ଓଡ଼ିଶାରେ କ୍ଷମତା ଦଖଲ ପାଇଁ ପାଣ୍ଡିଆନ ନିଜ ପତ୍ନୀ ଓ କିଛି ଅଫିସରଙ୍କୁ ବ୍ୟବହାର କରିଥିଲେ... || ODISHA PULSE

Sdílet
Vložit
  • čas přidán 8. 07. 2024
  • #odishapulse #theinterview #odishanews #latestodishanews #odisha #odishapolitics #bjp #bjd #congress #naveenpatnaik #vkpandian

Komentáře • 11

  • @pratapjena1193
    @pratapjena1193 Před 16 dny +1

    ଏମାନଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଦଣ୍ଡିତ କରାଜାଉ ନାହିଁ। ଭୋଟ ପାଇ ଭୁଲି ଗଲେ

  • @ParabirPanda-to3rh
    @ParabirPanda-to3rh Před 15 dny +1

    U are 100%correct.Thanks

  • @pramodakumarnayak-zv5cm
    @pramodakumarnayak-zv5cm Před 15 dny +2

    ପାଣ୍ଡିଆନ କୁ ନାଦିର ଶାହ ସହିତ ତୁଳନା କରାଯାଇପାରେ। ଇତିହାସ ପୃଷ୍ଠାରୁ ଆମେ ଜାଣିଛୁ ନାଦିର ଶାହ ଭାରତ ଆକ୍ରମଣ କରି କୋହୀନୂର ହୀରା ଓ ମୟୁର ସିଂହାସନ କୁ ଲୁଣ୍ଠନ କରିଥିଲା। ଆଜି ସେମିତି ପାଣ୍ଡିଆନ ଓଡ଼ିଶା ର ଖଣି (କୃଷ୍ଣହୀରା ) ଲୁଣ୍ଠନ କରିବା ସହିତ ବିଜେଡି ଦଳର ସିଂହାସନ ଅକ୍ତିଆର କରିବାକୁ ପ୍ରୟାସ ଜାରି ରଖିଛି।

  • @ranajitjena4668
    @ranajitjena4668 Před 16 dny

    ଏହି ଖବର ଶୁଣିଲା ପରେ ଲାଗୁଛି ଗୋଲାମ ସାମ୍ବାଦିକ ର ଏପ୍ରଯ୍ୟନ୍ତ ପାଣ୍ଡିଆନ ଭୟ ଯାଇନାହିଁ

  • @PanbabPanda
    @PanbabPanda Před 16 dny +1

    Why present govt not yet taken any action against them.People of Odisha are awaiting ...

  • @arabindamishra4045
    @arabindamishra4045 Před 16 dny

    କ୍ଷମା କରିବେ ଆଜ୍ଞା। ଆପଣ ଯାହା କହିଲେ ଯେ ପାଣ୍ଡିଆନ ଙ୍କ ସ୍ତ୍ରୀ ତାଙ୍କ ସହିତ କ୍ଷମତା କେନ୍ଦ୍ରକୁ ଆସିବାରେ କିଛି ଅସଂଗତି ନାହିଁ ବୋଲି। ଏହା ଗଣତାନ୍ତ୍ରିକ ଵିଧି ବ୍ୟବସ୍ତା ନୁହେଁଁ। ଏହା ହେଉଛି ଏକ ସ୍ୱାର୍ଥପର, ସୁବିଧାବାଦୀ ଓ କ୍ଷମତାଲିପଶୁ ଚରିତ୍ର ର ପରିପ୍ରକାଶ। ଏହା କୌଣସି ପରିସ୍ଥିତି ରେ ସମର୍ଥନ ଯୋଗ୍ୟ କିମ୍ବା ଗ୍ରହଣୀୟ ଵିଧି ବ୍ୟବସ୍ତା ନୁହେଁଁ। ସୁତରାଂ, ଆପଣଙ୍କ ଏ ମତାମତ ଗ୍ରହଣୀୟ ନୁହେଁଁ।

  • @pramodjena2534
    @pramodjena2534 Před 16 dny +1

    The pandian syndrom emerged dueto the most relunctant and lethergic the then cm,who hates odia

  • @bijaykumarrout4161
    @bijaykumarrout4161 Před 16 dny

    Shame

  • @monajsabat8383
    @monajsabat8383 Před 14 dny +1

    Madua Naveen jadua Tamil Odia loka Ku buka karuchie Naveen No one chour Dala response Naveen

  • @sriprabhat
    @sriprabhat Před 14 dny

    Syndrome & Mogalomania