ଶୁଭ ଦୀପାବଳି କେମିତି ପାଳିଲେ ରୂପା / Rupa Pin2 Khushi

Sdílet
Vložit
  • čas přidán 23. 10. 2022

Komentáře • 4,5K

  • @bikashmohanta8448
    @bikashmohanta8448 Před rokem +387

    ଆଲୋକ ର ସାଜସଜ୍ଜା ଟି ବହୁତ ସୁନ୍ଦର ହୋଇଛି

  • @puspanjalisahoo2848
    @puspanjalisahoo2848 Před rokem +35

    ସବୁଠୁ ବଡ଼ କଥା ହେଲା ପିଣ୍ଟୁ ସବୁବେଳେ ରାମଦେବ ବାବା ଙ୍କୁ ନିଜ ଝିଅ ଭଳି ସ୍ନେହ କରନ୍ତି। ବୋହୁତ ଖୁସି ଲଗେ ।

  • @mrutyunjayswain7686
    @mrutyunjayswain7686 Před rokem

    ଦୁହେଁଙ୍କ ମୁରୁଜ ବହୁତ ଭଲ ହେଇଛି‌ ଭାଇ ବହୁ ସୁନ୍ଦର ହେଇଛି

  • @nnarottam96
    @nnarottam96 Před rokem

    ସଜା ସୁଜି ଭଲ ହେଇଛି

  • @swag_swagat8958
    @swag_swagat8958 Před rokem

    ସମ୍ବଲପୁରୀ ଶାଢ଼ି ରେ ବହୁତ୍ ସୁନ୍ଦର ଦିଶୁଛ

  • @grsentertainment6989
    @grsentertainment6989 Před rokem

    Wow...ଉପରେ କେବେ କଲ pintu bhai ନୂଆ ଘର ଆଉ ଗୋଟେ ଆଜି ଦେଖୁଚି ବହୁତ୍ ଦିନ ହେଲା ତ ଦେଖି ନ ଥିଲି ମସ୍ତ ହେଇଛି

  • @upendrakumarsahoo4401

    ଭାଇ ଘର ସାଜସଜ୍ଜା ପୁରା ମସ୍ତ ହେଇଚି।💥💥💥

  • @rachanarauta9686
    @rachanarauta9686 Před rokem

    Nice ବୋହୁତ ସୁନ୍ଧର ହେଇଚି ମୁରୁଜ ରୋଗୋଂ ଲି ଏବଂ ହାପି ଦିବାଲି ଭାଇ ଦିଦି

  • @kalyanidas4018
    @kalyanidas4018 Před rokem

    ଆଲୋକ ର ସାଜସଜ୍ଜା ଅତି ସୁନ୍ଦର ଲାଗୁଛି

  • @UpendraJena-
    @UpendraJena- Před rokem

    ଭଳଲାଗିଲା🎉🎉🎉🎉

  • @chinmayeemund1181
    @chinmayeemund1181 Před rokem +114

    Happy Diwali... beautiful celebration 🎉🎉

  • @realman4260
    @realman4260 Před rokem +35

    When Rupa bhauja giving sweet to everyone we see the real love and care in her eyes 🥰

  • @subhacreation.7552
    @subhacreation.7552 Před rokem +8

    Beautiful decoration.💓Beautiful celebration💓ବହୁତ ବହୁତ ସୁନ୍ଦର.. ଘର ଦୁଲହନ ପରି ସଜା ହେଇଛି... ରୁପା ଭାଉଜ ବହୁତ ସୁନ୍ଦର, "ମା " ଙ୍କ ମୁରୁଜ ଅଙ୍କିଛନ୍ତି.. Runa ଙ୍କ ରଙ୍ଗୋଲି really Awsm👌💓 lv u all 💓

  • @hrudanandasankhua5824
    @hrudanandasankhua5824 Před rokem +7

    Happy Diwali to all🎆🎇 ଶୁଭ ଦୀପାବଳି ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଭାଇ ଭାଉଜ ଖୁସିମା ପ୍ରୟାସ ଭାଇ ହାପି ଭାଇ ରୁନା ଦିଦି ମାମୁନି ବାପୁନି ରାମ ଦେବ୍ ବାବା ପରିବାର ସମସ୍ତ ପିଣ୍ଟୁ ଭାଇ ସତରେ ରୂପା ଭାଉଜ ରୁନା ଦିଦି ବହୁତୁ ସୁନ୍ଦର ସୁନ୍ଦର ମୁରୁଜ ପକେଇଛନ୍ତି ବହୁତୁ ସୁନ୍ଦର ହେଇଛି ପିଣ୍ଟୁ ଭାଇ ସତରେ ଲିଚୁ ରେ ଘର ସଜା ଯାଇଛି ଘର ବହୁତୁ ସୁନ୍ଦର ଦେଖାଯାଉଛି ଦେଖି ବହୁତୁ ଖୁସି ଲାଗୁଛି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ଖୁସି So Sweet Khusimaa 😘 Love you Bhai Bhauja Khusimaa Bhai Prayash Bhai Happy Bhai Sudar Bhai Runa Didee Mamuni Bapun Ram Dev Baba and all Family 💞❤️❤️❤️❤️❤️

  • @rakeshbehera6466
    @rakeshbehera6466 Před rokem +79

    ଆଲୋକ ର ସାଜସଜ୍ଜା ଟି ଦୀପାବଳୀ ଉତ୍ସବ ବହୁତ ସୁନ୍ଦର ଦେଖା ଯାଉଚି ଲିଚୁ ରେ ଘର ମୋ ପରିବାର ତରଫରୁ ସମସ୍ତ କୁ ଶୁଭ ଦୀପାବଳୀ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ♥️♥️♥️♥️🙏🙏 ଜୟ ଜଗନ୍ନାଥ 🙏🙏

  • @srikantadas7593
    @srikantadas7593 Před rokem +5

    ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା✨✨🌟👍

  • @pinkysingha3427
    @pinkysingha3427 Před rokem +1

    Nice decoration bhai and bhauja sabu bela khusi re ruho and Runa didi nka rangali bahut sundar heichi bhai 🥰🥰🥰🥰❤️❤️❤️❤️

  • @dipunmama9616
    @dipunmama9616 Před rokem +77

    ସୁଭ ଦୀପାବଳି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ରୁପା ଭାଉଜ ଆଉ ରୁନା ଦିଦି ଙ୍କର ରଗୁଲି ବହୁତ ସୁନ୍ଦର ସୁନ୍ଦର ହୋଇଛି 👌👌👌❤💕💞💓

  • @jitendrabalramesh9823
    @jitendrabalramesh9823 Před rokem +71

    ଭଗବାନ ସବୁ ବେଳେ ତମ ପରିବାରକୁ ଏମିତି ଖୁସି ରେ ରଖି ଥାଆନ୍ତୁ happy Diwali ଭାଇ ଭାଉଜ ଆଉ ଖୁସି ମା ବହୁତ୍ ସୁନ୍ଦର ଘର ଦେଖା ଯାଉଚି ଲାଇଟ ରେ କାହାକୁ କାହାକୁ ଭଲ ଲାଗୁଚି like Kara 👍

  • @uttamdas8915
    @uttamdas8915 Před rokem +1

    Rupa bhauja bahut Bhala ❤️ bhai apana bahut lucky rupa bhaujanka bhali wife paithibaru ❤️❤️❤️ you both sabubele khushite ruha emiti bi apananka kolore khushi asijaichhi ahuri khushire ruha