Ratna Bhandarକୁ ନେଇ କଣ କହିଲେ Puriର Former SP Batakrushna Tripathy ଶୁଣନ୍ତୁ | Jagannath Temple
Vložit
- čas přidán 5. 09. 2024
- #RatnaBhandar #PuriJagannathTemple #UmakantaNanda #JagannathTemple #Puri
Ratna Bhandarକୁ ନେଇ କଣ କହିଲେ Puriର Former SP Batakrushna Tripathy ଶୁଣନ୍ତୁ | Jagannath Temple
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
CZcams: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🌻🙏🌻 ଶମୟ ଆସୀବ ମହାପ୍ରଭୁ ମାଗୀବେହୀସାବ୍ ସତ୍ଯର ପରୀକ୍ଷା ଦବାକୁ ପଡିବ
ପୂର୍ବରୁ ରାଜା ଏତେ ସୁନା ଆଣିଥିଲେ ଏବେ ଅନ୍ୟ ରାଜ୍ୟ ର ସୁନା କୁଆଡେ ଗଲା ଆଗରୁ ଏତେ ସୁନା ବାହାରୁ ଥିଲା ଏବେ ସୁନା ଗହଣା କୁଆଡେ ଗଲା ପ୍ରଶ୍ନ ଆସୁଛି ମନରେ
Sabu British sasono re nei gole
@@prakashmodijihamarapmmohan511 British neinahanti bhai Kalapahad neichhanti okk jay Jagannath 🙏🙏🙏
@anilkumarnayak4989 se kuade nei gale bhai se bisaya kn janicha
Ingerja sarkar nei jaithiba
B K Tripathy is a good and honest officer
Jay Jagannath 🙏🙏 🙏.....
Jay jagannath Jay jagannath sir apana thik kahile Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
Jay Jagannath🙏🙏🙏❤
Bata Krushna Tripathi is a respectable person… so, I believe his opinions .. 🙂
Right sata katha
ମୋର ସିଧା କଥା ହେଲା ମୋର ପୁରୀ ପଣ୍ଡା ଙ୍କ ଉପରେ ଟିକେ ବି ବିଶ୍ୱାସ ନାହିଁ । ଏଠି ଆଉ ରାଜା ଶାସନ ନାହିଁ ଯେ ଆଉ ଗୋଟେ ରାଜା attack କରିବ ଆଉ ରତ୍ନ ଭଣ୍ଡାର ଲୁଟି ନେଇ ଯିବ ।
୧. ଯଦି ତମେ ପଣ୍ଡା ମାନେ ରତ୍ନ ଭଣ୍ଡାର ଜଗୁଥିଲ ତାହେଲେ ହାତୀ ହାତୀ ରତ୍ନ ଅଳଙ୍କାର ସବୁ କୁଆଡେ ଗଲା??!!!
୨. 46 ଦେଶ ର ରତ୍ନ ଖଞ୍ଜିତ ରାଜମୁକୁଟ କୁଆଡେ ଗଲା ??!!!
୩. ଯୋଉ ପୁରୁଖା ଓ ବୟୋଜ୍ୟେଷ୍ଠ ଲୋକ ମାନେ ଯିଏ ସ୍ଵ ଚକ୍ଷୁ ରେ ଦେଖିଛନ୍ତି ଯାହା ପୂର୍ବ ତାଲିକା ରେ ଥିଲା ଯେ ଏତେ ରତ୍ନ ଅଳଙ୍କାର ଆଉ ଅଗଣିତ ମୂଲ୍ୟବାନ ହିରା ସବୁ ଆଉ ଅମୂଲ୍ୟ ରତ୍ନ ପଥର ସବୁ ଥିଲା ଯାହା କି ଏବେ ର ଆନୁମାନିକ ମୂଲ୍ୟ ଅନୁସାରେ ଦଶଟା ବମ୍ବେ ସହର କିଣା ଯାଇ ପାରିବ। ସେସବୁ କୁଆଡେ ଗଲା ??!!!
୪. କହୁଚ କଣ ସୁଡ଼ଙ୍ଗ ନାହିଁ, ଆମେ ପିଲାବେଳୁ ଶୁଣି ଆସିଚୁ ପ୍ରଭୁ ଲିଙ୍ଗରାଜ ଙ୍କ ସହିତ ପୁରୀ ମନ୍ଦିର ଭିତରୁ connection ଅଛି, ଖଣ୍ଡଗିରି ସହିତ ଅଛି ଆଉ ରାଜ୍ୟ ର ଭିନ୍ନ ଭିନ୍ନ ମଠ ମନ୍ଦିର ସହିତ ଅଛି। କଣ ପାଇଁ ସିଧା ସିଧା ଏସବୁ କଥା କୁ ମନା କରି ଦଉଚ କିଛି ଆଧୁନିକ ଟେ୍କ୍ନୋଲୋଜୀର ଯାଞ୍ଚ ନକରି। ଆଜ୍ଞା ଏଇ ଜମାନାରେ ଆପଣଙ୍କ ଏହି ଜ୍ଞାନ ସମସ୍ତଙ୍କୁ ମୂର୍ଖ ବନେଇ ପାରିବ ନାହିଁ। ସିଧା କଥା ହେଲା ବର୍ତମାନ ରାଜା ହେଲେ ଦେଶର ପ୍ରଧାନମନ୍ତ୍ରୀ ଆଉ ଭାରତ ସରକାର। ଏଥିରେ ସେବାୟତ ମାନେ କେହି ଆମର ଆମର କହି ପାରିବେ ନାହିଁ । ଆମେ କାଳିଆ ସାଆନ୍ତ ଙ୍କର ସମସ୍ତ ରତ୍ନ ଭଣ୍ଡାର ଜିନିଷ ଆମେ ଦେଖିବୁ ଆମର ଅଧିକାର ଅଛି ଆଉ ଏଗୁଡ଼ା କାହା ବୋପା ସମ୍ପତି ନୁହେଁ ଯେ ଥୋଇଲା ଭଳିଆ ମାଡ଼ି ବସିବ । ଜୟ ଜଗନ୍ନାଥ ପ୍ରଭୁ 🙏🚩🚩
‼️⭕❗⭕‼️ ଯିଏ ବି ଟିକିଏ ସ୍ବାର୍ଥ ପାଇଁ ବି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରୁ କାଣିଚାଏ ବି ନେଇଥିବ ବା ଲୋଭ କରିଥିବ , ତା ବଂଶ ରେ କେହି ନ ରୁହନ୍ତୁ ଏଇଟା ଅଭିଶାପ ସାଢେ଼ ଚାରି କୋଟି ଓଡ଼ିଆ ଆଉ ବିଶ୍ଵ ର ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କ ତରଫରୁ । 🙏🙏🚩🚩🚩🚩🚩🚩🚩🚩🚩 ଜୟ ଜଗନ୍ନାଥ
ଆମର ହିସାବ ଦରକାର ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିବୁନି ବୋଲି ଆମ ସମ୍ବିଧାନ ରେ ଅଛି । ସତ୍ୟ ସାମ୍ନା କୁ ଆସିବା ଦରକାର । ଆମେ ବି ରକ୍ତ ମାଂସ ର ମଣିଷ ତୁମ ଭଳିଆ କିଛି ଅଲଗା ନୁହେଁ। ତୁମ ଅଧିକାର ଆମ ଅଧିକାର ଅଲଗା ନୁହେଁ । କାହା ଉପରେ ବିଶ୍ୱାସ ନାହିଁ କି ଏଇଟା ରାଜା ଶାସନ ନୁହେଁ । ଆଉ କେହି ରାଜା ଆକ୍ରମଣ କରିବାର ନାହିଁ। କି ମୋଗଲ ବି ଆସିବାର ନାହିଁ । ଆମେ ହଜାର ବାକ୍ସ ରତ୍ନ ଭଣ୍ଡାର ଭିତରେ ଅଛି ଯଦି କହିବ ଦଶଟା ଅଛି ଆମେ କଣ ବିଶ୍ୱାସ କରିବୁ ଯେ ପରେ ତୁମେ ବାକି ସବୁ ଲୁଟିଲେ ଆମର କିଛି ଦାୟିତ୍ଵ ନାହିଁ। ଆମର ହିସାବ ଦରକାର।
Right katha
Sir 50 barsa tharu jetesunadana asichi tahara pariman kie kahiba o sekanhela
Jay shree jagannath
Aeta kichi janini Baya ta
ରତ୍ନ ଭଣ୍ଡାର ରେ ନିଶ୍ଚିତ ଭାବେ ସୁଢଙ୍ଗ ଅଛି , ଏମାନେ କହୁନାହାନ୍ତି, ଯେତେ ବେଳେ ଆକ୍ରମଣ ହଉଥିଲା ସେତେବେଳେ ଅଳଙ୍କାର ସବୁ କେମେତି ସ୍ଥାନାନ୍ତର ହଉଥିଲା? ହେଲିକାପଟର ତ ନଥିଲା ସେ ସମୟ ରେ l
Sabu vitare thai pare and kichhi lut heithhiba
Ea Kan houchi😮
Amar ete thai ete pachhua kanhiki?
Ratna bhandar kholile kn haba.gariba lokamane kn upakruta hebe
Apana. Jadi. Kachhi. Kahibe. Nanhi. Ratna. Khuluthile. Kanhiki?
Bekar katha kuhantuni sir
Sabu chora ganhuna kanhiki
kichi inquiry habani sabu misi jibe chori hoichi sethi pai kichi kahu nahanti sabu chup
Emane bopa band dekhhichanti😅😅😅😅
Ki bhasa ki sanskar.. dhanya apana nkara pita Mata.
AJIKALI OFFICER MANE NIRDHISTA DALA KU SAHAJYA KARUCHHANTI FAIDA NEUCHHANTI. COMMITTEE RA
MUKHYA JANE THIBE SARAKAR CHANGE HELE AUJANE ASE. DESARA BADA POST JADI A BHALI HEBE SADHARANA LOKA KANA LAVA PAIBE. SEMANE HATA BARISI HOI REPORT DEBE. LAJYA KARA KATHA. GANDHI NKA ADARSA SABU CHULIRE
11 Jana kahinki jaichanti tankara bapa rakhi thila ki ratna samastanku kahiba darkar