Manu Bhaker Wins Bronze // CUET UG 2024 Results Out
Vložit
- čas přidán 7. 09. 2024
- Manu Bhaker made history by securing a bronze medal in the women’s 10m air pistol event at the Paris Olympics on Sunday, July 28. At 22, the shooter from Haryana became the first Indian woman to earn an Olympic medal in this category. This achievement came at the Chateauroux Shooting Centre, marking a triumphant return three years after several disappointments in Tokyo. Bhaker’s remarkable performance has not only fulfilled her personal dreams but also brought immense pride to the nation.
The National Testing Agency (NTA) has released the results for the Common University Entrance Test (CUET)-UG 2024. Initially scheduled for June 30, the announcement was postponed due to concerns about paper leaks affecting major exams such as NEET-UG, UGC-NET, and CSIR-UGC-NET. The results come after the final answer keys were published earlier this week, with their release taking place on Thursday.
WhatsApp Channel Link: www.whatsapp.c...
About
Welcome to our CZcams channel, where we bring you the latest and most important news/current affairs from around the world. We provide acurated list of the top 30 news stories of the day every morning at 3:45am, so you can stay informed and up-to-date on what’s happening around you.
Our team of experienced journalists work tirelessly to gather and verify the news, and present it to you in a concise and easy to understand format. We cover a wide range of topics, including politics, business, technology, entertainment an sports, among other.
Our mission is to provide reliable and unbiased news to our viewers, and to empower them with the knowledge they need to make informed decisions.
Thank you for visiting our channel, and we hope you will join us every day at 3:45am for your daily dose of news.
ଭିଡିଓ ଆରମ୍ଭ ରେ ଦେଇଥିବା ଟିଉନିଂଗ୍ ବହୁତ ସାଉଣ୍ଡ ହେଉଛି ତାକୁ କମେଇ ଦିଅନ୍ତୁ ଅନ୍ଯଥା ଘଁ ଘଁ ଶବ୍ଦ ବିରକ୍ତ ଲାଗୁଛି
ଫାଷ୍ଟ ଭିଉ ଶୁଭ ସକାଳ ପ୍ରିୟ ଦର୍ଶକ ବନ୍ଧୁ, ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଜୟ ଜଗନ୍ନାଥ ଜୟ ମା ତାରିଣୀ ବନ୍ଦେ ଉତ୍କଳଜନନୀ ଜୟ ହିନ୍ଦ, ଭାରତ ମାତାକି ଜୟ 🧿❗🧿🕉️🚩🇮🇳🙏🙏🙏🌹
Jay jaganath
ଜୟ ଗୁରୁ ଦାଦା ଆପଣ ଙ୍କର ପ୍ରତି ମୁହୂର୍ତ୍ତ ଠାକୁର ଙ୍କ ପାଇଁ ହେଉ@@jayashankarbhoi1379
Q3😢😢😮😢😂😂@@jayashankarbhoi1379
Odiya is our odisha language, so it is must need for every odiya of odisha, it is our right power, no objection about it, so many thanks to our c, m,,
ଆପଣ ଏହାକୁ ଓଡ଼ିଆରେ ଲେଖିବା ଶିଖନ୍ତୁ
😂😂😅
Jay shree Ram Jay Jagannath 🌄🌄🌄🌄🌄🌄🌄🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏👌👌👌👌
ଶୁଭ ସକାଳ ମହାଶୟ ଖବର ଭଲ ଲାଗିଲା ଧନ୍ୟ ବାଦ ❤ ପି ଆର୍ ଏମ୍ ❤
ଜୟ ଜଗନ୍ନାଥ ସୁପ୍ରଭାତ. ଭାରତ ମାତା କି ଜୟ
Very informative bulletin
ସୁପ୍ରଭାତ ! ଜୟ ଜଗନ୍ନାଥ l
ଓଡ଼ିଆ ରାଜ୍ୟରେ ଓଡ଼ିଆ ଭାଷା ନିତାନ୍ତ ଜରୁରୀ, ଏହା ସ୍ୱାଗତ ଯୋଗ୍ୟ
🪖🪖🪖 ଜୟ ହିନ 🇮🇳🇮🇳🇮🇳 ଜୟ ଭାରତ 🪔🪔🪔 ଜୟ ଶ୍ରୀ ରାମ 🙏🙏🙏 ଜୟ ଜଗନ୍ନାଥ 🚩🚩🚩
ଜୟ ଜଗନ୍ନାଥ ସାର୍ ଶୁଭ ସକାଳ 🙏
ବନ୍ଦେ ମାତରଂ ସୁବାସ
ଚନ୍ଦ୍ର ବୋଷ
ଓଡ଼ିଆ ଭାଷା ସମସ୍ତ ସରକାରୀ ବେସରକାରୀ ଲେଖା ଯାଉ❤❤❤❤
ଓଡ଼ିଶା ରେ ଓଡ଼ିଆ ଭାଷା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ ହେଲେ ପୂର୍ବରୁ ମଧ୍ୟ ପ୍ରୟାସ ହୋଇ ସଫଳ ହୋଇପାରିନି। ଆଶା ଏଥର ସଫଳ ହେବ।
Good morning odisha 🙏
ମୋହନ ସରକାର ବିକ୍ରି ହୁଇଗଲେ.
ମୋହନ sir ଙ୍କୁ Odisha ର ବେରୋଜଗାର ପିଲାମାନଙ୍କ କଥା ଚିନ୍ତା ନାହିଁ.
Central goverment ର Agniveer Scheme ଉପରେ ବହୁତ ଚିନ୍ତା.
Agniveer ର 4 ବର୍ଷ plan କୁ BJD ସରକାର ଏଣ୍ଟ୍ରି ଦେଉନଥିଲେ. କହୁଥିଲେ ARMY କୁ PARMANENT କରାଯାଉ.
କିନ୍ତୁ ମୋହନ ସରକାର ODISHA ର ବେରୋଜଗାର ପିଲାଙ୍କ ପାଇଁ
ଖାଲିଥିବା SI, OSAP, IRB, PMT DRIVER, EXCISE CONSTABLE Vacancy ଦିଅନ୍ତୁ..
Good morning Jay jagannath prabhu Jay shree Ram
Well played
Jay Jagannath 🙏 subha sakala 👍👍👍👍
JAY HIND JAY JAWAN JAY KISAN
Jai jagannath Swami Jay Hind fauj sar Jai Jawan Jay Bharat Mata Jay Modi ji Jai maa Durga good morning sar ❤❤❤❤❤
ଜୟ ଜଗନ୍ନାଥ ଜୟ ହିନ୍ଦ
Good news. Thank you Sir.
ଓଡ଼ିଆ ଭାଷା ରେ ହେଲେ ବହୁତ ଭଲ ହେବ
JAI JAGANNATH. SUPRABHATAM.
Good morning odisha news Bande maa taram subha sakakalar subhakhabar 2024 Jay jagannath Swami Nayana patha gami bhaba tume 🙏🙏🙏🙏🚩🚩🚩🚩👍👍👍👍🇮🇳🇮🇳🇮🇳💯💯💯🌹🌹🌹🌅🌅🌄🌄❤️❤️❤️🌺🌺
All documents cannot be maintained in Odia only,it should be maintained in English also.
ଓଡିଆ ଭାଷା ସରକାରୀ କାର୍ଯ୍ୟକ୍ରମ ହେଲେ ଓଡ଼ିଶା ର ଲୋକମାନଙ୍କୁ ଓଡିଆ ଭାଷା ପ୍ରତି ଆକୃଷ୍ଟ ହେବ
Good morning sir Good news Bande Maa taram Jay Bharat Mata Jay Jagannath
Jay Jagannath 🙏🙏
Jay Shree jagannath ok thanks
ସରକାରୀ ନଥିପତ୍ର ଓଡ଼ିଆ ଭାଷାରେ ପରିବର୍ତନ ହବା ସ୍ୱାଗତ ଯୋଗ୍ୟ, ତାହା ସହିତ ନ୍ୟାୟାଳୟରେ ନଥି ପତ୍ର ମଧ୍ୟ ଓଡ଼ିଆ ହେଉ, ଇଂରାଜୀ ଭାଷାରେ କୌଣସି ଦରଖାସ୍ତ ଗ୍ରହଣ କରାନଯାଉ I ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଓଡ଼ିଆ ଭାଷାରେ କାର୍ଯ୍ୟ କରାଯାଉ I
ଓଡ଼ିଆ ଭାଷାରେ ସବୁ ସରକାରୀ ନଥିପତ୍ର ପ୍ରସ୍ତୁତ କରାଯିବା ନିଶ୍ଚିତ ଭାବେ ଆମ ମାତୃଭାଷାର ଉନ୍ନତି ଓ ପ୍ରସାର କରିପାରିବ।ଆଉ ନିଜକୁ ଶିକ୍ଷିତ ବୋଲାଉଥିବା ଇଂଲିଶ ପ୍ରେମୀ ମାନଙ୍କୁ ଚିଟ ଶିକ୍ଷା ମିଳିବ।
Good morning odisha news vandematram
Jay jaganath🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ଓଡ଼ିଆ ମାଧ୍ୟମ ରେ ସମସ୍ତ କାର୍ଯ୍ୟ କରିବା ପାଇଂ ସମସ୍ତ ପ୍ରଶାସନିକ ବିଭାଗ ଏବଂ ଉପ ବିଭାଗ ମାନକୁ ଏହା ପାଇଁ ଉପଯୁକ୍ତ ଓ ସରଳ ସଫ୍ଟୱେର ଏପ ପ୍ରସ୍ତୁତ କରିବାକୁ ପଡିବ। ଏହା ନହେଲେ ଏଇ କାର୍ଯ୍ୟକ୍ରମର ସଫଳତା ସମ୍ଭବ ହୋଇ ପାରିବ ନାହିଂ।
ଜୟ ଜଗନ୍ନାଥ
Good morning sir
Good morning 🌄 sir
Jay Jagannath 💐🙏🏻💐
Good morning sir Jay jagannath
🙏🙏 Good evening sir 🙏🙏 Jay jagannath 🙏🙏
Jay jagannath 🙏
Good morning Sir Jai Jagannath 🙏🙏
Good morning Sambalpur
Jay Jagannath ⚘️⚘️
ଆମ କୁ ଗର୍ବ ଅନୁଭବ ହେବ।❤
Good morning sir ♥️♥️♥️
ଆଳୁ ପିଆଜ ମାହାଙ୍ଗା ପାଇଁ ଚାଷୀଙ୍କୁ ସବସିଡି 40%ଦିଆଯାଉ ଓ ଆଳୁ ପିଆଜ ମଣ୍ଡି ସରକାରଙ୍କ ତରଫରୁ କରାଯାଉ ଓ କୋଲଡ଼ ଷ୍ଟୋର କରାଯାଇ ମାଗଣାରେ ରଖାଗଲେ ଆଳୁ ପିଆଜ ସମସ୍ୟା ଦୁରହେବ ଓ ଅନ୍ୟରାଯ୍ୟଉପରେ ନିର୍ଭରକରିବାକୁ ପଡିବନାହିଁ 🙏
ଓଡିଶା ରେ ଓଡ଼ିଆ ଭାଷା ସ୍ଵାଗତ ଯୋଗ୍ୟ
ଓଡ଼ିଆ ରେ ହେଲେ ଉନ୍ନତି ହେବ
Good news❤❤❤
Har har Mahadev, Jay Jagannath
Jay jagannath
ଜୟ ଗୋରାମ୍ ଜୟ ଭାରତ
Good morning sir Jay Jagannath 🎉🎉🎉
❤
after applying twice for purchase no reply why do make such advt if you cannot send
Good morning Sir 💥🕉️🙏👌👍😍❤️🌹🌺🚩
Learning all Indian language required to solve the unemploent
Jay Shri Jagannath
Good morning Jay Jagannath
Good morning sir jay shree ram🙏🙏🙏🙏🙏
ଶୁଭ ସକାଳ
Good morning jay jagannatha 🎉❤🎉
Good morning 🌄🌄🇮🇳🇮🇳
Good morning odisha ❤❤❤❤❤
Good morning. Jai Jagannath
goodmorning,dada,rama
Jay shree ram 🙏🙏🙏
Good morning 🌅🌅🌅🌅
Good morning all
ଆମୋ ଓଡ଼ିଶା ରୋ ଖବର ଅଧିକ ରହୁ।
ହସ୍ତତନ୍ତ ପୋଷାକ ପାଇଁ ଆବଶ୍ୟକ ଟଙ୍କା ମୋଦି ଜୀ ପଠାଇବା ଦରକାର
କଣ ସମସ୍ତ ଦରକାର ଜିନିଷ ପ୍ରଧାନ ମନ୍ତ୍ରୀଙ୍କୁ କରିବାକୁ ପଡିବ? ଏହା କି ପ୍ରକାର ମାନସିକତା ?
Odisha Odia Re Rajasthani Odia Sambalpuri Jyoti program hoichi problem pahle Naveen Patnaik Uday ki mukhymantri Parichay boat rockerz value
ଆମେ କେବଳ ଓଡ଼ିଶା ରୋ ଖବର ଅଧିକ ଶୁଣିବାକୁ ଚାହୁଁଛୁ
ନୂଆ ସରକାରକୁ ସମୟ ଦେଲେ ଅବସ୍ୟ କରିବେ
Good morning
subha sakakalar subhakhabar goo morning2024 jagannath
ଓଡ଼ିଆ ବଢ଼ିଆ
❤❤❤❤❤
ସରକାର ଖାଲି ଭାରତକୁ ଉପରକୁ ନେବେବୋଲି କହୁଛନ୍ତି, କିନ୍ତୁ ପରିବେଶ ପାଇଁ ସଚେତନ ନୁହନ୍ତି, 2047 ବେଳକୁ ଆମେସବୁ ସମୁଦ୍ରରେ ଭାସିବା, don't worry my Indians
Fast view good morning dear viewer how to make the best of your favourite friends to day is a good day for you jai jagantha jai maa tardin Bande utkaljanani jai hind bharat
Sahara money kebe miliba ?
Odia bhasa re hele bahut bhala heba
ଦେଶରବେକାରଦୂରକରନ୍ତୁ
Hii
Bhai railway application dia
1000% ହୋଇ ପାରିବ ନାହିଁ
News Kam jatra adhika ei channel re
Rwss sem karmachari Darma Kan sabu Rs 2000 tonka re chadiba
Odia bhasa re sasan kale bhala haba
Kendra sarakara re chaliba odisha sarakara odisha ku biki odisha chaliba bekari upara najara nahin
क्या मोदी जी खादी पहनते हैं😂
Prathamru tike problem heba kintu thi ki hoijiba agaku
Odiabhasa
Odia asmita hele odiare sarakari karya thik hoipare Kintu english nohele IAS. IPS. Odisha re hoiparibe nahin.
odia re type kariba kasta haba
Cm, sir-odia, bhasaa, rahiba, darkar
ଜୟ ଜଗନ୍ନାଥ 🙏
Good morning sir
ଜୟ ଜଗନ୍ନାଥ