ମନରେ ଏତେ ଦୁଃଖ କାହିଁକି ଭରି ରହିଛି ? ତାର କାରଣ କଣ ? ଠାକୁର ରାମକୃଷ୍ଣ ପରମହଂସ ll Satsang ll Acharya Swarup

Sdílet
Vložit
  • čas přidán 7. 09. 2024
  • ‪@AcharyaSwarup‬
    ମନରେ ଏତେ ଦୁଃଖ କାହିଁକି ଭରି ରହିଛି ? ତାର କାରଣ କଣ ? ଠାକୁର ରାମକୃଷ୍ଣ ପରମହଂସ ll Satsang ll Acharya Swarup
    ସନାତନ ଧର୍ମ ର ସଦଗୁରୁ ମାନଙ୍କର ଏହିପରି ଗାଥା ଆପଣଙ୍କ ମନକୁ ଶାନ୍ତି ଓ ପବିତ୍ରତା ଦେଉଥିଲେ -Please SUBSCRIBE ❤️❤️❤️ and SHARE ✅
    This is a spiritual channel to provide life changing lessons through stories by Acharya swarup.
    Acharya Swarup is a young monk of pure vedic culture.
    • ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l
    • ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l
    • ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l
    • ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l
    • ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl
    ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
    ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l
    ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
    ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l
    "ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l
    •••ଏ ସମଗ୍ର ବିଶ୍ୱ ମୋର ପରିବାର •••
    {{ ବସୁଧୈବ କୁଟୁମ୍ବକମ୍ }}
    #AcharyaSwarup

Komentáře • 47

  • @jitusahu7612
    @jitusahu7612 Před 2 lety +1

    JAY guru

  • @bichitrakhatai7369
    @bichitrakhatai7369 Před 2 lety +1

    Jay guru dev 🙏🙏🙏🙏

  • @lalatendubehura2475
    @lalatendubehura2475 Před 2 lety +2

    🙏

  • @sairaut6671
    @sairaut6671 Před 3 lety +1

    Thik 🙏🙏

  • @pratapbariki2804
    @pratapbariki2804 Před 2 lety +1

    Jay jagannath 🙏

  • @somnathselma7767
    @somnathselma7767 Před 3 lety

    🙏🏻🙏🏻Jaya guru 🙏🏻🙏🏻Jaya guru 🙏🏻🙏🏻

  • @sikandarkumar4759
    @sikandarkumar4759 Před 2 lety +1

    Apka katha man ko anand kar deya hai

  • @susantkumarswain312
    @susantkumarswain312 Před 3 lety

    Jay shree kirshna

  • @sikandarkumar4759
    @sikandarkumar4759 Před 2 lety +1

    Ati utam om

  • @damayantidas5308
    @damayantidas5308 Před 5 měsíci

    ଜୟଗୁୁରୁ ଜୟଗୁରୁ ଜୟଗୁରୁ ଜୟଗୁରୁ ଜୟଗୁରୁ ଜୟଗୁରୁ ଜୟଗୁରୁ ଜୟଗୁରୁ

  • @parbatipati3066
    @parbatipati3066 Před 3 lety

    Omm Sri Guru Saranam

  • @RadhaRani-ip8qq
    @RadhaRani-ip8qq Před 3 lety

    Joyguru joyguru joymaa 🏵️

  • @motiramofficial3741
    @motiramofficial3741 Před 3 lety

    Guru Mahima Alekha saran saran 🌺🙏🌺🙏🌺🙏🌺🙏🌺🙏🌺🙏🌺

  • @prabinatripathy2696
    @prabinatripathy2696 Před 3 lety

    Jay Jagannath swami 🙏🙏🙏

  • @manirajanpatra130
    @manirajanpatra130 Před 3 lety

    Jayjagannath

  • @madhusmitabehera2058
    @madhusmitabehera2058 Před 3 lety

    Nice👏

  • @akilephone5642
    @akilephone5642 Před 3 lety

    Guru ji pranam 🙏

  • @archanamallik3654
    @archanamallik3654 Před 3 lety

    Appnku pranama karuchhi 🙏🙏🙏🙏

  • @gitanjalisahoo-0137
    @gitanjalisahoo-0137 Před 3 lety

    🙏🙏🙏🙏🙏

  • @Mahakal_Putra
    @Mahakal_Putra Před 3 lety +1

    ଆଚାର୍ଯ୍ୟଦେବ ମନ୍ତ୍ରମୁଗ୍ଧ ହୋଇଗଲି..👌👌।କେତେ ସରଳ ଭାବେ ପରମ ପ୍ରେମମୟଙ୍କ ଉପାଖ୍ୟାନ ମାଧ୍ୟମରେ ଆପଣ ଏଇ ନିଗୂଢ ତତ୍ତ୍ୱଟିକୁ ବୁଝେଇ ଦେଲେ..।ବାଃ..!!ଅତି ଚମତ୍କାର..!!!ମା' କାଳୀ ଆନନ୍ଦମୟୀ ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରା ପଥରେ ସହାୟ ହେଉ ଏବଂ ଅବାରିତ କରୁଣାର ଅମୃତ ଧାରା ପ୍ରବାହିତ କରୁ,ଏଇ ପ୍ରାର୍ଥନା..❤️।ଜୟଗୁରୁ..❤️🙏।ଜୟ ମା'..❤️🙏।

    • @AcharyaSwarup
      @AcharyaSwarup  Před 3 lety +1

      Jay Jagannath Jay guru 🙏🙏🙏❤️❤️❤️

  • @hariapatra8365
    @hariapatra8365 Před 2 lety +1

    Bahuto bhalakatha palana karibi

  • @tinapradhan2840
    @tinapradhan2840 Před 3 lety

    Guru Ji Aapana nka namakana ....

  • @gitanjalisahoo-0137
    @gitanjalisahoo-0137 Před 3 lety

    👍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @arjitpradhan196
    @arjitpradhan196 Před 3 lety

    ଅନେକ ଶିକ୍ଷଣୀୟ କଥା। ଜୟ ଜଗନ୍ନାଥ

  • @naranjanswain466
    @naranjanswain466 Před 3 lety +2

    🙏🙏🙏🙏🙏🙏🙏JAY GAGANATHA 🙏🙏🙏🙏🙏

  • @gyaneshwariepahladsingh781

    OSGS...lots of love from the Netherlands Europa 🙏🙏🙏❤️

  • @dayanidhinayak9666
    @dayanidhinayak9666 Před 3 lety +1

    ଜୟ ଜଗନ୍ନାଥ 🙏💐🙏

  • @basantaa1903
    @basantaa1903 Před 3 lety +2

    ଶୋଇବା ସମୟ ରେ ସ୍ୱପନ ଦେଖିବା ଦୁରକରା ଯାଇପାରିବ। ଦୟାକରି ଏହା ଉପରେ ଏକ ଭିଡିଓ ବନାନ୍ତୁ। 🙏🙏🙏🙁😞😟😞😞

    • @AcharyaSwarup
      @AcharyaSwarup  Před 3 lety +1

      Jay Jagannath Jay guru 🙏❤️❤️❤️

    • @basantaa1903
      @basantaa1903 Před 3 lety

      @@AcharyaSwarup କଣ ଉପାୟ କୁହନ୍ତୁ ଆଜ୍ଞା।😟😟😟😔😔

  • @sunitapanda7839
    @sunitapanda7839 Před 2 lety +1

    କଣ କଲେ ଆମେମାନେ,, ପଭୁ ବୁଧଙ୍କ ଭକ୍ତ ହୋଇପାରିବୁ ଓ ଶାନ୍ତ ସରଳ ସ୍ବଭାବ ଆମ ମନରେ ଜାଗ୍ରତ ହୋଇପାରିବ,,,,
    plz କୁହନ୍ତୁ..,💐💐🙏🙏🙏🙏

  • @adityalocopilotecorly6111

    please post more videos हरे कृष्ण...👌👌👌👌👌🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @dhaneswardash2809
    @dhaneswardash2809 Před 3 lety +1

    ଓଁ ଶ୍ରୀ ଗୁରବେ ନମଃ।🙏🌹🙏

  • @bijayakumarray6609
    @bijayakumarray6609 Před 3 lety

    ଜୟଗୁର୍

  • @bibhuti7978
    @bibhuti7978 Před 3 lety

    Jay Guru ..Shri Guru saranam

  • @priyadarshinidash3548
    @priyadarshinidash3548 Před 3 lety

    Jayguru 😌😌😌🙏🙏🙏🌺🌺🌺

  • @akshayabiswal6877
    @akshayabiswal6877 Před 5 měsíci

    Sir namaskra apanaka ph no diyatu mu tike katha hebi

  • @malikabichhara8835
    @malikabichhara8835 Před 3 lety

    Kamana Rahile Dukha bhoga karibaku padiba

  • @satyajitsethysethi3111
    @satyajitsethysethi3111 Před 3 lety +2

    Jayaguru 🙏🙏🙏🙏🌹

  • @biswambarnayak361
    @biswambarnayak361 Před 3 lety

    Jay Jagannath 🙏 🙌

  • @chirantandash5171
    @chirantandash5171 Před 3 lety

    Jay Jagannath

  • @sudhakar7038
    @sudhakar7038 Před 3 lety

    🙏🙏🙏🙏