁଛି ବର୍ଷା ଗୁଟିଏ ନାରୀ ନାଁ ରେ କଳଙ୍କ ନାଗୁଣୀ! ନାରୀ ହେବାର ଫାଇଦା ନେଇ ସ୍ୱାମୀ କୁ ମେଂଟାଲି ନିର୍ଯାତନା ଦେଉଛି! ଭାଇ ଯଦି ନିଜ ସ୍ୱାମୀ ଜାଣି ପାରୁନି ବର୍ଷା ଗୋଟିଏ ନାରୀ ନା .... ତା ମାନେ. ଅନୁଭବ ଙ୍କ ମନରେ କଣ ହେଉଥିବ ବୁଝି ହେଉଛି ତୁ କେତେ ମିଛେଇ ଲୋ ବର୍ଷା

  • @IRONFIST1580
    @IRONFIST1580 Před 2 lety +13

    Anubhav Mohanty nka sahita bahut Anyaya heici..... We want #JusticeForAnubhavMohanty 🙏

  • @sumanbijay666
    @sumanbijay666 Před 2 lety +12

    Justice for Anuvab sir🙏🙏

  • @lipunkumar5072
    @lipunkumar5072 Před 2 lety +38

    ବର୍ଷା ପ୍ରିୟଦର୍ଶିନୀ କୁ କୋରୋନା ହେଇଚି ଦୂରେଇ ରୁହନ୍ତୁ ଓଡ଼ିଶା ରେ ସବୁ ନରୀଙ୍କି ଡେଇଁବ କିଛି ଗାଁ ରେ ବି ଦେଖେବା କୁ ମିଳିଲାଣି ବୁଝି ପାରୁଥିବାରୁ 🙏🙏🙏🙏

  • @moddedgames7548
    @moddedgames7548 Před 2 lety +120

    ଗୋଟେ କଥା ସତ। ନିଓତି ଆଗରେ ସମସ୍ତେ ହାର ମାନିଚନ୍ତି। ସେ ଯିଏ ହେଉଥାଉ। ସତ କଥା ବେଶୀ ଦିନ ଲୁଚିକରି ରୁହେ ନାଇ। ଦିନେ ନା ଦିନ ବାହାରିବ। ଆଉ ଆଜି ସେଇ ସତ କଥା ସାରା ଓଡ଼ିଶା ଆଗରେ ଫୁଟିକି ବାହାରି ପଡ଼ିଲା। ଜୟ ଧର୍ମ ଦେବତା

  • @bikashranjansingh2453
    @bikashranjansingh2453 Před 2 lety +48

    I support Anubhav mohanty

  • @balajipradhan8685
    @balajipradhan8685 Před 2 lety +17

    ଅନୁଭବ ଭାଇ ଙ୍କୁ ନ୍ୟାୟ ମିଳୁ। ସେ ବର୍ଷା ମିଛେଇ

  • @sachidanandarath2488
    @sachidanandarath2488 Před 2 lety +1

    ଅନୁଭବ ନିଜେ ଯଦି ପୁରୁଷ ତେବେ କାନ୍ଦୁଛନ୍ତି କାହିଁକି
    ଏତେ ବର୍ଷ ଏପରି ସମ୍ପର୍କ କୁ କାହିଁକି ଲୁଚାଇ ରଖିଥିଲେ
    ପୋଲିସ ରେ fir ଦେଇ ପାରିଥାନ୍ତେ ତାଙ୍କୁ ଠକି ଦିଆ ଯାଇଛି ବର୍ଷା ପରି ନାରୀ ନୁହେଁ ସହିତ ବାହାଘର କରିଦିଅ।ଯାଇ
    ଏବେ ସେ ନାରୀ ବୋଲି କେଉଁ ମୁହଁ ରେ ପ୍ରଶ୍ନ କରୁଛ
    ପୂର୍ବରୁ ନିଜର ସିନେମା ଓ ରାଜନୈତିକ କ୍ୟାରିଅର ପାଇଁ ନାଟକ କରୁଥିଲ ଓ ଏବେ ମଧ୍ୟ victim card ଖେଲୁଛ career ପାଇଁ
    ଜଗତେ କେବଳ ଜନେ ହସିବେ

  • @suchismitakandi2170
    @suchismitakandi2170 Před 2 lety +5

    Barsha madam apana nka avinaya bahut vala karanti.kintu ame jani nathilu apana reall life re bi ate vala abhinaya kari paranti .bahut vala ...

  • @tankalima2168
    @tankalima2168 Před 2 lety +33

    Justice for Anubhav sir

  • @kunmunkitchen5464
    @kunmunkitchen5464 Před 2 lety +10

    I heartily support Anubhav sir❤❤🙏🙏

  • @littlecartoontv9929
    @littlecartoontv9929 Před 2 lety +5

    ଏ ଭଳି ନାରୀ ଦୁନିଆ ପାଇଁ ଖରାପ

  • @itspabitracreation4130
    @itspabitracreation4130 Před 2 lety +30

    Anubhav Is Always Right..
    He is MP & Ollywood Superstar

  • @mrganulolodia1491
    @mrganulolodia1491 Před 2 lety +17

    ଅନୁଭବ ❤😭🙏🏻

  • @pabitrapatbandha7082
    @pabitrapatbandha7082 Před 2 lety +9

    I support Anubhav bhai ❤️🙏

  • @mamatanayak9543
    @mamatanayak9543 Před rokem +22

    Justice for anubhav Bhai 🙏

  • @manishanaik7380
    @manishanaik7380 Před 2 lety +151

    Anubhav mohanty Sir is always right 🙏 God bless you Sir

  • @ytrajdeep1921
    @ytrajdeep1921 Před 2 lety +22

    #justiceforanubhavmohanty

  • @laxmidharpradhan5450
    @laxmidharpradhan5450 Před 2 lety +9

    It is provred that Anubhab sir is a honest and good man but medical check up is necessary for his wife

  • @swayamshreedas9515
    @swayamshreedas9515 Před 2 lety +7

    Justice for anuvab mohanty.. 🙏❤👍

  • @biswajitpanda2968
    @biswajitpanda2968 Před 2 lety +23

    Justice for Anubhav sir 👍

  • @sunilsethy7290
    @sunilsethy7290 Před 2 lety +24

    Jistice for anubhavsir

  • @ranjitapatra2834
    @ranjitapatra2834 Před 2 lety +2

    Thanks a lot, and Prabhu Jagannath Anubhab sathi re achhanti ,no body can do anything.satyameba Jayate.Jay Jagannath.

  • @mkpradhan2750
    @mkpradhan2750 Před 2 lety +15

    ଆଲୋ ମୋ ବୋଉ 😂😂
    ଏଥିରୁ ଗୋଟେ କଥା ସ୍ପଷ୍ଟ ଜେ ବିବାହିତ
    ଝିଅ ଯଦି ଅଧିକ ଗପିଲା ଭଉଣୀ ଆଉ ବୋଉ ସହିତ 😂😂😂😘 ପରିସ୍ଥିତି ଅନୁଭବ ଭଳି
    ହେବା ସମ୍ଭାବନା

  • @purnimahembram3062
    @purnimahembram3062 Před 2 lety +118

    Justice for Anubhav

  • @sabitaprusty8035
    @sabitaprusty8035 Před 2 lety +136

    କେଶ୍ ଯେତେ ଶୀଘ୍ର ସରିବ । ଜଣଙ୍କର ଜୀବନ ରହିବ। ଗୋଟିଏ ରକ୍ତ ମାଂସ ର ଶରୀର ଧରି କେତେ ଦିନ ଅଶାନ୍ତି ବାତାବରଣ ଦେଇ ଗତି କରିବ। ଯେତେ ଦିନ ବଂଚି ବ ଅନ୍ତତଃ ଟିକେ ଶାନ୍ତି ଦରକାର।ଓ ନମ୍ଃ। ଗୁରୁ ଦେବାର ଶାନ୍ତି ଶାନ୍ତି ଶାନ୍ତି।

  • @JuelRout
    @JuelRout Před 2 lety +2

    ବର୍ଷା ହଇରାଣ କରୁଛନ୍ତି

  • @isharay100
    @isharay100 Před 2 lety +7

    Justice For Anubhav Bhai❤️🙏

  • @subhashri7343
    @subhashri7343 Před 2 lety +117

    We all r with u anubhav sir💕

  • @ytrajdeep1921
    @ytrajdeep1921 Před 2 lety +31

    Love you Anubhav Bhai 🙏

  • @surjyakumarshaw7287
    @surjyakumarshaw7287 Před 2 lety +4

    Listen the tape carefully
    Anubhav said " Mu Semiti LOKO sahito rahi paribini"
    Ye tanko wife na gote Loko?? Means she is Loko na Ladies??

    • @peaceful608
      @peaceful608 Před rokem

      Yes mu b seya bhabuthili, loka kn pi kahila😂

  • @chintalbujji5061
    @chintalbujji5061 Před 2 lety +7

    I support anubhav sir🙏

  • @a.k_warrior9559
    @a.k_warrior9559 Před 2 lety +21

    Mu kahibi women empowerment tharu Gender equality besi important daba darkar...!!! Mote laguchi Anubhab must win in courts verdict....( Barsha nka fans ku gote katha kahibi jahaku idol banaucha Bana mana nahin but right person ku choose kara...Truth sabubele luchi rahe nahin ,eve asisarilani au agku bahut asiba...Barsha janiparibe se Kan karichanti ?????

  • @rajendramallick4172
    @rajendramallick4172 Před 2 lety +25

    I support anubhav sir.

  • @akshayasanjaycreations488

    Justice for Anubhav sir 🙏🙏🙏

  • @jayakumari5105
    @jayakumari5105 Před rokem +1

    My favorite Anubhav sir 🙏🙏
    ♥️❤️♥️♥️❤️♥️♥️❤️❤️My ❤️

  • @Samar-papun
    @Samar-papun Před 2 lety +18

    Love u bhai jaan.

  • @kameswarYouTubeExpress
    @kameswarYouTubeExpress Před 2 lety +1

    Ok new information report

  • @baijayantibiswal1325
    @baijayantibiswal1325 Před 2 lety +7

    We want justice for anubhav sir.

  • @biswajitbarik4780
    @biswajitbarik4780 Před 2 lety +16

    Justice for ollywood king 👑

  • @sharmisthasingh8706
    @sharmisthasingh8706 Před 2 lety +33

    Justice for Anubhab mohanty

  • @r.rajakishorachary7035
    @r.rajakishorachary7035 Před 2 lety +5

    God bless for anubhab's justice

  • @Mr_Failure_999
    @Mr_Failure_999 Před 2 lety +5

    Justice for Anubhav mohanty
    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sasmitamohapatra5911
    @sasmitamohapatra5911 Před 2 lety +17

    Justice for Anuvab Mohanty

  • @sanjibmajhi5283
    @sanjibmajhi5283 Před 2 lety +38

    Justice to anubhab Bhai

  • @surjyadash2853
    @surjyadash2853 Před rokem +2

    Bhai you are right.. 🙏

  • @prakashpradhan7415
    @prakashpradhan7415 Před 2 lety +2

    #Justiceforanubhav

  • @start.1116
    @start.1116 Před 2 lety +17

    A ଭାଇ ଙ୍କ ର ଗଟିଏ ଦି ଟା କଥା ... କହି କହି କେତେ ଯେ କଥା କହନ୍ତି...ଯେ ହିସାବ ନାହି but like it i can't avoid,🤣🤣..

  • @prafullabarik7085
    @prafullabarik7085 Před 2 lety +71

    ଜଣେ କେହି ମୋତେ tweet କରି କହିଥିଲେ ଯେ ବର୍ଷା ପ୍ରିୟଦର୍ଶିନୀ ଜଣେ transgender ନୁହଁନ୍ତିତ ?

  • @priyanathroutray3716
    @priyanathroutray3716 Před 2 lety +1

    Absolutely is the correct 👍 brother 🌹👌🙏

  • @satya_pattanaik
    @satya_pattanaik Před 2 lety +1

    Ekdam thik katha kahicha bhai

  • @susantajena6429
    @susantajena6429 Před 2 lety +50

    We are always with you bro. keep patience

  • @manasdas2007
    @manasdas2007 Před 2 lety +37

    We Stand For Anubhav Bhai 👍🏻 Justice For Him 🙏🏻

  • @bivasininayak3977
    @bivasininayak3977 Před rokem +1

    Bhai great your laguage very honest

  • @asisdas9977
    @asisdas9977 Před 2 lety +2

    #JusticeForAnubhav

  • @AlokKumar-kp4nk
    @AlokKumar-kp4nk Před 2 lety +8

    ବର୍ଷା ନାରୀ ଜାତି ପାଇଁ କଳଙ୍କ..ଛି ଛି

  • @missmishra143
    @missmishra143 Před 2 lety +61

    I love Anubhab mohanty .... ❤️❤️❤️ And he is right ..... 🙏

  • @RajaRaja-jb3gq
    @RajaRaja-jb3gq Před 2 lety +2

    ଆମର ଭାଇ ଗୋଟିଏ କଥା justice for anubhav sir 🙏🙏

  • @Gct.Lifestyle
    @Gct.Lifestyle Před 2 lety +18

    Bro go ahead. Your analysis is very realistic. Carry on. Justice for anubhav..

  • @bhawanisankardash3517
    @bhawanisankardash3517 Před 2 lety +27

    Justice for Anuvab Bhai

  • @sanu3983
    @sanu3983 Před 10 měsíci +1

    ରେଣ୍ଡି ମାଇକିନା ବାହା ହୋଇଥିଲେ ଏମିତି ଶୁଖିଲା ରେ ବର୍ବାଦ ହୋବା କୁ ପଡ଼େ । ମୁଁ ମଧ୍ୟ ଏମିତି ରେଣ୍ଡି ମାଇକିନା ଗୋଟେ ବାହା ହୋଇ କିଳା ନେଉଛି । ଆମ ଦେଶର ଆଇନ୍ ବି ଶଳା ଅନ୍ଧ ଖାଲି ମହିଳା ମାନଙ୍କ କଥା ଶୁଣିବେ ଯଦି ପିଲାଟା ସୁଇସାରଡ଼ କରେ ତାର ଦାୟୀ କିଏ ହେବ ଜଜ୍‌ ନା ସେ ରେଣ୍ଡି ମାଇକିନା

  • @sachindanandamahapatra6758

    ଅନୁଭବ is right.... The great ରିଅଲ hiro of east ଇଣ୍ଡିଆନ....

  • @pratap8580
    @pratap8580 Před 2 lety +12

    Justice hona chahiye hai

  • @sasmitarangolitutorial9297

    Odisha ra Bhai bhauni Mane samaste misiki anubhav ku support kara

  • @ripulmohanty8808
    @ripulmohanty8808 Před 2 lety +4

    We all with u our superstar bhai,,,,, anubhav,🥰

  • @satyabantouchincomputer1420

    I always support Anubha. From his Oriya Album Songs I like to Anubha.But his Love to Barsha is wrong decision. Generally wife is the part of husband Success. But Barsha is the opposite in this context. Katha re achi "Jete Gori Sete Story". Barsha should go for all test what Anubha wants. I don't want another Susanta Case in Odisha. I request Anubha always keep calm and happy. Don't worry. If you will get divorce then marry to another girl according to Parents wish.

  • @pravanjanpradhan2649
    @pravanjanpradhan2649 Před 2 lety +11

    Justice for Anubhav bhai

  • @prasankumarofficial
    @prasankumarofficial Před 2 lety +12

    The emotions of anubhav says,whats truth ..

  • @kamalinisinghsamant9483
    @kamalinisinghsamant9483 Před 2 lety +5

    I feel your pain. Have patience in this crucial moment.

  • @deepakmohanty4141
    @deepakmohanty4141 Před 2 lety +4

    Justice for anubhav mohanty 🙏🏾❤️🙏🏾🙏🏾🙏🏾🙏🏾🙏🏾🙏🏾

  • @skmediavission222
    @skmediavission222 Před 2 lety +10

    Gote Star hoigale je jane upajukta Nari hoijay aha Thik nunha. Barsha gote nari nunha Rakhyasi

  • @rupalicreation629
    @rupalicreation629 Před rokem +3

    Justice for Anubhav Bhai 😥

  • @manorama3684
    @manorama3684 Před 10 měsíci +1

    ଗୋଟେ ଝିଅ ଵାହାହେଲା ପରେ ୪ ରାତିରେ ସଵୁ ଝିଅଙ୍କର ମିଳନ ହୁଏ।ଯଦି ସ୍ବାମୀ ତା ସ୍ତ୍ରୀକୁ ନ ଚାହିଁବ ତେବେ ସଏସ୍ତ୍ରଆ କାନ୍ଦି ବୋବାଳି ଵାପ ଘରକୁ ପଳାଇବ।କିନ୍ତୁ ଏଠି ବିପରୀତ ।ମତେ ଲାଗୁଚି ସେ ଜଣେ ମାଇଚିଆ ନିଶ୍ଚୟ ଅନୁଭଵ ଧୋକା ଖାଇଲେ ।ଏ କଥା ଫାଇନାଲ ସେ ଧରା ପଡ଼ିଯିବା ଭୟରେ ତାଙ୍କ ଶରୀର ଦଉ ନାହାନ୍ତି ଫାଇନାଲ କୋର୍ଟରେ ଥିବା ଜଜ ଏକଥା ଜାଣି ସାରିଲେଣି ଏଣୁ କେହି କାହାର ପାଖରେ ରହି ପାରିବେନି ଵୋଲି ଶୁଣାଇ ଦେଲେ ଆର ଘିଅ ପାଖରେ କଣ ନିଆଁ ରହି ପାରିବ ବର୍ଶା ଯଦି ଝିଅ ହୋଇଥାନ୍ତେ ସେ ତ ଅନୁଭଵ ପାଖ ଛାଡ଼ିବା କଥା ନୁହେଁ ଏତେ ସୁନ୍ଦର ପୁରୁଷ ଜଣେ m,p ଭଲ ଘରର ପିଲା ମନଓଲଓଭଆ ସନ୍ଦୋର୍ଯ ଏମିତି ପୁରୁଷ ଙ୍କୁ ଵିଵାହ କରି ହାତ ଛଡା କରିଵେ ବା କାହିଁକି ସଵୁ ଜଣା ପଡ଼ିଗଲା।😊

  • @jiteshkumarsahoo367
    @jiteshkumarsahoo367 Před 2 lety +8

    Barsa should be punished .

  • @cbmbalarammohapatra222
    @cbmbalarammohapatra222 Před 2 lety +18

    ଆରେ ଭାଇ ସେ ହେଉଛନ୍ତି 3rd gender କାହିଁକି ଆଉ ଲାଗୁଛ । ବର୍ଷା ନୁହେଁ ସେ କୁହୁଡି .3rd Gender କୁ ଲୁଚାଇ ବା ପାଇଁ ଭଉଣୀ ମାନେ ଯୋର ଦାର ପ୍ରୟାସ ଜାରି ରଖିଛନ୍ତି

  • @akashekashq3441
    @akashekashq3441 Před 2 lety +3

    You are really doing a great job..
    I want Anubhav should get justice as earliest possible..