ଠକ ଶିକ୍ଷକ ଜୁର୍ମାନା ଦେବେ, ଦଣ୍ଡ ପାଇବେ କି ? ଦେଖୁନ ଗୋଟେ କଡ଼ା ପଦକ୍ଷେପ

Sdílet
Vložit
  • čas přidán 8. 09. 2024

Komentáře • 32

  • @sureshdas7831
    @sureshdas7831 Před měsícem +4

    ପୁରା ସମ୍ପତ୍ତି ଜବତ କରି 4ଗୁଣ କରି ଦରମା ଅଶୁଳ କରାଯାଉ, ସପୃକ୍ତ ଅଧିକାରୀ ମାନଂକର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯାଉ 🌹🙏🌹

  • @rabindrarathor1013
    @rabindrarathor1013 Před měsícem +2

    ବରଗଡ ଜିଲ୍ଲାରେ ଅତି କମ୍ ରେ ୧୨୦୦ ଜାଲ ଶିକ୍ଷକ ବାହାରିବେ । ୪୦ ଜଣ କେତେ ଟିକେ ଭିତର କେ ଯାଅ ।ବିମଳ ଦାସ ଆଜ୍ଞା ଧନ୍ୟବାଦ୍ ଆପଣ ପ୍ରୟାସ କରୁଛନ ।

    • @rabindrasai6334
      @rabindrasai6334 Před měsícem +1

      ହଜାର ହଜାର ବାହାରିବେ ଜାଲ ମାଷ୍ଟର ସବୁ ବ୍ଲକ ଥି teacher ମାନକର ସାର୍ଟିଫିକେଟ ପୁରା ଯାଞ୍ଚ କରାଯାଉ

    • @rabindrarathor1013
      @rabindrarathor1013 Před měsícem

      ପ୍ରକୃତ ସତ୍ କଥା ଭାଇ।👍

  • @JayantaPradhan-ms7hr
    @JayantaPradhan-ms7hr Před měsícem +3

    ଆଉ ବହୁତ୍ ଅଛନ ଭଲ ସେ ତାଦରକ୍ କରାଯାଉ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ

  • @gourachandradash358
    @gourachandradash358 Před měsícem +3

    ନବୀନ ପଟ୍ଟନାୟକ ୨୫ ବର୍ଷର ଶାସନ ର ଫଳ ଏବେ ଲୋକେ ଜାଣୁଛନ୍ତି।

  • @user-ik8lk9oy5h
    @user-ik8lk9oy5h Před měsícem +3

    Sonepur re Besi achhn check heu

  • @Sangyapradhan-oo9dl
    @Sangyapradhan-oo9dl Před měsícem +1

    odisha sikhya bybastha ku nastha karithiba nakali loknka uper panchayat sthariya lok Adalot basajau.

  • @snehalatarath6659
    @snehalatarath6659 Před měsícem

    STRONG ACTION WITH 1.5 CRORES FINE OR 20 YEARS JAIL HO JAYE 🙏🏻🙏🏻🙏🏻🙏🏻🙏🏻🙏🏻

  • @sahushreyas
    @sahushreyas Před měsícem +1

    ସେମାନଙ୍କୁ କଠୋର ଦଣ୍ଡ ରେ ଦଣ୍ଡିତ କରାଯାଉ

  • @kanhucharanprusty1487
    @kanhucharanprusty1487 Před měsícem +1

    ଜାଲ ସାର୍ଟିଫିକେଟ ରେ ୪୦୦ ରୁ ଉପରେ ଶିକ୍ଷକ କାମ କରୁଛନ , ଜନସାଧାରଣ ନିଜର କମିଟି ଗଠନ କରି ଇ ଜାଲ ସାର୍ଟିଫିକେଟ ଶିକ୍ଷକମାନଙ୍କୁ ଧରିକରି ଦରମା ପଏସା ଅସୁଲ କରବାର କଥା, ଜାଲ ସାର୍ଟିଫିକେଟ ଧର ବାର ଟା ବଡକଥା କି ଟ୍ରିକ ନୁହେଁ ସେ😎😎😎😎🤓🤓😎

  • @user-rq8hf7vi7p
    @user-rq8hf7vi7p Před měsícem +3

    Bargarh re fake teacher bahut achhan

  • @user-uy1rp5ht5m
    @user-uy1rp5ht5m Před měsícem

    ଜେନ ମାନେ ତଦନ୍ତ କରବେ ,ସେମାନେ ପରେ 2ନମ୍ବ୍ରୀ ଅନ

  • @santoshranjanmallick766
    @santoshranjanmallick766 Před měsícem +1

    Odisha re balasore and Bhadrak, mayurbhanj Dist re Near about 20,000 above fake teacher achan

  • @pramandabehera487
    @pramandabehera487 Před měsícem +1

    Arrest karajau

  • @sudamdishri2776
    @sudamdishri2776 Před měsícem +1

    Sabu. Dist. Check. Besi. Sone. Pur. Re. Achan

  • @ramchandrapradhan2641
    @ramchandrapradhan2641 Před měsícem

    ବରଗଡ଼ ସହରର ନାକ ପାଖରେ ଥିବା କେତେକ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହ ବିନା ଷ୍ଟଡି ଲିଫ୍ ନେଇ ଦୁଇ ବର୍ଷର ବି ଇଡି ପାଠ୍ୟକ୍ରମକୁ ମାତ୍ର କେବଳ ମାତ୍ର ଛଅ ମାସ ରୁ ଆଠ ମାସ ମଧ୍ୟରେ ସମାପ୍ତ କରିଛନ୍ତି । ପି ଜିଟି ପାଇଁ ଆବେଦନ ମଧ୍ୟ କରୁଛନ୍ତି । ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ରୁ ସାର୍ଟିଫିକେଟ୍ ହାସଲ କରିଛନ୍ତି । ପ୍ରକୃତରେ ଏହା ଅପରାଧ କି ନୁହେଁ ମୋର ସଂଦେହ ଅଛି ? ଆପଣଙ୍କ ମତାମତ ପ୍ରଦାନ କଲେ ମୁଁ ଉପକୃତ ହେବି

  • @surendrakumarmishra2755
    @surendrakumarmishra2755 Před měsícem +1

    Sabu depart re fake ... Master. Ri. Bank. Police sabu na bharichan samku dharajau

  • @SunaDs-Reaction
    @SunaDs-Reaction Před měsícem

    Mg master manku dekhle raglagsi dada sate ..fir 8thpay au old pension magu thisan nahese strike

  • @lingarajpadhan2593
    @lingarajpadhan2593 Před měsícem

    Upar officer sabu jani e sabu heuchy

  • @jugalsahu6560
    @jugalsahu6560 Před měsícem

    BJD government ra. Jana suna re sabu. Heichhi.

  • @dasarathapadhan8509
    @dasarathapadhan8509 Před měsícem

    A g bana jal danda dieaju sir

  • @PravakarSahoo-hu5lh
    @PravakarSahoo-hu5lh Před měsícem

    Tume sabu bhal lokta ho.... Teacher pachre padichanti baki department sabu thik achi ki.. Jadi dekhucha sabu department check karuna and ... Baki tumar pakhre ki kaam nahi... Sathi pai CZcams re vedio viral karucha j..... Maja asuchi CZcams micha sata kahi pablic ko hairan karucha and CZcams ru paisa kamahuca.... Pahile apni peche dekhna mai kitni sahi hon.....

  • @rahulk934
    @rahulk934 Před měsícem

    Dharajau

  • @pramodkumarmishra6047
    @pramodkumarmishra6047 Před měsícem

    Ghare rahi Kari 2 year ra Bed Kenta Kari kale,tar v investigation hear katha.

  • @sanjaynag3767
    @sanjaynag3767 Před měsícem

    R . V achhan kahake kahemu

  • @snehalatabarik6712
    @snehalatabarik6712 Před měsícem

    Au achan tadanta kale bahar be

  • @ghanashamdhrua9135
    @ghanashamdhrua9135 Před měsícem

    Sikhyak ke nu he sikhya mantiri de ba sabu jaribana galti tar ache public (voter) kahuche