From V K Pandian to Kartik Pandian... || Editorial Show(EP-233) || ODISHA PULSE

Sdílet
Vložit
  • čas přidán 16. 06. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #kartikpandian

Komentáře • 99

  • @bidyabhusanacharya800
    @bidyabhusanacharya800 Před měsícem +15

    ବହୁତ ସୁନ୍ଦର ଆନାଲିସିସ, ମୋମତରେ ସେଭଳି ଫାଲତୁ ବ୍ୟକ୍ତିଙ୍କ ବିଷୟରେ ବାରମ୍ଵାର ଆଲୋଚନା କଲେ ତାଙ୍କର ଗୁରୁତ୍ଵ ବଢିଯିବ,

  • @sarojinimohanty6701
    @sarojinimohanty6701 Před měsícem +17

    ଲୋକଙ୍କ ମତଦାନ ରେ ମୂଖ୍ୟମନ୍ତ୍ରୀ ବଛାଗଲା। ସୋସିଆଲ ମିଡିଆରେ ମୂଖ୍ୟମନ୍ତ୍ରୀ ଙ୍କ ବିରୋଧରେ ଯିଏ ବି ସମାଲୋଚନା କରନ୍ତୁ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ।

  • @ajitkumarpanda6388
    @ajitkumarpanda6388 Před měsícem +19

    ଯିଏ ମଲେଇ ଖାଇଲାଣି,,,,ତାକୁ ଖଟା ପାଣି କେମିତି ଭଲ ଲାଗିବ,,,,,,,ତାକୁ କଳା ପାଣି ପଠା ଯାଉ,,,,,,,,

  • @trilochanpatnaik6321
    @trilochanpatnaik6321 Před měsícem +21

    ଚୋର ଡ଼କାୟତ ମାନଙ୍କ ବିଷୟରେ ବେଶି ଆଲୋଚନା କେବଳ ସମୟ ନଷ୍ଟ।

  • @pabitramohandas6943
    @pabitramohandas6943 Před měsícem +15

    ନିଜର ଅପକର୍ମ ପାଇଁ ସମ୍ମାନ ହରାଇବା ହିଁ ସାର l

  • @pradeepmajhi1224
    @pradeepmajhi1224 Před měsícem +15

    Pandian କୁ ନଙ୍ଗଲା କରି ଛେଚିବାକଥା

  • @binayakumarsethi6114
    @binayakumarsethi6114 Před měsícem +10

    ପାଣ୍ଡିଆନ ର ଔକାତ କଣ ସେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କହିବ , ଶଶୁର ଘରେ ସବୁଦିନିଆ ଜ୍ବାଇଁ ର ଭୂମିକା କଣ ସମସ୍ତେ ଜାଣନ୍ତି

  • @bulusethy9220
    @bulusethy9220 Před měsícem +8

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    1st

  • @rkbehera1241
    @rkbehera1241 Před měsícem +5

    Good news

  • @alokaranjandash9853
    @alokaranjandash9853 Před měsícem +1

    ଏଥିରୁ ଜଣାପଡ଼ୁଛି ଯେ ସେ ଜନାଦେଶକ ଅସମ୍ମାନ କରୁଛନ୍ତି ।

  • @bhabadattamishra4475
    @bhabadattamishra4475 Před měsícem +1

    Your analysis is praiseworthy & commendable
    Jay SriRam

  • @trilochanpatnaik6321
    @trilochanpatnaik6321 Před měsícem +9

    କାର୍ତ୍ତିକ ପାଣ୍ଡିଆ ଯଦି ଦାବି କରୁଛି ସେ ଖାଣ୍ଟି ଓଡ଼ିଆ ବୋଲି, ତେବେ ଏକା ଏକା ଅଟୋ ରେ ବସି ଯେପରି ଭୋଟ ଦେବାକୁ ଯାଉଥିଲା ସେହିପରି ଯେଉଁ ଜାଗାକୁ helicopter ରେ ଉଡ଼ି ଉଡ଼ି ଯାଉଥିଲା ସେହି ଜାଗାକୁ ବୁଲି ଯାଇ ସେ କେତେ ପ୍ରିୟ ତାର ପ୍ରମାଣ ଦେବା ଦରକାର।

  • @saratmishra7100
    @saratmishra7100 Před měsícem +4

    ଏ ସରକାର ନୁଆ ଗଠନ ହେଇଛି।
    କିନ୍ତୁ, ଓଡିଶା ରେ ଜନାଦେସ୍ BJP ସପକ୍ଷରେ ଯାଇଛି ମାନେ, ଆମକୁ ଅପେକ୍ଷା କରିବାକୁ ପଡ଼ିବ।
    ଏ ସରକାର ନିଶ୍ଚୟ ପୁରା ଖୋଳ ତାଡ଼ କରିବ।
    ଯଦି ନକରେ, ଏ ସରକାର ଙ୍କୁ ପରିବର୍ତନ କରିବାକୁ next year ରେ ସମୟ ଲାଗିବନି।
    କିନ୍ତୁ, ଭରଷା ରଖନ୍ତୁ, ପାଣ୍ଡିଆନ ସମେତ, ଚିଟଫଣ୍ଡ ମାମଲାରେ ଯେଉଁମାନେ ଥିଲେ, ସମସ୍ତେ ଜେଲ୍ ଯିବେ।
    ଆମେ ସମସ୍ତେ ଓଡିଶା ବାସୀ ନୁଆ ମୁଖ୍ୟ ମନ୍ତ୍ରୀ ଙ୍କୁ ବିଶ୍ୱାସ କରୁଛୁ, ସେ ନିଶ୍ଚୟ ସୁବିଚାର କରିବେ।
    ଜୟ ଶ୍ରୀରାମ

  • @binayakpaikaray8221
    @binayakpaikaray8221 Před měsícem +2

    ଅଶ୍ବନୀ ବୈଷ୍ଣବ କେବେ ବି ନିଜକୁ ଓଡ଼ିଆ ବୋଲି କହନ୍ତି ନାହିଁ। ସେ ଅତି ସୁନ୍ଦର ଭାବେ ଓଡ଼ିଆ କହନ୍ତି। ସେ କେବେ ବି ନିଜକୁ ପ୍ରଶାସନରେ ସର୍ବେ ସର୍ବା ବୋଲି କରନ୍ତି ନାହିଁ।
    ସେ କେବଳ କେନ୍ଦ୍ରରେ ଜଣେ ମନ୍ତୀଭାବେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ଯ କରିଚାଲିଛନ୍ତି। ତେଣୁ ତାଙ୍କ ବରୋଧରେ ଲୋକଙ୍କର କୌଣସି ଅଭିଯୋଗ ନାହିଁ। କିନ୍ତୁ ପାଣ୍ଡିଆନଙ୍କ ଗର୍ବ ଅହଙ୍କାର ତାଙ୍କୁ ଖାଉଛି। ସେ ଯେଉଁ ଓଡ଼ିଆ କୁହନ୍ତି,ତାହା ଅତ୍ୟନ୍ତ କଟୁ ଓ କର୍କଶ। ସେ ନବୀନ ବାବୁଙ୍କୁ ବଶୀଭୂତ କରି ସବୁ କ୍ଷମତା ଉପଭୋଗ କରୁଥିଲେ ।ଗଣତନ୍ତ୍ରକୁ ହତ୍ଯା କରୁଥିଲେ। ତେଣୁ ଲୋକେ ତାଙ୍କୁ ଅଣଓଡ଼ିଆ କହି ପରିତ୍ଯାଗ କଲେ।

  • @pratyushpradhan3275
    @pratyushpradhan3275 Před měsícem

    Thanks

  • @biswanathpatra651
    @biswanathpatra651 Před měsícem

    Good analysis.

  • @sahadevnayak4382
    @sahadevnayak4382 Před měsícem

    Nice analysis.

  • @ganeshpanigrahi4808
    @ganeshpanigrahi4808 Před měsícem +1

    ରାଜ୍ୟସଭା ଲୋଭ...

  • @prasanprusty7160
    @prasanprusty7160 Před měsícem

    Good analysis

  • @chhabindramansingh73
    @chhabindramansingh73 Před měsícem +11

    ଓଲେଇ ର ଏକାଦସୀ ଜାହା, ପାଣ୍ଡୁଆ ସନ୍ୟାସ ନବା ସେଇଆ, ଅଶ୍ୱିନ ବୈଷ୍ଣବ ତାଙ୍କ ସୀମା ଭିତରେ ରହୁଛନ୍ତି, ତୁ ଚାକର ତୋର ସୀମାରେ ରହିଲୁକି ସଳା ପାଣ୍ଡୁଆ, ଓଡ଼ିଆଙ୍କ ମୁଣ୍ଡରେ ବସିଲୁ bjd ବୁଡେଇଲୁ, ତୋର ଭୁଲ ନୁହେଁ ଭୁଲ ନବୀନର ଆଉ ଆମେ ନିର୍ବାଚିତ କରି ପଠେଇଥିବା କ୍ରୀତଦାସଙ୍କର, ଜେଲ ପାଇଁ ରେଡି ହୁଅ ସବୁ ସମ୍ପତି ଓଡ଼ିଆ ଙ୍କର ଦେଇଦେ

  • @Aviator_7940
    @Aviator_7940 Před měsícem +5

    Kartik gote fraud

  • @HemantakumarNayak-fy8zx
    @HemantakumarNayak-fy8zx Před měsícem

    Thikkatha

  • @arabindamishra4045
    @arabindamishra4045 Před měsícem

    BJD ର ସମସ୍ତ ବିଜୟୀ ବିଧାୟକ ମାନଙ୍କୁ ସେମାନେ ଆଜି ଯାଏଁ ପାଣ୍ଡିଆନ କୁ ବହିଷ୍କାର ଦାବି କାହିଁକି କରିନାହାନ୍ତି ତାହା ଓଡିଶା ବାସୀଙ୍କୁ ଜବାବ ଦେବା ଦରକାର। ନଚେତ ଆଗାମୀ ଦିନରେ ସେମାନଙ୍କୁ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ବିରୋଧ କରାଯାଉ ଓ ଜବାବ ମଗାଯାଉ।

  • @chandrabhanukar15
    @chandrabhanukar15 Před měsícem

    ମୁଁ ଓଡ଼ିଆ ଅର୍ଥ ମୋ ରାଣ ମତେ ଭଲ ପାଅ।

  • @dibakarmohanty2012
    @dibakarmohanty2012 Před měsícem

    Riight

  • @akshayakumardhupal3615
    @akshayakumardhupal3615 Před měsícem

    Actually your story is valuable.

  • @ganeshpanigrahi4808
    @ganeshpanigrahi4808 Před měsícem +1

    ଅସଲି ଶବ୍ଦ ଏଠି ଆସିବା ଆଶା ବୃଥା...

  • @MNMP2024
    @MNMP2024 Před měsícem +1

    ଭକ୍ତ ଅଛନ୍ତି ହେଲେ ଭକ୍ତି ଲିଭିଯାଇଚି!!

  • @RabindrachandraSahu
    @RabindrachandraSahu Před měsícem

    ଆପନ ମାନେ ଖୁସି ତ ? ମୁଁ ବି ବହୁତ ଖୁସି...

  • @chandrabhanukar15
    @chandrabhanukar15 Před měsícem

    ସେ ୱାର୍ଡ ମେମ୍ବର ନୁହନ୍ତି କିନ୍ତୁ ସକ୍ରିୟ ରାଜନୀତି କଣ କରୁଥିଲେ?

  • @Odiaclasic
    @Odiaclasic Před měsícem

    ଏବେ କାର୍ତ୍ତିକେୟନ ପାଣ୍ଡିଆନ, କାର୍ତିକ ପାଣ୍ଡିଆନ ହେଇଛି କିନ୍ତୁ ଅପେକ୍ଷା କରନ୍ତୁ ଅଳ୍ପ ଦିନ ପରେ କାର୍ତିକ କୁମାର ପଣ୍ଡା ହେଇଯିବ

  • @LambodarPradhan-sj6uy
    @LambodarPradhan-sj6uy Před měsícem

    ତାମିଲ ଚୋର ବିଷୟ ରେ ପାଲା ପରିବେଷଣ ହେଉ

  • @chandrabhanukar15
    @chandrabhanukar15 Před měsícem

    କାର୍ତ୍ତିକ ପଣ୍ଡା କଥା କହୁଛନ୍ତି?

  • @mitusahoo5641
    @mitusahoo5641 Před měsícem

    Majhibabu nku odhisa basi bachhinahanty kebal p m bachhitanty kebal utar odhisa vota bank

  • @hemantkumarsingh1387
    @hemantkumarsingh1387 Před měsícem

    Pandian is challenging the electoral verdict of people of odisha comparing Naveen Pattnaik with Mohan Majhi, present CM of odisha.

  • @prasantakumarjena2634
    @prasantakumarjena2634 Před měsícem

    6th richest man in India. Enquire should be there

  • @MrPpcops
    @MrPpcops Před měsícem

    ସେ ବ୍ୟକ୍ତି ଜଣକ V Kartikeyan Pandian ରୁ ରୂପାନ୍ତରିତ ହେଲେ V Karthikeya Pandian କୁ, ତାପରେ ହେଲେ V K Pandian କୁ ତାପରେ ହେଲେ କାର୍ତ୍ତିକ ପାଣ୍ଡିଆନ୍ । ସେ ଆଗକୁ ହେବେ ଭିକା ପଣ୍ଡା, ଓ କାର୍ତ୍ତିକ ପଣ୍ଡା । ସେ କେବଳ ସକ୍ରିୟ ରାଜନୀତିରୁ ଓହରି ଗଲେ ବୋଲି କହିଛନ୍ତି । କହିଥିଲେ ଯେ ସେ ସନ୍ୟାସ୍ ନେଇଯିବେ ଯଦି ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନୁହନ୍ତି । ତାହା ଏକ ରାଜନୈତିକ ବୟାନ ମାତ୍ର । ସେ ରାଜନୀତି ଛାଡ଼ିବେ କିପରି ? ସେ ପୁଣି ଥରେ ସରକାରୀ ବାବୁ ହେବା ସମ୍ଭବ ନୁହେଁ । ତେଣୁ ଯାହା କୁହାଯାଏ, Politics is the last resort of a * * * * * * * * l ତାହା ହେବ ।

  • @rkm3611
    @rkm3611 Před měsícem

    ତାର ସାଙ୍ଗିଆ ହେଉଛି କାର୍ତ୍ତିକେୟନ। ତା ସ୍ତ୍ରୀ ନା ସୁଜାତା ରାଉତ କାର୍ତ୍ତିକେୟନ।

  • @prakashchandraacharya119
    @prakashchandraacharya119 Před měsícem +1

    ଠିକ କରିଛନ୍ତି ବିଜେପି ପାର୍ଟି କଣ ବାଣ୍ଡ ଦେଖୁଛି ତେଣୁ ତାର ମୁହଁ ବଢୁଛି ଆପଣ ମାନେ ଖୋଜି ନେଉଜ ଦେବାପାଇଁ ହଇରାଣ ହେଉଛନ୍ତି

  • @atulyakumarpanda6542
    @atulyakumarpanda6542 Před měsícem

    Please provide the name of the So called Journalist . Who's supporting so called..

  • @goutampothal6336
    @goutampothal6336 Před měsícem

    Mananiya mukhyamantri nku Mora etiki anurodha se sala ku age arrest karo taku khasi karidiya

  • @hemantkumarsingh1387
    @hemantkumarsingh1387 Před měsícem +1

    Pandian is again trying to fool people of odisha even after declaring that he will not do active politics.He is still in Naveen Nivas and master mind against BJP campaign.

  • @binayakumarsethi6114
    @binayakumarsethi6114 Před měsícem

    ପାଣ୍ଡିଆନ କୁ କଣ ପାଇଁ ଗିରଫ କରାଯାଉ ନାହିଁ, ଆମର ଦାବି ତାକୁଆଉ ନବୀନ ପଟ୍ଟନାୟକଙ୍କୁ ଶୀଘ୍ର ଗିରଫ କରି ଜେଲ ହାଜତକୁ ପଠାଯାଉ, ଏମାନଙ୍କର ବହୁତ ଗୁମର ଅଛି, ତାକୁ ଲୋକ ଲୋଚନକୁ ଅଣା ଯାଉ

  • @biswabhusankaju4656
    @biswabhusankaju4656 Před měsícem

    Pandian hayla vadua number 3.

  • @laxmidharnayak4191
    @laxmidharnayak4191 Před měsícem

    Congratulations for your lawful and analytical presentation. Plans to cheat Odias.

  • @beherajamuna05
    @beherajamuna05 Před měsícem

    Each block karuchi

  • @Mishkasgarden
    @Mishkasgarden Před měsícem

    Kartik panda😅😅

  • @biranchitripathy4455
    @biranchitripathy4455 Před měsícem

    Pandian kebe bhabi nathile je Naveen pattaik harijibe tenu overconfident re kahidele se rajaniti ru sanyas nebe,tenu bada adua re padichhanti

  • @subashchampati282
    @subashchampati282 Před měsícem

    Pandia to te lagya achhi ki nahin. Jadi sat SA has achhi baharaku asa to andira mayiia.

  • @maheswarpradhan4247
    @maheswarpradhan4247 Před měsícem +1

    Karti pandu gote behia. abhadra chhopara chhuka. Chora. Etc etc..........

  • @user-cw9gp5ty9f
    @user-cw9gp5ty9f Před měsícem

    ଏଭଳିଆ ଲୋକମାନଙ୍କୁ ତିହାର ଜେଲରେ ଭର୍ତ୍ତିକରିବାର ସବୁ ପ୍ରକାର ବନ୍ଦୋବସ୍ତ କରିବା ଉଚିତ । ନଚେତ ଏମାନେ ଓଡ଼ିଶାକୁ ଆହୁରି ବରବାଦ କରିଦେବେ । ଜୟ ଜଗନ୍ନାଥ, ... ... ...

  • @supriyasahoo4400
    @supriyasahoo4400 Před měsícem

    Jadi Ashwini baisnav odia nuha ta hele tume BJD Bala hi ta tanku support kare loka sabha send kala

  • @prafulladash6726
    @prafulladash6726 Před měsícem

    Kartik Jail re Rahiba Katha.

  • @ashoksahu2456
    @ashoksahu2456 Před měsícem

    Se Naveen babu nka chakara thila o Naveen nivas re larteen safa karuthila darma neuthila
    Naveen babu gale se gala
    Chakara bisayare ate charcha kn pain guha chori karichi!??

  • @beherajamuna05
    @beherajamuna05 Před měsícem

    Tamar asubidha Kan hatching tame sabu pandyian sir against re na Katie tame Petaluma Dana Natalie..

  • @user-qv4hd2bq9f
    @user-qv4hd2bq9f Před měsícem

    He should tour 147 constituency to find out how people like or hate him 😂 agaru ta helicopter re udu thile, ebe aau thare try karanti😂

  • @biswanathdehury5340
    @biswanathdehury5340 Před měsícem

    2024 re pandia ku nei bjd harichhi.ya pare jadi pandia bjd dalare rahe tebe bjd ra sata hajijiba. loka mane kahibe bjd boli gote dala odishare thila.pura haji gala nija kukarma pain.

  • @AKPalo
    @AKPalo Před měsícem

    କିରେ ଅନାର୍ଯ୍ୟ, ତୁ ହେଲିକାପଟର ରେ ଫର ଫର ହୋଇ ଉଡିଲା ବେଳକୁ, ରାଜ୍ୟ ପାଳ କାର ରେ ଜମି ରେ ଓଡିଶା ସାରା ବୁଲୁଥିଲେ l ସେତେବେଳେ ଭାବିବାର ଥିଲା ରେ ବାବୁ ମାଡ୍ରାସୀ l ମାଆଠୁ ଜନ୍ମ ମାଟି ରେ ଶେଷ 👍.

  • @sunilbehera3824
    @sunilbehera3824 Před měsícem

    Ashwin baishnav ku mantri bi daba thick nuhe se bi odisha ru nuhe
    Kn odisha re BJP neta nahanti

  • @prakashghose7518
    @prakashghose7518 Před měsícem

    Naveen babu hira nuhan, gote maduaa..

  • @pareshnathkar3903
    @pareshnathkar3903 Před měsícem

    Pandu pagal hei jaichi,ta pain Jail darkar.

  • @sumankar6856
    @sumankar6856 Před měsícem

    Chor machaye shor😂😂

  • @piyushrajkumar15
    @piyushrajkumar15 Před měsícem

    ଏଟା ଜନ୍ମରୁ ନକଲି ଟା

  • @bidyabharatiacademy9137
    @bidyabharatiacademy9137 Před měsícem +1

    Chora luchiki basichhi

  • @goutamdhal3160
    @goutamdhal3160 Před měsícem

    bhala lokankar x hendal 3,4 ta naam rerahibadarakarnahni

  • @sadanandaparamguru6466
    @sadanandaparamguru6466 Před měsícem

    Jo gaya isko buljau only nabinbabu jindabad bjd jayjaganath

  • @rameshchandrabehera8100
    @rameshchandrabehera8100 Před měsícem

    Maagiha pandian.

  • @ranjanmalik044
    @ranjanmalik044 Před měsícem

    Paandian jane taauter

  • @monajsabat8383
    @monajsabat8383 Před měsícem

    V k padina Ku laga Lagi ba katha no one chour madua Naveen jadua Tamil pandu

  • @santoshkumardas4517
    @santoshkumardas4517 Před měsícem

    ପାଲୁତୁ କୁକୁର ଥିଲା ପାଣ୍ଡୁ ହେଲା ପାଗଳ କୁକୁର

  • @suryadas1087
    @suryadas1087 Před měsícem

    Other identity of former PS of Naveen is Fake Pandian or FEKU PANDIAN.Naveen promoted this unscrupulous character in Odisha.

  • @prakashchandrapattnaik9214
    @prakashchandrapattnaik9214 Před měsícem

    Odisha. Re. Bibhrat karu. Thiba. Ana. Odia. Ku. Mada. Au. Kichi. Nuha. Mada. Hele. A. Odisha. Chadi ba.

  • @arabindamishra4045
    @arabindamishra4045 Před měsícem

    ଅଶ୍ୱିନୀ ବୈଷ୍ଣବ ଙ୍କୁ କୋଉ ଦଳ ଓଡିଶା ରୁ ରାଜ୍ୟସଭା କୁ ପଠାଇଛି ତାହା ପାଣ୍ଡିଆନ କୁ ଭଲ ଭାବେ ଜଣା। ତାଙ୍କ ପରି ଜଣେ ଓଡିଶା ବିରୋଧୀ ଲୋକର handle କୁ ଯେଉଁ ବିଜେଡି ନେତା ଓ ଓଡ଼ିଶାର ତଥାକଥିତ ସାମ୍ବାଦିକ follow କରିଛନ୍ତି ସେମାନଙ୍କୁ ଓଡ଼ିଶାବାସୀ ସାମୁହିକ ବହିଷ୍କାର କରନ୍ତୁ।

  • @prasad906Panda
    @prasad906Panda Před 23 dny

    Jut kartik pandiyan Tamil abi jida hai

  • @RanjanMohanta-jd2vg
    @RanjanMohanta-jd2vg Před měsícem

    Pandu ta prakrutore madua ta😂😂😂 sola Odisha ku saridela mga

  • @Business-inodia
    @Business-inodia Před měsícem

    Kartikyan Pandyan never be Kartik Pandyan.He is a No Odiya person. Do not spelling him as Odiya. His DNA Non odiya TAMIL PERSON.

  • @sunilbehera3824
    @sunilbehera3824 Před měsícem

    Michha ki ghatana ti

  • @prakashdash9209
    @prakashdash9209 Před měsícem

    ଚୋର

  • @bidyabharatiacademy9137
    @bidyabharatiacademy9137 Před měsícem

    Kartik pandian nka aukat kn

  • @jitsingh5768
    @jitsingh5768 Před měsícem

    Nia khau thila tu kon hogi bo pandu .. opposition party ku kemti treatment diu thila

  • @swarupmohapatra5481
    @swarupmohapatra5481 Před měsícem

    Pandu ku odisha loka godei gadei badeibe wait only 1 month