Super Hit Chauda Akshyari By Gayeeka Smt. Manorama Sahoo | Odia Pala | Bhakti Prathana

Sdílet
Vložit
  • čas přidán 8. 09. 2024
  • Super Hit Chauda Akshyari By Gayeeka Smt. Manorama Sahoo | Odia Pala | Bhakti Prathana
    #chauda_akshyari
    #ama_odia_pala
    #gayeeka_manorama_sahoo
    #bhakti_prthana
    @bhaktiprathana
    ପ୍ରିୟ ଦର୍ଶକ ବନ୍ଧୁ |
    ସମସ୍ତଙ୍କୁ ନମସ୍କାର | ଆପଣ ମାନେ ଦେଖୁଛନ୍ତି ଭକ୍ତି ପ୍ରାର୍ଥନା CZcams Channel | ଏହା ଏକ ସଂସ୍କୃତି ଭିତ୍ତିକ ଚେନେଲ | ଏହି ଚେନେଲ୍ ମାଧ୍ୟମରେ ଆମେ ଓଡ଼ିଶାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବ ସମ୍ମୁଖରେ ପହଞ୍ଚାଇବା ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିବୁ | ବିଶେଷକରି ଓଡିଶାର ବିଦଗ୍ଧ କଳା ପାଲା ର ପ୍ରଚାର ପ୍ରସାର ପାଇଁ ଆମର ଚେଷ୍ଟା ସଦା ସର୍ବଦା ଜାରି ରହିବ | ଓଡିଶାର ପାଲା ଏକ ବିଦଗ୍ଧ କଳା | ପାଲା ପରିବେଷଣ କରୁଥିବା ଗାୟକ କିମ୍ୱା ଗାୟିକା ମାନେ ଜଣେ ଜଣେ ଗଣ ଶିକ୍ଷକ ଅଟନ୍ତି | ପାଲା ଏମିତି ଏକ ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ଯାହାକୁକି ସମସ୍ତ ପରିବାର ବର୍ଗ ଏକତ୍ର ବସି ଉପଭୋଗ କରିପାରିବେ ଏବଂ କିଛି ସାମାଜିକ ଶିକ୍ଷା ମଧ୍ୟ ଲାଭ କରି ପାରିବେ | ଆଧୁନିକ ସମାଜରେ ଏହି ପାଲା କଳା କିଭଳି ଭାବରେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇପାରିବ ସେଥିପାଇଁ ଆମର ଚେଷ୍ଟା ଜାରି ରହିବ ସେଥିପାଇଁ ଆପଣଙ୍କର ସ୍ନେହ, ଶ୍ରଦ୍ଧା, ଭଲପାଇବା ଆମର ନିତାନ୍ତ ଆବଶ୍ୟକ | ଆପଣଙ୍କ ଭଲ ପାଇବା ରହିଲେ ଆମେ ଆଗକୁ ଆହୁରି ଅନେକ ନୁଆ ନୁଆ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚେବାର ପ୍ରୟାସ ଜାରି ରଖିବୁ | ଯଦି ଆପଣ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ କରି ନିଅନ୍ତୁ | ଯଦି ଆପଣଙ୍କର ଅଞ୍ଚଳରେ ହେଉ ଥିବା ସାଂସ୍କୃତିକ କାର୍ଯକ୍ରମ କୁ ଆମ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ଆମ ସହ ଯୋଗ ଯୋଗ କରନ୍ତୁ |
    BHAKTI PRATHANA, BHUBANESWAR
    Mob. 7008527328
    ବି. ଦ୍ର.- ଏଥିରେ ପ୍ରସାରଣ କରାଯାଉଥିବା ସମସ୍ତ ତଥ୍ୟ ଗାୟକ କିମ୍ୱା ଗାୟିକା ଙ୍କର ନିଜସ୍ୱ ଅଟେ | ଏଥିରେ ଯଦି କିଛି ତ୍ରୁଟି ପରି ଲକ୍ଷିତ ହୁଏ ସେଥିପାଇଁ ଭକ୍ତି ପ୍ରାର୍ଥନା କର୍ତୁ ପକ୍ଷ ଦାଇ ରହିବେ ନାହିଁ |
    ସମସ୍ତଙ୍କୁ ଧନ୍ୟବାଦ୍ 🙏🙏🙏
    ଜୟ ଜଗନ୍ନାଥ 🙏🙏🙏
    Please Watch Like, Share & Subscribe
    Thank You For Watching 🙏🙏🙏

Komentáře • 5