BJD Govt spending 15 Cr. Ads featuring Naveen &Pandian... || Show(EP-285) || ODISHA PULSE
Vložit
- čas přidán 13. 09. 2024
- #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #bjdpolitics #odishaassembly #mohancharanmajhi #sambad #samaj #dharitri #prameyanews7 #prameya #news7 #kanaknews #kalingatv #nandighoshatv #sakala #manasmangaraj #sulatadeo #leninmohanty
ଏ ମହାନ୍ତି, ଆଉ ସୁଲତା ମା ଏମାନେ ଓଡ଼ିଶା ଆମ ରାଜ୍ୟର ଦ୍ରୋହି । ଏମାନଙ୍କୁ ରାଜ୍ୟ ଦ୍ରୋହି ଏମାନେ ଝାରପଡା ଜେଲ ଯିବା ଦରକାର।
ବାପ ଧନ କି ଝାଳ ବୁହା ଧନ ହେଇଥିଲେ ବିଜ୍ଞାପନ ବାବଦରେ ନିଶ୍ଚିତଭାବେ ଏତେ ଟଙ୍କା ଖର୍ଚ୍ଚ କରିନଥାନ୍ତେ ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
Well said and perfect analysis.
☀️ Better Analysis 🌺🌹🌺 Thank you 💕 Sir... ODISHA PULSE ♥️☀️💙☀️🖤☀️🧡
We are Waiting and Watching the Activities What Promised in the BJP. Really Taking Strong Action Against the Culprits or Just EYE WASH of the ODISHA VOTERS.
ବିଜେଡି ଓଡ଼ିଶାକୁ ଲୁଣ୍ଠନ କରିଛି।
ଓଡ଼ିଶାର ରାଜକୋଷକୁ ବାପା ଏବଂ ଧର୍ମ ପୁଅ ମିଶି ଲୁଟିଛନ୍ତି।
100 % r8 point sir
ନିଜେ କୁଣ୍ଡଇ ଘା କରିଛନ୍ତି ଏମାନେ ସବୁ ଦେଖାଇଲେ ମଲା ନ ଦେଖାଇଲେ ମଲା
Good news
ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିଲେ ଓଡିଶାର ଶୁମ୍ଭ-ନିଶୁମ୍ଭଙ୍କ ଦୟାରୁ ବିଜେଡିରେ ପ୍ତବକ୍ତା ବା ନେତା ବନିଥିବା ଅଯୋଗ୍ୟ ବ୍ୟକ୍ତିମାନଙ୍କର ଏପରି ଅସହ୍ୟ ଗାତ୍ରଦାହ ହେବ ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଉତ୍କଟ ଯନ୍ତ୍ରଣାନିବାରକ ଔଷଧ କିମ୍ବା anesthesia ନେବାକୁ ପଡିବ
Good news sir
Sulata O lenin bahut kuhalia
Entire expenditure of crores of public money spent by Naveen Pattnaik was only to promote Pandian.People of should know the activities of BJD .
କମ୍ପାନୀ କା ମାଲ ଦରିଆ ମେଂ ଡାଲ।
ସମ୍ବାଦପତ୍ର ଧ୍ବଂସାଭିମୁଖୀ।
Good Analysis .
ବିଜୁ ଜନତା ଦଳର କ୍ରୀତଦାସ ଓ କ୍ରୀତଦାସୀ ମାନେ ସୈତାନ ର ବେଦପାଠ କଲାଭଳି ବିଳିବିଳଉ ଛନ୍ତି
ଆପଣଙ୍କର ଉପସ୍ଥାପନା ଓ ବିଶ୍ଳେଷଣ ଖୁବ୍ ମାର୍ମିକ ଓ ତଥ୍ଯ ଆଧାରିତ ! ବିଜେଡିବାଲାଙ୍କ ଏ ବିଜ୍ଞାପନ କେଳେଙ୍କାରୀ ପଦାରେ ପଡିଲା ପରେ ସେମାନେ ରକ୍ତଚାଉଳ ଚୋବାଇ ବାଉଳି ହେଉଛନ୍ତି। ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କ ତଥ୍ଯ ସେମାନଙ୍କୁ ଜନତାଙ୍କ ଆଗରେ ଲଙ୍ଗଳା କରିଦେଇଛି। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା !
ଏତେ ସବୁ ଘଟଣା ପରେ ମଧ୍ୟ ମୋହନ ସରକାର ନିରବ,ଆଉ ଓଲଟା ପାଣ୍ଡିଆନ କୁ ସୁରକ୍ଷା ଦେଉଛନ୍ତି। ଛାଡ଼ନ୍ତୁ ସବୁ କେବଳ ଖବର ରେ ସୀମିତ ହୋଇ ରହିଯିବ, କୌଣସି କାର୍ଯ୍ୟାନୁଷ୍ଠାନ ହେବନି।
ସେ ସଫେଦ, ଶୁଭ୍ର, ନେତା, ନିରବ ବକ ଧାର୍ମିକ
ଏ ମାଗଣା ଖିଆ ଲୋକ ବୁଝିବା ଦରକାର
BJD leaders are wellknown tauters. your analysis is always perfact and outstanding analysis.
ବୋପ ଧ ନ ପାଇ ସେ ଖର୍ଚ୍ଚ, କରି ସାରିଲାଣି ଆଗକୁ, ଜେଲଜିବା,ବ୍ୟବସ୍ଥା, କର
Why our revenue money spend for pandian protection. It's full wrong.
ଯୋଉ ଚୋର ଓ କ୍ରୀଟ ଦାସ ବୋଲି ଯୋଉ ବିଧାୟକ ପାଦ ତଳେ ନିଜକୁ ସମ୍ରପିଦେଇ ଓଡ଼ିଶାକୁ ଲୁଟିଛନ୍ତି ସେଇ ଶଳା ଙ୍କ ଭିଜିଲାନ୍ସ ଓ E D ଦ୍ବାରା ତୁରନ୍ତ ସତ୍ୟକୁ ଓଡ଼ିଶାର ଜନ୍ ସାଧାରଣରେ ଧରା ଯାଇ କଠୋର ରୁ କଠୋର ଦଣ୍ଡ ର ବ୍ୟବସ୍ଥା ହେଉ
ବିଜେଡି ରେ ନେତା ନାହାନ୍ତି , କେବଳ ତାମିଲ ଚାଟୁ କାର ଅଛନ୍ତି ।
Empty vessel sounds much, bright example is Lenin Mohanty n Sulata Deo of BJD party
Mahan Majhi should be take quick action against Pandian and Naveen Patnaik.Otherwise Mahan facing many table.
ଗତ ସରକାର ଖାଇଗଲେ, ବାପାଧନ ଭାବିକି
Rhank U😂
Very nice analysis
Good ne
100%right
The Odisha money spent by bjd in adveriials is not fathers property of Nabin pattnaik and vk pandian. But it is not understood inspiteof all these proofs why Mohan govt is not taking any action.?mr mohan you should keep inind that you are on the chair by votes of Odias.The.odias has also get the power to dethrone you.Your blind support to Pandian will de throne you in near future.
Tax Robbery of Odisha by Pandian 😢
Lalin Mohanty & sulata Deo both are good for nathing leader.
ଏ ଲେନିନ ମହାନ୍ତି କିଏ ଆଉ ଏ ସୁଲତା ଦେଓ କିଏ ଆମେ ଓଡିଶା ବାସୀ ଚିହ୍ନିନୁ ଏ ଦିଟା କାହିଁକି କୁକୁର ପରି ଭୁକୁଛନ୍ତି.
ପ୍ରଥମ କଥା ଓଡିଶା ବାସୀ ନବୀନ ପଟ୍ଟନାୟକ ଙ୍କୁ ଭୋଟ ଦେଇଥିଲେ ତୁମମାନଂକୁ ନୁହେଁ ଯେତେବେଳେ ନବୀନ ପଟ୍ଟନାୟକ ତାମିଲ ଚୋର ସହିତ ମିଶି ସବୁ ଭୁଲ କଲେ ଜନତା କହିବେ ଆଉ ସେମାନେ ଶୁଣିବାକୁ ବାଧ୍ୟ କାରଣ ଏ ଟଙ୍କା ତମ ଦିଟାଙ୍କର ବୋପା ସମ୍ପତ୍ତି ନୁହେଁ ଯେମିତି ଅପବ୍ୟୟ କରିଛନ୍ତି ସେମିତି ଶୁଣିବାକୁ ଆଉ ମାଡ଼ ଖାଇବାକୁ ପଡିବ. ଭଲ ଦସା ଅଛି ଚୁପ ହେଇକି ବସ
Due to unusual happening, only strong action against CM, as responsible for for all odds and mismanagement for his inefficient and no foresight divination for Indian politics as no Cultural based policy
Due to publication of misuse of Govt. Revenue by the BJD Govt.
Desa drohi aparadhare dandita huantu.
Lelin mohanty ku kichhi ja nanhi kali galua katha kahuchhi taku prathame jel pathhajau
Pandia. And. Nabina. ra. Bopa. Paisa ki
Satya kahile marila micha kahile marila sata kahibaku kina daribi sata kahi pachhe male maribi tenu jaha durniti karichanti sabura tadanta karantu odisabasi dekhantu kete sachot rajaniti karuthila bjd
Bjd jaha karichi a kichinuhn
Lelin mohanty, sulata deo pagala heigale
World Ra no1 tautar , micha kahibare Dhurandar
Bupa dhana ja khae ja ....
a Nabina ta prakuta re Biju Babu nka odisha prati thiba mamata ku matire misaidela . Katha re achhi bapa gune pua tenu a nabina ..........
Aguda bekara katha guda gapuchi a loka odisha kouthi thila kouthi pahancichi. Aguda dekhounu
Agaru ta boka thile bjd mla mane dui jana ana odia n ia pain,ebe bi seya!
Bjd dal prachar sarbasa