Maa Toh Bina | Human sagar | Odia sad Song | Odia maa Song | Odia Song 2022

Sdílet
Vložit
  • čas přidán 17. 04. 2022
  • #maatohbina #odiamaasong #humansagar
    Dedicated to - late Subashini Patra🙏
    Presenting to you a emotional Song "MAA TOH BINA", hope you all like the song, DO SHARE YOUR VIEWS WITH US
    🎶SONG CREDITS :
    Song - MAA TOH BINA
    Singer - Human sagar
    Lyrics - Gurudatta behera (94372 80035)
    Music - Matruprasad rath(96680 16290)
    Flute - Abhiram
    Recorded at - Somesh studio
    Mixing & mastering - Somesh sathpathy
    Dop & Edit - chiku
    Produced by - Shreenibas pattnayak
    Poster - RN BHAI
    Channel Head - Aruna Pradip Sahoo(7854001615)
    Production Manager - Sangram Baral
    Managing Director - Soumya Ranjan Raul
    Special Thanks - chandan bhai
    Like,comment and share this video.
    ________________________________________
    Thank you for watching. Keep loving “SHREE ENTERTAINMENTS “, Subscribe to our channel and hit the 🔔 bell icon for future updates and upcoming projects.
    * ANTI - PIRACY WARNING *
    This content is copyright to SHREE ENTERTAINMENTS. Any unauthorised reproduction,redistribution or re-upload is strictly prohibited of this material.Legal action will be taken against those who violate the copyright of the following material presented.
  • Zábava

Komentáře • 8K

  • @user-uz1hp1te9t
    @user-uz1hp1te9t Před 3 měsíci +171

    ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମୋ ମାଆ 👌👌👌👌👌👌👌👌👌👌👌👌❤️❤️❤️❤️❤️❤️❤️

  • @tejaswiniluha5678
    @tejaswiniluha5678 Před 2 měsíci +168

    ଦୁନିଆର ସବୁଠାରୁ ଅଧିକ ମୂଲ୍ୟବାନ ରତ୍ନ ହେଉଛି ମାଆ❤️❤️

  • @sangitanag5173
    @sangitanag5173 Před měsícem +11

    I miss you 🥺 maa ମୁଁ କେତେ ଅଭାଗିନୀ ମା ସେଥି ପାଇଁ ମୋ ମା ମୋ ପାଖରେ ନାଇ ବହୁତ୍ ଖୋଜେ ମା ତତେ କାହିଁ କି ଚାଡ଼ି ଗଲୁ 😢😢😭😭😭

  • @bablu6128
    @bablu6128 Před 3 měsíci +37

    ମା ❤❤❤❤
    ଅତୁଳନିତ ଶବ୍ଦ
    ମା କୋଉ ଭଗବାନ ଠୁ କମ ନୁହଁ
    ମା ଆଗରେ ଭଗବାନ ବି ଛୋଟ
    heart touching song
    ଯତେ ଶୁଣିଲେ ସେତେ ଭଲ ଲାଗୁଛି

  • @minatirout7523
    @minatirout7523 Před rokem +2391

    ମା ଏମିତି ଗୋଟେ ଶବ୍ଦ ଥରେଡାକି ଦେଲେ ଅଶୁଭ କାମ ବି ଶୁଭ I love you maa❤❤❤❤maa ପାଇଁ ଗୋଟିଏ ଲାଇକ୍ କରିବ

  • @jeetendrasethy5147
    @jeetendrasethy5147 Před 2 lety +360

    ବା ବା ବା ରେ କି ଗୀତ ,କି ଲେଖା ଶୁଣି କି ଆଖିଲୁ ଲୁହ ଆସିଗଲା
    ବହୁତ୍ ଧନ୍ୟବାଦ୍ ଭାଇ
    Love you bou
    ବହୁ ଲୋ ବହୁତ୍ ମନେ ପଡ଼ୁଛି ଲୋ
    Miss you ବୋଉ

    • @gaganchoudhury240
      @gaganchoudhury240 Před rokem +1

      Very very thanks

    • @ratikantadas208
      @ratikantadas208 Před rokem +4

      Recall bro satara bahut sunder lekha hoechi na bro mora ta maa nahe ma ra snaha sradha kan mu janene mu bahut miss karuchi mo maku 😭😭😭😭😭😭😭😭🤣🤣🤣🤣🤣🤣🤣🙏🙏🙏🙏🙏🙏🙏🙏🙏🙏

    • @bapunfitness
      @bapunfitness Před rokem

      @@ratikantadas208 I miss tOoooooo 😭😭😭😭😭

    • @randomboytrinatha7751
      @randomboytrinatha7751 Před rokem +1

      Nice👍👍👏👏 🎵song bro🤣🤣madicala

    • @jeetendrasethy5147
      @jeetendrasethy5147 Před rokem +5

      @@ratikantadas208 maa nahni boli kuhani hela tama maa tama pakhare achhi tama Chari pakhare hi achhi
      Please semiti bhabani please 🙏🙏🙏🙏 maa kebe bi pua ku chhadi ki jaini ki jibani love you bou ❤️❤️
      ଥରେ ଆଖି ବୁଝି କି ମାଆ କୁ ଥରେ ଭାବନା ରଖିକି ଧ୍ୟାନ ଦେଇକି ଭାବ ତମ ମାଆ ତମ ପାଖରେ ଅଛି କି ନାହିଁ କହିବ ତାହା ପରେ ମୋତେ କହିବ ମୁ ଭୁଲ କହୁଛି କି ସତ ଭାଇ ତାହା ପରେ ମୋତେ କହିବ
      ଯଦି ଭୁଲ କହିଥିବି ଯଦି ମୋତେ ଗାଳି କରିଲେ ବି ମୁ ସହିବି ହେଲା
      Love you bro

  • @susantapanda756
    @susantapanda756 Před 25 dny +12

    ମା ବାପା ଙ୍କ ଛଡା ଦୁନିଆରେ ସବୁକିଛି ମିଛ❤❤

  • @user-yt6cr5xx2m
    @user-yt6cr5xx2m Před 2 měsíci +47

    ଯାହାର ମା ନାହିଁ ତା ଜୀବନଟା ବହୁତ କଷ୍ଟରେ କଷ୍ଟୁଥାଏ କିନ୍ତୁ ମା ଥିଲେ ସବୁ ଅଛି କାରଣ ମା ହେଉଛନ୍ତି ଆଶୀର୍ବାଦର ପାତ୍ରି The life of the one who does not have a mother is very difficult, but if there is a mother, everything is possible because mother is the source of blessings

  • @Allinone-ft2tq
    @Allinone-ft2tq Před rokem +1482

    କଣ କହିବି 😭 କାହାର ମାଆ ଥିଲେ ବାପା ନାହିଁ ଆଉ ବାପା ଥିଲେ ମାଆ ନାହିଁ ହେଲେ😭😭 ମୋର ମାଆ ଆଉ ବାପା ନାହାନ୍ତି ମୁ ପୁରା ଏକୁଟିଆ କେମିତି ବଞ୍ଚିଛି କେହି ବି ପଚାରିବାକୁ କେହି ନାହାନ୍ତି , ଖରା ରେ ଛିଡ଼ାହେଇଥିଲ ଛାଇକୁ ଡାକିବା ପାଇଁ ମୋ ମା ନାହିଁ କି ବାପା ନାହିଁ😭😭😭.ସତରେ ପାଉଁଶ ତଳୁ ଉଠି ଆସେ ଲୋ ମାଆ😭😭😭.

    • @puspanjalibehera-mf1ph
      @puspanjalibehera-mf1ph Před rokem +64

      💔💔💔😭😭😭😭
      Mana dukha na kari
      Amiti kichhi Kama kari tanka na rakha
      Au khusire ruha

    • @tulasipradhan1226
      @tulasipradhan1226 Před rokem +50

      Mora bi maa nahi mu janichhi se dukha 😭🥺😭🥺😭🥺 mu 12 ra heithili mo maa chaligale , kemiti banchichhi taha mu janichhi 🥺😭🥺🙏 bapa pacharu nahanti,nijara kehi nahanti 🥺😭

    • @ITSMYVLOGS500
      @ITSMYVLOGS500 Před rokem +20

      😭😭😭😭😭😭😭😭😭😭😭😭😭😭😭😭😭😭😭

    • @freeentertainment2024
      @freeentertainment2024 Před rokem +24

      nijaku kebe eka bhabani bhagaban tama pai sure bahut bada kichi rakhichanti.

    • @subhamsahu9088
      @subhamsahu9088 Před rokem +16

      really painful 😭😭😭

  • @Subratodiaquiz107
    @Subratodiaquiz107 Před rokem +685

    ଦୁନିଆଁରେ ଏପରି କେହି ନାହିଁ, ଯିଏ କି ସ୍ନେହ ଓ ଭଲ ପାଇବାରେ ମା’ ଠାରୁ ଵଳିଯିବ...
    ସତରେ ମାଆ ତୁମେ ଯୁଗେ ଯୁଗେ ନମସ୍ୟ 🙏🙏🙏

    • @tapanbariki5253
      @tapanbariki5253 Před 10 měsíci +3

      I Love you maa

    • @user-vm2qb4gn5n
      @user-vm2qb4gn5n Před 8 měsíci +5

      I love you maa ❤❤

    • @user-sz1ti5gx2g
      @user-sz1ti5gx2g Před 5 měsíci +5

      Maamaailovemaa😢😭😭😩💓💖

    • @sibasankardas9489
      @sibasankardas9489 Před 3 měsíci

      ​@@user-vm2qb4gn5n❤🎉😢😊😮😢❤🎉❤🎉❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮😮😮😮😮😮😮😊😊😊😊😊😊😊😊😊😊😊😊😊😊😊😊😊😢😢😢😢😢😢😢

  • @user-ii8dy1or4g
    @user-ii8dy1or4g Před 2 měsíci +22

    ମାଆ ବାପା ଆଉ a ଦୁନିଆ ରେ କାହାକୁ ବି କେବେ ଦୁଃଖ ଦିଅନି ଯେତିକି ଦିନ ବଞ୍ଚିବା ସମସ୍ତଙ୍କୁ ଖୁସିରେ କଥା କୁହ ।।
    ଆଉ ଖୁସି ଦିଅ ।।।
    ମାଆ ବାପା ବଞ୍ଚିଥିବା ଅବସ୍ଥାରେ ସବୁ ଖୁସି ଦିଅ ତାଙ୍କୁ ମଲା ପରେ ବଡ଼ ଭୋଜି ଦବାରେ କିଛି ଫାଇଦା ନଥାଏ 😢😢😢😢

  • @gitabarik6868
    @gitabarik6868 Před 2 měsíci +6

    ମା ଡାକରେ ଅମୃତ ଝରେ ❤

  • @Mukesh_Kumar_samal
    @Mukesh_Kumar_samal Před 7 měsíci +57

    ଭାଇ ପ୍ରଥମ ଥର ପାଇଁ ଗୋଟେ ଓଡ଼ିଆ ଗୀତ ଶୁଣିଲା ପରେ ଆଖିରୁ ଲୁହ ଝରି ଗଲା 🙏🏻😭 ଭାଇ ଲେଖା ବହୁତ୍ ସୁନ୍ଦର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏🏻❤, & human bhai 🙏🏻 always I'm your big fan ❤ forever respect 🙏🏻

    • @user-zs3ny9cy4n
      @user-zs3ny9cy4n Před 4 měsíci

      A❤❤❤❤😂😂😂😂😂😂😂😂😂😂😂❤❤❤❤❤❤😂😂😂😂😂❤❤❤❤❤❤😂😂😂❤❤😂mmm 5:30

    • @user-bm3ki6fr5e
      @user-bm3ki6fr5e Před 3 měsíci +1

      ❤❤❤❤❤❤

    • @Mukesh_Kumar_samal
      @Mukesh_Kumar_samal Před 2 měsíci

      ❤​@@user-bm3ki6fr5e

  • @sarbeswarjena2922
    @sarbeswarjena2922 Před 4 měsíci +42

    ଏହି ଗୀତ ଟି ଯିଏ ଶୁଣିବ ତା ଆଖିରେ ଲୁହ ଆସି ଯିବ ❤😢😢😢

  • @HarekrushnaSahoo-hw2jc
    @HarekrushnaSahoo-hw2jc Před měsícem +6

    ଜନ୍ମ ପରେ ଶିଶୁ ପ୍ରଥମେ କହିଥିବା ଶବ୍ଦ ମାଆ। ଯିଏ ଶିଶୁର ହାତ ଧରି ଅନ୍ଧାର ରୁ ଆଲୁଅ କୁ ନେଇଯାଏ।

  • @priyankapradhan170
    @priyankapradhan170 Před 2 měsíci +4

    Maa ....to katha bahut monepaduchiiii....pheriaase looo kuade chadiki paleilu......kemiti banchibi ate bada duniya re ...to bina ....,,,😭😭😭😭

  • @sabyasachidas660
    @sabyasachidas660 Před 2 lety +232

    ସତରେ ମନକୁ ଛୁଇଁଲା ଭଳି 👩‍👦‍👦👩‍👦‍👦👩‍👦‍👦ଗିତ ଧନ୍ୟବାଦ 👍 ମା👩‍👦‍👦🙏🙏🙏 ଆଜିର ଦିନରେ ବିନା ସ୍ୱାର୍ଥରେ ଜିଏ ଭଲ ପାଉଛି ସିଏ ହେଉଛି 👩‍👦‍👦🙏 🙏🙏ମା

  • @depanshurout
    @depanshurout Před 9 měsíci +386

    ଦୁନିଆରେ ସବୁଠାରୁ ବଡ଼ ଭଗବାନ ହେଲା ମା ଯାହା ପାଖରେ ମା ନାହିଁ ସେଇ ମାନେ ହିଁ ମା ର ମୂଲ୍ୟ ଜାଣିଛନ୍ତି ମା ପାଇଁ ଗୋଟେ like କର ❤❤❤

    • @PriyankaSahoo-fl2mq
      @PriyankaSahoo-fl2mq Před 7 měsíci

      Mor maa nahi 😢😢😢😢😢

    • @depanshurout
      @depanshurout Před 7 měsíci

      @@PriyankaSahoo-fl2mq ମନ ଦୁଃଖ କରନି ତମ ସାଙ୍ଗରେ ଭଗବାନ ଅଛନ୍ତି

    • @tigeryt3291
      @tigeryt3291 Před 26 dny

      ମୋ ମା ବାପା କେହି ବି ନାହଁନ୍ତି 😭

    • @Biswanat6521
      @Biswanat6521 Před 20 dny

      ମୁଁ ଛଅ ବର୍ଷର ହେଇଥିଲି ମା ଶବ୍ଦ କହିବା ବନ୍ଦ ହୋଇଗଲା

  • @Pravanjanjena-qi2es
    @Pravanjanjena-qi2es Před 2 měsíci +7

    Ma ku jia ଅସରନ୍ତି ମମତା ର ସାଗର ବୋଲି ଭଵୁଛ ତାହେଲେ ମା ପାଇଁ ଗୋଟେ like kara

  • @swagatikanayak2143
    @swagatikanayak2143 Před 3 měsíci +3

    Jebe be aa song ta jia be subiba se emotional na hei rahiparebani😢... Love you mummy 💕😘

  • @sagarkumarpatra2944
    @sagarkumarpatra2944 Před rokem +1637

    ପୃଥିବୀରେ ସବୁଠୁ ସୁନ୍ଦର ଓ ମୂଲ୍ୟବାନ ଶବ୍ଦ ଓ ସମ୍ପତ୍ତି ହେଉଛି ମା ❤️🙏✨ ମା ବିନା ସାହା ନାହିଁ 🥹

  • @uniquetoka
    @uniquetoka Před rokem +292

    ତୋ ହାତ ମୋ ମଥାରେ ରହିଥିଲେ
    ପାଦ ଧୁଳି ତୋର ନଉଥିଲେ
    ମୁଁ କିଛି ଖୋଜିବିନି
    ମା ତୋ ବିନା ମୁଁ ରହିପାରିବିନି ❤

  • @LolzZzff843
    @LolzZzff843 Před měsícem +4

    Mo pakhare maa thaiki bi mote emotional laguchhi mo sanga pakhare maa nahi taku kemiti lagunathiba❤❤❤love you maa

  • @gulekhabarik
    @gulekhabarik Před 4 měsíci +4

    Duniare sabutharu bada bhagaban heuchhi maa jara maa nai senhi maa ra mulya bujhithae

  • @Editorpk-gg3qc
    @Editorpk-gg3qc Před 6 měsíci +343

    Maa pain gote like kara ❤

  • @papunasethi4671
    @papunasethi4671 Před rokem +515

    ଦୁନିଆ ର ସବୁଠାରୁ ବଡ଼ ଯୋଦ୍ଧା ମାଆ 🙏🙏🙏🙏

  • @santoshpandit4186
    @santoshpandit4186 Před 2 měsíci +3

    Bhai mo maa nai ee duniyare 5 barsa helani mu kemiti banchi maa bina mu hi janichi kete kasta maaa bina banchiba prati muhartare mo maa mote mane paduchi. Bhai jahara b maa achi mora etiki anurodha maa ku kebe b kasta dabni 🙏🙏🙏🙏

  • @sabinandjenapipu7605
    @sabinandjenapipu7605 Před 2 měsíci +3

    Mo bou ku mu bahut miss karu6i ae gita ti jetebele bi sune mo bou katha bahut mane pade 😭😭😭😭😭

  • @mihirkumar172
    @mihirkumar172 Před 4 měsíci +64

    Miss u Bou 😢😢. ମୁଁ ତୁମ ଠାରେ ସବୁଦିନ ପାଇଁ ଚୀର ଋଣି । ହଠାତ୍ ମ ଠାରୁ ଚାଲିଗଲ । ବହୁତ କଷ୍ଟ ଲାଗୁଛି ବୋଉ । ବହୁତ ମନେ ପଡୁଛ ।

    • @dibyanshidass
      @dibyanshidass Před měsícem +2

      Mo bau bi mo pakhare hataat dine ma tharu chali gale😭😭😭😭😭mu bi mo bauku bahut vhala pae😭😭😭 miss u...bau❤❤

  • @badboyramesh252
    @badboyramesh252 Před rokem +244

    ମା ତୋ ବିନା ସାରା ଦୁନିଆ ଅନ୍ଧାର,,,, ତୁ ନାହୁଁ ବୋଲି ପାଉନାହିଁ ଆହାର,,, ଜଗତ ସାରା ଖୋଜିଲି କେହି ନାହିଁ ତୋ ଭଳି,,,, ଭୁଲ କଲେ ମାଡ଼ ଖାଇଲେ କା ପାଖେ କରିବି ଅଳି,,,,,Love U Maa 🙏🙏🙏

  • @BikashDas-rx2tp
    @BikashDas-rx2tp Před 2 měsíci +4

    ଯେତେ ଶୁଣି ଲେ ବି ବହୁତ୍ ଭଲ ଲାଗୁଚି 😢very nice song 👌🫶👌

  • @Angulashu
    @Angulashu Před 3 měsíci +3

    Duniya re sabuthu maa bada ❤❤❤l love maa jia maa ku balha pauthi ba sea lika kara

  • @Ama_odia_classes
    @Ama_odia_classes Před rokem +409

    ପ୍ରକୃତରେ ଦୁନିଆରେ ଯଦି କିଏ ଆମକୁ ତା ନିଜ ଠାରୁ ଭଲ ପାଏ ସେ ହେଉଛି ମାଆ ❤ଏଇ ଗୀତ କୁ ମୁଁ ଯେତେଥର ଶୁଣୁଛି ସେତେଥର ନୂଆ ଲାଗୁଛି ❤
    Love you Maa ❤

    • @kabindrabehera6289
      @kabindrabehera6289 Před rokem +3

      Chrnud

    • @BashuNaik-rl4wh
      @BashuNaik-rl4wh Před rokem +5

      No Bro sabu maa eka pari nuhanti gote gote maa achanti nija chua ra echa re sukha re dukha re samil huanti but mo bhagyare semiti kichi nai mo maa mo pakhare thae na thila pari mote jama vala paunahanti mu pure eka ae Dunia re khali mu jaha Ku vala pauchi se eka mo saha achi

    • @ranjitabarik2884
      @ranjitabarik2884 Před 11 měsíci +2

      Satare mu ehi heart touching song sunile mate bahut Kanda Lage aji mu janili duni re kie jadi mate vala pae se hauchi mo maa❤❤❤❤

    • @prabhakaradeepa7790
      @prabhakaradeepa7790 Před 8 měsíci +3

      Satare maa tharu dunia re bada kehibi nahanti

  • @suchismitanayak7613
    @suchismitanayak7613 Před 6 měsíci +155

    ଦୁନିଆରେ ଯାହାର ମା ନାହିଁ ସିଏ ଜାଣିଛି ଜୀବନ ଟା କେତେ କଷ୍ଟ l miss you bou

  • @user-fw4on1tc9x
    @user-fw4on1tc9x Před 2 měsíci +3

    Maa i miss u , tate mu bahut jhuruchi maa mu kan tora mane paduni tate mun sansarare sabuthu adhika bhala pauthili bodhe gote bada papa mun karichi sethi pain mun tate vanchi thaau thaau harei deli i miss u maa. Jadi mo dukkha kahaniku jie hrudaya ru bujhi pari thiba se nishchay like daba

  • @Rohankumar-gp7fg
    @Rohankumar-gp7fg Před 4 měsíci +3

    Maa❤😢😢😢sabu bede mo pakhe pakhe tha🥺🥺🥺🥺🥺💗💗💗💗💓💓💓🙏🙏🙏🙏🙏🙏🙏🙏🙏🙏🙏🙏

  • @mrdeva3588
    @mrdeva3588 Před rokem +461

    BAS ଆଖି ବୁଝି ଥରେ ଏ SONG SUNILE ଆଖିରେ ଲୁହ ଆସିଯିବ ♥️🥺🥺 POWERFUL SONG ♥️🥺

  • @AKSANIL97
    @AKSANIL97 Před 10 měsíci +252

    ମା ମୋର ଜୀବନ । ମୋର ଆଉ କିଛି ସୁଖ ଦରକାର ନାହିଁ ବାସ ସମସ୍ତଙ୍କ ପାଖରେ ତାଙ୍କ ମା ର ଆଶୀର୍ବାଦ ରହି ଥାହୁ । 🙏

    • @SaiPadhan-wm7os
      @SaiPadhan-wm7os Před 3 měsíci

      Uy

    • @nareshmeher6305
      @nareshmeher6305 Před 2 měsíci +1

      You are luckey bro tumara maa achanti

    • @AKSANIL97
      @AKSANIL97 Před 2 měsíci

      @@nareshmeher6305 bhai maa Sabubele pakhare Rahichanti auu rahithibe🙏

  • @ArchitaBaral
    @ArchitaBaral Před 2 měsíci +1

    Cia gotea loka jia sabu belea ama sath daithae ...........❤cia hi amaku a dunia ku anichi .............tara kn haigalea ame banchi paribani .......... love you mama💞

  • @bapunbiswa838
    @bapunbiswa838 Před 12 dny +2

    ଏମିତି କିଛି ଅକ୍ଷର ନାହିଁ ବର୍ଣ୍ଣମାଳା ରେ ଯୋଉଟା କି ଗୋଟେ ମା ର ମହତ୍ତ୍ଵ ବର୍ଣ୍ଣନା କରି ପାରିବ......

  • @dreamqueenswapna7456
    @dreamqueenswapna7456 Před 5 měsíci +92

    ମା' ଠାରୁ ପବିତ୍ର ଶବ୍ଦ ଦୁନିଆ ରେ ନାହିଁ ....ଆମକୁ ଅନ୍ଧାର ଦୁନିଆ ରୁ ଆଲୋକ ଦେଖେଇଚି ଆମ ମା ...ସତରେ ମା ତୁ ଏତେ ମହାନ ଯେ ତୋର ତୁଳନା ନାହିଁ...Love u Bou..😘😘 ❤️❤️❤️

  • @pabitragouda2489
    @pabitragouda2489 Před rokem +593

    ଗୀତ ସୁଣିକି ଆଖି ରୁ ଲୁହ ଆସିଗଲା । ବହୁତ ସୁନ୍ଦର ଗୀତ 🙏🙏🙏🙏🙏

  • @KumarSanu-pt3fe
    @KumarSanu-pt3fe Před 2 měsíci +2

    Avalia gote song gaithibaru,,bahut Danyabad,, love u Mo Bau❤

  • @gaganratha5251
    @gaganratha5251 Před 2 měsíci +13

    ମାତୃ ଦିବସ ରେ କେତେ ଜଣ ଶୁଣିଛନ୍ତି like କରନ୍ତୁ

  • @beautifulmusic577
    @beautifulmusic577 Před 7 měsíci +156

    ❤ ମା ❤କେବେ ପୁର ରାତି ସାରା ଚେଇକି ମତେ ତୋ କୋଳରେ ଶୁଆଇଛୁ ❤ ତ କେବେ ପୁଣି ବାପା କ ଗାଳିରୁ ମତେ ତୁହିଁ ତ ବଞେଇଛୁ ମା ❤❤ ମା ପରି ଆଉ କିଏ ହଭ ❤❤❤

  • @Anand01319
    @Anand01319 Před rokem +186

    So beautiful voice and very nice song my favourite ☺️☺️☺️☺️ ଆଜି ମୋ ମାଆ ନାହାନ୍ତି କିନ୍ତୁ ଏ ଗୀତ ଶୁଣି ବହୁତ ମନ ଦୁଃଖ ଲାଗିଲା ହୁମନ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ Miss you 🤣🤣🤣 maa

    • @snehashreekumar6079
      @snehashreekumar6079 Před rokem +1

      💔😭

    • @athagadhratoka8093
      @athagadhratoka8093 Před rokem +1

      ହୁମନ୍ ଭାଇ ଆଜି ଯୋଉ ଗୀତ ty ତମେ ଗାଇଲ ମୋ ହୃଦୟକୁ ଛୁଇଁଲା ପରି ଗୀତ te ଗାଇଚ

  • @rajsahoo5973
    @rajsahoo5973 Před 2 měsíci +1

    ସତରେ ଏଇ ଗିତ ମୁଁ ଧର୍ଯ୍ୟ ଧରିକି ଶୁଣି ପାରୁନି heart touch sang

  • @susantalenka7580
    @susantalenka7580 Před 2 měsíci +1

    🙏🙏ଆଜି ପବିତ୍ର ମାତୃ ଦିବସର ଅଭିନନ୍ଦନ 🙏🙏ଯାହାର ମା ଅଛି ତାର ସବୁ କିଛି ଅଛି ଆଉ କିଛି ଦରକାର ନାହିଁ ଜିବନରେ 🙏🙏ଓମ ନମଃ ଶିବାୟ ଜୟ ମା ପାର୍ବତୀ 🙏🙏ମୋର ଏତିକି ପାର୍ଥନା ହେ ପ୍ରଭୁ ସାରା ଜୀବନ ପାଇଁ ମୋ ମା କୁ ଖୁସିରେ ରଖ 🙏🙏🙏

  • @Ronith784
    @Ronith784 Před 6 měsíci +68

    ଦୁନିଆର ସବଠାରୁ ବଡ଼ ଯୋଦ୍ଧା ମାଁ

  • @allcontentzone800
    @allcontentzone800 Před rokem +1837

    ଭଗବାନ ଦୁନିଆ ର ସବୁ ମା ମାନଙ୍କୁ ଖୁସି ରେ ରଖନ୍ତୁ🙏🙏🙏Love You Maa ❤️🙏🙏🙏

  • @rameshpattnaik8448
    @rameshpattnaik8448 Před měsícem +1

    ହୃଦୟସ୍ପର୍ଶୀ ଗୀତ।ଆଖିରୁ ଲୁହ ଆସିଯିବ ନିଶ୍ଚୟ।ମା ଦୁନିଆର ସବୁଠୁ ଛୋଟ ଶବ୍ଦ ଏବଂ ମିଠା ଶବ୍ଦ।

  • @PrashantNayak-dn5pe
    @PrashantNayak-dn5pe Před 2 měsíci +2

    Very very very heart touching and heart paining ,excellent song of tribute to mother of every son ,who love and care for his mother . special for those sons who has lost their mother from life.

  • @Ama_odia_classes
    @Ama_odia_classes Před rokem +2191

    ମରିବା ପାଇଁ ଅନେକ ବାଟ ଅଛି କିନ୍ତୁ ଜନମ ପାଇଁ ଗୋଟିଏ ବାଟ ଅଛି ସିଏ ହେଉଛି ମାଆ ❤🙏

  • @ssyoutubechannel9553Vlog
    @ssyoutubechannel9553Vlog Před 9 měsíci +78

    ଭଗବାନ ସମସ୍ତଙ୍କର ମା କୁ ଖୁସି ରେ ରଖନ୍ତୁ i love you maa 🙏🙏🙏🙏

  • @Angulashu
    @Angulashu Před 3 měsíci +3

    Jara maa nahi tara bahuta duka😭😭l love you maa😢😢

  • @TikilipradhanTikilipradh-xg9ul

    Mo maa bapa mote eai gote masa haba chadi chali gale I love you maa bapa ❤❤❤❤❤❤❤❤❤❤❤

  • @pravashkumar2976
    @pravashkumar2976 Před rokem +285

    ପୃଥିବୀରେ ସବୁଠୁ ସୁନ୍ଦର ଶଦ୍ଧ ହେଉଛି ମା 🙏🙏❤️❤️❤️

  • @pabitraart
    @pabitraart Před 8 měsíci +67

    ଖାଲି ମାଆ ଯାହାର ନାହିଁ ତା ଆଖି ରୁ ନୁହୋ ଯାହାର ମାଆ ଅଛି ତା ର ଆଖି ରୁ ବି ଲୁହ ଆସି ଯିବ ❤❤❤

  • @prabhatkumarsahoo5435
    @prabhatkumarsahoo5435 Před 14 dny

    ମୁଁ ବାରମ୍ବାର ଶୁଣିଲେନି..ଆହୁରି ଶୁଣିବାକୁ ଇଚ୍ଛା ହଉଚି...ସତରେ ବହୁତ ସୁନ୍ଦର ରଚନା ଆଉ singer ଙ୍କୁ ଧନ୍ୟବାଦ ❤

  • @JayaMaharana-dr5cy
    @JayaMaharana-dr5cy Před 3 měsíci +2

    Sabu Kariba kebe mo bhali pream pai baba maa ku chadibani🥺😔😔😔🙏karana jaha hata dhariba sia dine na dine dhoka daba🥺🥺😔😔jaha pai mu mo duniya chadideiki asili se mate bahut kasta dauchi 😔😔😔

  • @user-ei6qe7bx3h
    @user-ei6qe7bx3h Před 7 měsíci +27

    ସବୁ ମା ମାନଙ୍କୁ ପ୍ରଭୁ ଭଲରେ ରଖନ୍ତୁ

  • @k.ngaming7419
    @k.ngaming7419 Před 9 měsíci +35

    ଯିଏ ବାପା ମା କୁ ପଚାରୁ ନାହିଁ ସେ ମଣିଷ ନାହିଁ love you maa❣️

  • @subhawrites123
    @subhawrites123 Před 3 měsíci +1

    Mother is the most beautiful and valuable world on earth 🌎....There is no life without Maa❤...LOVE YOU MAA ❤

  • @tarachandpatanaik8431
    @tarachandpatanaik8431 Před 18 dny

    ଅତି ହୃଦୟ ସ୍ପର୍ଶୀ ଭଜନ ପ୍ରଭୁଙ୍କ କେତେ ରୂପ କୋଟି କୋଟି ପ୍ରଣାମ ତୁମ ପାଦ ତଳେ

  • @Chinki.971
    @Chinki.971 Před 9 měsíci +52

    ହଁ ବହୁତ କାନ୍ଦେ ମୁଁ ଏ ଗୀତ ଶୁଣି ମା ତୋ ବିନା ମୁଁ ରହିପାରୁନି 😭😭😭😭😭

  • @Amitkubarik-ov3ri
    @Amitkubarik-ov3ri Před rokem +66

    I love you maa very nice song
    Maa ta pade koti pranaam
    🙏🙏

  • @ushanayak3212
    @ushanayak3212 Před 3 měsíci +3

    ଗୋଟିଏ ଶବ୍ଦ ଯାହାର ଅନେକ ରୂପ ଓ ଅନେକ ଭାବାର୍ଥ, ଗୋଟିଏ ରୂପ ଯାହାର ଅନେକ ପ୍ରତିରୂପ ଅଛି, ସେ ହେଉଛି ମା । ଯାହାର ଅସ୍ତିତ୍ୱ ଗୋଟିଏ ଶବ୍ଦରେ ସଂପୂର୍ଣ୍ଣ, ଯାହାକୁ ବ୍ୟାଖ୍ୟା କରିବା କଷ୍ଟକର, ଯିଏ ସମସ୍ତ ଦୁଃଖ କଷ୍ଟକୁ ନିଜ କୋଳକୁ ସାଉଁଟି ନେଇ ସ୍ନେହ ଭଲ ପାଇବା ଦେଉଥାଏ ସିଏ ହେଉଛି ମା । ଯେତେବେଳେ ସନ୍ତାନ ମାଆ ଗର୍ଭରେ ଥାଏ, ସେତେବେଳେ ମା ବହୁତ ଖୁସି ହୋଇଥାଏ ଏବଂ ସେ ନଅ ମାସ ପର୍ଯ୍ୟନ୍ତ ଏହାର ଭାର ବହନ କରେ, ଏହାର ଯତ୍ନ ନିଏ ଏବଂ ନିଜର ଇଚ୍ଛା ସବୁକୁ ତ୍ୟାଗ କରେ । ସେ ନିଜ ପିଲା ପାଇଁ ହସଖୁସିରେ ପ୍ରତ୍ୟେକ ବଳିଦାନ ଦିଏ । ଯେତେବେଳେ ତା'ର ସନ୍ତାନଟିଏ ଦୁନିଆରେ ଜନ୍ମ ହୁଏ ସେତେବେଳ କେତେ କଷ୍ଟ ତାକୁ ଯେ ନ ହୁଏ , କିନ୍ତୁ ସେ ନିଜ ସନ୍ତାନକୁ ଦେଖିବା ପରେ ଚୁପଚାପ୍ ସେହି ଯନ୍ତ୍ରଣା ସବୁକୁ ଖୁସି ରେ ସହିଯାଏ । ସ୍ତନ୍ୟପାନ ରେ ଆମକୁ ଅମୃତ ଖୁଆଏ।
    ଆମ ଶାସ୍ତ୍ରରେ ଏହା ଲେଖାଯାଇଛି ଯେ, ଯଦିଓ ଆମେ ଆମ ଶରୀରରୁ ଚର୍ମ ସବୁକୁ କପଡା ତିଆରି କରି ଆମ ମାଆକୁ ପିନ୍ଧେଇବା, ତଥାପି ଆମେ ତାଙ୍କ ଅମୃତତୁଲ୍ୟ କ୍ଷୀରର ପରିଶୋଧ କେବେ ବି କରିପାରିବା ନାହିଁ, ଆମେ ତାଙ୍କ ବଳିଦାନକୁ ଭୁଲି ପାରିବା ନାହିଁ । ମାଆ ସମସ୍ତଙ୍କ ଭାଗ୍ୟରେ ନାହିଁ, କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ମା’ର ଚେହେରା କେବେ ମଧ୍ୟ ଦେଖି ନାହାଁନ୍ତି । ମାଆ ବିଷୟରେ ଯେତେ କହିଲେ କମ୍ ହେବ।
    Mother's day କେବଳ ମା ସହିତ selfie ନେଇ social media ରେ uplod କରିବାର ଦିନ ନୁହେଁ ବରଂ Mother's day ମା ତ ତ୍ୟାଗ ଓ ବଳିଦାନର ସମ୍ମାନ ଦେବାର ଦିନ । ଯେଉଁ ମା ଆମକୁ ଜନ୍ମ ଦେଲା ଏବଂ ଆମକୁ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ କଲା ତା ପାଇଁ ଆମେ କ'ଣ କରିଛୁ ଏବଂ କ'ଣ କରିପାରିବୁ ତାହା ଚିନ୍ତା କରିବାର ଦିନ । ବୃଦ୍ଧାଅବସ୍ଥାରେ ତାକୁ ବୃଦ୍ଧାଶ୍ରମ ରେ ନା ଛାଡ଼ି ତାର ଆମେ ମାଆ ଯତ୍ନ ନେବା ଆବଶ୍ୟକ ।
    ଜୟ ଶ୍ରୀ ରାମ 🙏

  • @tapasmanna5674
    @tapasmanna5674 Před měsícem +1

    🌿আমি গানের একটিও কথা বুঝতে পারছি না, কিন্তু এটা বুঝতে পারছি যে গানটির সমস্ত কথাই খুব সুন্দর, সুর খুবই সুন্দর, যা এক ভাবে মন দিয়ে শুনলে চোখে জল আসবেই....😢😢😢
    এই গানটির গীতিকার সুরকার কে জানি না, তাঁহাদের কাছে আমার শত কুর্নিশ এবং গভীরভাবে অনুরোধ এই গানটি বাংলাতে রূপান্তরিত করার জন্য 🙏🙏🙏

  • @comradehelptocrack8557
    @comradehelptocrack8557 Před rokem +219

    ଭଗବାନ ଦୁନିଆ ରେ ସବୁ ମା ଙ୍କୁ ଖୁସି ରେ ରଖନ୍ତୁ🙏 ମା ....... ❤️ No word to describe about maa 😍

  • @SIPUN_08
    @SIPUN_08 Před rokem +2655

    ଯିଏ ନିଜ ମାଙ୍କୁ ବହୁତ୍ ଭଲ ପାଉଥିବ ଆଉ ଆଜି ତାଙ୍କ ମାଆ ତାଙ୍କ ପାଖରେ ନାଇ ସେମାନେ ହିଁ ଆଜି ଏହି ଗୀତ ଶୁଣି ବହୁତ ମନ ଦୁଃଖ କରୁଥିବେ Jay Jagannath 🙏

  • @santidigal1798
    @santidigal1798 Před 16 dny

    Woow God bless you human Sagar ...Prabhu tamaku 1000 barsa ayush diontu odisa pain.......

  • @PriyankaSahoo-qf3xm
    @PriyankaSahoo-qf3xm Před 2 dny

    Ma sabda duniya re sabutharu madhura ❤❤❤❤😊😊😊 jaha nka pakhare ma nahi se sabuthu unlucky person 😢😢😢 l love you ma

  • @GKChallenge-yr1rc
    @GKChallenge-yr1rc Před 10 měsíci +35

    'ମାଁ' ଶବ୍ଦ ର କୌଣସି ବିକଳ୍ପ ନାହିଁ ❤

  • @RajendraNaik-cm1oy
    @RajendraNaik-cm1oy Před rokem +145

    ଭାଇ କନ୍ଦେଇ ଦେଲ l ବଢିଆ ଗୀତ ବନେଇଛ ଭାଇ l ହ୍ୟୁମାନ ସାଗର ଭାଇ ଏ ଭଳିଆ ଗୀତ ଗାଇଲେ ଶୁଣିବାକୁ ଭଲ ଲାଗୁଛି l ଭାଇ ଆଗକୁ ଆଉ ଭଲ ଗୀତ ବାନାଅ l ସମସ୍ତଙ୍କ ମା' ଭଲରେ ରୁହନ୍ତୁ l

  • @user-fo2kg5xx7m
    @user-fo2kg5xx7m Před 2 měsíci +2

    Jahars msa nai sie eai song sunile ta eye ru luha asijiba 😢😢munbi janiparuchi 😢😢miss you lo bou ❤❤

    • @user-fo2kg5xx7m
      @user-fo2kg5xx7m Před 2 měsíci +1

      Mariba paii aneka bata achi but jannma paii gotie hi bata achi sie heuchi amaa maaa ❤❤👍👍bhala lagila jadi like karantu

  • @SitaMalik-lg9xp
    @SitaMalik-lg9xp Před 11 dny

    ମା ଏମିତି ଗୋଟେ ଶବ୍ଦ ଥରେ ଡାକି ଦେଲେ ଅଶୁଭ କାମ ବି ଶୁଭହେଇଯାଏ I love you bou❤️❤️❤️I miss you 😭😔

  • @Sonusibani143
    @Sonusibani143 Před 5 měsíci +47

    ମାଆ ପରି ଶବ୍ଦ ଦୁନିଆ ରେ କିଛି ବି ନାହିଁ...love❤❤❤ you maa..🙏🙏🙏🙏.

    • @user-zs3ny9cy4n
      @user-zs3ny9cy4n Před 4 měsíci

      A

    • @user-zs3ny9cy4n
      @user-zs3ny9cy4n Před 4 měsíci

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤a❤❤❤❤❤❤❤❤m😂😂😂😂😂😂😂😂😂😂😂😂😂😂😂😂😂😂😂 2:32

    • @user-zs3ny9cy4n
      @user-zs3ny9cy4n Před 4 měsíci

      ❤❤❤❤❤❤❤❤❤❤❤❤❤❤❤❤❤❤mmmm😂😂😂😂😂😂😂😂😂😂😂😂😂😂😂😂ammm 3:09

    • @user-zs3ny9cy4n
      @user-zs3ny9cy4n Před 4 měsíci

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂😂😂😂😂😂😂😂mmmm 3:36

  • @gobindahansdah9827
    @gobindahansdah9827 Před 5 měsíci +54

    ସତ ରେ ଏ ଗୀତ ସୁଣି ମୋ ଆଖି ରୁ ଲୁହ ଝରି ଗଲା😢😭😢😢😢

  • @user-pz3rp4hi4r
    @user-pz3rp4hi4r Před měsícem +1

    Dunia ka sabse bada youdha maa he❤❤❤❤❤❤

  • @somanathkayastha6995
    @somanathkayastha6995 Před 2 měsíci +2

    1:04 this line & music most heart touching ❤

  • @smile_queen_sriya_182
    @smile_queen_sriya_182 Před 11 měsíci +37

    Bhagwan Dunia ra sabu maa nku khusi re rakhantu love you so much maa❤️

  • @pradhanpriyadatta041-cy2me
    @pradhanpriyadatta041-cy2me Před rokem +383

    ❤ u maa
    every year.......
    every month......
    every week.......
    every day........
    every time.......
    every hour ......
    every minute.......
    every second.......
    every moment......

  • @SHOCKING_FACTS_OFFCIAI
    @SHOCKING_FACTS_OFFCIAI Před 41 minutou

    ମୁଁ ଗେଟେ କଥା ଭାବି ବହୁତ କାନ୍ଦୁଛି କି ମା ବାପା ଗଲା ପରେ ମୁଁ କେମିତି ବଂଚିବି 🥺🥺🥺🥺🥺🥹🥹🥹😭😭😭😭😭😭😭😭😭 ମୁଁ ପ୍ରଥମ ଥର ଏ ଗିତକୁ ଫୁଲ ସୁଣୁଛି ❤❤

  • @parasnayak3754
    @parasnayak3754 Před 2 měsíci

    Baapre baap mai aaj sun raha hun itnaaaaaa behtarin song I was crying ❤❤❤❤❤❤❤❤

  • @prasantakumar5434
    @prasantakumar5434 Před rokem +2643

    ଯାହାର ମା ନାହିଁ ସେହି ଏଈ ଗିତ ଶୁଣିଲେ ତା ଆଖିରୁ ଲୁହ ଆସିଯିବ ... 😭😭😭😭😭😭😭miss you loo bou😭😭😭😭😭😭

  • @sahoosmrutiranjan5408
    @sahoosmrutiranjan5408 Před 9 měsíci +95

    Love you bapa maa ❤🙏

  • @sibumohanta2093
    @sibumohanta2093 Před 3 měsíci +1

    Maa is the emotion ❤ love u maaaa😘😘😘😘😘😘

  • @rachanamalik8891
    @rachanamalik8891 Před 24 dny

    I love you maa ❤ mo ayush tate lagi jau maa sabu bele khusi re raha ma dhana mate au kichhi darkar nai ❤

  • @user-ds7jr8iy3e
    @user-ds7jr8iy3e Před 6 měsíci +29

    ଦୁନିଆରେ ସବୁଠାରୁ ବଡ଼ ହେଉଛି ମା❤❤ ଯିଏ ଆମକୁ ସବୁ କଷ୍ଟ ସହି ଏତେ ବଡ କରିଛି ❤❤ଏ ଦୁନିଆରେ ସବୁଠାରୁ ଶୁଦ୍ଧ ଶବ୍ଦ ମା ❤❤ଥରେ ଡାକି ଦେଲେ ଆତ୍ମା ଶାନ୍ତି ହୋଇଯାଏ ❤❤. I love you maa❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @sunilvlogs9167
    @sunilvlogs9167 Před 6 měsíci +30

    Ate Dina pare gote maaa upare gita suniki bahut khusi lagila ❤❤❤❤

  • @user-du5no6ly1n
    @user-du5no6ly1n Před 25 dny +1

    ସ୍ଵର୍ଗ ଠାରୁ ଅଧିକ ବନ୍ଦନୀୟ

  • @priyankapriyadarshinisahoo9242

    Ryt besi ma ktha mana paduchi avoid karibaku chahnuchi e song bt na suni rahi b paruni song sunile akhi ru luha automatically asuchi 😭😭😭😭😭

  • @Positivegirlahalya7736
    @Positivegirlahalya7736 Před rokem +13

    'ମା ' ଗୋଟେ ଏମିତି ଶବ୍ଦ ଯାହା ବିଷୟରେ ଯେତେ କହିଲେ ବି କମ୍ ପଡି ଯିବ ❤ .... 💖🥰 love you maa ......

  • @gangagujiri5996
    @gangagujiri5996 Před rokem +47

    Bhagwan sabu maa nku khushi re rakhantu 🥰❤️😢🙏🏻🙏🏻🙏🏻

    • @dileshepili4212
      @dileshepili4212 Před 10 měsíci +2

      Saaatare ki ❤
      Haaau tomee kahiloo Abbee samastee Rakhibee 🥰🥰🥰🥰

  • @Saudamini780
    @Saudamini780 Před měsícem

    Mo mummy jane cancer patients.... Janiparuni kemiti taku khusi rakhibi.... Jhia hisabre jetiki paribi mu ta pain karibi..... More asa mo mummy bhala hiijiba❤❤❤❤❤

  • @ritubag3202
    @ritubag3202 Před 3 měsíci

    Ma Tharu kehi besi bhall paanti ni maa jaga khei dei pari benii love uhu maa❤

  • @javawidhitesh
    @javawidhitesh Před 7 měsíci +41

    No words to saying about this Song.Mother is precious Gift From God.Love U Maa❤

  • @Helpfulideas1234
    @Helpfulideas1234 Před rokem +86

    Two drops of tears came out of my eyes after watching this video 😭 ..God bless all the mothers of the world 🌍 always...🙌🙌

  • @SHOCKING_FACTS_OFFCIAI
    @SHOCKING_FACTS_OFFCIAI Před 3 minutami

    ଆଜି ଏ ଗିତ ମୁଁ ବାରମ୍ବାର ସୁଣୁଛି

  • @babulinaik9811
    @babulinaik9811 Před 20 dny

    Maa pari kehibi hebeni maa ama maa....ae video dekhi akhire luha chaliasila..😢😢😢🙏🙏🙏