Natia Comedy Part 472 || KaliJai re sandyaa

Sdílet
Vložit
  • čas přidán 9. 09. 2024
  • Watch ଦଣ୍ଡା ବାଳୁଙ୍ଗା ଭାଗ - ୦6 - • Danda Balunga Part 06...
    Watch ଦଣ୍ଡା ବାଳୁଙ୍ଗା ଭାଗ - ୦4 - • Danda Balunga || Part ...
    Watch ଟୁଆଁ ଟୁଇଁ ତରଭୁଜ ଖିଆ ଗପ - • Tarabhura khia || Tuan...
    Watch ନଟିଆ ଆଉ ବାମନ ଭୁତ କାହାଣୀ - • Natia au Bamana Bhuta ...
    Watch ଦଣ୍ଡା ବାଳୁଙ୍ଗା ଭାଗ - ୦3 - • Danda Balunga || Part ...
    Watch ଟୁଆଁ ଟୁଇଁ କୁହୁକ ପୋଖରୀ - • Kuhuka pokhari || Tuan...
    Natia New T-shirt - www.sofikart.c...
    Order new Women saree collections - www.sofikart.c...
    Order more T-shirt - www.sofikart.c...
    Mail us at - utkalcartoonworld18@gmail.com

Komentáře • 2,2K

  • @utkalcartoonworld
    @utkalcartoonworld  Před měsícem +567

    Natia New T-shirt - www.sofikart.com/page/product...
    Order new Women saree collections - www.sofikart.com/page/product...
    Order more T-shirt - www.sofikart.com/page/product...
    Mail us at - utkalcartoonworld18@gmail.com

  • @Sima_cooking
    @Sima_cooking Před měsícem +31

    ମା କାଳୀଜାଇ ଙ୍କ କାହାଣୀ ମତେ ଭାରି ଭଲଲାଗେ ❤ମା କାଳୀଜାଇ ଙ୍କ ପାଇଁ ଗୋଟିଏ like 👍

  • @SrikantGouda-id5xs
    @SrikantGouda-id5xs Před měsícem +699

    ଯେଉଁ ମାନେ ମା ଙ୍କୁ ଭଲପାଅ Maa କାଳିଜାଇ ଙ୍କପ ପାଇଁ ଗୋଟିଏ ଲାଇକ୍ କରନ୍ତ 💓❤️❤️😘 ଜୟ ମା କାଳିଜାଇ 🎉🎉

  • @SangramDalai128
    @SangramDalai128 Před měsícem +143

    କିଏ ସବୁ ପିଲାବେଳେ କାଳିଜାଇ ରେ ସଂଧ୍ୟା ପଢିଥିଲ।⛵🐟🌊❣️❣️❣️

  • @rajeshbehera4413
    @rajeshbehera4413 Před měsícem +34

    ସୁନ୍ଦର ତୃପ୍ତି ର ଅବସାଦ ନାହିଁ
    ଯେତେ ଦେଖୁଥିଲେ ନୂଆ ଦିଶୁଥାଇ
    ଜୟ ମା କାଳିଜାଇ 🙏

  • @apnaactionstyle1002
    @apnaactionstyle1002 Před měsícem +15

    କାଳୀ ଜାଇ ର ସଂଧ୍ୟା ପିଲା ଦିନେ ପଢ଼ି ଥିଲି ଆଜି ସୁଣୁଚି ❤❤😊

  • @priyankabehera6598
    @priyankabehera6598 Před měsícem +29

    ସାଙ୍ଗ ମାନେ କିଏ କିଏ ନଟିଆ❤ ର ଗୋଟିଏ ବି ପାର୍ଟ
    ମିସ୍ କରୁନାହିଁ ଗୋଟିଏ ଲାଇକ❤🎉😊ଟେ କର

  • @sanjeebRsseven7272
    @sanjeebRsseven7272 Před měsícem +14

    "କାଳୀ ଯାଇରେ ସଂଧ୍ୟା" ଆମେ ପଢି ଥିଲୁ,
    ପିଲା ବେଳର କଥା ମନେ ପଡିଗଲା l👍

  • @MR.bhagirathi143
    @MR.bhagirathi143 Před měsícem +16

    Jay maa Kali Jai/ pilamane jte bele Kali Jai jibe sethu kichhi batare, maa Bhagwati Mandira achhi jai ki buli Ashi be , jahaki bana purare abastita. Jay maa Kali Jai, Jay Jagannath 🙏⭕‼️⭕🙏

  • @Ganeshmohanta136
    @Ganeshmohanta136 Před měsícem +40

    ଭାଈ ମାନେ ଅଗଷ୍ଟ ୧୫ ଆସିଲାଣି ସମସ୍ତେ ଗୋଟିଏ ସ୍ୱରରେ ହଉ ଜୟ୍ ଭାରତ୍ ମାତା କି ଜୟ୍

  • @ratiranjan2260
    @ratiranjan2260 Před měsícem +15

    Natia comedy dekhile piladina ra memory taja heijae 😊😊😊

  • @Panther_Subham
    @Panther_Subham Před měsícem +302

    ଧନ୍ୟ ବାଦ କାଳୀ ଯାଇ ର ସନ୍ଧ୍ୟାର ଦୃଶ୍ୟ ମୁଁ କେବଳ ବହିରେ ପଢ଼ିଥିଲି କିନ୍ତୁ ଏତେ ସୁ୍ନ୍ଦର ମୁ ଜାଣିନଥିଲି 😊

    • @ismartbinayavlog8927
      @ismartbinayavlog8927 Před měsícem +4

      ସୁଦର କଣ ମୁ ଜାଣିଛ ସୁନ୍ଦର 😂

    • @_.itz.akash_09
      @_.itz.akash_09 Před měsícem +6

      Bhai kebe buliba ku asa bhala lagibaa 😊

    • @rambehera3120
      @rambehera3120 Před měsícem +4

      Mu janichi aou jaechibi 4thara ki 5thara

    • @Balaramsahoo476
      @Balaramsahoo476 Před měsícem

      @@Panther_Subham ମୁଁ ବି କେବେ ଯାଇ ନାହିଁ କେବଳ tv ଆଉ ମୋବାଇଲ ରେ ଦେଖିଚି ହେଲେ ଦେଖିବା ମାଆ କାଳୀଯାଇ ଙ୍କର କେବେ ଆଗ ମନ ହଉଛି

    • @kishormahapatra422
      @kishormahapatra422 Před měsícem +1

      Jay ma Kali Jai ❤❤❤❤❤❤❤❤

  • @rkmcreation21.22
    @rkmcreation21.22 Před měsícem +90

    ବାଂଲାଦେଶ ରେ ଆମ ମହାପ୍ରଭୁ ଙ୍କୁ ଜାଳିଦେଲେ 😢😢😢ଓଡ଼ିଆ ହେଇକି ଆମ କୁ କେତେ କଷ୍ଟ ଲାଗୁଚି ଜୟ ଜଗନ୍ନାଥ ପ୍ରଭୁ 🙏🏻🙏🏻🙏🏻🙏🏻

  • @vlogerpradeepnahak
    @vlogerpradeepnahak Před měsícem +323

    ଆମ ଗଂଜାମ ପିଲା ❤ନଟିଆ fans Like କର

  • @kusumasahoo-tz3ib
    @kusumasahoo-tz3ib Před měsícem +12

    ନ ଯାଇ ଥିବା ଲୋକ ମାନଙ୍କୁ ନାଉରିଆ ଭାଇ ର ତିନୋଟି ଶିକ୍ଷଣୀୟ କଥା ମନେ ରଖିବାକୁ ହେବ ❤ ରାଧେ ରାଧେ ❤

  • @Ms_Senorita-c2-Sony
    @Ms_Senorita-c2-Sony Před měsícem +83

    Kia kia କାଳିଜାଇ ମନ୍ଦିର ବୁଲିବାକୁ ଯାଇଛ gote like kara..❤👍

  • @Puja_9692
    @Puja_9692 Před měsícem +86

    ପୁରା ମନଲୋଭା କାହାଣୀ ଟି ସତରେ😍👌କାଳିଜାଈ ମନ୍ଦିର ଯିଏ ସବୁ ଯାଇଛ ଜାଣିଥିବ ଯେ ସେଠିକାର ଦୃଶ୍ୟ କେମିତି🌅🌈😊 ଆଉ ଆଜି ଏଇ ଭିଡିଓ ଦେଖିଲା ପରେ କାହାକୁ କାଳିଜାଈ ମନ୍ଦିର ଯିବାକୁ ଇଚ୍ଛା ହଉଛି🙌ଲାଇକ୍ କର😊👍🏻👍🏻

    • @Mrcreyz
      @Mrcreyz Před měsícem +1

      😟

    • @BiswaRanjanKund
      @BiswaRanjanKund Před měsícem +1

      ମା ଙ୍କ ନାଆଁ ରେ like ର ଭିକ ମାଗିବାକୁ ଖରାପ ଲାଗୁନି😢😢😅😮😅😅😊😂

    • @chitaranjanmohanty6485
      @chitaranjanmohanty6485 Před měsícem +1

      ମୁଁ ଟୋଟାଲି ଯାଇନାହିଁ 😭

    • @Puja_9692
      @Puja_9692 Před měsícem

      @@chitaranjanmohanty6485 ମୁଁ ବି କେବେ ଯାଇନି😔😔

    • @Puja_9692
      @Puja_9692 Před měsícem +1

      @@BiswaRanjanKund ମୁ ଦେଖୁଛି ମୋ cmnt ରେ ତମର ବହୁତ୍ ଅସୁବିଧା ହଉଛି🤨

  • @user-jr7jm7hl2f
    @user-jr7jm7hl2f Před měsícem +61

    ଜିଲ୍ଲା ଭିତରେ ଜିଲ୍ଲା ଗଞ୍ଜାମ ଜିଲ୍ଲା ❤ ଜୟ ମା କାଳିଜାଈ 💗 କେବେ ଆମ ଗଞ୍ଜାମ ଜିଲ୍ଲା କୁ ବୁଲି ବାକୁ ଆସ 😇 ଖାଣ୍ଟି ବ୍ରହ୍ମପୁରୀଆ 🤗🥰💞 ଜୟ ଜଗନ୍ନାଥ 🙏🙏🙏

  • @Shree_910
    @Shree_910 Před měsícem +2110

    ଆରେ parallel universe ପାର୍ଟ 3 ଏପର୍ୟ୍ଯନ୍ତ upload ହେଲାନି😢କିଏ କିଏ ଦେଖିବାକୁ excited ଅଛ ଲାଇକ୍ କର👍❤

  • @abhisekpanda9708
    @abhisekpanda9708 Před měsícem +5

    Jay Jagannath 🙏🏻

  • @LEGENDFF556-n2b
    @LEGENDFF556-n2b Před měsícem +4

    ମ ଭଲ comedy ନଟିଆ comedy❤❤

  • @ManojKumarKandi-bt6jr
    @ManojKumarKandi-bt6jr Před měsícem +12

    କୋଉ👉 ଭାଇ ଭଉଣୀ 🙏ମାନେ କଟକ ଜିଲ୍ଲା ନିଆଳି ରୁ ଦେଖୁଛ likeକର👍

  • @theanimal3153
    @theanimal3153 Před měsícem +5

    ମରାଳ ମାଳିନୀ ନୀଳମ୍ବୁ ଚିଲିକା, ଉତ୍କଳ ର ତୁହି ଚାରୁଚିତ୍ର ଲତା ❤️❤️❤️❤️❤️❤️❤️❤️ମା କାଳିଜାଇ 🙏🙏🙏🙏🙏🙏🙏🙏🙏🙏

  • @Madhaba_Dora
    @Madhaba_Dora Před měsícem +386

    Really 🥺 କାଳିଜାଇ ସନ୍ଧ୍ୟା କେବଳ ବହିରେ ପଢିଥିଲୁ , କିନ୍ତୁ ଆଜି କମେଡି ମାଧ୍ୟମରେ ମଧ୍ୟ ଅଧିକ କିଛି ଜାଣି ପାରିଲୁ , ଯେ - କାଳିଜାଇ ବୁଲିବାକୁ ଗଲେ କେବେ ବି ମନରେ ଖରାପ କଥା ଚିନ୍ତା କରିବା କଥା ନୁହେଁ , କାରଣ ସେ ଆମର ମାଁ ସେ କେବେ ବି ଆମର ଅନିଷ୍ଟ ଚିନ୍ତା କରନ୍ତି ନି !✅👍ଜୟ ମାଁ କାଳିଜାଇ 🙏🙏🙏

    • @Swagatpattnayak
      @Swagatpattnayak Před měsícem +13

      ତୁ ମାଧବ ତୋର କିଛି କାମ ନାହିଁ କି ଯେତେବେଳେ ଦେଖିଲେ ତୋ କମେଣ୍ଟ ଆଗ 😂 ପଢାପଢି କରେ

    • @manojbadal193
      @manojbadal193 Před měsícem +5

      Ama maa kalijai mandir asa tapare manaku santi miliba

    • @Swagatpattnayak
      @Swagatpattnayak Před měsícem

      @@manojbadal193 ହଁ

    • @Kuru9777
      @Kuru9777 Před měsícem

      Hjklkog

    • @07broken28
      @07broken28 Před měsícem +3

      Thik kahila bhai

  • @OdiyaLove
    @OdiyaLove Před měsícem +7

    କୋଉ ମାନେ କାଳିଜାଇ ମନ୍ଦିର ଯାଇଛ 👍 କର

  • @tanuj549
    @tanuj549 Před měsícem +10

    ନତିଆ ତୋର ଜଲଦି ବାହାଘର ହଉ ,ଆଉ ପୂଜା ର ପୁଅ ନା ହଟିଆ ରଖେ, ମୋତେ 40 ହେଲାଣି ନାତି ଟେ ଦେଖିବାକୁ ଇଛା ହଉଛି। love u ନଟିଆ ❤❤❤

  • @chinmayipradhan
    @chinmayipradhan Před měsícem +18

    ଗଞ୍ଜାମ ରୁ କିଏ କିଏ ଦେଖୁଛନ୍ତି ଲାଇକ କରିବେ 🙏🙏🙏

  • @ManojSahu-m143
    @ManojSahu-m143 Před měsícem +11

    ପିଲା ଦିନେ 8 ସ୍କୁଲ ରେ ଯାଇଥିଲି ❤ପୁଣି ଆଜି ମନେ ପକାଇ ଦେଲେ ।। ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ World 🌎❤❤❤

  • @user-vw3ok9fh6t
    @user-vw3ok9fh6t Před měsícem +124

    ଆଜି ସତରେ ମୋ ଜନ୍ମ ଦିନ ମୋ ପାଇଁ ଗୋଟେ ❤ ହଉ

  • @Jenasamir419
    @Jenasamir419 Před měsícem +3

    Jaya Maa Kali Jai Maa Jaya

  • @newmovieshort-zr7nm
    @newmovieshort-zr7nm Před měsícem +7

    କାଳିଜାଈ କିଏ କିଏ ବୁଲିବାକୁ ଯାଇଛନ୍ତି like କର

  • @Shree_910
    @Shree_910 Před měsícem +251

    କିଏ କିଏ କାଳିଜାଈ ମନ୍ଦିର ଯାଇଛ😊ଆଜିର ଏହି ଭିଡ଼ିଓ ପାଇଁ ଗୋଟେ ଲାଇକ୍ କର👍❤

  • @Kkr-Lover-Akash-96
    @Kkr-Lover-Akash-96 Před měsícem +631

    ଆଜି ମୋର ଜନ୍ମ ଦିନ କିନ୍ତୁ 0 likes 😢😢

  • @Shree_910
    @Shree_910 Před měsícem +144

    କାଳିଜାଈର ସନ୍ଧ୍ଯା ବହୁତ ସୁନ୍ଦର ଭିଡ଼ିଓ ବନା ହେଇଛି ପୁରା ମନ ଛୁଆଁ😊❤ଆଜିର ଭିଡ଼ିଓ ପାଇଁ ଗୋଟେ ଲାଇକ୍👍❤

    • @user-vf1yf9qu6j
      @user-vf1yf9qu6j Před měsícem

      Bahut Sundar ହେଇଚି

    • @ItisreeGiri
      @ItisreeGiri Před měsícem +2

      ଗୋଟିଏ ବାଳ ନବୁନା

    • @Modexxstyy
      @Modexxstyy Před měsícem +3

      Comment section re Tora hin comment like pain ete kana hauchhu ba

    • @Shree_910
      @Shree_910 Před měsícem

      ​@ItisreeGiri ase kati debi 🤣

    • @Shree_910
      @Shree_910 Před měsícem +2

      ​@Namratamajhi-no3on hmm cmnt section mora tora kain ete fatuchhi ba🤣

  • @rudragouda6466
    @rudragouda6466 Před měsícem +3

    Ganjam pila like kara ❤🎉

  • @kalyanidasdas2462
    @kalyanidasdas2462 Před měsícem +1

    ଜୟ ମା କାଳିଜାଈ ❤

  • @AMARGaming456
    @AMARGaming456 Před měsícem +8

    ସକାଳୁ ସକାଳୁ କିଏ ନଟିଆ comady ଦେଖ like କର ❤

  • @user-DhanurjayDas
    @user-DhanurjayDas Před měsícem +20

    ଜୟ ମାତା କାଳିଜାଇ🕉️❤🙏🏽🚩🚩🚩

  • @basantidehury9216
    @basantidehury9216 Před měsícem +13

    Satare bhari mane paduji se pila dina auu kebebi feriki asibani 😭😭😭😭😭😭😭😭😭😭🎂jai maa kalijai 🙏🙏🙏🙏🙏🙏🙏🙏🙏🙏

  • @chittaranjandalasinghar4217
    @chittaranjandalasinghar4217 Před měsícem +3

    Jay jagannatha ⭕‼️⭕🛕🚩🙏🏻❤har har Mahadev ❤😊 friends all 🙏🏻

  • @ommpanda3172
    @ommpanda3172 Před měsícem +2

    Wow ❤️❤️❤️❤️🔥🔥🔥🔥🔥🔥🔥❤️❤️🔥❤️

  • @meghamegha5025
    @meghamegha5025 Před měsícem +9

    So nice subject bhala lagi good morning all you tube family members and friends kaha kaha ku bhala laguchi kuha ❤❤❤❤❤ kalijae sadya 👍👍👍👍👍👍

  • @akashbarik1304
    @akashbarik1304 Před měsícem +62

    Jay jagannath 🙏🙏🙏

  • @babluvisions.5063
    @babluvisions.5063 Před měsícem +10

    ମା କାଳୀଜାଇ ଙ୍କ ମନ୍ଦିର ଆଉ ଚିଲିକା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ଅବସ୍ଥିତ ।

    • @shibasahu9166
      @shibasahu9166 Před měsícem

      Which district is Kalijai in?
      Kalijai railway station is a railway station on Khurda Road-Visakhapatnam section, part of the Howrah-Chennai main line under Khurda Road railway division of East Coast Railway zone. It is situated at Patharakata, Kalijai in Ganjam district in the Indian state of Odisha.

    • @SureshMishra-z8q
      @SureshMishra-z8q Před 20 dny

      ​@@shibasahu9166କାଳିଜାଇ ମନ୍ଦିର ଗଞ୍ଜାମ ଜିଲ୍ଲାରେ ନୁହେଁ

  • @sibapradhan8378
    @sibapradhan8378 Před 29 dny +1

    କିଏ କିଏ ଗଞ୍ଜାମ ରୁ ନଟିଆ comedy ଦେଖୁଛ ଲାଇକ କର ❤❤❤

  • @sabitabehera6439
    @sabitabehera6439 Před měsícem +4

    Aei kalijai chapter ta aama school re just 5days purbaru patha heithi o kali question answer heithila

  • @Krishnadasbls180
    @Krishnadasbls180 Před měsícem +23

    ସତରେ Episode ଟି ବହୁତ ଭଲ ଲାଗିଲା ମୁଁ ତୋ କେବେ ମାଆ କାଳିଜାଇ ଙ୍କ ମନ୍ଦିର କୁ ଯାଇନାହିଁ ହେଲେ ଜୀବନରେ ଯେବେଭି ସୁଯଗ ମିଳିବ ଆମେ ମାଆଙ୍କ ମନ୍ଦିରଙ୍କୁ ଯିବା ଜୟ ମାଆ କାଳିଜାଇ🙏

  • @santoshkumarmukhi1056
    @santoshkumarmukhi1056 Před měsícem +41

    କଟକ ଜିଲ୍ଲା ରୁ କିଏ କିଏ ସବୁ ଦେଖୁଛ ନଟିଆ କମେଡି ସାଙ୍ଗ ମାନେ ଲାଇକ କରତ ❤️

  • @SrabanPradhan-ec7it
    @SrabanPradhan-ec7it Před měsícem +7

    Kandhamal district ru kia kia dekhucha like kara ..jay jagannath🎉🎉🤗🤗

  • @Ajay_gamer496
    @Ajay_gamer496 Před měsícem +1

    ଜୟ ମା କାଳିଜାଇଙ୍କର ଜୟ 🚩🚩🚩

  • @Satyabhamachannel
    @Satyabhamachannel Před 24 dny +1

    ନଟିଆ କମେଡି ଏକ କମେଡି ନୁହେଁ ଏକ ଶିକ୍ଷାର ଅବଦାନ ମଧ୍ୟ
    Thanks To Natia Parivaar❤❤❤

  • @Jageswar812
    @Jageswar812 Před měsícem +6

    ସୁଭ ସକାଳ ଜୟ ଜଗନ୍ନାଥଙ୍କ କୁପାରୁ ଆପଣ ମାନେ ସମସ୍ତେ ଭଲରେ ରୁହନ୍ତୁ ଏତିକି ମୋର ପ୍ରଭୁଙ୍କ ପାଖରେ ପାଥନା

  • @manoranjan5419
    @manoranjan5419 Před měsícem +27

    Jay maa kalijai 🙏🌸🌸🌸🌸🌺🌺🌺🌺🌺🌺🌺🌺🌺🌺🚩🚩🚩🚩🚩🚩🚩🚩🚩

  • @no1sandhyacreation143
    @no1sandhyacreation143 Před měsícem +5

    କାଳିଜାଈ ରେ ସନ୍ଧ୍ୟା ର ନୀତିଶିକ୍ଷା- ମାଁ କାଳିଜାଈ ମନ୍ଦିର କୁ ଗଲାବେଳେ ମନ ଭିତରେ କିଛି ବି ଖରାପ ଭାବନା ଭାବିବା ଉଚିତ୍ ନୁହେଁ କାହିଁକି ନା ମନ ଭିତରେ ଆମେ ଯାହା ବି ଭାବିଥାଉ ସେଇଟା ପୂରଣ କରିଲେ ହିଁ ଡଙ୍ଗା (⛵ Boat) ଆଗକୁ ଯାଇଥାଏ ନଚେତ୍ ସେମିତି ହିଁ ଅଧା ରାସ୍ତାରେ ଅଟକି ରହିଯାଏ.......ଜୟ ମାଁ କାଳିଜାଈ 🙏🙏🙏

  • @Famousboymilan
    @Famousboymilan Před měsícem +7

    ନୟାଗଡ଼ ପିଲା କେହି ନାହାନ୍ତି ଲାଗୁଛି ନୟାଗଡ଼ ପିଲା like କର ❤❤

  • @ShiburanjanNayak-d4l
    @ShiburanjanNayak-d4l Před měsícem +1

    ଯେଉମାନେ ବାଲେଶ୍ଵର ଜିଲ୍ଲାରୁ ଦେଖୁଚ ଲାଇକ କର 😊❤.

  • @saritadalei270
    @saritadalei270 Před měsícem +24

    A episode ti sabuthu alaga dhanyawad ae video ti anithibaru 👏mata ta ae video bi bohut bhala lagila mo bhali au kahaku a video ti bhala lagila ❤mo comment upara like dia❤

  • @rashmitamohapatra8368
    @rashmitamohapatra8368 Před měsícem +7

    ସୁପ୍ରଭାତ 🌅 ଜୟ ଜଗନ୍ନାଥ

  • @siddhantasamal7301
    @siddhantasamal7301 Před měsícem +12

    ଆଜି ମୋର ଜନ୍ମ ଦିନ🎉🎉

  • @Ganeshmohanta136
    @Ganeshmohanta136 Před měsícem +1

    ଯେଉଁ ମାନେ ସବୁ କାଳୀଯାଈ ମନ୍ଦିର ଯାଈଛ ଲାଇକ୍ କର

  • @muna9094
    @muna9094 Před měsícem +1

    Sambalpuria mane like kara❤❤❤ I love samali

  • @Sudhansu__Jena
    @Sudhansu__Jena Před měsícem +7

    ବହୁତ ଭଲ ଲାଗିଲା କଳିଜାଇରେ ସନ୍ଧ୍ୟା । ସନ୍ଧ୍ୟା ବେଳର ସେ ଅପୂର୍ବ ମନୋରମ ଦୃଶ୍ୟ ଦେଖିବାକୁ ବହୁତ ସୁନ୍ଦର 🤩😀 ବଢିଆ ଲାଗିଲା

  • @satyabhamagiri7982
    @satyabhamagiri7982 Před měsícem +7

    ଜୟ ମା କାଳୀ ଯାଇ❤️🙏😘

  • @user-ez6gi3hn5l
    @user-ez6gi3hn5l Před měsícem +37

    Subha sakala jay Jagannath ⭕❗⭕🙏🙏🙏

  • @sanjupalai5473
    @sanjupalai5473 Před měsícem +2

    ଜୟ ମାଆ କାଳିଜାଇ🙏🙏🙏ବହୁତ ଭଲ ହେଇଛି ଭିଡିଓ ❤❤❤କିଏ କିଏ ହୃଦୟ ଭଲ ପାଆନ୍ତି କହ 😊😊😊

  • @Rakes-wb5qu
    @Rakes-wb5qu Před měsícem +1

    କାଳିଜାଈ ବିଷୟ ରେ ବହୁତ କିଛି ଶୁଣିଥିଲୁ ଆଜି ଦେଖି ସବୁକିଛି ଜାଣିଗଲୁ 😇👍👍 ମତେ ତ ଭଲ ଲାଗିଲା interesting episode 🥰🥳 ଆଉ କେଉଁ ମାନକୁଂ ଭାରି ଖୁସି ଲାଗିଲା୤ ଏଇ ଭିଡିଓ ଦେଖି 😅👍

  • @JayantiDasadhikari-gv5mg
    @JayantiDasadhikari-gv5mg Před měsícem +33

    Jay Jagannath

  • @milugamer5725
    @milugamer5725 Před měsícem +7

    Koumane nija bapa maa nku bahut bhala pante 👍👍👍👍

  • @hemantlifestyle1
    @hemantlifestyle1 Před měsícem +14

    ନଟିଆ ଆଗକୁ ବଡ଼ ହବ ନା ସେମିତି ରହିଯିବ ❤😮😮p

  • @user-rk2sy4do8b
    @user-rk2sy4do8b Před 28 dny +2

    Kia balugaon ru dekhucha re..... 😀 like dia 👍......❤❤❤.

  • @SapanaPradhan-tr4oo
    @SapanaPradhan-tr4oo Před měsícem +3

    Love from chilika maa kalijae samasta nku khusire rakha ntu

  • @satyabhamagiri7982
    @satyabhamagiri7982 Před měsícem +6

    ଜୟ ଜଗନ୍ନାଥ ❤️😊🙏ଜୟ ମା ଲଷ୍ମୀ ❤️😊🙏

  • @ajayakumar9608
    @ajayakumar9608 Před měsícem +8

    Kia kia choto bele maa kalijai mandira jaicha like kara Jay maa kalijai

  • @user-cl4tz1be8q
    @user-cl4tz1be8q Před měsícem +15

    Jay jagannath 🙏❤❤❤🎉🎉🎉🎉😊😊😊😊

    • @BansimohanJagadev
      @BansimohanJagadev Před měsícem

      @@user-cl4tz1be8q your comment goes to natia comedy🥰🥰🥰

  • @debonfc7198
    @debonfc7198 Před měsícem +3

    Main Delhi se ek cafe se dekh rha tha
    Mera ek dost yahan kaam kar rha tha
    Uska name chaggu hai.....
    Wo mujhe odisha ka language sikhaya tha
    Main todha thoda samajh jata hun
    Lekin natia comedy bohut accha laggaa....🥰😍

  • @user-ee5th3yr4x
    @user-ee5th3yr4x Před měsícem +1

    Are waa 😂🤣 school class bhitare bisu jaga re chandu hauchhi ,, puni sahitya didi jaga re Puja mom wow nice nice ,,

  • @jagabandhupatrajagabandhup2776
    @jagabandhupatrajagabandhup2776 Před měsícem +10

    Natiya ❤❤❤pura mast mast ❤❤❤❤ Rakshya bandhan ❤agku asuchi kia kia redy acha 😊

  • @shadow.creation.....7845
    @shadow.creation.....7845 Před měsícem +9

    ଚିଲିକାରେ ସାୟନ୍ତ ନ ଦୃଶ୍ୟ ଏହି ପଦ୍ୟ 🎉🎉🎉 ୧୦ମ ଶ୍ରେଣୀ ରେ ଅଛି

  • @NpMusicOfficial
    @NpMusicOfficial Před měsícem +11

    Good Morning All Odisha Basi Love you 🌞 Mornings Jay Jagarnath❗⭕❗

  • @swarnalatasahoo9515
    @swarnalatasahoo9515 Před 26 dny +1

    ଜଯ ମାଁ କାଳିଜାଇ ମାଁ କାଳିଜାଇକ ପାଇଁ ଗୋଟିଏ ଲାଇକ

  • @SushreeSangit
    @SushreeSangit Před měsícem +1

    ଆରେ କାଳିଜାଇ ଗଞ୍ଜାମ ଜିଲ୍ଲାରେ ନୁହଁ ଖୋର୍ଦ୍ଧା ରେ

  • @jayrambariha81
    @jayrambariha81 Před měsícem +6

    ଜୟ ମା କାଳିଜାଈ 🙏🌺

  • @Vlogsrabindrakumar
    @Vlogsrabindrakumar Před měsícem +6

    ପାରିକୁଦ ପିଲା ଆମେ ଜୟ ମା କାଳିଜାଇ

  • @ashishkumarpal2503
    @ashishkumarpal2503 Před měsícem +9

    Good morning🌞..,, Jay Jagannath⭕‼️⭕,,,,,, Jay Maa Kalijai🌼

  • @DambaruGadaba-rd4qq
    @DambaruGadaba-rd4qq Před 29 dny +1

    Aagaku rakhya bandhana asuchhi,samastanku advance happy rakhya bandhana ❤❤❤
    Jay Jagannath 🙏

  • @manojbarik2976
    @manojbarik2976 Před 29 dny +1

    Kiea natiara features dekhibapaichahnucha like kara

  • @MrDipeshGamer722
    @MrDipeshGamer722 Před měsícem +20

    First comment in 30 second

  • @PrasantSamal-ix9ki
    @PrasantSamal-ix9ki Před měsícem +6

    ଜୟ ଜଗନ୍ନାଥ ❤😊🎉

  • @PitabasaPatra-mu3fu
    @PitabasaPatra-mu3fu Před měsícem +5

    Awesome, pila Dina odia bahi re padhi thili. Aji se katha mane padi gala. 🥰☺️🥰

  • @nitunmoharana2427
    @nitunmoharana2427 Před měsícem

    ବହୁତ ଦିନ ପରେ 🤔 ଏ ବିଷୟ କାଳୀ ଯାଇ ରେ ସନ୍ଧ୍ୟା ନଟିଆ କମେଡି ମାଧ୍ୟମ ରେ ଦେଖି ଯେତିକି,, ଖୁସି ଲାଗିଲା ସେତିକି ଦୁଃଖ ଲାଗିଲା 😔 ପିଲା ଦିନ ମନେ ପଡ଼ିଗଲା ❤️

  • @Riya-hn4xy
    @Riya-hn4xy Před měsícem +1

    Hi ସାଙ୍ଗ ମାନେ ସମସ୍ତେ ଆସ କାଳୀଯାଇ ଦେଖିବା କୁ 🙏🙏🙏

  • @OdishaGovtJob12
    @OdishaGovtJob12 Před měsícem +8

    Jay Shree Ram ❤Har har Mahadev ❤

  • @JayantiDasadhikari-gv5mg
    @JayantiDasadhikari-gv5mg Před měsícem +16

    Good morning all of you ❤🎉🎉🎉🌅🌄

  • @TikinaBehera-jg6rj
    @TikinaBehera-jg6rj Před měsícem +23

    Saga Mane mu kebe b Kali Jai mandira jaini satare kn Kali Jai gala bele jaha habiba seya huakii
    Please Jia Jia jaichha mote tk kuha please saga Mane Jay maa Kali Jai ❤❤❤ 14:50

    • @Bapinayak93
      @Bapinayak93 Před měsícem +1

      Yes bro

    • @pintudalai7120
      @pintudalai7120 Před měsícem +1

      Hmm

    • @lifestylevlogs6661
      @lifestylevlogs6661 Před měsícem

      Seithipai ba mu kalijai jaouni 😂jadi kichi bhabidedi ,mu bhabibi danga budijibo ki jadi satare budijibo harinamo satya😂😂😂😂😂😂😂😂😂😂😂

  • @creatiordurga8301
    @creatiordurga8301 Před měsícem +2

    ଭାଈ ଆମର ଘର ଚିଲିକା(ବାଲୁଗାଁ )ଆମ ଘର ଠୁ ବହୁତ ଅଳ୍ପ ବାଟ❤। ଜୟ ଜୟ ମା କାଳିଜାଈ 🙏

    • @creatiordurga8301
      @creatiordurga8301 Před měsícem

      କେବେ ଆସ ଆମ ବାଲୁଗାଁ ଚିଲିକା ବୁଲିବା ପାଇଁ ❤ ଦେଖିକି ଯିବ😊😊

  • @Rakes-wb5qu
    @Rakes-wb5qu Před měsícem +1

    ବିଶୁ so funny 😂😂 ନେଉଳ ଗୋଟେ ସର୍ତ ରେ କହିବିନି, ଯଦି ତୁ ମତେ icecream 🤣 କିଣିକି ନ ଦବୁ 👍

  • @Pavangupta942
    @Pavangupta942 Před měsícem +76

    Aaji mora barthday mo kament like Kari wish janau

  • @Siluvlogs8340
    @Siluvlogs8340 Před měsícem +10

    ᴊᴀy ꜱʜʀᴇᴇ ʀᴀᴍ 🧡🚩

  • @Chandan-oh1xy
    @Chandan-oh1xy Před měsícem +10

    Amazing and beautiful 🎉🎉🎉❤❤❤❤❤

  • @tusartarai
    @tusartarai Před 29 dny

    ଜୟ ମା କାଳିଜାଇ 🙏🇰 🇭 🇴 🇷 🇩 🇭 🇦 ❤ 🇧 🇦 🇱 🇺 🇬 🇦 🇴 🇳 ❤🇨 🇭  🇮 🇱 🇮 🇰 🇦 ❤❤