ଅତି ସୁନ୍ଦର ନିଷ୍ପତି, ଆପଣ ସମସ୍ତଙ୍କୁ ସ୍ୱାଗତ,
Very good justice mahodaya.wellcome madichala.odisha basi rahuthiba andhara ku alua re rupantar kara🎉
ମିଡିଆ ବି live ଦେଖାଉ। କଣ କଣ ଅଛି। ସାରା ଓଡ଼ିଶା ଜାଣିବ। ବିନା ମିଡିଆ ରେ କାମ ଅନ୍ଧାର ଭଳି ଲାଗିବ। ଚାବି ନକଲି ଯଦି ରତ୍ନ ଭଣ୍ଡାର କେମିତି ଅସଲି ହେବ ?
ଆମେ ଯେତେବେଳେ ଆମ ଘରର ଚାବି ହଜାଇଥାଉ ତାହାର ବିକଳ୍ପ ଉପାୟ କରିଥାଉ. ଚାବି ଏକା ଧିକ ଥିବାବେଳେ ଖୋଲିବାକୁ ଏତେ କସରତ କାହିଁକି. ଯାହା ଜଣାଯାଉଛି ଏହା ଏକ ଧୂଆଁ ବାଣ. ଜଗନ୍ନାଥ ଭରସା. ନେତା ମନ୍ତ୍ରୀ ଅଫିସର ସମସ୍ତେ ଏକାଦର.
ରତ୍ନ ଭଣ୍ଡାରର ମରାମତି ନିହାତି ଦରକାର। ସେ ବିଷୟ ରେ କମିଟି କିଛି କହୁ ନାହାନ୍ତି । ମନ୍ଦିର ସୁରକ୍ଷା ଆଗ,ସେ ବିଷୟ ରେ ଚିନ୍ତା ନାହିଁ ।ସରକାର କଣ କହିବେ ?
ନମସ୍ତେ ଆଜ୍ଞା ଅଷ୍ଟ ବେତାଳ ରନ୍ନ ନେଇ ନାହିଁ ତ 🙏💐
Jay jagarnnath
Jay jagannath Jay Odisha Jay Bjp party
Jay Odia
Jay Mohan Bhai Sarkar 👍👍👍
ଦେଖାଯାଉ ଆଗକୁ କଣ କଣ ଘଟୁଛି କି କି କଥା ଆଗକୁ ଶୁଣିବାକୁ ମିଳିବ ସମୟ ସେହି ମୁହୂର୍ତ କୁ ଅପେକ୍ଷା ଆମର ଆଉ ରହିଲା, ତାରିଖ ପରେ ତାରିଖ କେତେ ଗଡିବ ଜଣ ସାଧାରଣ ଜାଣିଛନ୍ତି .... 🙌ଜୟ ଜଗନ୍ନାଥ 🙏
Jai jagannath
Very very very good welcome to CM dhany bad
Prime minister kahuthile tamilnadu aachhi.
ଧନ୍ୟବାଦ ସାର୍ 👃
Jay Jagannatha ❤🙏
ଇଏ ଖୋଳପର୍ବତ ମାର ମୂଷା ଭଳିଆ,ତେଣୁ ଲାଗୁଛି ଏହି କାର୍ଯ୍ୟ ଚଳିତ ରଥଯାତ୍ରା ସମୟରେ ହେବା ଭଳି ଲାଗୁନି।
Jay jagarnath
Best news
Jay jagnatha
ଆଜ୍ଞା ଆପଣ କହୁଛନ୍ତି ଚାବି treasury ରେ ଅଛି ll ଆମ ପ୍ରଧାନମନ୍ତ୍ରୀ କହୁଥିଲେ ତାମିଲନାଡୁରେ ଅଛି ll ତାମାନେ ପ୍ରଧାନମନ୍ତ୍ରୀ ଓ ବିଜେପି ନେତା ଓଡ଼ିଆଙ୍କୁ ମିଛ କହୁଥିଲେ ll ଏଇଟା ବୋଧେ ଓଡ଼ିଆ ଅସ୍ମିତା ll
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
tamil nadu ରେ ଚାବି ଥିଲା ଆସିଗଲାଣି ତମେ ବେସ୍ତ ହୁଅନି ପୂର୍ବତନ ମୂର୍ଖମନ୍ତ୍ରୀ ଆଉ ତମ ପାଣ୍ଡୁ ସେ ଚାବି କି ବନ୍ଧା ପକେଇଥିଲେ
@@Mr.Bijaykumar.23 ତାମିଲଙ୍କ ଠାରୁ ଗୁଜରାଟୀ ବେଶି ମାରାତ୍ମକ ll ଚାବି 2009 ରୁ ଗୁଜୁରାଟରେ ଥିଲା ll ଚୋର ଚୌକିଦାର ବନି ଚୋର ଚୋର ହାଲ୍ଲା କରୁଥିଲା ll ଏବେ ଚାବି ମିଳିଗଲା ll ଜୟ ହୋ ଓଡ଼ିଆ ଅସ୍ମିତା ll
@@ranajitkumarmohanty9740 ତାମାନେ ତମ ମୂର୍ଖମନ୍ତ୍ରୀ ମୋଦି ପାଖରେ ବନ୍ଧା ପକେଇ ତମ ପାଣ୍ଡୁ କୁ ଉପରେ ଉଡାଉଥିଲେ ସେ ପଇସାରେ ଆଉ ତମକୁ ଗୋଟେ ଗୋଟେ ଦାଦନ ବ୍ୟାଗ ଦେଇଥିଲେ ଗୁଜୁରାଟ ଯିବାପାଇଁ 🤣🤣
🙏🙏🙏🙏👌👌
Chabi no bhangi patal ru khaji anile bhalo huanta
Good 👍
😊
Double engine & strong engine thae...ete late kahniki karucha....date 9 re madhya kichi karipariba ni..kebal odisha loka nku bhuan bula u cha
Chabi hajila kemiti kahuna
Jou jae manima ma ra echa nahi kechi habani
Chabi kauthu aanila tike kahilani ta🤔🤔
Mariba pain sabu prasutata heijao 🙏🙏🙏 Jay shree jagannath 🙏🙏🙏
Ok ame jagannath nka pain prastuta tu kn Modi pain prastuta hua gote sanatani hisabare kahuchi Tama ghare jetiki suna gahana achi media agare prakash kare ta pare nije janiba kana hauchi boli chhi tumaku lajiya lagiba katha dharama kahuchi mohan babu hauchanti jagannath kanak babu hauchanti balabhdra au maa suvhdra hauchanti prabhati parida chhi sabu hisaba Kariba Kalia 2024 2029 bhitare lekhiki rakha nastika 🙏🙏🙏 Jay shree jagannath 🙏🙏🙏
Ratna bhandara kholiba thik na bhool aga kuha jadi kholucha kemiti kholiba katha kn media agare prakash kale kana haba lekhiki rakha 💯 kahuchi aga panda panda bhitare badia badi Hebe ta pare mandira uparaku choro au khanta Manankara akhipadiba ta pare odisha re danga haba 💯🙏🙏🙏 Jay shree jagannath 🙏🙏🙏 ratna bhandara kholile kaliki Nila arambha haba lekhiki rakha
Emane Ratnavandara chabiku nei jou Hina rajaniti karichanti ratnavandara kholiba pare bjp sarakara ra patana arambha jagannath emananku kebe khyama karibeni ki emananka garba rahibani
Kebala rajniti chalichi
Khali bhua bulaiba sara kara Kamara 0
Life tale kast darkar nahala sabu modi khahi daba
Jadi chabi kholila tahele bjp chora
ଚାବି ପ୍ରଧାନ ମନ୍ତ୍ରୀ ନା ଅମିତ ଶାହା
ତାମିଲନାଡୁ ରୁ ମାଟି ତଳୁ ପାତଳରୁ ଖୋଜିକି ଆଣିଲେ ସେ ତଥ୍ୟ ପ୍ରଥମେ ଲୋକଙ୍କୁ ଉପସ୍ଥାପନ କରାଯାଉ
Odisha ra sadharana lokanku michha kahiki odisha re BJP govt karila michhua govt BJP party and BJP party gote hinsa party
Chabi drama dala ra top neta Modi pakhare achi
Very very very good welcome to CM dhany bad
Very very very good welcome to CM dhany bad
ବହୁତ ଭଲ ପଦକ୍ଷେପ। ବଡଠାକୁର ଏହି କାର୍ୟ୍ଯରେ ନିଶ୍ଚୟ ସହାୟ ହେବେ। ଜୟ ଜଗନ୍ନାଥ।