Ronaldo's Record-Breaking YouTube Debut // PM Modi's Poland to Ukraine Visit
Vložit
- čas přidán 11. 09. 2024
- Cristiano Ronaldo, widely regarded as one of the greatest footballers in history, has embarked on a new venture in his illustrious career. After dominating the football world for nearly two decades, Ronaldo has now stepped into the world of content creation by launching his CZcams channel, 'UR Cristiano.' Just hours after the announcement, Ronaldo set a new world record by becoming the fastest person to reach 1 million subscribers on the platform. Moreover, within just 24 hours, his subscriber count skyrocketed to 10 million, setting yet another world record.
Amid the ongoing Russia-Ukraine conflict, Prime Minister Narendra Modi is set to visit Kyiv at the invitation of Ukrainian President Volodymyr Zelenskyy, after a stop in Poland. This trip to Kyiv follows just six weeks after Modi's visit to Russia, where he met with Vladimir Putin.
#CristianoRonaldo #Cristiano #YTCristiano #URCristiano
About
Welcome to our CZcams channel, where we bring you the latest and most important news/current affairs from around the world. We provide acurated list of the top 30 news stories of the day every morning at 3:45am, so you can stay informed and up-to-date on what’s happening around you.
Our team of experienced journalists work tirelessly to gather and verify the news, and present it to you in a concise and easy to understand format. We cover a wide range of topics, including politics, business, technology, entertainment an sports, among other.
Our mission is to provide reliable and unbiased news to our viewers, and to empower them with the knowledge they need to make informed decisions.
Thank you for visiting our channel, and we hope you will join us every day at 3:45am for your daily dose of news.
ସରକାର ବ୍ୟବସାୟିକ ସଂସ୍ଥା ନୁହଁ, ଏଣୁ ଲୋକ ସେବା ପାଇଁ ବ୍ୟୟ କୁ କ୍ଷତି ନୁହଁ ବରଂ ସେବା ବାବଦ ବ୍ୟୟ କୁହାଯିବ ଓ ବସ ସେବା ଚାଲୁ ରହିବା ଉଚିତ୍, କାରଣ ଉପାନ୍ତ ଅଞ୍ଚଳରେ ବସ ସେବା ନିହାତି ଜରୁରୀ
ଲକ୍ଷ୍ମୀ ବସ ଚାଲୁ , କିନ୍ତୁ ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କ ଠାରୁ ସରକାରୀ ନିର୍ଧାରିତ ଦରରେ ଅର୍ଥ ସଂଗ୍ରହ କରାଯାଉ।ଲୋକ
ମାନେ ମନେ ରଖିବା ଉଚିତ ସରକାର ଯାହାବି କରିଛନ୍ତି ତାହା ଆମର ଝାଳବୁହା ଧନରୁ
କରାଯାଇଛି।ଯଦି ବିଶେଷ
କ୍ଷତି ହୁଏ ସରକାର ବିକଳ୍ପ
ଚିନ୍ତା କରନ୍ତୁ।
Running bus from place should be selected and fare is as per govt rule seniors citizen 59%andschool girls.boys should be free.
ସରକାରଙ୍କ ପରିବହନ ସଂସ୍ଥା କଣ ଲାଭଜନକ ବ୍ୟବସାୟ ସଂସ୍ଥା ? ରାସ୍ତା ତିଆରି ରେ ଲାଭ କ୍ଷତି ଦେଖାଯାଏନି।ଯଦି କୌଣସି ଦୁର୍ଗମ ଅଞ୍ଚଳ କିମ୍ବା ଗରିବ ଆଦିବାସୀ ତାର ରହୁଥିବା ଅଞ୍ଚଳ ରୁ ଜିନିଷ ବିକିବା ପାଇଁ ସିଧା ସଳଖ ବଜାର କୁ ଆଣିବା ପାଇଁ ସକ୍ଷମ ହେଉଥାଏ ,ତେବେ ଏହା ରାଜ୍ୟ ପାଇଁ ମଙ୍ଗଳ ଦାୟକ।ନଚେତ୍ ଦଲାଲ ମାନେ ଯାଇ କମ୍ ପଇସା ରେ ତାଙ୍କ ଠାରୁ କିଣନ୍ତି ଏବଂ ଶୋଷଣ କରନ୍ତି। ପ୍ରତ୍ୟେକ କର୍ଯ୍ୟ କୁ ପଇସା ରେ ନ ମାପି ଭଲ ଦିଗକୁ ଦେଖିବା ଜରୁରୀ
ଲକ୍ଷ୍ମୀ ବସ ଯେମିତି ଚାଲିଛି ଚାଲୁ, କିନ୍ତୁ ବସ ଭଡା ର ଉଚିତ୍ ମୂଲ୍ୟ ନିଆଯାଉ ଏବଂ କେବଳ ପଞ୍ଚାୟତ କୁ ପଞ୍ଚାୟତ ନ ଯାଇ ବ୍ଲକ ରୁ ବ୍ଲକ କୁ ସଂଯୋଗ କରାଯାଉ ।
ଲକ୍ଷ୍ମୀ ବସ ବନ୍ଧ କରାଯାଉ । ନଚେତ ଭଡ଼ା ବଢା ଯାଉ , ନହେଲେ ସବୁ ଜିଲ୍ଲାକୁ କଟକ ଭୁବନେଶ୍ୱର ରୁ ଚଲା ଯାଉ । ନହେଲେ ବହୁତ ମହଙ୍ଗା ପଡିବ , ବହୁତ ଲସ ହବ ସରକାର ତାର ଭରଣ କରିପାରିବେନି ଓଡ଼ିଶା ଉପରେ ଆର ଭାର ପଡିବ । ଲସ ଜିନିଷ କରି ସରକାର ବାହା ବାହା ନବା କିଛି ଆବଶ୍ୟକ ନାହିଁ ।ଯେତେ ଶୀଘ୍ର ଦୃଢ଼ ପଦକ୍ଷପ ନବା ଆବଶ୍ୟକ ଅଛି । ଜୟ ଜଗନ୍ନାଥ 🙏
ଲଷ୍ମୀ ବସ୍ ଯେମିତ ଚାଲୁଚି ସେମିତି ଚାଲିବା ଦରକାର, ପାଞ୍ଚ ଟଙ୍କା ବଦଳରେ 10ଟଙ୍କା ଭଡ଼ା କରନ୍ତୁ ସରକାର 🙏
Right brother ❤
ଲକ୍ଷ୍ମୀ ବସ ଆଉ ମୋ ବସ ସବୁ ବନ୍ଦ ହେଲେ ଭଲ ହେବ
ବହୁ ସ୍ଥାନରେ ଏବଂ ବହୁ ଲକ୍ଷ୍ମୀ ବସ୍ ରେ ଦେଖାଯାଏ ବସ୍ ରେ ପ୍ରାୟତ ଲୋକ ନଥିବା ବେଳେ କେବଳ ଖାଲି ବସ୍ ଚାଲିବାରେ ଲାଗୁଛି । ୪+୪ = ୮ ଥର ଯିବା ଆସିବା ପରିବର୍ତେ ୨ ଥର ଚାଲୁ , ଅନାବଶ୍ୟକ ସମୟରେ ଚାଲୁଥିବା ବସ୍ କୁ ବନ୍ଦ କରାଯାଉ । ଯାହାଦ୍ଵାରା କ୍ଷତି କମିଯିବ ।
ଜୟ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ 🌄🌄🌄🌄🌄🌄🌄🚩🚩🚩🚩🚩🚩🚩🙏🙏🙏🙏👌👌👌👌
ଜୟ ଜଗନ୍ନାଥ 🙏🌼❤️🍁🌸🌷🪷🪷💐💕🌺🍒💖🥀🌻♥️🇮🇳🙋
ଶୁଭ ସକାଳ ଜୟ ଜଗନ୍ନାଥ 🎉❤🎉
ବିଜେଡି ସରକାର ଏତେ ଦୟା ଦେଖାଇ ଦେଲା ଯେ ମହିଳା ମାନଙ୍କ ର ଉପରେ ପରିଶେଷରେ ଓଡିଶାବାସୀ ଭିକାରୀ ହେବାକୁ ଯାଉଛି, ସରକାର କରିବା କୁ ପଡିବ ଯେ ମହିଳା ଏବଂ ପୁରୁଷ ପାତରଅନ୍ତର ନ କରି 100%ରୁ 50% ଟିକେଟ୍ ଆଦାୟ କଲେ ଭଲ ହେବ
M..
Jadi bjd govt bhul decision neithila tahale bjp govt taku withdraw kariparithanta but bjp govt colour change kariki name change kariki gadi chaleichanti .... colour change pai govt 260 core sanction karichanti....eita kn pi bjp govt kahuni...
Per km karidela thik heba au
Loss route close Kari osrtc old bus Ku replace karidebe
@@bluestar5129bjp kete month hela asibara 10month ra report seta
ବି ଜେ ଡି ଭୋଟ ପାଇଂ ଲକ୍ଷ୍ମୀ ବସଯୋଗେ ଆରମ୍ଭ କରିଥଲା ।ଯାହା ପଛରେ କୌଣସି ଠୋସ ଯୋଜନା ନ ଥିଲା , ଏହାକୁ ସିମିତ ଲାଇନରେ ଚାଲୁ ରଖିବା ନହେଲେ ଆହୁରି କ୍ଷତିଗ୍ରସ୍ତ ହେବ ସରକାର । ଯେଉଁ ଲାଇନରେ ଆମଦାନି ବଢିବ ସେଇ ଲାଇନରେ ଚଳା ଯାଉ ଏବଂ ଯାଂଚ ସଠିକ ଭାବରେ କରାଯାଉ
ଯୋଉ ଏରିଆ ରେ ବସ ରେ ଲୋକ ହଉ ନାହାନ୍ତି ସେ ଏରିଆ ରେ ବସ ସେବା ବନ୍ଦ ହେବା ଦରକାର୍ ଆଉ ତା ବଦଳରେ ଆମ୍ବୁଲାନ୍ସ ସେବା ବଢେଇ ଦିଆଯାଉ
PDS ଚାଉଳ ରେ ଭି corer ଟଙ୍କା loss ହେଉଛି... ଲକ୍ଷ୍ମୀ ବସ ର ଭଡ଼ା ବଡl ଯାଉ କିନ୍ତୁ ପ୍ରାଇଭେଟ୍ bus ଭଡ଼ା ରୁ କମ୍ ରହୁ,,,,, ଜଉ ପଞ୍ଚାୟତ ରେ ଲୋକୋ ହେଉ ନାହାନ୍ତି ସେଇଠି ଲକ୍ଷ୍ମୀ bus ବନ୍ଦ୍ କରାଯାଉ ନ ହେଲେ weekly 2 ଥର ଚାଲୁ
ମୋଦି ତାଙ୍କ ପ୍ରଧାନମନ୍ତ୍ରୀ
ସମୟରେ ଅଧିକ ଦେଶ ବୁଲୁଛନ୍ତି।ଏହା ଭାରତର
ଉନ୍ନତିରେ କେତେ ସ଼ହାୟକ
ହୋଇପାରୁଛି, ବିଚାର କରିବାର ବେଳ ଆସିଛି।
ଆପଣ ବୋଧେ ଅନ୍ତର୍ଜାତୀୟ ଖବର ଦେଖୁ ନାହାନ୍ତି,ନ ହେଲେ ଏମିତି ମନ୍ତବ୍ୟ ଦେଇଥାନ୍ତେ ।
❤ᱡᱚᱦᱟᱨ❤
🎉ᱥᱟᱹᱜᱩᱱ ᱥᱮᱛᱟᱜ🎉
"ᱦᱤᱨᱞᱟᱹᱢᱨᱟᱝ ᱵᱳᱨᱳ"᱾
BJP ସରକାର ଖାଲି ଲାଭ ଚାହୁଁଛି। ଏପରି କଲେ ଅନ୍ୟ ଯୋଜନା ସବୁ ବନ୍ଦ୍ କରିଦେବ । କାହିଁକି ନା ସେ ଯୋଜନା କାର୍ଯ୍ୟକାରୀ ହେଲେ ଲାଭ ନାହିଁ ।ଓଲଟା ରାଜ୍ୟ କୋଷ ରୁ ଟଙ୍କା ଖର୍ଚ୍ଚ ହେବ।
Good morning, Odisha Govt. Should revisit their route and timings schedule for laxmi bus service.Secondly, I being a citizen of Mahakalpara feels since no laxmi bus service provided to Karanja and Badkul GP which blocks are river locked from all sides and alone bridge existing near Balikuda. People really feels difficult to rach NH road head as well as to the block. Laxmi bus service may also be planned on NH directly in between Chandikhol to Paradeep and vice versa. I hope Govt will definitely earn more revenue and people will also benefited if look into the matter and implemented. So as other places of Odisha. Regards🙏🏼
Jay Shri Jagannath
Village to village bus chalie bahut badhia heba. Sir seba jari rakhantu. Seba hin param dharm.
Good morning India🇮🇳🇮🇳🇮🇳❤❤❤
Good morning 🌅 sir
Good morning Sir Jai Jagannath 🙏🙏
ଶୁଭ ସକାଳ
Good morning sir ☀️🕉️🙏👌👍😍♥️🌺🌺🌺🌺
Good morning sir 🙏
JAY HIND JAY JAWAN JAY KISAN
ବନ୍ଦ ହେବ ଦରକାର
Tamara subidha kouthi
Good morning bandhu
Good morning sir
Jay jagannath 🙏
Very good morning 🌄🌅
Very good morning 🌅
Good morning sir Good news Bande Maa taram Jay Bharat Mata Jay Jagannath
Good morning
goodmorning,dada,rama
Jay Jagannath 🙏🙏
ଲକ୍ଷ୍ମୀ ବସ ର ଯତ୍ରା ମୂଲ୍ୟ ବଢ଼ାଇଲେ କ୍ଷତି ପୁରୁଣ ହେବା
Modi ସରକାର ଜଣାଇ ଦିଆ ଯାଉ ଅଛି ଆମ କୋରାପୁଟ ଜିଲ୍ଲା ଦଶମନ୍ତ ପୁର ବ୍ଲକ ର ଲୋକ ମାନଙ୍କୁ କୁଳି କାମ ମଲି ପାରୁନାହିଁ ବହୁତ ଅସୁବିଧାର ସମୁଖୀନ ଭୋଗଉଛୁ ଏଇଟା ଟିକେ ଆମ ପାଇଁ ଚିନ୍ତା କରି ଯୋଗାଇ ଦିଅନ୍ତୁ
Good morning sir Jay jagannath
ଘରୋଇ ବସ ଠାରୁ ଅଳ୍ପ କମ ଭଡା ନିଆଯାଉ କିନ୍ତୁ ବସ ସେବା ଚାଲୁ ରହୁ
❤❤❤
ଭଡ଼ା ବଢାଇ ଦିଆଯାଉ
ବସ୍ ଭଡା କିଛି ମାତ୍ରାରେ ବୃଦ୍ଧି ହେବ ଉଚିତ୍ ଜଫଳରେ କ୍ଷତିର ସୁଧାର ଆସିପାରିବ l
Good morning sir, Laxmi Bus program should be Calculated as a welfare program as Education and Health etc.
news,good
au 2ru3thara boss nachalu gote time chalu🤚
Laxmi bus ku long rute chalantu /150 k.m.Bhitare chalantu
ଲକ୍ଷ୍ମୀ ବସ୍ ବଦଳ ରେ ଅଟୋ ଟେ ଦିଆଯାଉ,କାରଣ ଭଦ୍ରକ ରେ ଲୋକ ହେଉ ନାହାନ୍ତି ବସ୍ ପାଇଁ।ତେଣୁ ସେ ବସ୍ ଗୁଡ଼ିକୁ govt. ବସ୍ ଭାବେ ଦୁରାନ୍ତିକରନ୍ କରାଯାଉ
ମୁଁ ଦେଖୁଛି ଲକ୍ଷ୍ମୀ ବସର କୌଣସି ଟାଇମ ଟେବୁଲ ନାହିଁ। ସେଥି ପାଇଁ ଲୋକ ଉପକୃତ ହୋଇ ପାରୁ ନାହାଁନ୍ତି। ମୋ ବସ ଭଳି ଷ୍ଟପେଜ୍ କରାଯାଉ। ଟାଇମ ନିର୍ଦ୍ଧାରିତ କରାଯାଉ। ଦୂରତା କ୍ରମରେ ବସ ଭଡ଼ା ନିଆଯାଉ। ଲକ୍ଷ୍ମୀ ବସର ଆବଶ୍ୟକତା ଅଛି। ଠିକ୍ ଭାବରେ ଚାଲିଲେ ଲୋକ ଉପକୃତ ହେବେ।
Hirla. Marang Buru , Wel come Sa.gun Mornning news Odiyatech Buletin Khoboro Jaharo Chorchare many many Thanks . Johar .
ଲକ୍ଷ୍ମୀ ବସ ର ନୀୟମ ପରିବର୍ତ୍ତନ କରାଯାଉ
Jay Jagannath
Good morning sar
Sharakari Bus tiketra mulya brudhikarajau
Laxmi bus ra loss ku recovery kara jai pariba nahi 😀😀😀
ଲକ୍ଷ୍ମୀ ବସ ବେପାର ବନ୍ଦୋ କରାଯାଉ। ବସ ଖାଲି ଗଡୁଛି।
Laxmi Bus should give rebate for bpl male and women and women accordingly
GOOD MORNING SIR 🌅 LOVE ODIA NEWS 📰 PRM ❤ ASTABEDA ❤ BANGRIPOSI ❤❤
ଲକ୍ଷ୍ମୀ ବସ ରେ ଭଡ଼ା ପରିବର୍ତ୍ତନ କରାଯାଉ
ଧନ୍ୟବାଦ ମହାଶୟ,
ଆପଣ ଆମ ଚାନେଲ ସହିତ ନିୟମିତ ଯୋଡି ହେଇ ରହିଥିବାରୁ ଧନ୍ୟବାଦ| OTB ଦର୍ଶକ ଭାବେ ମତାମତ ଜାଣିବା ପାଇଁ ଆମେ ଇଛା ପ୍ରକାଶ କରୁଛୁ. ଯଦି ଆମ ସହ ଯୋଡି ହେବାକୁ ଚାହାନ୍ତି, ଆପଣଙ୍କ ନାମ ଠିକଣା ଓ Contact ନମ୍ବର otbcollabs@gmail.com କୁ ପଠାନ୍ତୁ|
fair increase hela
MAHALXMI BUS SUNITY PANCHAYT RU MAHAKAL PARA CHALU ACHHI ATHI PANI LOKA LAXMI BAURA JAU NAHI LAS HAUHHI DAYAKARI LAXMI BAUSKU SUNITY PANCHAYTA RU KENDRPARAKU CHAUKARANTU BUSRA LAKA BHARTY HAI JIBA ASIBA KARIBA LAS HABANAHI TINI GUNA LABHA PAIPARIB SUNITY PANCHAYTARU JANAU ACHHI JAY JAGANNT
Thanks for this bulletin
Jai jagannath Swami Jay Bharat Mata Jay Hind fauj sar Jai Jawan ❤❤❤❤❤❤❤❤❤❤❤❤
Increase the Laxmi bus fare to suitable value to manage the budget.Thank you.
Good morning team tech bulletin ❤❤❤❤
Withdraw of 50 percent Laxmi Bus and hike fare is urgently required.
Run one time in day
Jai Jagannath. Suprabhàtam.
Good morning Jay jagannath prabhu Jay shree Ram
ଧନ୍ୟବାଦ ମହାଶୟ,
ଆପଣ ଆମ ଚାନେଲ ସହିତ ନିୟମିତ ଯୋଡି ହେଇ ରହିଥିବାରୁ ଧନ୍ୟବାଦ| OTB ଦର୍ଶକ ଭାବେ ମତାମତ ଜାଣିବା ପାଇଁ ଆମେ ଇଛା ପ୍ରକାଶ କରୁଛୁ. ଯଦି ଆମ ସହ ଯୋଡି ହେବାକୁ ଚାହାନ୍ତି, ଆପଣଙ୍କ ନାମ ଠିକଣା ଓ Contact ନମ୍ବର otbcollabs@gmail.com କୁ ପଠାନ୍ତୁ|
Jay Jagannath 🙏🚩
🙏🙏👏👏👌👍🇮🇳
Now 28 M subscribers😮😮😮
Goodmorning. Odisha govt should stop the Laxmi bus service to save money and implement attractive programs for farmers
Good morning odisha ❤❤❤❤
Good morning sir jay mahadev 🙏🙏🙏
😮
ମାଗଣା ଓ ରିହାତି ଲୋଭ ବନ୍ଦ କରି,Open Tender ଡାକି experienced bus operators ମାନଙ୍କୁ ବସ handover କଲେ govt. ର loss ହେବନାହିଁ ଓ ଲୋକଙ୍କ ଉପକାର ରେ ବି ଚାଲିବ.
ଧନ୍ୟବାଦ ମହାଶୟ,
ଆପଣ ଆମ ଚାନେଲ ସହିତ ନିୟମିତ ଯୋଡି ହେଇ ରହିଥିବାରୁ ଧନ୍ୟବାଦ| OTB ଦର୍ଶକ ଭାବେ ମତାମତ ଜାଣିବା ପାଇଁ ଆମେ ଇଛା ପ୍ରକାଶ କରୁଛୁ. ଯଦି ଆମ ସହ ଯୋଡି ହେବାକୁ ଚାହାନ୍ତି, ଆପଣଙ୍କ ନାମ ଠିକଣା ଓ Contact ନମ୍ବର otbcollabs@gmail.com କୁ ପଠାନ୍ତୁ|
Jeun anchalare bus ra Nihati Abasyaka sehi anchalare bus chalu .nachet ehaku band karajau..karna Ama gaon ra rute re Jeun bus ti chalichhi sethire Ati besi re 5 Jana loka asuthibe ki Nahi... Mote bhi Bahut chinta lage Abhali anabashyaka Karya re Rajyara Artha Kharcha heuchhi
Kam thara chalu & fare badha heu
Should stop laxmi bus services in the districts like Nayagarh
Laxmi bus sabu durgama anchal re pakajau...jeunthi bus chaluchhi sethi mala mala laxmi bus jeunthi nahi nahi....
ଲଖମିବସംଭଡାଵୃଦିକରିଵାଦରକାରംକିମି ଟ4ംକରୀଯାୟୁംମୟୁରଭୱംବଳରାମ ମାଝୀ
Please stop the Laxmi bus only in undivided Baleshore,Cuttack,Puri and Ganjam District.
Jai jagannath
ଧନ୍ୟବାଦ ମହାଶୟ,
ଆପଣ ଆମ ଚାନେଲ ସହିତ ନିୟମିତ ଯୋଡି ହେଇ ରହିଥିବାରୁ ଧନ୍ୟବାଦ| OTB ଦର୍ଶକ ଭାବେ ମତାମତ ଜାଣିବା ପାଇଁ ଆମେ ଇଛା ପ୍ରକାଶ କରୁଛୁ. ଯଦି ଆମ ସହ ଯୋଡି ହେବାକୁ ଚାହାନ୍ତି, ଆପଣଙ୍କ ନାମ ଠିକଣା ଓ Contact ନମ୍ବର otbcollabs@gmail.com କୁ ପଠାନ୍ତୁ|
Good morning odisha news Bande maa taram sir Laxmi Bus program should be calculated as a welfare program as education and health etc odisha re bada bada karakhana hoi pariba ki nahin bahara rajya ku dadana khati jibara band haba ki nahin Jay jagannath Swami Nayana patha gami bhaba tume 🙏🙏🙏🙏👍👍👍👍🚩🚩🚩🚩🇮🇳🇮🇳🇮🇳🇮🇳💯💯💯🌅🌅🌄🌄🌹🌹🌹🌹❤️❤️❤️
May raise fares Rupes one only
BJD 25 years sasana karigala. Jadi present govt bus kiraya ladies manakpain free Kari diantu dubara B J. P. Seat paijebe. Sarbamulare communication facility thik rahiba darakar. Because time is very valuable. Anu publicmanak going and coming facility subidha hoigale semane khusi rahibe. Saburi muhare hasa futaiba sarakarankar lakhya heba darakar. At last I request to govt do not stop bus journey. Bus journey by less money is motto for me and others. Thank you asking for comments. And excuse me for wrong comments. If it wrong.
ଲକ୍ଷ୍ମୀ ବସ ବନ୍ଦ୍ କରାଯାଉ କାରଣ ରାଜ କୋଷ ଖାଲି,,,,, ସମସ୍ତ ଅଟୋ ରିକ୍ସା ବସ୍ ମାଲିକ ମୁଣ୍ଡ ରେ ହାତ ଦେଲାଣି, ଆଗକୁ ମହା ଅନ୍ଦଲୋନ ହେବାକୁ ଯାଉଛି, ଅନିକି ସରକାର୍ ଙ୍କ ଇଛା, ଯାହା କରିବେ, ନହେଲେ ଲକ୍ଷ୍ମୀ ବସ ଟିକେଟ ବୃଦ୍ଧି କରାଯାଉ,
Root line badhantu
Laxmi Bus ree losse heouchi mane taha kipari labhare chaliba sethi pai New strategy implement kariba katha . Jadi 5 neiki losse heouchi Odisha ree AP re Delhi or anya state ree kemiti free ree chalochi?
Jou area deiki bus jauchhi se areare kichhi k.m. distance re bus stop karajau and timeing details mention karajau .jadyara loke tar thik seba paiparibe and govt.ra artha rasi develop heba.bcz loka Mane janiparunahanty bus kouthi rahuchhi ketebl asuchhi so Tara subidharu banchita heuchhanty
ଧନ୍ୟବାଦ ମହାଶୟ,
ଆପଣ ଆମ ଚାନେଲ ସହିତ ନିୟମିତ ଯୋଡି ହେଇ ରହିଥିବାରୁ ଧନ୍ୟବାଦ| OTB ଦର୍ଶକ ଭାବେ ମତାମତ ଜାଣିବା ପାଇଁ ଆମେ ଇଛା ପ୍ରକାଶ କରୁଛୁ. ଯଦି ଆମ ସହ ଯୋଡି ହେବାକୁ ଚାହାନ୍ତି, ଆପଣଙ୍କ ନାମ ଠିକଣା ଓ Contact ନମ୍ବର otbcollabs@gmail.com କୁ ପଠାନ୍ତୁ|
Loko.mananka manasika.bodalaiba nimonte podokhepa niyajau jai sambidhan
Stop the lakshmi yojona and make the new one yojona
Jay shree ram 🙏🙏🙏
Laxmi bus or mo bus publicmanak pain bahut upakar Karu achhi. Anu bus seba ama bhagabanaka seba pari. At Delhi kejriwal govt free for ladies. Anu semaneta loss sahi nahanti. Anu ama odishare Laxmi bus chalu rahiba sbasyaka. Bus Bina gariba lokankanka kama adhura rahijeba. Khyati gote Dina hele ni labhata gote Dina heuthiba.
Laxmi bus band heba darakar
Odisha re bada bada karakhana hoi pariba ki nahin bahara rajya ku dadana khati jibara band haba ki nahin
Stop the Laxmi Bus
Keonjhar gold mine ta 2-3year agaru declare heithila kn hela
Laxmi bus stop karidiajau,nahele village ru district road rey chalu.village to Village gale loss habani ta au kn heba
Samaj unnati pain no kari khali vote bank pain kole laxmi 🚍bus.. Loko birakta hele🤷♂️