To Badapana Ku Dhik | Full Video I New Bhajan I Choudhury Bikas Das I Sourav Bharadwaj I Papu Sahoo

Sdílet
Vložit
  • čas přidán 4. 09. 2024

Komentáře • 1,4K

  • @OdiaXavier
    @OdiaXavier Před 2 měsíci +1058

    ଚୌଧୁରୀ ବିକାଶ ଦାସ ଙ୍କ ଭଳିଆ କଳାକାର ଙ୍କୁ ଏପରି ଦେଖି ମନ ଭଲ ଲାଗୁନି 😢 କଣ କରିବା ସମସ୍ତଙ୍କର ଏ ବୃଦ୍ଧ ଅବସ୍ଥା ଆସିବ। ହେଲେ ନିଜର ପସନ୍ଦ ର କଳାକାର ଙ୍କୁ ବୃଦ୍ଧ ହେବାର ଦେଖିଲେ ଦୁଃଖ ଲାଗେ। ଜୟ ଜଗନ୍ନାଥ ପ୍ରଭୁ ତାଙ୍କୁ ସର୍ବଦା ସୁସ୍ଥ ରଖନ୍ତୁ।

    • @pradhandharmaraj7554
      @pradhandharmaraj7554 Před měsícem +12

      Toka karide asiki

    • @sunapila
      @sunapila Před měsícem +11

      Focus on parents pls😊

    • @satisatyanarayan
      @satisatyanarayan Před měsícem +6

      Bhai sabuthi sei gotie comment

    • @skrushnareddy6796
      @skrushnareddy6796 Před měsícem +4

      ​@@sanjaysi100❤😂😂😂😂❤❤

    • @ସେବାୟତ
      @ସେବାୟତ Před měsícem

      ​@@pradhandharmaraj7554❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @rakeshmallick3005
    @rakeshmallick3005 Před měsícem +174

    ଓଡିଆ ଗୀତ ର ପୁନରୁଦ୍ଧାର ହୋଇଛି ଏଇ ଭଳି ଗାୟକ ମାନଙ୍କ ପାଇଁ ❤❤❤❤

    • @MrBiswajit1990
      @MrBiswajit1990 Před měsícem +3

      ସତରେ ଏମିତି କଳାକାର ମାନଙ୍କ ଆବଶ୍ୟକତା ଅଛି, ହୃଦୟରୁ ସଲାମ... ଜୟ ଜଗନ୍ନାଥ 🙏

  • @lipicooking1957
    @lipicooking1957 Před měsícem +119

    ସୁନ୍ଦର ତୃପ୍ତିର ଅବସାଦ ନାହଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ❤

  • @bhagyashreevlog3187
    @bhagyashreevlog3187 Před měsícem +80

    ଗୀତଟି ଶୁଣିଲା ପରେ କାହିଁକି କେଜାଣି ଜଗା ପାଇଁ ଦେହରେ ମୋର ସିହରଣ ଆସିଯାଉଛି😢😢😢

  • @dhaneswarmallikdhana1631
    @dhaneswarmallikdhana1631 Před měsícem +370

    ପ୍ରକୃତରେ ଯେଉଁ ମାନେ କହୁଥିଲେ ଓଡିଆ ଗୀତ ଶୁଣିବାକୁ ଭଲ ଲାଗୁନାହିଁ ଦୟାକରି ଏହି ଗୀତ ଟିକୁ ଥରେ ଦେଖନ୍ତୁ। ଧନ୍ୟବାଦ ବିକାଶ ସାର୍। ଚମତ୍କାର

    • @chandanmohanty5687
      @chandanmohanty5687 Před měsícem +11

      ପ୍ରକୁତରେ ଭଂଜନ ରେ ଯୋଇ ପ୍ରେମ ଆଉ ଆନନ୍ଦ ଆଉ କଉଠି ନାହିଁ

  • @JITEN93
    @JITEN93 Před 11 dny +4

    ସତରେ ଆଖିରେ ଲୁହ ଆସିଗଲା 🙏🙏🙏 ଜୟ ଜଗନ୍ନାଥ

  • @kumartubulu7999
    @kumartubulu7999 Před měsícem +202

    ବୁଢା ମଉସା ମୁହଁ ରେ ମୋ ବାବା ଙ୍କୁ ଦେଖୁଚି.... ମୋ ବାବା ବି ଠିକ ଏମିତି ଦେଖା ଯାଆନ୍ତି😔.... ପ୍ରଭୁ ଜଗନ୍ନାଥ ମଉସା ଙ୍କୁ ଭଲ ରେ ରଖନ୍ତୁ 🙏❤️

  • @satrughnapaikaray
    @satrughnapaikaray Před měsícem +15

    ଏତେ ଦିନ ପରେ ଗୋଟେ ମନ ପସନ୍ଦ ଭଜନ ଶୁଣିବାକୁ ମିଳିଲା 🙏🙏🙏

  • @Satyasanskruti
    @Satyasanskruti Před měsícem +232

    ଏହି ଗୀତଟି ସୁଟିଙ୍ଗ ହେଲାବେଳେ ମୁଁ ବଡ଼ଦାଣ୍ଡ ରେ ଉପସ୍ଥିତ ଥିଲି ବହୁତ୍ ଖୁସିଲଗିଲା ରଥ ଯାତରା ର ଦୁଇଦିନ ଆଗରୁ ସୁଟିଂ ହେଉଥିଲା

    • @somanathsahoo8849
      @somanathsahoo8849 Před měsícem +4

      Tume bahut vagyaban 😅

    • @Satyasanskruti
      @Satyasanskruti Před měsícem +9

      ଆମେ ଉତ୍କଳ ବାସି ସମସ୍ତେ ଭାଗ୍ୟବାନ କାରଣ ଜଗା ଆମର ଆରାଧ୍ୟ ।

    • @ramakantasahoo9438
      @ramakantasahoo9438 Před měsícem +3

      Me too

    • @laxmipriyasahoo1
      @laxmipriyasahoo1 Před měsícem +5

      Se sabu ta dekhuchhi hele b Kan pain kejani ete parikhya nauchhi..😢

    • @Kajal-jt8ep
      @Kajal-jt8ep Před měsícem +2

      Tame bahut locky ❤❤

  • @BiswashreeSahoo
    @BiswashreeSahoo Před dnem +3

    ପ୍ରତିଟି ଶବ୍ଦ ହୃଦୟସ୍ପର୍ଶୀ 🙏🏻 😌 କିନ୍ତୁ ଆଖିରେ କେତେ ବେଳେ ଲୁହ ଆସିଗଲା ଜାଣି ପାରିଲି ନାହିଁ 🥺🥺🥺

  • @kabitarcmpuri2730
    @kabitarcmpuri2730 Před 2 měsíci +227

    ଭଜନ ଟି ବହୁତ ହୃଦୟସ୍ପର୍ଶୀ 🙏 ବିକାଶ ସାର୍ ଙ୍କ ପରି କଳାକାର ଓଡ଼ିଆରେ ବିରଳ🙏 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ଥ ରୁହନ୍ତୁ 🙏🙏

  • @OdishaPride
    @OdishaPride Před měsícem +14

    *ଯେତେ ଶୁଣିଲେ ବି ମନ ପୁରୁନାହିଁ । ହୃଦୟସ୍ପର୍ଶୀ ❤*

  • @barikprajnaofficial
    @barikprajnaofficial Před měsícem +33

    ହେ ଜଗାରେ🙏🏻
    ତୋ କରୁଣା ଅପାର।
    ଆଖିରେ ଲୁହ ଆସିଗଲା 😢
    ହେ ମହାବାହୁ ଦୁନିଆର ସବୁ ବାପା ମାଆଙ୍କୁ ଖୁସିରେ ରଖ ପ୍ରଭୁ 🙏🏻🙏🏻🪔
    ଚୌଧୁରୀ ବିକାଶ ଦାସ ସାର୍ ଆପଣ ପିଲା ବେଳଠୁ ଆଜି ଯାଏ ମନରେ ଅଛନ୍ତି ❤
    ଜୀବନ୍ତ ଲାଗୁଛି ଆଜି ଏ ଭଜନ।

  • @rinkymohanty1874
    @rinkymohanty1874 Před měsícem +77

    ମୁଁ ଗୋଟିଏ ଛୋଟ ପି ଲା ମୋର ବାପା ନାହିଁ ମୁଁ ଏ ଗୀତ ଶୁଣି ବହୁତ କାଦି ଛି 😢 ମୁଁ ଏତେ କାଦି ଛି ଆପଣ ଜାଣି ପାରିବନି 🥺🥺🫀🥹😭😭😭😭😭

  • @yess96ssubhu
    @yess96ssubhu Před měsícem +66

    ଭଗବାନ ଆପଣ ଙ୍କୁ ପୁରା ସୁସ୍ଥ ରଖନ୍ତୁ Sir ଆପଣ ଙ୍କ ପାଇଁ ଆପଣ ଙ୍କ act ku ଯେତେ ଯାହା କହିଲେ ବହୁତ୍ କମ୍ ହବ
    ମୋ ପାଖରେ କିଛି ବି word nahin କହିବାକୁ
    Sir mun କାନ୍ଦି ପକେଇଲି vdo ଦେଖିକି totally Spechless Sir
    ବହୁତ୍ ସାରା ସମ୍ମାନ ଆପଣ ଙ୍କୁ
    କୋଟି କୋଟି ପ୍ରଣାମ
    Sourav bhai ଆପଣ ଙ୍କ voice କିଛି ବି ନାହିଁ କହିବାକୁ
    Bestttt youngest Singer of Odisha
    Bikash Choudhury Sir ଆପଣ best best best best ଯେତେ କହିଲେ ବି କମ୍ ହବ
    ଆପଣ ଓଡ଼ିଆ industry raa ଗୁରୁ ଆପଣ ଭଗବାନ ଙ୍କ ଆଶୀର୍ବାଦ

  • @smrutiofficial
    @smrutiofficial Před měsícem +32

    ଜୀବନ୍ତ ଅଭିନୟ ରେ ଲୁହ ସବୁ ଆପେ ବହି ଯାଉଛି। ସେହି କାଳିଆ ସାଆନ୍ତ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ସାର୍। ଆପଣ ଓଡ଼ିଆ ଅଭିନୟ ର ଉଜ୍ଜ୍ୱଳ ଜ୍ୟୋତିଷ୍କ । #ChoudhuryBikashDash ❤❤❤❤

  • @SubhalaxmiDash
    @SubhalaxmiDash Před 2 měsíci +125

    ମହାପ୍ରଭୁଙ୍କ ଏ ଭଜନ ଶୁଣିଲେ ମୁଁ ମୋ ଆଖିର ଲୁହକୁ ଅଟକେଇ ପାରେନି ⭕️❗️⭕️🎶 ସୌରଭ, ଟୂବୁ ଭାଇ ଶୁଭେଚ୍ଛା ଜଣାଉଛି 🙏

  • @PradeepDas-qp2op
    @PradeepDas-qp2op Před měsícem +14

    ହୃଦୟ କୁ ଛୁଆଁଇଲା ପରି ଗୀତ ଟି ହୋଉଛି ଏମିତି ଭଂଜନ କର ସାରା ଦେଶ ରେ ନା ରଖ 🙏🙏🙏🙏👍👌👌👍

  • @bhaktimayeejena4554
    @bhaktimayeejena4554 Před 2 měsíci +39

    Bikash uncle apana a Geeta ku jibanta Kari deichhanti ete Sundar avinaya re 😢😢 luha asi jauchi aakhi re 😭😭 ete nikhuna avinaya odia industry re kehi karibeni 🙏🙏 Sabu bele bhala re ruhantu 🙏🙏

  • @Puunnyy
    @Puunnyy Před měsícem +23

    ଛଳ ଛଳ ତୁମ ସଜଳ ନୟନେ ଛଳୁଚ ଜଗତକୁ ।ମହାପ୍ରଭୁ🙏🏻

  • @rabirout7101
    @rabirout7101 Před 2 měsíci +27

    ଅତୁଳନୀୟ ଅଭିନୟ ❤ 😢😢ଲୁହ ଆସିଯାଇଛି ଯେତେ ଦେଖିଲେ ହେ ଜାଗା ରେ।

  • @SundayOdisha
    @SundayOdisha Před měsícem +12

    କେବଳ ଦୁଇ ଧାର ଲୁହ.... 😢😢😢 ମୋ ଜଗା ପାଇଁ ଆଉ ବର୍ଷୀୟାନ କଳାକାର ବିକାଶ ବାବୁଙ୍କ ପାଇଁ.......🙏🙏🙏

  • @Pritamtv0
    @Pritamtv0 Před měsícem +42

    ଏ ଭଜନ ଯେମିତି ସ୍ଵୟଙ୍ଗ ଜଗନ୍ନାଥ ଗାଇଛନ୍ତି❤ ଲେଖିଛନ୍ତି 😢 ହେ ଜଗା ତୁ kauti ଆଉ ଦୁନିଆରେ ଅନ୍ୟାୟ ସହି ହଉନି ଏବେ ପାପୀ କୁ ସୋହାର କର😢😢😢❤❤❤❤❤❤

  • @abhijitswain2089
    @abhijitswain2089 Před měsícem +6

    Sunder Gita,,,au choudry bikash das nka abhinaya bahut sunder..
    Jai jagannath 🙏🙏🙏

  • @puspadiary
    @puspadiary Před měsícem +4

    ଆଖିରୁ ଲୁହ ଆସିଯାଉଛି ହୃଦୟସ୍ପର୍ଶୀ ଗୀତ 😢
    ଅଭିନୟ ନୁହେଁ ତ ଏହା ବାସ୍ତବ ଜୀବନର ଚିତ୍ର, ହେ ଜଗାରେ....

  • @Itspravat5
    @Itspravat5 Před 27 dny +13

    ମୋର ବୋହୁତ ପସନ୍ଦ୍ ବିକାଶ ସାର୍ ତାଙ୍କ ଅଭିନୟ କେହି କରିପାରିବେନି ଭଗବାନ୍ ଙ୍କ ପାଖାରେ ଏତିକି ପ୍ରାର୍ଥନା ତାଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏

  • @BOBALTOKA0726
    @BOBALTOKA0726 Před měsícem +4

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ରେ କିଛି ଭାବ ତୋ ଅଛି 😢 ଆଖି ରୁ ପାଣି ଆସି ଗୋଲା ଭଜନ ଟି ଶୁଣି.....ବହୁତ ସୁନ୍ଦର ହେଇଛି ଭଜନ ଟି 🙏

  • @worldmoviesstar2.0
    @worldmoviesstar2.0 Před měsícem +7

    Hurudoyo sparshi gito tiye..lekho ko ebong singer ku samostanku bahut bahut dhanyabad ❤❤❤

  • @prangyaparimitaswain2001
    @prangyaparimitaswain2001 Před měsícem +9

    ବହୁତ୍ ସୁନ୍ଦର୍ ହେଇଛି ଏ ଭିଡିଓ ଟି। ଦେଖୁ ଦେଖୁ ଆଖିରେ ଲୁହ ଆସିଗଲା । 🥺🥺🥺🥺

  • @Pritamtv0
    @Pritamtv0 Před měsícem +54

    ଜଗନ୍ନାଥ ଙ୍କୁ ଭଲ ପାଉଥିଲେ JAY JAGANNATH ଲେଖ ତୁମ ମନସ୍କାମନା ପୂରଣ ହେବ❤❤❤❤❤❤❤

  • @Aspirantlife96
    @Aspirantlife96 Před 2 měsíci +15

    ଗୀତଟି ବହୁତ ସୁନ୍ଦର 😍🥰 ବିକାଶ ସାର୍ ମଧ୍ୟ ନିକ୍ଷୁଣ ଅଭିନୟ କରିଛନ୍ତି 😊❤ଜୟ ଜଗନ୍ନାଥ 🙌🙇⭕❗⭕

  • @madhusmitasethi4808
    @madhusmitasethi4808 Před měsícem +7

    Satare gita to ate sundar heichi j dekhu dekhu akhiru luha baharipaduchi ,Jay jagarnath....

  • @todayallabout4u
    @todayallabout4u Před 2 měsíci +32

    ଜୟ ଜଗନ୍ନାଥ 🙏
    ଜଗତରନାଥ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  • @bikashrout5337
    @bikashrout5337 Před měsícem +24

    ମହାନ୍ କଳାକାର ଚୌଧୁରୀ ବିକାଶ ଦାଶ ସାର୍...🙏🏻🙏🏻🙏🏻🙏🏻
    ⚫‼️⚫

  • @RubiVlogs6668
    @RubiVlogs6668 Před 2 měsíci +12

    Pappu bhai Tama edit ku salute rula Diya yaar 😭😭😭🛕🛕🛕🙏🙏🙏🙏🙏🙏🙏🙏

  • @TMbrovideo
    @TMbrovideo Před měsícem +71

    ପ୍ରେମ ରେ ଧୋକା💔 ଖାଇଲା ପରେ ଏ ଭଜନ ଶୁଣି ମୋ ମନକୁ ବୁଝେଇ ନେଉଛି,
    ପ୍ରଭୁ ଜଗନ୍ନାଥ ଦିନେ ମୋ ଡାକ ବି ଶୁଣିବେ.....😭😭😭😭😭

    • @laluswain5472
      @laluswain5472 Před měsícem

      😂😂😂😂oo

    • @sonucreations4956
      @sonucreations4956 Před měsícem

      Same to here bro .....

    • @soumitra1209
      @soumitra1209 Před měsícem +1

      Sam bro 😢😢😢

    • @satyajeet1084
      @satyajeet1084 Před měsícem +7

      ଭାଇ ତମେ ଭୁଲ ଜାଗା କୁ ପଳେଇ ଆସିଛ ତମେ Humansagar ଗୀତ ଶୁଣିବା କଥା😂

    • @banasmitanayak8486
      @banasmitanayak8486 Před měsícem +2

      ​@@satyajeet1084sunu tame abe bujhi paribani kete kasta hauchi jete bele dhoka khaiba jani pariba.....aue kahara majak udeiba bandha kara hela

  • @Mr123Parida
    @Mr123Parida Před 2 měsíci +35

    ବହୁତ ହୃଦୟସ୍ପର୍ଶୀ 🥹ଜଗନ୍ନାଥ ସବୁବେଳେ ଖୁସିରେ ରଖନ୍ତୁ ସମସ୍ତଙ୍କୁ....ଜୟ ଜଗନ୍ନାଥ 🙏🙏

  • @MS.Manish74
    @MS.Manish74 Před 2 dny +2

    Salute bhai... Tama Voice suni au A song suni Mana pura Khushire bhari gala❤❤❤❤

  • @user-es7ei2xu6r
    @user-es7ei2xu6r Před měsícem +4

    Bahut super heichi ea video ti dekhile akhiru kuha asi jauchi😭😭🥺🥺

  • @pradipjena7585
    @pradipjena7585 Před 16 dny +1

    ହୃଦୟ କୁ ଛୁଇଁଲା ଭଳି ଗୀତ ଟିଏ ବହୁଦିନ ପରେ ଶୁଣିବାକୁ ପାଇଲୁ 🙏ଧନ୍ୟବାଦ ବିକାଶ sir 💐🙏🙏🙏

  • @shashankasekharkar2404
    @shashankasekharkar2404 Před 2 měsíci +14

    ଜୟ ଜଗନ୍ନାଥ
    ବହୁତ୍ ଭଲ ହୋଇଛି
    ରଥ ଯାତ୍ରା ର ହାର୍ଦିକ ଅଭିନନ୍ଦନ ❤🙏

  • @Evergreen_meludy_bulu
    @Evergreen_meludy_bulu Před dnem +2

    ଯେତେ ଶୁଣିଲେ ମନ ବୁଝୁନାହି 😊 ଜଗନ୍ନାଥ ମୋ ପାଖରେ ଅଛି ପରି ଲାଗୁଛି । ଜୟ ଜଗନ୍ନାଥ ତୁମୋ ପାଦ ତୋଲେ ଟିକେ ସୋରନ ଦିଅ ।। ଜୟ ଜଗନ୍ନାଥ

  • @prasantakumarsethypapuni8938
    @prasantakumarsethypapuni8938 Před měsícem +27

    ଏ ଗୀତ କୁ ଆମ ଅଞ୍ଚଳ ର ପୁଅ ସୌମ୍ୟ ରଞ୍ଜନ ବଳ ଲେଖିଛନ୍ତି। ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।।🎉🎉🎉🎉 ମହାପ୍ରଭୁ ଙ୍କ ଆଶୀର୍ବାଦ ରୁ ସେ ଏମିତି ଅନେକ ଗୀତ ଆମ ମାନଙ୍କ ପାଇଁ ରଚନା କରନ୍ତୁ।।

  • @user-vi2zy1tg1c
    @user-vi2zy1tg1c Před 11 dny +3

    Ate hrudaya sparsi Gita sunile swam Jagannath ta bhakta pakhaku dhai asibe🙏🙏🙏🙏🙏

  • @badalswain9054
    @badalswain9054 Před měsícem +4

    Jay Jagannath gita ti badhia heichi❤❤❤

  • @OdiaKnowledge-qu2bo
    @OdiaKnowledge-qu2bo Před měsícem +3

    I think this is the best video in 2024..... ଆଖିରେ ଲୁହ ଆସିଗଲ ଜଗା 🥹🥹⭕‼️⭕
    Salute to this actor 🫡🫡🫡🫡🫡

  • @Sanaya76380
    @Sanaya76380 Před 2 měsíci +6

    Bahut sundar bhajana ...Jay Jagannath mahaprabhu 🙏🏻

  • @balaramrana976
    @balaramrana976 Před 27 dny +2

    ହୃଦୟସ୍ପର୍ଶୀ ଭଜନ... 🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏

  • @r15movies92
    @r15movies92 Před měsícem +3

    ଯେତେ ଯାହା ହେଲେ ବି ଥରେ ଜଗନ୍ନାଥଙ୍କ ଗୀତଟିଏ sunidele ମନକୁ ଶାନ୍ତି ମିଳେ, ଜୟ ଜଗନ୍ନାଥ ❤❤❤

  • @odsahilyt2485
    @odsahilyt2485 Před dnem +1

    ବିଶ୍ଵ ରେ ସବୁ କଳାକାର ଆପଣଙ୍କ ଅଭିନୟ ଆଗରେ ଫିକ ପଡ଼ିଯେବେ ସାର୍। ଏତେ ସୁନ୍ଦର୍ ଅଭିନୟ । ଆପଣଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ବେଳେ ଭଲ ରେ ରଖନ୍ତୁ ମୋର ଏତିକି ମହାପ୍ରଭୁ ଶ୍ରୀ ଜନ୍ନାଥଙ୍କ ପାଖରେ ଗୁହାରି । 🙏🙏🙏

  • @ratikantsahoo686
    @ratikantsahoo686 Před měsícem +3

    ସତରେ ବହୁତ୍ ସୁନ୍ଦର ଭଜନ,,ଆଉ ଅଭିନୟ ଆହୁରି ଚମତ୍କାର 🙏🙏🙏🙏

  • @priyatamabehera7148
    @priyatamabehera7148 Před měsícem +2

    ଏ ଗୀତଟିକୁ ଦେଖି ମୋ ଆଖିରେ ଆଉ ଲୁହ ରହିଲାନି😭😭😭really very heart touching 😢😢

  • @pralayaofficial1060
    @pralayaofficial1060 Před 2 měsíci +19

    ମହାନ୍ କଳାକାର ଚୌଧୁରୀ ବିକାଶ ଦାଶ ସାର୍...

  • @KSP03CREATION
    @KSP03CREATION Před měsícem +5

    Bikash sir ଆପଣ ଙ୍କୁ 🤾 ଜଗନ୍ନାଥ 🙏🚶 ଙ୍କୁ ଆଶ୍ରିବାଦ୍ ଅଛି

  • @unicorn-aishu03
    @unicorn-aishu03 Před 19 dny +4

    ଏଭଳି କଳାକାର କ୍ୱଚିତ୍( କୋଟିଏ ରେ ଗୋଟିଏ) ଜୟ ଜଗନ୍ନାଥ🙏🙏🙏🙏

  • @PuriRajamalike
    @PuriRajamalike Před měsícem +9

    ଜୟ ଜଗନ୍ନାଥ ମାଲିକେ ଭଲରେ ଥାଆନ୍ତୁ ସମସ୍ତେ ଚକା ଡୋଳା କରୁଛି ଲିଳା ମାଲିକେ 🙏🙏🙏

  • @SarangiPratap-ef9sj
    @SarangiPratap-ef9sj Před měsícem +4

    Jay JAGANNATH....Legend Old is Gold....superb ❤

  • @MS.Manish74
    @MS.Manish74 Před 2 dny +2

    Odisha pain aapana Gote Garba...😊😊😊

  • @pankajbehera1779
    @pankajbehera1779 Před měsícem +10

    ସତରେ ଏ କଳି ଯୁଗରେ କେବଳ ଗୋଟିଏ ସତ୍ୟ
    ରାଧେ ରାଧେ 🙏

  • @rakeshkumarmallick4152
    @rakeshkumarmallick4152 Před 26 dny +1

    ଏ ଭଜନ ରେ ବିକାଶ sir, ଜୀବନ ଯାକ ଆମ ହୃଦୟରେ ରହିବେ..

  • @manassatapathy1975
    @manassatapathy1975 Před měsícem +3

    କାଳିଆ କେହିନାହିଁ ତୋଭଲିଆ ❤❤❤

  • @krishnagochhayat6659
    @krishnagochhayat6659 Před 4 dny +1

    କୋଟି ଓଡ଼ିଆ ର ମୋଉଡମଣି
    ବିଶ୍ୱୋନିଅନ୍ତା ସୃଷ୍ଟି କର୍ତ୍ତା ଜଗତ ର ନାଥ ଶ୍ରୀ ଜଗନ୍ନାଥ ମଣିମା ହେ ମୁ ତୁମ ଚରଣ ଦାସ ଚାକର ଟିଏ ତୁମେ ମୋ ମାଲିକ
    ଜୟ ଜଗନ୍ନାଥ ❤

  • @droupadikumbhar2884
    @droupadikumbhar2884 Před měsícem +4

    ଜୟ ଜଗନ୍ନାଥ ପ୍ରଭୁ🙏🙏🌼🌸❤❤

  • @allgamezone7715
    @allgamezone7715 Před 8 dny +1

    ସୌରଭ ଭାଇ ଙ୍କ ଗୀତ ହୃଦୟ କୁ କନ୍ଦେଇ ଦଉଚି। ଆଉ ଏହା ଭିକାରୀ ବଳ ଙ୍କ ପରେ ହଉଛି

  • @dibyanshubehera3140
    @dibyanshubehera3140 Před měsícem +4

    Akhiru luha Gadi Gola video dekhiki very heart touching 😢😢😢😢😢❤❤❤❤❤

  • @Lubu-p7r
    @Lubu-p7r Před měsícem +1

    Hrudaya ku chuinla bhali song au acting bahut sundar ....Jay jagannath 🙏

  • @HIHELLOEXCUSEME
    @HIHELLOEXCUSEME Před 2 měsíci +8

    Seriously last scene very crying 😭😭 best' act in the world 🌍 thank you

  • @raturazzsalma1130
    @raturazzsalma1130 Před měsícem +1

    ଗୀତ ଶୁଣିକି ଆଉ ଦେଖିକି ହୃଦୟ ରୁ ପାଣି ଆସି ଗଲା 😓😓😓😥😢😢😢😰😰

  • @sidharthmohanty5572
    @sidharthmohanty5572 Před měsícem +6

    ବହୁତ ସୁନ୍ଦର ବିକାଶ ସାର 🙏🙏🙏🙏. ଜଗା ଆପଣଙ୍କୁ ସବୁବେଳେ ଭଲରେ ରଖୁ

  • @kailashguin183
    @kailashguin183 Před měsícem +1

    ଚମତ୍କାର ଅଭିନୟ, ଏମିତିକା କଳାକାର ବିରଳ , ବହୁତ୍ ଭଲ ଲାଗିଲା

  • @mihirkumarnayak2299
    @mihirkumarnayak2299 Před 2 měsíci +10

    ବହୁତ୍ ସୁନ୍ଦର୍ ❤

  • @sasmitarana6419
    @sasmitarana6419 Před měsícem +1

    Satare a bhajana suni manku santi milila❤️❤️ Jai jagannath 🙏🙏🙏

  • @kanhamohanty3160
    @kanhamohanty3160 Před měsícem +6

    JAY SHREE JAGANNATH

  • @manthan3493
    @manthan3493 Před měsícem +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏🙏🙏🙏🙏

  • @gyanaranjan8024
    @gyanaranjan8024 Před měsícem +3

    Akhire luha asigala bikash sir u r great sir apana sabubele vala re ruhantu bhutu sundar lagila apanka abhinaya🥹🥹🥹🥹🥹❤️❤️❤️

  • @lemazaa81
    @lemazaa81 Před měsícem +1

    HEART TOUCHING SONG..AAKHIRU LUHA AASIGALA RE JAGA..TO PAKHARE ALI JANEIBA PAIN EA GOTE MADHYAMA🙏🙏🙏🙏
    KOTI KOTI PRANAM RE JAGA TO SARANA RE❤❤
    THANKS TEAM..THANKS BIKASH SIR

  • @pinakibehera1105
    @pinakibehera1105 Před měsícem +5

    If you see it, it brings tears to your eyes ( gret artist of odia industry and like his simplicity)

  • @sujitsana1744
    @sujitsana1744 Před 25 dny +2

    This song took my breath out. It's so heartfelt and heart touching.

  • @s.s.samal.
    @s.s.samal. Před měsícem +4

    ସତରେ ବହୁତ ସୁନ୍ଦର ହୋଇଛି ଅଭିନୟ ଚମତ୍କାର ପରିକଳ୍ପନା

  • @latasahu4033
    @latasahu4033 Před 25 dny +1

    Jete thara sunile v mana bharu nahi .....he jaga re ❤

  • @lipanbalabantaray5922
    @lipanbalabantaray5922 Před měsícem +4

    Jay Jagannath...

  • @sangrambindhani5432
    @sangrambindhani5432 Před 4 dny +1

    The song, its each of word, entire lyrics and the feeling is just way over everything🥰 Mahabahu Jay Jagannath Bless All, Beautiful song

  • @deba3798
    @deba3798 Před měsícem +6

    Mo Ghra Puri re Ratha Yatra 2,3 dina thila E video shooting hauthila mu dekhichi.... Jay jagannath 🙏🥰

  • @manojranuofficial34
    @manojranuofficial34 Před 14 dny +1

    Jete sunile b nua laguchi❤❤ Jay jagannath 🙏🙏❤️

  • @narendrapothal211
    @narendrapothal211 Před měsícem +5

    Jay jagannath ❤

  • @susantaparida1154
    @susantaparida1154 Před 2 dny +1

    Ahe Geeta re jadita thiba sabu byakti ku jai jagannath 🙏🙏🙏🙏🙏🙏🙏

  • @ytvideo3883
    @ytvideo3883 Před měsícem +23

    ଶେଷ ଦୃଶ୍ୟ ଆଖିରୁ ଲୁହ ଆଣିଦେଲା..
    ସତରେ ଅଭିନୟ ଗୀତକୁ ଜୀବନ୍ତ କରିଦେଇଛି..
    ଜଗା କେବେ ନବୁ ପାଖକୁ 😢

  • @msvlogs5577
    @msvlogs5577 Před měsícem +1

    My all time morning and night fvrt song❤jay jagannath bikash bhai nku sabubele bhala re rakhantu

  • @user-wl4nw7iy9q
    @user-wl4nw7iy9q Před měsícem +4

    ଜଗା 🥺🙏

  • @BharataDas-ey8hh
    @BharataDas-ey8hh Před měsícem +1

    जय श्री जगन्नाथ स्वामी प्रभु की जय हो 🌹🌹🌹🔱🔱🔱🙏🙏🙏

  • @Puunnyy
    @Puunnyy Před měsícem +21

    ତୁ ବ୍ରହ୍ମ ଦାରୁ
    ମୁଁ ପାପୀ ମେରୁ
    ଭାରି ଖୁସି ହେଉ ମୋ ଲୁହ ଢାଳି

  • @prasantarya2034
    @prasantarya2034 Před měsícem +2

    Heart touching song sang by the singer...❤

  • @desitoka6269
    @desitoka6269 Před měsícem +5

    😭😭ଆଖି ରୁ ଲୁହ ଆସଗଲା, ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🚩🚩🚩🙏

  • @RudraPrasad..
    @RudraPrasad.. Před 6 dny

    Evergreen actors..Huge respect. .. Choudhary Bikash Dash.

  • @Runukunu
    @Runukunu Před 2 měsíci +6

    ଭଜନଟି ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇଛି ।🙏ଜୟ ଜଗନ୍ନାଥ 🙏

  • @puspanjalibhuyan4112
    @puspanjalibhuyan4112 Před měsícem +1

    Fabulous acting of Choudhary Bikash das sir 🙏🙏 .
    Underrated legend of Ollywood industry

  • @Bivanshi_Media_2.0
    @Bivanshi_Media_2.0 Před 2 měsíci +4

    ଅତି ସୁନ୍ଦର 👌❤,,ଜୟ ଜଗନ୍ନାଥ 🙏

  • @samarbiswal4704
    @samarbiswal4704 Před měsícem +11

    Kabe lagedabu Tua dori jaj jagannath 🙏🙏🙏

  • @sasmitabarik2233
    @sasmitabarik2233 Před dnem +1

    ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻ମଣିମା 🙏🏻ବିକାଶ sir 🙏🏻

  • @KSP03CREATION
    @KSP03CREATION Před měsícem +3

    ଭଗବାନ୍ ତୁମ ସବୁ problem solved karibe❤