Video není dostupné.
Omlouváme se.

ବିବାଦରେ ରାଜ୍ୟପାଳଙ୍କ ପୁଅ || ରାଜନୀତି ମାହୋଲ ସରଗରମ ||newsroom ||

Sdílet
Vložit
  • čas přidán 23. 08. 2024
  • ବିବାଦରେ ରାଜ୍ୟପାଳଙ୍କ ପୁଅ || ରାଜନୀତି ମାହୋଲ ସରଗରମ ||newsroom || #raghubardas #newsroom #manoranjanmishra #breakingnews #odisha #trending #viral #governer

Komentáře • 146

  • @BibhutiDalei-hz7xs
    @BibhutiDalei-hz7xs Před měsícem +33

    ରାଜ୍ୟ ସାରା ଆନ୍ଦୋଳନ ହେଉ

  • @pramodbehera607
    @pramodbehera607 Před měsícem +47

    ସରକାର କାହିଁକି ରାଜ୍ୟପାଳ ପୁଅଙ୍କୁ ଗିରଫ କରୁନାହାନ୍ତି,, ତମର ସେଇ ଓଡ଼ିଆ ଅସ୍ମିତା କୁଆଡେ ଗଲା ସେ ଅନ୍ଧ ଭକ୍ତମାନେ

  • @biswaranjanmohapatra2518
    @biswaranjanmohapatra2518 Před měsícem +21

    ରାଜ୍ୟପାଳ ଙ୍କୁ ଓଡ଼ିଶା ରୁ ବିଦା କରାଯାଉ🎉 ନହେଲେ 🎉 ଏ ସରକାର 🎉 ଙ୍କୁ ବିଦା ହେବାକୁ ପଡିପାରେ ଆଗକୁ 🎉 🎉 🎉
    ଓଡ଼ିଶା ବାସୀ କଡ଼ା ଜବାବ୍ ଦେବେ 🎉🎉🎉

  • @dharanidharbarik151
    @dharanidharbarik151 Před měsícem +9

    ରାଜ୍ୟପାଳଙ୍କ ଇସ୍ତଫା ଶ୍ରେୟସ୍କର।

  • @MNDIGITALSARAKANA
    @MNDIGITALSARAKANA Před měsícem +43

    ମୋହନ ବାବୁ କହୁଥିଲେ ଲୋକଙ୍କ ସରକାର ବୋଲି, ଚୁପ୍ କାହିଁକି ?
    କୁକୁର TV ଆଉ ବେଲଜ୍ୟା TV ରିପୋର୍ଟର କୁଆଡେ ଗଲେ

  • @amulyakumarsahoo3896
    @amulyakumarsahoo3896 Před měsícem +13

    ଆମେ ଓଡ଼ିଆ ନୁହେଁ ଆମେ ହେଉଛୁ ଓଡ଼ିଶା କଙ୍କଡ଼ା, ଗୋଡ଼ ଟଣା ଟଣି ନୀତି ଆମର ଅଭ୍ୟାସ,, ଧନ୍ୟ ଆମର ଚିନ୍ତାଧାରା ।

  • @pramodkumarnayak2720
    @pramodkumarnayak2720 Před měsícem +5

    ରାଜ୍ୟପାଳକୁ ବହିଷ୍କାର କରାଯାଉ

  • @jagannathsethi8557
    @jagannathsethi8557 Před měsícem +17

    ଆଇନି ମନ୍ତ୍ରୀଙ୍କ ପାଟି ଖୋଲୁନି

    • @kalandibhoi1467
      @kalandibhoi1467 Před měsícem

      Se kichi kahi paribeni tanku paisa sis heichi 😂

  • @ranjannayak7751
    @ranjannayak7751 Před měsícem +6

    ଆଉ BJP କୁ ଭୋଟ ଦେବିନି ବହୁତ ବଡ ଭୁଲ ହୋଇଗଲା

  • @rabijena4494
    @rabijena4494 Před měsícem +10

    Naveen sir good

  • @TankunaBhai
    @TankunaBhai Před měsícem +6

    ଓଡ଼ିଶା ବନ୍ଦ ଡାକରା ଦିଆଯାଉ

  • @santoshpadhykumar9418
    @santoshpadhykumar9418 Před měsícem +19

    ମୋହନ ମାଝୀ ସରକାର ଗୋଟେ ଗୁଣ୍ଡା ରାଜ୍ ସରକାର ମୂଖ୍ୟମନ୍ତ୍ରୀ ଜଣେ ଅହଂକାରୀ ଅପାରଗ ତମଓଡ଼ିଆ ଅସ୍ମିତା କୁଆଡେ ଗଲା

  • @SatyamebaJayate-ml8qx
    @SatyamebaJayate-ml8qx Před měsícem +6

    ଯିଏ ଦୋଷ କରିଛି ସେ ଇନ୍ଦ୍ର ପୁଅ ହେଉକି ଚନ୍ଦ୍ର ପୁଅ ତାକୁ ଦଣ୍ଡିତ କରାଯାଉ...
    ନହେଲେ ଜଣାଯିବ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ନୁହେଁ.... ଆଇନ ତା ବାଟରେ ଯାଏ ନାହିଁ, ପଦବୀ, କ୍ଷମତା, ବାହୁବଳ ତାକୁ ନିଜେ ଚାହୁଁଥିବା ବାଟରେ ଅଡ଼େଇ ନେଇ ପାରନ୍ତି...

  • @user-wr5vg7jx3e
    @user-wr5vg7jx3e Před měsícem +4

    ବିଜେପି ସରକାର କୁ ଭୋଟ ଦେଲେ ଏମିତି ଅବସ୍ଥା ହୁଏ

  • @user-fr4cu5gp7m
    @user-fr4cu5gp7m Před měsícem +6

    ଏଇଟା ନୁଆ ଆଇନ sir july 1 ରୁ ଆରମ୍ଭ ହୋଇଛି bjp ସରକାର ରେ

  • @madhusudanparida4161
    @madhusudanparida4161 Před měsícem +9

    Very unfortunate & dirty politics by BJP govt.

  • @bishnupriyapradhan1152
    @bishnupriyapradhan1152 Před měsícem +9

    Odia asmita

  • @jagadanandapal248
    @jagadanandapal248 Před měsícem +5

    THIS IS THE ADMINISTRATION

  • @jyotiranjansahoo8128
    @jyotiranjansahoo8128 Před měsícem +6

    Shame on bjp govt......
    So, BJP hatao desh bachao........

  • @pravakarbarik7900
    @pravakarbarik7900 Před měsícem

    ଓଡ଼ିଶା ଛାଡ ରାଜ୍ୟପାଳ ମହୋଦୟ

  • @charansebaksatpathy9041
    @charansebaksatpathy9041 Před měsícem +4

    Congress bikhyobh karuchhi. Good. Odia ashmita ra sarakar.

  • @sachitradas6257
    @sachitradas6257 Před měsícem +6

    Lajya

  • @jagadishchandradas4425
    @jagadishchandradas4425 Před měsícem +3

    Bha Bha re Rajyapal Mada khaila Au Badali karagala A ODIYA ASMITA ❤ Rajyapala nka salaka Jadi Hoi thante se bi Tanka paribar sadasya

    • @rnayak4u
      @rnayak4u Před měsícem

      Badali nuhe. He has returned to his original place of posting.

  • @basantakumarpanda9022
    @basantakumarpanda9022 Před měsícem +2

    ଏକ କ୍ରିମିନାଲ ପରିବାର ଭମଦ୍ରାମିଆଶା କଣ କରିଵ।

  • @dharanidharbarik151
    @dharanidharbarik151 Před měsícem +1

    ଯଥା ପୂର୍ବମ୍ ତଥା ପରମ

  • @user-wr5vg7jx3e
    @user-wr5vg7jx3e Před měsícem +3

    ହିନ୍ଦୁ ମାନେ ହିଂସା ହିଁ କରନ୍ତି, sir

  • @dilipgouda3887
    @dilipgouda3887 Před měsícem +3

    ମନୋରଞ୍ଜନ ରାଜ୍ୟପାଳ ସିନା ଅଣ ଓଡିଆ କହିବେନି କିନ୍ତୁ ତାଙ୍କ ପୁଅ କୁ ଆମେ ଅଣ ଓଡ଼ିଆ କହିବେନି କାହିଁକି କହିବନି ଓଡ଼ିଆ ଅସ୍ମିତା କଥା

  • @sudhakarrout5324
    @sudhakarrout5324 Před měsícem +3

    Dhanyawad Manoranjan Mishra 🙏
    Shame on Media & TV channels 😔
    M-Mishra & Kanak News ku chhadile au kou channel awaz uthauni 😮

  • @aravindapattanayak2966
    @aravindapattanayak2966 Před měsícem

    Thank you, Manoranjana Babu for raising your voice seriously against this issue.

  • @biranchinarayanmohanty4699
    @biranchinarayanmohanty4699 Před měsícem

    ନ୍ୟାୟ ଆଶା କରିବା ବୃଥା ଏଥିପାଇଁ ଜନ ଆନ୍ଦୋଳନ ଆବଶ୍ୟକ

  • @prabhatkumardas4856
    @prabhatkumardas4856 Před měsícem +6

    Bjp gundaraj karuchhi

  • @priyabrataojha8939
    @priyabrataojha8939 Před měsícem +3

    Argos tv kuade gala

  • @SabitaBarik-wg2hk
    @SabitaBarik-wg2hk Před měsícem +5

    Bjp down down odisha strike heu

  • @user-ri9hg9zt9m
    @user-ri9hg9zt9m Před měsícem

    ମହନବାବୁଶ୍ରରକାର

  • @ajitkumarpanda6388
    @ajitkumarpanda6388 Před měsícem +1

    ଆପଣଙ୍କ ସନ୍ଦେଶ ସରକାର ଙ୍କ କାନ ରେ ପଡୁ ନାହିଁ କି,,,,,,,ରାଜ୍ୟପାଳ କାହିଁକି ଚୁପ୍ ବସିଛନ୍ତି,,,,ନିଜ ପଦବୀ ର ଗାରିମା ହଜି ଯାଉଛି,,,,ଭିତରେ ଭିତରେ କିଛି deal ହେଉ ନାହିଁ ତ,,,,,,,

  • @bikramkesharidas3917
    @bikramkesharidas3917 Před měsícem

    ରାଜ୍ୟପାଳ ପୁଅକୁ କାହିଁକି ସରକାର ଗାଡ଼ି ଦେବେ।

  • @biswanathbiswal6016
    @biswanathbiswal6016 Před měsícem

    ଅଭିଯୁକ୍ତ କୁ ଶିଘ୍ର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ,

  • @subashnayak4653
    @subashnayak4653 Před měsícem

    💯 Right

  • @kailashchandra870
    @kailashchandra870 Před měsícem

    ଏ ବଜ୍‌ମାସକୁ ଆରେଷ୍ଟ କରାଯାଉ। କଠୋର ଦଣ୍ଡର ବ୍ୟବସ୍ଥା କରାଯାଉ। ଆରେ ମୂର୍ଶ ଅନ୍ତତଃ ଆମର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଅବଦୁଲ କାଲାମଙ୍କ ଉଦାହରଣ ନିଆଯାଉ । ସେ ତାଙ୍କ ବଂଧୁ ମାନଙ୍କୁ ନିଜ ଆୟରେ ରାଷ୍ଟ୍ରପତି ଭବନରେ ଆପ୍ୟାୟିତ କରିଥିଲେ । 7:35

  • @swapnasundarswain5211
    @swapnasundarswain5211 Před měsícem +2

    କଣ ଏତେ ପାୱାର ସାରେ ଙ୍କ ପାଖରେ ଆଇନ କାନୁନ୍ ବି ସେ ବୁଝିବେ ଆଉ ଚୋର ଧରିବାକୁ ସେଇ ଯିବେ।।।। କାନୁନ ର ତ ତାହେଲେ ଛୁଟି ଆଉ ବଢିଆ ହେଲା ଆମ ରାଜସ୍ବ ପଇସା କେତେ ବଞ୍ଚିବ ।।।।।ସାରେ ତା ଭିତରେ କିଛି ସଲା ସୂତରା ବି କରି ପାରନ୍ତି ।।।।।କାରଣ ପୁରା ପାୱାର ।।।।।।ଆଉ ସତରେ ମାଡ଼ ଖାଉଥିବା ଭାଇ ଆ ଭିତରେ କିଛି ଲଡୁ ଖାଇ ଦେଇ ରାଜ୍ୟପାଳଙ୍କ ପୁଅ ବୋଲି ତାଙ୍କ ମନ ପରିବର୍ତ୍ତନ କରିଦେଇ ପାରନ୍ତି ।।।।।। ଏଇତ ଆମର ।।।।। ଉଠ କଙ୍କାଳ ।।ଆ ହା ହା ଆ ହା ହା ଆଉ ।।।।।ହେ ଛାଡ ଆମେ ଉଠିକି କିଛି ଲାଭ ନାହିଁ ।।।।।।।କଡ ଲେଉଟେଇକି ଟିକେ ପେଟେଇକି ଶୋଇପଡିବା ଚାଲ

  • @Manu-nz8gx
    @Manu-nz8gx Před měsícem +3

    Where is the Mohan sarkar?

  • @SamiraPalai-rp9gl
    @SamiraPalai-rp9gl Před měsícem

    କୁଆଡେ ଗଲେ ମୋହନ ମାଝି ଓ ବିଜେପି ସରକାର କୁଆଡେ ଗଲେ ମୋଦି କେନ୍ଦ୍ରର ନେତାମାନେ କୁଆଡେ ଗଲେ ଓଡ଼ିଆ ଅସ୍ମିତା କୁଆଡେ ଗଲା

  • @user-wj1sf7uw9n
    @user-wj1sf7uw9n Před měsícem +2

    OMG

  • @Prakash-gq4tc
    @Prakash-gq4tc Před měsícem +2

    କୁଆ ଡେ ଗ ଲେ ମୋହନ ଵାବୁ

  • @sudhansumohanty478
    @sudhansumohanty478 Před měsícem +1

    The property of Odisha doesn't belongs to the son of Governor. This is Odia Asmita.

  • @sorotoka9717
    @sorotoka9717 Před měsícem

    ଓଟିଭି ଆଉ ଅର୍ଗସ କୋଉଠି ଗଲା ଆଉ ସେ ଦୁର୍ଗାଶିଷ କୋଉଠି news ଟିକେ ଚଲାଅ ଦେଖି ବା ତୁମେ କେଡେ ବଡ ସାମ୍ବାଦିକ... ଛି ଛି ବୟକଟ ଓଟିଭି ଆଉ ଅର୍ଗସ ଜଗନ୍ନାଥ ସବୁ ଦେଖୁ ଛନ୍ତି..

  • @bikramkesharidas3917
    @bikramkesharidas3917 Před měsícem

    ସାଧାରଣ ଲୋକ ଏ କାମ କରି ଥିଲେ କଣ ପୋଲିସ ତାକୁ ଗିରଫ କରି ଥାଆନ୍ତା କି ନାହିଁ। ଟିକେ ଜଣାନ୍ତୁ

  • @user-re2ss4qq3f
    @user-re2ss4qq3f Před měsícem +2

    Bhala bartta kahi cha sir ine samasthanka pain samana

  • @santoshnanda8793
    @santoshnanda8793 Před měsícem +1

    Governor ku odisha ru out kariba katha , Nahele BJP Govt Badnam hoijina

  • @SubashMishra-l2p
    @SubashMishra-l2p Před měsícem

    Rajya Pala pua odisha government bhai...

  • @RameshChandraSwain-cf8ty
    @RameshChandraSwain-cf8ty Před měsícem

    କେହି ବି ଆଇନର ଊର୍ଦ୍ଧ୍ଵରେ ନୁହନ୍ତି।

  • @aravindapattanayak2966
    @aravindapattanayak2966 Před měsícem

    C.M. should take immediate action. Otherwise People of Odisha will never believe him.
    Mohan govt.should impartial in this matter to give justice to the people of Odisha.
    Where is Odia Asmitaa ?

  • @babajicharanparida161
    @babajicharanparida161 Před měsícem +1

    Odia asmita due to governer ji is governer but son is not governer

  • @user-wh4kq1qk8o
    @user-wh4kq1qk8o Před měsícem

    ମନୋ ରଞ୍ଜନ ବାବୁ, ରାଜ୍ୟପାଳ ଙ୍କ ପୁଅ ମାଡ ଘଟଣା ର ସିସିଟିଭି ଫୁଟେଜ୍ ଅଛି କି? ଆପଣ ବରିଷ୍ଠ ସାମ୍ବାଦିକ ବୋଲି ଘଣ୍ଟ ବାଜୁଛି, କିଛି ସତ୍ ଦେଖାନ୍ତୁ? ସମ୍ବଲପୁର ଧର୍ମେନ୍ଦ୍ର ଙ୍କ ବିରୋଧ ରେ ମିଛ ସାକ୍ଷୀ ନୁହଁ ତ୍?

  • @jyotiranjansahoo8128
    @jyotiranjansahoo8128 Před měsícem +1

    Odia Asmita by BJP only for voting otherwise they doing gundaraj.....

  • @bcdas9247
    @bcdas9247 Před měsícem

    Indirectly Governor is involved in this case

  • @babyadyasha143
    @babyadyasha143 Před měsícem

    Direct gone case

  • @purnachandrapradhan2399
    @purnachandrapradhan2399 Před měsícem

    Why PM is silent on Odisha Rajbhavan issue. Why President Draupadi Murmu being an Odiya is silent on this issue. Please have take action otherwise BJP will lose its mandate after 5 years.

  • @arjunbarik1858
    @arjunbarik1858 Před měsícem

    ଅର୍ଗଶ ସେ ଦଲାଲ କୁଆଡେ ଗଲା

  • @prabhatkumarpradhan3370
    @prabhatkumarpradhan3370 Před měsícem +1

    CM and Governer both are Bjp so action nai

  • @arupkumardas7632
    @arupkumardas7632 Před měsícem

    Koti koti lokanka asare ehi sarkar tiari heini kichi bikalia news channel nka asare ehi sarkar tiari heichi

  • @akshaykumarbehera1964
    @akshaykumarbehera1964 Před měsícem +1

    Manaranjn babu tame tike sarakarnku sapat karuchhaki

  • @TheSayeed2009
    @TheSayeed2009 Před měsícem

    Family court ra head is Governor

  • @arjunbarik1858
    @arjunbarik1858 Před měsícem

    ଅର୍ଗସ୍ କୁଆଡେ ଗଲା

  • @pradeepkumarjena4162
    @pradeepkumarjena4162 Před měsícem

    ବିବାଦ ସୃଷ୍ଟି କରୁଛନ୍ତି ରାଜନିତି କରୁଛନ୍ତି
    ଭ୍କିଟିମି ତ ସମାଧାନ ପାଇଁ ରାଜି େହାଇ ଗଲେ

  • @nrupeshnayak8232
    @nrupeshnayak8232 Před měsícem

    Jogya netank ajogya pua mane...

  • @siladityasukumar5123
    @siladityasukumar5123 Před měsícem

    jaha hau aapana e bisayare episode kale. chaatukaara sambadika maane ebe bi chup. Dhanyabaad aapananku

  • @user-wu8jh6no5k
    @user-wu8jh6no5k Před měsícem

    R g bar DSA nku Badalre kara

  • @sanjeevpaikray977
    @sanjeevpaikray977 Před měsícem

    We are astonished how a Governor is
    in favor of his Criminal son 😢
    So Mr Governor should resign 😮

  • @pramodmalik7917
    @pramodmalik7917 Před měsícem

    Odia asmita kanhiki kuhajeebanahi

  • @chittaranjan3168
    @chittaranjan3168 Před měsícem

    Saswat mishra Jane nilajia IAS officer.Saswat mishra bodhe odia chhua nuhanti. Anya adu asichhanti

  • @nidhiramjena2398
    @nidhiramjena2398 Před měsícem

    Governor ku odisha ru bahar karajau o taa puaku arest kari marda mari jharaparda jail ku pathajau.

  • @chittaranjan3168
    @chittaranjan3168 Před měsícem

    Rajyapala gote Burma Sankar chhua janma deichhanti

  • @user-nw2rs3yo7x
    @user-nw2rs3yo7x Před měsícem

    Raghu Babu mohan babu kn pai chup hoi basi chanti a kn odisha ashmita total both touter😢

  • @harashchandraswain
    @harashchandraswain Před měsícem

    Vvv bad , what a administration. Shame , shame, shame. Ek desh ek kanoon kuade gala.....?

  • @rajeshbehera8116
    @rajeshbehera8116 Před měsícem

    SIBU SOREN PUA JAMSHEDPUR RU GODEIDELA KI GOVERNOR PUA KU MAYURBHANJ, BALESWAR, BHUBANESWAR CUTTUCK (ODISHA)

  • @sushantsingh2166
    @sushantsingh2166 Před měsícem

    5 month purbaku pherantu ama aine kemiti thila

  • @laxmidharmuni4832
    @laxmidharmuni4832 Před měsícem

    Cheif minister kuadegale.action kanhiki neu nanhanti.

  • @Ramakant-vb2tw
    @Ramakant-vb2tw Před měsícem

    Ardharatreere gadi lagi maada abishwashya laaguchhi aau kichhi khojuthileki

  • @SureshgoutamPanda
    @SureshgoutamPanda Před měsícem

    Abhi yog kea karichanti.jadi han .step nanele sara rajya re andolan .

  • @brajakishorkhilar47
    @brajakishorkhilar47 Před měsícem

    Dandamalurajyapalapuyanku

  • @bijayparida8085
    @bijayparida8085 Před měsícem

    ଏ କଣ ଓଡିଆ ଅସିମିତା

  • @sudhakarrout5324
    @sudhakarrout5324 Před měsícem

    Laza lagiba katha entire Prashanan & Govt ku. Nahale semananka pain new Ayin banajau @ Jetika Choro Dalal Ku support kariba Sarkar ku ame nije elect karichhanti . Bhul ta amara. Okay Puni Samay asiba , Udeiki phingaheba ai Sarkar ku 😔 Odia Asmita kahibaku laza laguni BJP ku.... Chhiiii@ 😔😔😔😔

  • @SureshgoutamPanda
    @SureshgoutamPanda Před měsícem

    Law badalai diantu .sarkar .

  • @satyadas6658
    @satyadas6658 Před měsícem

    BJP ku tike banchei banchei kahuthibe....

  • @BabanBagh-f8d
    @BabanBagh-f8d Před měsícem

    Abhijuktaku luchaiba. Aparadha bapa o pua b9th arest heba darkar

  • @niranjansahu6654
    @niranjansahu6654 Před měsícem

    ତତେ କିଛି ଅସ୍ମିତା ଜଣା ପଡିବନି

  • @abhijitmohanty8284
    @abhijitmohanty8284 Před měsícem

    Bjp asila bahut asha thila kichi odisha pain kariba,but bjp emiti criminal manakun support kariba jadi 2029 re bala thiba je sunpamdi khaiba

  • @adityanarayanapradhan9382
    @adityanarayanapradhan9382 Před měsícem

    4:28 4:30

  • @biswajitswain8961
    @biswajitswain8961 Před měsícem

    E rajyapala ku Bida kara.

  • @pabi94
    @pabi94 Před měsícem

    Jumla party

  • @arupkumardas7632
    @arupkumardas7632 Před měsícem

    Tanka pua kie? Sabu thi uthiba odia asmita

  • @sticky1490
    @sticky1490 Před měsícem

    Mo bopa hela, odiss ra rajya pal. Odisa loko mo das,.,,. ra bala modi BJP mohan mo sarkaar. Durgasis orgus mo pada tala.

  • @user-bq8jc9zk4k
    @user-bq8jc9zk4k Před měsícem

    Odisha Loko eko huntu bjp ku niyo mangontu

  • @smitaranipradhan5245
    @smitaranipradhan5245 Před měsícem

    Raghubar morality drustiru estapa deba niscita rajyapal ki nya deba pradhan wife ku esabu calak jamshedpur re ame oriya achu se raghubar das oriya ku dekhiba ku mage nahi khymata bala re BJP haware se lokamana lu gruna karanti

  • @pradeepkumarsahoo8345
    @pradeepkumarsahoo8345 Před měsícem

    Bah bahre Odia asmita😢

  • @dilipgantayat4966
    @dilipgantayat4966 Před měsícem

    Jane bahara Loko odisha aasi odia ku badeiba eita odia asmita nuha ki

  • @user-ds2bh8kh2v
    @user-ds2bh8kh2v Před měsícem

    Raghu hatao odisa bancha

  • @pramodkumarparida4575
    @pramodkumarparida4575 Před měsícem

    Let us now examine our new state govt 's Odia Asmita.

  • @biswadunia8109
    @biswadunia8109 Před měsícem

    As per u Governor is Odia?