Patibrata Nari Hidimbiki | Ladhei Pala - ଲଢେଇ ପାଲା | Part-2 | Sanjibani Sudhagiri,Jaimini Mahanta
Vložit
- čas přidán 29. 07. 2023
- ବିଷୟବସ୍ତୁ : ପତିବ୍ରତା ନାରୀ ହିଡିମ୍ବିକି
ପ୍ରଥମଦଳ : ଗାୟିକା ସ୍ବରସୁଧା : ସଞ୍ଜୀବନୀ ସୁଧାଗିରି ଓ ସାଥି
ଦ୍ୱିତୀୟଦଳ : ଗାୟିକା ସ୍ବରଭାରତୀ : ଜଇମିନୀ ମହାନ୍ତ ଓ ସାଥି
ବିଚାରକ : ପଣ୍ଡିତ ଜିତୁ ଦାଶ
ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶିକି ରହିଥାଏI“ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ନୂଆ କାର୍ଯ୍ୟକ୍ରମ" ଲଢେଇପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I ଏହି କାର୍ଯ୍ୟକ୍ରମ ଆପଣଙ୍କ TV ପରଦାରେ ମଧ୍ୟ ସୋମବାର ରୁ ଶନିବାର ରାତି ୮ଟା୩୦, ସକାଳ୯ଟା୩୦, ଦିନ୨ଟା୩୦ରେ ଦେଖିପାରିବେ I ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ I
Also watch this Programme on SIDHARTH BHAKTI CHANNEL.
Sidharth Bhakti : Dish TV-1395, Airtel-616,Sun-491,D2H-1395
Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311
Sidharth Gold : Dish TV -1333, Airtel-602,Sun-658,D2H-1333
Jay Jagannath : Dish-1397,Airtel-615,Sun Direct-490,Videocon D2H-1397
SUBSCRIBE us for new shows every day:
CZcams : / sidharthbhakti
Instagram : / sidharthbhakti
Facebook : / sidharthbhaktiodia
Subscribe our other Television Channels :
Sidharth TV : / sidharthtv
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath - Zábava
ସଞ୍ଜିବନୀ madamଙ୍କ ଗୀତ ପରିବେଷଣ କହକନ୍ଦାଇ ଦେଲା ବହୁତ ସୁନ୍ଦର 👌✨
I love Jaimoni mahanta pala paribeshana ❤❤❤❤❤❤
ସୁନ୍ଦର ଉପସଥାପନା ମେମ୍ ଅତୀ ସୁନ୍ଦର।
Jaimini mahanta mam bahut badhia pala paribeshana karuchhanti bhari bhala lagila
Joimoni sister. Bholo. Bolichonti
Bahut bhala lagila bhuuta sundara palla
Jaimini madam very good Prafarmance
ଜୟ ମିନୀ ଦିଦି ବହୁତ୍ ସୁନ୍ଦର
Beautiful❤🙏Sundar prayasa🙏
Jay jaganath 🙏🙏🙏 Bhauta sunder pala
Bahuta sundar upastapana❤ gaika bhouni duijananku aneka sadhubad❤
ଦି ଜଣକ ପାଲl ଭଲ ଲାଗିଲା ଜୟ ଜଗନ୍ନାଥ
2 gayika bhala paribesan karichhanti🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️
Jaimini Mohantଙ୍କ ଉପସ୍ଥାପନା ଖୁବ୍ ସୁନ୍ଦର ହୋଇଛି ଗିରି mam ଙ୍କ ପରିବେଷଣ ଉତ୍ତମ।
Kalinka abahana gaibapain
Beautiful ladei pala Jaimini&sanjivani ❤❤ good morning madam very nice 💐💯 Congratulations
Jay jagannth Swami 🙏🙏🙏❤
ସୁନ୍ଦର ଅତି ସୁନ୍ଦର ❤️
Jayika urvashi das nku anajau............
Bahut sundar pala paribeshan
ସୁନ୍ଦର ଉପସ୍ଥାପନା।🎉🎉🎉🎉🎉
Sanjivani Giri madam bahuta sundar gaile❤❤🙏
Jaimini madam knkor pala paribesana bohut bhola laguchi bola bujhou chonti ❤❤❤❤❤ very nice giri madam bhola buchei paru nahanti
Both are very nice gayika. Thanks.god bless u.
Jaimini das bahut sundar kahile very nice thnks
Jaimini das nuha jaimini mahanta
ମୋ ଭୋଟ ଜଇମିନି ମହାନ୍ତ ❤
ଦୟାକରି ପ୍ରସଙ୍ଗ ବହିର୍ଭୂତ ଚର୍ଚ୍ଚାରେ ସୀମିତ
ସମୟ ଅପଚୟ ନ କରି ବିଷୟପ୍ରତି ଧ୍ୟାନ ଦେଲେ ସୁନ୍ଦର ପରିବେଷଣ ସହଜ ସାଧ୍ୟ ହେବ ।ତଥାପି ଉପଭୋଗ୍ୟ ହୋଇଛି । ଧନ୍ୟବାଦ।ମହିମା ଅଲେଖ ନିରଞ୍ଜନ।
Bahut Bhala lagila....
Jaimini didi ❤ bhala gaila amiti bhala kara au sabuthi na rakha my bada lovely didi
一。
Ladhei pala duhinkara Bahut bhala Lagila👌
Indian culture, Best use and application
Jaimin mahant madam bahut sundar pala🙏🙏🙏
Jaimoni❤❤❤ I love
Very nice.... continue
😊
Part _ 3 ପାଲା କୁଆଡେ ଗଲା ପାଲା ଭଲଳାଗିଲା
Very nice palaa jaimini mohanta thanks your palaa
Jay jagannth Jay Jay jagannath🙏🙏🙏🙏🙏🙏
Jaimini gaika mohadaya apana mohanta jatira gaouraba
❤
Very very interisting pala apurba pari eshana
Very nice madamnkara pala
Ati sundar pala jay jagannath
😊😊
😊😊😊😊😊
😍
Question Answer..jay sahinta
Jaimini Mahanta super palaa❤❤❤ paribeshan
Ati sundar
Sanjibani madam very nice gaika 👌
Radhe radhe ❤
Kaimini Madam,
Your pala acting is highly appreciated.
ppl
I love ❤❤❤jamoni mahanta
Buhei dele bahuta sundar lagib mam😮
Jaimin mam nka pala ati ucha kotira
Bahuts_bhals
Super mam
So nice
Katha bahuta kama kama
Nice
Very beautifull song
Mam .... ghataskacha au bhima ladie re Kia harila.... au bapa pua kouthi chinha parichaya hele bujhi helani giri mam
Jaya samhita
Bhahuta. Shundara
Thanks
ଉଭୟ ପାଲା ପରିବେଷଣ ଉଚ୍ଚ କୋଟିର, କିନ୍ତୁ ପ୍ରଶ୍ନ ଦିଆ ରେ ସୁଗା ସୁଗୀ ହେଉଛି, ତେଣୁ ବାଦୀ ପାଲା ର ମଜା ଆସୁନି, ଭବିଷ୍ୟତ କୁ ଯତ୍ନ ନେବେ, ଧନ୍ୟବାଦ
Bahut sundar
Jay jagnath
Giri madam apki action and stori very beutiful
Very nice pala
ପାଲା ଶୀର୍ଷକ "ପତିବ୍ରତା ହିଡିମ୍ବିକୀ" ର ସତ୍ଯତା ପ୍ରତିପାଦନ କଲାପରି ପଦ କି ଉକ୍ତି ଗାୟନ କରିପାରି ନାହାନ୍ତି ଉଭୟ ଗାୟିକା ାବିଷୟବସ୍ତୁ ସମ୍ପୂର୍ଣ ଗାୟନ କରିବା ହେଲା ପାଲାର ନିୟମ ାଚମ୍ପୁ,ରାଗ ବିଭିନ୍ନ ପ୍ରକାରର ଏବଂ ବିଷୟବସ୍ତୁ ଓ ସଙ୍ଗୀତର ମାଧୁ୍ର୍ଯ୍ଯପୂର୍ଣ ପରିବେଶ ସ୍ରୁଷ୍ଟି କରିବା ଉଚିତ୍ ାପାଲା ଗାୟିକା କହିଛନ୍ତି ମହାଭାରତ ଯୁଦ୍ଧର ଅନ୍ଯନାମ "ଜୟ" ବୋଲି ାମୁଁ ମହାଭାରତ ପୁରାଣ ଭଲଭାବେ ପଢିଛି ାକେଉଁ ପର୍ବରେ ମହାଭାରତ ଯୁଦ୍ଧର ଅନ୍ଯନାମ" ଜୟ"ବୋଲି ଲେଖାହୋଇଛି? ଗାୟିକା ଜଣକ ଏହି ପାଲାର ପ୍ରଥମ ଭାଗରେ କହିଥିଲେ ଆଦିକବି ବାଲ୍ମିକୀ କିନ୍ତୁ ଆମ ଓଡିଆ ଭାଷାର ଆଦିକବି ହେଉଛନ୍ତି-ଶାରଳା ଦାସ ା ସେଇଟା ସେ ସଂସ୍କ୍ରୁତ ଭାଷାର ଆଦିକବି ହେଉଛନ୍ତି ବାଲ୍ମିକୀ ବୋଲି କହିବା ଉଚିତ ଥିଲା ା ପାଲା ମାଧ୍ଯମରେ କହିବେ ପ୍ରଶ୍ନ ହେଲା -ଦ୍ରୋଣଗୁରୁ ନିଜପୁତ୍ର ଅଶ୍ବତ୍ଥାମାକୁ କାହିଁକି କାଇଁଶିକା ଶରର ପ୍ରତ୍ଯାବର୍ତ୍ତନ ବିଦ୍ଯା ଶିଖାଇ ନ ଥିଲେ ?
Nicel ,,,
Both Very Good
🎉🎉🎉
Jai jaganatha
😊😊
Sundarpalaparibesna
Jamini madam thank you ❤❤❤❤❤❤❤❤❤ very nice to me love you mano ku chuichi
Good 2:55 ,
Kumudini patel ku .dako pala.sunibo.giri..mahanta
ଲଢେଇ ପାଲାରେ ଗାୟକ ଆଦିତ୍ୟ କୁମାର ସ୍ବାଇଁ ଙ୍କୁ ଆଣନ୍ତୁ
Duibhauninku bahudhanybada
Jaimuni Mohanta is best performance
Khali gopuchhi.. Kichi chhanda.. Chaupadi.. Champu kichhi nahin.
ଚମତ୍କାର ଉପସ୍ଥାପନା
Beautiful
🎉❤😢😮😅😊😂
Good very good
ସ୍ଵର୍ଣ୍ଣ ମୁଦ୍ରା ମିଥ୍ୟା, ବାପା ବଡ଼ ପୁଅ ନେଲା ସାନ ପୁଅକୁ ମା ନେଲା ଏହା ମଧ୍ୟ ମିଥ୍ୟା, 1 --ଯଦ୍ୟ ର୍ଥୀ ତୋ ଦ୍ଵିଜ ଶ୍ରେଷ୍ଠ 2--ଜ୍ୟେଷ୍ଠ ଭ୍ରାତା ପିତୃ ସମ 3--ଜ୍ୟେଷ୍ଠ ଶ୍ରେଷ୍ଠ କୁଳ ଲୋକେ, କାହାଣୀ ଅନେକ 👌କାହାଣୀ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରୁ ଆରମ୍ଭ, ଏ କାହାଣୀ ଡାକିନ୍ୟା ଭୀମ ଶଙ୍କରଃ 👌
Ok
ଶ୍ରାଧ ଦିବସରେ କଣ ମାଂସ ଭଜନ କରାଯାଏ । ଯଦି ମାଂସ ଭଜନ କରା ଯାଏ ଏବେ କଣ ପାଇଁ ଶ୍ରାଧ ଦିବସରେ ମାଂସ ଭଜନ କରା ଯାଉନାହିଁ ।
Was
Verygood ok
ପାଳି ପରିବେଷଣ ଖୁବ୍ ମଧୁର ହେଉଛି ମଝିରେ ମଝିରେ ଚମ୍ପୁ ଆହୁରି ମଧୁର ଳାଗୁଛେ 😢
ପାଳି ପରିବେଷଣ ଖୁବ୍ ମଧୁର ହେଉଛି ମଝିରେ ମଝିରେ ଚମ୍ପୁ ପରିବେଷଣ ଆହୁରି ମାଧୁର୍ଯ୍ୟକୁ ବଢାଇଦେଉଛି 😊
Gaaika kumudini panda ku daka jaau
ପାଲାପରିବେସଣ ଭଲଲାଗିଲା ଦୁଇ ଗାୟିକା ମଧ୍ୟରେ ।
ରସଗୋଲା ରସାବଳୀ ମା ଡାକ ସିନା ତା ଠାରୁ ବଳି
J mohanta nice voice I like 🎉❤
The performance by both singers was absolutely superb.
Are A ta mo bhai bhauja kumuda bhai au reba bhauja ..
Palagayakankudhanyabad
Jaimini madam s pala is very nice God bless him & to her group...
ହାମି ଯନ୍ ମତାମତ ଵାଦିପାଲା ଵିଷୟେ ଦିଇଂଛିଲି ଉଟାକେ ଦିଦିୟେ ଉଭାନ୍ କରିଂଦିଲ ।ହୟତ ହାମାର୍ ଲେଖାର୍ ଆର୍ ଭାଷାର୍ ଭାବାର୍ଥ ବୁଝିଂ ପାରିଂଥାକଭେନ୍ ନା ୟଁ ଆର ଅୟ ଲିଂ କରିଂମତାମତଟାକେ କାଟିଂ ଦିଲ ।ଆର୍ କୁଳମାଲି ଭାଷାୟ ମତାମତ ଦିଇଂଛିଲି ଵଲିଂ କାଟିଂଦିଲ ଅୟଲିଂ କରିଂ ହାମାର୍ ମନେ ଟୁକୁ ଦୁକ୍ ଲାଗଲ ଵାଦିପାଲା ଦିଦିର୍ ଆଗୁକେ ଆଗୁଆୟଁ ଚଲିଂ ଥାକୁକ୍ ।ଜୟ ଗୋରାମ୍ ମାୟଁ ।
Kaumini madam Pankaj mukh hari ahe sankha Dhari. It's wrote by natabar dhal.jaiminimaxam.
Thanks for watching
🎉😢😮😅😊
Mo te bhala lagila
Niranjan bahinipati sir nku aanantu
Jaimini mam nka pala bahut bhala lagila,hele giri mam nka bhala achi,but swaara swacha laguni...sabda clear subhile ahuri bhala làgiba...jay jagannath 🙏
ଗରିବ ଜନନୀ ଜନ୍ମ ନ କରିବ (କବି (ଲୋକ ନାଥ କର )