କାମିୟା ଜାନୀ ଶ୍ରୀମନ୍ଦିରରେ ପଶିବା ପ୍ରସଙ୍ଗ | କଣ କହିଲେ ଗଜପତି | Srimandira | Kamiya Jani | newsroom |

Sdílet
Vložit
  • čas přidán 5. 07. 2024
  • କାମିୟା ଜାନୀ ଶ୍ରୀମନ୍ଦିରରେ ପଶିବା ପ୍ରସଙ୍ଗ | କଣ କହିଲେ ଗଜପତି | Srimandira | Kamiya Jani | newsroom |
    #gajapatimaharaj #puri #purigajapati #srijagannathtemple #kamiyajani #vkpandian #odisha #manoranjanmishra #trending #newsroom #jagannathaculture #cmmohanmajhi

Komentáře • 65

  • @sankarnathmaharana7859
    @sankarnathmaharana7859 Před 5 dny +22

    କାମିଆ ଜାନି ବିଷୟରେ କିଛି କହିଲେ ନାହିଁ ଗଜପତି ମହାରାଜା ବି ରାଜନୈତିକ ନେତା ଭଳି କଥା କହୁଛନ୍ତି

  • @ODISHA_KUHE
    @ODISHA_KUHE Před 5 dny +13

    ମହାରାଜ ଆପଣ ନିଜ ସମ୍ମାନ n8je କ୍ଷୁର୍ଣ୍ଣ କରୁଛନ୍ତି, ଆପଣ ଙ୍କୁ ପଚରା ହେଲା କାମୀୟ ଜନୀ କଥା ଆପଣ କଣ ବୁଲେଇ ବଙ୍କେଇ କଥା କହିଲେ, ଏବେ ଆଉ bjd ନାଇ ଦର କାହାକୁ ଏତେ

    • @MuktikantaNayak-iw5rv
      @MuktikantaNayak-iw5rv Před 17 hodinami

      Bjd ku support Kari asi thiba Gajapati Raja ebe kahile odisha basi tanka upare hasibe...

  • @ranjanmeher3217
    @ranjanmeher3217 Před 5 dny +7

    ଆମକୁ ଏଭଳି ଅନୁଭବ ହେଉଛି କି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଏମାନେ କେହି ବି ବାସିରେ ପଚାରୁ ନାହାନ୍ତି । କାରଣ କ'ଣ ମୁଁ ବି ଜାଣିନାହିଁ ।

  • @ashiskumargochhayat7764
    @ashiskumargochhayat7764 Před 5 dny +13

    Bjd oriented Gajapati

  • @subasnayak1510
    @subasnayak1510 Před 5 dny +10

    ସରକାରୀ ଭତା ଖିଆ , ବିଜେଡି ର ଚମଚା କୁ ଗୋଟେ ପ୍ରଶ୍ନ ପଚାରିଲେ ସେ ଆଉ ଗୋଟେ ଉତ୍ତର ଦେଉଛି
    ପାଣ୍ଡୁ ଠାରୁ ଭଲ ମାଲ ଖାଇଛି
    କମିୟା ବାବଦରେ ପାଟି ଖୋଲିବା ର ସାହସ ନାହିଁ

    • @ODISHA_KUHE
      @ODISHA_KUHE Před 5 dny +3

      ବାସ୍ ବାସ ଭାଇ ସତ କହିଲ

    • @sukantakumarrout3411
      @sukantakumarrout3411 Před 5 dny +5

      ଭାଇ ସମ୍ମାନ ର ସହିତ କଥା କୁହନ୍ତୁ
      ମହାରାଜା ଗଜପତି ଙ୍କୁ
      କାରଣ ସେ ମହାପ୍ରଭୁ ଜଗନ୍ନାଥ ଙ୍କ ଆଦ୍ୟ ସେବକ l
      ମୁଁ କୋଣସି ରାଜନୈତିକ ଭାବନା ରଖି କହୁନି
      🙏ଜୟ ଜଗନ୍ନାଥ 🙏

    • @satyanath9078
      @satyanath9078 Před 2 dny

      ସେଇ kamiya ku ରାମ ମନ୍ଦିର ପ୍ରତିଷ୍ଠା ରେ ଡକା ଯାଇଥିଲା ହୋ ଅନ୍ଧଭକ୍ତ........

  • @DNarayanMalikMalik
    @DNarayanMalikMalik Před 5 dny +6

    Ganapati Jane BJD neta

  • @sanjaybehera363
    @sanjaybehera363 Před 2 dny +1

    ଆଗରୁ ସୋଇଥିଲେ କି ଗଜପତି
    ଏ ଛତା ଯୁଆଡେ ବର୍ଷା ସିଆଡେ
    No value

  • @kalyanpanda5885
    @kalyanpanda5885 Před 5 dny +6

    ସୁବିଧା ବାଦୀ ରଜା

  • @jayakrushnarout1779
    @jayakrushnarout1779 Před 5 dny +2

    Raja ji. Ghuri phiri jabab deuchhanti. Sabu Jani ajana kamiya Jani bisayare. Jagannath sabu jananti

  • @sanjaybehera363
    @sanjaybehera363 Před 2 dny +1

    ଟାଉଟର ଗଜପତି

  • @maheswarparida8745
    @maheswarparida8745 Před 5 dny +2

    Jay Jagannath Swami nayan path grami bhava tume 👏👏👏👏🙏🥥💐

  • @sanjaybehera363
    @sanjaybehera363 Před 2 dny +1

    କାହିଁ ବଳକୁ intervew କରୁଛ
    ଗୋଟେ ଚାଷୀକୁ ଆଣୁନ

  • @JayJagannath0307
    @JayJagannath0307 Před 5 dny +2

    Jay Jagannath 🙏

  • @user-yi3sz7hz8u
    @user-yi3sz7hz8u Před 5 dny +3

    jay shree Jagannath

  • @anandraavi6242
    @anandraavi6242 Před 6 hodinami

    ଠାକୁର ରାଜଙ୍କୁ ମୋର ନମସ୍କାର, ସେ ମନରଞ୍ଜନ ବାବୁଙ୍କ ପ୍ରଶ୍ନକୁ ସଠିକ ଭାବରେ ଉତ୍ତର ଦେଇଛନ୍ତି । କାମିଆ ଜାନିଙ୍କ ନାମକୁ ତାଙ୍କ ଉତ୍ତରରେ ଅନ୍ତର୍ଭୁକ୍ତ କଲେହିଁ ଉତ୍ତରଟା ଠିକ ହେବ ବୋଲି କେତେ ଜଣ ଭାବୁଛନ୍ତି । ତାହା ଭୁଲ ହେବ ।

  • @routking8192
    @routking8192 Před 5 dny +3

    ଗଜପତିଙ୍କ କହିବକଥା ଶଙ୍କରାଚାର୍ଯ୍ୟ ଏହାର ଉତ୍ତର ଦେଇପାରିବେ

  • @amazingodisha420
    @amazingodisha420 Před 2 dny +1

    ଯେତିକି ଭିୟୁ କାମୀୟା ଜାନକୀର ନାହିଁ ତାହାଠାରୁ ଅଧିକ ଫ୍ଲାଇଙ୍ଗ୍ ବିସ୍ଟର ଆଉ ଅନେକ ୟୁଟ୍ୟୁବର ମଧ୍ୟ ତାହାଲେ କାହିଁକି ପାଣ୍ଡବ ବାବୁ ଆମକୁ କଷ୍ଟ ଦେଇଥିଲେ?

  • @chandraDahita
    @chandraDahita Před 5 dny +6

    kamiya jani babada re maharaj chup rahile।କିଛି ଉତ୍ତର ଦେଲେନି।

  • @meherbabu4091
    @meherbabu4091 Před 2 dny +1

    Sei kamiya jani ku modi award deichhi....

  • @ajeetkumarmohanty7880
    @ajeetkumarmohanty7880 Před 2 dny +2

    Apana agarau kana karuthilea

  • @sanjibpanda5009
    @sanjibpanda5009 Před 5 dny +3

    Avoiding your concern raja babu thanks manoranjan babu your sharp question raja babu pl tell the truth

  • @sanjibpanda5009
    @sanjibpanda5009 Před 5 dny +2

    Odia people are silent but sharp insights

  • @chandraDahita
    @chandraDahita Před 5 dny +1

    jay jagannath।kamiya jani ku।mandir bhitaraku prabesh kareiba bahut dukha ra bisaya

  • @MrMrchitta
    @MrMrchitta Před 3 dny +1

    Raja bi bahut diplomatic answer dauchhanti.... kichhi lava nahi evali raja thaiki

  • @anitamekap6584
    @anitamekap6584 Před 3 dny +1

    ଆହା ଏବେ ଏ ସାମ୍ବାଦିକ ଙ୍କୁ ଏପରି ପ୍ରଶ୍ନ ପଚାରିବା ସାହସ ହେଲା।ଆଗରୁ ଏ ମହୋଦୟ ତେଲେଇ କି ରହିଥିଲେ 5 T କୁ

  • @govindadas7095
    @govindadas7095 Před 4 dny +3

    Gajapati Maharaj Rajaniti ru urdha re rahi Mahaprabhu nka seva karanti....Rajaniti bisayare tanku prasana pachariba sampurna anabasyaka...

  • @sanjaybehera363
    @sanjaybehera363 Před 2 dny +1

    କାଞ୍ଜି ଗୋଳିଆ ବଲାପତି

  • @janmejayajena3097
    @janmejayajena3097 Před dnem +1

    ପାଣ୍ଡୁ ବିଷୟରେ କିଛି ବି କହିଲେନି

  • @manjulatabihari4048
    @manjulatabihari4048 Před 5 dny +1

    Raja raja

  • @harprasadsenapati3945
    @harprasadsenapati3945 Před 5 dny +1

    bjd Gajapati

  • @user-ou7oh4wd9z
    @user-ou7oh4wd9z Před 4 dny +1

    ଗଜପତି ଆଉ ଗଜପତି ହେଇକି ନାହାନ୍ତି ସେ ପାଣ୍ଡୁ ଆଉ ନବୀନ ସାଥି ହେଇଯାଇଛନ୍ତି 😂

  • @rahulkumarpalei835
    @rahulkumarpalei835 Před dnem

    Maharaj Apana kamia nka bisaya re kichi b kahileni

  • @allnewupdated5536
    @allnewupdated5536 Před 4 dny

    Manoj babu question pacharile, uttar mililani. Uttar milila ki dhyan diontu manoj babu

  • @vijoybaliarsingh8050
    @vijoybaliarsingh8050 Před 2 dny

    No clarity on Kamia Jani ! ?

  • @padmanavsamantaray1401

    Gajpati has lost his credibility

  • @prafulladash6726
    @prafulladash6726 Před 5 dny

    Nindita Gajapati.

  • @ajeetkumarmohanty7880

    Kamia joini kahinki pasila

  • @trend0017
    @trend0017 Před 3 dny

    kamya jani pathana ku kahinki bhjta raku chada gala...kuhantu...eade siade kan galucha...faltu loko ta pura eye...chi.

  • @karamjitsatpathy5404

    Who is the hell kamia jani

  • @sanjibpanda5009
    @sanjibpanda5009 Před 5 dny

    Raja babuj you are confused

  • @jayakrushnarout1779
    @jayakrushnarout1779 Před 5 dny

    Raja mahasaya bjd neta Hebe 😢

  • @sujatapatnaik5421
    @sujatapatnaik5421 Před 5 dny

    Wonder why our revered Gajapati was so strangely mum these past years😡

  • @RanjitKumar-ud7yr
    @RanjitKumar-ud7yr Před dnem

    Aji jaye ..emane b lokanku murkha Babu chanti j....kamiya Jain go mansha khai thile.mmpura katha na jani lokanku bhuan bulei.. news run kariba tama kama Bhai ame jani sariluni....

  • @alekhakumarsahu7529
    @alekhakumarsahu7529 Před 4 dny +1

    Religious places must be administrated by same religious persons rather by secular persons.

  • @santoshkumarpadhi6383

    Jadi CM .. muslim hebe , to kn hebo??

    • @lipun1531
      @lipun1531 Před 5 dny +3

      Pm ku entry mililani cm ku kana miliba😂😂
      Indra Gandhi Katha janina ki

  • @rashmiranjanbarik772
    @rashmiranjanbarik772 Před 5 dny

    Tame sabu bjp😅

  • @felixnayak6317
    @felixnayak6317 Před 5 dny +1

    ଯେତେସବୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରୁଛନ୍ତି ଅତି କମରେ ସତକଡା 80 ରୁ 90 ଭାଗ ଲୋକ ଗୋ ମାଂଶ ଭକ୍ଷଣକାରୀ ହୋଇଥିବେ। ଯଦି ଜଗନ୍ନାଥ ଇଶ୍ବର ଅଟନ୍ତି ସେ ଗୋମାଂସ ଭୋକ୍ଷଣକାରୀଂକ ଦ୍ବାରା ଆଦୋ କଳୁଷିତ ହେବେ ନାହିଁ କି ହେଉ ବି ନାହାନ୍ତି।

  • @manjulatabihari4048
    @manjulatabihari4048 Před 5 dny +1

    ❤Gajapati is correct

  • @chakradharkhara
    @chakradharkhara Před 4 dny +1

    ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଦିବାସୀ ଲୋକ। ଓଡିଶା ର ଆଦିବାସୀମାନେ ଗାଇ ମାଂସ ନାହାନ୍ତି। ସେ କେମିତି ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କରିପାରିବ

    • @jibannayak8124
      @jibannayak8124 Před 4 dny

      Sabu adivasi khantini bujhilu

    • @chakradharkhara
      @chakradharkhara Před 4 dny

      @@jibannayak8124 ଓଡ଼ିଶା ର ସବୁ ଆଦିବାସୀ ଗୋ ମାଂସ ଖାହାନ୍ତି । ଆଦିବାସୀ ବିଷୟରେ ତୁ ବୋଧେ ଜାଣିନୁ । ବ୍ୟକ୍ତିଗତ ଭାବେ ଯାଇ ମୋହନ ମାଝି ଙ୍କୁ ପଚାର ତାଙ୍କ ସମ୍ପ୍ରଦାୟର ଲୋକମାନେ ସବୁ ଗୋମାଂସ ବକ୍ଷଣ କରନ୍ତି।

    • @satyanath9078
      @satyanath9078 Před 2 dny

      ଯେତିକି ଖନ୍ତି ସେମାନେ ବ୍ଲଗ୍ କରନ୍ତିନି ତ ତାଙ୍କୁ ଧରିବ କେମିତି ...i think ତୁମକୁ ନେଇ ଘରେ ଘରେ ସର୍ଭେ କରିବା କଥା..,

    • @jibannayak8124
      @jibannayak8124 Před 2 dny

      @@satyanath9078 Hindu adivasis dont eat

  • @HaklowdaBakra
    @HaklowdaBakra Před 3 dny

    ଲଜ୍ୟା ଲାଗୁନି କି ସିଧା ଉତ୍ତର ଦେଇ ପାରୁନ??