KANAK TV NEWS HOUR POLICE RA ASSAL CEHERA 061214

Sdílet
Vložit
  • čas přidán 27. 08. 2024
  • KANAK TV NEWS HOUR POLICE RA ASSAL CEHERA 061214

Komentáře • 271

  • @bhabanisankardas8641
    @bhabanisankardas8641 Před 10 měsíci +13

    କେବଳ ଜଗନ୍ନାଥ ହିଁ ବୁଝିବେ, ବର୍ତମାନ ସମୟରେ ଆମ ରାଜ୍ୟରେ ଯାହା ଯାହା ସବୁ ଘଟି ଯାଉଛି ଏବଂ ଆସନ୍ତା ନିର୍ବାଚନ ପରେ ଏହାର ଉତ୍ତର ଆମ ମାନଙ୍କୁ ମିଳିଯିବ ଏଇଠି ଗୋଟିଏ କଥା ମନେ ପଡେ,, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର ଭବତୀ ଭାରତ............., 🙏🙏🙏🙏🙏🙏🙏🙏🙏🙏

  • @basudevnsyak4005
    @basudevnsyak4005 Před rokem +17

    ଅହଡକାୟତଙ୍କୁପୋଲିସ ଦେଇ ପୋଲିସ ସାଧାରଣ ଲୋକଙ୍କାବିଶ୍ବସ ତୁଟି ଯାଉଛି ସାରାରାଜ୍ୟରେଚାଲିଛି ଏପରି ପୋଲିସ କାର୍ଯ୍ୟ

  • @prasantakumaracharya7979
    @prasantakumaracharya7979 Před rokem +52

    ସେ ଦୁଇ ପୁଲିସ ଙ୍କର ନେତା ମାନଙ୍କ ସହ ହାତ ଥିବ,ତେଣୁ BJD ଦଳ ସହିତ ସସ୍ମିତ ପାତ୍ର କୁ ହଟାଅ

  • @s.kbehera2828
    @s.kbehera2828 Před rokem +5

    ଏ ସରକାର କରୁଛନ୍ତି କଣ୍ ।
    ଏ କଣ ୧ନଂ ମୁଖ୍ୟମନ୍ତ୍ରୀ ।
    ପୋଲିସ ବଳଲଗାଇ ହେଲମେଟ୍ ଫାଇନ୍ଆଦାୟ କରିବାରେ ୧ନଂ
    ଦୀପ ଲିଭିଲାବେଳେ ଯେପରି ଯୋର୍ ଜଳେ ବର୍ତମାନ୍ ର ସରକାରସେଇଭଳି ଜଳୁଚି ।
    ଜୟ ଜଗନ୍ନାଥ ପ୍ରଭୁ ଆମ୍ଭକୁ ବଞ୍ଚାଅ ।

  • @sewanayak945
    @sewanayak945 Před rokem +22

    ସବୁଠୁ ବଢିଆ ହେବ ସବୁ ପବ୍ଲିକ ମିଶିକି ଜାଳି ଦିଅ ସବୁ ଠିକ ହେଇଯିବ 🙏🙏

  • @basantibehera4600
    @basantibehera4600 Před 2 měsíci +1

    ଏହି 2 ପୋଲିସ୍କ ଅଧିକାରୀ ଙ୍କୁ କାର୍ଯ୍ୟ ରୁ ବାହାର କରାଯାଉ

  • @basantasahoo425
    @basantasahoo425 Před rokem +6

    ମାଲକାନାଗିରି ପଠାଯାଉ ନକ୍ସଲ ଏରିଆକୁ

  • @goutamsahu8004
    @goutamsahu8004 Před 2 lety +22

    ପିଲିସି କହିବାକୁ ଲାଜ ଲାଗୁଚି ତାକୁ ମଝିରାତାରେ ଚପଲ ମଳ ଦିଅ

  • @Subashroutvlog203
    @Subashroutvlog203 Před rokem +12

    ଆପଣ ମାନେ ଖୁସିତ

  • @user-er3xe2oc1e
    @user-er3xe2oc1e Před 10 měsíci +6

    ଏମାନକୁଚାକିରିରୁବହିଶୀକାରକରାଜାଉ

  • @prafullapati-wt6zv
    @prafullapati-wt6zv Před rokem +11

    ଦୁଇଜଣ ଙ୍କୁ କନିଷ୍ଟ ବଳ ପାହୀଆକୁ ଖସାଇଦେଲେ ବାଵୁଙ୍କ ପୋଲିସି ନିଶା ଖସିଯିବ

  • @mrnaik-eb2zb
    @mrnaik-eb2zb Před 2 měsíci +1

    ବରଗଡ଼ ଜନତା କାହିଁକି ଚୁପ୍ ଅଛନ୍ତି
    କାଲି ପୋଲିସ ଆପଣଙ୍କୁ ମଧ୍ୟ ଅତ୍ୟାଚାର କରିବ ।

  • @bhaktasatapathy6037
    @bhaktasatapathy6037 Před rokem +6

    Jogi Raja aaniba uchiti ok

  • @user-gr9mq6ri6d
    @user-gr9mq6ri6d Před 11 měsíci +2

    ସାଧାରଣ ଜନତାଙ୍କ ସହନଶୀଳତା କୁ ସରକାର ପରୀକ୍ଷା କରୁଛନ୍ତି । ସାଧାରଣ ଜନତା ଯେତେବେଳେ ପ୍ରତିଶୋଧ ପରାୟଣ ହୋଇ ଅଶାଳୀନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସର୍ବ ସାଧାରଣରେ ଗୋଡ଼େଇ ଗୋଡ଼େଇ ପିଟିବେ ସେତେବେଳେ ଆମ ପ୍ରିୟ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କଥାକୁ ସମ୍ମାନ ଦେବାର ସମୟ ଆସିଯାଇଛି ବୋଲି ବିଚାର କରିବାକୁ ହେବ ।

  • @bijayashankartripathy8748
    @bijayashankartripathy8748 Před 2 měsíci +1

    ବର୍ତ୍ତମାନର ମୁଖ୍ୟ ମନ୍ତ୍ରୀ ଏହାର ଉପଯୁତ ପଦକ୍ଷେପ ନେବା ଉଚିତ୍ ।

  • @goutamsahu8004
    @goutamsahu8004 Před 2 lety +9

    ଆମରଭଳିଆ ଗରିବ ର ପୁଲିସି ଉପରେ ୧୦୦ ରୁ ୧ ପସଦ ନଇଁ

  • @MeghaPradhan-qi9wf
    @MeghaPradhan-qi9wf Před 10 měsíci +3

    Police ki CBI jasus Kara

  • @banabiswal8255
    @banabiswal8255 Před rokem +5

    ବରଗଡ଼ ପୋଲିସ ପୁରା,ପୁରି ବେକାରୀଆ ଅଟନ୍ତି ,

  • @asishkumarprustyjitu9987
    @asishkumarprustyjitu9987 Před rokem +19

    ତାକୁ ସସ୍ପେଣ୍ଡ କରାଯାଉ ଓ ମହିଳା ଜଣକ ମାନହlନି ମକ ଦମl କରନ୍ତୁ

  • @goutamsahu8004
    @goutamsahu8004 Před 2 lety +4

    କୋଣସି ଦୋସିକି ସପଟ କରନ ମୋର ଅନୁ ରୋଦୋ ସବୁ ନେତାମାନକୁ ମଡିଆ ଭାଇ ଡେଲି ସାଲାମ୍👍👍👍👍👍👍👍👍👍👍👍👍👍👍👍👍

  • @dilipmalik6606
    @dilipmalik6606 Před rokem +10

    ଏ ମାଗିହା ସସ୍ମିତି ପାତ୍ର କୁ ନବୀନ ପଟ୍ଟନାୟକ gayn
    ଗେହିଁଚି ମାଗିହା ସସ୍ମିତି ପାତ୍ର ସବୁବେଲେ ମିଛ କହୁଚି

  • @AjaykumarParhi-ov4tp
    @AjaykumarParhi-ov4tp Před 11 měsíci +2

    Odishsa police jagare BJD Police lekhidiantu jay hind.

  • @abtechnical5639
    @abtechnical5639 Před 11 měsíci +1

    ଓଡ଼ିଶା ପୋଲିସ୍ ଜିନ୍ଦାବାଦ। ନବୀନ ସରକାର ଜିନ୍ଦାବାଦ।

  • @SuraisorenSuraisoren-rn7xm
    @SuraisorenSuraisoren-rn7xm Před 2 měsíci

    ଏ ରାକ୍ଷସ ପୋଲିସ ମାନଙ୍କୁ ଦାରାସିଂ ଉଚିତ ଶିକ୍ଷା ଦେଉଥିଲେ ଓଡିଶାରେ ତେଣୁ କରି ମାଓବାଦୀମାନେ ପୋଲିସ କୁ ଟାର୍ଗେଟ କରନ୍ତି

  • @banajitsardar239
    @banajitsardar239 Před 2 měsíci +1

    ऐसे पुलिस अफसर को सस्पेंड करना चाहिए

  • @user-fq5gb9ep9e
    @user-fq5gb9ep9e Před měsícem

    ସଳା B J D ଦଳ ସାରା ଓଡିଶା ଟା ଛାର ଖାର କରି ଦେଇଛି ଅଣଓଡିଆ ଅଫ୍ଫିସର ଓ ପୋଲିସ୍ ଖଟେଇ

  • @ManoranjanHota-px7eo
    @ManoranjanHota-px7eo Před rokem

    Sangram sir good job odisha police is BJD PARTI

  • @anandaparida5966
    @anandaparida5966 Před 3 měsíci

    ଓଡ଼ିଶାରେ ଯୋଗୀ ଆଦିତ୍ୟ ନାଥ ଦରକାର

  • @dinabarik1395
    @dinabarik1395 Před 2 měsíci

    ଯେତେ ବଡ଼ ଲୋକହେଇଥାଉ ଆଇନ୍ ସମସ୍ତଙ୍କ ପାଇଁ ସମାନ ଅଟେ ।

  • @user-mi7we5mu7g
    @user-mi7we5mu7g Před rokem +3

    BJD. Khu. Anda. Mado. Heabho. O. Police. Bhudhe. Sekhibho

  • @livingmantraabyprakash694

    Jou hata re Sei police officer duita mahila uparaku hata uthaichanti se hata ku katideba katha o service ru dismiss kariba darkar ....

  • @debendrabehera5506
    @debendrabehera5506 Před 11 měsíci +1

    Jy Kalahandi Lanjigarh

  • @kamallochannayak9660
    @kamallochannayak9660 Před 10 měsíci +1

    Dhik BJD Govt Police Chhi ,Chhi, Prabhu Jagannath Sahayak Huantu

  • @TapankumarKisan-fd5qs
    @TapankumarKisan-fd5qs Před rokem +2

    Ssg gurup Karo bjd ku bhut dio

  • @premchandmahanta9398
    @premchandmahanta9398 Před rokem +4

    କେବଳ ସାଷକ ଦଳର ସାହାଶ ରେ ପୋଲିସ ଆଜି ସାହାସପାଇଛି ।

  • @Babutankadharkishandancer
    @Babutankadharkishandancer Před měsícem

    ଏ ମହିଳା 2ଜଣକୁ ଯଦି ନିଆୟ ନ ମିଳେ ତାହେଲେ ମୋହନମାଝି ମନ୍ତ୍ରୀ ପଦ ଛାଡି ଦିଅନ୍ତୁ ମାରାଣ

  • @user-fq5gb9ep9e
    @user-fq5gb9ep9e Před měsícem

    ଏ ସମ୍ବାଦ କେତେ ଦିନର ମୁଖ୍ୟମନ୍ତ୍ର କାହିକି ଆକ୍ସନ ନେଇ ନାହାନ୍ତି ।

  • @patrarajesh7643
    @patrarajesh7643 Před rokem +4

    A police ku saspen karahau

  • @abtechnical5639
    @abtechnical5639 Před 11 měsíci +1

    ପୋଲିସ ଜନତାଙ୍କ ବନ୍ଧୁ ନା ବା........।

  • @surendrasahu7839
    @surendrasahu7839 Před rokem +3

    ଥାନା ଟା ତୋର ବୁଆର ଆଏ ବୋ ପୋଲିସ ଚାକିରୀ ଟେ ପାଇଛ ବୋଲି ସଲେ ଉତ୍ପାଦ ହେଉଛନ ସଲେ

  • @user-fq5gb9ep9e
    @user-fq5gb9ep9e Před měsícem

    ଏ ମିଆ ପୋଲିସ୍ କୁ ଚାକିରି ଋ ହଟାଅ ।

  • @mahabirsingh3294
    @mahabirsingh3294 Před 11 měsíci +1

    ଏ ମାନ ଙ୍କୁ ଉଚିତ ଦଣ୍ଡ ଦିଆ ଯାଉ

  • @nabakishoresubudhi2647

    ଲଗାମଛଡା ବରଗଡ ପୋଲିସ.... ବାବୁମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?

  • @madhusudansahu2536
    @madhusudansahu2536 Před rokem +2

    Odisha ra DG sir pls ahi 2 person nku habildar post re appointment karantu nachet 10 year jail

  • @adumallick2027
    @adumallick2027 Před rokem +1

    ଚୋର ପୁଲିସ କୁ ହାତ କାଟ

  • @kamallochannayak9660
    @kamallochannayak9660 Před 10 měsíci +1

    No Justice In Odisha Dhik Chhi

  • @nandakumarahir8055
    @nandakumarahir8055 Před rokem +1

    Odisha re BJD mantri mane au police manankar gunda raj chalichhi

  • @sureshchpainter.subscribe8578
    @sureshchpainter.subscribe8578 Před 11 měsíci +1

    ଅଡିଶାର‌ ଜଗି ସରକାର ଦରକାର

  • @mahendradas6153
    @mahendradas6153 Před rokem +1

    Manoj sir ur question is right

  • @dillipdhall9483
    @dillipdhall9483 Před 10 měsíci +2

    Please suspend this police

  • @nirmalmajhi1940
    @nirmalmajhi1940 Před 11 měsíci +1

    ଜଦି ସେହି ଦୁଇ ପୁଲିସି ଝିଅକୁ ରେପ ସେହି ଲୁକଟା କରିଥାନ୍ତା କଣ ସିଏ ଏମିତି କରି ନ ଥାଆନ୍ତା

  • @AjaykumarParhi-ov4tp
    @AjaykumarParhi-ov4tp Před 11 měsíci +1

    SHO nku fast lagiba darkar.

  • @abtechnical5639
    @abtechnical5639 Před 11 měsíci +1

    ହେଃ, ଲୋକ ଉତ୍ତେଜିତ ହବା ସ୍ଵାଭାବିକ.....। କଣ କଲା ସେ।

  • @satyaranbida4592
    @satyaranbida4592 Před 2 měsíci

    ଉତ୍ପାତ.ପୋଲିସକୁ.ଶିଘ୍ର.ସସ୍.ପେଣ୍ଟ୍

  • @wealience8002
    @wealience8002 Před 10 měsíci +1

    ସାଇଟ ପାତ୍ର କୁମୁଟି ମଗିହା,,ତାଉତର ଚୋରା ମାଗିହା,ବୁଲେଇ ବଙ୍କେଇ,ପୋଲିସ ର ସପୋର୍ଟ ହିଁ ନବ।magiha କୁମୁଟି

  • @badalraj7778
    @badalraj7778 Před rokem

    BJP jindabad

  • @saraswatirout5821
    @saraswatirout5821 Před 10 měsíci +1

    Mukhymantri ko Pratham mein ghuskar ki bitiya Katha 0 bich raste local tajiya Aaj Biju Babu

  • @debajethy3894
    @debajethy3894 Před rokem +2

    ସବୁ ପୋଲିସ୍ ଗୋଟାଏ ଜାତି

  • @user-hu4cy3fv7u
    @user-hu4cy3fv7u Před 11 měsíci +1

    Mosrakar apna mana kushita mukhsi

  • @rameshmahuka3247
    @rameshmahuka3247 Před rokem +2

    Semane police nuhanti gundamane

  • @BhaktaBandhusahu-nj7ju
    @BhaktaBandhusahu-nj7ju Před 11 měsíci +1

    Immediately suspend this type of police officer use less

  • @SantoshSahu-wm3qt
    @SantoshSahu-wm3qt Před 3 měsíci

    ଇ ଦୁହିଁଙ୍କୁ ଜେଲ ହେବାର କଥା ତାର ପରେ ବିଚାର

  • @dillipdhall9483
    @dillipdhall9483 Před 10 měsíci +1

    DSP get more money

  • @pradiptakanungo1675
    @pradiptakanungo1675 Před 11 měsíci +7

    If the fact is true both IIC and DSP should be dis missed from the service besides stringent judiciary action as per law in bogus.

  • @bipinchandrapatel8420
    @bipinchandrapatel8420 Před rokem +1

    British Raj....

  • @krushnachmohanty4845
    @krushnachmohanty4845 Před 2 měsíci

    police ki direct suit

  • @nonameeer4194
    @nonameeer4194 Před rokem

    Ain ta batare jiba nabin sarkar

  • @user-pt7ue2bu2b
    @user-pt7ue2bu2b Před 11 měsíci +1

    Ahi polic duijanaknu saspend karajau

  • @manojpatnaik9605
    @manojpatnaik9605 Před 10 měsíci +1

    Jagannath Hi Saha Mu kahibi let Check The Camera And First Them This Type of Case In NayaGargh And This Case Let This Case Those police Officer Are Transfer to Naxalist Area Or Government Shoud Stop Their Salary Even we Can Called Them For Common Tv Plat Form Thepolice Should Transfer To Mallan Giri Area Or kora put Area like Dubai our Action Will be Taken Like Leave This police officer Should Conface Public Plat Form Questions and Answer session😢

  • @anandaparida5966
    @anandaparida5966 Před 3 měsíci

    ଯୋଗୀ ଆଦିତ୍ୟ ତିଲେ ଓଡିଶା ରେ 2ଘଣ୍ଟା ରେ କାମ କଂପିଟି,

  • @mrraj7331
    @mrraj7331 Před 10 měsíci +1

    Avali police ku turant bahiskar karajau

  • @susilbiswal453
    @susilbiswal453 Před 11 měsíci +1

    sabu tankara kamal

  • @bhabagrahipatrapatra8708

    ମାଆ କ୍ଷୀର ଖଇନି ବାପା ନା ଡ ଖାଇଲେ ଏଭଳି ବଳ ଆସେ

  • @basantmangaraj714
    @basantmangaraj714 Před 11 měsíci +1

    Reporter bhai gali sunao... E nahin sarkar au Tara chora MLA Mane dekhantu... Pandu Babu nkara kritadas hele kn hauchhi

  • @user-mz6ge2gm9f
    @user-mz6ge2gm9f Před 11 měsíci +1

    Patra sir bjd katha kahuchanti na public katha kahuchanti

  • @gajendrabadaraita9832
    @gajendrabadaraita9832 Před 2 měsíci

    Amiti police mannku petrol dhali jalideba uchita heba

  • @RatiranjanSahoo-ms9qs
    @RatiranjanSahoo-ms9qs Před 3 měsíci

    Ok

  • @laxmidharsenapati3313
    @laxmidharsenapati3313 Před 11 měsíci +1

    ଏ ପ୍ରକାର ପ

  • @niranjanbehera9276
    @niranjanbehera9276 Před 11 měsíci +1

    ଏଇଟା ମଓସରକଆରଙ୍କର ତାକୁ ସନମାନ

  • @sivaprasadmishra6527
    @sivaprasadmishra6527 Před 11 měsíci +1

    Police are exceeding their limits .

  • @basantmangaraj714
    @basantmangaraj714 Před 11 měsíci +2

    Are police tu amar servant.. please calm

  • @TheSecondFreedomofIndia
    @TheSecondFreedomofIndia Před 7 měsíci

    ଦେଶଦୋହ ବିଭାଗ। ନିଜେ ଦୋଷୀ ନଜେ କିପରି ତଦନ୍ତ କରିବେ।?

  • @rsn249
    @rsn249 Před 11 měsíci +1

    DSP na Bala sp

  • @ghanashyammeher2058
    @ghanashyammeher2058 Před rokem

    Odisha Police ku sabu jagare lancha darkar.

  • @basantmangaraj714
    @basantmangaraj714 Před 11 měsíci +2

    E nabin sarkar..ethi sabu chaliba....

  • @rameshkuamr6155
    @rameshkuamr6155 Před rokem +2

    police needs JOTA MADA in Public place .

  • @harishmahalik846
    @harishmahalik846 Před 11 měsíci +1

    Polic,Chara

  • @harishnimala5911
    @harishnimala5911 Před 11 měsíci +1

    Mao bonei huoo.... actually nijo judgement
    Nije paebo... police politics boneuchnti...

  • @DroupadiPatra
    @DroupadiPatra Před měsícem

    Police ro epori gunda raj sabu jaga re chalichi.jaharo sikar mu madhya heichi

  • @user-in5je6xo2p
    @user-in5je6xo2p Před 4 měsíci

    ଏ, ଦୁଇଜଣ, ଵାଷ୍ଟାଡ-, ଫ୍ୟା ମିଲିର, ହୋଇଥିବେ

  • @user-uy9js4kp2j
    @user-uy9js4kp2j Před 7 dny

    Phasi deaa

  • @susilbiswal453
    @susilbiswal453 Před 11 měsíci +1

    tama dyash santa rajya

  • @minasahoo9290
    @minasahoo9290 Před 2 měsíci

    Jadi se police Babu nka ghare ahivali heithanta, ta hele Kan heithana, , amanku chakiriru bahiskar karajau, , turanta action 🙏 neyajau

  • @sukantsahoo5226
    @sukantsahoo5226 Před rokem

    Police ku guli kribaku sabu
    Janasadharanke Mora anurodha.

  • @binodnaik8626
    @binodnaik8626 Před 3 měsíci

    Police misbehave Kariba bhul nuhan mahila thanaku pasiba bhul

  • @kishorchandragiri607
    @kishorchandragiri607 Před rokem

    Bjdmurdabad

  • @user-qj5yw8jd2f
    @user-qj5yw8jd2f Před 2 měsíci

    Bjd government police wala ISI Tarika se vyavhar karte the. Aao BJP Aaya kya sudhar Karega duniya dekhega.Odisha police chi chi chi chi chi chi chi chi chi.

  • @sukrunaik3161
    @sukrunaik3161 Před 10 měsíci +1

    mantri mahasaya kana bichar karibe sir kanra santana nahi

  • @harekrushnabiswal4230

    Govt administration loose

  • @gajendrabadaraita9832
    @gajendrabadaraita9832 Před 2 měsíci

    Sasmita ra jhiya ku gaile heba se kan action neba