ଜଗନ୍ନାଥ ସେବାୟତ ମାନଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି: ସେବାୟତ

Sdílet
Vložit
  • čas přidán 8. 07. 2024
  • #ମହାପ୍ରଭୁ_ଚାରମାଳରୁ_ଖସିବା_ନୂଆ_କଥା_ନୁହେଁ
    ପହଣ୍ଡି ବେଳେ ଚାରମାଳ ଉପରୁ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ‘ଜଗନ୍ନାଥ ସେବାୟତ ମାନଙ୍କୁ ସବୁବେଳେ ଘଣ୍ଟ ଘୋଡେଇ ରଖିଛନ୍ତି’
    #BadaThakuraBalabhadra #Pahandi #Servitor #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 6

  • @sharatnayak9756
    @sharatnayak9756 Před 15 dny +2

    ଏଇ ସେବାୟତ ବହୁତ ହାରାମୀ

  • @sharatnayak9756
    @sharatnayak9756 Před 15 dny +1

    ପୁରୀରେ ଯେତେ ସେବାୟତ ଅଛନ୍ତି ଶବୁ, ହାରାମୀ, ତାଙ୍କରି ପୂର୍ବ ପୁରୁଷ ମାନେ ହିଂ ଶେଇ କାମ କରିବେ ବୋଲି କଣ ଏଗ୍ରିମେଣ୍ଟ କରା ଅଛିକି, କାଇଁ ସାରା ଓଡିଶା ରେ କଣ ସେବାୟତ ନାହାନ୍ତିକି, ଆନନ୍ଦ ବଜାରରେ ମନ ଇଛା ପ୍ରାସାଦ ର ଦାମ ନେଉଛନ୍ତି, କାହିଁକି ସେମିତ ହବ, ଜଗନାଥ ମନ୍ଦିର କଣ ତାଙ୍କ ନିଜସ୍ୱ ମନ୍ଦିର, ଏଥି ସବୁରି କ୍ଷେତ୍ରରେ ବହୁତ ହାରାମି ନୀତି ଚାଲିଛି

  • @Epic_Status.
    @Epic_Status. Před 15 dny

    ବଡ଼ ଭାଇ ଟିକେ ରାଗି ଏହା ବୋଧେ ସେବାୟତମାନେ ଟିକେ ଭୁଲି ଯାଇଥିଲି ପ୍ରଭୁ ମନେ ପକେଇ ଦେଲେ । ଯୋଉଁ ପାଟ ଦଉଡ଼ିରେ ପ୍ରଭୁଙ୍କୁ ପଛରୁ ଟାଣି ଧରାଯାଏ ସେଇଟା ନଥିବାରୁ ଆଗକୁ ମାଡି ଆସିଲେ ହେଲେ ପଡ଼ି ନାହାନ୍ତି, ସେବାୟତମାନଙ୍କ ଉପରେ ଯାକି ହେଇଗଲେ । ସବୁ ତାଙ୍କର ଲିଳା କାହାରି ବେଶି କିଛି ହେଇନି ଓ ପ୍ରଭୁ ବି ଭଲ ଅଛନ୍ତି।
    🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻

  • @hariharpradhan1177
    @hariharpradhan1177 Před 15 dny +1

    ଯାହା ହେଲା ଭଲ ହେଲାନି, ତୁମ ପୁଅ ଯଦି ଛାତ ଉପରୁ ଖସି ପଡ଼ିଥାନ୍ତା,ତମେ ସେବାୟତ ଏତେ ଖୁସି ହେଇକି କହି ନଥାନ୍ତ ବୁଝିଲ,କୋଟି ଓଡ଼ିଆର ହୃଦୟ ସ୍ପନ୍ଦନ କ୍ଷଣିକ ପାଇଁ ଅଟକିଗଲା ଭଳି ଲାଗିଲା😭😭😭😭

  • @seleetruptirekharout9836

    ଜୟ ଶ୍ରୀ ବଳଭଦ୍ର 🙏🪔❤️🚩💐🛐🌸🌷🕉

  • @ReetaPradhan-x6w
    @ReetaPradhan-x6w Před 15 dny

    😮😮😮