Beruhan , Marsaghai, Kendrapara | Suna Sujane Season3 | EP 4 | Part - 1 | Prarthana

Sdílet
Vložit
  • čas přidán 12. 09. 2024
  • ''ଶୁଣ ସୁଜନେ ସିଜିନ ୩" ''ବେରୁହଁ।, ମାର୍ଶାଘାଇ ,କେନ୍ଦ୍ରାପଡା ''ରେ ଶରଣ ନନା ଓ ଚରଣ ନନା ।
    " ଶୁଣ ସୁଜନେସିଜିନ ୩ " ଏକ ଲୋକ ସମ୍ପର୍କଧର୍ମୀ କାର୍ଯ୍ୟକ୍ରମ, ଗାଁ ଗହଳିରେ ଲୁଚିରହିଥିବା ବିଭିନ୍ନ ପ୍ରତିଭାଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ଲୋକଲୋଚନକୁ ଆଣିବା, ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ସାଧାରଣ ଗ୍ରାମୀଣ ଲୋକଙ୍କ ସହିତ ମିଶିବା ଏବଂ ସେମାନଙ୍କ ସହ ସମୟ କଟାଇବା ଏହି କାର୍ଯ୍ୟକ୍ରମର ଏକ ମହତ ଉଦେଶ୍ୟ , ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ଓ ଜଣାଇବା କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ, ଏକ ଭିନ୍ନ ଶୈଳୀରେ ଚକୁଳିଆ ପଣ୍ଡା ବେଶ ଧାରଣ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଓଡିଶାର ସୁନାମଧନ୍ୟ ଭାଷ୍ୟକାର ଶରଣାରବିନ୍ଦ ଓଝା ଏବଂ କଣ୍ଠ ଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।
    Prarthana TV is the number one Devotional TV channel in Odisha.
    SUBSCRIBE to Prarthana channel for more Odia Devotional content and Song
    / prarthanatv
    Like us on Facebook
    / prarthanatv
    Circle on G+
    plus.google.co...
    Visit our website for further details: www.prarthanatv.in

Komentáře • 14