ମୁଁ ତାକୁ ସିନ୍ଦୁର ଦେଇନି କି ଶାରୀରିକ ସମ୍ପର୍କ ରଖିନି ସେ ମୋତେ 300ଟଙ୍କା ଭଡା ଦିଏ ମୁଁ ତାକୁ ବୁଲାଏ:ଟୁଙ୍ଗୁରୁ ଭୋଳ

Sdílet
Vložit
  • čas přidán 22. 06. 2022
  • Halchal Dhamal Link: / @halchaldhamal
    Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Komentáře • 2,9K

  • @djratha4641
    @djratha4641 Před 2 lety +176

    ମୋ ପରି କିଏ କିଏ comment ପଡ଼ିବାକୁ ଆସିଛ Like କର... 👍👍👍

  • @jpcreation399
    @jpcreation399 Před 2 lety +757

    ହ୍ୟୁମାନ ସାଗରଙ୍କୁ ଅନୁରୋଧ ଯେ ଗୋଟେ ଗୀତ ହେଇଯାଉ ଟୁଙ୍ଗୁରୁ ଟୁଙ୍ଗରା........

    • @AMITKUMAR-zb6jn
      @AMITKUMAR-zb6jn Před 2 lety +51

      ଆପଣଙ୍କ ଅନୁରୋଧ ନିଶ୍ଚିତ ସଫଳ ହେବ ଆଜ୍ଞା ! ହ୍ୟୁମାନ୍ ସାଗର ନ ହେଲେ ମଧ୍ୟ ଯେ କୌଣସି ଗୀତିକାର ନିଶ୍ଚିତ ଗାଇବେ ଟୁଙ୍ଗୁରୁ ଟୁଙ୍ଗୁରି ଗୀତ !

    • @smilequeenranulifestyle3658
      @smilequeenranulifestyle3658 Před 2 lety +6

      😀😀😀😀😀😀🤣🤣🤣🤣🤣😀🤣

    • @debasiskar5082
      @debasiskar5082 Před 2 lety +3

      🤣🤣🤣

    • @jpcreation399
      @jpcreation399 Před 2 lety +1

      @@AMITKUMAR-zb6jn 😁🤣

    • @inshortgaming8916
      @inshortgaming8916 Před 2 lety +2

      One and only Bangop Sagara

  • @jyotsnanaik8087
    @jyotsnanaik8087 Před 2 lety +66

    ମତେ ଲାଗୁଛି ପୁଅ ମିଛ କହୁଛି, ଆଜିକା ପିଲା ମାନେ ଭାଉଜ ପ୍ରେମ ମିଠା କହୁଛନ୍ତି, ଧରା ପଡିଲେ ଏମିତି କୁହନ୍ତି

  • @dusmantanaik2506
    @dusmantanaik2506 Před 2 lety +42

    ପରିଶେଷରେ ଟୁଙ୍ଗୁରୁ ଆଜ୍ଞା ଙ୍କର ଦର୍ଶନ ମିଳିଲା ।। ଆରେ ଶଳା ଟୁଙ୍ଗୁରୁ ତୋତେ ଶଳା ମନେ ମନେ ମୁ କେତେ ଖୋଜୁଥିଲି କିଏ ସେ ଟୁଙ୍ଗୁରୁ ବୋଲି ତୁ ଶଳା କୋଉଠି ଥିଲୁ ରେ ।।

  • @mrabhinashyoutuber3497
    @mrabhinashyoutuber3497 Před 2 lety +309

    ଭାଇରେ ଯାହା ଜଣାପଡ଼ୁଛି ତୁ ହାତ ମାରିଛୁ ହେଲେ ଭୁଲ୍‌ ଜାଗାରେ ହାତ ମାରିଦେଇଛୁ ସିଏ ଛାଡିବା ଜନ୍ତୁ ନୁହଁ ଏଥର ନାମ ନେ😜😜😜

  • @avillagerlife7919
    @avillagerlife7919 Před 2 lety +421

    Ma parika Kia comment padhibaku asichha 😂😂😂 gote like heijau😃

  • @TIGERTIGER-fj2ub
    @TIGERTIGER-fj2ub Před 2 lety +15

    ତୁମଠୁ ଭଲ ଗପ ଟିଏ ଶୁଣିଲି । ଗାମୁଛା ପିନ୍ଧି 8 ଦିନ ଘର ଭିତରେ ରହିବା ।ମୋବାଇଲ ଭାଙ୍ଗିବା । ମିଶିକି ସେଲ୍ଫି ନେବା ଏ ସବୁ କଣ ? ଟିକେ ସୀମାରେ ରହି କୁହ । ମିଛ କହିବା ସୀମା ବାହାର ହୋଇଯାଉଛି

  • @bsodianataka886
    @bsodianataka886 Před 2 lety +2

    ଆଜିର ସୁପର ହିଟ୍ ନାଟକ ପ୍ରେମ ହେଲା ଅଟରେ
    ପ୍ରେମ ସରିଲା ଖଟରେ

  • @lnpattnaik
    @lnpattnaik Před 2 lety +32

    ମହିଳା ଙ୍କର 15 ର ବର୍ଷର ଗୋଟେ ପୁଅ ଅଛି, ମହିଳାଙ୍କ ଦ୍ଵିତୀୟ ବାହାଘର ପାଇଁ ଧରି ବୁଲୁଥିବା ଫୁଲମାଳ ତାଙ୍କ ପୁଅ ବେକରେ ପକେଇ ଦିଅନ୍ତୁ.. ଛିଃ ଛିଃ.. ଲଜ୍ୟା.. କାରଣ 40 କୁ 21 ଅପେକ୍ଷା 40 କୁ 15 ଠିକ ମାନିବ । ଘଟଣାରୁ ଅନୁମାନ ହେଉଛି, ପରକୀୟା ପ୍ରୀତି ଥିଲା ଦୁହିଁଙ୍କ ଭିତରେ । କାରଣ ସ୍ୱାମୀ ସହିତ ଦେହ ସୁଖରେ ସନ୍ତୁଷ୍ଟ ନଥିଲେ ମହିଳା । ଆଉ ପରକୀୟା ପ୍ରୀତି ନିଶ୍ଚୟ ସହମତିରେ ହେଇଛି । ଯାହା ଆଇନ ସମ୍ମତ୍ତ । ତେଣୁ ମହିଳା ଯାହା ତ କଲେ କଲେ, ଏବେ ନିଜକୁ ନିଜେ ବୁଝେଇ ସ୍ୱାମୀ ପୁଅ ପାଖକୁ ଫେରି ଯାଆନ୍ତୁ । ସ୍ୱାମୀ ଗ୍ରହଣ ନକଲେ ମଠ, ମନ୍ଦିର କିମ୍ବା ବଡଦାଣ୍ଡକୁ ଯାଇ ଅବଶିଷ୍ଟ ଜୀବନ କାଟି ଦିଅନ୍ତୁ ।

  • @nboy9584
    @nboy9584 Před 2 lety +132

    Comment ପଢ଼ିବା ଲୋକ କିଏ କିଏ ଆସିଛ ଲାଇକ କର

  • @birendrabehera8302
    @birendrabehera8302 Před 2 lety +16

    ଆଛା ବର୍ଷା କହିଲୁ ଭଲ ପାଇବା ଟା କେଉଁ ଠୁ ଆ ଆରମ୍ଭ ହୋଇଥିଲା ଓଟୋ ରୁ ଆଉ

  • @ganduadadanewofficial1940

    ସ୍ତ୍ରୀ ଲୁକ ସାଙ୍ଗରେ ଆଠ ଦିନ ରହୁଛୁ କିଛି ହେଇନି ବାଃ ବାଃ ତୁ ଜାଣିବା ଦରକାର ସେ ଗୁଟେ ସ୍ତ୍ରୀ ଲୁକ ତା ସୁଆମି ଅଛି,,, ତା ସାଙ୍ଗ ରେ, ରହିବା ନିହାତି ଦରକାର ଥିଲା,,।।। ଛି ଛି ଛି କଣ କଲ,,,,,,

  • @haladharpatra9659
    @haladharpatra9659 Před 2 lety +89

    ଭାସ୍କର ନିଉଜ କୁ ବହୁତ ବହୁତ ଧନ୍ୟବାଦ ଟୁଂଗୁରୁ କୁ ଖୁଜି ବାହାର କରିଥିବାରୁ

  • @sarojjenacoolboy9429
    @sarojjenacoolboy9429 Před 2 lety +390

    ଧନ୍ୟବାଦ୍ bhasakar ତୁମ ଜୀବନ କୁ ବାଜି ଲଗେଇ ଏମିତି ଦୁଃସାହସିକ କାର୍ଯ୍ଯ କରିଥିବାରୁ ତୁମେ ନବୀନ ବlବୁ ଠାରୁ ପୁରସ୍କୃତ ହେବl ଉଚିତ୍,🤣🤣🤣🤣🤣

  • @nirmalbehera3412
    @nirmalbehera3412 Před 2 lety +12

    କିଛି ନାଇଁ କହୁଛ ସିନା 8ଦିନ ରହିଲ ଆଉ କିଛି ହେଇନି ଅସମ୍ଭବ,,ମୋତେ କାଇଁ ଲାଗୁନି , ତମର ଇଚ୍ଛା ନ ଥିଲେ ତମେ ତୋ ପଳେଇ ଆସି ପାରି ଥାନ୍ତ କାରଣ ତମେ ଗୋଟେ ଭେଣ୍ଡା ପୁଅ ଆଉ ସେ ସ୍ତ୍ରୀ ଲୋକ ରଖି ପାରିବ ନା,, ସତ ସାମ୍ନାରେ ଦେଖା ଯାଉଛି

  • @riderking45jt41
    @riderking45jt41 Před 2 lety +40

    ଏମିତି ପ୍ରେମ କୁ ଦୁରୁ ଦୁରୁଜୁଜାର ।

  • @mks2640
    @mks2640 Před 2 lety +404

    ଦୟାକରି ସୁର ବାବୁଙ୍କ ମତାମତ ନିଆଯାଉ 🙏🙏🙏🙏🙏🙏

  • @RanajitSahoo
    @RanajitSahoo Před 2 lety +792

    ୨ ଦିନ ହେଲା ଓଡ଼ିଶା ଉଠୁଚି ପଡ଼ୁଚି ଟୁଙ୍ଗୁରୁ ଭୋଳ ଟୁଙ୍ଗୁରୁ ଭୋଳ ହେଇକି Finally ଓଡ଼ିଶା ଭାସ୍କର ତାକୁ ବାହାର କଲା camera ଆଗକୁ ଓଡ଼ିଶା ଭାସ୍କର ହିଁ କେବଳ ଏ କାମ କରି ପାରିବ

  • @kabudas8617
    @kabudas8617 Před 2 lety +5

    ଟୁଙ୍ଗୁରୁ ହେଉଥିଲା ଦିନେ
    ନୁଙ୍ଗୁରୁ ପୁଙ୍ଗୁରୁ
    ଆଜି କେତେ ସତ କେତେ ମିଛ କହୁଛି
    ଜଣା ପଡୁଛି ତୋ ଢଙ୍ଗରୁ...😀😀

  • @krushanpradhan8023
    @krushanpradhan8023 Před 2 lety +20

    କମେଣ୍ଟ ପଢ଼ି ଵାକୁ କିଏ କିଏ ଆସିଛ 😀😄🤣

  • @UnlessPK1878
    @UnlessPK1878 Před 2 lety +103

    ଏ ଟୋକା ମିଛ କହୁଛି ଯେତେବେଳେ ତା ପାଖରୁ ଖସିକି ଆସିଲୁ ସେତେବେଳେ ପୋଲିସ ପାଖରେ ଏଫାୟର ଦେଇପାରିଥାନ୍ତା

  • @sanjucreations9490
    @sanjucreations9490 Před 2 lety +201

    ଓଡିଶା ଭାସ୍କର କୁ ନୋବେଲ ପୁରସ୍କାର ମିଳିବ, ଟୁଙ୍ଗୁରୁ କୁ ଖୋଜି exclusive news ଦେଇଛନ୍ତି, ଓଡ଼ିଶା ଧନ୍ୟ ହେଇଗଲା.

  • @sudhansubarik7544
    @sudhansubarik7544 Před 2 lety +19

    ସବୁ କରିଚି ଟୁଙ୍ଗୁରୁ...😊
    ଏବେ ଆଉ ମିଛ କହିଲେ କଣ ହେବ
    ବାପାର ନା ବଦନାମ 😊😊😊
    ଲୁଚି ଛପି କରୁଥିଲୁ ଏବେ ଧରାପଡ଼ି ଗଲୁ

  • @Vicky-BS18
    @Vicky-BS18 Před 2 lety +11

    ଅଧେ ସତ, ଅଧେ ମିଛ କହୁଛନ୍ତି ଭାଇ ଆମର, କିଛି ତ ଅଛି ଗୋଟେ ନହଲେ ବର୍ଷା Aunty ଏମିତି କାଇଁ ପାଗଳ ପରି ହେଇଥାନ୍ତେ 😂

  • @baabusonaa2047
    @baabusonaa2047 Před 2 lety +314

    ତୁ ନେ ମାରି ଏଣ୍ଟ୍ରି ୟାର ଦିଲ ମେ ବଜି ଘଣ୍ଟି ୟାର ଟୁଙ୍ଗୁରୁ ଟୁଙ୍ଗୁରୁ ଟୁଙ୍ଗୁରୁ 🤣🤣🤣🤣🤣

  • @ajaynaik3413
    @ajaynaik3413 Před 2 lety +78

    ଚର୍ଚ୍ଚିତ ନାଟକ ର ହିରୋ ଟୁଙ୍ଗୁରୁ
    କଣ ହେଲା ଏ ସବୁ ହେ ଭଗବାନ

    • @galpaodia5183
      @galpaodia5183 Před 2 lety

      Tunguru vola ra tungurami.....
      Anusandhan karantu kebe o keun Dina.....
      Kebala o kebala vaskara news re😂

  • @djratha4641
    @djratha4641 Před 2 lety +16

    ପୁଅର 21 ଆଉ ଝିଅର 40 year ଜବରଦସ୍ତ ଯୋଡ଼ି... 👍

  • @user-hb5pq9pf3h
    @user-hb5pq9pf3h Před 2 lety +6

    ଆରେ ଟୁଁଙ୍ଗୁରୁ ମେସିନୀ ଚଳେଇଲା ବେଳକୁ ଚଲେଇବୁ
    ମେସିନୀ ଚଲେଇକି ଛାଡି ଦବୁ 🤣🤣

  • @lucalpodalski2239
    @lucalpodalski2239 Před 2 lety +137

    ଓଡ଼ିଶା ଭାସ୍କର ଗୋଟେ ବଢ଼ୀୟା ବ୍ୟବସାୟ ଆରମ୍ଭ କରିଛି, କାହାର କଉଁ news କିନ୍ତୁ ୟାଙ୍କର କିଏ କାହାକୁ ନେଇ ପଳେଇଲା, କିଏ କାହା ସହ ଶୋଇଲା

  • @RD_Sishir_Malik
    @RD_Sishir_Malik Před 2 lety +139

    ଟୁଙ୍ଗୁରୁ ବାବା କି ଜୟ ହୋ
    ବର୍ଷା କି ଜୟ ହୋ
    ଓଡିଶା ଭାସ୍କର କି ଜୟ ହୋ
    ଜୟ ହୋ...3 ଟାଇମ୍ସ
    🤣🤣🤣🤣🤣🤣

  • @biswajit9265
    @biswajit9265 Před 2 lety +9

    ମୁହଁ କୁ ଦେଖିଲେ ଲାଗୁଛି ଟୁଁଗୁରୁ ଭୋଳ ନିରୀହ ଟା, ଭିତରୁ......
    ଟୋକାଟା ଆମରି କ୍ୟାଟାଗୋରିର ନହେଲେ କହିଥାନ୍ତି😁😁😁

  • @lacchaparatha3276
    @lacchaparatha3276 Před 2 lety +6

    ଆଛା ଭାଇ ଗୋଟେ ଝିଅ ଥାନା ରେ ଅଭିଯୋଗ କଲା ତାକୁ ନ୍ୟାୟ ମଳିବ ଆଉ ଗୋଟେ ପୁଅକୁ ନାହଁ ଅଜବ ଏ ଦୁନିଆ

  • @singerleena566
    @singerleena566 Před 2 lety +104

    Hmm re ପୁଅ ସବୁ କାମ ସରିଗଲା ପରେ ଏବେ ତା ଦୋଷ ଦଉଚୁ।ସେ ତତେ ହଇରାଣ କରୁଛି ନା ତା ସଂସାର ଭଙ୍ଗିଚୁ ଦିନ ଆସିବ ବହୁତ୍ ହଇରାଣ ହବୁ

    • @monalisavlogs3414
      @monalisavlogs3414 Před 2 lety

      You are right

    • @tanmaysahuvlogs5682
      @tanmaysahuvlogs5682 Před 2 lety +8

      Se old lady kan pain ya pachare pagala. Duita chhua thaiki bi..

    • @yosobantabej6550
      @yosobantabej6550 Před 2 lety

      Buago 🦂

    • @barsaranibehera6299
      @barsaranibehera6299 Před 2 lety +15

      ବିବାହିତ ହୋଇ ତମର ଯଦି ଏତେ ଇଚ୍ଛା,ତାହେଲେ ଟୁଙ୍ଗୁରୁର ଭୁଲ୍ ରହିଲା କୋଉଠି।ମଜା କେବଳ ଟୁଙ୍ଗୁରୁ ନେଇଛି ଆଉ ବର୍ଷା ମଜା ପାଇନି 😝😜🤪😋🙏

    • @balaramsethi5864
      @balaramsethi5864 Před 2 lety

      @@barsaranibehera6299 right

  • @bijayabaliarsingh6411
    @bijayabaliarsingh6411 Před 2 lety +53

    ପରକୀୟା ପ୍ରୀତି ର ଶେଷ ପରିଣାମ ମୃତ୍ୟୁ।ଜୟ ଜଗନ୍ନାଥ।

    • @deepakguru2141
      @deepakguru2141 Před 2 lety +1

      ବର୍ଷା କୁ ଏବେ ବାଳୁଙ୍ଗା ଟୋକା ବାହା ହେବ

    • @omkartripathy787
      @omkartripathy787 Před 2 lety

      samaste maribe dine na dine

  • @durgaprasadhota
    @durgaprasadhota Před 2 lety +3

    ଆଜିର ନାଟକ ଟୁଗୁରୁ ଲଭ କଲା ବର୍ଷା କୁ ଆସନ୍ତୁ ଦେଖନ୍ତୁ ଆଉ ବାଦାମ ଖାଈ ଜନ୍ତୁ ହା ହା ହା

  • @sudarsanjayprakash2910
    @sudarsanjayprakash2910 Před 2 lety +3

    ସଳା ହାରାମି ଯେତେବେଳେ ଧରିକି ସୋଇଥିଲୁ ମଜା ନଉଥିଲୁ ହାରାମି ଏବେ କଣ ହେଲା ହାରାମି ମିଛ କହୁଛୁ ସବୁ ତୋର ଦୋଷ ମିଛରେ ସିଏ ଝିଅକୁ ଫସେଇଛୁ ସଳା ତତେ ଜେଲ ହବା ଦରକାର୍

  • @prakashmurmu3810
    @prakashmurmu3810 Před 2 lety +55

    ବରା ଦୋକାନରେ ପ୍ରେମ,, ଯାତ୍ରାରେ ପ୍ରେମ,, auto ରେ ପ୍ରେମ,sala କଣ ହେଲା odisha,,, କି ପ୍ରେମବେ,,,,ଧନ୍ୟ ରେ ମଣିଷ..,, କି ଖେଳ ଖେଳିଲ ତମ ଖେଳ ଦେଖି ସାରା ଓଡିଶା ବାସି ଗର୍ବ ଅନୁଭବ କରୁଅଛୁ,,,, ଜୟ ଜୟ ଟୁଙ୍ଗୁରୁ ଭୋଳ କି.. ଜୟ ଜୟ ମାତାଜୀ ବର୍ଷା ଭାଉଜ କି,,,, ତମ ଶିଷ୍ୟ ହେଇ ଅଧା ଜୀବନ ଜି ବାକୁ ଇଚ୍ଛା ହେଉଛି,,,,,,,,,, 🙏🙏🙏🙏🙏🙏🙏🙏

  • @celebritylive7667
    @celebritylive7667 Před 2 lety +125

    ଆସିଗଲା ଟୁଁଙ୍ଗୁରୁ.....
    ଅଟୋ ରୁ ଆରମ୍ଭ ଖଟ ରେ ଶେଷ
    ଅଟୋ ରେ interview....
    ଆମର ତ ସବୁ ଅଟୋ 😂😂😂😂

    • @akash-bq8jt
      @akash-bq8jt Před 2 lety

      😂😂😂😂

    • @mittuparida9222
      @mittuparida9222 Před 2 lety

      Very nice line

    • @mamatacraft
      @mamatacraft Před 2 lety +3

      ଅଟୋ ତ ନଥିଲେ କିଛି ହବନି ଆଉ😁😁😁😁😁

    • @sritansws
      @sritansws Před 2 lety

      🤣🤣🤣👍

    • @mukundakachhap7329
      @mukundakachhap7329 Před 2 lety +2

      @@mamatacraft ସେମାନେ କରିଲେ ଖେଳ ନିନ୍ଦା ହେଲା ବିଚରା ଅଟୋ କୁ

  • @villagegirl1523
    @villagegirl1523 Před 2 lety +6

    ଭଲ ଟା କେଉଁଠି ପାଇଲ ଅଟୋ ରୁ ଆଉ 😂😂😂😂😂 ହେଇ ରେ tunguruu ତାହେଲେ ଏଇ ଫୋଟୋ ଗୁଡା ସବୁ କଣ ମିଛ 😂😂😂😂😂

  • @DESIPAPA1991
    @DESIPAPA1991 Před 2 lety +4

    ଭାଉଜ ପ୍ରେମୀ ଟୁଙ୍ଗୁରୁ ଭାଇ ର ଦର୍ଶନ ମିଳିଲା। ଟୁଙ୍ଗୁର। " କଣା " ପାଇଁ ବାଇୟା ଏବେ ବୁଦ୍ଧି ଆସିଲା। ସମ୍ପର୍କ ଥିବାରୁ ସେ ତୋ 3 ଟା ଫୋନ ଭାଙ୍ଗିଲା ନହେଲେ ତାର ଏତେ ସାହସ ହେଇ ନଥାନ୍ତା।

  • @mixedentertainment6616
    @mixedentertainment6616 Před 2 lety +37

    ଶଳା କେବଳ ଝିଅ ମାନଙ୍କ ପାଇଁ ଆଇନ୍ କାନୁନ୍ ଅଛି,
    ପୁଅ ମାନଙ୍କ ପାଇଁ କିଛି ନାହିଁ.

  • @khusbu156
    @khusbu156 Před 2 lety +51

    ତମ ଦୁଇଜଣଙ୍କର ଫୋନ୍ କଲ୍ ଓ ମେଡିକାଲ ଟେଷ୍ଟ କରାଯାଉ ତା ପରେ ଜଣା ପଡ଼ିବ ଯେ କାହାର ଦୋଷ ଅଛି।

  • @chittaranjansahu8113
    @chittaranjansahu8113 Před 2 lety

    ଯେତିକି ନୁଙ୍ଗୁଡ୍ଡିଆ ନ୍ୟୁଜ୍ ରେ ନମ୍ବର୍ 1........ ଭାସ୍କର ଚାନେଲ

  • @susantkumarrpradhan8635
    @susantkumarrpradhan8635 Před 2 lety +5

    ୮ ଦିନ କାଳ ଆମ ନିରୀହ ଟୁଙ୍ଗୁରୁ ଭାଇ କୁ ଗାମୁଛା ପିନ୍ଧାଇ କାହିଁକି ଘରେ ରଖିଥିଲା cbi enquiry କରାଯାଉ 🤪🤪🤪🤪

  • @rasmilata8438
    @rasmilata8438 Před 2 lety +337

    ଓଡିଶା ଭାସ୍କର ର ଭଲ ରୋଜଗାର ହେଉଛି!!👍👍

    • @omm2565
      @omm2565 Před 2 lety +2

      Semane para maganare asiki hambudeiba ghare thare kahuna amara emiti heichi dekhiba semane kn heba

    • @OdiaCurrent
      @OdiaCurrent Před 2 lety +1

      @@omm2565 ଠିକ୍ କହିଲ ଭାଇ

    • @manojpradhan9623
      @manojpradhan9623 Před 2 lety +1

      Au kn news mili nu re khali aebholi case thana agore jogiki rohuchonti pora

    • @sarojpanda8334
      @sarojpanda8334 Před 2 lety +1

      ବେହିଆ ଚ୍ୟାନେଲ କୁ ଅଲଣା ରିପୋର୍ଟର ସବୁ, କିଛି କାମ ଧନ୍ଦା ନାହିଁ ତ, ଏଇ ପରି ବାଜେ ଜିନିଷ ସବୁ dekheiki ସମାଜ କୁ ବେଶି ଖରାପ msg ଦେଉଛନ୍ତି ସବୁ bad language ରେ expression ଦେଇ ଓ ପ୍ରଶ୍ନ ପଚାରି

    • @bibhutisahoo7446
      @bibhutisahoo7446 Před 2 lety

      🙏

  • @KhitiSuddha
    @KhitiSuddha Před 2 lety +16

    ଟୁଙ୍ଗୁରୁ ପ୍ରେମରେ କି ରସ ଅଛି ଲୋ
    ମାଇପ ହୋଇଲା ବାଈ,
    ସ୍ୱାମୀ ସୁଖ, ପୁତ୍ର ମମତା ଛାଡିଲା
    ଓଡ଼ିଶା ଦେଖିଲା ତା ଛଇ...!!
    ମରଦ ଭିତରେ ତୁ ଏକା ମରଦ
    ଆରେ ମୋ ଟୁଙ୍ଗୁରୁ ଭାଈ,
    ଏତେ ପ୍ରେମ ଦେଖି ଆମେ ବି ଛାନିଆ
    ଅଶ୍ୱ ଜାତୀୟ କି ତୁହି...!!
    Turu Love କଥା ଶୁଣିଥିଲି କାନେ
    ଆଜି ଦେଖିଲା ନୟନ,
    କି ଭାଗ୍ୟେ ଜନ୍ମିଛୁ କୃଷ୍ଣ କଳା ନେଇ
    ତୋ କିଳାକୁ ମୋ ସମ୍ମାନ...!!

    • @meghanadhembram5510
      @meghanadhembram5510 Před 2 lety +3

      ଲେଖିଲ କବିତା
      ଧାଡିକି ଧାଡି
      ତୁମ କବିତା
      ପଢି ହେଲି ମୁଁ ଖୁସି
      ତମେ ହିଁ ସେଇ
      ପ୍ରେମକବି
      Mr. Barik
      Dil se 🙋‍♂️🙋‍♂️

    • @bapungiri6432
      @bapungiri6432 Před 2 lety +1

      Super bhai

    • @manasibaral4302
      @manasibaral4302 Před 2 lety +1

      Super 👍🤣😀

  • @shivadash
    @shivadash Před 2 lety +4

    Wah 😂bhai. Ek number!! Autobala khela kala 😝😝 taara kundauthila autobala bichara ra dosa kn??? 😘😘😘💋💋💋

  • @anuanusayasamal9661
    @anuanusayasamal9661 Před 2 lety +5

    ଟୁଙ୍ଗୁରୁ ଭାଇ ଖାଲି ଅଟୋ ପାଇଁ call କରନ୍ତି ଆଉ Driver ସହ ଏମିତି କିଏ photo ଉଠାଏ ଖେଳ ସରିଗଲା ମଜା ସରିଗଲା 😆 ଏତେ ଭଲ ସମ୍ପର୍କ ଏମିତି କହୁଚ

    • @ajitsahoomotivational2196
      @ajitsahoomotivational2196 Před 2 lety

      Say lady ra Swami au pila achi kintu pua hauchi bachelor.Janay bachlor pai ye Sabu bada katha nuha kintu say lady ra pura family achi taaparey bi ye Toka ku bhala pauthila.Bhul say lady ra.

  • @Sonalitechodia
    @Sonalitechodia Před 2 lety +70

    ଦୟା କରି ସୁର ସାରଙ୍କ ମତା ମତ ନିଆଯାଉ

  • @badboypabi9250
    @badboypabi9250 Před 2 lety +262

    ଗାଈ ଗୁହାଳରେ ଷଣ୍ଢ ପଶିଥିଲା ଗାଁ ରେ ବସିଲା meeting
    ସବୁ ଦୋଷ ହେଲା ଷଣ୍ଢ ର ହେଲେ ଗାଈ କରିଥିଲା setting😄😄

  • @disadisadas2804
    @disadisadas2804 Před 2 lety +2

    ଟୁଙ୍ଗୁରୁ ତୁ ଖେଳ କରିଦେଲୁ ଶଳା ପ୍ରେମ କରନି ନହେଲେ ଏମିତି ଅବସ୍ଥା ହବ 😭😭😭😭

  • @shyamcharanmurmu2865
    @shyamcharanmurmu2865 Před 2 lety

    ଏ ଭାଇ ଟୁ଼଼ଗୁରୁ ଗୀତ ଵଜାଅ ରେ ଵାଵା

  • @villageindia5072
    @villageindia5072 Před 2 lety +68

    ଏଥର ଆଉ ମୁଁ comment କରୁନି.... ଭାଈ ମାନେ ଯାହା ଲେଖିଛନ୍ତି comments ପଢ଼ି ପଢି ଖାଲି ହସିଲି 😂... ଯାହା ଭାବିଥିଲି 🤔 ଲେଖିବି ବୋଲି ସେଇଟା ବି ଭୂଲି ଗଲି 🙄

  • @prasannabehera2245
    @prasannabehera2245 Před 2 lety +34

    "ଭାଉଜ ଖୋଜୁଛି ଟୁଙ୍ଗୁରୁ ଭୋଳ" ସୁପର ହିଟ ଅପେରାର ୨୦୨୨.

  • @sanatsodiachannel4795
    @sanatsodiachannel4795 Před 2 lety +4

    Tunguru bhola is most talent and most logical tini student and her beloved is talent propfecer in JNV Delihi

  • @bedabyasmeher3277
    @bedabyasmeher3277 Před 2 lety

    ଟୁଂଗୁରୁ ର କଥାକୁ ଛାଡ ଭାଇ ତମ ପାଇଁ କାମ ମିଳିଗଲା

  • @pungitudu9899
    @pungitudu9899 Před 2 lety +24

    ତୁ ତୋ କଲେକ୍ଟର ନା ତୋତେ ବଦନାମ କରିବା ପାଇଁ ତା ଛୁଆ ଛାଡ଼ି ତୋ ପଛରେ ଧାଇଁବା..... ଟୁଙ୍ଗୁରୁ ଭୋଳ ବହୁତ ମିଛ କହୁଛ ତୋତେ ଆଉ ସେ ବର୍ଷା କୁ ମାଡ଼ ଦରକାର....

    • @Anchal-Vlogs
      @Anchal-Vlogs Před 2 lety

      2jananku mada

    • @ranivlog6185
      @ranivlog6185 Před 2 lety

      R8

    • @jhantu413
      @jhantu413 Před 2 lety

      Pungi tudu ଏଠି bechlor ମାନଂକର କିଛି ଭୂଲ ନାହିଁ ସବୁ ବିବାହ କରିଥିବା ଲୋକଂକର ଭୂଲ କ'ଣ ପାଇଁ ଯାଉଥିଲୁ ତୋର ତ ପିଲା ଛୁଆ ଅଛନ୍ତି ସ୍ୱ।ମୀ ଅଛି କି ସ୍ତ୍ରୀ ଅଛି ଧୋକେବାଜ ମାନେ ହିଁ ଏପରି କାମ କରନ୍ତି ନ ହେଲେ ଭଲ ଲୋକ ହେଇ ଥିଲେ କରିବା ତ ଦୂରର କଥା କେବେ life ରେ ବି ଚିନ୍ତା ବି କରି ପାରିବ ନାହିଁ । ପିଲା ଛୁଆ husband ବା wife ସହିତ ଯାହାର କିଛି ଲେନା ଦେନା ନାହିଁ ପରିବାର ଚିନ୍ତା ନାହିଁ ଧୋକେବାଜ ହିଁ ଏପରି କାମ କରେ responsible person କେବେ ନିଜ ସଂସାରକୁ ନିଜ ହାତରେ ଭାଂଗେ ନାହିଁ । ସେ ଜାଣିଛି ତାର ବିବେକ ଅଛି ତା ପାଇଁ ଦୁନିଆ ହେଉଛି ତା'ର ପରିବାର ତେଣୁ ସେ ଧୋକା ଦେବା ଭଳି ଚିନ୍ତା ହିଁ କେବେ ତା ମନକୁ ଆସିବ ନାହିଁ। ଆଉ ନ ହେଲେ ଟୁଙ୍ଗୁରୁ ଆସିବ ଟୁଙ୍ଗୁରି ଆସିବ ଆହୁରି କେତେ ଆସିବେ ଚାହୁଛୁ ଯୋଦି । କେବଳ ଏହି ପିଲା ଟିକେ mistake କଲା ଯଦି ବି ସେ ପଇସାରେ ସବୁ କିଛି ହେଇଛି ଗୋଟେ ଥରକୁ ୫୦୦ ଟଙ୍କା ନଉ ଥିଲା ତ ସବୁ ସମସ୍ୟାର ସମାଧାନ ହେଇ ଯାନ୍ତା ।କାହିଁକି ନା ଏବେ ବେଶ୍ୟାବୃତି ଭି legal ହେଇ ଗଲା ।

  • @herokings9042
    @herokings9042 Před 2 lety +61

    ଏ ସଳା ଟି ଚମଡ଼ା ଚୋର ମୁଁହ ରୁ ଜଣାପଡ଼ୁଛି 😂
    କିଛି କରିନି ଖାଲି ଟିକେ ସେଲ୍ଫି ଉଠେଇଛି 😭😭😭😭🧟😜

    • @Ushasid
      @Ushasid Před 2 lety

      Yes kela heichi jodhi kichi no hue to lady kahiki complete kariba bemuriya tunguru

    • @sayshivahommtr8845
      @sayshivahommtr8845 Před 2 lety

      😀😀😀 Sato Bhai ... Sato... Ahi Mane society re jadi gote nari ku namo deiparibeni... Kahinki kichi sensual enjoyment paen kaha naamo ku kharap kari ziaban barbad karidianti...

    • @sayshivahommtr8845
      @sayshivahommtr8845 Před 2 lety

      Bapa-maa Thai ateh kando... Karuchi ahi.. ta Bapa maa puni Baha debe... Pachari Baapa maa nku kando karunathila kahinki

    • @jhantu413
      @jhantu413 Před 2 lety

      Sex କରିକି ସେ କିଛି ଭୂଲ କରି ନାହିଁ କାରଣ ଏବେ ବେଶ୍ୟାବ୍ରୁତି ଆଉ ପରକିୟା ପ୍ରିତି ଅପରାଧ ନୁହଁ ସେ କ'ଣ ବିବାହ କରିବା ପାଇଁ ଚମଡା ଖାଇଥିଲା କି ଏଠି ଲୋକଂକର କେତେ narrow mide ସବୁ ଦୋଷ ପୁଅ ମୁଣ୍ଡରେ ଯେମିତି କି ଝିଅ ପୁରା ସତିଟା ତାକୁ କେବଳ ରେଫ୍ କରା ଯାଇଛି bechlor ତା ଇଛ୍ଛା ସେ ବାହା ହବ ନ ହବ ତା ଉପରେ depend କରେ ବିବାହିତା ହେଇ ବାହାର କୁ ଆସୁଛି ମାନେ ତାର ଗଲୁ ହେଉ ଥିବ ଇଏ ବି ଗଲୁ ମାରିଲା ୟାର କ'ଣ ଭୂଲ ତାକୁ ବିବାହ ପାଇଁ ବାଧ୍ୟ କରୁଛନ୍ତି ମାନେ ତା ସହିତ ଅନ୍ୟାୟ ହେଉଛି

  • @rdofficial1389
    @rdofficial1389 Před 2 lety +4

    ଏ ବର୍ଷ ରଥ ଯାତ୍ରା ଉପଲକ୍ଷେ ମୁକ୍ତି ଲାଭ କରିବାକୁ ଯାଉଛି ଲଭ ସେକ୍ସ ଏବଂ ଧୋକା ଉପରେ ଆଧାରିତ ସୁପର ହିଟ ଚଳଚ୍ଚିତ୍ର... ଅଟୋ ରୁ ଆରମ୍ଭ ଖଟରେ ଶେଷ ..ଅଭିନେତା- ଟୁଁଗୁରୁ ଏବଂ ଅଭିନେତ୍ରୀ- ବର୍ଷା ,,ପ୍ରଯୋଜକ- ଓଡିଶା ଭାସ୍କର

  • @kahijanilekathasundar
    @kahijanilekathasundar Před 2 lety +15

    ତୁଙ୍ଗୁରୁ ଭାଇ please, ସେ ଘୋଡ଼ା ଗେହୀ କୁ ଜମା ବାହା ହୁଅ ନାହିଁ please 🙏🙏🙏🙏
    ସିଏ ଏମିନ୍ତି ଗାଣ୍ଡୀ ମରଉ

  • @sakuntalamishra5357
    @sakuntalamishra5357 Před 2 lety +95

    ସ୍ୱାମୀ ଘରେ 8 ଦିନ ରଖି ଖାଇବାକୁ ଦେଲାବେଳେ ସ୍ୱାମୀ କିଛି କହନ୍ତି ନି ?

  • @acmsociety7739
    @acmsociety7739 Před 2 lety

    ଏମିତି ମାଇକିଣା ସହ ଏଇଆ ହିଁ ହବାର ଥିଲା ା ଟୁଗୁଂରୁ ଯାହା କଲା ଭଲକଲା ା ଏଇ ମାଇକିଣା ବର୍ତମାନ ମାଳିସାହୀରେ ରହିବ ଯାହା ଜଣାପଡୁଛି ା

  • @RkJena-bp1fi
    @RkJena-bp1fi Před 2 lety +1

    ଗୋଟେ ବିବାହିତ ନାରୀକୁ ପ୍ରେମ କରୁଛି ତାହାର ପୁଣି ନ୍ୟୁଜ କରୁଚ ।। ନ୍ୟୁଜ ଵାଲା ଗୋଟେ ବେପାର କରୁଚ

  • @niranjanpradhan1797
    @niranjanpradhan1797 Před 2 lety +66

    ଜୟ ଭାସ୍କର news...
    8 ଦିନ କାଳ ଟପା ଟପ୍...
    ଏବେ ମନ ବୁଝି ଗଲା ଏ ବର୍ଷର ପ୍ରଥମ ପୁରସ୍କାର mr. Tunguru

  • @jitumangaraj8813
    @jitumangaraj8813 Před 2 lety +126

    ଏଈସଲା ନାଲୁଆଟା କଥାରୁ ଜଣାପଡି ଜାଉଛି

    • @rahulagrawal6851
      @rahulagrawal6851 Před 2 lety +5

      ଭାଈ ସବୁ ପୁଅଙ୍କ ଟିକେ ହେଲେ ନାଳ ଅଂଶ ରୁହେ 🤣🤣

    • @stevenabakash919
      @stevenabakash919 Před 2 lety +2

      @@rahulagrawal6851 noo

    • @parishtuducreation2813
      @parishtuducreation2813 Před 2 lety +4

      Toki Jachile chhadibo kia 😀🤣

    • @sikun5657
      @sikun5657 Před 2 lety

      Toki bi nalei chi a tungur bi naleichi

    • @geeta6372
      @geeta6372 Před 2 lety

      Right katha ru jana paduchhhi kete michhha kahuchhi

  • @prananathpati9976
    @prananathpati9976 Před 2 lety +3

    ୮ ଦିନ ଗାମୁଛା ପିନ୍ଧି କେମିତି ରହିଥିଲା? ଏଇ ୮ ଦିନ ଗାମୁଛା ଖୋଲି ପେଲୁଥିଲା। କଥା ଅଛି ଏଇଠି। ପେଲାପେଲୀ ଜୋରରେ ହୋଇଛି। ସେଥିପାଇଁ ମାଇକିନା ନଛୋଡବନ୍ଧା।

  • @bjentertainment7730
    @bjentertainment7730 Před 2 lety +3

    ଟୁଙ୍ଗୁରୁ ଭାଇ ଆଠ ଦିନ ହେଲା ଲୁଗା ପିନ୍ଧି ରହିଲ କିଛି କରିନ ଫୋଟୋ ଟା ରୁ ସବୁ ଜଣା ପଡୁଛି କହିଲେ କଥା ଖରାପ

  • @sikakalia2234
    @sikakalia2234 Před 2 lety +58

    ଟୁଙ୍ଗୁରୁ ନନା କି ଖେଳ ହୋ.....
    ତୁମ ଚାରି ଖୁରାକୁ ଜୁହାର
    ଏଇ ଶତାବ୍ଦୀର ତୁମେ ପ୍ରେମବୀର
    ସେଲ୍ଫି ନେଲାବେଳେ କି ଲୁକ୍ ତମର
    କି ଶାହାରୁଖ୍ କି ସଲମାନ୍
    ତୁମ ଆଗେ ସବୁ ଫିକା
    ତୁମ ଯୋଗୁଁ ସିନା ଓଡିଶାର ନାଁ
    ଉଠୁଛି ପଡୁଛି ଆକା
    ଜୟ ହୋ ତୁଳାମୂହାଁ କାଙ୍କ

  • @dusmantanayak6183
    @dusmantanayak6183 Před 2 lety +37

    ଓଡିଶା ଭାଷ୍କର ର ଏହି ସାମ୍ବାଦିକ ଭାଇ କୁ ମାନିବାକୁ ପଡିବ.
    ଯେଉଁଠି CBI ଫେଲ, ସେଠାରେ ତୁମେ..... 🤣🤣

  • @bijaysahoo1006
    @bijaysahoo1006 Před 2 lety

    ମୁଁ ରଖିବାକୁ ରେଡ଼ି, କୋଉ ଟୋକିପତି ଝିଅ କିଂବା ମହିଳା ଖୋଜୁଛନ୍ତି କି ନିଜ ରୁଚି ଅନୁସାରେ ସ୍ନେହ ଶ୍ରଦ୍ଧା ପ୍ରେମ ପାଇବା ପାଇଁଁ ଆସ ଆସ ସୁନ୍ଦର ସୁଖର ଯାନ୍ତି ର ମନ ଦିଆ ନିଆ ଆଃ ଆଃ ସୁଖ ଆହାଃ କି ସୁନ୍ଦର, । ସମସ୍ତେ , ଏହାକୁ ପାଇବେ ନାହିଁ ସେଥିପାଇଁ ନିଜର ଭଲମନ୍ଦ ବୁଝିଥାନ୍ତି ଯେଉଁ ମାନେ ସ୍ବର୍ଗ ସୁଖ ଉପଭୋଗ କରିବାକୁ ଯୋଗ୍ୟା ସେହି ଝିଅ ମାନେ, । ଏହା ନିରାଟ ସତ୍ୟ, ଧନ୍ୟବାଦ୍

  • @dusmantanaik2506
    @dusmantanaik2506 Před 2 lety

    ଏ ଦେଖ ...ଦେଖ ...ଦେଖ ଟୁଙ୍ଗୁରୁ ଅଜ୍ଞା ତାଙ୍କର auto ରେ କୁଆଡେ ଫେରାର ହେବାକୁ ବସିଥିଲେ ଓଡ଼ିଶା ଭାସ୍କର ଵାଲା ଙ୍କୁ ଧନ୍ୟବାଦ ଦେବା ଦରକାର ତାଙ୍କୁ କାବୁ କରି interview ନେଉଛନ୍ତି ତାହା ପୁଣି ସେଇ ପ୍ରେମ ବାହନ ଉପରେ ଯୋଉଠି ଆରମ୍ଭ ହେଇଥିଲା *****ଟୁଙ୍ଗୁରୁ ଆଉ ଟୁଙ୍ଗୁରି*** ର ପ୍ରେମ କାହାଣୀ..wow dil ଟା ଫ୍ରେସସେ ହେଇଗଲା ରେ....

  • @rajamishra8526
    @rajamishra8526 Před 2 lety +22

    ଟୁଙ୍ଗୁରୁ ଭାଇ ସତ କହ, ତୁ କିଛି କରିନୁ ଯେ ଖାଲି ଟିକେ ତା ବିଆ ଚାଟିଚୁ । ସତ କହ ସତ ଟୁଙ୍ଗୁରୁ

  • @odishamix7042
    @odishamix7042 Před 2 lety +39

    ଆଜି ର ନାଟକ -- ପ୍ରେମ ତଡକା, "ଅଟୋ ରୁ ଆରମ୍ଭ ଖଟରେ ଶେଷ "

  • @kumarajit8615
    @kumarajit8615 Před 2 lety +2

    ତୁଙ୍ଗୁରା ମଗିହାଁ କହୁଛି ଯେମିତି କିଛି ଜାଣିନି।ଖାଲି ସେଇ ମାଇକିନିଆ ତାକୁ ଗେହୁଁଥିଲା

  • @ranilata1444
    @ranilata1444 Před rokem

    ତଥାପି କିଛି ଦିନ ତୁମେ ବର୍ଷା ସହ ରହି ଉଭୟେ ମଜା ନେଇଥିଲେ ବଢିଆ ହେଇଥାନ୍ତା। You are a novice, and she is a professor in physical relationship. It was in fact a great opportunity to learn many things at zero cost. She is not that bad, good looking.

  • @bhagirathimohapatra3604
    @bhagirathimohapatra3604 Před 2 lety +145

    ଟୁଁଙ୍ଗୁରୁ ତୁ ବାହାନହେଲେ ଭାରି ଖରାପହେବ
    ଭାଉଜ କଣ କରିବ କୁହ ତୁମେ ତାକୁ ପାଗଳ କଲ👰‍♂️👰‍♂️ ଗୋଲାପ ଦେଲ🌹 ରାତିରେ ପାଖରେ ଶୋଇଲ 🫂🫂ଏତେ କଥାପରେ ମନାକରୁଛ❤️❤️❤️
    ବର୍ଷା ଭାଉଜ ପୁରା ଭିଜେଇ ଦେବ 🌧️🌧️🌧️

  • @mrntube3210
    @mrntube3210 Před 2 lety +106

    ଯାହା ହଉ " ଟୁଙ୍ଗୁରୁ ଭୋଳ " ର ଦର୍ଶନ ମିଳିଲା
    ଜୟ ଟୁଙ୍ଗୁରୂ ଜୟ ବର୍ଷା

  • @AllTypesViral
    @AllTypesViral Před 2 lety

    TUNGURU BHAI, U R REALLY SUPREME HERO

  • @tapankumarmuduli7252
    @tapankumarmuduli7252 Před 2 lety +1

    ନାରି କା ମାୟା କୋଇ ନେହି ପାୟା 😂😂😂

  • @mundaribro2.0
    @mundaribro2.0 Před 2 lety +84

    ଓଃ ଭାଇ କି comments ରେ ପଢ଼ି Enjoy କର 😀🙏

  • @user-by2ri4it3r
    @user-by2ri4it3r Před 2 lety +47

    ସେ ଭାଉଜ ଏବେ କଣ କରିବେ ସେ ଏବେ ଭାସ୍କର ଚାନେଲ୍ ଭାଇ ଙ୍କୁ ବାହା ହେବ...

  • @allrounddaringbadiyoutubec8454

    ସେଲ୍ଫି ର ସ୍ମାଇଲ୍ ଦେଖ, ବାଧ୍ୟତାମୂଳକ ରେ ନା ଉଭୟ ଇଛାରେ? ମତେ ମୁହଁ ରୁ ସଫା ଜଣାପଡ଼ୁଛି 🤣🤣🤣

  • @debashissenapati7049
    @debashissenapati7049 Před 2 lety +2

    ବାଜିଲାଣି ଘଣ୍ଟି
    ବୁଡିଲାଣି ବେଳ
    ସଞକୁ ଆସିବ
    ଟୁଙ୍ଗୁରୁ ଭୋଳ

  • @king-do4gr
    @king-do4gr Před 2 lety +62

    ଭାସ୍କର ଏମିତି exclusive ଲେଖୁଛି ଯେମିତି ମାନେ ଗୋଟେ କାଢୁୁଆ କାମ କରିପକେଇଛି କି ମାଓବାଦୀ ଧରିପକେଇଛି🤣🤣🤣🤣

  • @utkalsahoo4508
    @utkalsahoo4508 Před 2 lety +28

    ଟୁଙ୍ଗୁରୁର ଆଉ ଟେଙ୍ଗେଉନି, ବହୁତ ଶିଘ୍ର ଆସୁଛି ୟୂଟୁବ୍ ଚ୍ୟାନେଲ୍‌ରେ,

  • @pkmodia
    @pkmodia Před 2 lety +2

    ଏ ଟୁନ୍ଗୁ ରୁ ଭାଇ ତୋର ଯଦି ଭାଗ୍ୟ ଭଲ ଅଛି ଏ ଦେଶ ଛାଡି ପଳା। ଏ ମାଇକିନା ତୋତେ ରଖେଇ ଦବନି 😁😁😝

  • @bishnupatibehera8025
    @bishnupatibehera8025 Před 2 lety

    ଟୁଙ୍ଗୁରୁ ଏବଂ ବର୍ଷା ଜଉ କାହାଣୀ ଟିକୁ ଘଟାଇଛନ୍ତି ଏ ବଷୟ ରେ ସୁର ଭାଇକୁ କିଛି ପଚାରିବା ଦରକାର all news channel I request you

  • @baabusonaa2047
    @baabusonaa2047 Před 2 lety +316

    ଏ ବର୍ଷର ଅନୁସନ୍ଧାନ ମୂଳକ ନାଟକ ଟୁଙ୍ଗୁରୁ ଆଖିର ଲୁହ 🤣🤣🤣🤣🤣

  • @sanjayrout978
    @sanjayrout978 Před 2 lety +18

    ଟୋକା ଲାଇସେନ୍ସ ବାଲା ଗାଡି ପାଇକି ଖେଳ କରି ଦେଇଛି ଯେ ସେ ତାକୁ ଭୁଲି ପାରୁନି

  • @Lalatkeshari12
    @Lalatkeshari12 Před 2 lety +1

    ଏ ବିଷୟରେ ରାନୀପଣ୍ଡା କଣ କହୁଛନ୍ତି ପଚାରି ବୁଝ।

  • @nature3767
    @nature3767 Před 2 lety

    ଟୁଙ୍ଗରୁ ଭୋଳ ରିପୋର୍ଟର ଭାଇ କୁ ଅଟ ଭଡା ମାଗ

  • @jogesh4943
    @jogesh4943 Před 2 lety +64

    ହୁମାନ୍ ସାଗର ଆଉ ଡେରି କରନି ତୁଙ୍ଗୁରୁ ଗୀତ ହେଇ ଯାଉ😂

  • @cineentertainment6578
    @cineentertainment6578 Před 2 lety +141

    ଯାଛିଲା ଧନ କିଏ ଛାଡେ ଟୁଙ୍ଗୁରୁ କହିଦଉନୁ

  • @birendrasahu7747
    @birendrasahu7747 Před 2 lety

    Best lover tunguru

  • @chiraphatacomedy3343
    @chiraphatacomedy3343 Před 2 lety

    ରା ରା ରା ରା ରା,.............
    ରା ରା ରା ରା ରା ରା ରା 🤤🤤🤤🤤

  • @tiriababu2089
    @tiriababu2089 Před 2 lety +108

    Wow!!!.. ଏବେ hero ର entry ଦେଖିବା..ଆଗକୁ କଣ scene ରହୁଛି 😊😊😊
    ଟୁଁଗୁରୁ ଭୋଳ
    କରିବ ଖେଳ....!

  • @user-vk9ct4mi6c
    @user-vk9ct4mi6c Před 2 lety +18

    ଏହି ବର୍ଷ ର ସୁପର ଡୁପର ଲୋବଷ୍ଟୋରି ନାଟ 2022?
    ଅଟ ରୁ ଆରମ୍ବ ଖଟ ରୁ ଶେଷ. ଭାଇ କୀ ଖେଳ ମୋ ମାନିବାକୁ ହେବ, ଟୁଁଗୁରୁ +ଟୁଁଗୁରି

  • @deepakmallick9591
    @deepakmallick9591 Před 2 lety

    Bharsha bhola ra news sabubele dekha jau bahut hasa laguchhi.

  • @sangramsethi3474
    @sangramsethi3474 Před 2 lety +1

    Congratulations 🎉🎉 Tama Dampatya Jibana SukhaMaya heu

  • @khusbu156
    @khusbu156 Před 2 lety +46

    ଆଉ ଗୋଟେ କଥା ଯେ ସେ ଝିଅ ଯେତେବେଳେ ଫଟୋ ନେଉଥିଲା ତୁ ମନା କଲୁନି ତୁଭିତ ଫଟୋ ନେଉଥିଲା ସମୟରେ ହସୁଛୁ । ସଲା ପେଚା ମାନଙ୍କ