Tough for mohan | ରାଜ୍ୟପାଳଙ୍କ ଘରୁ ଆଣିପାରିବେ ତ ଅଭିଯୁକ୍ତଙ୍କୁ ? The Quiver
Vložit
- čas přidán 14. 08. 2024
- ରାଜ୍ୟପାଳଙ୍କ ପୁଅଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଓଡିଶା ସଚିବାଳୟ ସେବା ସଙ୍ଘ । ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଅମାନବୀୟ କାମ ପାଇଁ ତାଙ୍କୁ କାଳେ ସୁରକ୍ଷା ମିଳୁଛି । ତାହା ପୁଣି ରାଜ୍ୟପାଳଙ୍କ ସୁରକ୍ଷା । ଲୋକଙ୍କ ସରକାରର ମୁଖ୍ୟମନ୍ତ୍ରୀ ମୋହନମାଝୀଙ୍କ ପାଖରେ ଅଭିଯୋଗ ତାଙ୍କ ପାଇଁ କାଳେ ଦ୍ୱନ୍ଦ ସୃଷ୍ଟି କଲାଣି । ରାଜ୍ୟ ପାଳଙ୍କ ସୁରକ୍ଷା ବଳୟ ଭାଙ୍ଗି ଓଡିଆ କର୍ମଚାରୀଙ୍କୁ ନ୍ୟାୟ ଦେଇପାରିବେ କି ନାହିଁ ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା ପ୍ରତାପ ଦେବ ।
#thequiver #mohanmajhi #raghubardas
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
#latestnews #politicalnews #odishanews #latestupdate #odianews
Subscribe "THEQuiverNews" in CZcams! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
Reality needs to be verified and victims must be punishable
Jay jaganath sir ❤❤❤❤❤❤
Let's see how the government handles investigation and justice.
Maagiha. Ke. Pitipiti. Maridebakatha
Very bad ofia samita kuade gala
Ame khali ragu tilu kintu Rahul gandi jenu hinsa hinsa kahutile aji BJP tara praman dei dela
ଗୁଣ୍ଡାଟାଏ
Mg ku fata mada diajau
ଏ ମିଡ଼ିଆ ଭାଇ ତୁମେ ଖାଲି ଫୋଟ ଦେଖାଉଚ ତାଜା statement ଏ news ରେ ନାହିଁ public ଭକୁଆ 😂😂😂
Keval baahaaspota, his executions/ performance is big Zero