Video není dostupné.
Omlouváme se.

Demand And Drama Of Migrant Returnees In Quarantine Centres: Loka Nakali Katha Asali | Kanak News

Sdílet
Vložit
  • čas přidán 19. 08. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    CZcams: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- / watch
    v=OvDWzu1jCco&list=PLAfchLMlcCeUPb0xj4SZtmDbVvP0iF-14
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    #LokaNakaliKathaAsali #KanakNews #Odisha

Komentáře • 484

  • @rashmiofficlal7176
    @rashmiofficlal7176 Před 4 lety +129

    ପ୍ରଜ୍ଞା ଶଙ୍କର ଭାଇ ଙ୍କ କମେଡି କାହାକୁ ଭଲ ଲାଗେ Like କରନ୍ତୁ 👍

  • @bimalkumarpatra9080
    @bimalkumarpatra9080 Před 4 lety +316

    କି କଥା ଏଗୁଡ଼ାକ !! ଲଜ୍ଜା ଲଜ୍ଜା !! ପ୍ରଜ୍ଞା ଶଙ୍କର ଫ୍ୟାନ ଆଉ "ଲୋକ ନକଲି କଥା ଅସଲି ଫ୍ୟାନ"ଏହିଠାରେ ଗୋଟେ ଲାଇକ କରନ୍ତୁ..

  • @girishpramanik9446
    @girishpramanik9446 Před 3 lety

    ପ୍ରଜ୍ଞା ଭାଇଙ୍କ କମେଡି କାହାକୁ ଭଲ ଲାଗେ ତଳେ 👍 କର

  • @balarampradhan7125
    @balarampradhan7125 Před 4 lety +2

    Wow..........pragya bhai ..nice video

  • @reddyajit2789
    @reddyajit2789 Před 4 lety +16

    ଆମ ବ୍ରହ୍ମପୁର ଭାଷାକୁ ନେଇ ଆପଣ ମାନେ ବହୁତ ଭଲ କମେଡି କରିଛନ୍ତି, ଏବଂ ସୁରତରୁ ଆସିଥିବା ଭାଇ ମାନଙ୍କର ମଜାକ୍ ଉଡେଈଛନ୍ତି ।

  • @pkentertainment9567
    @pkentertainment9567 Před 4 lety +3

    Gud

  • @srabankumar9740
    @srabankumar9740 Před 4 lety +13

    I have subscribed this chanel only for this loka nakali katha asali. Love your comedy, Pragyan

  • @aradhyaaradhya8899
    @aradhyaaradhya8899 Před 4 lety +4

    superb pragyan sankar bhai

  • @debaprasad157
    @debaprasad157 Před 4 lety +22

    ## Good Acting. Dialogue delivery, Script and contextuality awesum. Heart touching. Thanx for the Episode

  • @fearless_raj26
    @fearless_raj26 Před 4 lety +3

    Vry gd.. Bhai mane😌☺😊
    Bht vala katha kahila🤣🤣

  • @Tkumarmelodies
    @Tkumarmelodies Před 4 lety +5

    ମୋର ଓଡ଼ିଶାର ଭାଇ ମାନଙ୍କୁ ଅନୁରୋଧ ଏମିତି ଭିଡ଼ିଓ ବନେଇ ଆମ ଓଡ଼ିଆ ପିଲାଙ୍କର ଅପମାନ କରନ୍ତୁନି,ଆଜି ଓଡ଼ିଶାର ଗରିବୀ ଦୂର ହୋଇଛି ଏହି ସୁରତ କର୍ମଚାରୀ ମାନଙ୍କ ପାଇଁ ଆଉ ଆଗକୁ ଏମାନଙ୍କ ପିଲାମାନେ ଆମ ଓଡ଼ିଶାର ଉନ୍ନତି ପାଇଁ ଚେଷ୍ଟା କରିବେ,ଆମେ ତାଙ୍କର ଅପମାନ କରି ତାଙ୍କୁ ତ ଦୁଃଖ ଦଉଛେ ଦଉଛେ ଆହୁରି ମଧ୍ୟ ନିଜର ବି ମଣିଷ ପାଣିଆକୁ ମାରି ଦଉଛେ । ଗୋଟିଏ ଛୋଟ କଥା ଏମାନେ ସୁରତ ଯାଇଥିଲେ କାହିଁକି, ଏଥିପାଇଁ ଯେ ସୁରତରେ ଯୋଉ କାମ ପାଇଁ 10.00000 ଓଡ଼ିଆ ନିଜ ମା ବାପା ଆଉ ନିଜ ପରିବାରକୁ ଛାଡ଼ି ରୋଜଗାର ପାଇଁ ଯାଇଛନ୍ତି ସେହି ଓଡ଼ିଆ ଭାଇ ମାନଙ୍କ ପାଇଁ ଓଡ଼ିଶାରେ କଳ କାରଖାନା କରିବାକୁ ଓଡ଼ିଶା ସରକାର କେବେ ଚେଷ୍ଟା କରିଛନ୍ତି ଯଦି 10 ଲକ୍ଷ୍ୟ ଓଡ଼ିଆ ସୁରତ ଛାଡ଼ିଦେବେ ତାହେଲେ ଓଡ଼ିଶାରେ କରିବେ କଣ ଏମିତି କୋଉ କାମ ରଖିଛନ୍ତି ଓଡ଼ିଶା ସରକାର ଯେ 10 ଲକ୍ଷ୍ୟ ଲୋକଙ୍କ କାମରେ ଆସିବ। ନାହିଁ ଓଡ଼ିଶାରେ ଯିଏ ପାଠ ପଢିନି ସିଏ କେବଳ ମୂଲ କାମ କରିବ କୌଣସି କମ୍ପାନୀରେ କାମ କରିପାରିବ ନାହିଁ କିନ୍ତୁ ସୁରତରେ ପାଠ ପଢ଼ କି ନପଢ଼ ତମେ କମ୍ପାନୀରେ କାମ କରିପାରିବ ତାହେଲେ ତମକୁ ସବୁ କମ୍ପାନିରେ କାମ ମିଳିବ ଯିଏ ବି ଯେଉଁ କାମ କରିପାରିବ ତାକୁ ସେହିପରି କାମ ମିଳିବ....ଆଜି ମୁଁ ଜଣେ ଓଡ଼ିଆ ପୁଅ କହୁଛି ଯଦି ଓଡ଼ିଶା ସରକାର ସୁରତରେ ଚାଲୁଥିବା ମସିନ ଓଡ଼ିଶାରେ ଢାଳି ଦିଅନ୍ତେ ତାହେଲେ କଣ କେହି ଓଡ଼ିଆ ସୁରତ ଯାଆନ୍ତେ, ଯଦି ଓଡ଼ିଶା ସରକାରଙ୍କର ଆମ ଓଡ଼ିଆ ଭାଇ ମାନଙ୍କ ପାଇଁ ଟିକିଏ ବି ଭାବନା ଥାଆନ୍ତା ତାହେଲେ କଣ ସେମାନେ ଓଡ଼ିଶା ଛାଡ଼ି ବାହାର ରାଜ୍ୟକୁ ଯାଇଥାନ୍ତେ ଆଉ ଯଦି ବି କେହି ଓଡ଼ିଆ ଓଡ଼ିଶାରେ କାମ ନପାଇ ସୁରତ ଗଲା ତାହେଲେ ଏହା ଆମ ଓଡ଼ିଶା ପାଇଁ ଅପମାନର କଥା ଯେ ଓଡ଼ିଆ ଲୋକଙ୍କ ପାଖରେ କାମ ନାହିଁ ସେଥିପାଇଁ ସେମାନେ ସୁରତ ଆସିଛନ୍ତି । ଏଥିପାଇଁ ଓଡିଶା ସରକାରଙ୍କୁ ଅନୁରୋଧ ଯେ ଆଜି ଯେଉଁ ମସିନ ଯେଉଁ କାମ ଯୋଗୁଁ ସୁରତ city କୁ india ର Diamond City ବୋଲି ଓଡିଶା ସରକାର ସେହି କାମକୁ ବୁଝନ୍ତୁ ଆଉ ସେହି ମସିନ ସେହି କାମ ଓଡ଼ିଶାରେ ଚାଲୁ କରନ୍ତୁ ଧୀରେ ଧୀରେ ଆମ ଓଡ଼ିଶା ପୁଣି ଗର୍ବିତ ହେବ ଆଉ ଆମ ସମସ୍ତ ଓଡ଼ିଆ ଭାଇମାନେ କେବେବି ସୁରତ ଯିବେନି ଆଉ ତାପରେ କେହିବି ପ୍ରବାସୀ ଓଡିଆମାନେ ମନେ ଓଡିଶାକୁ ଆସିଲେ ବୋଲି କହି କାହାର ଅପମାନ କରିବେନି କି କେହି ସୁରତ ଫେରନ୍ତା କହି ଭିଡ଼ିଓ ବନେଇ ପାରିବେନି ସେତେବେଳେ ହେବ ଆମ ଓଡ଼ିଶା ସମ୍ପୂର୍ଣ୍ଣ ଭାରତରେ ଗର୍ବିତ ।
    ଓଡ଼ିଆ ଲୋକମାନଙ୍କ ଦୁଃଖ ବୁଝ କାହାକୁ ଗାଳି ଦିଅନି କି ଓଡ଼ିଶାର ଗୌରବକୁ ତଳେ ପକାଅନି ଓଡ଼ିଆ ଲୋକ ଯୋଉଠି ବି ସିଏ ଗର୍ବିତ ହେବ ଦରକାର ଏହି କଥାକୁ ମୋର ସମସ୍ତ ମଣିଷ ପଣିଆ ଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନେ ସମସ୍ତଙ୍କୁ ଜଣାନ୍ତୁ ଆଉ ଆମ ଓଡ଼ିଆ ମାନଙ୍କର ସନମାନ କରନ୍ତୁ । ଜୟ ଜଗନ୍ନାଥ ।

    • @manjutarini2952
      @manjutarini2952 Před rokem

      Surat ru jau mane feranti
      Nijaku Vip boli vabanti.
      Seithi pain eeithi upastapana karajauchi...tame bujhi parilani bodhe

  • @bhaskarbehera5884
    @bhaskarbehera5884 Před 4 lety +2

    ହସି ହସି ନାକେଦମ୍ ହେଇଗଲି 😁😁😁😁😁😁😁

  • @As-ds4cw
    @As-ds4cw Před 4 lety +11

    Nyc representation pragyan and team. Btw very relative to the current situation.

  • @travelsoumya5934
    @travelsoumya5934 Před 4 lety +87

    ସୁରତ ରେ ତ ଭଲ ଖାଇବାକୁ ମିଳୁ ଥିଲା ତ ଗଞ୍ଜାମ କୁ ଆସୁଥିଲ କଣ ପାଇଁ.... ଆମର 50ଦିନ ଘରେ ରହିବାର ବେକାର..
    ମ ମତରେ ଯିଏ ବେଶୀ ରୁଲ ଫୁଟୋଉଚି ଫଟେଇକି ପିଟ...

    • @dandapanidora2686
      @dandapanidora2686 Před 4 lety +1

      Pura pacha phateiki pitiba darkar
      Sala mane jemiti punei khaibaku asichanti
      I support you bro

    • @bhagabanpanda7293
      @bhagabanpanda7293 Před 4 lety

      Total BERHAMPUR voice nahi,,khali kadarya ,,, kuna tripathy jane hin kahiparuchhi....ganjam voice

  • @papunkumargouda6752
    @papunkumargouda6752 Před 4 lety +5

    Pragyan Bhai Berhampuria language Pura kera kera karidela was 😁😊😊😊

  • @rabindramathan9499
    @rabindramathan9499 Před 4 lety +2

    ସୁରଟ ଫେରନ୍ତା ଲୋକଙ୍କ ଦେଖେଇ ହବଟା ଗଲାନି। ସେଠି ମରୁଥିଲ ଆଣିଲା ପରେ ରଙ୍ଗ।

  • @hariomgod
    @hariomgod Před 4 lety +17

    Kanak news subscriber increased bcoz of this program .

  • @rasmitapatra3703
    @rasmitapatra3703 Před 4 lety +4

    ବହୁତ ବଢିଆ 😅😂🤣
    Keep it up..👌👌👌

  • @TheTikititu
    @TheTikititu Před 4 lety +7

    Pragyan sir ur fabulous

  • @gopalmandal1154
    @gopalmandal1154 Před 4 lety +1

    Right

  • @dollypradhan8942
    @dollypradhan8942 Před 3 lety

    Issss badhia heichi prangya Bhai...all r super

  • @507ashutosh
    @507ashutosh Před 4 lety +2

    Bahut chesta karuchanti ganjam zilla dialect ku follow kariba pain.but failed miserably.

  • @asutapus8207
    @asutapus8207 Před 4 lety +2

    Super cool comedy 😁😁😁

  • @CreationOdia1234
    @CreationOdia1234 Před 4 lety +81

    Super duper hit Best comedy ସୁରଟ ରେ ଗୋଟେ ପାଇଖାନା କୁ 40 ଲୋକ ଯାଉଥିଲେ କିନ୍ତୁ ଓଡ଼ିଶା ଆସିବା ପରେ ଫୁଟାଣି ବହୁତ୍

    • @SomanathSomanath-xt7ju
      @SomanathSomanath-xt7ju Před 4 lety +3

      ଏଇ ପିଲାଟି ସୁରଟ ଜାଇ ଥିଲା ବୋଲି ଜାଣିଛି

    • @jagaa2598
      @jagaa2598 Před 4 lety +3

      Surat fearata ta gote payikhana 40jayan taa Thu adhika madhajayanti, tuma bhali semane nuhe padare ,pakhri, Hudare gandidekhe bashibe

    • @hemantabhai2920
      @hemantabhai2920 Před 4 lety

      Bhai satakatha mu bi tamilnadure achhi ebe

    • @sudamcharan5259
      @sudamcharan5259 Před 4 lety +1

      Magia tama ghra 10 talent achhi au

    • @suryakj4837
      @suryakj4837 Před 4 lety

      ହଇରେ ସୁରାଟ ନୁଖା 39 ଲୋକ ଆଉ ଗୋଟେ ତୁ ଗୋଟିଏ ପାଇଖାନାରେ କନ୍ କରୁଥିଲୁ ।

  • @Goslow3037
    @Goslow3037 Před 4 lety +48

    ଭଲ ଲେଖିଛନ୍ତି ଆପଣମାନେ । ଭଲ ଆକ୍ଟିଙ୍ଗ ।

  • @dyutimayy4717
    @dyutimayy4717 Před 4 lety +1

    Soo funny...bhut bhala lgila vdo ta....

  • @sitaramachary5709
    @sitaramachary5709 Před 4 lety +1

    Bhai mind blowing #pragyan&shankar bhai.. Ride waaa

  • @satyaswastik3207
    @satyaswastik3207 Před 4 lety +1

    Nice episode ever

  • @malayaranjannayak3566
    @malayaranjannayak3566 Před 4 lety +1

    Outstanding

  • @Bharatmatkijay
    @Bharatmatkijay Před 4 lety

    ଅତି ସୁନ୍ଦର ଅଭିନୟ... ଗଂଜାମିଆ ଟିକ ଟୋକ ଭିଡ଼ିଓ l

  • @santoshroul2587
    @santoshroul2587 Před 4 lety +2

    ଭଲ ଲାଗିଲା

  • @rosalinjena1678
    @rosalinjena1678 Před 4 lety +5

    Best jodi 👌🏻👌🏻👍👍.

  • @rahulswain321
    @rahulswain321 Před 4 lety +1

    Big fan pragyan bhai

  • @shreeroyal1008
    @shreeroyal1008 Před 4 lety +3

    Amo toka radee👍👍👍👍👍

  • @hr_lyricals51
    @hr_lyricals51 Před 4 lety +1

    Very good so😊🙃🙏

  • @mahendrakumarbisoi5926
    @mahendrakumarbisoi5926 Před 4 lety +15

    It is really massage on present and future

  • @sanketkumar.9156
    @sanketkumar.9156 Před 4 lety +5

    One of the best show in the world ❤️.

  • @gangabehera593
    @gangabehera593 Před 4 lety +1

    ଲୋକ ବୁଝିବା ଦରକାର

  • @ibcdeepakranjanbadabusines132

    Sarpanch Babu best acting karuchhanti

  • @abhijitmohapatra6670
    @abhijitmohapatra6670 Před 4 lety

    Mast Pragyan bhai

  • @goldenlife4098
    @goldenlife4098 Před 4 lety +2

    Jay Jaganath swami 👏👏

  • @papuni839
    @papuni839 Před 4 lety +2

    Emti bhala khauthila sethi paisa thila then ethi kain asuthila

  • @abhijitpal8238
    @abhijitpal8238 Před 4 lety +1

    So funny
    Super duper comedy 😁😁😁😁😁😇😄😄😄😄😄

  • @chittaranjannayak3265
    @chittaranjannayak3265 Před 4 lety +1

    Eita one of best episode

  • @papuni839
    @papuni839 Před 4 lety +1

    Guarantee deiki kahuchi jou loka sabu emti complain karichanti sethi tanka life re kebe emti 1 month re thare khaithibe ki nai doubt

  • @manoranjanbehera6710
    @manoranjanbehera6710 Před 4 lety +4

    I like it 👍

  • @mahendrakumargouda4130
    @mahendrakumargouda4130 Před 4 lety +28

    ମୁଁ ପ୍ରଜ୍ଞା ଭାଇଙ୍କ ବଡ଼ ଫ୍ୟାନ କିନ୍ତୁ bramhapur accent ଟା Hyderabad ଓଡ଼ିଆ ଭାଷା ପରି ଲାଗୁଛି। please ଏଠି ଆସି ଆଉ କିଛି ଦିନ ରହିଲେ ପୁରା superb accent କରିପାରିବ

  • @bibhudatta9109
    @bibhudatta9109 Před 4 lety +8

    ପ୍ରଜ୍ଞା ଭାଇ
    ପୁରା ସୁରତ ଫେରନ୍ତା ମନୁଚି
    ଆ ଉ ଗୋଟେ ସୁରତ ଫେରନ୍ତା ପାଲା
    କଲେ
    ଯାତ୍ରା ଉପରେ ହେଲେ ଭଲ ହନ୍ତା

  • @chandanparida4987
    @chandanparida4987 Před 4 lety +1

    ଅତି ସୁନ୍ଦର୍ ଭିଡିଓ

  • @rojalinbehera446
    @rojalinbehera446 Před 4 lety +1

    Awesome

  • @thesolitudediary5447
    @thesolitudediary5447 Před 4 lety +2

    Excellent

  • @stylogoutam8109
    @stylogoutam8109 Před 4 lety +1

    Nice

  • @satya2145
    @satya2145 Před 4 lety +5

    Mast English kahuchhanti 👌👌👌

  • @simple8166
    @simple8166 Před 4 lety +1

    Real bhali heichi

  • @user-rm5oc4cp4j
    @user-rm5oc4cp4j Před 4 lety +1

    ଏକଦମ ସତ କଥା

  • @birendrakumarmahapatra2394

    Bhai super duper

  • @bijaysatapathy7787
    @bijaysatapathy7787 Před 4 lety

    Demanding food is not crime...Local sarpanch should discuss with respective people in quarantine centres.Increasing quality of foods will not cost govt much...Good n cosy environment at quarantine centres will help in stopping this disease...5lacs is too much to allot very good quality of foods as per demands of people in quarantine centres.No body should comment on this...Yes it may not be true that people were not getting foods in their working area but at least here they should get...So good and elite food need to be provided. Our people are our asset.No matter what they demand ...it's food only it will cost in some crores.its not a big deal...

  • @shreemanthbal5241
    @shreemanthbal5241 Před 4 lety +6

    Prajna vai sankar sir...lots of love from bhadrak...

  • @hemantasahu757
    @hemantasahu757 Před 4 lety +4

    Super video dada

  • @spreadkrishnaconsciousness8371

    One of the best acting i can say.. I had left watching comedy,films ,romantic songs and all after joining iskcon Hare krishna Movement in mumbai.... I am at mumbai with my family in good condition with the mercy of the shrimati radharani and Lord krishna... I am hails from ganjam district(Aska-bhetanai), so i was just watching the news and it came in the below option which can't resist me to watch it as it was so so funny.. Thanks for it... Hare krishna/Jay jagannath

  • @moharanapratap7887
    @moharanapratap7887 Před 4 lety +1

    Right msg ...

  • @kanhusahu5398
    @kanhusahu5398 Před 4 lety +1

    କୋରୋନା ଆଣିଲା କିଏ ସୁରଥ ପିଲାନା ଖରାପ କରୁଚ

  • @jagnyaprasadpanda9206
    @jagnyaprasadpanda9206 Před 4 lety +1

    Bahut badhiya

  • @prasantasahu3621
    @prasantasahu3621 Před 4 lety +2

    What is original name of benu bhai please. Great acting by benu bhai

  • @priyacharandas7352
    @priyacharandas7352 Před 4 lety +1

    ଜୟଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ।ଇଏ ବ୍ରହ୍ମପୁରର ଭାଷା ନୁହେଁ ।ଇଏ କୋରାପୁଟ ଜିଲ୍ଲାର ଭାଷା ପରି ଲାଗୁଛି ।

  • @pramodbiswal6765
    @pramodbiswal6765 Před 4 lety

    ତମେ ଲେଖକମାନଙ୍କୁ ସଚେତନ କରୁଛ ତମ ମୁହଁ ରେ ମାସ କାହିଁକି ନାହିଁ

  • @rchaitanya7
    @rchaitanya7 Před 4 lety +3

    ବହୁତ ବଢ଼ିଆ

  • @bhabanishankarcreation8498

    ❤️❤️❤️

  • @sanjitmalik603
    @sanjitmalik603 Před 4 lety +2

    Jaldi band kar na hele bhasa sunibu

  • @akshayakumarsahoo2225
    @akshayakumarsahoo2225 Před 4 lety +1

    ହସି ହସି ପେଟ ଦରଜ 😀😀😀😀

  • @ashoknayak1524
    @ashoknayak1524 Před 4 lety +4

    Super video yr

  • @sushilseth6489
    @sushilseth6489 Před 4 lety +3

    Super comedy 👍👍👍👍👍

  • @sagargouda7265
    @sagargouda7265 Před 4 lety +1

    Berhampur bhasa ku adhika paudar marideichanti
    Aeita original berhampur bhasa nahi wa

  • @balaramlenka9268
    @balaramlenka9268 Před 4 lety +3

    Bhai mane next election re bahare rahuthiba Sabu loka nku odishare sarakara monthly 10000 tanka Kama debe. Semane aau Kama karibaku baharaku jibeni. Odisha Ra sarapancha mane kana byabasta Sabu karichhanti . Kuade gala 5 lakhya tanka. Sabu khai gale. Semana nku jyadi kahibaku chhahnuthaa semananku kuha. Jia thik byabasta Kari chhanti tanku mu dhanyabad deuchi

  • @prajaa459
    @prajaa459 Před 4 lety +2

    Awesome 😘😘😘

  • @k.kamaleswarighatal7347

    Very nice
    Super 👌

  • @shantismitapatra2554
    @shantismitapatra2554 Před 4 lety +1

    Supab comedy 😂😂😂😂

  • @yoyo-gl7bw
    @yoyo-gl7bw Před 3 lety +1

    Mind blowing comedy by pragyan and his party always

  • @prasantanayak3429
    @prasantanayak3429 Před 4 lety

    Super

  • @payalshuvankarirout3547
    @payalshuvankarirout3547 Před 4 lety +1

    😄😄😄😄😄Hasi hasi gadijauchu kete sundar comedy prangya Bhai au sankar bhai super.

  • @beeakashbeeakash7441
    @beeakashbeeakash7441 Před 4 lety +1

    Part-2 waiting

  • @djrjvisualremix3084
    @djrjvisualremix3084 Před 4 lety +1

    Ame bi achhu re bhai

  • @ghunuchandra8345
    @ghunuchandra8345 Před 4 lety +1

    Ek number re....

  • @firozali9247
    @firozali9247 Před 4 lety +1

    sir really best performance best actor

  • @rajaraula2541
    @rajaraula2541 Před 4 lety +1

    Bahut badhia comedy. Bhai good lesson teach to quarantine members

  • @kartikprusty5125
    @kartikprusty5125 Před 4 lety +9

    Naveen pattanayak is not opening any private company in Odisha, that's why we are in out side of Odisha, all Odisha people get up ready to make BJP government in Odisha, then you will get job in private company in Odisha only like Gujarat, once think about Mr. Narendra Modi that how much developed to Gujarat like all types of private company is in Gujarat.

    • @pkentertainment9567
      @pkentertainment9567 Před 4 lety +2

      Bhai privet company hele bi
      Amo companire odiya loko kom
      But bihar ro loko ashiki bashi kamo karuchonti
      Kahinkina nijo ghore kia bi kamo karibeni sethipain baharloko ku bashi dyano douchonti

    • @bijaysatapathy7787
      @bijaysatapathy7787 Před 4 lety

      Naveen pattnaik achhi Bhai bhalare achhanti....BJP bhokila party...suddu michhua party....

  • @satyajitmalik2135
    @satyajitmalik2135 Před 4 lety +14

    Reality of surata feranta ...rastriya jwain pua😆😆😁

  • @anilsahoo2609
    @anilsahoo2609 Před 4 lety +1

    Yrr gajab 🤝🤝🤝❤️❣️

  • @0901220256
    @0901220256 Před 4 lety +2

    Learn from kerla,

  • @soumyaranjansamantaray2803
    @soumyaranjansamantaray2803 Před 4 lety +13

    ମୋ ଜେଜ ର କଣ 11ର ନା ଏକା ଦସ ଜେ ମୁ ପୁରୀ ତରକାରୀ ଖାଇବି

  • @krutibasbiswal6665
    @krutibasbiswal6665 Před 4 lety +4

    Kou B Berhampuria emiti Katha hou nahanti, Telugu Katha joumane Andhra ru ASI Berhampur re rahuchanti semane ae type Ra Katha kahuchanti

  • @lazyalso644
    @lazyalso644 Před 3 lety

    Very nice
    C

  • @jayashreemohanty2918
    @jayashreemohanty2918 Před 3 lety +1

    Habani mu kansae luni biscuits khaibo😂😂😂 Pragya bhai

  • @rksrakesh2043
    @rksrakesh2043 Před 4 lety +13

    Aagyan kn nakhare lekhibi....
    😂😂😂😂

  • @mrpinkusahu6638
    @mrpinkusahu6638 Před 4 lety +1

    ଏକ ନମର କମେଡି କରୁଛ ବୋ।

  • @baghraysoren4188
    @baghraysoren4188 Před 2 lety

    Super Camedy

  • @linadashdash3807
    @linadashdash3807 Před 4 lety +2

    Mst vdo

  • @CGDEVANIMATION
    @CGDEVANIMATION Před 4 lety +13

    Loving the videos only one suggestion is please chage the intro music it's too long or make it bit short 😀

  • @shreeroyal1008
    @shreeroyal1008 Před 4 lety +4

    Karakara karebu😂😂😂😂😂😆😆😆

  • @maheshdebata2991
    @maheshdebata2991 Před 4 lety +2

    Beautiful