🔵 Unveiling The Truth With Ollywood Actor Jyoti Ranjan Nayak || Kanak News

Sdílet
Vložit
  • čas přidán 23. 09. 2023
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha #JyotiRanjanNayak

Komentáře • 1K

  • @mrganulolodia1491
    @mrganulolodia1491 Před 10 měsíci +276

    ଜୀବନରେ ସମସ୍ତେ ଭୁଲ କରନ୍ତି..
    ଜଣେ ପ୍ରାୟଶ୍ଚିତ 🙌.. କରୁଛି.. ତାଙ୍କୁ ସମସ୍ତେ କ୍ଷମା କରିଦିଅନ୍ତୁ.. ପରିହାସ କରନ୍ତୁ ନାହିଁ

  • @rockysenapati3544
    @rockysenapati3544 Před 9 měsíci +67

    ଆମେ b ଜ୍ୟୋତି ଭାଇ କୁ ବହୁତ୍ ଖରାପ୍ ଭାବୁଥିଲି ହେଲେ ଏବେ ଜାଣିଲି ଯେ ସିଏ ଜଣେ ମନ ଖୋଲା ମଣିଷ ଭାଇ ଆଗକୁ ବହୁତ୍ ଆଗକୁ ଯିବେ ଜୟ ଜଗନ୍ନାଥ ❤

  • @chintu_creations_2003
    @chintu_creations_2003 Před 10 měsíci +112

    ଜୀବନରେ ଅଜାଣତରେ କିଛି କିଛି ଭୁଲ୍ ହେଇଯାଏ ତେଣୁ କାହାରିକୁ ପରିହାସ କରନାହିଁ ସେହି ମଣିଷ ଜୀବନ ରେ କେତେ ଯେ ଦୁଖ କଷ୍ଟ ଥିବ ସେଇଟା ଆମେ ବି ଜାଣିନେ ❤

  • @musicofodisha435
    @musicofodisha435 Před 10 měsíci +78

    ଜ୍ୟୋତି ଭାଇ ବହୁତ ଭଲ ଓଡ଼ିଶା ବାସୀ ତାଙ୍କୁ କ୍ଷମା କରି ଦିଅନ୍ତୁ ଧନ୍ୟବାଦ୍ ଜୟ ଜଗନ୍ନାଥ

  • @alokjena7246
    @alokjena7246 Před 10 měsíci +146

    One of the best interview 👌 ଜ୍ୟୋତି ଆପଣ ସର୍ବଦା ଏମିତି ରୁହନ୍ତୁ ଭଗବାନ୍ ନିଶ୍ଚିତ ଦିନେ ନା ଦିନେ ଆପଣଙ୍କୁ ଅନେକ ସଫଳତା ଦେବେ।

  • @mrbiplaba9343
    @mrbiplaba9343 Před 10 měsíci +78

    ବହୁତ ସୁନ୍ଦର କଥା କହିଲ ଭାଇ ❤❤ ଚେଷ୍ଟା ଜାରି ରହୁ। ଆଗକୁ ବଢନ୍ତୁ ଜଗନ୍ନାଥଙ୍କ ପାଖରେ ସେତିକି କାମନା। Love you ❤️

  • @sukantimarndi-vc8wq
    @sukantimarndi-vc8wq Před 10 měsíci +322

    ଯୋଉ ମଣିଷ ନିଜ ଭୁଲ ବୁଝି ଜୀବନକୁ ସୁଧାରି ଥାଏ, ସେ ନିଶ୍ଚେ ଆଗକୁ ବଢିଥାଏ, 👍👍👍

  • @rohitkumarbhoi55
    @rohitkumarbhoi55 Před 9 měsíci +10

    ଜୀବନରେ ସମସ୍ତେ ଗୋଟେ ଗୋଟେ ଭୁଲ୍ କରନ୍ତି ହେଲେ ନିଜ ଭୁଲ୍ କୁ ବୁଜି ପାରିବା ଲୋକ ହିଁ ଆଗକୁ ବଢିଥାଏ ❤love you joyti bhai

  • @sunilkumarpradhan6183
    @sunilkumarpradhan6183 Před 9 měsíci +11

    ଜ୍ୟୋତି ଭାଇ ହିରୋ ରୂପ ରେ ଜାଣିଥିଲି , ଆଜି ଗୋଟେ ବଢିଆ ମନ ଖୋଲା ହୃଦୟ ର ମଣିଷ ଭାବେ ଜାଣିଲି,, ଜ୍ୟୋତି ଭାଇ ତମ film ଦେଖିବି ତମ କଥା ବାର୍ତ୍ତା ଖୁସି କରି ଦେଲା,, best interview ❤❤

  • @tanmayakundu
    @tanmayakundu Před 10 měsíci +36

    ଖାଲି ଏତିକି କହିବି ଜୋତି ଭାଇ ଭଗବାନ ଙ୍କ ଉପରେ ବିଶ୍ୱାସ ରଖ ସବୁ ଠିକ ହେଇଯିବ.🙏🙏🙏🙏🙏🙏

  • @ghanashyamdas1367
    @ghanashyamdas1367 Před 9 měsíci +23

    ମୁଁ ବାସ ଏତିକି କହିବି କି ଜ୍ୟୋତି ଭାଇ ଙ୍କୁ କି ଯାହାର କେହି ନାହିଁ ତାହାର ପ୍ରଭୁ ଜଗନନ୍ନାଥ ଅଛନ୍ତି 🙏🏻 ତେଣୁ କିଛି ଚିନ୍ତା କରିବାର ନାହିଁ ଭାଇ... ବାସ କାମ କରିଚାଲ 👍🏻 ଦିନେ ନା ଦିନେ ତମେ ସଫଳ ହବ 🤟

  • @biswaranjanbaral2809
    @biswaranjanbaral2809 Před 10 měsíci +9

    Mu Jyoti Bhai nku prathama thara pain dekhithili "mitha mitha jodi" ra reality show ra grand finale re, jetebele tanku qs karajaithila - "ତୁମେ କେଉଁ ହିରୋ ଭଳି ହେବାକୁ ଚାହୁଁଛ ଆଉ ସେ ଉତ୍ତର ଦେଇଥିଲେ କି ମୁଁ ମୋ ଭଳି ହେବାକୁ ଚାହେଁ " au sehi dina tharu hin Jyoti Bhai nku mate bhala lage aji jaen ❤❤❤❤❤real struggler of ollywood

  • @narayanadas5952
    @narayanadas5952 Před 10 měsíci +82

    This episode totally changed my perspective towards you.Jyoti bhai you are very good human being and talented actor. Your behaviour and the way of talking to others tells a lot about your personality . keep it up bro.
    Just stop trolling him.....

  • @shivprasadnayak8588
    @shivprasadnayak8588 Před 10 měsíci +163

    କେବେକେବେ ମଣିଷ ତା ଜାଣତରେ ହେଉ ଅବା ଅଜାଣତରେ କିଛି ଭୁଲ କରିଥାଏ।।କିନ୍ତୁ ଯଦି ସେ ପର ମୁହୁର୍ତରେ ନୀଜର ଭୁଲ ବୁଝିପାରି ଅନୁତାପ କରେ।।ତା ପରେ ସେ ମଣିଷଟି ଜଣେ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ ହୋଇଥାଏ।।ଜ୍ୟୋତି ଜଣେ ଖୋଲା ହୃଦୟର ମଣିଷ,,ଆଜିକାଲି ତ ୟୁଟୁବ video ରେ ଅଭିନୟ କରି ଅନେକ ଲୋକ ନୀଜକୁ ସୁପରଷ୍ଟାର ବୋଲି ମନେ କରୁଛନ୍ତି କିନ୍ତୁ ସେ କ୍ଷେତ୍ରରେ ଜ୍ୟୋତି ଜଣେ ବଡ ପରଦାର ଅଭିନେତା ହୋଇ ମଧ୍ୟ ସାମାନ୍ୟ ଟିକିଏ ଅହଂଭାବ ନାହିଁ।।ଯାହା ତାଙ୍କର କଥାରୁ ଜଣା ପଡୁଛି।।ଭୁଲ୍ ତ ହୋଇ ସାରିଛି,ସେଥିପାଇଁ ଆଜି ବି ସେ ଅନୁତପ୍ତ,,ତଥାପି କାହିଁକି ଏତେ ଘୃଣା? ଲୋକେ ଆଜି ବି ଟ୍ରୋଲ କରୁଛନ୍ତି,,ନୀଜ ମାନସିକତାରେ ପରିବର୍ତ୍ତନ ଆଣନ୍ତୁ,,ଯାହା ମଣିଷପଣିଆକୁ ବୁଝାଏ ।।ଦୟାକରି ଆଉ କେହି ଟ୍ରୋଲ କରନ୍ତୁ ନାହିଁ।।

    • @mrutyunjayadigal7152
      @mrutyunjayadigal7152 Před 10 měsíci +1

    • @rupapintuexpress9003
      @rupapintuexpress9003 Před 10 měsíci

      A chakuli Hero

    • @sasmitadas8887
      @sasmitadas8887 Před 10 měsíci +1

      Right

    • @DefenceShorts8465
      @DefenceShorts8465 Před 10 měsíci +1

      @@rupapintuexpress9003 Mageha chakulu bole Au Kebe kahile Hana khaibo
      Jyoti Bhai and sambit bhai 🥰🥰😍 Both Action hero of ollywood industry 🔥🔥🔥🔥🔥🔥🔥🔥🔥❤️🔥❤️🔥❤️🔥🔥🔥🔥🔥🔥🔥🔥

    • @akashdalapati1200
      @akashdalapati1200 Před 10 měsíci +1

      Yes

  • @binodakumarbhuyan1024
    @binodakumarbhuyan1024 Před 9 měsíci +21

    ଭାଇ ଆଗରୁ ଯାହା ଶୁଣିଥିଲି ତୁମ ବିଷୟରେ ଆଜିର କଥା ଶୁଣି ବହୁତ ଦୁଃଖ ଲାଗିଲା ଭାଇ, ଭଗବାନ କରନ୍ତୁ ତୁମେ ଆହୁରି ଆଗକୁ ଯାଅ, ଆଉ ମୁଁ ଆପଣଙ୍କୁ କଥା ଦଉଛି ଯେତେବେଳେ ତୁମର movie ଆସିବ ସବୁ ଦେଖିବି ହଲ କୁ ଯାଇକି

  • @parsurambhoi8518
    @parsurambhoi8518 Před 9 měsíci +11

    ଖୋଲା ମଣିଷ ଖୋଲା ହୃଦୟ ଓଡ଼ିଆ ସିନେ ଜଗତର ଗୋଟିଏ ହିରୋ ଜ୍ୟୋତି ଭାଇ 👌👌👌

  • @lokankumar1800
    @lokankumar1800 Před 10 měsíci +6

    Jyoti Vii Ete BADA platform re sata kahiba ta great... love u bro...

  • @lopaofficialvlog3506
    @lopaofficialvlog3506 Před 10 měsíci +17

    ଆଜି ଦେଖିଲି ହୃଦୟ ଖୋଲି କଥା ଟେ କହିଲେ ଜ୍ୟୋତି ଭାଇ ❤

  • @rajudasbaburaju24
    @rajudasbaburaju24 Před 10 měsíci +22

    Choto choto bhul hue life re but kahaku long time blame koriba thik nuhe.. Live long jyoti

  • @biswaranjanbaral2809
    @biswaranjanbaral2809 Před 10 měsíci +29

    ଆରେ ଭାଇ ଏଠି ପର ଝିଅ ମାନଙ୍କ ସହ ସମ୍ପର୍କ ରଖି ଲୋକମାନଙ୍କ ର ideal ବନୁଛନ୍ତି କିନ୍ତୁ ଜ୍ୟୋତି ଭାଇ ଗୋଟେ reality show ରେ script ଲେଖା qs କଣ ଗୋଟେ ପଚାରିଦେଲେ ଯେ ତାକୁ ନେଇ ଏ ଯାଏଁ ବି troll ଚାଲିଛି। ଦର୍ଶକ ମାନଙ୍କୁ ଅନୁରୋଧ - ଜ୍ୟୋତି ଭାଇ ଜଣେ real warrior। ନିଜ ମେହନତ ରେ ollywood ରେ ଲଢେଇ କରୁଛନ୍ତି, ତ ନିଜ ନିଜର ଗୋଡ଼ ଭିଡା ମାନସିକତା ନେଇ ଆଉ troll କରନ୍ତୁ ନାହିଁ 🙏🙏🙏🙏🙏❤❤❤❤

  • @kishorev323
    @kishorev323 Před 10 měsíci +7

    ଭାଇ ସତ କହୁଛି ତମ ଫିଲ୍ମ ମୁଁ ନିଶ୍ଚୟ ଦେଖିବି କାରଣ ଆପଣ ବହୁତ ଭଲ love you bro❤❤❤❤❤❤❤❤❤

  • @ashishkumarsahoo6966
    @ashishkumarsahoo6966 Před 10 měsíci +12

    Dil se superstar ete dil khola kariki kahiba gte artist ra badapana ❤ hope ur movies will create box office ❤

  • @desitokafun6260
    @desitokafun6260 Před 10 měsíci +97

    Chakuli hero kahiba bhul ei hero ko ....very nice person 🎉🎉🎉🎉

  • @Akash-offical-vlog
    @Akash-offical-vlog Před 10 měsíci +30

    ଜ୍ୟୋତି ବହୁତ ଆଗକୁ ଯିବେ 🙏🙏🙏

  • @smohanty3507
    @smohanty3507 Před 10 měsíci +13

    first time dekhili kou odia hero ra katha barta style alaga hero nka tharu bahut bhala..jyoti ra voice bahut bhala acchi...bhala film milile bahut bhala dialogue delivery kari paribe..

  • @santoshroul2587
    @santoshroul2587 Před 9 měsíci +5

    ମୁଁ ଭାବୁଛି ମାନସ ବାବୁ ଙ୍କ ପାଇଁ ଏ show ଚାଲିଚି ଆଉ ଏଥିରେ ଜ୍ୟୋତି ବାବୁ indrustry ର ବହୁତ୍ ଗୁମର କଥା ଖୋଲି ଦେଇଛନ୍ତି ।very nice 👍

  • @pramodanaspirant
    @pramodanaspirant Před 10 měsíci +12

    True', honest and very very humble hero God bless you Jyoti।❤

  • @saikrushnaprusty3376
    @saikrushnaprusty3376 Před 10 měsíci +50

    A nice human being... Excellent actor also ...keep it up Jyoti..🎉✨

  • @Byasa12
    @Byasa12 Před 10 měsíci +10

    ବାପା ମାଆ ଙ୍କୁ ଭଲ ପାଉଥିବା ଓ ହୃଦୟରୁ କଥା କହୁଥିବା ମଣିଷ କେବେବି ହାରେନା but I think you should prove yourself as an Engineer and at the same time follow your passion.

  • @manoranjanmunna739
    @manoranjanmunna739 Před 9 měsíci +6

    Honest interview ever. Best of luck👍 jyoti

  • @pujapradhan7114
    @pujapradhan7114 Před 10 měsíci +16

    Jyoti is a very good human ❤❤& go ahead 👍👍

  • @rajeshbarik2973
    @rajeshbarik2973 Před 10 měsíci +33

    He z such a good gentleman ❤

  • @googletechtips5000
    @googletechtips5000 Před 10 měsíci +13

    Today I feel Jyoti is a down to earth person no ego no attitude he is realise Jo ho gya so gya age badho acchi movie karo aur kabhi bhi aise ghatiya realty show mein mat Jana keep it up bro 👍

  • @NkRaju-nc3qx
    @NkRaju-nc3qx Před 10 měsíci +13

    ଏତେ ଦିନ ପରେ ଜାଣିଲି joti bhai ତାଙ୍କ ଭୁଲ୍ ପାଇଁ ଅନୁତାପ କରିଛନ୍ତି ଜାଣି ବହୁତ୍ ଖୁସି ଲାଗିଲା ଏଇ ଭିଡିଓ ଦେଖିଲା ପରେ ଓଡ଼ିଶା ବାସୀ ନିଚୟ ତମକୁ କ୍ଷମା କରିଦେବେ jay ଜଗନ୍ନାଥ

  • @sahoobikash3789
    @sahoobikash3789 Před 9 měsíci +6

    Aji ra episode ti pura pure and heart to heart thila
    Joyati bhai don't be depressed we are always with you❤❤❤

  • @dillipdj1390
    @dillipdj1390 Před 10 měsíci +20

    Jyoti is a great hero for odia industry very open minded and good humanity also carry-on Bhai stay blessed always ❤

  • @akankshyachristabel
    @akankshyachristabel Před 9 měsíci +14

    No one in this world is pure & perfect. If you avoid people for their mistakes, you will be alone in this world. So, judge less & love more.😊❤❤

  • @dev9611
    @dev9611 Před 10 měsíci +29

    God bless you jyoti sir ❤❤❤❤

  • @khelterahobhai
    @khelterahobhai Před 10 měsíci +48

    ଭଲ ପିଲା ଟା କିନ୍ତୁ ଲୋକଙ୍କ ଅନୁସାରେ କଥା ବାର୍ତ୍ତା କରିବା ଆଗରୁ ଭାବିଚିନ୍ତି କହିବା ଦରକାର ଆଉ ଆଜିକାଲିର ଓଡିଆ ଫିଲ୍ମ ଯିଏ କରୁଛନ୍ତି ସେମାନେ ଗୋଟେ ଦୁଇଟା ଫିଲ୍ମ କରିଦେଇ ନିଜକୁ ବଡ Actor ବୋଲି ଭାବୁଛନ୍ତି ଆଉ ଜର୍ଜ ହେଇକି ବି ବସିପଡୁଛନ୍ତି

  • @Son_of_lord_vishnu
    @Son_of_lord_vishnu Před 10 měsíci +25

    Jyoti ❤🥺I feel very sad for u 💖 I'm happy that u realise your mistake 🙂

  • @Amiyaranjan2001
    @Amiyaranjan2001 Před 10 měsíci +71

    ମୁଁ ଧନ୍ୟବାଦ ଦେବୀ kanak news କୁ କି ଆପଣଙ୍କ ପାଇଁ ,ଜ୍ୟୋତି ଭାଇଙ୍କ ଭଳି ଜଣେ ନମ୍ର, ଭଦ୍ର,ମିଷ୍ଟଭାଷୀ ମଣିଷ ଙ୍କୁ ଭୁଲ ବୁଝିଥିବା ଦର୍ଶକ ମାନେ କ୍ଷମା କରିବେ,କାହିଁକି ନା ସମସ୍ତଙ୍କ ଜୀବନରେ କିଛିନା କିଛି ଭୂଲ୍ ହୋଇଥାଏ ।
    By the way ଏବେ ଲୋକ ଙ୍କ ମନରେ ଆଉ ଜ୍ୟୋତି ଭାଇଙ୍କ ପାଇଁ ଖରାପ intension ନାହିଁ ।❤❤❤❤❤❤❤❤❤❤❤❤

  • @tunismitabarik8703
    @tunismitabarik8703 Před 10 měsíci +11

    I love Jyoti sir I respect your humanity ❤️🙏❣️🙏

  • @desitokafun6260
    @desitokafun6260 Před 10 měsíci +23

    Down to earth person 🎉🎉🎉🎉🎉🎉

  • @somanathpradhan4530
    @somanathpradhan4530 Před 10 měsíci +22

    U learnt from your mistake to take right path to build a brighter career and i want to say u r a good humanbeing . Keep growing up..and i also say that people's perspective towards u will change forever from this interview..

  • @nilunilamani6588
    @nilunilamani6588 Před 10 měsíci +7

    ଖାଲି ସୁନ୍ଦର ଚେହେରା ନୁହେଁ ସୁନ୍ଦର ବ୍ୟକ୍ତିତ୍ଵ ଟିଏ, God bless u dear, Go ahead ❤👍👍👍

  • @sibaprasadsahoo-xl8cd
    @sibaprasadsahoo-xl8cd Před 10 měsíci +25

    Jyoti bhai is the best actor of odia industry💞🎯🙏

  • @sushantadesi2017
    @sushantadesi2017 Před 10 měsíci +34

    You are best sir.... Jyoti ❤️🙏🙏🙏🙏

  • @bijayray1344
    @bijayray1344 Před 10 měsíci +16

    Today u r vry genuine talking.
    Good. 👍🏻

  • @user-iy1ur5hi5o
    @user-iy1ur5hi5o Před 9 měsíci +7

    This is humility, love this man the anchor also know how he answered truly

  • @kishorev323
    @kishorev323 Před 10 měsíci +12

    ଭାଇ ଙ୍କୁ ଓଡ଼ିଆ ଦର୍ଶକ କ୍ଷମା କରିଦେବା କଥା 🙏🙏🙏

  • @maminabehera7767
    @maminabehera7767 Před 9 měsíci +1

    Jahara apana fav 🥰 thibe always fav 🥰 hin rahibe .. Lot's of ♥️. Mate laguni ollywood industry re apana nka parika kou hero 🥰 ete open hearted ...

  • @kisuntudu575
    @kisuntudu575 Před 9 měsíci +10

    This enterview changed my perception about Jyoti ❤

  • @mrgelurout
    @mrgelurout Před 10 měsíci +10

    ଯାହା ହଉ ଏତେ ଦିନ ପରେ ଜ୍ୟୋତି ନିଜ ମନ କଥା ଖୋଲିକି କହିଲେ ।।।। I like it ।।।keep it jyoti bro

  • @rajkumarnayak8646
    @rajkumarnayak8646 Před 10 měsíci +29

    Ate Dina pare gote star nka interview dekhibaku bhala lagila kichi over acting nahi pura Dil ru katha

  • @MaheshBabu-js6lr
    @MaheshBabu-js6lr Před 10 měsíci +16

    ଆଜିଠୁ ତୁମର ଭଲ ଦିନ ଆସିବ ଭଗବାନ ତୁମର ମଙ୍ଗଳ କରିବେ
    ଜୟ ଜଗନ୍ନାଥ 🙏

  • @Isha-19
    @Isha-19 Před 10 měsíci +3

    Ae video dekhila pare as an audience mu jyoti sir nku khyama maguchi because emti gote chota katha ku ame audience mane ete bada issue karidelu boli siye ete painful days dekhile and tanka parents bi kasta paile..tanka parents nku b on behalf of all the audience I apologise..ame audience mane gote comment dei dau social media re but gote star ku seita kete hurt karutjiba ame seita bujhiba katha..jyoti sir is such a pure soul..may God bless him with lots of projects.

  • @AKASHVlogsVillagelifestyle
    @AKASHVlogsVillagelifestyle Před 10 měsíci +29

    Jyoti really hero

  • @evergreenashutosh8944
    @evergreenashutosh8944 Před 10 měsíci +10

    Very down to earth person, don't worry, time will come

  • @chandrasekharkhatua5279
    @chandrasekharkhatua5279 Před 10 měsíci +32

    You are a true warrior.....Now i m realising u r a good man...this time u r so honest...I wish a great carrier ahead in ollywood....

  • @alekhchandra4016
    @alekhchandra4016 Před 10 měsíci +3

    Don't worry Jyoti...God tuma saha achanti. Au tama bahut vala manisa. Bahut grow karibe.

  • @ArchanaPradhan-sp5jv
    @ArchanaPradhan-sp5jv Před 9 měsíci +5

    World's best hero and dancer Mr.youth star jyoti 😊😍🥰 and you are so cute and handsome hunk 😊🥰😍 and you're smile, face expression, eye expression is too good and you are very nice person in this world, there is no one else like you in this world ❤️❤️❤️❤️❤️ and best wishes for you and your future, career and keep it up and best wishes for your all upcoming movies 👍👍👍👍👍 and bhagavan karantu Tame Sabu bede happy ruha and Tama life re kebebi problem na asu and you are my very very very very favourite hero❤❤❤❤ and you are best in this world ❤️❤️❤️❤️❤️❤️❤️❤️❤️❤️❤️❤️❤️❤️🌹🌹🌹🌹🌹❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @suryanshbal1486
    @suryanshbal1486 Před 10 měsíci +43

    We shouldn't judge a book by its cover

  • @user-ml8yg1xv4d
    @user-ml8yg1xv4d Před 10 měsíci +18

    Open minded hero ....I like you Jyoti bhai

  • @khusirajalaxmidiptiexpress5041
    @khusirajalaxmidiptiexpress5041 Před 10 měsíci +8

    ବହୁତ ସୁନ୍ଦର ଆଲୋଚନା 🙏ଜୟ ଜଗନ୍ନାଥ 🙏

  • @financeguruabinash
    @financeguruabinash Před 10 měsíci +14

    Ama gaon toka bhala manisa jane👍👍👌👌

  • @JOJOJ05PRODUCTION
    @JOJOJ05PRODUCTION Před 10 měsíci +22

    Jyoti 👍👍

  • @cmacloud4308
    @cmacloud4308 Před 10 měsíci +13

    After ushasi misra episode... This episode I liked most .... Very candid interviews❤

  • @manjitsahu1248
    @manjitsahu1248 Před 10 měsíci +4

    ବହୁତ ସୁନ୍ଦର ମଣିଷ ଟିଏ ଫିଲ୍ମ ଇଣ୍ଡଷ୍ଟ୍ରିର🎉❤

  • @jyoti4271
    @jyoti4271 Před 10 měsíci +14

    Really you have a good personality 👍hats off Man😊👍

  • @bachpankapyarchandanpatra4825
    @bachpankapyarchandanpatra4825 Před 10 měsíci +19

    Jyoti sir ❤ we love you & you are best 🙏

  • @subhashreepanda18
    @subhashreepanda18 Před 9 měsíci +1

    Khola hrudaya ra loka❤bhl lagila❤Lots of love to you jyoti🌻

  • @KingAryann
    @KingAryann Před 10 měsíci +2

    Bhai bhala pila re aei babu jananka. Love you Jyoti Babu. Apana Bahut Agaku Jaantu. May God Bless you❤

  • @rskumar6035
    @rskumar6035 Před 10 měsíci +11

    Ek question...ek hero ki jindegi badal di......ek hi question 😢😢😢😢😢

  • @sushantadesi2017
    @sushantadesi2017 Před 10 měsíci +23

    Jyoti good 👍👍👍

  • @DefenceShorts8465
    @DefenceShorts8465 Před 10 měsíci +4

    Love you Jyoti Bhai and sambit bhai 🥰🥰😍😍😍😍😍😍😍❤❤❤❤❤

  • @tunipradhan8963
    @tunipradhan8963 Před 10 měsíci +6

    My favorite hero jyotiranjan

  • @biswaranjanbaral2809
    @biswaranjanbaral2809 Před 10 měsíci +51

    A talented superb hero of ollywood ❤❤❤also a good struggler ❤❤❤

  • @bikramkumarbal5854
    @bikramkumarbal5854 Před 10 měsíci +21

    ତୁମେ କଷ୍ଟ କରିକି ଆସିଛ, ଆମେ ଜାଣିଛୁ but ତୁମେ ଆଗକୁ ଯା ଆମେ ଅଛୁ

  • @soumyaranjanbehera45
    @soumyaranjanbehera45 Před 10 měsíci +2

    Love you Jyoti Bhai . ❤❤ ଏତେ struggle 😢😢 salute bro । Abe jauchi Bhai nka insta I'd follow karibi । Nice personality ❤❤❤

  • @DontMindDost
    @DontMindDost Před 10 měsíci +27

    ଜ୍ୟୋତି ଭାଇ ଆପଙ୍କ movies ଭହୁତ ଭଲ....
    ଭୁଲ ସମସ୍ତଙ୍କ ର ହୁଏ.... ଚ କୁଳି କଥା ଭୁଲି ଗଲେଣି...ଆପଙ୍କ ସମସ୍ତଙ୍କୁ ଭଲପାଇବା ଦିଅନ୍ତୁ.... ଭଗବାନ ଆପଣଂକୁ ଭଲ ରାସ୍ତା ଦେଖାଇବେ....
    ବ୍ରହ୍ମପୁର Youth

    • @rixo108
      @rixo108 Před 10 měsíci +1

      Ooooo bhai oouu mun bhuluni, mote jamma misaona bujhilo jamma bhala habani.. ... Chakuli paa 😅

    • @DontMindDost
      @DontMindDost Před 10 měsíci

      @@rixo108 👍

    • @jagannathjena4556
      @jagannathjena4556 Před 10 měsíci +1

      ​@@rixo108tu kiere bro 😂😂😂😂

  • @srikantadasjagan6525
    @srikantadasjagan6525 Před 10 měsíci +3

    Jyoti Bhai bahut vala, God bless you

  • @manojkumarpatrakumarpatra
    @manojkumarpatrakumarpatra Před 10 měsíci +9

    Love you Jyoti bro❤

  • @arunmallik1031
    @arunmallik1031 Před 10 měsíci +3

    Such a good gentleman and humble nature person i really appreciate my brother 🥰❤😢

  • @dhrubanayak
    @dhrubanayak Před 10 měsíci +2

    May joti bhai back to the form.
    Surely this guy talented. May god bless your dotpen movie block blasters.

  • @blbapi2025
    @blbapi2025 Před 10 měsíci +5

    Bohut struggle karuchhanti apana,,,,agaku nihati success hebe ❤❤❤

  • @sunil.....8034
    @sunil.....8034 Před 10 měsíci +6

    Jyoti super excited 😊 actor

  • @unrevealedstatus2535
    @unrevealedstatus2535 Před 9 měsíci +1

    Love you Jyoti Bhai ❤😢❤

  • @kcp07
    @kcp07 Před 10 měsíci +8

    Jyoti ଭାଇ କୁ ଗୋଟେ କଥା କହିବି.....ଯଦି ଫିଲ୍ମ୍ କରିବ original ଫିଲ୍ମ୍ କର ... ନ ହେଲ reject kara.🙏

  • @pokemonpiku5439
    @pokemonpiku5439 Před 10 měsíci +8

    Every actor is a hero reporter babu.they are the stars of odia culture.I am not a film person bt I know how to respect every single actor that may be a theater actor or a superstar please respect our odia stars

  • @itishreerout798
    @itishreerout798 Před 10 měsíci +14

    Good time will be come ...i like you jyoti sir ....🎉🎉one day u will be a superstar ...just keep a patience ...

  • @lipsaranipanda2250
    @lipsaranipanda2250 Před 9 měsíci

    Tme sure dine na dine bht agaku badhiba... patience rakha u r the sweetest and very humble person Jyoti 💝

  • @jyotirajmaharana635
    @jyotirajmaharana635 Před 4 měsíci

    Nijaku nije satyataa ra saha ete low leve ku neijiba bahut bada mahanataa ra parichaya, god bless you Jyoti bhai❤❤ all the best

  • @priyankapriyadarshini5981
    @priyankapriyadarshini5981 Před 9 měsíci +5

    Very nice interview sir👍

  • @pattnaikabhinandan7
    @pattnaikabhinandan7 Před 10 měsíci +5

    Atleast he is honest with himself.

  • @ArchanaPradhan-sp5jv
    @ArchanaPradhan-sp5jv Před 9 měsíci +2

    Mr.youth star apana jetiki handsome ta thu besi apankara heart❤ sundar jouta bahut kam loko'nka pakhare thae and apanaka fan following Sabu bede badhu thau and apana bahut agaku jantu and apana Sabu bede happy ruhantu and bhagwan karantu apana Sabu bede nija parents, family, friends and fans ka sahita happy ruhantu ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🌹🌹🌹🌹🌹🌹🌹🌹🌹❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @biswojitnayak5975
    @biswojitnayak5975 Před 9 měsíci +1

    Jyoti bhai tamaku mu bahut thara chakuli hero kahi troll karichi...but aei interview re mo mind pura change hei gala... love you bhai ❤

  • @rashmiranjanbehera7394
    @rashmiranjanbehera7394 Před 10 měsíci +5

    Truly gentleman joyti❤

  • @ashutoshdasofficial8957
    @ashutoshdasofficial8957 Před 10 měsíci +3

    Odisha is waiting for a beautiful superstar ❣️❤️❤️❣️

  • @geographytricks5456
    @geographytricks5456 Před 9 měsíci

    bhala lagila, dekhiki show, and sei artist mananku movie deba uchit jie karibaku really chahanti, very boldly you faced the qs very nicely

  • @jagankumarmallik7968
    @jagankumarmallik7968 Před 10 měsíci +2

    Always down to earth for public they will accept you