ଆମ ଗାଁ ମାଇପି କଥା- 1 || AMA GAAN MAIPI KATHA- 1|| ODIA NEW COMEDY || MR DEVA || BIKI RAKI || MR GULUA

Sdílet
Vložit
  • čas přidán 16. 01. 2023
  • JAY JAGANATH 🙏
    CONTACT ME FOR ANY BUSINESS ENQUIRY 👉 darlingdeba@gmail.com
    INSTA 👉 reelCnhIxt...
    FACEBOOK PAGE👉 fb.watch/i8syp2Chrw/?mibextid...
    ------------------------------♥️-------------------------------
    CONCEPT - MR DEVA AND ABI
    EDIT - MR DEVA
    DOP- RAM BABU
    DIALOGUE - BIKI, CHANDAN, DEVA, ABI
    MAKEUP -ନିଜେ ନିଜେ 🤣
    FOOD- MAA ହାତ ରନ୍ଧା ଖାଇବା 🤣
    CAST- PUJA, DIPA, CHANDAN, BIKI, RAM BABU, LIPUN, SIBA, MR DEVA AND TEAM
    LOCATION - ଆମ ବାଡ଼ି ପଛ ପଟେ 🤣
    POSTER - RD RUDRA
    #chandanbiswal #mrdevacomedy #rajudascomedy #bikiraki #mrgulua
  • Komedie

Komentáře • 2,3K

  • @mrdeva3588
    @mrdeva3588  Před rokem +1607

    ଯୋଉ ମାନେ ଆମ ଭିଡ଼ିଓ କୁ LIKE କରୁଛନ୍ତି JAGANATH ତାଙ୍କ ପରିବାର କୁ ଭଲ ରେ ରଖନ୍ତୁ 🙏😍LOVE U GUYS 😍 1 LAKHA LIKE HABA TA???????????????????????

  • @Hindistorytv66
    @Hindistorytv66 Před rokem +33

    ଗୀତ ଟା ବୋବାଲ ହେଇଛି ଆମ ଗାଁ ମାଇପି କଥା ଲୋ ମାଇପୀ କଥା😂😂😂😂

  • @RamachandraMaharana-jy4bq

    ଆମ ଗାଁ ମାଇଲି କଥା ମନକୁ ଛୁଇଁଲା ସତ କିନ୍ତୁ ସବୁ ସ୍ତ୍ରୀଲୋକମାନ ଙ୍କୁ ମୋର ଅନୁରୋଧ ଯଦି କାହାର ଘର ଯୋଡିବା ସିଖି ନାହାନ୍ତି ତେବେ କାହାର ଘର ଭାଙ୍ଗନି

  • @nikitahimadri6052
    @nikitahimadri6052 Před rokem +4

    Jete sobu balesoriya like koro😍😍

  • @sumitapanda5805
    @sumitapanda5805 Před rokem +13

    ଓହ୍ ରେ,,ପେଟ ବ୍ୟଥା ହେଇଗଲା,,ଏତେ ସୁନ୍ଦର କରୁଛ ଯେ କଣ କହିବି,,ଅନେକ ଆଶୀର୍ବାଦ କରୁଛି,,ଆହୁରି ଆଗକୁ ବଢ଼,,ଖୁବ୍ ଶିକ୍ଷଣୀୟ ହେଉଛି ସବୁ କାହାଣୀ

  • @mrmental4543
    @mrmental4543 Před rokem +641

    ସତକଥା ପ୍ରତ୍ୟେକ ଗାଁ ରେ ଏ ଭଳିଆ ମାଇକିନା ଅଛନ୍ତି ଯୋଉମାନଙ୍କ ପାଇଁ ବହୁତ ପରିବାର ନଷ୍ଟ ହେଇଯାଉଛି

  • @moodisha2330
    @moodisha2330 Před rokem +448

    ଭାଇ ମାନେ ଆମ ଟିମ୍ ପାଇଁ ଗୋଟିଏ special like 👍ହେଇଯାଉ ।
    ଜୟ ଜଗନ୍ନାଥ 🙏🙏🙏🙏🚩

  • @manojlituvlog
    @manojlituvlog Před 11 měsíci +16

    ଯିଏ ମୋ comment ଟିକୁ ପଢୁଛ ଜଗନ୍ନାଥ ତାଙ୍କ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏

  • @chikunbarik7043
    @chikunbarik7043 Před 3 měsíci +2

    ଆମ ଗାଁ ମାଈ କୁଣ୍ଟ ପାଇଁ ଏହା ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଜଗନ୍ନାଥଙ୍କୁ ଆଧାର ବୋଲି

  • @mr_abhi_creation689
    @mr_abhi_creation689 Před rokem +56

    ଆମ ଭଦ୍ରକ ହିରୋ ଆମ ଦେବା ଭାଇ ❤️🔥🔥

  • @sahooharekrushna666
    @sahooharekrushna666 Před rokem +5

    ଭାଇ ତମେ କମେଡି ସହ ଏ ମାଇପ ମାନକର ସତ କଥା ଅଭିନୟରେ ଦେଖାଇଛ।
    ଆଉ ଏକ part banao ଯେମିତ ଏମାନେ ସୁଧୁରି ଯିବେ।
    Thanks Vai

  • @JatinMamavlog
    @JatinMamavlog Před rokem +4

    ତୁମେ ବହୁତ ଭଲ ଭିଡ଼ିଓ ବନାଉଛ, ଏହି ଭିଡ଼ିଓ ଟି ବହୁତ ଭଲ ଲାଗିଲା , ସମସ୍ତଙ୍କ ଓଠ ରେ ଏମିତି ହସ ଦେଉଥାଅ "ଭଗବାନ ତୁମର ମଙ୍ଗଳ କରନ୍ତୁ" Jay jaganatha ❤️❤️❤️❤️❤️❤️❤️

  • @riteshbehera1631
    @riteshbehera1631 Před rokem +161

    ସକାଳୁ ସକାଳୁ ମଜା ଆସିଗଲା ♥️👌

  • @bishnuprasadbehera3179
    @bishnuprasadbehera3179 Před rokem +147

    ଭାଇ ପୁରା ଅଲଗା ପ୍ରକାର, ହଁ ଆମ ଗାଁ ରେ ବି ଏମତି ପ୍ରାଣୀ ମନେ ଅଛନ୍ତି🤓👍👍

  • @bibekanandapatra3089
    @bibekanandapatra3089 Před rokem +3

    Super hoichhi bhai

  • @archanaworld4308
    @archanaworld4308 Před rokem +11

    ପନି କି ଧରି ଡେଇଁବା ସୁପର ଭାଇ 🤣🤣🤣🤣

  • @papudjdas165
    @papudjdas165 Před rokem +8

    ବହୁତ୍ ସୁନ୍ଦର ହେଇଛି Love you all 💞ଜୟ ଜଗନ୍ନାଥ

  • @victoria_3095
    @victoria_3095 Před rokem +266

    running and jumping style of Deva bhai is very excellent 🤣🤣🤣🤣🤣

  • @ratikantabiswal5842
    @ratikantabiswal5842 Před rokem +3

    Bor tama sabu bhadrak pila wow i am proud of you bou bhala lagila bro god bless you

  • @kedardas9902
    @kedardas9902 Před rokem +12

    ମାଇପ ହବ ଏମିତି ହିଟର ମାଇପ 😀😀😀😂😂😂😂😂😂😂👍👍👍👍😂😂

  • @sanyasibiswal3340
    @sanyasibiswal3340 Před rokem +59

    ଆମ ଗାଁ ମାଇପ କଥା ପୁରା ମନ୍ କେ ଛୁଇଁ ଯାଉଛି ମାଡ଼ି ଚାଲ ପୁରା ଦେବା ଭାଇ🔥🔥🔥🔥🔥🔥🔥🔥🔥🔥🔥🔥🔥

  • @chinmaya857
    @chinmaya857 Před rokem +70

    ଅତି ସୁନ୍ଦର ଭିଡିଓ❤️❤️ ମନକୁ ଛୁଇଁ ଯାଉଛି ଏମିତି କରି ଚାଲ ଭାଇ ବହୁତ୍ ପଶନ୍ଦ କରୁଛନ୍ତି ସମସ୍ତେ ❤️🙏🙏🙏

    • @chinu54
      @chinu54 Před rokem

      Tuma name rojalin ki 😇

  • @rajaramdas8250
    @rajaramdas8250 Před 11 měsíci +14

    Deva bhai.. mind-blowing ବହୁତ୍ ଭଲ ଲାଗିଲା। ମୁଁ ବହୁତ୍ tension re ଥିଲି ତମ କମେଡି ଦେଖିକି ମନ ଖୁସି ଲାଗିଲା।
    ଜଗନ୍ନାଥ ଙ୍କ କୃପାରୁ ଆଗକୁ ମାଡିଚାଲ❤❤

  • @pujaswain700
    @pujaswain700 Před rokem +12

    କମେଡି ମାଧ୍ଯମ ରେ,ଆମ ଗାଆଁ ପରିବେଶ ରେ ଘଟୁଥିବା ପ୍ରକୃତ ଘଟଣା କୁ ନେଇ ଏମିତି ସୁନ୍ଦର ଭିଡିଓ କୁ ଆମ ମାନଙ୍କ ପାଖରେ ପହଞ୍ଚିାଇବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ।

  • @Adityaayaskant__
    @Adityaayaskant__ Před rokem +132

    ଯାହାର ଭଲ କରିପାରିବା ନାହିଁ ତାର ଖରାପ ଚିନ୍ତା କରିବା ଅଧିକାର ମଧ୍ୟ ନାହିଁ ☝️

  • @mr.kishorekumar2274
    @mr.kishorekumar2274 Před rokem +7

    ଭାଇ ହସି ହସି ପୁରା ବେଦମ ହେଇଗଲି ଅତି ସୁନ୍ଦର ପାର୍ଟ 2 ଜଲଦୀ ଆନନ୍ତୁ super comedy bhai

  • @sk.Bharati7690
    @sk.Bharati7690 Před 2 měsíci +1

    OHYE ❤️OHYE❤️. OHYE. 🤩 Deva bhai. nka entry full 🔥🔥🔥🔥🔥#MR DEVA

  • @lisanisa905
    @lisanisa905 Před rokem +4

    Satare pura mind fresh hegala 😁😁😁😁

  • @InformativeOdia
    @InformativeOdia Před rokem +5

    Ama Pila Sonu 👍,, Jabarjast 😍😍 Keep growing

  • @pinkyrout4433
    @pinkyrout4433 Před rokem +2

    O bhai ki hashare maaa.....😀😀😀🤣🤣🤣🤣🤣😁😁😁😁😁😁😁

  • @subhasmitanaik9165
    @subhasmitanaik9165 Před rokem +7

    Realty of every where... Not only village 😜🤣even town people also sprayed all these things

  • @skhembramboyzz5105
    @skhembramboyzz5105 Před rokem +32

    ମୋତେ deva ଭାଈ ର ଝିଅ ବେଶକୁ ବହୁତ ଭୋଲ ଲାଗେ😅😅💯💯💯👍👍

  • @soumyaranjanbiswal2789
    @soumyaranjanbiswal2789 Před rokem +11

    😉😉😉Deba vhai entry so nice😆😆😆😃😃love you 👌💗💗

  • @dibyapattnaik7264
    @dibyapattnaik7264 Před rokem +3

    Bahut bhala lagila aapananka vedeo ☺️😂😂😂😄😄

  • @babybehera6630
    @babybehera6630 Před rokem +1

    Bhahut bhala karucha samste video mu aapankara bhahut bada fan

  • @desiboysdesitadka9849
    @desiboysdesitadka9849 Před rokem +35

    Content re ଦମ ଅଛି ୟେ ଟିମ ବହୁତ ଆଗକୁ ଯିବ ଜୟ ଶ୍ରୀ ରାମ 🚩🕉️🙏 ପ୍ରଭୁ କୃପା ସବୁ ବେଳେ ତୁମ ଉପରେ ଥାଉ 🙏🙏

  • @Desipila.143
    @Desipila.143 Před rokem +22

    ଭାଇ ହସି ହସି ପେଟ ଦରଜ ଏହି ଗଲା😁😁😁

  • @krishnaranibiswal213
    @krishnaranibiswal213 Před rokem +3

    Very nice

  • @SIDHANTACREATION2
    @SIDHANTACREATION2 Před rokem +4

    😄ଛୁଆ କାନ୍ଦୁଚି କୁଆଁ କୁଆଁ 😄

  • @himanshusahoo9443
    @himanshusahoo9443 Před rokem +127

    ଭାଇ ରେ ତମ ଗାଁ ରେ ତମକୁ ବାସନ୍ଦ କରୁନାହାନ୍ତି ଏ ସବୁ କରୁଛ। ମୁଁ ଆଉ ହସି ପାରୁନି 😂😂😂😂

  • @madhuribhuyan4126
    @madhuribhuyan4126 Před rokem +12

    Morning ru mind fresh heigala 😁🤩🤩🤩🤣🤣🤩🤩🤣 Last seen pura emosonal 😭😭😭 good advice 😢

  • @Subhra-ny8wm
    @Subhra-ny8wm Před měsícem +1

    ଆମ ଗାଁ ରେ ବି ସେମିତିଆ ଯନ୍ତ୍ ଅଛନ୍ତି 😂😂😂😂😂😂😂😂😂😂😂😂

  • @lucky4110
    @lucky4110 Před 8 měsíci +2

    😅 ଏଇ ମଝି ପୁଅ ଟା ବେଙ୍ଗ ନାନୀ total se ପିଲାକୁ ଗୋଟେ ରାଷ୍ଟ୍ରପତି ପୁରସ୍କାର ଦିଆଯିବା ଦରକାର

  • @dharmendrapradhan6143
    @dharmendrapradhan6143 Před rokem +15

    @MR Deva . This is the best content among your all uploads . Thanks for entertaining us.

  • @sambukaka420
    @sambukaka420 Před rokem +26

    My favourite comedy 😀😀😅😅😅 love from balasore 🤣🤣

  • @priya70642
    @priya70642 Před rokem +4

    ନିରାଟ ସତ୍ୟ ଘଟଣା ଉପରେ ଆଧାରିତ 🙏

  • @moabehera9826
    @moabehera9826 Před rokem +1

    Deva bhaikar camet bahuta bhala lagu chi supar

  • @kadambinisha7787
    @kadambinisha7787 Před rokem +9

    O bhai last part is seriously heart touching and first part was epic when dev entry

  • @gayatrijena1243
    @gayatrijena1243 Před rokem +19

    Bhai hasi hasi peta daraj... Next level comedy🤣🤣🤣🤣... All are done excellent work... Thank you all..

  • @atv1295
    @atv1295 Před rokem +2

    ପୁରା ନିରାଟ ସତ୍ୟ ଏହା ପ୍ରକୃତ ରେ ଦେଶୀ ଓଡ଼ିଆ ଭିଡିଓ 🙏

  • @SubhalaxmiPradhan-jz8fc
    @SubhalaxmiPradhan-jz8fc Před 17 dny +1

    Oh my god what wonderful 😊
    So nice 👍

  • @Desipila.143
    @Desipila.143 Před rokem +17

    ସତକଥା ଭାଇ ଆମ ଗାଁ ରେ ବି ଏମିତି 👍

  • @SamalExpress
    @SamalExpress Před rokem +5

    Nice comedy video 📸

  • @queenjina9504
    @queenjina9504 Před rokem

    Bhai. Tamoro. Sabu. Video. Mote. Bhalo. Lage

  • @s_h_r_e_e28
    @s_h_r_e_e28 Před rokem +2

    Wow 👌bro what a concept supb

  • @Bikash_Dehury
    @Bikash_Dehury Před rokem +27

    ସମସ୍ତଙ୍କୁ ହସେଇବା ସହିତ ଭଲ Social Massage ଟିଏ ଦେଲ ଭାଇ ❤️👍🏻

  • @trinathsutaro6897
    @trinathsutaro6897 Před rokem +8

    ହସି ହସି ପେଟ ଦରଜ ହେଇଗଲା

  • @kishorswain9454
    @kishorswain9454 Před rokem +1

    big apnaka Comedy sabutharubhal

  • @sai_smaranika_samal
    @sai_smaranika_samal Před rokem +19

    ସତ କଥା ଭାଇ ସମସ୍ତ ଙ୍କ ଗାଁରେ ଏମିତି ସ୍ତ୍ରୀ ଲୋକ ଅଛନ୍ତି

  • @prashantakumarbehera6245

    ସମସ୍ତ ଙ୍କ ଗାଆଁ ରେ ଏହି ଭଳି ମାଇପି ଅଛନ୍ତି

  • @sajanpriyadarshinisingh2667

    5:40 ....6:58 ....Hey prabhu se music aau se acting 🤣🤣🤣🤣manibaku padiba ..really bahut sundar vdo ❤️❤️❤️🔥🔥🔥

  • @pjcreation7055
    @pjcreation7055 Před rokem +26

    ବଢିଆ ହେଇଚି bro 👌👌😂😂😂sana bhai mast carrecter karichi 😂🤣🤣👌all teams are very good acting 👌👍😀

  • @diptimayeepradhan6294
    @diptimayeepradhan6294 Před rokem +2

    Vaina acting pura mast

  • @ktchannel2022
    @ktchannel2022 Před rokem

    Bahut badia heichhi samste tanka nija nija character budi ki achanti. excellent achhi

  • @pravasrout6587
    @pravasrout6587 Před rokem +4

    Mind blowing vedio ama gan maipe katha😀😀😀😃😃😃

  • @J_priyadarshini
    @J_priyadarshini Před rokem +9

    ଆମ ଗାଁ ରେ ଭି ଏମିତି ମହିୟସୀ ମହିଳା ସବୁ ଅଛନ୍ତି..... ଗୋଟିଏ କଥା କୁ ମିର୍ଚ ମସଲା ଦେଇକି କହିବେ😁🤣😅😂👍

  • @user-dn5cn5ty6c
    @user-dn5cn5ty6c Před 23 dny

    ବହୁତ ବଢିଆ କମେଡି ♥️♥️♥️♥️♥️♥️👏👏

  • @user-sv9cb8vv3t
    @user-sv9cb8vv3t Před rokem +44

    😁😁😁 ବହୁତ ସୁନ୍ଦର ଭିଡ଼ିଓ 🥰

  • @satya_satya656
    @satya_satya656 Před rokem +9

    Deba bhai nice message for education 👍

  • @Shibablogg
    @Shibablogg Před rokem

    Pura changa video heichi Deva bhai...mo peta batha heigala hasi hasi

  • @nishannisha8787
    @nishannisha8787 Před rokem +1

    Vai ek dum sata Katha ...e maipa gudanku bahe sakalu uthiki sekka darkar

  • @9xm50
    @9xm50 Před rokem +38

    🤣ହସି ହସି ତଳେ ଗଡିଗଲୀ 😇🤓😀😂
    ❤️Lot Of Love From PuriDham 🚩🙏

  • @priyanshocreation
    @priyanshocreation Před rokem +12

    ବହୁତ ମଜା ଲାଗୁଲା😀😀

  • @hamigotuber8418
    @hamigotuber8418 Před 11 měsíci +2

    ମୋର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ମୋର ଗୋଟିଏ ଅନୁରୋଧ ଏହି କି ଯେ ଆପଣ ମାନେ ପାଣି ପିଉଥିବା ସମୟରେ ଏ #ଆମ ଗାଁ ମାଇପି କଥା 😂😂 ଯମା ଦେଖିବେନି ନହେଲେ........
    ।।ଇତି।।
    ତୋମର ହସ କଣ୍ଟ୍ରୋଲ 😅😂

  • @bandanabiswal7963
    @bandanabiswal7963 Před rokem +1

    E video ta dekhiki mu au hasa roki paruni 😀😀😀

  • @tarunx697
    @tarunx697 Před rokem +6

    Bhai ବହୁତ ସୁନ୍ଦର ହେଇଛି video ti... ❤️❤️❤️... Love you bro 🤗... Full support... Love from angul district ❤️... Bhai satare hasi hasi abasta kharap 🤣🤣🤣

  • @rojalinbarik7657
    @rojalinbarik7657 Před rokem +9

    😆😆😆😆😆
    Part 2 କୁ ଶିଘ୍ର ଆଣ

  • @himansudas306
    @himansudas306 Před rokem

    Bhai deba tame video chaliba bhari lete karucha tama video mate bahutu val lage vedio pare video chadi chala taimi niana

  • @ManojNayak-nf2lr
    @ManojNayak-nf2lr Před rokem +1

    ୧୦୦ ଥର ଦେଖିଲେ ବି ମନ ଭାରୁନି...ଟିକେ
    ଟେନସଂନ୍ ରେ ଥିବ ବାସ୍ ଖାଲି ଦେବା ଭାଇ ଙ୍କ ଏ କମେଣ୍ଟ ଟା ଦେଖିଦିଏ ପୁରା ହସି ହସି ବେଦମ୍😀😀😀😀😀😀

  • @soumyaranjansahoo6334
    @soumyaranjansahoo6334 Před rokem +12

    What a story !! Amazing 😄😄😄 keep it up 😉

  • @subratsahoo3955
    @subratsahoo3955 Před rokem +7

    Good message for everyone and best comedy video 💗💗❤️❤️

  • @user-rp1ms2ls2c
    @user-rp1ms2ls2c Před měsícem +1

    Must rington hochi chocolate chocolate khya bayasa jaeni 😊😊❤❤❤

  • @sudhansusekhar7559
    @sudhansusekhar7559 Před 8 měsíci

    ଅତି ସୁନ୍ଦର ଉପସ୍ଥାପନା ଅତି ଉଚ୍ଚକୋଟୀର ଥିଲା ଏବଂ ସମାଜ ଶିକ୍ଷା ବି ଅଛି ଧନ୍ୟବାଦ

  • @reox_ff760
    @reox_ff760 Před rokem +8

    Love from west Bengal ❤️
    Deva daa

  • @Supriya002
    @Supriya002 Před rokem +7

    Thank you so much For giving beautiful comedy video ☺️...

  • @samirdas-pn8tr
    @samirdas-pn8tr Před 11 měsíci

    New toka ta badhia karuchii...

  • @LSP14377
    @LSP14377 Před 2 měsíci +2

    Khantia muhan chanda😂 .... Hee pravu vaiiiiii hands off🙌mari daba hasei hasei😂

  • @lipsasahoo4928
    @lipsasahoo4928 Před rokem +9

    DAE HARD FAN OF MR DEVA😍♥️

  • @bikashpanda7645
    @bikashpanda7645 Před rokem +21

    All time favourite legend sana bhai ❤️🔥

  • @Cutie__Doremi
    @Cutie__Doremi Před 6 měsíci +1

    Deva Bhai pura vdo jabardast 🔥 laguchi kanchana pro Max 😂😂😂😂

  • @Sunspanda-ms4lq
    @Sunspanda-ms4lq Před 10 měsíci

    ବହୁତ୍। ମଜା। ଲାଗିଲା

  • @rupaliparida5392
    @rupaliparida5392 Před rokem +10

    GRT work 🎉🎉 all the best total team👍👍👍

  • @Anu00385
    @Anu00385 Před rokem +9

    Deba Bhai Entry Seen is the most funniest moment

    • @pramoddas9290
      @pramoddas9290 Před rokem

      ❤️❤️❤️❤️❤️❤️😭😭😭😭

  • @tiranakaran7474
    @tiranakaran7474 Před 6 měsíci

    ସୁନ୍ଦର ଅତି ସୁନ୍ଦର

  • @basantasingh5158
    @basantasingh5158 Před 7 měsíci +1

    ଓଡ଼ିଆ ଫିଲ୍ମ ରେ ଆଉ କମେଡି ଦେଖିବା କୁ ମିଳୁନି ଆପଣ tim କମେଡି କୁ ଓଡିଶା ରେ ଗୌରବ

  • @sureshsethi4061
    @sureshsethi4061 Před rokem +5

    Very nice acting ☺️☺️😘

  • @hemalatamalik6062
    @hemalatamalik6062 Před rokem +5

    Deva Comedy world ra best Comedy👌👌👌

  • @bijaylaxmi2743
    @bijaylaxmi2743 Před rokem

    Gita ta supar heichi 😍😍😍

  • @nmkallsongmix8256
    @nmkallsongmix8256 Před rokem +1

    କମେଡି ବହୁତ ଭଲ ଲାଗିଲା ଏବଂ ମଜା ବହୁତ୍ ଅଛି

  • @abcdefgh6841
    @abcdefgh6841 Před rokem +3

    ଏଇ ଭଳିଆ ମାଇ କେନା ଗାଁ ରେ କେତେଟା
    ଅଛନ୍ତି 🙂 ବହୁତ ଭଲ ଲାଗୁଛି