250 Cr Mega Land Scam in Bhubaneswar... || Editorial Show(EP-241) || ODISHA PULSE

Sdílet
Vložit
  • čas přidán 26. 06. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #landscam #bhubaneswar

Komentáře • 16

  • @aprameya6623
    @aprameya6623 Před 28 dny +2

    CBI investigation immediately

  • @saratmishra7100
    @saratmishra7100 Před 26 dny +1

    ପୁରୁଣା ସରକାର ଙ୍କ ଦୁର୍ନିତି, ଯେତେ କହିଲେବି କମ୍ ହେବ।

  • @rkbehera1241
    @rkbehera1241 Před 28 dny +2

    Good news sir

  • @snbarik4710
    @snbarik4710 Před 22 dny

    Outstanding analysis. Now all corruption are comming out. When they were involved they were engaged in corruption. All corrupted officers should be punished.

  • @aksahoo346
    @aksahoo346 Před 28 dny +2

    24 barsara durniti ku jadi tadanta karaja a 5 barsa vitare sariba nahi nua c m tadanta Kari chora nku je dharibe se biswasa be nahi

  • @ramratan3907
    @ramratan3907 Před 27 dny +1

    Arrest kara bjp sarkar

  • @bipinbihariswain3511
    @bipinbihariswain3511 Před 28 dny +2

    Let law takes its own course. Justice dealy is justice denied.

  • @gangadharpanda4290
    @gangadharpanda4290 Před 28 dny +2

    SUPREME POWER, THE GREATEST.

  • @piyushrajkumar15
    @piyushrajkumar15 Před 28 dny +3

    ଜଣେ ଓଡ଼ିଆ ନିଜ ରାଜ୍ୟରେ ପଦେ କଥା କହିବାର ଅଧିକାର ନାହିଁ. ସେ ନିଜକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ବୋଲି ଭାବୁଛି.
    ଜଣେ ଓଡ଼ିଆ ବି ଚାହେଁ ଭୁବନେଶ୍ୱର ରେ ଜାଗା ଖଣ୍ଡେ କିଣିବ ଘରଟିଏ କରିବ କିନ୍ତୁ ଦୁର୍ଭାଗ୍ୟ ଏ ଅପାରଗ ନବୀନ ପଟ୍ଟନାୟକ ଯେଉଁ ଦିନରୁ ଓଡିଶାକୁ ଆସିଲେ ସେହି ଦିନରୁ ଭୁବନେଶ୍ୱରରେ ଜାଗା କିଣିବା ସ୍ବପ୍ନ ହେଇଗଲା ଏହାର ମୁଖ୍ୟ ହେଉଛି ସେ ହାରାମି ତାମିଲ ପାଣ୍ଡିଆନ ଆଉ ତାସହିତ କିଛି ବେଈମାନ ଓଡ଼ିଆ ଅଫିସର ଓ କ୍ରୀତଦାସ.

  • @dibyaranjan3454
    @dibyaranjan3454 Před 28 dny +4

    BJP ସରକାର ଆକ୍ସନ ନେଉନି କଣ ପାଇଁ ???ଆଉ କେବେହବ ଆକ୍ସନ??ବିଜେପି ବ୍ୟାକ୍ ଫୁଟ୍ ରେ କଣ ପାଇଁ??? ନା ଅଛି ଆକ୍ସନ ନା ହେଉଛି ରିଆକ୍ସନ। କଣ ପାଇଁ ଏତେ ନିଷ୍କ୍ରିୟ???ଲୋକେ କଣ ଏଇଥି ପାଇଁ ସରକାର ପରିବର୍ତ୍ତନ କରିଥିଲେ କି????ଲୋକଙ୍କ ଆଶା ବିଶ୍ୱାସ ଭରଷା ଉଠିଯିବା ପୂର୍ବରୁ ସକ୍ରିୟ ହେଉ ସରକାର। ଏତେ ନିଷ୍କ୍ରୟ ହେଲେ ଶାସନ ଚାଲିପାରିବ ନାହିଁ। ଦୁର୍ନିତୀ ର ପର୍ଦାଫାସ୍ କେବେ ହବ???

    • @surendranarayanpanda8021
      @surendranarayanpanda8021 Před 28 dny +1

      ନୂଆ ସରକାର ଆସିବାର 15 ଦିନ ହୋଇନି..ଅପେକ୍ଷାକର ଆଗକୁ କଣ ହେଉଛି.

    • @dibyaranjan3454
      @dibyaranjan3454 Před 28 dny +1

      ଚୋର ଗଲାପରେ ଯେମିତି ପୁଲିସ୍ ପହଁଞ୍ଚେ ସେମିତି ହେଲେ କିଛି ଲାଭନାହିଁ ଅନେକ ଧନଜୀବନ କ୍ଷତି ହେଇସାରିଥିବ

  • @santoshprasadmishra4977
    @santoshprasadmishra4977 Před 28 dny +2

    Who will do enquiry in Odisha ? All Officers in Odisha are corrupted since starting of BJD Government. All enquiring Officers are also corrupted. So nothing will be done. New BJP Government will do nothing because BJP leaders also want some profits like BJD leaders got during their periods. They are like brothers. BJP leaders will get no profit if they will enquire all corruptions of BJD. So nothing will be done.