Odisha Election Result News: ଦୀପାଳିଙ୍କ ବଡ଼ ବୟାନ | Dipali Das | Odisha Politics | Odia News

Sdílet
Vložit
  • čas přidán 7. 09. 2024
  • #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    #loksabhaelection2024 #electionnews #election2024 #electionresults #narendramodi #odishapolitics #odishaelection2024 #exitpoll
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Komentáře • 1,4K

  • @SriLingaraj5
    @SriLingaraj5 Před 3 měsíci +236

    ବାପା କହୁଥିଲେ ଭୋଟ ନାଇଁ ତ କାମ ନାହିଁ। ଜନତା କହିଲେ କାମ ନାହିଁ ତ ଭୋଟ ନାଇଁ

  • @ajitnayak5890
    @ajitnayak5890 Před 3 měsíci +51

    ଯା ହାରିଲୁଣି ଆଉ ଏତେ ଗପ ଗପିଲେ କିଛି ହବନି ତୋ ହାତ ରେ ଆଉ ବାଳ ଅଛି ଯେ ତୁ କାର୍ଯ୍ୟ କରିବୁ 👍👍

  • @SmashEnough
    @SmashEnough Před 3 měsíci +677

    ପୂର୍ବରୁ ଏପରି ଶାନ୍ତ ସରଳ ଭାଷାରେ ଯଦି ଆପଣ କହିଥନ୍ନ୍ତେ ହରାଇବାକୁ ପଡ଼ି ନ ଥାଆନ୍ତା 😢

    • @ruralfoodeating9025
      @ruralfoodeating9025 Před 3 měsíci +17

      ଭାଇ ବହୁତ୍ ଭଲ କଥା ଟେ କହିଲେ

    • @stgh123
      @stgh123 Před 3 měsíci

      Right ​@@ruralfoodeating9025

    • @premenanda
      @premenanda Před 3 měsíci +3

      😂😂👌

    • @rajendramaharana2889
      @rajendramaharana2889 Před 3 měsíci +15

      Bagha Abe bilae hoejaeche 😁🤪

    • @bsn8527
      @bsn8527 Před 3 měsíci +17

      Ei jhia Bahut Ahankari😡😡 Ebe power ku Asile Puni Phutani mariba...Eitaku Birodh Kara agaku Jemiti Kaunasi dala Ticket bi debe nahi😡😡

  • @user-ge1yk6il3x
    @user-ge1yk6il3x Před 3 měsíci +21

    ବହୁତ ସୁନ୍ଦର
    ଗର୍ବ ଅହଙ୍କାର ସବୁ ଶେଷ
    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

    • @AmiyaSc
      @AmiyaSc Před 2 měsíci

      ମନୁଷ୍ୟ ପକୃତି ମଲେ ହିଁ ଶେଷ ହୁଏ ଭାଇ।ଏ କଥା ବୋଧେ ଭୁଲି ଯାଉଛ।

  • @sknayak2743
    @sknayak2743 Před 3 měsíci +451

    ହାରିଲା ପରେ ଏମିତି କଥା କୁହାଯାଏ!

    • @D.prashadmixed20
      @D.prashadmixed20 Před 3 měsíci +4

      Right 👍

    • @Viratkohli__18fans
      @Viratkohli__18fans Před 3 měsíci +2

      ଦିପାଳି ଦାସ ଜଣେ ଉଦାରତା ମନୋଭାବର ମହିଳା ତାଙ୍କର ଲୋକମାନଙ୍କ ପ୍ରତି ଅବଦାନ ଆଉ ବିଜୁ ଜନତା ଦଳ ପ୍ରତି ଏମିତି ସର୍ବଦା ରହିଥାଉ ଜୟ ଜଗନ୍ନାଥ ❤

    • @factsunloaded4808
      @factsunloaded4808 Před 3 měsíci

      No development, no road on village level...khaali corruption khai parivaarbaad politics karile au koti koti tanka chapile🎉

    • @Gjjggiijgyf4iy
      @Gjjggiijgyf4iy Před 3 měsíci

      Thik kahicha bhai

    • @Gjjggiijgyf4iy
      @Gjjggiijgyf4iy Před 3 měsíci

      Dipali das ke kehi band voot ni deba

  • @srikantsahoo3504
    @srikantsahoo3504 Před 3 měsíci +30

    ତମର ଇଚ୍ଛା ହେଲେ ମୋତେ ଭୋଟ ଦେବ ନ ହେଲେ ନାହିଁ😂😂😂😂

    • @subhampadhan5180
      @subhampadhan5180 Před 3 měsíci

      Bhai full video dekha dipali ra se semiti kahi nai

    • @prasantapadhan6192
      @prasantapadhan6192 Před 3 měsíci

      ଆର୍ ସେ ବାଘ ର ଛୁଆ ବାଘ ବଲୁଥିଲା
      ଏବେ ଘୁଷୁରୀ ହେଇଗଲା

  • @biswaranjandora9211
    @biswaranjandora9211 Před 3 měsíci +115

    ନିଜର ଆଚାର,ବ୍ୟବହାର ଠିକ କରିବାକୁ ଏକ ସୁଯୋଗ, ନ ହେଲେ 1200 ରୁ 12000 ହେଇଯିବ।

  • @sivasismohanty4093
    @sivasismohanty4093 Před 3 měsíci +5

    ୟା ପରାଜୟ ରେ ମୁଁ ବହୁତ୍ ଖୁସି। ଏଭଳି ଗର୍ବି, ଅହଙ୍କାରୀ ମାନେ ହାରିବା ନିହାତି ଆବଶ୍ୟକ।

  • @smilingbuddha1435
    @smilingbuddha1435 Před 3 měsíci +373

    ବାଘ ଛୁଆ ପୁସି ବିଲେଇ😂

  • @ashiskumarbhanja2032
    @ashiskumarbhanja2032 Před 3 měsíci +8

    ବାଘୁଣୀ ଟା କୁ ବିଲେଇ ଛୁଆ କରିବା ପାଇଁ ସାଧାରଣ ଜନତା ଙ୍କ ସମର୍ଥନ ଅତି ପ୍ରଶଂସନୀୟ। ଧନ୍ୟବାଦ ଜନତା । ଜନତା ହିଁ ସର୍ବେ ସର୍ବା। ଜନତା ହିଁ ନେତା ମନ୍ତ୍ରୀ ଙ୍କ ଭାଗ୍ୟ ର ନିୟନ୍ତ୍ରକ।

  • @kishorkumarswain9358
    @kishorkumarswain9358 Před 3 měsíci +85

    ଆଉ ବାଳ ଅଛି ଖାଇବୁ ସୁନୂପାମ୍ପୁଡ଼ି

  • @jagannathmuduli7209
    @jagannathmuduli7209 Před 3 měsíci +6

    ଆ ବାପା ଗୋଟେ ମହାନ୍ ଚୋର ଥିଲା ଆଉ ତାର ଝିଅ ବି ବଡ ଚୋରଣି। ଭଗବାନ ଆର ଗର୍ବ ସହିଲେ ନାହିଁ।

  • @hrudayaranjan8217
    @hrudayaranjan8217 Před 3 měsíci +485

    ତମର ଯେଉଁ ଗର୍ବ ତା ଫଳ ତମକୁ ମିଳିଛି

    • @vikaridash6743
      @vikaridash6743 Před 3 měsíci +3

      I LIKE,EVERY ONE BUT ❤❤❤❤❤❤❤SPESAL YOU BROTHER ❤❤❤❤❤❤

    • @sushant.__
      @sushant.__ Před 3 měsíci

      I liked it 😅

    • @ashishkumarsahoo6866
      @ashishkumarsahoo6866 Před 3 měsíci

      💯

    • @vijayNarwani-jf6ps
      @vijayNarwani-jf6ps Před 3 měsíci

      Pahal nijr dekho bahi

    • @vijayNarwani-jf6ps
      @vijayNarwani-jf6ps Před 3 měsíci

      Nabadas ji ka Balidan sara odisha ke liye Ek grav ki baat hai,Aise beti pa ke sara Odisha dhany ho gaya hai. Jis Thali me khate ho usi me ched karte ho,ye tumhari garv se bol rahe ho,

  • @sbstyle5130
    @sbstyle5130 Před 3 měsíci +14

    ଦୀପାଲି ତୁମ ବିଧାୟକ ପଦ ପଳେଇଲା ଏବେ ତୁମେ ଫ୍ରୀ ରହିବ ବୋଧେ। ଚାଲ ବାହା ହୋଇଯିବା ଆମେ ମୁଁ ତୁମକୁ ବହୁତ ଭଲ ପାଏ ଦୀପାଳି ❤❤

  • @ashokpradhan507
    @ashokpradhan507 Před 3 měsíci +81

    ତୁ ପରା କହୁଥିଲୁ,ଭୋଟ ଦେଲେ ଦିଅ ନହେଲେ ନାଇଁ

    • @jatadharibehera3067
      @jatadharibehera3067 Před 3 měsíci +5

      ଇହାଦେ କେନ୍ତା ହେଲା, କେଡେ କେଡେ ନେତା ହାତ ଜୁଡି କରି ଭୋଟ୍ ମାଗନ୍ତି, ତୁଇ ବୁଆ ମଲା ଯେ ରିହାତି ଥି ଭୋଟ୍ ପାଇଗଲୁ ବର୍ଷକର ଲାଗି ଯେ ଭାବି ନେଇଗଲୁ ଭୋଟ୍ ଯିବାର ଟା ବହୁତ ସହଜ l

    • @stgh123
      @stgh123 Před 3 měsíci

      ​@@jatadharibehera3067right 👍

    • @vijayNarwani-jf6ps
      @vijayNarwani-jf6ps Před 3 měsíci +2

      Tum diye kya,To tum chinta mat karo,chintan karo

    • @nikhilrout5637
      @nikhilrout5637 Před 3 měsíci +1

      ତୁ ଯେମିତି କହିଥିଲୁ ସେମିତି ଫଳ ପାଇଲୁ

    • @vijayNarwani-jf6ps
      @vijayNarwani-jf6ps Před 3 měsíci

      Tum logo ko odisha me paida hi nahi hona chahiye, Tum jaise logo ki jagah Pakistan me hai,Go to PAKISTAN,Ashok prabhan

  • @sumantapradhanpradhansuman1636
    @sumantapradhanpradhansuman1636 Před 3 měsíci +4

    ବାପା ମଲେ କିଛି ନାଇନ ବାପା ଵଞ୍ଚିଲେ କିଛି ନାଇନ

  • @Zodnd1254
    @Zodnd1254 Před 3 měsíci +37

    ସବୁ କରିବ ଗର୍ବ କେବେ କରିବନି ❤❤❤❤❤❤ଈଶ୍ୱର କାହା ଗର୍ବ ରଖିନାହାନ୍ତି।❤❤❤

  • @user-bm3he7mn7q
    @user-bm3he7mn7q Před 3 měsíci +2

    ଇଗୋ ଫେର ବି ନାଇ ଗଲା 😄😄😄😄
    ସଂସ୍କାର ଟିକେ ଶିଖ ଲୋ ମା 😄😄😄😄

  • @ajitkumarbehera7778
    @ajitkumarbehera7778 Před 3 měsíci +495

    ବାଘ ଛୁଆ ନୁ ବିଲେଇ ଛୁଆ ହେଇ ଗଲା 😂

  • @PrashnaNayak-xf6pw
    @PrashnaNayak-xf6pw Před 3 měsíci +1

    ନାମ ନେବ ନାମ ନେବ

  • @sudarsan0143
    @sudarsan0143 Před 3 měsíci +44

    ହାରିବା ପରେ ହିଁ ଗର୍ବ ଭାଙ୍ଗେ!

  • @s.kbehera2828
    @s.kbehera2828 Před 3 měsíci

    ନବୀନ ପଟ୍ଟନାୟକ କାଣ କରିଛନ ଦୀପାଳି ଦାସ କାଣ୍
    କହିଛନ ।
    ଦୀପାଳି ଦାସ କାଣପାଇଁ
    ସବୁବେଲେ ଦରଵାଜା ଖଲିଛନ ଏନ୍ତାକଥା କାଏଁକହିଛନ୍।

  • @kalyanpanda5885
    @kalyanpanda5885 Před 3 měsíci +74

    ଆଉ ବିଜେଡି ରହିବ ଯେ ତୁ ରହିବୁ

  • @manojbiswalmanoj5090
    @manojbiswalmanoj5090 Před 3 měsíci +1

    Navin Patna is great Hero

  • @soubhagyapradhan2074
    @soubhagyapradhan2074 Před 3 měsíci +112

    ଗର୍ବ କଲ ତେଣୁ ପରାଜୟ ହେଲା

  • @dasarathisingh599
    @dasarathisingh599 Před 3 měsíci +68

    ବାଘ ରୂପ ଟିକେ ଦେଖାଓ ଏତେ ସୋରଳ ବାଃ

  • @samayarabarta1221
    @samayarabarta1221 Před 3 měsíci +1

    ଆଉ କିଛି ଦିନ ଅପେକ୍ଷା କର , ତୋର ଆଉ ତୋ ବାପା ର କଲା ଧନ ର ଲିଷ୍ଟ ବାହାରିବ , ସେତେ ଦିନ ପର୍ୟଂତ ଯାହା କହିବ କଥା କହିଦେ ।

  • @iknow7753
    @iknow7753 Před 3 měsíci +73

    ନବର truck ବଢ଼ି ଚାଲିଛି
    ତୋର ଭାଇ accident କରି ମାରିଦେଲା ଭୁନେଶ୍ବରସ୍ଥିତ

  • @skeleton_thi_roster-
    @skeleton_thi_roster- Před 3 měsíci

    Dipali das is great leader

  • @biswaranjanacharya7542
    @biswaranjanacharya7542 Před 3 měsíci +164

    ବାପାଙ୍କ ମୃତ୍ୟୁ କିପରି ହେଲା ପ୍ରଥମେ ବୁଝନ୍ତୁ

    • @Sd-6882
      @Sd-6882 Před 3 měsíci +5

      Plan re aye lekin ee rendi nei kahe he katha

    • @jayantbhoi5491
      @jayantbhoi5491 Před 3 měsíci +1

      @@Sd-6882 wao ki bhasa Sanatani sanskariti ke bahut agke Mai kari jiba

    • @Sd-6882
      @Sd-6882 Před 3 měsíci

      @@jayantbhoi5491 tame kichi nei jani chup tha hela 🤫🤫

  • @Cheecy_chic
    @Cheecy_chic Před 3 měsíci +2

    ବାଘ ଛୁଆ ବଳି ପଡି ଗଲା 😂

  • @pratapkumarsahu1384
    @pratapkumarsahu1384 Před 3 měsíci +30

    ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି କେତେ ଥର କହୁଛୁ ମାନ୍ୟବର ମୁଖ୍ୟ...

  • @abinashdalei4840
    @abinashdalei4840 Před 3 měsíci

    ଯଦି ପଦ ପଦବୀର ଦରକାର ନାଇଁ ତାହେଲେ ପ୍ରାର୍ଥୀ କାହିଁକି ହେଉଥିଲ..... ତୁମ ଜାଗାରେ ଅନ୍ୟ ଜଣେ ହୋଇଥିଲେ ସେ ଜିତିଥିତା......

  • @user-bb3br2wv4c
    @user-bb3br2wv4c Před 3 měsíci +174

    BJD ରୁ ଇଥପା ଦେ ସେବା କର ଆମେ ଜାଣିବୁ ପଦ ପଦବୀ ଦରକାର ନାହିଁ,

  • @bibhuprasadsahu5205
    @bibhuprasadsahu5205 Před 3 měsíci +64

    କଥାରେ ଅଛି କହିବ ବିନୟ ବଚନ କହି ତୋଷିସ ଜନମନ କିନ୍ତୁ ତୁମର ଗର୍ବ, ଅହଂଙ୍କାର ଯୋଗୁଁ ଆଜି ତୁମେ ମାଟି କାମୁଡ଼ିଲ

  • @santurajentertenment2128
    @santurajentertenment2128 Před 3 měsíci

    ତମର ଏଇ ସୁନ୍ଦର ସୁନ୍ଦର କଥା କେନ ରଖିଥିଲ ଆଗରୁ ତ ସୁନବାକେ ନେଇ ମିଲୁଥି

  • @brajakishorepadhi4022
    @brajakishorepadhi4022 Před 3 měsíci +141

    ତୋ ଧନ ର ବାଳ କାହାରି ଦରକାର ନାହିଁ। ଘୋଡା ଗେହି। କ୍ଷମତା ଲୋଭୀ

  • @debanandahembram1000
    @debanandahembram1000 Před 3 měsíci +2

    ବ୍ରହ୍ମପୁର ଟ୍ରେନ କେତେବେଳେ ଅଛି?

  • @kalyanpanda5885
    @kalyanpanda5885 Před 3 měsíci +21

    ବାପା କୁ ମାରି ଝିଅ ର ରାଜନୀତି

  • @OTUS_1
    @OTUS_1 Před 3 měsíci

    ଲୋକ ଠିକ୍ ଜବାବ୍ ଦେଇଛନ୍ତି।

  • @tusarswain9220
    @tusarswain9220 Před 3 měsíci +35

    ତୋର ବାଘୁଣୀ ରୂପ ଦେଖି ପାରିଲୁନିଓଡ଼ିଶା ବାସି କଁର ଗାଟେ ଅବସୋସ ରହି ଗଲା,ଜା ମା ଏବେ ରାଜନୀତି ଭୁଲି ସଂସାର ଆଡେ ମନ ଦେ

  • @mehendi_art_by_sofiya
    @mehendi_art_by_sofiya Před 3 měsíci

    Naveen sir we missed you so much 😭...
    Aame kebala Naveen babu nka sarakaar chahunchu....
    Best CM in the world ❤

  • @Rajeshsir23
    @Rajeshsir23 Před 3 měsíci +23

    ବାଘ ଛୁଆହାରିଗଲା

    • @vijayNarwani-jf6ps
      @vijayNarwani-jf6ps Před 3 měsíci

      Jo bhi ho Bhaag chua bhaag hi rahega,Tum Apna dekh kya ho..

  • @puri20577
    @puri20577 Před 2 měsíci +1

    Naveen ..je jete odisha basi man kar develop kari chaan ...sethir lagi gaon man ku school te b naii n ..au kete develop heta..gaon ku jibar lagi road naii n au kana develop heba..

  • @bnmcreations4670
    @bnmcreations4670 Před 3 měsíci +15

    ନବ ଦାସ ଙ୍କ ମୃତ୍ୟୁ ପଛରେ କିଏ? କେବେ ଜାଣିବାକୁ ଚେଷ୍ଟା କରିଛ

  • @ArunKumar-vt6cv
    @ArunKumar-vt6cv Před měsícem

    Dipali ji Miss you

  • @snehasismahapatra1281
    @snehasismahapatra1281 Před 3 měsíci +31

    Harigalu boli enta kahibuna..

  • @debaprasaddash3878
    @debaprasaddash3878 Před 3 měsíci

    ଦିବଙ୍ଗତ ବାପାଙ୍କ ଅଭିଶାପ। କେତେ ସେବା କରିବ, ଆଗକୁ ଦେଖିବୁ।

  • @bapudash9983
    @bapudash9983 Před 3 měsíci +20

    ବିହା ହୋଇ ପଡ, ଶାଶୁ ଶଶୁରର ସେବା ମନ୍ ଲଗାଇ କରମୋ

    • @hydramovies7239
      @hydramovies7239 Před 3 měsíci

      Hmm biha hei debar katha na,,etake se jinish b darkar helana,,,😂😂

  • @manashnayak2794
    @manashnayak2794 Před 3 měsíci +1

    ଦୀପାଳି ଦିଦି ତୁମ ବିଜେଡି ନେତାଙ୍କୁ ମୋର ବହୁତ ଭଲ ପାଇବା କାହିଁକି ନା ବିଜେଡି ପରି ଓଡିଶା କୁ ବିଜେପି ଚଳେଇ ପାରିବନି 🙏🏻🙏🏻🙏🏻

  • @bijaypadhan5967
    @bijaypadhan5967 Před 3 měsíci +31

    ତତେ ସନ୍ତୁଷ୍ଟ ରହିବାର କେ ପଡବା ।

  • @ashokkumarsadangi867
    @ashokkumarsadangi867 Před 3 měsíci

    ଏତେ ଧିରସ୍ଥିର ଶାନ୍ତ କେମିତି ??? ହଜିଗଲା ପରେ ଖୋଜିଲାବେଳକୁ ଏମିତି ହେଇଯାଏ ବୁଝିଲ । କହୁଥିଲ କଣ ନା ଆମର୍ ଝାରସୁଗୁଡା ଟିକେ ସଫା ହେଇଯିବା .....ଏବେ ଲୋକେ ସଫାକରିଦେଲେ ଆଉ କଣ...। ବାଘର ଝିଅ କେ ଶୃଗାଳ ବନେଇଦେଲେ । କଥା ବାର୍ତ୍ତା ଭାଷା ବ୍ଯବହାର ଠିକ ରଖ ଲୋକ ଆଉ ମୁର୍ଖ ନୁହନ୍ତି ।

  • @kautukabag8430
    @kautukabag8430 Před 3 měsíci

    Naveen Patnaik is odisha Hero

  • @techofworld1
    @techofworld1 Před 3 měsíci +42

    ତୁଇ ଗୁଟେ ଗୁଡା ଗୀହେଇ ଦାରି ଟେ ତୋତେ 1000 ଟଙ୍କା ଦେଲେ ଗିହା ଦିସୁ ତତେ ସଭେ ଜାଣି ଛନ ରେ ଦାରି ଦୀପାଲି ଦାସ

    • @user-rt6hc8kj5b
      @user-rt6hc8kj5b Před 3 měsíci +1

      😀

    • @jayantbhoi5491
      @jayantbhoi5491 Před 3 měsíci +1

      Sanatani Sanskariti ke tume bahut agke naikari jiba Bhai tumar ki bhasa.

    • @techofworld1
      @techofworld1 Před 3 měsíci

      @@jayantbhoi5491 ଧନ୍ୟବାଦ agya😄

    • @Itsyourpglu143
      @Itsyourpglu143 Před 3 měsíci +1

      He ho ....tk dakba thare deba😂

    • @factsunloaded4808
      @factsunloaded4808 Před 3 měsíci

      No development, no road on village level...khaali corruption khai parivaarbaad politics karile au koti koti tanka chapile🎉

  • @deeplinsahoo
    @deeplinsahoo Před 3 měsíci +13

    Jharsuguda loke tate thik jabab deichhanti...you deserve it...

  • @laxmipriyamallick4964
    @laxmipriyamallick4964 Před 3 měsíci

    Right didi women power Village power ❤❤❤❤❤❤❤

  • @gurucharanbarik7817
    @gurucharanbarik7817 Před 3 měsíci +16

    ସେବା ନାମରେ ମେବା, ସେବା ନାମରେ ଯୋଜନା, ଯୋଜନା ରୁ ପିସି ଶତକଡା ପାଞ୍ଚ ଟଙ୍କା. 😂😂😂😂

    • @vijayNarwani-jf6ps
      @vijayNarwani-jf6ps Před 3 měsíci

      Aacha tum to bina paisa ke sab kaam kr deta hai,aacha mere yaha jarurat hai....

  • @badalact5506
    @badalact5506 Před 3 měsíci +1

    Agaru emiti soft voice n thila... Hariba pare emiti...loknu alaga nojare dekhile situation emiti hua...

  • @prakashchandrabiswal5731
    @prakashchandrabiswal5731 Před 3 měsíci +11

    ତତେ କଉ ଭାଷା କହିବି ମୁଁ ଭାବିପାରୁନି

  • @sandhyaraninayak563
    @sandhyaraninayak563 Před 3 měsíci

    ନିଜ ବାପାଙ୍କ ହତ୍ୟାକାରୀକୁ କେମିତି ଦଣ୍ଡ ମିଳିବ ସେକଥା ନ ଭାବି ରାଜନୀତିକୁ ବାଛିଥିବା ଗର୍ବିତ ଝିଅ ତୁମେ...ଟିକେ ଲାଜ ଲାଗିବା କଥା

  • @user-su4kk8ng4n
    @user-su4kk8ng4n Před 3 měsíci +23

    ତୁମେ ତୁମ ଗର୍ବ ପାଇଁ ହାରିଲ

  • @pradipkumarbarik585
    @pradipkumarbarik585 Před 3 měsíci +19

    ଲଳିତ ସାହୂର ଆତ୍ମା ତୋତେ ଖାଇଲା

    • @kunapradhan1121
      @kunapradhan1121 Před 3 měsíci

      Bhai lalit sahu sahita yea kn karithilla

    • @pradipkumarbarik585
      @pradipkumarbarik585 Před 3 měsíci +1

      @@kunapradhan1121 ୟାଙ୍କ ଘରେ ରୋଷେୟା ଥିଲା, ୟା ନଜର ତା ଉପରେ ପଡ଼ିଲା, ନବ ଦାସ ଦେଖିବାରୁ ମିଳିମିଶି ମାରିଦେଇଥିଲେ

  • @lokanath-vr5oc
    @lokanath-vr5oc Před 3 měsíci

    ତୁ ଜଣେ ଭଲ କ୍ରୀତଦାସ ଲୋକେ ଜାଣିଲେ
    ତୋ ବାପା ଆତ୍ମର ଶାନ୍ତି ପାଇଁ ତାଙ୍କୁ କିଏ ମଡର୍ କରିଛି ତାକୁ କୋଜି ବାହାର କରିବା କଥା କେବେ ବି ଚିନ୍ତା କଲୁନି,ସେହିତି ପାଇଁ ଝାରସୁଗୁଡ଼ା ବାସି ତୋତେ ଉଚିତ ଜୱବ ଦେଇଛନ୍ତି....

  • @c_pro_gaming2141
    @c_pro_gaming2141 Před 3 měsíci +9

    କାଳି କୁତ୍ରି ର ଫୁଟାଣି ଯାଇନି

  • @rajkumardutta3684
    @rajkumardutta3684 Před 3 měsíci

    ବିକାଶ ପଛରେ ବାପାଙ୍କୁ ବିକାଶ କର,

  • @hrudanandasahuofficial
    @hrudanandasahuofficial Před 3 měsíci +12

    ଦୀପାଳିଦାସ ହାରବାରଠିକ ବାଘୁଣୀ ଛି

  • @bholanathpadhan9777
    @bholanathpadhan9777 Před 3 měsíci +1

    jeet to jeet hoti h..chahe 1 vote se ya 1 lkh se jito.take rest.

  • @MrRanjankumarsahoo
    @MrRanjankumarsahoo Před 3 měsíci +11

    ବାଘ ଝିଅ ଛେଳି ହୋଇଗଲା

  • @sangrambehera5727
    @sangrambehera5727 Před 3 měsíci

    ଆପଣ କଣ୍ ପାଗଳ ହେଇଗଲେ କି ସରକାର ପାଆ ବଦଳିଛି ଆପଣ ନିଦରୁ ଉଠନ୍ତୁ

  • @SanjuPatra-pl5zd
    @SanjuPatra-pl5zd Před 3 měsíci +7

    Harila pare samaste kuhanti amar kichhi padabi darkar nahi.

  • @Hariyanahiro6523
    @Hariyanahiro6523 Před 2 měsíci +1

    ନିଜ ବାପା କୁ ମରେଇଛି

  • @umeshsahoo8877
    @umeshsahoo8877 Před 3 měsíci

    ପ୍ରାଥମେ ନିଜ ମୁଖ୍ୟମନ୍ତ୍ରୀର ମୁଣ୍ଡ ଠିକ କର ଯେପରି ସବୁ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପରିବେ ନିର୍ଭାୟାରେ

  • @ranajitkumarmohanty9740
    @ranajitkumarmohanty9740 Před 3 měsíci +10

    You are great like Naveen Sir

  • @kamalsahoo3696
    @kamalsahoo3696 Před 3 měsíci

    ତତେ କେହି ସୁଯୋଗ ଦେଇନଥିଲେ
    ତୁ ନିଜେ ତୋ ବାପାଙ୍କୁ ମାରି ସୁଯୋଗ ଛଡେଇ ନେଇଥିଲୁ ଆଉ ତାର ପ୍ରତିଶୋଧ ଝାରସୁଗୁଡା ବାସି ନେଇଛନ୍ତି

  • @user-ll7du6ol9t
    @user-ll7du6ol9t Před 3 měsíci +8

    Thik hai cha

  • @balajigouda4502
    @balajigouda4502 Před 3 měsíci

    ବିଜୁବାବୁ daynamic ଥିଲେ ନବୀନ ନୁହନ୍ତି ହେଇଥିଲେ ପାଣ୍ଡୁ ହାତକୁ ସବୁ କିଛି ଟେକି ଦେଏଇନନ୍ତି ପାଣ୍ଡୁ ନିଜେ ପ୍ରଚାର କରଇନତଆହନ

  • @biswaranjanacharya7542
    @biswaranjanacharya7542 Před 3 měsíci +8

    ବାଳ ବିକାଶ

  • @manjulatasahoo8543
    @manjulatasahoo8543 Před 3 měsíci

    ପରିବର୍ତନ ପାଇଁ ହରିଲ୍ ଦୁଃଖ କରିବାର ନାହି

  • @sujanbarik594
    @sujanbarik594 Před 3 měsíci +7

    E.D lagma 😂😂

  • @hariharasahoo428
    @hariharasahoo428 Před 3 měsíci

    ହଉ କାମ କରିଚାଲ... ଯଦି ଲୋକ ମାନେ ଚାହିଁବେ.. ତମେ ପୁଣି ଆସିବ 👍

  • @ashwinisuna4357
    @ashwinisuna4357 Před 3 měsíci +18

    ତମେ ଖାଲି ଶାସକ ଦଳ ଆଡୁ ଉପ ନିର୍ବାଚନ ଜିତି ପାର୍ବ।

  • @madhusudanpadhan2076
    @madhusudanpadhan2076 Před 3 měsíci +1

    ED Darkar dipali das ka

  • @workout696
    @workout696 Před 3 měsíci +9

    ବାଘୁଣୀ ର ଶିକାର ହେଇ ଗଲା😂😂😂😂

  • @sbcreations4427
    @sbcreations4427 Před 3 měsíci

    ବୋପା ର ହତିଆରା କିଏ ସେଟା ନ ଖୋଜିକି ଚାଲି ଆସିଲୁ ରାଜ ନିତୀ କରିବାକୁ Bjd ପ୍ଲାନ୍ ବୁଝିପlରିଲୁ ନାଇ ଏବେ ଗାଡ଼ି ଆଉ ପୋଇସା କେମିତି ବଞ୍ଚେଇବୁ ସେ କଥା ଚିନ୍ତା କର୍

  • @taranighivela3772
    @taranighivela3772 Před 3 měsíci +10

    Vote darkar nahi kiye kahila 😂😂😂😂😂😂😂😂

  • @user-nm8pb6hc7l
    @user-nm8pb6hc7l Před 3 měsíci

    ଭୋଟ ଦେବାର ଅଛି ଦେବେ ନାହିଁ ଦେବାର ଅଛି ନାଇଁ ଦେବେ କ'ଣ ଭାବୁଚୁ ନିଜକୁ ନିଜକୁ କ'ଣ ଗଜପତି ମହାରାଜା ନା ବିଶ୍ଵରେ ବହୁତ ବଡ଼ ଧନି ପରିବାର ଭାବୁଚୁ😂😂😂😂

  • @pratapjena1193
    @pratapjena1193 Před 3 měsíci +8

    କେତେ ଟଙ୍କାର ଖେଳ କରିଛ

  • @-hp7et
    @-hp7et Před 3 měsíci

    ବିଜେଡ଼ି ଯଦି ଭଲ ଥିତା ବିଜେପି 79set ଯାଇନ ଥାଆନ୍ତା ହାରି ଗଲେ ଗର୍ବ ଭାଙ୍ଗେ ସରଳ କଥା ବାହା ରେ

  • @kailashchandrabehera8609
    @kailashchandrabehera8609 Před 3 měsíci +4

    Harilu . bhala hela.

  • @shyamanandabehera3271
    @shyamanandabehera3271 Před 3 měsíci

    ଏହାପରେ ସବୁ କର୍ମୀ congress କୁ ଫେରିବେ।

  • @mahaveercreation8587
    @mahaveercreation8587 Před 3 měsíci +4

    ଖାଲି କଥାରେ ନା କାମ ରେ ବା

  • @PratapchandraParida-li5er
    @PratapchandraParida-li5er Před 3 měsíci

    ଗର୍ବ କାହାର ଭଗବାନ ସହି ନାହାଁନ୍ତି।

  • @user-ch3th2jd7y
    @user-ch3th2jd7y Před 3 měsíci +9

    Bahut bhuan buleila re ....

  • @user-wk3kk8lj1b
    @user-wk3kk8lj1b Před 3 měsíci

    ଭଗବାନ ସବୁ ସହନ୍ତି କିନ୍ତୁ ଗର୍ବ ସହାନ୍ତି ନାହିଁ ଆଜି ତାର ପ୍ରମାଣ ମିଳିଛି

  • @Sanidev6227
    @Sanidev6227 Před 3 měsíci +5

    ଚୋର ମୁହଁ ଟାଣ 🤣🤣🤣🤣

  • @saumyadarshanmoharana2281
    @saumyadarshanmoharana2281 Před 3 měsíci

    BJP ର ଲୋକମାନେ କେମିତିକା ଭାଷାର ମର୍ଯ୍ୟାଦା ରକ୍ଷା କରୁଥିଲେ ଆମେ ଦେଖି ସାରିଛୁ, ଓଡ଼ିଶାର କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଏବେ ନୂଆ ନୂଆ ମୋଦି ଙ୍କ ହାଓ୍ବା ର ଶିକାର ହୋଇଛନ୍ତି! BJD ର କିଛି ତୁଙ୍ଗ ନେତାମାନଙ୍କ ଅହଂଭାବ ବି ଚରମ ସୀମାରେ!
    ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିଥାଅ ହେ ରାଜ୍ୟବାସୀ!
    ଶ୍ରୀ ଜଗନ୍ନାଥ ସବୁ ଦେଖୁଛନ୍ତି..🙏
    ସେ କେବେ କାହାରି ଅହଂକାରକୁ ସହି ନାହାଁନ୍ତି, ଦିନଥିଲା ସ୍ବୟଂ ଗଜପତି ମହାରାଜାଙ୍କ ଅହଂକାରକୁ ବି ସହିନଥିଲେ!
    ଏ BJP ହେଉ କି BJD, କି Congress, କି ସାଧାରଣ କୁଜି-ନେତାଟିଏ ; ସେ ଜଗା ସମସ୍ତଙ୍କର ଅହଂକାର ଭାଙ୍ଗିବ!!!
    ଜୟ ଶ୍ରୀ ଜଗନ୍ନାଥ..🙏

  • @kanhucharannathkanhu323
    @kanhucharannathkanhu323 Před 3 měsíci +4

    ବୁଆ କେ କିଏ ମାରିଛେ ପଚର ଗୋ ଟିକେ

    • @prasantapadhan6192
      @prasantapadhan6192 Před 3 měsíci

      ମାଏଲା ଲୋକ ପଲାଲା ନ
      ଇ ଯେ ଇନେ ଗାନା ଗାଉଛେ....

  • @Manojsethy-zv1qx
    @Manojsethy-zv1qx Před 3 měsíci

    ବାପା ର ହତ୍ୟା ବୋଷୟରେ କାହିଁମୁହଁ ଖୋଲୁନ

  • @bhodevgouda8376
    @bhodevgouda8376 Před 3 měsíci +4

    ହୋଇ ଠିଆ ଘେଇଏ

  • @kautukabag8430
    @kautukabag8430 Před 3 měsíci

    Jai Naveen Patnaik sir ji namaskar