ଭୁଲ୍ ରେ ପହଞ୍ଚି ଗଲି ଭୁତ ଘରେ || ANDAMAN ROSS ISLAND

Sdílet
Vložit
  • čas přidán 12. 09. 2024
  • ଭୁଲ୍ ରେ ପହଞ୍ଚି ଗଲି ଭୁତ ଘରେ || ANDAMAN ROSS ISLAND #mutraveller
    Contact email- labahansda97@gmail.com

Komentáře • 1,2K

  • @P.B.ODIAEXPRESS
    @P.B.ODIAEXPRESS Před 18 dny +190

    ଓଡ଼ିଶା 1 number blogger ଲବଭାଇ 🪔🪔🙏🙏🚩👏🫶

  • @SDUUMRRM
    @SDUUMRRM Před 18 dny +219

    କିଏ କିଏ ଚାହୁଁଛନ୍ତି ଅଗଷ୍ଟ ମାସ ୩୧ ଭିତରେ ଲବ ଭାଇଙ୍କ ର 1 million ହେବାକୁ ଲାଇକ୍ କରୁନ୍ତୁ❤❤

  • @binodkumar-px7ld
    @binodkumar-px7ld Před 18 dny +116

    ବହୁତ ଆକର୍ଷଣୀୟ ଏବଂ ଆଶ୍ଚର୍ଯ୍ୟର ଘର ବହୁତ୍ ପୁରୁଣା ଘର ସବୁ ଲବଭାଇ ଆମପାଇଁ ବଢ଼ିଆ ବଢ଼ିଆ ଭିଡିଓ ତିଆରି କରି ଅନେକ ଆମ ମନକୁ ଖୁସି ଦେଉଛନ୍ତି...!! ଜୟ ଜଗନ୍ନାଥ 🙏

  • @birshahanhaga953
    @birshahanhaga953 Před 18 dny +50

    ବହୁତ ସୁନ୍ଦର ଜାଗା। ମୟୁରଭଞ୍ଜ ଜିଲ୍ଲା ଶରତ ରୁ

  • @sarbeswarasisa1810
    @sarbeswarasisa1810 Před 18 dny +62

    ବହୁତ୍ ଶୀଘ୍ର 1million subscriber ହେଇ ଯାଉ ଭାଈ All time full support ❤ from koraput odisha

    • @raimaniproduction
      @raimaniproduction Před 18 dny +2

      ଆଉ ବାକି ରହିଲା ୧୦୦୦ Subscriber ଭାଇ ଭଉଣୀ ମାନେ😊🎉🎉❤

    • @sorenstarlucky5060
      @sorenstarlucky5060 Před 18 dny +1

      10K​@@raimaniproduction

  • @KhushiDanceDhamaka
    @KhushiDanceDhamaka Před 18 dny +31

    ଓଡିଶା ର ସବୁ best volger laba bhai🎉❤

  • @subham1954
    @subham1954 Před 18 dny +85

    ଆଉ ଗୋଟେ ନୂଆ ଭିଡିଓ ପାଇଁ ଲବ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤ ଜୟ ଜଗନ୍ନାଥ ❤❤❤

  • @SandeepKumar-c7m1o
    @SandeepKumar-c7m1o Před 18 dny +19

    ସତରେ ଏ ଦୁନିଆ କେତେ ସୁନ୍ଦର ❤

  • @dulumho2772
    @dulumho2772 Před 18 dny +33

    ଜୟ ଜଗନ୍ନାଥ ଲବ ଭାଇ ବହୁତ୍ ସୁନ୍ଦର୍ ଲାଗିଲା

  • @manojpradhan3184
    @manojpradhan3184 Před 18 dny +44

    ଜୟ ଜଗନ୍ନାଥ ଲଭ ଭାଇ ବହୁତ ବହୁତ ଧନ୍ୟବାଦ ତୁମେ ହଁ ଆମ ଓଡ଼ିଶାର ପ୍ରକୃତରେ ମଣିଷ ପଣିଆ ଜୟ ଜଗନ୍ନାଥ

  • @Tamanan900
    @Tamanan900 Před 18 dny +18

    ବହୁତ ସୁନ୍ଦର ଦୃଶ୍ୟ ଦେଖେଇ ଥିବାରୁ ଧନ୍ୟବାଦ ‌ଆମେ ଘରେ ବସି ବହୁତ କିଛି ଜାଣିବାକୁ ଏବଂ ଦେଖିବାକୁ ମିଳୁଛି 👌👍👍👍 ଧନ୍ୟବାଦ 🙌🙌Take care of you

  • @debabrataswain8842
    @debabrataswain8842 Před 18 dny +15

    ଧନ୍ୟବାଦ ଲବ ଭାଇ । ମହାପ୍ରଭୁ ଆପଣଙ୍କୁ ଭଲରେ ରଖନ୍ତୁ।

  • @Jy_215
    @Jy_215 Před 18 dny +33

    ଏମିତି ସୁନ୍ଦର ଦୃଶ୍ୟ ଦେଖାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ take care ❤️🙌🙏

  • @sushantapujhari634
    @sushantapujhari634 Před 18 dny +2

    ବହୁତ ସୁନ୍ଦର ଜାଗା ❤❤❤❤

  • @KabitaBarik-jq3hr
    @KabitaBarik-jq3hr Před 18 dny +8

    ଓଡ଼ିଶାର ନମ୍ବର 1 vlogger ଲବ ଭାଇ ❤️❤️❤️❤️

  • @lizadas6636
    @lizadas6636 Před 18 dny +13

    30 december 1943 re netaji subhash chandra bose hoisting the Indian National flag for the first time on the sail of port Blair thank you laba bhai 🙏🙏

    • @pratapkumarmeher2887
      @pratapkumarmeher2887 Před 18 dny

      Are tme laba bhai ra bi vdo dekha.... Badhiya👍👍.....Mte janila ki lapson education channel re cls re 😝😮

  • @deepakpradhan3738
    @deepakpradhan3738 Před 18 dny +9

    ଧନ୍ୟବାଦ ବଡ଼ ଭାଇ । ଭଗବାନ ଆପଣଙ୍କୁ ଆଶିର୍ବାଦ ପ୍ରାପ୍ତ କରନ୍ତୁ ।

  • @sasmitasahujaba1264
    @sasmitasahujaba1264 Před 18 dny +7

    Thanks bhai..... ଇତିହାସ ଆଉ ଭୂଗୋଳ କୁ ବୁଝେଇବାରେ ବହୁତ ହେଲ୍ପ ହେବ 🎉

  • @paramanandanaik-xm8cc
    @paramanandanaik-xm8cc Před 18 dny +32

    କେନ୍ଦୁଝର ରୁ କିଏ କିଏ ଦେଖୁଛନ୍ତି ଦିଲ ସେ like କରନ୍ତୁ jay Jagannath

  • @naikbabu6544
    @naikbabu6544 Před 18 dny +68

    କେଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି❤❤👍👍କର

  • @hoknowledgeodisha
    @hoknowledgeodisha Před 18 dny +435

    ମୟୂରଭଞ୍ଜ ରୁ କିଏ କିଏ ଅଛନ୍ତି 👍☺️❤❤ ଦିଲ୍ ରୁ ଗୋଟେ ହୋଇଯାଉ

  • @paramanandanaik-xm8cc
    @paramanandanaik-xm8cc Před 18 dny +58

    ଏଇ ଭିଡ଼ିଓ ପାଇଁ କିଏ କିଏ ଅପେକ୍ଷା କରିଥିଲେ ଲାଇକ କରନ୍ତୁ 👍👍👍👍👍👍👍👍👍👍👍

  • @alokkumarkhuntia9137
    @alokkumarkhuntia9137 Před 18 dny +23

    ଭାଇ ତମ ଭିଡିଓ ବହୁତ ଡେରିରେ ଆସୁଛି ତମ ଭିଡିଓ ଦେଖିବାକୁ ବହୁତ୍ ଭଲ ଲାଗେ

  • @badalbehera929
    @badalbehera929 Před 18 dny +15

    ଜନ୍ମାଷ୍ଟମୀ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉

  • @durjyasanta8223
    @durjyasanta8223 Před 18 dny +8

    ବହୁତ ସୁନ୍ଦର ଜାଗା ଭାଇ❤❤❤

  • @kalebdigal7202
    @kalebdigal7202 Před 18 dny +7

    990k Subscribe ଲୋଭ ଭାଇ congratulations ଆଉ କିଛଦିନ ର ଅପେକ୍ଷା 1 million

  • @Minivloggersuman868
    @Minivloggersuman868 Před 18 dny +7

    1million hebaku 10k baki ochhi to laba bhai ro video ku bohut matra re share koro guys

  • @birabalmunda75
    @birabalmunda75 Před 18 dny +4

    Bhagabannku mu atiki prayer karu6i labo bhainkara ganesh chaturthi before 1M subscribers heijau

  • @SanjayKumarBehera-ld7we
    @SanjayKumarBehera-ld7we Před 18 dny +8

    ଜୟ ଜଗନ୍ନାଥ ଓଡ଼ିଶା ର ସମସ୍ତ ଭାଈ ଭଉଣୀ ମାନଙ୍କୁ 👍⭕‼️⭕

  • @a.m_family_vlogs
    @a.m_family_vlogs Před 18 dny +59

    କୋଉ ମାନେ ବିଦେଶରୁ ଦେଖୁଛ ସେମାନେ like କରନ୍ତୁ ❤❤👇

  • @R.T.Babu-zz5gg
    @R.T.Babu-zz5gg Před 18 dny +3

    ଲବ ଭାଇ ସତରେ ତୁମେ ବହୁତ ପରିଶ୍ରମୀ।😍

  • @manumurmu4511
    @manumurmu4511 Před 18 dny +5

    Videi ବହୁତ ଭଲ ଲାଗୁଛି, ଜୟ ହୁ Laba Bhai

  • @Rishiofficial7305
    @Rishiofficial7305 Před 18 dny +57

    ଯିଏ ଆଜି ମୋ comment ଟି ପଢ଼ୁଛ ତାଙ୍କର ଭଲ ନିଦ ହେଉ 😂

    • @chandannaik9949
      @chandannaik9949 Před 18 dny +1

      😂😂😂😂

    • @SubhamMallik-k4d
      @SubhamMallik-k4d Před 18 dny +1

      😅

    • @bikashbehera2618
      @bikashbehera2618 Před 18 dny +1

      ଭାଇ ତମେ କହିଲ ବୋଲି ଆଜି ମୋତେ ନିଦ ହେବ ନା ହେଲେ ତ ମୁଁ ଶୋଉ ନ ଥିଲି 😅😅😅😅😅

    • @poorchildrenlover993
      @poorchildrenlover993 Před 18 dny +1

      😂😂😂😂

    • @Doladharnaik
      @Doladharnaik Před 18 dny +2

      Bro, mu gote new vlog channel kholib support kariba na.

  • @sssmile6404
    @sssmile6404 Před 18 dny +4

    Congratulations brother upcoming few days new celebration 🎉

  • @basantibijayalaxmiexpress8990

    ତୁମ ଭିଡିଓ ଦେଖିବାକୁ ବହୁତ ଭଲ ଲାଗେ ❤ମୁଁ ପୁରୀରୁ ଦେଖୁଛି 😂

  • @Nita143b-yi8zm
    @Nita143b-yi8zm Před 18 dny +4

    ଲବ ଭାଇ ର ଭିଡିଓ ଗୋଟେ ଫିଲ୍ମ୍ ଠାରୁ କମ୍ ନୁହେଁ ❤❤❤❤❤

  • @thesujitjena
    @thesujitjena Před 18 dny +8

    Bhai ମୁଁ ଆପଣଙ୍କ ପରି video ବନେଇବି କିନ୍ତୁ funds କମ୍ ଅଛି ସେଥି ପାଇଁ ମୁଁ ପ୍ରଥମେ ଓଡ଼ିଶା ବୁଲିବି ❤

  • @NilambarKhuntia-ku6zi
    @NilambarKhuntia-ku6zi Před 18 dny +7

    ମୟୂରଭଞ୍ଜ ଜିଲ୍ଲା ରୁ କିଏ କିଏ ଦେଖୁଚ ଗୋଟେ ଗୋଟେ like କରନ୍ତୁ

  • @babanilakanteswer1657
    @babanilakanteswer1657 Před 18 dny +3

    Laba bhai ku jaldi subscribe kariya 10.000 subscribe ahuri raila...❤❤🎉🎉🎉🎉 ..nice travel

  • @priyankamajhi5181
    @priyankamajhi5181 Před 18 dny +2

    Great laba bhai jindabad jindabad jindabad jindabad jindabad zindabad

  • @hansdahram1271
    @hansdahram1271 Před 18 dny +7

    ଅପେକ୍ଷା ର ଅନ୍ତ । ସମସ୍ତେ ଖୁସି ତ !

  • @suraihansdah881
    @suraihansdah881 Před 18 dny +2

    Han bhai mu bhi kolapani kotha bohi re podhichhi kintu dekhi no tholi apanakara ashirbad re video re dekhuchhi thank you lobo dada.

  • @yugeshsabar1657
    @yugeshsabar1657 Před 18 dny +17

    କିଏ କିଏ ଚାହୁଁଛ କାଲି ସୁଦ୍ଧା 1million subscriber hou ବୋଲି like କର ❤❤❤

  • @cutecute9739
    @cutecute9739 Před 18 dny +1

    Bhai mu tmr bahut bada fan ... Tm vdo mu dekhe sabu nyc vdo au nyc place ku jaiki visit karuchha auu ama manku dekhuchha tnk u bhai ...❤

  • @sumanrdx1955
    @sumanrdx1955 Před 18 dny +4

    Wow india no 1 laba bhai is best vloger ❤❤❤
    👇

  • @ChandrayMajhi-we9rm
    @ChandrayMajhi-we9rm Před 18 dny +3

    DRON CAMERA THILE Cinematic Shoot Gzbbb lagithanta 😮😮😮😮❤❤❤❤

  • @AnjaliMishra-sl5xg
    @AnjaliMishra-sl5xg Před 18 dny +3

    Thank you laba bhai bahut sundar lagila ae video ta

  • @sanjayasethi157
    @sanjayasethi157 Před 18 dny +2

    Bhai Kaliyuga ra tume really kalia thakura good salute

  • @sumati6297
    @sumati6297 Před 18 dny +12

    କନ୍ଧମାଳ ଜିଲ୍ଲାରୁ କିଏ କିଏ ଦେଖୁଚ ମତେ ଟିକେ support କର

  • @hemantabahera8047
    @hemantabahera8047 Před 18 dny +2

    Adavans❤ Happy Janmashtami All, Jay Jagarnath jay panchasakha ❤❤❤❤❤

  • @Untalentedguy2.0-gc9vc
    @Untalentedguy2.0-gc9vc Před 18 dny +4

    Malkangiri support❤❤❤

  • @GyanaranjanNial
    @GyanaranjanNial Před 18 dny +1

    Mere sapanna tha Andaman dekhne ka aap pura kar diya bhai. Jay kalahandi

  • @djodisha90
    @djodisha90 Před 18 dny +8

    Wait for next vedio❤❤❤

  • @damayantibeshra9579
    @damayantibeshra9579 Před 18 dny +8

    ସାନ୍ତାଳ ହଁ ମେନା଼ଃ କୱା ବାବୁ

  • @deonathmarkamofficial
    @deonathmarkamofficial Před 18 dny +3

    इस बार 1 million par 🙏
    ❤ From - Dist Nabrangpur
    Raighar

  • @TapuNaik-jh4ll
    @TapuNaik-jh4ll Před 18 dny +3

    ଲବ ଭାଇ ବହୁତ ସୁନ୍ଦର ଭିଡିଓ

  • @user-sf8iq2si3f
    @user-sf8iq2si3f Před 18 dny +6

    ଭୂତ କାହାଣୀ ଶୁଣିବା କୁ କାହା କାହା କୁ ଭଲ ଲାଗେ ❤🎉🎉🎉😮😮

  • @snath6244
    @snath6244 Před 16 dny

    ଲବ ଭାଇ ଆମ ପାଇଁ ବହୁତ କଷ୍ଟ କରି ବହୁତ ସୁନ୍ଦର ସ୍ଥାନ ଦେଖାଉଛନ୍ତି ସେଥି ପାଇଁ ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ଭାଇ ସବୁବେଳେ ଖୁସିରେ ରୁହ । ଭଗବାନ ତୁମର ମଙ୍ଗଳ କରନ୍ତୁ। 1 million ଶୀଘ୍ର ହେଇଯାଉ।

  • @manojkumartalandi2641
    @manojkumartalandi2641 Před 18 dny +10

    Jay Jagannath laba Bhai

  • @ସୁଶାନ୍ତନାୟକ

    Sundar video bhai maja asigala

  • @THESMARTVLOGGER
    @THESMARTVLOGGER Před 18 dny +5

    ହୃଦୟରୁ ଧନ୍ୟବାଦ ଲୋବ ଭାଇ ଆପଣ ଏତେ ସୁନ୍ଦର୍ ସୁନ୍ଦର୍ ଦେଶ ବିଦେରେ ବୁଲୁଛନ୍ତି ଆଉ ଆମକୁ ଏତେ ଭଲ ଭଲ location ଶହ ଭଲ ଭଲ ପ୍ଲେସ ଆଉ Nature animals wildlife ଦେଖାଉଛନ୍ତି ସେଥିପାଇଁ ହୃଦୟରୁ ଧନ୍ୟବାଦ ମୁଁ ଆପଣଙ୍କ 📷 ଭିଡିଓ ରେଗୁଲାର ଦେଖେ I am proud of you & your work 😊ki ଆମେ ଓଡ଼ିଶା ରେ ଥାଇ ମଧ୍ୟ ସବୁ ଦେଶ ଦେଖିପରୁଚୁ ସେଇଟା ବି କେଵଳ ଆପଣଙ୍କ ପାଈଁ ସମ୍ଭବ ହେଇ ପାରୁଚି ଏମିତି ସବୁବେଳେ ଭଲରେ ରୁହ ଖୁସିରେ ରୁହ ଆଉ ଏମିତି ଭଲ ଭଲ ଭିଡିଓ ଅପଲୋଡ଼ କର love from Cuttack odisha ❤

  • @satabdisourav1170
    @satabdisourav1170 Před 18 dny +2

    ଲବ୍ ଭାଇ ଜିନ୍ଦାବାଦ ❤

  • @SarojaHembram
    @SarojaHembram Před 18 dny +4

    Jai jagannath laba bhai

  • @dasarathimohapatra618
    @dasarathimohapatra618 Před 18 dny +2

    ଜୟ ଜଗନ୍ନାଥ, ଅତି ସୁନ୍ଦର ଲାଗିଲା ଭିଡିଓ ଟି,

  • @Sasmita47
    @Sasmita47 Před 18 dny +5

    Bahut Sundar video 😊😊😊🎉🎉🎉🎉🎉🎉🎉

  • @TukuramMohanta
    @TukuramMohanta Před 18 dny +2

    ବହୁତ ସୁନ୍ଦର ଦେଖା ଯାଉଛି

  • @natamanicomedy
    @natamanicomedy Před 18 dny +4

    ଭାଇ ମୁଁ ଗଙ୍ଗାଧର ପୁର ବୈଷ୍ଣବ ସାହି ନାଟୁ ଭାଇ ମୁଁ ଦୁଇଟି suscribe କରିଚି

  • @hrudanandasankhua5824
    @hrudanandasankhua5824 Před 18 dny +1

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @sushilrout9058
    @sushilrout9058 Před 18 dny +6

    Laba Bhai 😊😊😊

  • @judhisthiranaik2503
    @judhisthiranaik2503 Před 18 dny +1

    🙏ଜୟ ଜଗନ୍ନାଥ 🙏ଭିଡ଼ିଓ ଦେଖି ବହୁତ ବହୁତ ଖୁସି ମଜା ଲାଗିଲା l

  • @venkateswarbehera3483
    @venkateswarbehera3483 Před 18 dny +5

    apna bhai laba bhai❤

  • @rajeshnaik1689
    @rajeshnaik1689 Před 18 dny +1

    ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ❤ ଯୀଶୁ ଖ୍ରୀଷ୍ଟଙ୍କ ❤ ଆଶ୍ରୀବାଦ ଲବ ଭାଇ ଜୟ 🇮🇳🫡 ଓଡିଆ ଭାଷା

  • @TankadharaJani-tn9xy
    @TankadharaJani-tn9xy Před 18 dny +19

    କୋରାପୁଟ ରୁ କିଏ କିଏ ଦେଖୁଛ ❤ ଦିଲ୍ ସେ ଗୋଟେ 👍 ହେଇଯାଉ ଲବ ଭାଇ ପାଇଁ 🙏

  • @Munnababu
    @Munnababu Před 18 dny +1

    Lobo Bhai to 1M hoba ku jauchi like koro🎉🎉🎉🎉🎉

  • @bhagabanmajhi
    @bhagabanmajhi Před 18 dny +3

    ସିଙ୍ଗା ପୁର ତୋରେ ଜାହ ଭାଇ mast jaga achi

  • @PrashnaMiluar-pc6km
    @PrashnaMiluar-pc6km Před 18 dny +1

    Sundar garh odasa Indian travel you I ll one for best travelar thanks
    Labhasda
    Labhasda is a best travelar India for you thanks

  • @BhagabanBehera-n7s
    @BhagabanBehera-n7s Před 18 dny +7

    Nice video bro 💞💞💞💞

  • @RamrayGunje
    @RamrayGunje Před 18 dny +1

    Best loba Bhai heochanti volger no .1 ❤

  • @sandeepmohapatra5645
    @sandeepmohapatra5645 Před 18 dny +3

    Maldives island bhala lagila

  • @SRUTIRANI-gx2df
    @SRUTIRANI-gx2df Před 18 dny +2

    ଲବ ଭାଇ ଆଜି ବହୁତ ଡେରି ରେ ଭିଡିଓ ଆସିଲା ହଁ ସେ ଜାହାବି ହେଉ ତୁମ ଏଇ କଥା ଟି ମୋତେ ବହୁତ ଭଲ ଲାଗେ ଆଜି ର ଭିଡିଓ ବହୁତ ସୁନ୍ଦର ହେଇଛି 😊👍🙏

  • @SujitPatra-
    @SujitPatra- Před 18 dny +7

    Nice video

  • @theanimal3153
    @theanimal3153 Před 18 dny +1

    ଜୟ ଜୟ ଜଗନ୍ନାଥ 🙏🙏🙏🙏🙏ବହୁତ ସୁନ୍ଦର ପରିବେଶ ❤️❤️❤️❤️ ନୀଳ ପାଣି ବହୁତ ସୁନ୍ଦର ଲାଗୁଛି ❤️❤️🙏🙏🙏

  • @PabitraMajhi-d5z
    @PabitraMajhi-d5z Před 18 dny +5

    Nice dada ❤❤❤❤

  • @kamalakantabeshra1780
    @kamalakantabeshra1780 Před 18 dny +2

    ଅତି ସୁନ୍ଦର ଦୃଶ୍ୟ

  • @milansethy1929
    @milansethy1929 Před 18 dny +4

    Jay jagannath bhai

  • @narayantripathynarayantrip2865

    Beautiful place of Andaman islands safe travels 🧳🧳 happy journey God bless you

  • @SukeshmitaBuruda
    @SukeshmitaBuruda Před 18 dny +3

    ଅତି ସୁନ୍ଦର roos island ଭାଇ

  • @sipanrazgangadeb
    @sipanrazgangadeb Před 18 dny +1

    ଭାଇ ଡ୍ରନ ନାଇଁଯେ ଭିଡ଼ିଓ ରେ ମଜା ଆସୁନି ସେତେ ତଥାବି ବହୁତ ଭଲ ଅଛି ଭିଡ଼ିଓ ଧନ୍ୟବାଦ ଭାଇ

  • @benudharanti5195
    @benudharanti5195 Před 18 dny +5

    କେନ୍ଦୁଝର ଜିଲ୍ଲା ରୁ କିଏ କିଏ ଦେଖୁଛ like କର

  • @NandakiswarMallick
    @NandakiswarMallick Před 18 dny +1

    ଜୟ ଶ୍ରୀଜଗନ୍ନାଥ କନ୍ଧମାଳ ର ଧନ୍ଯବାଦ କନ୍ଧମାଳ ରୁକେତେଜଣ ଦେଖୁଛନ୍ତିଲେଖନ୍ତୁ ❤❤❤❤❤❤❤

  • @mrmunacreation
    @mrmunacreation Před 18 dny +4

    ଯେଉଁ ମାନେ କମେଣ୍ଟ ପଢ଼ିବା ପାଇଁ ଆସିଛ Like କ୍ର 😊😊😊😊

  • @DJROHAN119
    @DJROHAN119 Před 18 dny +4

    Nice ❤

  • @SamirSahoo-og2js
    @SamirSahoo-og2js Před 18 dny +4

    ❤❤❤❤❤❤❤❤

  • @durjyakumarsabar5032
    @durjyakumarsabar5032 Před 18 dny +1

    Congratulations one million subscribers labha bhai 🎉🎉🎉🎉

  • @subhendukumarpatra1759
    @subhendukumarpatra1759 Před 18 dny +3

    ଶିରିଷପାଳ ରୁ କିଏ କିଏ ଦେଖୁଛ ଲାଇକ୍ କର 😀😀😀😀😀😀

  • @rajendranarayanmahanandia5947

    Bahut badhia irland

  • @Saipratush
    @Saipratush Před 18 dny

    ବହୁତ୍ ବଢିଆ ଲାଗିଲା ❤

  • @DEEPAKKumar-yq1be
    @DEEPAKKumar-yq1be Před 18 dny +1

    VERY NICE...AND MOST INFORMATIVE VIDEOS 👍🏻

  • @SureshanBhue
    @SureshanBhue Před 18 dny +1

    Laba bahai bahut bhala lagila❤

  • @odiasong6918
    @odiasong6918 Před 18 dny +1

    ଆଉ ଗୋଟେ ନୂଆ ଭିଡିଓ ପାଇଁ
    ଲବ ଭାଇ ଭିଡିଓ ଦେଖି କାହାକୁ ଭଲ ଲାଗୁଛି 😊