Kou Mase Kou Paraba ll ବାରମାସେ ତେର ପରବ ଯାତରା ଆମେତ ଓଡ଼ିଆ ଜାତି ll ପୁଣି ଫେରିଲେ ପୁରୁଣା ଯୋଡି ll🙏🙏

Sdílet
Vložit
  • čas přidán 11. 09. 2024
  • #Koumasekouparabapadai #Baramaseteraparaba #Jatarasunuthamanadei #
    #Koumasekouparabapadai #Ametaodiajati #Asadhasrabana #Bhadrabaaswina #Kartikamargasira #Pausamagha #Phalgunachatra #Pragnyashreenewsong #Sricharana&Pragnyashreebests
    ong #Ajanatuninkarajamauja #Saipragnyacreationallsongs #Kyalendraaudarakarananhin #Agitakutikiesuna • Video
    • Dukha Hari Sukha Deulo...
    • Dukha Hari Sukha Deulo...
    • janmastami katha kahuc...
    • Aji Para Rakhi Punein ...
    • Video • Aji Para Rakhi Punein ...
    • Jaya Jaya Maa Mangala ...
    🎵Song : Koumase Kou Paraba Padai Sunutha Manadei
    🎵Singer : Sricharana Mahanty&Pragnyashree Nayak
    🎵Lyrics : Himansu Bhusan Mahanty
    • Jaya Jaya Radharani Go... • Keunthu Asile Ganesh l...
    🎵Music : Priyadarshini Nayak
    🎵Editor : Sudhansu Sekhara Rout
    🎵Producer : G. P Nayak
    🎵Copyright's by Sai pragnya creation CZcams channel 🙏
    🙏ପବିତ୍ର ରାକ୍ଷୀ ପୁର୍ଣିମା ଓ ବଳଭଦ୍ରଙ୍କ ଜନ୍ମଦିନ ଉପଲକ୍ଷେ Saipragnya creation ଆପଣ ମାନଙ୍କୁ ଶୁଭେଚ୍ଛା ଜଣାଉଛି ll ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ ଆପଣ ମାନଙ୍କର ଆଜି ଦିନଟି ଖୁବ ଧୁମଧାମ ରେ କଟୁ 🙏🙏
    ଆପଣଙ୍କ ପ୍ରିୟ ଅଜା ନାତୁଣୀଙ୍କ ଯୋଡି ବହୁତ ଦିନ ପରେ ନୂଆ ରୂପରେ ଆସିଛନ୍ତି ଦେଖୀବାକୁ ଜମାରୁ miss କରିବେନି ll ଆପଣଙ୍କର ବହୁତ ସୁବିଧାରେ ମନେରହିବା ପାଇଁ ""କେଉଁ ମାସରେ କେଉଁ ପର୍ବ""
    ""ବୈଶାଖ ମାସ ରୁ ଆରମ୍ଭ କରି ଚୈତ୍ର '''' ମାସ ପର୍ଯ୍ୟନ୍ତ ଯେତେ ଓଡ଼ିଆ ମାନଙ୍କର ପର୍ବ ରହିଛି ସେ ବିଷୟରେ ଅତି ସୁନ୍ଦର ଭାବରେ ଏବଂ ସ୍ୱଳ୍ପ ସମୟରେ ଗୀତମାଧ୍ୟମରେ ବର୍ଣ୍ଣନା କରିଛନ୍ତି "Lyricist : ହିମାଂଶୁ ଭୂଷଣ ମହାନ୍ତି
    ଏବଂ ଅତି ସୁନ୍ଦର ଭାବରେ ଗାଇଛନ୍ତି ଆପଣଙ୍କ ପ୍ରିୟ
    Singer : ଶ୍ରୀଚରଣ ମହାନ୍ତି ଏବଂ ପ୍ରଜ୍ଞ୍ୟାଶ୍ରୀ ନାୟକ ll ଗୀତଟି ବହୁତ ସୁନ୍ଦର ହୋଇଛି ଏହି ଗୀତଟିକୁ ଦେଖିଲେ ଆଉ କ୍ୟାଲେଣ୍ଡର ଦେଖିବାକୁ ପଡ଼ିବନି ll ଆଶା କରୁଛୁ ଏଇ ଗୀତଟିକୁ ବହୁତ ମାତ୍ରାରେ ଭଲ ପାଇବା ଦେବେ ଏବଂ ବହୁତ ମାତ୍ରାରେ LIKE SHARE
    and SUBSCRIB କରିଦେବେ ll 🙏🙏ygXm
    Thanks You For Your Love And Support.

Komentáře • 20