କୃଷି ଋଣ ଛାଡ଼ ! ସତ ନା ମିଛ /technical surya 01/krusak odisha potal update/farmar loan

Sdílet
Vložit
  • čas přidán 29. 06. 2024

Komentáře • 46

  • @jitendrasamal7028
    @jitendrasamal7028 Před 5 dny +22

    ଚାଷୀ ଚାହିଁଲେ ସବୁ ସମ୍ଭବ,ଯଦି ଏଇ 5 ବର୍ଷ ଭିତରେ କୃଷିଋଣ ସମ୍ପୂର୍ଣ୍ଣ ଛାଡ ନ ହୁଏ ତେବେ ସରକାର ଜାଣିବେ 5 ବର୍ଷ ପରେ....

  • @ramchandrabehera7398
    @ramchandrabehera7398 Před 4 dny +6

    କୃଷକ ହିତକର ଲାଗି କୃଷି ଋଣ ଛାଡ଼ କରିଲେ ସରକାରଙ୍କ ମଙ୍ଗଳ ହେବା ସହିତ ଆଗକୁ ମଧ୍ୟ ଶୁଭଙ୍କର ହେବ

  • @SubodhaChandraMahalik
    @SubodhaChandraMahalik Před 4 dny +3

    ଓଡିଶାରେ ସମସ୍ତ ଚାଷି କାଳିଆ ଯଜନା ଓ ପି ଏମ କିସାନ ଓଡ଼ିଶା ର ସମସ୍ତ ଚାଷୀ ଯଜନା ପାଇନାହି

  • @user-kn9qv8uf5b
    @user-kn9qv8uf5b Před 4 dny +2

    କ୍ଷୁଦ୍ର ଓ ନାମ ମାତ୍ର ଚାଷିଙ୍କୁ ମିଳିବନି କୃଷି ରୁଣ

  • @user-lt5jn4mr6u
    @user-lt5jn4mr6u Před 3 dny +1

    Satare krusi loan chhada heleehi sarakara samsatankara priya heba

  • @amusing23851
    @amusing23851 Před 5 dny +4

    Chad jadi nuhe bale bina Karan re Kain kahuchan Khali CZcams channel lagi a sabu kahuchhan❤❤❤

    • @TechnicalSuryaC
      @TechnicalSuryaC  Před 5 dny

      ମୋର କାମ ହେଲା ସମସ୍ତ ଙ୍କୁ ସଠିକ କଥା ଜଣାଇବା ତେଣୁ କରି ସମସ୍ତେ ଚାଷୀ ଜାଣନ୍ତୁ ସାର

  • @subhramaji3452
    @subhramaji3452 Před 3 dny +1

    Nice

  • @MadhabMadri
    @MadhabMadri Před 4 dny +3

    janasunani portal Login signup kemiti karibe video kara sar

    • @TechnicalSuryaC
      @TechnicalSuryaC  Před 4 dny

      ଆଉ ଗୋଟେ ଭିଡ଼ିଓ ଅଛି ସାର ଦେଖନ୍ତୁ

  • @sankarsanamaharatha9549
    @sankarsanamaharatha9549 Před 18 hodinami

    କୃସି ଋଣ ଛାଡ କଲେ ଚାଶି ଭାଈର ମଙ୍ଗଲ ହେବ।

  • @achyutbag4614
    @achyutbag4614 Před 3 dny +1

    Jaldi chhad heu chasi loan

  • @sanyasimeher5297
    @sanyasimeher5297 Před 4 dny

    Crops insurance 2024 ର କେବେ ମିଳିବ ନ ନାହିଁ ହେଟା ପହିଲା କହୁନ !!

  • @SukantaLenka-yj7kh
    @SukantaLenka-yj7kh Před 3 dny +1

    Chasi Runa chhada heu

  • @JwalaGardis
    @JwalaGardis Před 4 dny +1

    ବହୁତ ଭଲ
    ଦାଦା❤

  • @Hey_Rashmi
    @Hey_Rashmi Před 4 dny +1

    Farmer ID au Krushak odisha diferent kana ho bhai tike kaha ta,👍

    • @TechnicalSuryaC
      @TechnicalSuryaC  Před 4 dny

      Farmar id ଥିଲେ ବିହନ କିଣିଲା ସମୟରେ ସବସିଡି ମିଳିବ/କୃଷକ ଓଡିଶା ଚାଷୀ ଙ୍କ ନାମ ରେ କେତେ ଜମି ଅଛି ଏବଂ ଚାଷୀ ଅସଲି ନା ନକଲି ଜାଣିବା ପାଇଁ

  • @trinathnayak9273
    @trinathnayak9273 Před 5 dny +1

    Fasal bima mil ba ki ni

  • @amusing23851
    @amusing23851 Před 5 dny +1

    Sir sat Katha kahunt

  • @GaneshBarik-ht9fx
    @GaneshBarik-ht9fx Před 4 dny

    Krushiruna. Chadkarajau

  • @Matricfail-ec4mc
    @Matricfail-ec4mc Před 5 dny +1

    Sir pmfby kebe start heba

  • @JwalaGardis
    @JwalaGardis Před 4 dny +1

    ଦାଦାଝାରସୁଗୁଡା ବଡ ପୈଠ ଆଫିସରେ ବିଯେଈଥିଲୁ ସେଠାରେବି ନିହେବାର ବେଳେ କାଣାକରିହେବା ଟିକେବତ ଦାଦା😢

    • @TechnicalSuryaC
      @TechnicalSuryaC  Před 4 dny +1

      Online complen କରନ୍ତୁ ଭାଇ

    • @JwalaGardis
      @JwalaGardis Před 4 dny

      ଦାଦା online compien କାହାର ପାଖକୁ କରମା କେନ ଏଡରେସ୍ଥରେ କରିବ ଟିକେ ବତଊନ୍ ଆତାପତା ଟିକେ ବତ 😂

  • @user-yd7dq7ij6w
    @user-yd7dq7ij6w Před 10 hodinami +1

    🤣ମାହାଳିଆ ଖାଇବାର ଅଛେ ହେଲେ ଆହାର କେନ୍ଦ୍ର କେ ଯାଇ ପାଞ୍ଚ ଟଙ୍କା ଦେଇ ଖାଈପକ ନେଇହେଲେ ପାଣ୍ଡୁ ପାଖେ ଜୀବ

  • @Rajesh-pp8jo
    @Rajesh-pp8jo Před 5 dny +2

    କେଉଁ ମାଇକ ବ୍ୟବହାର କରୁଛନ୍ତି ❓

  • @dearsantoshkumar1339
    @dearsantoshkumar1339 Před 5 dny +2

    First like 🎉

  • @ODGAMING230
    @ODGAMING230 Před 5 dny +1

    Tama gaaara mohon majhe