Ravikant Took Care Of Matters In Delhi, DS Kuttey Looked After Party In Odisha| Nirbhay Gumara Katha

Sdílet
Vložit
  • čas přidán 28. 08. 2024
  • Ravikant Took Care Of Matters In Delhi, DS Kuttey Looked After Party In Odisha| Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 410

  • @ashokkumarbhuyan3937
    @ashokkumarbhuyan3937 Před měsícem +69

    ଡ୍ରାମା ବାଜି କରି ଓଡ଼ିଶା ବାସୀ ଙ୍କୁ ୨୫ ବର୍ଷ ବୋକା ବନେଇ କଣ କଣ କରିଛନ୍ତି? ଜାଣି ବହୁତ ଦୁଃଖ ଲାଗୁଛି। ଆପଣଙ୍କୁ ଅଶେଷ ଧନ୍ୟବାଦ୍।

  • @sudhansussahoosudhansussah8106
    @sudhansussahoosudhansussah8106 Před měsícem +36

    ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ଜଣେ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣା କଣ ଓଡ଼ିଆ ଅସ୍ମିତା ପ୍ରତି କୁଠରାଘାତ ନୁହେଁ କି ଓଡ଼ିଆ ମାନେ କଣ ଖାଲି ନିର୍ଯାତନା ସହିବେ ପୂର୍ବ ସରକାର ଓ ଏବେ ର ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଜୟ ଜଗନ୍ନାଥ

    • @tofanswain6161
      @tofanswain6161 Před měsícem +2

      Bhai eii loka ku pachara kebe video baneiba

    • @brajakishorepadhi4022
      @brajakishorepadhi4022 Před měsícem +2

      ଅପେକ୍ଷା କର ୨୫ ବରଷ ଗୋଟେ ମାଗିହା ବୁଢା ମୁଖମନ୍ତ୍ରୀ ହୋଇ ପାଳ ଭୂତ ଭଳି ଥିଲା।

    • @abhisekmohanty6766
      @abhisekmohanty6766 Před měsícem +2

      Ae budha Naveen Patnaik upare news na baneile views asibani thik janichi

    • @user-sk6cm7km1g
      @user-sk6cm7km1g Před měsícem

      ତମଠୁ ନିର୍ବୋଧ ଦୁନିଆଁରେ କେହି ନାହିଁ । ଭଦ୍ର ମୁଖା ତଳେ, ଏତେ କଳା କାରା ନାମା ଥିଲା, କିନ୍ତ ଟଙ୍କା ଖାଇ ମୁହଁ କରିଥିବା ମିଡ଼ିଆ ବାଲା ସର୍ବସାଧାରଣକୁ ସଡ଼କଥା ଦେଖେଇଲେ ତ...😊​@@abhisekmohanty6766

  • @ashokpattanik6945
    @ashokpattanik6945 Před měsícem +20

    ନମସ୍କାର।ମାନ୍ୟବର ରାଜ୍ୟପାଳ ଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀ ଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର କରିବା ବିଷୟରେ ପ୍ରାୟ ବଡ଼ ବଡ଼ ଗଣମାଧ୍ୟମ ସମ୍ପୂର୍ଣ୍ଣ ନିରବ ।।ଆପଣ କିଛି ନିର୍ଭୟରେ କହିବାକୁ ଅନୁରୋଧ କରୁଚି।

    • @rashmiranjan7883
      @rashmiranjan7883 Před měsícem

      Se kahibeni kichhi,karana chanda milibani

    • @sanjibkumardash8966
      @sanjibkumardash8966 Před měsícem

      ଭୟ ଲାଗୁଛି କାଳେ ବି ଜେ ପି ବାଲା ଦାନା ପାଣି ବନ୍ଦ କରି ଦେବ।

  • @rahashyakatha9028
    @rahashyakatha9028 Před měsícem +27

    ଆଉ ରଘୁବରଙ୍କ ପୁଅ ଓଡ଼ିଆ ପୁଅକୁ ମାଡ଼ ମାରିଲେ ଆପଣ ଚୁପ କଣ ପାଇଁ 😂😂😂😂 ଟିକେ ଅସ୍ମିତା କଥା କୁହନ୍ତୁ 😂😂

    • @Manu-nz8gx
      @Manu-nz8gx Před měsícem +1

      ଆମେ ନବୀନ୍ ବାବୁଙ୍କଠାରୁ ଶୁଣିବାକୁ ଅପେକ୍ଷା କରିଛୁ । ଦେଖାଯାଉ କେତେ ଦିନ ପରେ ତାଙ୍କ ଆଲୋଚନା ଆସୁଛି ?

    • @sunitadash478
      @sunitadash478 Před měsícem

      Se bisayare a budha kichi kahibeni BJP chamcha ea

    • @BKEnglishClasses
      @BKEnglishClasses Před měsícem

      ସେକଥା ସିଏ କହିବେନି ଭାଇ, କାରଣ ଇଏ ପରା ଗୋଦି ମିଡ଼ିଆ ର ଜଣେ ଅଂଶ ବିଶେଷ। କେବଳ ପୂର୍ବ ସରକାର କଣ କରିଛନ୍ତି ତାହାରି ବିଷୟରେ ତାଙ୍କର ଗବେଷଣା ଚାଲିଛି, ସେସବୁ ସରୁ ତାପରେ ସେ ଚିନ୍ତା କରିବେ।😂

  • @bhagirathimohanty3511
    @bhagirathimohanty3511 Před měsícem +9

    Sir,Iam a sr. Citizen.I have never seen or heard this type realistic and useful telecaste se on today,with proof.I am conveying My thanks from my heart.I am praying Almighty to shower his divine blessings upon you

  • @rojalinsamal9561
    @rojalinsamal9561 Před měsícem +10

    ମହାଶୟ ଆପଣ ଟିକେ ରାଜ୍ଯପାଳ ରଘୁବର ଦାସଙ୍କ କୁଲନନ୍ଦନ ବିଷୟରେ ମୁହଁଖୋଲି ଓଡ଼ିଆ ଅସ୍ମିତାର ପରିଚୟ ଦିଅନ୍ତୁ।

    • @srisai2566
      @srisai2566 Před měsícem

      Eita nirbhaya chanel nuhe darua chherua chanel 😅😅

  • @trilochanpatnaik6321
    @trilochanpatnaik6321 Před měsícem +31

    ପିତାମ୍ବର ଆଚାର୍ଯ୍ୟ ଉପଯୁକ୍ତ to be AG.

  • @kirtanbehera921
    @kirtanbehera921 Před měsícem +24

    ASoବୈକୁଣ୍ଠ ପ୍ରଧାନ ମାଡ଼ ବିଷୟରେ କାହିଁକି କିଛି କହୁନ ।କୁଆଡ଼େ ଗଲ,ଓଡ଼ିଆ ଅସ୍ମିତା

    • @abhijitbarik2601
      @abhijitbarik2601 Před měsícem

      Right 👍🏼, he should open his voice regarding this matter

  • @sushantpattanayak3907
    @sushantpattanayak3907 Před měsícem +44

    ଆପଣଙ୍କ ପରି ସ୍ୱଦେଶୀ ଏବଂ ନିର୍ଭିକ ବ୍ୟକ୍ତି ମାନଙ୍କ ମାର୍ଗଦର୍ଶନ ମୋହନ ସରକାରଙ୍କୁ ଠିକ ରାସ୍ତାରେ ଯିବା ପାଇଁ ସହାୟକ ହେବ।

    • @pabitmaroy1592
      @pabitmaroy1592 Před měsícem +3

      EA BJD Birodhare video bananti BJP Birodhare nunhe

    • @sumankar6856
      @sumankar6856 Před měsícem

      ​@@pabitmaroy1592sethu bhasigala. Jauta bjd Sala choro dala

    • @pramodkumarsahoo5962
      @pramodkumarsahoo5962 Před měsícem

      Anka birodhare tame video banaa​@@pabitmaroy1592

  • @talentexplore55
    @talentexplore55 Před měsícem +27

    ସମ୍ମାନନୀୟ ସାର ଓଡିଆ ପୁଅ ମାଡ଼ ଖାଇବା ଘଟଣାରେ ମୁହଁ ଖୋଲନ୍ତୁ। ଏଇଟା କଣ ଓଡ଼ିଶାର ଅସ୍ମିତା ପ୍ରତି କୁଠାରାଘାତ ନୁହେଁ କି ଆଜ୍ଞା 😂😂। ଏପରି ଏକ ସମ୍ବେଦନଶୀଳ ଘଟଣା ରେ ଆପଣ ଚୁପ୍ କେମିତି । କିଛି ବାହ୍ୟ ଚାପ ପଡିଛି କି ଆଜ୍ଞା

    • @santoshsahoo6523
      @santoshsahoo6523 Před měsícem +7

      Bhai ye godi media, don't expect this media will expose BJP scam and Issue
      If same issues were done by other party especially BJD or Congress, this media would have telecast the same episode everyday

    • @hardworkneverdies5679
      @hardworkneverdies5679 Před měsícem +2

      ଏଇଟା ଦଲାଲ ଆଉ ଅନ୍ଧ ସାମ୍ୱାଦିକ

    • @manojbiswal58
      @manojbiswal58 Před měsícem

      ​@@hardworkneverdies5679Exactly!

    • @narendranathpanigrahi6247
      @narendranathpanigrahi6247 Před měsícem

      Galua the great.

    • @Manu-nz8gx
      @Manu-nz8gx Před měsícem

      ଦେଖାଯାଉ

  • @adhikaridash7543
    @adhikaridash7543 Před měsícem +5

    AG ପଦବୀ ପାଇଁ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଭାରତୀୟ ଜନତା ପାର୍ଟି ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ମୋର ଆଶା ଓ ବିଶ୍ବାସ । ବିଶ୍ଳେଷଣ ଅତ୍ୟନ୍ତ ସୁନ୍ଦର ଭାବେ ଆପଣ କରିଛନ୍ତି। ଜୟ ଜଗନ୍ନାଥ।

  • @prasannakumarnayak2278
    @prasannakumarnayak2278 Před měsícem +29

    ମୋହନଙ୍କ ସାମ୍ବିଧାନିକ ଜ୍ଞାନ ନାହିଁ ବୋଧେ,AG ନିଯୁକ୍ତି ହୋଇପାରୁନି

    • @brahmanandam7370
      @brahmanandam7370 Před měsícem +3

      Tora besi achhi

    • @hariharaom7482
      @hariharaom7482 Před měsícem

      ଆଜ୍ଞା, AG ନିଯୁକ୍ତି କରିବା ମୋହନ ସରକାରଙ୍କ ହାତରେ ନାହିଁ, ବୋଧହୁଏ ଦିଲ୍ଲୀ ରୁ ଆଦେଶ ଆସିଲେ ଯାହା ଜଣାପଡିବ ।

    • @gyanabratamohanty4219
      @gyanabratamohanty4219 Před měsícem

      ଶୁଣିଲେ ପରା କିପରି ଯେଝା ସ୍ୱାର୍ଥରେ ସବୁ ଲାଗିପଡିଲେଣି | ରାଜ୍ୟ ସ୍ୱାର୍ଥ ଚୂଲିକୁ ଯାଉ 🙏🙏

  • @umakantsethi8909
    @umakantsethi8909 Před měsícem +22

    Sir ବର୍ତମାନ ମୋହନ ସରକାର କାହିଁ ଚିଟଫଣ୍ଡ ଜମାକାରୀ କୁ ନାୟ ଦବା ପାଇଁ କହିଥିଲେ ଏ ପରଜନ୍ତ୍ ତଦନ୍ତ କରୁ ନାହାନ୍ତି ଟିକେ ମନେ ପକାଇ ଦିଅନ୍ତୁ

    • @pritampolei7087
      @pritampolei7087 Před měsícem +2

      Are bhai rahija tike samay de gotie masa heu heu kete kama kaleni se .kete years helani nyaya paina ta tike time dia

    • @swarajkumarbej2824
      @swarajkumarbej2824 Před měsícem +1

      Sabu Ratarati samvaba ki ??

    • @subhransudalai8360
      @subhransudalai8360 Před měsícem +1

      ସାହାରା ପଇସା ଭଳୀ ମିଳିଯିବ, କେବଳ ରାଜନୈତିକ ଉଦ୍ଦେଶ୍ୟ ରେ କିଛି ହଟଚମଟ ହେବ, ଯେମିତି କେଜ୍ରିୱାଲ ଙ୍କୁ କରାଯାଉଛି ସେମିତି ଚାଲିବ ଅଧିକ କିଛି ନୁହେଁ

  • @prabodhamohanty4999
    @prabodhamohanty4999 Před měsícem +6

    ଆପଣ ରାଜ୍ୟପାଳ ପୁଅ ବିଷୟରେ କହିଲେ ଆମେ ଜାଣିବୁ ଯେ ଆପଣ ନିରପେକ୍ଷ

    • @ranjansamal4782
      @ranjansamal4782 Před měsícem

      Rajyapal nka puo katha rajya pal bujhibe tamaku besi ichha suniba ku jadi tahele rajya pala nku pachar se kahibe

  • @prakashkumarjena.babusan.n3760
    @prakashkumarjena.babusan.n3760 Před měsícem +11

    ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର

  • @abhisekmohanty6766
    @abhisekmohanty6766 Před měsícem +6

    ଟିକେ ରାଜ୍ୟପାଳଙ୍କ ପୁଅ ବିଷୟ ରେ ବି ଚର୍ଚ୍ଚା ହଉ ମଉସା 😂😂 ଖାଲି BJD ପଛରେ ପଡ଼ିଲ!

  • @madhusmitadas3142
    @madhusmitadas3142 Před měsícem +7

    Pitambara Acharya will be the right choice for AG.appointment. He can manage all the government cases efficiently with 100% success.

  • @DilipKumar-ds5wd
    @DilipKumar-ds5wd Před měsícem +1

    ବହୁତ ଭଲ ଲାଗୁଚି ଆପଣ ଙ୍କ
    ନିର୍ଭୟ ଗୁମର କଥା ଆପଣ ଙ୍କ ଧର୍ଯ୍ୟ ଓ଼ ସାହସ କୂ... 🙏🙏

  • @Skgbul470
    @Skgbul470 Před měsícem +6

    ନବୀନ ଦାସ୍ ବାବୁ bjp ରାଜ୍ୟ ପାଳ ପୁଅ ବିଶ୍ୟରେ କିଛି ବ୍ୟକ୍ତବ ରଖନ୍ତୁ,
    ରଖିବେ ନାହିଁ ,5ବର୍ଷ ପାଇଁ bjp ର ଠିକା ନେଇ ଛନ୍ତି,

    • @jamunamurmu4427
      @jamunamurmu4427 Před měsícem

      101%right sir

    • @starethepiece431
      @starethepiece431 Před měsícem

      1000 chor ku na dhari janku upre kahinki najar. Gote chor baharile ta gandiki gandiki sabu jibe.

  • @harekrushnamajhi71
    @harekrushnamajhi71 Před měsícem +4

    Advocate general should be appointed immediately.
    Government should take all decisions in Time.

  • @saratmishra7100
    @saratmishra7100 Před měsícem +8

    Jay Jagannath।
    ଖାଲି ବଦଳେଇଦେଲେ ଚଳିବ ନାହିଁ, ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବା ଉଚିତ୍।
    ନଚେତ୍, ଏ ଏକ ପ୍ରହସନ ବୋଲି ଓଡିଶା ରେ ଜନତା ଜନାର୍ଦ୍ଦନ ବୁଝିବେ।

  • @ramsankardas5884
    @ramsankardas5884 Před měsícem +3

    ବରୀଷ୍ଠ ସାମ୍ବାଦିକ ନବୀନ ବାବୁ ଓଡିଶାର ରାଜ୍ୟପାଳ ପୁଅ ASO ଙ୍କୁ ମାଡ ମାରିଥିବା ଘଟଣାରେ ଆପଣ ଚୁପ୍ କାହିଁକି ରାଜ୍ୟପାଳ ପୁଅଙ୍କ ବିରୋଧରେ କହିବାକୁ ଆପଣ ଭୟବିତକି କୁଆଡେ଼ ଗଲା ଓଡ଼ିଆ ଅସ୍ମିତା

  • @user-wj3lf4xi7n
    @user-wj3lf4xi7n Před měsícem +7

    Sj Pitamber Acharjya right man hold A G

  • @ajitkumarpanda6388
    @ajitkumarpanda6388 Před měsícem +4

    ଆପଣଙ୍କ ଆଲୋଚନା ପାଇଁ ଧନ୍ୟବାଦ୍ ।
    ବଡ ଘଟଣା ASO ଙ୍କୁ ମାଡ଼ ମାରିଲେ GOVERNOR ଙ୍କ ପୁଅ ବୋଲି ସମ୍ବାଦ ଆସିଛି, ତା ଉପରେ ଆଲୋଚନା ଟିକିଏ ହେଲେ ଆପଣଙ୍କ ର VIEWERS ମାନେ ସଠିକ୍ କଥା ଜାଣିପାରିବେ,,ଯେହେତୁ ଆପଣଙ୍କ ତର୍ଜମା ର ଦମ୍ ଥାଏ ତ?

  • @laxmidharapanda6086
    @laxmidharapanda6086 Před měsícem +19

    A G ପଦବୀ ପାଇଁ ପିତାମ୍ବର ଆଚାର୍ଯ୍ୟ ସବୁଠୁ ଯୋଗ୍ୟବ୍ୟକ୍ତି ସରକାର ଓ ବିଜେପି ଦଳପାଇଁ !

  • @abhiramsahoo5642
    @abhiramsahoo5642 Před měsícem +2

    AG ନିଯୁକ୍ତି ସରକାରଙ୍କର ପ୍ରଥମ କାମ ହେବା ଉଚିତ,କାରଣ ଆଇନଗତ ସମସ୍ଯା ନିୟନ୍ତ୍ରଣ କରି ସରକାରକୁ ଆଗେଇ ନେବାରେ AGର ଗୁରୁ ଦାୟିତ୍ବ ଥାଏ ! ଜନତାଙ୍କ ମତ, ପୀତାମ୍ବର ଆଚାର୍ଯ୍ଯଙ୍କୁ ନିଯୁକ୍ତି ଦିଆଗଲେ ଦଳ ଓ ସରକାର ଉଭୟ ଦିଗରୁ ସୁବିଧା ହେବ !

  • @anatanayak5275
    @anatanayak5275 Před měsícem +6

    ନବୀନ ଦାଶ ବାବୁ ଆପଣ ସବୁ ଖୋଲି କହୁଛନ୍ତି ହେଲେ ।ସମସ୍ତେ ଭାଇ କିଏ କାହା ବିରୁଦ୍ଧ ରେ ଯିବ ? କାଲି ତାଙ୍କ ପାଳି ସେ ଜଗିବେ ।ତେଣୁ ଦୁଇ ମୁତୁରୀ ଏକା ।କିଏ କାହାକୁ ଧରିବ ବାକାହଁକି ।ଆପଣଙ୍କ ଧନ୍ୟବାଦ

  • @Narmada-s3y
    @Narmada-s3y Před měsícem +9

    ସଦାପ୍ରଭୁ ସମସ୍ତ ତଦନ୍ତକାରୀଂକୁ ସଦ୍ ବୁଦ୍ଧି ଏବଂ ସାହସ ଦିଅନ୍ତୁ😂😂😂

  • @sidharthasankarswain7081
    @sidharthasankarswain7081 Před měsícem

    ଧନ୍ୟବାଦ,ଅତ୍ୟନ୍ତ ଭିତିରି କଥା ,ପରିପ୍ରକାଶ କରିଥିବାରୁ

  • @hotelupasana1576
    @hotelupasana1576 Před měsícem

    Excellent critical analyses..Er.B.C.Praharaj

  • @rashbiharidas1810
    @rashbiharidas1810 Před měsícem

    You are 100 percent right sir

  • @TirtharajPanda
    @TirtharajPanda Před měsícem +1

    Jai Jagannath
    Very Trus analysis
    Proud of U sir for showing mirror to the Government and common people.

  • @kastucharansahu6656
    @kastucharansahu6656 Před měsícem +7

    ତୁରନ୍ତ ପଦକ୍ଷେପ ନିଆଯିବାର ସମୟ ଅତିକ୍ରାନ୍ତ କରନ୍ତୁ ନାହିଁ ମୋହନ ସରକାର।

  • @BishnucharanRay-xy5ox
    @BishnucharanRay-xy5ox Před měsícem +6

    ନବୀନ ସରକାର 25 ବର୍ଷ ସରକାର ରେ ଥୁଲେ ଆହୁରି 50 ବର୍ଷ ଲାଗିବ ତାଙ୍କର କଳା କାରନାମା ଖୋଜିବାକୁ.
    ଏବେ କାର ସରକାର କଣ କଣ କରିବେ ସେ ସବୁ କୁ ଉଚିତ ପରାମର୍ଶ ଦେବା ଉଚିତ.

  • @mnsirmathematics269
    @mnsirmathematics269 Před měsícem

    ଧନ୍ଯବାଦ ଆପଣ କଂ ବିଶ୍ଲେଷଣ ପାଇଁ।

  • @binayakumarsethi6114
    @binayakumarsethi6114 Před měsícem +6

    ଜୟ ଶ୍ରୀ ଜଗନ୍ନାଥ

  • @sukumarrana9091
    @sukumarrana9091 Před měsícem

    Your analysis is absolutely correct

  • @user-um7gb1ol1z
    @user-um7gb1ol1z Před měsícem

    Thank you Sjt.Nabin Das ,Nirbhaya Gumarkatha for your important discussion.Please continue this process.People may realise in late but it will have good impact in society no doubt.
    Ganeswar Rout.

  • @dr.sunilacharya4669
    @dr.sunilacharya4669 Před měsícem

    Best best analysis. many many thanks sir

  • @gyanabratamohanty4219
    @gyanabratamohanty4219 Před měsícem +1

    ପିତାମ୍ବର ଆଚାର୍ଯ୍ୟଙ୍କୁ ଯଥା ଶୀଘ୍ର AG କରାଯିବା ଆବଶ୍ୟକ କାରଣ ତାଙ୍କର BJP ପ୍ରତି ନିଷ୍ଠା ପ୍ରମାଣିତ 🙏🙏👍

  • @umeshchandraswain8578
    @umeshchandraswain8578 Před měsícem +1

    ଜଦି ମୋହନ ସରକାର ବିଜେଡ଼ି ଭଳି କାମ କରେ କଂଗ୍ରେସ ଆଗକୁ ଆସିବା ଥୟ

  • @rabindrakar1284
    @rabindrakar1284 Před měsícem

    Beautiful analysis.

  • @BKEnglishClasses
    @BKEnglishClasses Před měsícem +1

    ସାର୍ ରଘୁବର ଦାସ ଙ୍କ ପୁଅଙ୍କ ଅମାନବୀୟ ଘଟଣା ବିଷୟରେ ଟିକେ କୁହନ୍ତୁ, ନା ସେଥିପାଇଁ ଆପଣଙ୍କ ପାଖରେ ଅନୁମତି ନାହିଁ। ଓଡ଼ିଶାରେ ଏଭଳି ଦୟନୀୟ ଘଟଣା ଲଜ୍ୟାଜନକ ଆଉ ସେ ବିଷୟରେ ଆପଣଙ୍କ ଭଳି ସାମ୍ବାଦିକ ଚୁପ୍ ରହିବା, ମତ ନ ରଖିବା ଆହୁରି ବେଶି ଲଜ୍ୟାଜନକ। ନା ଆପଣ ମାନେ କଣ କହୁଛନ୍ତି 😂

  • @gopalkrushnanayak3570
    @gopalkrushnanayak3570 Před měsícem

    Excellent

  • @basantibalapanigrahi5289
    @basantibalapanigrahi5289 Před měsícem +2

    We thought Pitambar Acharya will be Advocate General
    He is the fitest candidate.

  • @prafullakumar2710
    @prafullakumar2710 Před měsícem

    U r right sir

  • @gaurangadas2630
    @gaurangadas2630 Před měsícem

    I am yet to see a fearless journalist like u sir.

  • @laxmikantarout4508
    @laxmikantarout4508 Před měsícem +1

    Sir ଆପଣ ଟିକେ ରାଜ୍ୟ ପାଳ ପୁଅ ଯୋଉ case କରିଛି ତା ବାବଦ ରେ ଟିକେ ଆଲୋଚନା କରନ୍ତୁ

  • @rabindrarath9474
    @rabindrarath9474 Před měsícem +3

    ପିତାମ୍ବର ବାବୁଙ୍କୁ ନିଯୁକ୍ତି ଦେଲେ ଓଡିଶାର ସ୍ୱାର୍ଥ ସାଧନ ହେବବୋଲି ଆଶାକରେ

  • @SukantaNanda-vw8vt
    @SukantaNanda-vw8vt Před měsícem

    Ati chamatkar❤

  • @KumarJena-dd8oc
    @KumarJena-dd8oc Před měsícem +1

    ଆପଣଙ୍କର ନିରପେକ୍ଷ ଆଲୋଚନା ମାଧ୍ୟମରେ ସମାଜକୁ ଯେଉଁ ଶିକ୍ଷାଦେଉଛନ୍ତି ତାହା ସ୍ୱାଗତ ଯୋଗ୍ୟ ଅନ୍ୟାନ୍ୟ ଗଣମାଧ୍ୟମର ସାମ୍ବାଦିକ ବିଶେଷ କରି ଗ୍ରାମାଞ୍ଚଳରେ କେତେକ ସମ୍ବାଦ ଦାତା ସୁଧିରି ଯିବେ ବୋଲି ଦୃଢ଼ ବିଶ୍ବାସ। ଜୟ୍ ଜଗନ୍ନାଥ।

  • @rabimohanty112
    @rabimohanty112 Před měsícem +13

    ପିତାମ୍ବର ଆଚାର୍ଯ୍ୟ ବିଜେପି sakaar ଙ୍କ ପାଇଁ ମଙ୍ଗଳ କର.

  • @kumari02-m3n
    @kumari02-m3n Před měsícem +3

    ଜୟ ମା ଭଗବତୀ ଜୟ ଜଗନ୍ନାଥ ଜୟ ପଞ୍ଚ ସଖା ଜୟ ଶ୍ରୀରାମ ଜୟ ହନୁମାନ

  • @satyabansarangi7693
    @satyabansarangi7693 Před měsícem +6

    ମୋହନ ଯଦି ନିଷ୍ପତ୍ତି ନେଇପାରୁନହାନ୍ତି, କେନ୍ଦ୍ର ନେତୃତ୍ୱ ଙ୍କ ପରାମର୍ଶ ନିଅନ୍ତୁ କିନ୍ତୁ ବିଳମ୍ବ କଲେ ନେଡି ଗୁଡ଼ କହୁଣି କୁ ବୋହିଯିବ ଆଉ ଜିଭ ପାଇବ ନାହିଁ। ବିପକ୍ଷ ଦଳର ଖଳ ବୁଦ୍ଧି ୟାଙ୍କ ଡ଼ଙ୍ଗା କୁ ବୁଡେଇ ଦେବ।

  • @tilottamasamal2164
    @tilottamasamal2164 Před měsícem

    Definitely decent analysis

  • @smohanty2671
    @smohanty2671 Před měsícem

    Very good topic episode is rightfully placed

  • @hemantakumarmohanty849
    @hemantakumarmohanty849 Před měsícem +1

    ଆପଣଙ୍କ ମତାମତ କୁ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ

  • @santoshdakua6698
    @santoshdakua6698 Před měsícem +4

    ପିତାମ୍ବର ଆଚାଯ୍ୟ ଙ୍କୁ କରାଯାଉ A G

  • @nandakumarjagdila7861
    @nandakumarjagdila7861 Před měsícem

    Good analysis

  • @arunkumarbehera9271
    @arunkumarbehera9271 Před měsícem

    Right

  • @PrasantaKumarSahoo-65
    @PrasantaKumarSahoo-65 Před měsícem +5

    ଆଜ୍ଞା ନମସ୍କାର, ସରକାର ଏଇ ବାବୁମାନଙ୍କୁ ଖାଲି ବଦଳି କରିଦେଉଛନ୍ତି। କିନ୍ତୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ କେବେ.... ଯାହାଦ୍ଵାରା ଏଇଯୋଉ ଅସ୍ମିତା ଅସ୍ମିତା ଚାଲିଛି ..... ସେଇ ଅସ୍ମିତା ର ଅସ୍ମିତା ଟା ରହିଯିବ । ନହେଲେ ଓଡ଼ିଶା ଲୋକେ ଖାଲି ବଦଳି ଦେଖୁ....... ଥିବେ ।

    • @gudli24
      @gudli24 Před měsícem

      Thik kahichhanti agyan, khali asmita asmita heiki kana kharap heigalani...drudha karyanusthan kebe.....

  • @chandipadapanda4707
    @chandipadapanda4707 Před měsícem +1

    ଚବିଶି ବର୍ଷର ଦୁର୍ନୀତିର ଚେର ଓପାଡିବା ଲାଗି ସମୟ ଲାଗିବ,ଆମେ କଣ ଚବିଶି ମାସ ଧୈର୍ଯ୍ୟର ସହିତ ଅପେକ୍ଷା କରି ପାରିବା ନାହିଁ କି ?

  • @Nayak9988
    @Nayak9988 Před měsícem +2

    ବାପା ଲୋ ଭୁଲି ଯାଆ,ED,CBI, ଆଉ କିଛି କରି ପାରିବେ ନାହିଁ 😮
    Power khatam,please do deeply analysis

  • @krushnaprasadmohanty3831
    @krushnaprasadmohanty3831 Před měsícem

    ଶତ ଧନ୍ୟବାଦ - ନବୀନ ଦାସ ବାବୁ ...

  • @sairamsatapathy8539
    @sairamsatapathy8539 Před měsícem

    So informative and bitter truth of Navin Government. This government will no be able to rule perfectly.

  • @rastradepkedar4851
    @rastradepkedar4851 Před měsícem

    Thanks

  • @binodsahoo3374
    @binodsahoo3374 Před měsícem

    Amazing Narrative

  • @Tukunu7248
    @Tukunu7248 Před měsícem

    Mu Naveen Das, NIRVAYA RE , your stile of presenting is quite amazing & unique ❤

  • @bapimishra-sv4oz
    @bapimishra-sv4oz Před měsícem

    Jai jagannath 🙏

  • @BHARATSAGAROFFICIAL
    @BHARATSAGAROFFICIAL Před měsícem +4

    Absolutely right Sir

  • @bijoykumarnayakcongratulat5733

    ଗତ କାଲି ର comments technical problem ଯୋଗୁ ପାଇ ନାହାଁନ୍ତି ବୋଲି ଜାଣିଲୁ।ଆପଣଙ୍କ ଆଜି ର କୁଟ୍ଟେ ଓ ରତିକାନ୍ତ କ ବିଷୟ ର ବିଶ୍ଳେଷଣ ବହୁତ ଭଲ ଲାଗିଲା।ସରକାର ଯଦି ସାବଧାନ ଓ କଠୋର ନିଷ୍ପତି ନ ନେବେ ଆଗକୁ ଅସୁବିଧାର ସମ୍ମୁଖିନ ନିଶ୍ଚିତ ହେବେ।

  • @krushnamohanprusty2728
    @krushnamohanprusty2728 Před měsícem +1

    ନବୀନ ବାବୁଙ୍କ ଶାସନ କାଳର କଳଙ୍କିତ ଅଧ୍ୟାୟ ଖୋଲି ଥିବାରୁ ଆପଣଙ୍କୁ ଧନ୍ୟବାଦ।❤
    କୋଇଲା ଆବଣ୍ଟନ କେଶ୍ ର ସିବିଆଇ ତଦନ୍ତ ଭୟରେ ନବୀନ ବାବୁ ବୋଧହୁଏ ଆଇ ପି ଏସ୍ ଗୋଷ୍ଠୀ କବଳରେ ରହିଥିଲେ । ତାହାହିଁ ତାଙ୍କର ଦୁର୍ଗତିର ପ୍ରମୁଖ କାରଣ ?🎉

  • @rajanikantachoudhury2343
    @rajanikantachoudhury2343 Před měsícem +3

    ସାର ନମସ୍କାର ଆପଣ ଯେଉଁ ବୁଢିଆଣୀ ଜାଲ କଥା କହୁଛନ୍ତି ନବୀନବାବୁ କେତେ ସ୍ଵଚ୍ଚ ଏହା ବିଜେଡି ଲୋକେ ଜାଣି ମଧ୍ୟ ଅନ୍ଧ ତଥା ଫୁଟାଣି ଯାଉନି ଧୀକ.

  • @NiteiPal
    @NiteiPal Před měsícem

    ଜିଲ୍ଲା ଓ JMFC ସ୍ତରରେ ମଧ୍ଯ ସମଦଶା ଚାଲିଛି । ଯାହା ସିଧାସଳଖ ଜିଲ୍ଲାପରିଷଦ ନିର୍ବାଚନ ରେ ପ୍ରତିଫଳନ ହେବ । ସରକାର ଯତ୍ନବାନ ହେବା ଉଚିତ

  • @mishrabisudhananda3551
    @mishrabisudhananda3551 Před měsícem +2

    ନିର୍ମଳ ଭାବମୂର୍ତ୍ତି, ସଫେଦ୍ ପୋଷାକ,ମୁହଁରେ ହସ,ଅଳ୍ପ ଓମିଷ୍ଟ ଭାଷୀ ମାତ୍ର ହୃଦରେର ହଳାହଳ,ଦୁଃଖିନୀ ଓଡ଼ିଶାର ସମ୍ପତି ଲୁଟ କଲାବାଲା।ମୂର୍ଖ ଓଡ଼ିଆ 24 ବର୍ଷ ଧରି ଶାସନ ର ଏକାଧିପତି କରି ନିଜ ଲୋକ ଓ ପ୍ରଦେଶ ର କୁ କ୍ଷତି କରିଛନ୍ତି ଆଗକୁ ଜାଣିବେ।

  • @bamadebajena5968
    @bamadebajena5968 Před 2 dny

    Jayshreeram

  • @sukumarrana9091
    @sukumarrana9091 Před měsícem

    Pitambar Acharya should be the next A G of Odisha.

  • @rabinarayansahoo2237
    @rabinarayansahoo2237 Před měsícem

    ଆପଣଙ୍କର ଏ ଆଲୋଚନା ମୂଖ୍ୟମନ୍ତ୍ରୀଙ୍କ କାନରେ ବାଜୁଛି ତ!

  • @AshokPanda-qt4qn
    @AshokPanda-qt4qn Před měsícem

    Ame Nispati Apekhyare.Jai Maa Bharati 🙏

  • @sushildash1265
    @sushildash1265 Před měsícem

    ଅତି ସୁନ୍ଦର ଶୈଳୀରେ ସତ୍ୟର ଉନ୍ମୋଚନ ଆପଣ ସବୁଥର ଭଳି ଆଜିବି କରିଛନ୍ତି,ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧ୍ନ୍ୟାବାଦ ଏବଂ ହୃଦୟରୁ ଶୁଭେଚ୍ଛା ଜଣାଉଛି।କିନ୍ତୁ ଆଜିର ଉପସ୍ଥାପନା ରେ ଦିଲ୍ଲୀ ସ୍ଥିତ ଆବାସିକ ଆୟୁକ୍ତ ମାନଙ୍କ ଭିତରେ ଯେଉଁ ତୁହିନିକାନ୍ତ ପାଢ଼ୀ ଙ୍କ ନାମ କହିଲେ ତାହା ବୋଧେ ତୁହିନିକାନ୍ତ ପାଣ୍ଡେ ହେବ କାରଣ ମୋର ଜାଣିବାରେ ତୁହିନିକାନ୍ତ ପାଢ଼ୀ ବୋଲି କେହି IAS ଓଡ଼ିଶା କାଡ଼ର୍ ରେ ନଥିଲେ।ଅତଏବ ଭୁଲରେ ବୋଧେ ପାଣ୍ଡେ ଜାଗାରେ ପାଢ଼ୀ ବୋଲି କହିଦେଇଛନ୍ତି ବୋଲି ମୋର କେବଳ ଅନୁମାନ ଆଜ୍ଞା।ଆଉ AG ନିଯୁକ୍ତି ବାବଦରେ କେବଳ ଏତିକି ନିଶ୍ଚିତ କୁହାଯାଇ ପାରିବଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯଦି ନିଜସ୍ଵ ନିଷ୍ପତି ନେବାରେ ଦଳୀୟ କିମ୍ବା ପାରିପାର୍ଶ୍ବିକ ଚାପର ବଶବର୍ତ୍ତୀ ହୁଅନ୍ତି ତେବେ ଏହା ରାଜ୍ୟର ସ୍ୱାର୍ଥ ପାଇଁ କିମ୍ବା ତାଙ୍କ ଦଳର ଭବିଷ୍ୟତ ସ୍ୱାର୍ଥପାଉଁ କେବେବି ଶୁଭଙ୍କର ହେବନାହିଁ ଏବଂ ସେ ନିଜେ ଜଣେ ଅସହାୟ ମୁଖ୍ୟମନ୍ତ୍ରୀ ବୋଲି ଲୋକେ କହିବାକୁ ବେଶୀ ସମୟ ଲାଗିବନି।

  • @Narmada-s3y
    @Narmada-s3y Před měsícem +5

    Dismissed all corrupted immediately😮😮😮

  • @sudeepkumardian1548
    @sudeepkumardian1548 Před měsícem +1

    ଆପଣ ଟିକେ ଧୈର୍ଯ୍ୟବାନ ହୁଅନ୍ତୁ. ଏହା ଏକ ଜାତୀୟ ଦଳର ସରକାର. ଏହା ଆଞ୍ଚଳିକ ଦଳର ସରକାର ନୁହଁ. ଆପଣ CM ହେଇଥିଲେ ମଧ୍ୟ ଏଇଭଳି ସମସ୍ୟାରେ ପଡିଥାନ୍ତେ

  • @padarbindasamal4365
    @padarbindasamal4365 Před měsícem

    Oho our state is a World Class state for that only

  • @santoshbiswal6256
    @santoshbiswal6256 Před měsícem +2

    Sir pranam
    Your judgement is ful of correct.mohan sarkar thick padakhyap niantu. Pandian ama odisha ku kan nakala.

  • @prananathpati9976
    @prananathpati9976 Před měsícem +1

    ହଇରେ ବିଜେପି ବାଲା ତମ ଆଖି କଣ ଫୁଟି ଯାଇଛି। ମୋହନ ମାଝି କଣ ଅନ୍ଧ? ପାଖରେ ପିତାମ୍ବର ଆଚାର୍ଯ୍ୟ ଭଳି ଅତି ସୁଦକ୍ଷ ଯୋଗ୍ୟ ବ୍ୟକ୍ତି ଥାଇ ଏଣେ ତେଣେ କଣ ଖୋଜୁଛ? ତାଙ୍କୁ ତୁରନ୍ତ AG କର।

  • @amiyabhusanmohanty9737
    @amiyabhusanmohanty9737 Před měsícem

    ମାସେ ପରେ ମଧ୍ୟ AG ନିଯୁକ୍ତ ହୋଇ ପାରୁ ନଥିବା ବେଳେ ଖାଲି #ଗାଲୁଆଙ୍କ_ବାରବାଟୀ_ଚାଷ ଚାଲିଛି ! କଠଗଡାରେ #ଓଡ଼ିଆ_ଅସ୍ମିତା

  • @simantinijena959
    @simantinijena959 Před měsícem +1

    ମୋହନ ସରକାର କିଛି ଦ୍ୱନ୍ଦ୍ୱ ରେ ନାହାନ୍ତି... ଅଳିହା ଲୋକଙ୍କୁ AG କରିବେ, ବୋଲି କିଛି ପ୍ରଭା୍ବଶାଳୀ ବ୍ୟକ୍ତି ଜିଦି ଧରିଛନ୍ତି ବୋଲି ଶୁଣିବାକୁ ମିଳୁଛି... ଯେଉଁ ବ୍ୟକ୍ତି ଖୁବ ଜିଦି ଧରିଛନ୍ତି ସେ ବ୍ୟକ୍ତିଙ୍କୁ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ରେ ଓକିଲ ମାନେ ଓକିଲ କମ ଦଲାଲି ଅଧିକ ବୋଲି କୁହନ୍ତି.. କେତେ ସତ କେତେ ମିଛ ସେଇ ନାରାୟଣ କୁ ଜଣା 🙏🏻

  • @ganeswarnayak7161
    @ganeswarnayak7161 Před měsícem

    ଧନ୍ୟ ବାଦ ସାର୍ 🙏🏻🙏🙏🏻🙏🙏🙏🙏🏻🙏,
    ଗୁରୁତ୍ୟପୂର୍ଣ୍ଣ ତଥ୍ୟ ପ୍ରଦାନ କରି ମୋହନ ସରକାର ଙ୍କ
    ଆଖି ଖୋଲି ଥିବାରୁ ପୁଣି ଅଶେଷ ଧନ୍ୟବାଦ। ଅପେକ୍ଷା କରିବା ଏଵଂ ଦେଖିବା ମୋହନ ସରକାର, କଣ ପଦ ଖେପ ଗ୍ରହଣ କରୁ ଛନ୍ତି ।

  • @dukhishyampaik8718
    @dukhishyampaik8718 Před měsícem

    absoulatly right sir.

  • @pkmishra6256
    @pkmishra6256 Před měsícem

    ଆପଣଙ୍କ ରାଜନୈତିକ ବିସ୍ଲେସଣ /ଅନୁମାନ 100% ସତ୍ୟ ଓ ସଠିକ ଅଟେ. ପୁଣି ସେହି ତଥାକଥିତ ବୁରକ୍ରାକଟଙ୍କ ଚକ୍ରାନ୍ତ ସଫଳ ହେବାକୁ ଯାଉନାହିଁତ? ଦୃଢ଼ ନିଷ୍ପତି ନେବାକୁ ସରକାରଙ୍କୁ ଅନୁରୋଧ. ଆପଣଙ୍କ ତଥ୍ୟ ଓ ଆବୁମାନ ଠିକ. 🙏🏾🙏🏾🙏🏾🙏🏾

  • @ajitmohanty4777
    @ajitmohanty4777 Před měsícem

    ଆଡ଼ଭୋକେଟ ଜେନେରାଲ appoint ନହେଲେ କୌଣସି ଏକ ଘଟଣା ଘଟିଲେ ତରବରିଆ ଭାବେ ନିଷ୍ପତି ନେବାକୁ ବାଧ୍ୟ ହେବେ .

  • @arunbiswal96
    @arunbiswal96 Před měsícem +1

    Pitambar justifies the post of A.G from many angles.Why doubt is hung as a cloud and decision fails to shine so long? C.M less looks at Delhi, the better for the state rule.

  • @bulusethy9220
    @bulusethy9220 Před měsícem

    ❤❤❤❤❤

  • @pradiptasahoo3488
    @pradiptasahoo3488 Před měsícem

    ମୋହନ ସରକାର ଙ୍କୁ କେବଳ ଜଗନ୍ନାଥ ଭରସା।

  • @brajakisoremohanty3723
    @brajakisoremohanty3723 Před měsícem

  • @prananathpati9976
    @prananathpati9976 Před měsícem +2

    ମୋହନ ମାଝି ଜଣେ ମଳିମୁଣ୍ଡିଆ ଲୋକ। ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେବାର ନଥିଲା। ନରେନ୍ଦ୍ର ମୋଦି ଓଡ଼ିଶା ସହ ବିଶ୍ବାସଘାତକତା କଲେ। ଦକ୍ଷ ଲୋକ ଥିବା ସତ୍ତ୍ୱେ ଜଣେ କାମ ଜାଣି ନଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିଦେଲେ। ଧିକ୍ ମୋଦି।

    • @RanjanBehera-ge1kf
      @RanjanBehera-ge1kf Před měsícem +1

      Jayanarayan Mishra nku Mohan Majhi Home Department Dauni Kahinki.....?🎉🎉🎉

  • @MituSethi-ki8fm
    @MituSethi-ki8fm Před měsícem

    Jay Jagannathan Swami

  • @basantaprusty827
    @basantaprusty827 Před měsícem

    Jay shriam

  • @pratapchandrasamal2396
    @pratapchandrasamal2396 Před měsícem +1

    ଆପଣଙ୍କ ଯୁକ୍ତି ଠିକ୍, ରାଜନୈତିକ ଦୃଷ୍ଟି ଦୃଷ୍ଟିରୁ। ସେହି ଭଳି ଦେଖିବାକୁ ଗଲେ ଅନେକ ବିଚାରପତି ଏବେ ପଦ ତ୍ୟାଗ କରି ବା ଅବସର ପରେ ବିଜେପି ରେ ଯୋଗ ଦେଇଛନ୍ତି । ତା ମାନେ ଆମେ କଣ ଏଇୟା ଭାବିବୁକି ବିଜେପି ବିଚାର ଧାରାର ବିଚାରପତି ମାନେ ବିଜେପି ସପକ୍ଷରେ କାମ କରୁଥିଲେ। ଆପଣ କହିଲେ CBI କୁ ମ୍ୟାନେଜ୍ କରିବା ପାଇଁ ରବିକାନ୍ତଙ୍କୁ ବ୍ୟବହାର କରା ଯାଇଥିଲା। ତା ମାନେ CBI କୁ ମଧ୍ୟ ମାନେଜ୍ କରିହୁଏ, ଯାହେଉ ଅପ୍ରିୟ ସତ୍ୟ କଥା ଟିଏ କହି ପାରିଲେ ଧନ୍ୟବାଦ।

  • @ashoksamal7683
    @ashoksamal7683 Před měsícem

    ସିଏ କଣ ଜାଣିଛନ୍ତି କି ରାଜ୍ୟ ପାଳ ପୁଅ ବିଷୟରେ,ସେବିଷଏରେ