What did Baba say before the election? || Taneswari Bana || Odisha Election2024 ||

Sdílet
Vložit
  • čas přidán 5. 07. 2024
  • What did Baba say before the election? || Taneswari Bana || Odisha Election2024 || @BHAKTIDEBANANDA
    #endofkaliyug #MalikaWrittenPlace #MalikaPlace #MalikaBarnitaPitha #malikabachana #2024 #taneswaripitha #bhaktidebananda #taneswaribana #13dinapakhya
    ଆପଣମାନଙ୍କୁ ବିନମ୍ର ନିବେଦନ କି ଆପଣମାନେ ଏହି channel କୁ subscribe କରନ୍ତୁ ଏବଂ ବନ୍ଧୁବାନ୍ଧବଙ୍କ ନିକଟକୁ Share କରନ୍ତୁ।
    Support Bhakti Debananda CZcams Channel
    Like
    Share
    Subscribe

Komentáře • 12

  • @ashokJena-gz5it
    @ashokJena-gz5it Před 5 dny +1

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏 ଜୟ ପଞ୍ଚସଖା ମହାପୁରୁଷ 🙏🙏

  • @saratabehera1795
    @saratabehera1795 Před 5 dny +3

    ଉପଯୁକ୍ତ କଥା ପାଇଁ ଉପଯୁକ୍ତ ସ୍ଥାନ କୁ ଯାଅ ଦେବାନନ୍ଦ ।ଆଉ ପ୍ରଳୟ କଥାକୁ କେତେ ଶୁଣାଇବ,ଏ ପ୍ରଳୟ ରୁ କଣ ପଦକ୍ଷେପ ନେଲେ ରକ୍ଷା କିପରି ମିଳିବ ସେହି ଲୋକଙ୍କ ପାଖକୁ ଖୋଜି ଖୋଜି ଯାଅ ।କଳ୍କୀରାମ କାହା କଥା ଅନୁସାରେ ପରିଚାଳିତ ନୁହନ୍ତି ଓ ସେ କିଛି ବି କରିପାରିବେ ଏ କଥା ଆମକୁ ମନେରଖି ପ୍ରଚାର କରିବା ଉଚିତ ।

  • @ChandanKumar-km3vh
    @ChandanKumar-km3vh Před 4 dny

    ତୁମ୍ଭେ କମ୍ ବୟସରେ ଭଲ ଭାବରେ ପକେଟ ମାର ସଖିଗଲ ହା ହା ହା ହାହା ମା ମହା କାଳି ଜୟ 😢😂😢😮😅😊

  • @susantakmarswain510
    @susantakmarswain510 Před 5 dny

    Taneswaribabakijay

  • @RajendraMallick-uv8if

    Amiti. Satya batare. Rahithau. Nichinta. Aa Sribada miliba❤❤

  • @anupamanayak8568
    @anupamanayak8568 Před 5 dny +1

    କିଛି ଭଲ ଭିଡ଼ିଓ ଆଣ ।

  • @dillipkumarbehera8078
    @dillipkumarbehera8078 Před 5 dny +2

    ସବୁ false ପ୍ରବଚନ.ଯେତେ ମହାପୁରୁଷ ଧରାଧାମକୁ ଆସିଥିଲେ ସେମାନେ ଏଭଳି ହେଉନଥିଲେ,କିନ୍ତୁ ଏମାନେ ବେଉସା କଲେଣି.ସବୁ ଖର୍ପରେ ଯିବେ.

  • @hemendrasingh2043
    @hemendrasingh2043 Před 5 dny +1

    ରାମ ରାଜ୍ୟ ଆସିଲା କହୁଛନ୍ତି କଣ ଲୋକ ମାନଙ୍କ.ଚରିତ୍ର ରାମ ଭଳିଆ ହଇଛି କି? B j d ଭୁଲ କରିଛି ---ଆଉ ଏବେ b j p ଠିକ କରୁ ଛି ତ? ଜଣାଇ ବେ

  • @chaitanyasahoo8457
    @chaitanyasahoo8457 Před 2 dny

    Baba ku pujakar

  • @umeshsatapathy7261
    @umeshsatapathy7261 Před 4 dny

    ମୁଁ ନିଜେ ସେ ଭିଡିଓ ଦେଖିଚି ଯୋଉଥିରେ ବାବା କହୁଥିଲେ ବିଜେଡୀ ଜିତିବ କମ୍ ଭୋଟ ରେ,ସେ ଭିଡିଓ ଡିଲେଟ କାଇଁ କରିଛ

  • @nityanandabarik5774
    @nityanandabarik5774 Před 3 dny

    Panua be panua thaka