CM Naveen Patnaik says "BJP is daydreaming about forming government in Odisha" || News Corridor
Vložit
- čas přidán 5. 05. 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
CZcams: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
25 ବର୍ଷ ରେ ଓଡିଶାରେ କୌଣସି ବିକାଷ ହୋଇନାହିଁ। ଏ ସରକାର କୁ ଠିକ ଜବାବ ଦିଆଯିବ। କୃଷିକ୍ଷେତ୍ର କୁ ଜଳ ନାହିଁ,ମେଡିକାଲ ରେ ଡାକ୍ତର ନାହିଁ।ବିଦ୍ୟାଳୟରେ ଶିକ୍ଷକ ମାନଙ୍କର ପିଲାଙ୍କୁ ପାଠ ପଢାଇବା ବଦଳରେ ରାଜନିତି କରୁଛିନ୍ତି ।ଲୋକ ମାନେ ଦାଦନ ଶ୍ରମିକ ହୋଇ ପରିବାର ଛାଡି ବିଦେଷ ଯାଇଛନ୍ତି। ଏ ସରକାର କୁ କବର ଦିଅ । ଭାଜପା ସରକାର କୁ ସୁଯୋଗ ଦିଅ। Double engine ,Double bikash
Naveen out, Pandu go to Tamilnadu . BJP in...
Bjd bjd🎉🎉🎉🎉🎉🎉
Vote for BJD 😌🙏
Tu Tamil ja
@@yup7201taa ra Bhai Tamil ଲୋକଙ୍କ ର___ ପସନ୍ଦ 😂ତାକୁ bjd ହେବା ପାଇଁ ଦିଅ 🙏 ଜୟ BJP
Jay Bjd ❤🎉
Jay bjp🙏 Jay shree Ram
Jai BJP 🧡🚩🙏🏻
Jai bjd Bhai ethare b bjd hi rahiba
ଓଡ଼ିଶାରେ ବିଜୁ ଜନତା ଦଳ ନବୀନ ଇଞ୍ଜିନ ସରକାର ଦରକାର ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ଦରକାର ନାହିଁ ଏଥିରେ ନିଶ୍ଚିତତା କାହାର ବେଶି ଜାଣିପାରୁଛନ୍ତି
ତମର ଓକାତ୍ ପାଣ୍ଡୁର ଗଡ଼ ତଳେ ବାସ୍ !!!! ଖତମ୍, BYE BYE, TAA TAA, ଗୟା,
Aau asir bad nuhen
Pandu hotibo
Mu ragichi bjd kukura mane youtube re bhukuchanti.. 😅😅
Mu ragichhi😂😂😂 tu ragi tha 4re to raga daga sabu chhafijiba
Panda 🐼 gaya
Bjd bjd❤
Only For Bjp Modi Modi
Chora bjd..odisha ku last ru fast karidela..😡
@@hariananta563last ru 1 Kari dela kn kharap kale ki?
@@AsishKumarBehera-do3itall the best Bhai . hele laguni bjp asiba boli
Our beloved CM Naveen Pattnaik Sir is a very simple and Polite person, yet a dynamic leader. ❤He believes in work, not in mere speeches.Odisha has excelled in every sector due to his great vision and selfless devotion to duty. He never speaks ill about other contemporary political leaders, rather his work speaks always which makes him special and a Karma yogi in true manner.❤
Right only our honourable chief minister of odisha Mr Navin Pattnaik
Nabin babunka odia upare bharasa nahi gote Tamil loka upare rajya ku teki deichanti.Se odisha ku luti chalichi tamilnadu company ku Mala mal karuchi.Ethara jadi odia basi sudhuribani au Bala rahiba.
@@rameshchandrasahoo2464 Akhikhola ,nije murkhami chhada,bujhipariba deshare kemti ganatantra ra hatya chalichi. Se BJP sasita Manipur hau ba Brijbhusan singh Ki rapist HD Revanna Hau Karnataka ra. So Odisha ra safety pai Only Naveen babu❤
But his illness is the problem.
@@vismam0654first talk about Divya Shankar, Arun sahu, Pratap Jena semane ta murderer se direct ticket paile
Manipur case re kehi kichi Kari paribeni coz they are two different communities of India who are fighting so they must work sensitively and that too a border area
Revana from jds and atleast they have expelled him let the law follow its path
But BJD even couldn't give justice to mamita pari and mahaling hostel inmates
What about BJD?
Jagannath Aashirwad hai CM Banega Navin ji ham bhi udisa Jawan bahut utsahit hai
Jadi dinare sapna dekhuchhanti tahele tame asirvad dia bijayi huantu tame ta budha beigalani...🙏🙏😭
ଓଡ଼ିଶା ଇତିହାସ ରଚିବ ନବୀନ ହାରିବ ।
ଅତି ସୁନ୍ଦର ବାର୍ତ୍ତା
ନବୀନ ଜିତିବା
💯💯 re bjd 24 re b
ତୁମ ତୁଣ୍ଡ ସୁ ତୁଣ୍ଡ ହେଉ ଜୟ ଜଗନ୍ନାଥ
@@jullysamal6626Chora bjd..odisha ku last ru fast karidela..😡 tama bhali ..loka pai aji .. development ..duraku palaila 😡
We are proud of our CM Naveen babu for the dynamic transformations happened in last 25 years. We have witnessed from so many cyclones and super cyclones how Odisha has been recovered due to strong disaster management model which got praised by UN multiple times and proved its unique stand in every sector may it be IT giants or Tourism, ecotourism, IIT, IIM level institutions, airports, health sector, sports,safety,successful millet mission which got praised by Bill gates too.
No Airport in CM constituency and 2nf biggest city district of odisha till today. No super speciality hospital or major treatment possible in any part of odisha except one or two hospital in bhubaneswar. Ppl still go outside the state for major surgery.
Odisha first he pr niche se 🤣🤣🤣🤣 with the help of naveen budha 🤣🤣🤣🤣🤣
Ki dynamic transformation heyichi? Odiya lokanka per capita income kete compare to other state? Paisa nahi lokanka hatare it's a shame
ଯାହା ଜଣାପଡୁଛି ଏହି ଭାଈ ଜଣଙ୍କ Government job କରିଛନ୍ତି ନହେଲେ ଏମିତି ନବୀନ କୁ ଟେକି ନଥାନ୍ତେ 😂😂😂 ଥରେ ତ ଦାଦନ ଯାଇକି ଦେଖ ଜାଣି ପାରିବ 😂
BJD ର ନେତା ମାନେ ଟିକେ ତ ଲାଜକର ତାମିଲ ବାବୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଚଳାଉଛନ୍ତି
Only bjd
25 ବର୍ଷ ହେଲା ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁନାହାନ୍ତି,ଖନେଇ ଖନେଇ କହୁଛନ୍ତି, ସେତିକ କହିବାକୁ ବି ତାମିଲ ବାବୁଙ୍କ ସହାୟତା ନେଉଛନ୍ତି | ଓଡିଶା ଲୋକ କେବେ ତୁମେ ମାନେ ପର ବୋଲକରା ନୀତି ସବୁ ଛାଡିବ | 5 ବର୍ଷକୁ ଥରେ ସରକାର ପରିବର୍ତନ କରିକି ତ ଦେଖ |
ତୁ ଏକା ସରକାର ପରିବର୍ତ୍ତନ କର ଆମକୁ ନବୀନ ପଟ୍ଟନାୟକଙ୍କ ଦରକାର ବିହାରୀ ଅପରାଜିତା ଦରକାର ନାହିଁ 🎉
😂😂😂@@Dilkhusodia
@@Dilkhusodia ତୋର ମୁଣ୍ଡ ଟଙ୍କା 500 ଆଉ ମଦ ମାଂସ ଯାଏ, ତୁ କୋଉଠୁ ଏ ସରକାର ପରିବର୍ତନ ଚାହିଁବୁ, ତୋ ଭଳି କିଛିଟା ବୋଲକରା ଙ୍କ ପାଇଁ ଆମ ରାଜ୍ୟ ଆଜି ପଛରେ |
Right 👍
@@subhambiswal-ue5nu right ଏଇଭଳି ମାଗୀହା ମାନଙ୍କ ପାଇଁ ଆମ ରାଜ୍ୟ ଆଜି ପଛରେ 👍 BJP jhindabad
ଜୟ ଶ୍ରୀ ରାମ
ଏଥର ବିଜେପି
Balupadedhab
କାଠ କଣ୍ଢେଇ ତ ଆମ ମୁଖ୍ୟମନ୍ତ୍ରୀ 😂😂
😁😁😁🔋🔋🔋🔋🔋🔋💯⛑️
😂😂😂
Pandu arrested ହବୁ
kai kn ta bhul kala ki?
Keonjhar re bi bjp
hmm thik but aau kichi yr pare semane bujhi paribe semane bjp ku deiki bhul kale boli
ମୁଖ୍ୟ ମନ୍ତ୍ରୀ ବୁଢା ଏହି ଗଲାଣି ଆଉ ରାଜ୍ୟ କୁ ସମ୍ଭାଳି ପାରିବା କଷ୍ଟ କର ସେ ତେଣୁ ହାରିବା ଉଚିତ୍
Modi Bi 😂
@@gopalsahu7257କେବେ ନାହିଁ
Andhbkakt
PM Modi bhi bhuda hoogaya
@@abdulwahidkhan3796PM MODI kan odisha re CM heba na kan😂😂
ନବୀନ ପଟ୍ଟନାୟକ ଜଗାରେ ମୁଁ ହେଇଥିଲେ ମୁଁ CM ପଦରୁ Registration later ଦେଇ ସରାନ୍ତିଣି
ବୟସ ଆଉ ନାହିଁ ରାଜନୀତି କରିବା ପାଇଁ ☝️
Tamil sasan chali ba nahi 1:17
ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି !
Baalo na aau🤣🤣🤣
😂😂😂😂😂@@SRM695
Due to Naveen's leadership and the resolve of 5T, the speed of Odisha's development has doubled and our state is crossing every step of success on the path of progress.
Black period in Odisha history 😢
ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।
Tate sabu tanka deuchhanti
Jay bjd
Only bjd cm Naveen Patnaik 💚💚💚💚💚💚💚💚💚💚💚💚💚💚💚💚💚💚💚💚
Change is the need of the hour.
Let's change bjd government.
Let's vote for BJP.
Jai Modiji.
Vote for local parties in state, bjp in centre. Local parties will bring more to your state.
ରାଜ୍ୟ ବାସୀଙ୍କର ଶୁ ଶାସନ ପାଇଁ ଆଜି ଓଡିଶା ଅଗ୍ରଗତି ହେବା ସହ ବିଶ୍ୱରେ ପ୍ରଥମ ସ୍ଥାନରେ ରହି ପାରିଛି.
ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ଖୁସି ର ଯୁଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗଯାହିକି ୨୪ ବର୍ଷ ଧରି ଖୁସିରେ ଏବଂ ନିର୍ଭୟରେ ଓଡ଼ିଶାବାସୀ କାଳାତିପାତ କରୁଛନ୍ତି ।
Amara dukha😢
ବିଜେପି in
Bjd ଆଉଟ୍
୨୫ ବର୍ଷ ହେଲା ଏକ ମନୋଭାବ ନେଇ ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ ରଖିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ l
ଏବେ ନବୀନ ଓଡ଼ିଶା ହେଲା ପୁଣି ପାଣ୍ଡୁ ଓଡ଼ିଶା ହେବ ଆଉ ସବୁ ତାମିନାଡୁର ଚାଲିବା...ଆଜି ପର୍ଯ୍ୟନ୍ତ ନବୀନ କଣ ବଡ଼ କାମ କରିଛି। ଓଡ଼ିଶା ବାସୀଙ୍କୁ ଲୋଲି ପପ୍ ଦେଇକି ଠକୁଚି
VK Pandian ❤
Reading comments tells why education is important 😂
Aare Naveen babu
Abe rest nio
Bahut upadila odisha looka nka painm.
Abe soipada
ଦେଶର ଦୀର୍ଘତମ ସେବା କରୁଥିବା ମୁଖ୍ୟମନ୍ତ୍ରୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତେ ପ୍ରସ୍ତୁତ ଅଛନ୍ତି।
ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର । ଜୟ ବିଜେଡ଼ି ଜୟ ନବୀନ ଜୟ ଶଙ୍ଖ
Bjp ro swopno ku churmar koriba pai amo bjd dolo eka hi kafi , loko nko khorap chinta koriba ro kamo kebolo au kebolo bjp ro
0:02 ଦିର୍ଘ ଚବିଶ ବର୍ଷ ର ଶାସନ କାଳ ମଧ୍ୟରେ ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବା ସହ ଗମନା ଗମନ ଏବଂ ଶିକ୍ଷାକ୍ଷେତ୍ର ରେ ମଧ୍ୟ ଉନ୍ନତି ଆଣିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ :
Amar dukha😢Odia journalists have no access to the CM. No questions can't be put to CM. It's not good for a healthy democracy.
BJP only
ଓଡିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରଧାନ ଆଭିମୁଖ୍ୟର ଖି ବିଜୁ ଜନତାଦଳ ୨୪ ବର୍ଷ ଧରି ଓଡ଼ିଶାର ବିକାଶ କରିଚାଲି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ '
How many years bjd will take to make our state a developed state?
when u think u are invincible....u know u r in wrong direction
ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ | ମୋଦୀ ଜୀ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦେବା ଉଚିତ୍; ହ୍ରାସ ପାଉଥିବା ଅର୍ଥନୀତି, ମୂଲ୍ୟ ବୃଦ୍ଧି, ବେକାରୀ ହାର ବୃଦ୍ଧି, ଚୀନ୍ ସହିତ ଆଞ୍ଚଳିକ ବିବାଦ, ଲଦାଖରେ ବିରୋଧ, ମଣିପୁର ହିଂସା, ଗୋମାଂସ ଘୋଟାଲା, ଫାର୍ମାସ୍ୟୁଟିକାଲ୍ ସ୍କାମ, ଚଣ୍ଡିଗଡ଼ ମାୟାର ନିର୍ବାଚନ, ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ସ୍କାମ। ଓଡିଶାର ଲୋକମାନେ, ଦୟାକରି ଆମର ଓଡିଆ ଭାଷାକୁ ସମ୍ମାନ ଏବଂ ସଂରକ୍ଷଣ କରନ୍ତୁ | ସମଗ୍ର ଭାରତରେ ହିନ୍ଦୀ ଭାଷା ପ୍ରୟୋଗ କରିବାକୁ ଚେଷ୍ଟା କରୁଥିବା ବିଜେପି, ଏବଂ ସମ୍ପ୍ରଦାଇକାଥା ବିଭାନା ବାଜିବାଇଡେ ଲାଗିଚି |
Eye dialogue prathame practice kari kahila bhalia laguchi. Not original. Odiyas r not fools
change darkar
ଆସ ଓଡ଼ିଶା ବାସି ନବୀନ ପଟ୍ଟନାୟକ ହରାଇ ବା
ବିଜେପି ସରକାର କରିବା
ସ୍ଵପ୍ନ 😂
BJP ଭାଇ ଭଉଣୀ ର ରକ୍ଷା କରିପାରୁନି ତାକୁ କିଏ ଭୋଟ ଦେବ??? ସବୁ ବେଇମନ୍ ନେତା BJP ରେ 😂😂😂😂
Sapna sakar hela.
ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶ କରି ଓଡ଼ିଶାକୁ ଆଜି ବିକଶିତ ଓଡ଼ିଶାରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
Bjd must be loss in odisha,bjd govt. Looting odisha since 25 years😮😮
GUJURATI NKO CHATUKARI NO KORI
ODISHA RO GOUROVO ODIYA NKO GOUROVO NAVEEN PATTANAIK NKU ONLY ODHIKO RU ODHIKO VOTE DEYI
ODIYA HEI THIBARO PORICHAYA DIONTU
JE ODIYA JANINI SE KEMITI ODIYA HELA?
Only BJD
Chora bjd..odisha ku last ru fast karidela..😡
BJP dine na dine sarkar gadhiba odisha re kintu naveen pattnaik death pare naveen pattnaik thila abastare aha sampurna kalpanika
ରାଜ୍ୟର ବିକାଶ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଆଗରେ ରୁହନ୍ତି ଏବଂ ସେ ଯେଉଁ ସବୁ ନିଷ୍ପତ୍ତି ନିଅନ୍ତି ତାହା ପୂରଣ କରିଥାନ୍ତି l
Mukhya mantri nabin pattnayak rajyo to proteko khetro school, mohila , khadyo , posaka, chakiri ............... etyadi ro unoti koriba sohito loko nko kotha bujhonti, loko nko pai sobu kichi koriparonti priyo nabin pattnayak
Pandia ro mundo kaam karuni
Pandian jharpada jail jiba
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରିଥାନ୍ତି. ଯାହା କୁହନ୍ତି କାମରେ କରି ଦେଖାଇଦିଅନ୍ତି ।
ବିଜେପି ର ଦିବା ସ୍ୱପ୍ନ ସକାଶେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦିନର ସ୍ୱପ୍ନ କେବେ ସତ ହୁଏନି
@@PureTraditionalLife hueni? Satare? 😂
Odishare bjd Jitiba authare Odisha Pila dadan jibe
Na auu se bhul karani
ଆସନ୍ତା ନିର୍ବାଚନରେ ଓଡ଼ିଶା ବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ ଓ ଓଡ଼ିଶା ରାଜ୍ୟ ମଧ୍ୟ ଇତିହାସ ରଚିବ ।
BJP IS Coming
ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ଇତିହାସ ରଚିବେ ଓ ଓଡ଼ିଶା ମଧ୍ୟ ଇତିହାସ ରଚିବ ।
ସେ ସେବାରେ ବିଶ୍ବାସ କରନ୍ତି, ସମୃଦ୍ଧିରେ ବିଶ୍ବାସ କରନ୍ତି | ଅଳ୍ପ ଶବ୍ଦ, କାର୍ଯ୍ୟରେ ସଫଳ ପୁରୁଷ, ବିଲଡରମାନେ ଏକ ନୂତନ ଓଡିଶ, ଜୟ ନାବିନ୍ ବାବୁ ନିର୍ମାଣରେ ନିୟୋଜିତ ଥିଲେ
ନବିନୀ ବଞ୍ଚିଛି କି ,,,,, ମୁ ଭାବିଲି ମରି ଗଲାଣି ବୋଧେ ,,,,,, ଜୁନ୍ 4 ତାରିଖ ଦିନ ପରଠାରୁ ,,,, ନବିନୀ ,, ପାଣ୍ଡୁ ,, ଝାରପଡ଼ା ଜେଲ୍ ଯିବେ
ଅନ୍ୟ ସମସ୍ତ ସୁବିଧା ସହିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ବୃତ୍ତା ପ୍ରଦାନ କରୁଛନ୍ତି।
ଯାହାଙ୍କ ନେତୃତ୍ଵପାଇଁ ଅଭାବୀ ଓଡିଶା ସ୍ୱଭାବୀ ହୋଇଛି, ସବୁ କ୍ଷେତ୍ରରେ ବିକାଶର ଶିଖର ଛୁଉଁଛି । ସାମୁହିକ ବିକାଶ ଓ ନିସ୍ୱାର୍ଥପର ସେବା ପାଇଁ ଯିଏ ସମର୍ପିତ, ସିଏ ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡିଶା ବାସୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ପଚିଶ ବର୍ଷ ଧରି ରହି ଆସିଛନ୍ତି ଆଗକୁ ମଧ୍ୟ ରହିବେ!
ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର I
Bjp ra swapna dekha saribani,Khali bhasana deba chada bjp ku kichi Jana nahi.
Dino re spno dekhle desho agku jibo au rati re dekhi dekhi aji desho ro e abasta heuchhi....😢😢
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ଚିନ୍ତା ଧାରା ପାଇଁ ଓଡିଶା ଆଜି ପ୍ରତି କ୍ଷେତ୍ରରେ ବିଜୟ ଲାଭ କରିପାରିଛି ଏବଂ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ।
Tame ଜଉ ବାଳ ଭଳି 📰🗞️ କରୁଛ କିଛି ଫରକ୍ ପଡୁନି😅😅😅😅😅😅
5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଦଳ ରେ ଏକ ବର୍ଷ ଧରି ଯୋଗ ଦେଲେଣି ସେମାନେ ଏବେ କଣ ପାଇଁ ଦଳ ଛାଡି ବିଜେପି ରେ ଯୋଗ ଦେଲେ!
Hon'ble Chief Minister Naveen Patnaik is always at the forefront of the development of the state and he fulfills every decision he takes.
ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି l
ଓଡ଼ିଶାବାସୀ ବିକାଶ ଓ ସମୃଦ୍ଧିର ନୂଆ ସୂର୍ଯ୍ୟୋଦୟ ଦେଖିବେ ଓଡ଼ିଶାର କୋଟି କୋଟି ଜନତା। ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ପ୍ରମାଣ କରିଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଆମର ଟାଣୁଆ ନେତା।
Nabin is the hero
ଏକ ବିକଶିତ ଓଡିଶା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଏବଂ ସଫଳତା ତାଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିପାରିଛି।
ଓଡିଶାରେ କରାଯାଇଥିବା ସମସ୍ତ ଭଲ କାମ ପାଇଁ ବିଜେଡି ଦଳର ନେତା ତଥା ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ କ amount ଣସି ପ୍ରଶଂସା ଯଥେଷ୍ଟ ହେବ ନାହିଁ।
ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା l ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ l
ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକଶିତ ରାଜ୍ୟ ରୂପେ ଶୀର୍ଷରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତି ଆଦର୍ଶରେ ଅନୁପ୍ରାଣୀତ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଗରିବ ଲୋକ ଯେମିତି ବଡ ବଡ ଦୂରାରୋଗ ଚିକିତ୍ସାରୁ ବଞ୍ଚିତ ନ ହେବେ ସେଥିପାଇଁ BSKy କାର୍ଡ ସମସ୍ତଙ୍କ ହାତ ପାହାନ୍ତରେ ପହଞ୍ଚାଇ ଦେଇଛନ୍ତି।
Bjd leaders sabu dekha
ଦେଖନ୍ତୁ ନବୀନ ପଟ୍ଟନାୟକଙ୍କ ଜାରଜ ସନ୍ତାନ କୁ ଓ ତା😢 ବାପା କୁ
ପାଣ୍ଡିୟାନ ପାଇଁ ବିଜେଡ଼ି ହାରିବ
Now bjd take rest. Very tired of doing development for 23 yrs.
The simplicity of our CM Naveen babu getting reflected from his clothes. Mr.Pandian also prefers to dress himself in very simple manner so that public of Odisha can relate to them, not like Mr. Dharmendra Pradhan or Modi who wears expensive clothes. A poor Odia can never relate to them neither think of approaching them. Rather it will be felt like they are the kings and people are like servants where as with Naveen babu, picture is different. All Odia people can relate to him and thinks he is one of them only. And his less speech and more work approach is the most admirable thing in a politician. That’s why people of Odisha love him so much and want him as CM again and again.
Why odiyas r poor even if odisha has lot of natural resources. Shame shame why ppl r going to other state for livelihood???ppl want development economy and good living not simple dress. Who cares who wear what??
He don't give speech he reads from paper by using glass. Can't even speak a single line odiya without assitance. Ppl r not fool
You are 💯 right but the problem is his illness. You can't trust VKP. Again Modiji is a propaganda hero. Now Odisha needs a separate party with a leader like Nabin Pattanaik
@@cleardirect6673nt like Naveen wh can go to people and understand people
Odia people deserve better
I support your opinion of another regional party
Jay Jagannath Navin patnayak
ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ଯୋଜନା ଓଡ଼ିଶାର ମହିଳା ମାନଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ l
ଏଥର ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪.୫କୋଟି ଓଡ଼ିଆଙ୍କ ଆର୍ଶୀବାଦ ନେଇ ବିପୁଳ ସଂଖ୍ୟାରେ ଜନସମର୍ଥନ ସହ ବିଜୟ ଲାଭ କରିବା ସହିତ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଜୁନ ୯ତାରିଖ ରେ ଦିନ ୧୧.୩୦ ରୁ ୧.୩୦ ସମୟ ମଧ୍ୟରେ ଶପଥ ଗ୍ରହଣ କରି ଇତିହାସ ରଚିବେ ଏବଂ ସାରା ରାଜ୍ୟର ଆବାଳବୃଦ୍ଧବନିତା ଏହାର ସାକ୍ଷୀ ରହିବେ।
Mr. Naveen Patnaik should take retire from Politics
Odisha only Naveen sir BJD Odisha only Naveen sir BJD 💯👍👍👍
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ମାଧ୍ଯମରେ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଭେଟି ଦେଇ ରାଜ୍ୟ ବାସୀଙ୍କ ଜୀବନ ଶୈଳୀରେ ସୁଧାର ଆଣି ସେମାନଙ୍କ ମୁଁହରେ ହସ ଭରି ଦେଇଛନ୍ତି ସେଥିପାଇଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସୁନିଶ୍ଚିତ।
ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧୂକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।
1 lakhya tanka loan kahi laga pandyan Babu jabab dia
Jay Shri Ram 🪷🪷🪷 Jay Jagannath 🙏🙏🙏
Naveen night sapan and pandu evening sapan
ପାଣ୍ଡିଆନ , ନବୀନ ପଟ୍ଟନାୟକଙ୍କ ଠାରୁ ଭଲ ଓଡ଼ିଆ କହୁଛନ୍ତି😂😂😂
Haa😂
Ayushman asile kamsa kam ameta samil hebu