VK Pandian's Challenge To Dharmendra Pradhan, If CM Doesn't Take Oath On June 9 I'll Quit.....

Sdílet
Vložit
  • čas přidán 9. 05. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #VKPandian

Komentáře • 1,1K

  • @swadheentanayapanda363
    @swadheentanayapanda363 Před 21 dnem +21

    Who is watching this after election? 😂

  • @swagatikajena2428
    @swagatikajena2428 Před 21 dnem +10

    କ'ଣ ଏବେ ଗାଣ୍ଡି ଫାଟିଗଲା କି 😂

  • @sanjibnayakpurnanandaparib2098
    @sanjibnayakpurnanandaparib2098 Před měsícem +84

    ସନ୍ୟାସୀ କଣ ନେବୁ ନେବାକୁ ବାଧ୍ୟ.....

    • @MunamajhiMunamajhi-mx7xd
      @MunamajhiMunamajhi-mx7xd Před měsícem +4

      ସାର୍ ଆମେ ଏକୁଟିଆ ଲଢ଼ିଲେ ଲାଭ କଣ? ସମସ୍ତେ ସଚେତନ ହେଲେ ବାଧ୍ୟ ହେଇ କି ତାମିଲ୍ ହଟିବ ହିଁ ହଟିବ ଜୟ ଜଗନ୍ନାଥ

    • @ManaskuArukh
      @ManaskuArukh Před měsícem +4

      Bjp party ଗୋଟେ ମହା ଦୁର୍ନୀତିଗ୍ରସ୍ତ party...15ଲକ୍ଷ ଆଶାରେ, ଚାକିରୀ ଆଶାରେ vote ଖଣ୍ଡେ ଦେଇଥିଲି,, ବାଳ ପାଇଲି.. ତେଲ ଲିଟର 100, ଗ୍ୟାସ 12000.,50ହଜାର ଟଙ୍କିଆ 80ହଜାର..8ହଜାର ଟଙ୍କିଆ mobile 12ହଜାର,... Tata ଲୁଣ 25,.. Train ticket ଅଧିକ,... Bus ଭଡା ଅଧିକ..10ଟଙ୍କିଆ ଆଳୁ ୨୦ଟଙ୍କା.. ଆଉ କଣ ଭୁଲି ଯାଇଥିଲେ କ୍ଷମା କରିବେ ❗

    • @srushtikanta2969
      @srushtikanta2969 Před měsícem

      sara desh modi ku kemiti harieba dekhiba ruha

    • @Raj_Raj_143-hmxrd
      @Raj_Raj_143-hmxrd Před 22 dny

      😂😂😂😂😂😂😂😂

    • @user-ze6hm7jq9f
      @user-ze6hm7jq9f Před 22 dny

      ❤❤❤❤❤❤​@@MunamajhiMunamajhi-mx7xd

  • @apurbadas8809
    @apurbadas8809 Před měsícem +128

    ଏଥର ପରିବର୍ତ୍ତନ ସୁନିଶ୍ଚିତ

    • @pramodsahoo3938
      @pramodsahoo3938 Před měsícem +4

      Dam achi na

    • @jayantbehera3328
      @jayantbehera3328 Před měsícem

      Gandi re dam achi ta kuha one sided hariba BJP

    • @SKSahoo-rj1ou
      @SKSahoo-rj1ou Před měsícem +3

      Soi pad re Babu to swapnare paribartana karibu

    • @swapnilraja1409
      @swapnilraja1409 Před měsícem +5

      😂😂Bhai knowledge badhao 🙏 MODI se Hirakud au Ntpc, NALCO, MCL, SAIL ❤❤❤sabu ADANI Ku deideba😂😂😂

    • @apurbadas8809
      @apurbadas8809 Před měsícem

      @@swapnilraja1409 ତୋ ଜୋଗୁ ମୋ ସୁନାର ଓଡିଶା ଆଜି ତାମିଲ ହାତରେ ବନ୍ଧା ପଡିଚି

  • @PRADEEPKUMAR-hc9zz
    @PRADEEPKUMAR-hc9zz Před měsícem +108

    ତୁମ ନିଜର ଏତେ ଦମ ଥିଲା ତାହେଲେ ନିର୍ବାଚନ ଲଢ଼ିଲେନି,,,ଖାଲି କ୍ଷମତା କୁ ଉପଭୋଗ କରିବ,,, ଗଳାବାଟ ଦେଇ ନେତା ହେବାକୁ ଚେଷ୍ଟା ,,,, କାଲି ଯିଏ କହୁଥିଲା bjd ଭାଙ୍ଗିଯିବ ଆଜି ସେ କହୁଛି bjd ସରକାର କରିବ

  • @user-qg6eq2mg3u
    @user-qg6eq2mg3u Před měsícem +38

    ଧର୍ମେନ୍ଦ୍ର ପ୍ରଧାନ ବହୁତ ସତ୍ୟବାଦୀ ତ ସେଇଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଛାଡି ସମ୍ବଲପୁର ରେ ଛିଡ଼ାହୋଇଛନ୍ତି |

  • @sudhansusekharmohanty6662
    @sudhansusekharmohanty6662 Před měsícem +39

    ଯଦି ଏତେ ଦମ୍ ଥିଲା, ନିର୍ବାଚନ ଲଢ଼ିଲନି କଣ ପାଇଁ?

  • @tejaswininayak2326
    @tejaswininayak2326 Před měsícem +44

    ତୁ IAS ଥିଲୁ କେବେଠାରୁ ରାଜନିତି କଲଣୁ କହୁଛୁ ମୁଁ ରାଜନିତିରୁ ସନ୍ୟାସ ନେବି ଆଉ ନବୀନ ହାରିବା ପରେ ସନ୍ୟାସ ନେବା ଛଡା ଅନ୍ୟ କିଛି ବାଟ ତୋ ପାଖରେ ନାହିଁ,

    • @gugulu5959
      @gugulu5959 Před měsícem +4

      Nabin harila pare yaku kehi pacharibeni

    • @SKSahoo-rj1ou
      @SKSahoo-rj1ou Před měsícem +1

      @@gugulu5959 ତୋ ବାପା hareiba ମାଗିହା

    • @gugulu5959
      @gugulu5959 Před měsícem +2

      @@SKSahoo-rj1ou tu bedha chhua kie be
      Tu jiteibu taku jaunu
      Ethi chhodi hauchu kn be

    • @SKSahoo-rj1ou
      @SKSahoo-rj1ou Před měsícem

      @@gugulu5959 chup magiha । Sambhal tk ଆଗକୁ କେମିତି ଗୀହା ଯାଉଚି ତମକୁ....

    • @gugulu5959
      @gugulu5959 Před měsícem

      @@SKSahoo-rj1ou bedha chhua mu tate comment karithili kire
      Ete loka comment karuchanti
      Tate mu kn kahithili kire peleipua
      Tor kn pai poda hela mo comment re reply karichu
      Bedha chhua besi galu uthuchi tor

  • @AlokOjha238
    @AlokOjha238 Před měsícem +24

    ଅଭାବରୁ ଉନ୍ନତୀ, ଭୋକରୁ ଭରା ଭାତହାଣ୍ଡି, ବିପର୍ଯ୍ୟୟ ମୁକାବିଲାର ବଡ ସଫଳତା, କ୍ରୀଡାର କ୍ୟାପିଟାଲ ଓଡିଶା ... ରାଜ୍ୟର ଅଦ୍ଭୂତପୂର୍ଣ୍ଣ ବିକାଶ ଏବେ ବିଶ୍ୱ ପାଇଁ ସଫଳତାର ଶିକ୍ଷାକେନ୍ଦ୍ର ।

  • @AVIRAM_143
    @AVIRAM_143 Před měsícem +57

    ବିଜେଡି ହାରିଲା ପରେ ପାଣ୍ଡୁ ସନ୍ୟାସୀ ନୁହଁ 😂 କଳା ପାଣି ଜେଲ ରେ ଦିନ କାଟିବ ରହ 😂🤭

  • @goutambehera6973
    @goutambehera6973 Před měsícem +12

    Right👍 sir

  • @HimanshuRimaPraful3697
    @HimanshuRimaPraful3697 Před měsícem +90

    ତୁ ତାମିଲ ନାଡୁ ଯା ବହୁତ୍ କଥା କହୁଚୁ

  • @KanhucharanaBhoi
    @KanhucharanaBhoi Před měsícem +54

    ତାମିଲ୍ hatao

    • @sibasethi3412
      @sibasethi3412 Před měsícem +5

      Tamil hatao...thik achhi, Flower 🌹 re bihari,rajastani,aau ardha bihari ku kan Puja Kariba ki??? Hatile sabu hatibe no hele sabu nija dam re odisha pain kama karantu....apanka ete Munda batha... Only Hindu Muslim chaliba nahi... Kamo dekhao...

    • @ABJLsports
      @ABJLsports Před měsícem

      Bala na . 🤣🤣 Aau BJP ta gujrat tanaka Remote ta Gujrat re.

  • @AjitKumar-be8ug
    @AjitKumar-be8ug Před měsícem +89

    ନବୀନ ହାରିଲା ପରେ ତୋର ଅବସ୍ଥା କଣ ହବ ତୁ ନିଜେ ଜାଣିନୁ. ସନ୍ୟାସୀ କଣ ନବୁ ବେ ଚୋର. ଓଡିଶା ରେ ଠିଆ ହୋଇକି ଓଡ଼ିଆଙ୍କୁ ଅସନମାନ କରିବାକୁ ସାହସ କୋଉଠୁ ପାଇଲୁ ବେ

    • @user-ho9hb3ur8c
      @user-ho9hb3ur8c Před měsícem +1

      Chora odia nku disrespect kariba darkar

    • @zanil993
      @zanil993 Před měsícem

      BJP re sabubele chora mananku respect diajae 😁😁😁 bhala post b mile criminal mananku BJP re

    • @094rudraroutray3
      @094rudraroutray3 Před měsícem

      Sala murkha ta na jada ta kouthi
      Odisha ku asanman kala kaha
      Dr pradhan ku ta oukat dekhaila

    • @niranjanbhoi3496
      @niranjanbhoi3496 Před měsícem

      Jail jiba kalapani

    • @SKSahoo-rj1ou
      @SKSahoo-rj1ou Před měsícem

      Modi ra gandire dam nahi re pagala .....😂

  • @SanjayDas008
    @SanjayDas008 Před měsícem +19

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @AlokOjha238
    @AlokOjha238 Před měsícem +24

    ଏ ଜାତି, ଏ ମାଟି ଆଜି ଗର୍ବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଓଡିଶାକୁ ନୂଆ ପରିଚୟ ଦେଇ ଶ୍ରେଷ୍ଠ କରାଇଥିବାରୁ ହୃଦୟରୁ ଧନ୍ୟବାଦ ...

  • @TanmayaLenka659
    @TanmayaLenka659 Před měsícem +20

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

  • @dassuraj990
    @dassuraj990 Před měsícem +45

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @sasikantasahoo8741
    @sasikantasahoo8741 Před měsícem +19

    ଆମ ଓଡିଶା ର ଗର୍ଵ ଆମ ମୁଖ୍ୟମନ୍ତ୍ରୀ ❤❤❤ ସବୁବେଳେ ବିକାଶ ରେ ପଥେ ପଥେ ଆମ ମୁଖ୍ୟମନ୍ତ୍ରୀ

  • @shilpasethi8080
    @shilpasethi8080 Před měsícem +1

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @ateshprasad3295
    @ateshprasad3295 Před měsícem +14

    This is a clarity and integrity of IAS officer😊❤

    • @Thomas_micle_Shelby
      @Thomas_micle_Shelby Před měsícem

      No brother he just fu*k all the people of Odisha

    • @sibasethi3412
      @sibasethi3412 Před měsícem

    • @jayjagannath-Puri123
      @jayjagannath-Puri123 Před měsícem

      Seguda se Tamil Nadu re dekhau

    • @smrutirekhabehera7453
      @smrutirekhabehera7453 Před 29 dny

      ​@@jayjagannath-Puri123constitution re achhi whole India re se jouthi b election re thia hei paribe jadu se odisha ra devlopment re help karuchntu kn pai se tamilnadu jibe odisa b tanka ghara

  • @soumyaranjanmohapatra1829
    @soumyaranjanmohapatra1829 Před měsícem +16

    Dharmendra baba challenge accept karibe ki? Na gandi phatiba start helani 😂

    • @user-zv4og1zy5o
      @user-zv4og1zy5o Před měsícem

      Bjd ra gandi fatiba jail jibe election pare

    • @user-zv4og1zy5o
      @user-zv4og1zy5o Před měsícem

      Ae mg ta aga jiba jail

    • @soumyaranjanmohapatra1829
      @soumyaranjanmohapatra1829 Před měsícem +3

      @@user-zv4og1zy5o jail kie jiba seita sabu janichanti bhoka bikalare tatia kamudani au😅

    • @chittaranjanpradhan1991
      @chittaranjanpradhan1991 Před 20 dny

      Soumyranjan kn kiye jiba abe re gandimara

    • @smihh8604
      @smihh8604 Před hodinou

      Kenta re mg khub Katha Kahuthilu koro khai galaa ପାଣ୍ଡୁ, tor E cmt delete kar nei hele dharmendra padhan dekhla ବେଳେ ତତେ ଟୁଇଁ gyaabaa 😂😂😂😂

  • @sujitsahu1505
    @sujitsahu1505 Před měsícem +9

    Jail jiba pandu

  • @goutambehera6973
    @goutambehera6973 Před měsícem +2

    Right👍 sir i salute you❤❤

  • @r_lipun_samal857
    @r_lipun_samal857 Před měsícem +30

    ଧର୍ମେନ୍ଦ୍ର ବାବୁ ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦିଅନ୍ତି ଓ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିଥାନ୍ତି l

  • @LaxmipriyaDaspatra
    @LaxmipriyaDaspatra Před měsícem +7

    ବିକାଶ ହିଁ ହେଇଚି ଆମ ମୁଖ୍ୟମନ୍ତ୍ରୀ ଙ୍କ ପରିଚୟ ଏହି ପରିଚୟ ପାଇଁ ହିଁ ଆଜି ଜନତା ଙ୍କ ଭଲ ପାଇବା ଆମ ମୁଖ୍ୟମନ୍ତ୍ରୀ ଙ୍କ ସହ ରହିଛି l

  • @SidheshSahu-xy7rs
    @SidheshSahu-xy7rs Před měsícem +11

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @BabuNayak243
    @BabuNayak243 Před měsícem +10

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

  • @TanmayaLenka659
    @TanmayaLenka659 Před měsícem +13

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

    • @bandanaeducation877
      @bandanaeducation877 Před měsícem +1

      ଚାଟୁକାରିତା ର ଗୋଟିଏ ସୀମା ଥାଏ

    • @sn.highlights
      @sn.highlights Před měsícem

      Ha. Sethirlagi ta 20 baras thi bhalse odia kahi nae janbar

    • @ambarishswain3233
      @ambarishswain3233 Před měsícem

      Sala Gumasta

    • @ManaskuArukh
      @ManaskuArukh Před měsícem

      ​@@bandanaeducation877ଚାଟୁକାରିତା ଯଦି ସୀମା ଥାଏ,,, ମିଛ ଟାଉଟରୀ ମାନଙ୍କର ମଧ୍ୟ ସୀମା ଅଛି.. ସେକଥା କହୁନ....

    • @bandanaeducation877
      @bandanaeducation877 Před měsícem

      BJD chamcha giri koro

  • @prashantapuhan9528
    @prashantapuhan9528 Před měsícem +13

    Pura khola challenge 😂😂😂

    • @onedayyouandme3268
      @onedayyouandme3268 Před měsícem +1

      ତୋର ସିନା ୨ ଟା ଘର ତୁ ଏଇଠି ରହିବୁ ନହେଲେ ତାମିଲନାଡୁ ପାଲେଇବୁ ଆମର ବା ଏଇ ଗୋଟିଏ ଘର ସେଥି ପାଇଁ ଆମେ ହାରିଲେ ବି ଜନତାଙ୍କର ସେବା କରିବୁ ତୋ ପରି ନୁହେଁ ହାରିଲେ ନିଜ ଘରକୁ ପାଲେଇବୁ।

  • @LaxmipriyaDaspatra
    @LaxmipriyaDaspatra Před měsícem +2

    ଓଡିଶା ବାସୀ ସବୁ ଜାଣିଛନ୍ତି ଯେ ବିଜେପି ଦଳ ଗୋଟିଏ ଫମ୍ପା ଦଳ ଖାଲି ବଡ଼ ବଡ଼ ଭାଷଣ ମାରିବା ଛଡ଼ା ଆଉ କିଛି ଜାଣିନାହାଁନ୍ତି ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜ ସ୍ୱାର୍ଥ ପାଇଁ ରାଜନୀତି କରୁଛନ୍ତି ଲୋକଙ୍କ ପାଇଁ ନୁହେଁ l

    • @dingarmajhi1964
      @dingarmajhi1964 Před měsícem

      @LaxmipriyaDaspatra ଓଡ଼ିଶା ର ଗୋଟିଏ ନେତା ର ନାଁ କୁହନ୍ତୁ , ଯିଏକି ନିଃସ୍ଵାର୍ଥପର ଭାବରେ ରାଜନୀତି କରୁଚି ? ବିନା ସ୍ବାର୍ଥରେ କେହି ବି କିଛି କରିବେ ନାହିଁ ।

  • @AbhisekBeheraAB
    @AbhisekBeheraAB Před měsícem +11

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

    • @ekakarath4940
      @ekakarath4940 Před měsícem +1

      To bou ra bia nai

    • @saipriyaworld23
      @saipriyaworld23 Před měsícem +2

      ​@@ekakarath4940Aiya asila language hauchi BJP lokankra parichya..

    • @ODIABHARIBADHIA
      @ODIABHARIBADHIA Před měsícem

      Only bjp

    • @cpuja9674
      @cpuja9674 Před měsícem

      Bjd gunda bahini Ru pandu bahin sala chor ama odisha re tu kie challenge dabaku

    • @ManaskuArukh
      @ManaskuArukh Před měsícem

      @@saipriyaworld23 bjd ଲୋକ ଯଦି ଆରମ୍ଭ କରିବେ.. ତାହାହେଲେ

  • @dibyaahwanmishra5750
    @dibyaahwanmishra5750 Před měsícem +5

    Ab lag raha hae vk sir politics mein aa chuke hein pura...

  • @RajuDasraj631
    @RajuDasraj631 Před měsícem +31

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

    • @dipfragnant
      @dipfragnant Před měsícem +3

      Banda ta

    • @surendraprusty6694
      @surendraprusty6694 Před měsícem

      ପେଳ ​@@dipfragnantପାଣ୍ଡୁ ଗୁହ ଖିଆ

    • @binayamoharana
      @binayamoharana Před měsícem +2

      Bhai dunia dekhina bodhe....Bahar dunia dekhi compare kariba.. odisha kete pachhare😮 chhi chi laja laguni tumaku...😢

    • @Babu11158
      @Babu11158 Před měsícem

      Pada chata kukura mananku ki laja lagiba

    • @Thomas_micle_Shelby
      @Thomas_micle_Shelby Před měsícem

      ମୋ ବାଳ ନା

  • @PradiptaMohapatra-zb8kw
    @PradiptaMohapatra-zb8kw Před měsícem +1

    Bahut badhiya

  • @sagarabehera7162
    @sagarabehera7162 Před měsícem +1

    Mora Pandian sir nku atiki request se election re candidate heleni kahiki a Thara .tahale Jana padì thanta Odisha loke kete tanku chahanti.

  • @suryakantabhuyan6915
    @suryakantabhuyan6915 Před měsícem +6

    ଧନ୍ୟବାଦ ପାଣ୍ଡିଆନ ବାବୁ ଆପଣ ଚ୍ୟାଲେଞ୍ଜ କରିଥିବାରୁ

  • @NaveenDas138
    @NaveenDas138 Před měsícem +11

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

    • @sn.highlights
      @sn.highlights Před měsícem

      Han ...parikrama prakalpa lagi 4200 koti khaidela jagannath dekhuchan

  • @user-wk4yn6xv8l
    @user-wk4yn6xv8l Před měsícem +1

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର l

  • @LaxmipriyaDaspatra
    @LaxmipriyaDaspatra Před měsícem +1

    ଆଗାମୀ ନିର୍ବାଚନରେ ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାରେ କୌଣସି ଦଳ କିମ୍ବା ବ୍ୟକ୍ତି ଅଟକାଇ ପାରିବେ ନାହିଁ, ଯଦି ସାହସ ଅଛି ତାହେଲେ ରୋକି ଦେଖାନ୍ତୁ ଧର୍ମେନ୍ଦ୍ର ପ୍ରଧାନ l

  • @ghanashyamamahanta1297
    @ghanashyamamahanta1297 Před měsícem +7

    ତୁ କିଏରେ ମାଗିହା

  • @odianews4225
    @odianews4225 Před měsícem +5

    ମୁଁ ଜାଣିଚି ବିଜେଡି ଜିତିବ କିନ୍ତୁ ଥରେ ବିଜେଡି ଦଳରୁ ବାହରିକି ଚିନ୍ତା କରିକି ଦେଖ ଲାଗିବ ନବୀନ ଗୋଟେ ମଲା ମୂର୍ଖ 😂

  • @user-wk4yn6xv8l
    @user-wk4yn6xv8l Před měsícem +1

    କୃଷି ଭିତ୍ତିଭୁମିର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତା ପଛରେ ପାଣ୍ଡିଆନ ସାରଙ୍କ ସହଯୋଗ ମଧ୍ୟ୍ୟ ରହିଛି l

  • @rajaramdash1687
    @rajaramdash1687 Před 21 dnem

    This is now time for Mr Dharmendra Pradhan,to show a glimpse to Manyabar Pandian.A heavy vivid development and smart Sambalpur, along with Western Odisha, is expected from Dharmendra ji,

  • @Manas_Kumar_Rana_
    @Manas_Kumar_Rana_ Před měsícem +3

    Vote in large numbers to elect your government. Vote for Sankha in both parliament and assembly. Help BJD Usher in the golden decade of Odisha - the decade of youth. It’s your vote that will brighten your destiny

    • @ManaskuArukh
      @ManaskuArukh Před měsícem

      ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ,,, ତାଙ୍କଠୁଁ ଅଧିକା କଣ ନରେନ୍ଦ୍ର ମୋଦୀ...

  • @AbhisekBeheraAB
    @AbhisekBeheraAB Před měsícem +10

    ତାଙ୍କ ପାଇଁ ବଦଳିଛି ଓଡିଶାର ଚିତ୍ର । ଜନଜୀବନରେ ପ୍ରଗତି ଆଣି ପ୍ରତି ଘରେ ଘରେ ନବୀନ ପାଲଟିଛନ୍ତି ସଭିଙ୍କ ମିତ୍ର ।

  • @shilpasethi8080
    @shilpasethi8080 Před měsícem +1

    ଓଡ଼ିଶାର ବିରୋଧୀ ଦଳର ନେତା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ସମୟରେ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିଥାନ୍ତି। ନିର୍ବାଚନ ସରିଗଲେ ଆଉ ଲୋକଙ୍କ ପାଖକୁ ଯାଆନ୍ତି ନାହିଁ ଏହା ହେଉଛି BJP ଦଳର ଧର୍ମ।ଆଉ ସେ nh5 କଥା କଣ ବୁଝିବେ।

  • @user-pt7oi6bj4t
    @user-pt7oi6bj4t Před měsícem +1

    କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଯେଉଁ ପରିବର୍ତନ କଥା କହୁଛନ୍ତି ମାନ୍ୟବର ନବୀନ ପଟ୍ଟନାୟକ ଥିବା I ପର୍ଯ୍ୟନ୍ତ ତାହା କେବେବି ସମ୍ଭବ ହେବନାହିଁ। ଓଡିଶାବାସୀ ଏତେ ବୋକା ନାହାଁନ୍ତି ଯେ ଏଭଳି ଅପାରଗ ଦଳର କଥାରେ ପଢି ନିଜ ଗୋଡରେ କୁରାଢି ମାରି ବେ |

  • @dilliprana6772
    @dilliprana6772 Před měsícem +8

    ଯାହା ଭାବୁଛ ତାହା ହିଁ ହେବ ଏଥର ବିଜେଡି ହରିବ

    • @ManaskuArukh
      @ManaskuArukh Před měsícem

      Bjd 121+ଆସନରେ ଜିତିବ... ଇନ୍ଦିରା ଗାନ୍ଧୀ,. ରାଜୀବ ଗାନ୍ଧୀ, ସମ୍ରାଟ ଅଶୋକ ରାଜାମାନେ ଓଡିଶାକୁ ହରେଇପାରିଲେନି.. ନରେନ୍ଦ୍ର,ମୋଦୀ,, ଅମିତଶାହ କଣ କରିପାକେବେ..

  • @pitambarpradhan6348
    @pitambarpradhan6348 Před měsícem +17

    Dharmendra pradhan ଜଣେ ଅସଭ୍ୟ ଲୋକ ତେଣୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଅସନମ୍ମାନ କରୁଛନ୍ତି
    ତେଣୁ ଲୋକମାନେ ଉଚିତ୍ ଜବାବ୍ ଦେବେ

    • @TillottamaSahoo022
      @TillottamaSahoo022 Před měsícem +5

      Dharama hariki balidan deba sambalpur 😅 Andhabhakata hatao desh bachao

    • @dipfragnant
      @dipfragnant Před měsícem +1

      Mo banda ta

    • @a_nayak
      @a_nayak Před měsícem

      25 ta Jilla na name kahi paribani, odia Kan kahiba yeh Navina

  • @hardiksharma1259
    @hardiksharma1259 Před měsícem +2

    He is not able to speak Odia properly and he aims to become CM of Odisha.
    Wow what a hypocrite man
    😂😂

  • @SidheshSahu-xy7rs
    @SidheshSahu-xy7rs Před měsícem

    Pandian babu nka steps Mane
    Ama odisha basinka hrudaya ku bahut khusi pradan karu achi

  • @SHEELA_3333
    @SHEELA_3333 Před měsícem +4

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @SanjayDas008
    @SanjayDas008 Před měsícem +9

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @prangyadas5127
    @prangyadas5127 Před 13 dny

    He kept his words. Hats off to him. You really have done a lot of development of Odisha.

  • @AmrjitDas-qq2ep
    @AmrjitDas-qq2ep Před měsícem +1

    Jay jagannath

  • @user-tg7px3nf8w
    @user-tg7px3nf8w Před měsícem +4

    ଜୟ ଜଗନ୍ନାଥ 🙏⭕‼️⭕ ଜୟ ଶଙ୍ଖ 🐚🐚 ଜୟ ନବୀନ

  • @NaveenDas138
    @NaveenDas138 Před měsícem +10

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @LaxmipriyaDaspatra
    @LaxmipriyaDaspatra Před měsícem +1

    ମମତା ଯୋଜନା କରି ନବୀନ ବାବୁ ମା ଏବଂ ଶିଶୁ ଉଭୟଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଛନ୍ତି ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି l

  • @zendeyaa
    @zendeyaa Před 20 dny

    Salute to you the greatest person of evey Odia people's heart ❤💕💖 Shree Naveen Pattnaik Sir... We also remember you..... U always in our heart
    ❤❤❤❤❤❤❤❤❤❤
    Jai Naveen Babu
    Jai ho
    Thanks you a lot...

  • @yasobandarout3170
    @yasobandarout3170 Před měsícem +4

    ଏଇଥର ବାଳ ଥିବ ସୁନୂପାମ୍ପଡ଼ ଖାଇବୁ।
    ଜୟ ଶ୍ରୀ ରାମ
    ଜୟ ବିଜେପି

  • @RS_RANAJIT
    @RS_RANAJIT Před měsícem +6

    ମୋତେ ଏବେ 25 ବର୍ଷ ମୁଁ ବୁଢା ହେଲା ଯାଏଁ ‌‌ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥାନ୍ତୁ ଜୟ ଜଗନ୍ନାଥ ଜୟ BJD💚💚💚

    • @Jagaa333
      @Jagaa333 Před měsícem +1

      Ethara Heart Attack re mariba

  • @shilpasethi8080
    @shilpasethi8080 Před měsícem +1

    Ground ରେ ଯାଇକି ଲୋକ ଙ୍କ ଦୁଃଖ ସୁଖ ବୁଝି ତାର ସମାଧାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାରେ ୫T ଅଧ୍ୟକ୍ଷ ! ଧର୍ମେନ୍ଦ୍ର ବାବୁ ଓଡ଼ିଶା ପାଇଁ କରିଛି କଣ?

  • @user-wk4yn6xv8l
    @user-wk4yn6xv8l Před měsícem +1

    ଓଡିଶା କୁ ଆଜି ଏକ ବିକଶିତ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଭାରତ ବର୍ଷ ରେ ନୂଆ ପରିଚୟ ସୃଷ୍ଟି କରେଇଛନ୍ତି.

  • @manasranjansahoo5951
    @manasranjansahoo5951 Před měsícem +7

    ତୁ ମାଗିହା କିଏ ତୁ ସନ୍ୟାସୀ ନେଲେ ଓଡିଶା ବାସି ଙ୍କର ଛୋଡ଼ି ହେଇଯିବ

  • @dpindian6750
    @dpindian6750 Před měsícem +3

    ତୁ କି ବାଳର ନେତା ଯେ ସନ୍ୟାସ ନେବୁ ଦୁଇ ଦିନ ହେଇନି ପୁଣି ନେତା 😂😂😂😂😂😂😂😂😂😂😂😂😂😂😂😂😂😂😂😂😂 ସୀମା ବାହାର୍ besaram

  • @Brainybudsstudio
    @Brainybudsstudio Před měsícem

    When everyone is going against one person and attacking him that means he is in right path of success. Visionary man.

  • @kailashjena4330
    @kailashjena4330 Před měsícem

    Jhakassssssss

  • @aloksatpathy1680
    @aloksatpathy1680 Před měsícem +3

    Nabin Our Next CM.

  • @sushitkumarparida7388
    @sushitkumarparida7388 Před měsícem +3

    Nije election ladhi kahithile bhala laagithanta tume sanysa nele kichhi fharak padibani. se ta neta ebhali fhaltu kathara jabab kan paani .Anya paani prachar kariba nija paani ladhiba kete dam janaa padithanta.ethar loka garba bhangibebe kete pension seta kuha adha mahilaSSG death hoithibe pension sunpaampudi .khaali micha .BJD neta mahila nku tourist kahuchhanti are Swami ghare wife kan tourist ta odisha ra sabu mahila tourist hoigale .emti sanman vote bele jabab debe 24 years re saathire nathile ki nabin baabu mahila maanksaathire ebe rahibe khaali michha .aajika date re kou lokara electric bill 100 unit ru kam aasuchi j tume chhad kariba

  • @user-ux4lp2rn2w
    @user-ux4lp2rn2w Před měsícem +1

    ପ୍ରଚାର ମଇଦାନ କୁ ପାଣ୍ଡିୟାନ ବାବୁ ଆସିଲେ ମାତ୍ରେ ଜନତା ଙ୍କ ସମାଗମ ବଢିଯାଏ.... ଲୋକ ଙ୍କ ସମର୍ଥନ ଦେଖି ଲାଗୁଚି ଆମ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଜନତା ଙ୍କ ଭଲ ପାଇବା ସବୁବେଳେ ଅଧିକ.…

  • @SidheshSahu-xy7rs
    @SidheshSahu-xy7rs Před měsícem

    Ame Mane bahut khusi achu
    Laxmi jojana and jagnnath jojana ra step ku dekhi....

  • @aloksatpathy1680
    @aloksatpathy1680 Před měsícem +4

    Pandian sir apana ahuri adhika se Tela Chora , Super Michhua Dharama ku challenge diantu se kichhi kari paribani.

  • @SandhyaRaniPatra-vd5qm
    @SandhyaRaniPatra-vd5qm Před měsícem +6

    Pandian sir is right

  • @user-qg6eq2mg3u
    @user-qg6eq2mg3u Před měsícem +1

    ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବିପୁଳ ପରି ମାଣରେ ବିକାଶ କାର୍ଯ୍ୟ କରିଛନ୍ତି ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ!

  • @shilpasethi8080
    @shilpasethi8080 Před měsícem +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିପାରିଛି, ସତରେ ମାନ୍ୟବର ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ସମଗ୍ର ରାଜ୍ୟବାସୀ ଆଜି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

  • @narendrakumarbehera444
    @narendrakumarbehera444 Před 22 dny +3

    ସେଇ ମାଇପ ମାନଙ୍କୁ ଟେକିକି ଧର😅

  • @officialsubhakanta8742
    @officialsubhakanta8742 Před měsícem +3

    4:22 ସମସ୍ତେ ମିଶନ ଶକ୍ତି ସ୍ତ୍ରୀ ଲୋକ 😂😂😂😂😂😂 ଆଉ କେହି ଯାଉନାହାନ୍ତି ତୋ metting re ସେଇ ମିଶନ ଶକ୍ତି ସ୍ତ୍ରୀ ଲୋକ ଙ୍କୁ ନେଇ ମିଟିଂ କରିବୁ 😂😂😂😂

  • @shilpasethi8080
    @shilpasethi8080 Před měsícem

    ବିଜେପି ହାରିବ ଜାଣିଲା ପରେ ଅନ୍ୟାୟ ଓ ଅନିତି ଉପାୟରେ ଜିତିବା ପାଇଁ ଚେଷ୍ଟା କରୁଛି ରାଜ୍ୟ ବିଜେପି ଏଥିରେ କିଛି ସୁଫଳ ମିଳିବ ନାହିଁ lଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ। ବିକାଶ ଆମରି ଧର୍ମ, ଓଡ଼ିଶାବାସୀଙ୍କ ଖୁସି ଆମର ଲକ୍ଷ୍ୟ।‌ ଏକଥା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି l

  • @Uttam623
    @Uttam623 Před měsícem +2

    Jai bjd ❤

  • @20NEW-MUSIC
    @20NEW-MUSIC Před měsícem +8

    ତୁ ଜେଲ ଯିବୁ 5T ବ୍ଯାଗ କିଣାରେ।

    • @santoshchand7288
      @santoshchand7288 Před měsícem

      Kahinki Tu kn home guard posting paichu ki 😀😁😂😂🤣

  • @user-qg6eq2mg3u
    @user-qg6eq2mg3u Před měsícem +1

    ଓଡ଼ିଶା ବାସୀଙ୍କ ହକ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ସେଥି ପାଇଁ ଓଡ଼ିଶା ବାସୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ପାଇବାକୁ ପଣ କରି ଛନ୍ତି!

  • @SunilSingh-yy4xs
    @SunilSingh-yy4xs Před měsícem

    ସବୁ ବେଳେ ପରଚିନ୍ତା । ପରଚିନ୍ତା ସର୍ବଦା ଦୁଃଖୀ

  • @tanmayaranjandas9084
    @tanmayaranjandas9084 Před měsícem +8

    Jay BJD

  • @pkrkiduniya6128
    @pkrkiduniya6128 Před měsícem +3

    Wait karntu sir bjd Nishant win kaib Jagannath achanti ama nabin sir ka sangre har har mahadev ❤

  • @Anushreeoxofficial-fo3sm

    I just laugh when see this after voting result

  • @tapasentertainment9135
    @tapasentertainment9135 Před měsícem +1

    This is called Confidence. Opposition leaders must accept the Challenge and clarify who will form the govt in Odisha.

    • @skumarnaik7318
      @skumarnaik7318 Před měsícem

      This is the power of corrupted money ...of last 25 year...
      Take money give vote...this is the reality of bjd

  • @TillottamaSahoo022
    @TillottamaSahoo022 Před měsícem +2

    Andhabhakata hatao desh bachao

  • @hardworkneverdies5679
    @hardworkneverdies5679 Před měsícem +7

    Yes we all are proud of u sir go ahead
    ଧର୍ମେନ୍ଦ୍ର ,ଅପରାଜିତା ଗର୍ବୀ ହାରିବା ଦରକାର ❤❤❤
    ଆଉ ଟିକେ attack କରନ୍ତୁ sir

  • @SHEELA_3333
    @SHEELA_3333 Před měsícem +1

    ଲୋକ ମାନେ ବହୁତ ସରଳ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ବିଶ୍ୱାସ କରନ୍ତି ଯାହା ମୁଖ୍ୟମନ୍ତ୍ରୀ କେବେବି ଭାଙ୍ଗିବାକୁ ଦେବେ ନାହିଁ!

  • @munadora4383
    @munadora4383 Před měsícem

    Jay Jagannath Swami ki jay 🙏🏾

  • @nareshpadhi4863
    @nareshpadhi4863 Před měsícem +3

    Jai BJD jai shankha jai jagannath 🙏🏻❤❤

  • @SandhyaRaniPatra-vd5qm
    @SandhyaRaniPatra-vd5qm Před měsícem +3

    Etihasa re lekha hei rahiba mukhyamantri nka nama

  • @user-ng4in3co9u
    @user-ng4in3co9u Před měsícem

    Jay Jagannath

  • @BugguJena
    @BugguJena Před měsícem +1

    ଭି କେ ପାଣ୍ଡିଆନ ସାର ଓଡ଼ିଶାର ଜନସାଧାରଣ ଙ୍କ ସେବା ନିମନ୍ତେ ଅକ୍ଳାନ୍ତି ପରିଶ୍ରମ କରିଛନ୍ତି, ଓଡ଼ିଶାର ପ୍ରତ୍ୟେକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚାଳ ଯାଏ ସବୁଠି ଗସ୍ତ କରି ଲୋକଙ୍କ ଦୁଃଖ ସୁଖରେ ସାଥ୍‌ ହୋଇଛନ୍ତି ।

  • @DipakSahoo99852
    @DipakSahoo99852 Před měsícem +8

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @sunildas145
    @sunildas145 Před měsícem +16

    Cm.no.1.....in.odisha......only...naveen

  • @user-wk4yn6xv8l
    @user-wk4yn6xv8l Před měsícem +1

    ଓଡିଶା ବାସୀ ଙ୍କ ଭଲ ପାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ରହିଥିଲା ରହିଛି ଆଗକୁ ମଧ୍ୟ ଏହିଭଳି ରହିବ!

  • @AshokMishra-zs7yu
    @AshokMishra-zs7yu Před měsícem

    ଓଡ଼ିଶାର ବିଜେପି ଦଳ କେବଳ ବିରୋଧ ଆଉ ଭାଷଣବାଜିରେ ବ୍ୟସ୍ତ।ଓଡିଶା ବାସୀଙ୍କ ସୁଖ ଦୁଃଖ ତାଙ୍କୁ କେମିତି ଦେଖା ହବ l

  • @Dilkhusodia
    @Dilkhusodia Před měsícem +5

    ଆମେ ବେଇମାନ ନୁହଁ ଜେ ନବୀନ ପଟ୍ଟନାୟକଙ୍କ ଙ୍କୁ ଭୋଟ ଦବୁନି ଜିଏ ଆମ ଓଡ଼ିଶା ପାଇଁ ଯାହା କରିଛନ୍ତି ତାହା ଇତିହାସ ରେ ଲେଖା ହୋଇ ରହିବ BJD jindabaad 💚