Jana Adalat Live || କୋରେଇରେ ବବିଙ୍କ କା' || 25 May 2024 || Argus News Live

Sdílet
Vložit
  • čas přidán 24. 05. 2024
  • Jana Adalat Live || କୋରେଇରେ ବବିଙ୍କ କା' || 25 May 2024 || Argus News Live
    #ArgusNews #JanaAdalat #BJD #publicopinion #NoDevelopment #jajpur #OdishaNews #durgashish #AkashDasNayak #PranabPrakashDas #BanditaParida #SarmisthaSethi #OdishaPolitics #JajpurPolitics #Koreirajniti #Korei #Jajpur
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 491

  • @BJDchor
    @BJDchor Před 2 měsíci +43

    ପ୍ରମିଳା ମଲ୍ଲିକ ଡାଲି ଚୋରଣି ବବି ଦାସଖଣି ଚୋରା। ଏ 2 ଜଣ ଯାଜପୁର ରେ ଆଉ BJD ପାଟିରେ କଳଙ୍କ। ପ୍ରମିଳା ମଲ୍ଲିକ ଗୁଣ୍ଡା ଗର୍ଦୀ ପଇସା ବାଣ୍ଟିବା ଆଉ କୋଟି କୋଟି ମାରିକି ଖାଇବା , ଏ ଓଡ଼ିଆ ମାନେ କୁକୁର ଭଳିଆ ପାଣ୍ଡିଆ ପାଦ ଚା ଟୁଛନ୍ତି,

    • @Odiaclasic
      @Odiaclasic Před 2 měsíci

      ପ୍ରଣବ ବଳସମନ୍ତରାୟ ପାହାଡ଼ ଚୋର କହିଲେ ନାହିଁ ଯେ

    • @pranayakumardas6080
      @pranayakumardas6080 Před 2 měsíci

      ତମର ଦମ ଅଛି ହଟାଇକି ଦେଖାଓ

    • @BJDchor
      @BJDchor Před 2 měsíci

      ତମ ଭଳିଆ ପୋଷା କୁକୁର BJD ପlଳିଛି ଯାହା ଗୁଣ୍ଡା ଗର୍ଦୀ ମାଡ଼ ପିଟି । ଆଉ 500 ଟଙ୍କା ମୁଣ୍ଡ ବିକା, ଆଉ ସାଧର ଲୋକଙ୍କୁ ଭୋଟ ପାଇଁ ଜବର୍ ଦସ୍ତ। କେବଳ ନିଜ ସ୍ବାର୍ଥ ପାଇଁ ସମାଜ ପାଇଁ ନୁହେଁ।। କେଇଟା କୁକୁର BJD ପଇସା ରେ ଚଲୁଛ। ଯଦି BJD ହାରି ଯିବ ତମ ଭାତ ହାଣ୍ଡି ବନ୍ଦ ହେଇ ଯିବ। ନିଜକୁ ସୁଧାରି ନିଅ। ଗୀତରେ ଅଛି ବାଳ ଥବଜେ ଖାଇବ ସୁନୁ ପାଫୁଡ଼ି। ନବୀନ ଥବ ଯେ ଆଉ ପାଇବ ମଦ ମାଉସ 👆🍗🍗🍖🥃🥃🥃🥃

    • @Sabyasachi_94
      @Sabyasachi_94 Před 2 měsíci +1

      ତୁ ବି ସେଇ ମେଣ୍ଢା ଙ୍କ ଭିତରୁ ଜଣେ

    • @BJDchor
      @BJDchor Před 2 měsíci

      Mu nuhe tu ...kukur

  • @baikunthabehera3971
    @baikunthabehera3971 Před 2 měsíci +85

    ଅର୍ଗୁସ ଏକ ପ୍ରିୟ ଚାନେଲ ❤️🌹 ଜୁହାର ଅଲ ଷ୍ଟାଫ

  • @pradoshranjanmohanty2986
    @pradoshranjanmohanty2986 Před 2 měsíci +13

    ଜାଗ୍ରତ ହୁଅ ଓଡ଼ିଶା ବାସୀ

  • @omsainetworkmotivationalst4590
    @omsainetworkmotivationalst4590 Před 2 měsíci +44

    କୋରେଇ ରେ ଏଥର ଆକାଶ💥

  • @sethyprasanta4491
    @sethyprasanta4491 Před 2 měsíci +34

    Bjp ku vote jitantu

  • @stylishmaahi
    @stylishmaahi Před 2 měsíci +22

    🍭ଏମିତି କିଛି ପାଣ୍ଡୁ ଚଟା କ୍ରୀତଦାସ ଙ୍କ ପାଇଁ ଆମ ଓଡିଶା ର ଏମିତି ଅବସ୍ଥା

    • @Sabyasachi_94
      @Sabyasachi_94 Před 2 měsíci

      ତୁ ବି ତାଙ୍କରି ଭିତରୁ ଜଣେ

    • @Papureaction490
      @Papureaction490 Před 2 měsíci +1

      କିଛି କୀଟଦାସ ବିଜେପି ରେ ଅଛନ୍ତି ବିଜେପି ପାଦ ଚାଟୁଛନ୍ତି ସେଥିପାଇଁ ବିଜେପି ର ଗାଉଛନ୍ତି ଧିକ 😢ତମ ଜୀବନ

    • @GuruCharanRout-lu7ch
      @GuruCharanRout-lu7ch Před 2 měsíci

      Pandu. Pela
      Chata kichhi achhanti

    • @Papureaction490
      @Papureaction490 Před 2 měsíci

      @@GuruCharanRout-lu7ch ତୁ ଶଳା ବିଜେପି ଗାଣ୍ଡି ଧୋଉଛୁ ସେଥିପାଇଁ ବିଜେପି ବିଜେପି ହଉଛୁ ବୁଝିଲୁ

  • @radheradhe515
    @radheradhe515 Před 2 měsíci +50

    Jajpur only BJP yes 🎉🎉🎉🎉🎉

  • @mrsanjib8269
    @mrsanjib8269 Před 2 měsíci +18

    ମୋ ଅନୁରୋଧ ରଖିଲ ଦୂର୍ଗଶି ଭାଇ ଧନ୍ୟବାଦ୍ 🙏

    • @user-js3ud1ku9w
      @user-js3ud1ku9w Před 2 měsíci

      ପ୍ରଥମେ କଥା ପାଣ୍ଡିଆ କୁ ହଟାଯାଉ କାରଣ ଓଡ଼ିଶାରେ ଓଡ଼ିଶାର ପୂଅ ରାଜନୀତି କରିବାକୁ ଜୋଗ୍ୟ ନାହାନ୍ତି କି କ'ଣ ପାଇଁ ତାମିଲନାଡୁ ରୁ ଆସି ଓଡ଼ିଶା ସାସନ ଅରିବ ଏଥିପାଇଁ ନବୀନ ସହିତ ପାଣ୍ଡିଆ କୁ ହଟାଯାଉ ଦୟାକରି ଏଥର ମୋଦିଙ୍କୁ ଅଣାଯାଇ ନବୀନ ସହିତ ପାଣ୍ଡିଆ କୁ ହଟାଯାଉ

  • @jchoudhury274
    @jchoudhury274 Před 2 měsíci +13

    Odisha ରେ ସରକାର ପରିବର୍ତନ ନିହାତି ଆବଶ୍ୟକ 24 ବର୍ଷ ବହୁତ୍ ହେଇ ଗଲା ଜୟ ଜଗନ୍ନାଥ

  • @99Boss328
    @99Boss328 Před 2 měsíci +61

    ପ୍ରବଳ ଭୟ
    ଭୟ ନାହିଁ ଯଦି ତାଙ୍କ ମାଆ ଙ୍କୁ କାହିଁକି ଦେଲେ ।

  • @niharmohanty4288
    @niharmohanty4288 Před 2 měsíci +18

    Jay Jay Shree Ram

  • @anirudhamishra9717
    @anirudhamishra9717 Před 2 měsíci +9

    Korei re only Akash bhai ❤

  • @SunilMishra-rw1wi
    @SunilMishra-rw1wi Před 2 měsíci +71

    ଦୁର୍ଗାଶିଷ ବାବୁ ବିଜେଡି ର ଫାଟି ଯିବ ଏ ସବୁ ଶୁଣି କରି ଆପଣ କମେଣ୍ଟ ପଢନ୍ତୁ ଦେଖିବେ କେମିତି କମେଣ୍ଟ କରୁଛନ୍ତି

  • @Pkthatoi1245
    @Pkthatoi1245 Před 2 měsíci +28

    Odisha bashi vote for BJP

  • @saratmishra7100
    @saratmishra7100 Před 2 měsíci +12

    Jay Shriram

  • @dalapatinayak573
    @dalapatinayak573 Před 2 měsíci +19

    Yes sir good Argus news ❤❤❤❤

  • @bijaylaxmipanda6402
    @bijaylaxmipanda6402 Před 2 měsíci +11

    Argus news best news....... thanks durgasis babu

  • @gurucharanbarik7817
    @gurucharanbarik7817 Před 2 měsíci +55

    ଶୀତଳ ଭଣ୍ଡାର ବଦଳରେ, ଉଷ୍ନ (ମଦ) ଭଣ୍ଡାର ହୋଇଛି. 😂😂😂

  • @gobindakishan2922
    @gobindakishan2922 Před 2 měsíci +7

    ଜନ ଅଦାଲତ ରୁ ଜଣା ପଡୁଛି bjp win କରିବା

  • @santoshbarik1143
    @santoshbarik1143 Před 2 měsíci +46

    ଏମାନଙ୍କର ଶେଷ ସମୟ ଆସିଯାଇଛି

  • @roshnisdreamdrawingtech.9835
    @roshnisdreamdrawingtech.9835 Před 2 měsíci +26

    ଯଦି ବବି ବାବୁ ସମ୍ବଲପୁର କୁ ଏତେ ଭଲପାଉଛନ୍ତି ଏବେ ଯାଜପୁର ନ ଆସି ଜୁନ 01 ପର୍ଯ୍ୟନ୍ତ ସମ୍ବଲପୁର ବାସୀଙ୍କ ସହ ରୁହନ୍ତୁ, ଦେଖାଯିବ ସମ୍ବଲପୁର ବାସୀଙ୍କ ପ୍ରତି କେତେ ଭଲପାଇବା |

    • @sanatkumarsahoo3223
      @sanatkumarsahoo3223 Před 2 měsíci +4

      Point ☝️

    • @kumaramitmohanty96
      @kumaramitmohanty96 Před 2 měsíci +1

      🔥

    • @Soumya_Mishra3883
      @Soumya_Mishra3883 Před 2 měsíci +1

      Dharma bls re asiki rally kn paini karuchi

    • @Sabyasachi_94
      @Sabyasachi_94 Před 2 měsíci

      ସଂଗଠନ ସଂପାଦକ, ସାରା ଓଡିଶାର ଦାୟିତ୍ୱ ରେ। ସବୁ ଜାଗାକୁ ନଗଲେ ନହବ।

    • @Papureaction490
      @Papureaction490 Před 2 měsíci

      ସମ୍ବଲପୁରରେ ଭଲ କାମ କରିଛନ୍ତି ବବି ଭାଇ

  • @amulyakumardas3
    @amulyakumardas3 Před 2 měsíci +12

    Plese. B j d. Hataow

  • @prasantkumardash879
    @prasantkumardash879 Před 2 měsíci +15

    Please don't vote BJD.🙏

  • @SabitaRani-ef7ow
    @SabitaRani-ef7ow Před 2 měsíci +40

    Argus news No1 news

  • @alekhachandra6982
    @alekhachandra6982 Před 2 měsíci +7

    ନିଜ ସ୍ୱାର୍ଥ ପାଇଁ ମା ଙ୍କୁ ବଳି.

  • @radheradhe515
    @radheradhe515 Před 2 měsíci +13

    Only BJP yes 🎉🎉🎉🎉

  • @brajeswarisingh909
    @brajeswarisingh909 Před 2 měsíci +3

    ଯେଉଁ ଲୋକ ସବୁବେଳେ ଲୋକଙ୍କ ସହିତ ଅଛନ୍ତି, ସୁଖ ଦୁଃଖର ସାଥି, ସେହି ଲୋକଙ୍କୁ ଭୋଟ ଦିଅନ୍ତୁ 🙏

  • @bharatbhusansamal9126
    @bharatbhusansamal9126 Před 2 měsíci +6

    Odisha re BJP sarkar haba bahut jaruri

  • @prafulasingh2267
    @prafulasingh2267 Před 2 měsíci +9

    ଆଜ୍ଞା ଏଇଯେଉଁ ଜନଅଦାଲତ ହେଉଛି ଏହାର ସ୍ବର ବା ଲୋକଙ୍କ କଥା ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖରେ ପହଞ୍ଚୁଛି ତ ? ନବୀନ ବାବୁ ଶୁଣିପାରୁଛନ୍ତି ତ?

    • @Odiaclasic
      @Odiaclasic Před 2 měsíci +2

      ଭାଇ ଆମ ମୁଖ୍ୟମନ୍ତ୍ରୀ ଜାଣିନଥିବେ ଏଭଳି ଗୋଟେ ଚାନେଲ ଅଛି ବୋଲି

    • @alokkumarsahu4561
      @alokkumarsahu4561 Před 2 měsíci

      ହଁ ବା ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝନ୍ତିନି କିନ୍ତୁ କେ଼ଇ ବର୍ଷ ହେଲା ତାମିଲ ବୁଝୁଛନ୍ତି। ଆଉ କିଛି ଆବଶ୍ୟକତା ନାହିଁ ତାଙ୍କ ପାଖରେ ପହଞ୍ଚାଇବାର ଲୋକ ବୁଝିଗଲେ ଜାଣି ଗଲେ ହେଲା। channel ଅଛି ନା ନାହିଁ ଓଡ଼ିଶା ବାସୀ ଜାଣୁଛନ୍ତି

    • @BJDchor
      @BJDchor Před 2 měsíci +1

      ସେ ବାଳ ଶୁଣିବା ତl କାନରେ ପାଣ୍ଡିଆ ବାଣ୍ଡ୍ ହନି ଦେଇଛି ତାକୁ କଣ ସୁବିବ । ଯିଏ ଓଡ଼ିଆ କହି ଜାଣିନି ଲେଖି ଜାଣିନି । ସେ କି ମୁଖ୍ୟ ମନ୍ତ୍ରୀ। ପାଣ୍ଡିଆ ହଉଛି ମୁଖ୍ୟ ମନ୍ତ୍ରୀ।ସେ ଗୋଟେ ରୋବଟ ତା ର ରୀମୋଟ ପାଣ୍ଡିଆ।

  • @Pkthatoi1245
    @Pkthatoi1245 Před 2 měsíci +21

    Odisha bashi jago change bjd Tamil Sarkar vote for BJP

  • @kumaramitmohanty96
    @kumaramitmohanty96 Před 2 měsíci +4

    ଗେଣ୍ଡୁ ଫୁଲ ଆଦିକି ପଶ୍ଚିମବଙ୍ଗ ରୁ ଆସୁଛି

  • @tusarkantirout3954
    @tusarkantirout3954 Před 2 měsíci +2

    Akash remain 5year as a MLA from Korei what you developed in korei . Now you are doing fragmented politics in Jajpur district. What Bobby Das has done for Jajpur town . Its really a pride matter of Jajpur district. Starting from Health, Education and Sports infrastructure we really feel proud for it . I am from Bhadrak, But I love the development in Jajpur district and specially leadership of Bobby das.........

  • @biplabamallick533
    @biplabamallick533 Před 2 měsíci +4

    ଜଗତସିଂହପୁର ଆସନ୍ତୁ

  • @abhayamohanty9300
    @abhayamohanty9300 Před 2 měsíci +3

    Badhia Laguchhi.Beautiful Point.👍👍

  • @sethyprasanta4491
    @sethyprasanta4491 Před 2 měsíci +6

    Thank you korei basi

  • @kumaramitmohanty96
    @kumaramitmohanty96 Před 2 měsíci +3

    #ଓଡ଼ିଶାରେପରିବର୍ତ୍ତନ

  • @lokanathbishoyi7456
    @lokanathbishoyi7456 Před 2 měsíci +7

    DURGA. SIS. BABU. BJD RA GUMARA. PADAREPADUCHI. ANU. VERY. VARY. GOOD❤❤❤

  • @amulyakumardas3
    @amulyakumardas3 Před 2 měsíci +4

    Verry good programe

  • @manoranjsahoo9197
    @manoranjsahoo9197 Před 2 měsíci +2

    Jai 🙏 jai 🙏 sri 🙏 ram 🙏
    Jai 🙏 sri 🙏 ram 🙏

  • @kumaramitmohanty96
    @kumaramitmohanty96 Před 2 měsíci +3

    #ଜୋତାବିଜିତିବ ମନେ ରଖିଥାଅ

  • @gunanidhinaik3699
    @gunanidhinaik3699 Před 2 měsíci

    ଜୟ ଶ୍ରୀରାମ

  • @satyajitswain1587
    @satyajitswain1587 Před 2 měsíci +20

    ବନ୍ୟା ପାଣି କେବେ କୋରେଇ ଲୋକ ଦେଖିନାହାନ୍ତି

  • @bikashpradhan9112
    @bikashpradhan9112 Před 2 měsíci +3

    E argus channel ra journalists bahut support karuchi BJP ku.

  • @bibhutirout767
    @bibhutirout767 Před 2 měsíci +2

    Bjp win odisha

  • @Odiaclasic
    @Odiaclasic Před 2 měsíci +2

    Anchor ମହୋଦୟ ଜଣକ ସଠିକ ପରିଚାଳନା କରୁଛନ୍ତି

  • @debasishmohanty2735
    @debasishmohanty2735 Před 2 měsíci +2

    Korei loka Reddy ❤

  • @mahendramahanta2273
    @mahendramahanta2273 Před 2 měsíci +2

    Sir Jay jagannath Swami mahaprabhu.amane sabu jail jibe

  • @gokulchandra9249
    @gokulchandra9249 Před 2 měsíci

    Thanks news channel. Jay jagannath

  • @user-pn4rw2th8t
    @user-pn4rw2th8t Před 2 měsíci +5

    Argus news super beautiful Jay BJD

  • @CuteNice-pz7ww
    @CuteNice-pz7ww Před 2 měsíci +9

    Gora vai BJD hatao

    • @satyajitswain1587
      @satyajitswain1587 Před 2 měsíci

      ବିଜେପି ହଟାଓ 👍ଜୟ ନବୀନ

    • @user-fs6xw9yu6k
      @user-fs6xw9yu6k Před 2 měsíci

      କିଏ ଲୋ ପାଣ୍ଡୁ ର ହାରାମି ପୁଅ😊😊😊😊​@@satyajitswain1587

  • @brundabangouda3592
    @brundabangouda3592 Před 2 měsíci +1

    🇮🇳🙏🌹🙏🏿🌹🙏🏽🇮🇳Jana 🙏🙏🏿Adalat 🙏🏿🙏🏽Ra🙏🏿🙏🏽 Karma 🙏🏿🙏🏽Karta 🙏🏿🙏🏽Nku Mor🙏🏿🙏🙏🏿🙏🏽🙏🏿🙏🏽🌹🙏🇮🇳

  • @reetiksamartha-qw6oo
    @reetiksamartha-qw6oo Před 2 měsíci +2

    Argus news bjd ra ___fateidela re.. Dhanyavad durgasish bhai❤️

  • @kamallochannayak9660
    @kamallochannayak9660 Před 2 měsíci

    Jago Odisha Jago

  • @anjanabhuyan408
    @anjanabhuyan408 Před 2 měsíci +1

    JAY JAGANNATH 👌 🤙 🙏

  • @imsuryakantasethy
    @imsuryakantasethy Před 2 měsíci +1

    Vote for JOB
    Vote for EDUCATION
    Vote for DEMOCRACY

  • @Ashutosh9339
    @Ashutosh9339 Před 2 měsíci +2

    BOBBY ଏଥର ମୁଳରୁ ଯିବ

  • @tilottamapradhan6191
    @tilottamapradhan6191 Před 2 měsíci +1

    Congress party zindabad

  • @99Boss328
    @99Boss328 Před 2 měsíci +3

    Argus anchor u r great

  • @MondharBhatra
    @MondharBhatra Před 2 měsíci +2

    ବିଜେପିଜିତିଭ

  • @debasishsahoo4214
    @debasishsahoo4214 Před 2 měsíci +1

    Jay Congress...bandita parida jitibe

  • @balrambehera5159
    @balrambehera5159 Před 2 měsíci +1

    ଲୋକ ସଚେତନ ହୁଅନ୍ତୁ 25yr sarkar paribartan karantu ନୂଆ ମୁଖ୍ୟମନ୍ତ୍ରୀ ଚୟନ କରନ୍ତୁ

  • @user-cv1ot3gj5v
    @user-cv1ot3gj5v Před 2 měsíci +2

    The Lord is seeing everything. Oh God plz save Odisha...

  • @ParfulKumar-xh9mw
    @ParfulKumar-xh9mw Před 2 měsíci +1

    Durga sis babu aapko 100 salam very good me to odia nahi hnu but aapka patrakareta ko bahot bahot salam

  • @harekrishnamajhi4326
    @harekrishnamajhi4326 Před 2 měsíci +1

    favourite chhanel is a argus news chhanel

  • @youcreators
    @youcreators Před 2 měsíci +1

    BJD ହଟାଅ Odisha ବଞ୍ଚାଅ

  • @Sudamsika-kp7zw
    @Sudamsika-kp7zw Před 2 měsíci

    👍Argus news

  • @PurusottamGuru
    @PurusottamGuru Před 2 měsíci +1

    ସମସ୍ତ ଙ୍କୁ ଏକା ସାଙ୍ଗରେ କେମିତି ପ୍ରଶ୍ନ ପଚାରିବା ସବୁ ହୋ ହଲା ହେଉଛନ୍ତି,,ଯାହା ଭଲ ଲାଗୁନି ,ମୁ ବହୁତ ଦେଖୁଚି news aajatka abp ,India TV ବଡ ବଡ news channel

  • @as_creation_810
    @as_creation_810 Před 2 měsíci

    କୋରେଇ ମାଟି ଗୋଟେ ଭଲ ନେତା କୁ ଆଗକୁ ଦିଅ 🙏🏼ସେ ଯେକୌଣସି ଦଳ ହଉଚି କି ନାଇଁ ମତା ମତ ଆପଣଙ୍କ ହାତରେ 🙏🏼

  • @sarojinimallick6075
    @sarojinimallick6075 Před 29 dny

    ଯାଯପୁର କୁ ସବୁ ରୁଟିନେଲନି ନେତା ମନ୍ତ୍ରୀ ବାକି ଯାଯପୁର ସାଧାରଣ ଲୋକମାନେ ଦୁଃଖ କଷ୍ଟ ଯନ୍ତ୍ରଣା ନିଜର ଜୀବନ କଟାଉଛନ୍ତି, ବାକି ଗରିବଲୋକମାନଙ୍କୁ ଆଉ ମୂର୍ଖ ଲୋକ, ଗାଁ ଗହଳି ଲୋକ ମାନେ ଯାନିପାରୁନାହାନ୍ତି, ସେଥିପାଇଁ ସେମାନେ Bjd ସପର୍ଟ କରୁଛନ୍ତି, ଯାଯପୁର ଯେତେ ଖଣି ଆଉ କର କରଖାନା ଅଛି ଆଉ କୋଉ ଦେଶ ବା ରାଜ୍ଯ ନଥିବ, କିନ୍ତୁ ଯାଯପୁର ର ସାଧାରଣ ଲୋକ ଆଜି ଖାଇବାକୁ ପାଉ ନାହାନ୍ତି

  • @KapilPati-li1yu
    @KapilPati-li1yu Před 2 měsíci

    Right durgasish bhai

  • @stylishmaahi
    @stylishmaahi Před 2 měsíci +3

    କିଛି ପାଣ୍ଡୁର କ୍ରୀତଦାସ ବି ଅଛନ୍ତି ଏ ସଭାରେ ମୁଣ୍ଡ ବିକା

  • @user-us3fp9kj7z
    @user-us3fp9kj7z Před 2 měsíci

    Neweser bhai nku dhanya Bad

  • @ashutoshsahu9324
    @ashutoshsahu9324 Před 2 měsíci +1

    Really Argus best channel now days Korei sure Loka athara paribartan karibe bjp r sath Debe

  • @AlokBharati-lh2ii
    @AlokBharati-lh2ii Před 2 měsíci +1

    ଜୟ କଂଗ୍ରେସ

  • @akshayakumarnayak8275
    @akshayakumarnayak8275 Před 2 měsíci +2

    JIEA PANDIAN KRITADAS SE KAAN SAMBALPUR BA KOREI RA BIKAS KARIBE. SETA TRAFIC OH STAGE SAGAIBARE DINAGIBA................

  • @manojkumarnayak5545
    @manojkumarnayak5545 Před 2 měsíci

    Argus news everytime satya dekhaye.No 1 news channel

  • @chandannayak6806
    @chandannayak6806 Před 2 měsíci

    Argus news satyataa ra pratika👏frm sbp

  • @sailabalaparida837
    @sailabalaparida837 Před 2 měsíci

    Thank you Argus news

  • @GaneshPanigrahi-xu7vr
    @GaneshPanigrahi-xu7vr Před 2 měsíci

    କୋରେଇବାସୀଙ୍କର ଯଦି ସାମାନ୍ୟତ୍ତମ ନିଜତ୍ୱ, ଚରିତ୍ର ଗଠନ ଓ ସ୍ୱାଭିମାନ ଥାଏ ତେବେ କେବେ ବି ସନ୍ଧ୍ୟାରାଣୀ ଯିଏ କି ମାତୃଭାଷା ଓ ମାତୃଭୂମିକୁ ଦଳି ଚକଟି ଧରାଶାୟୀ କରିବାରେ ଗୋଲାମଗିରୀର ସୀମା ଅତିକ୍ରମ କରି ଆସିଥିବା କ୍ରୀତଦାସର ଦାସତ୍ୱ ବବି ଦାସର ମାଆକୁ ସାଧାରଣ ନିର୍ବାଚନରେ ଯଥାର୍ଥ ଜବାବ ଦେବେ...

  • @biswajitmoharana2271
    @biswajitmoharana2271 Před 2 měsíci

    କୋରେଇ ରେ କ୍ରୀତଦାସ ଙ୍କ ଟଙ୍କା କାମ କରିବନି ଏଥର ଆକାଶ

  • @kumaramitmohanty96
    @kumaramitmohanty96 Před 2 měsíci

    ଏବେ PEETHA ଯୋଜନା
    Full Form ହୋଉଛି People's Empowerment Enebling Transparency And Enhancing Accountability Odisha Initiatives
    ଏହାର ଅର୍ଥ ହେଲା ଲୋକଙ୍କ ସଶକ୍ତିକରଣ - ସ୍ୱଚ୍ଛତା ସହିତ ସକ୍ଷମ କରିବା ଏବଂ ଓଡିଶା ଉଦ୍ୟମରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା |
    ହେଲା କଣ ? ❓❓ ମୁର୍ଖ ମାଇପେ ପିଠା କରିକି ନେଇକି ଦେଖେଇ ହେଲେ 🤣🤣🤦🤦
    ଅନ୍ଧ ରାଇଜେ ଦର୍ପଣ ବିକା କଥା

  • @samarendramohanty1038
    @samarendramohanty1038 Před 2 měsíci +1

    ବବି ହଠାଓ ଓଡିଶା ବଞ୍ଚାଓ

  • @surathachandrajena9514
    @surathachandrajena9514 Před 2 měsíci

    ପାଣ୍ଡିଆନ୍ କଳାପାହାଡ଼ ଆମଦାନୀ ନେତା।
    ନବୀନ ବାବୁଙ୍କ କାନ ନାକ ପାଟି କିଛି କାମ କରୁନାହିଁ ।ଲୋକ ସିଧା କହିଲେ ।
    କୋରେଇ ବାସୀଙ୍କୁ ସରକାର ପୂର୍ଣ୍ଣ ଭାବରେ ଠକିଛନ୍ତି ।କୃଷି,ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ
    କୋରେଇ ବାସୀ ସବୁଠୁ ପଛରେ ।।
    ନବୀନ ବାବୁଙ୍କ ବୟସ ଦୃଷ୍ଟିରୁ ସେ ଅବସର ନେବା ସମୟ ।।ପାଣ୍ଡିଆନ୍ ବାବୁ ଓଡିଶାକୁ
    ମଦ ମାଂସ ମାଫିଆରେ ସଙ୍କ୍ରମିତ କରି ହରିଲୁଟ୍ କରିଚାଲିଛି ।ଆଜିର ଆଲୋଚନାରେ ଏହି ସତ୍ୟ ପ୍ରତ୍ୟକ୍ଷ ଆଲୋଚନା ହେଲା ।। ବିକାଶ ନାମରେ
    ବିନାଶ ଧାରା ବଢି ଚାଲିଛି ।ଦାଦନ ମୁଖ୍ୟ ସମସ୍ୟା ।।ଆଉ କେତେଦିନ ଏହି ଜନତା ନିଷ୍ପେସିତ ହୋଇ ରହିଵେ ??
    ତେଣୁ ପରିବର୍ତ୍ତନ ଆବଶ୍ୟକ।
    ସରକାର ବଦଳିବା ଦରକାର ।। ଧନ୍ୟବାଦ।।

  • @chinmayasahani3621
    @chinmayasahani3621 Před 2 měsíci

    ଏ ଏକ ନିରପେକ୍ଷ ଜନ ଅଦାଲତ ଭଳି ଲାଗୁନି , କେବଳ ବବି ଦାସ ବିରୋଧି ଅଦାଲତ

  • @vjtrinathvlogs7880
    @vjtrinathvlogs7880 Před 2 měsíci

    ସବୁଠାରୁ third grade MLA Ashok Bal, ଆମ ଗାଁ ବଡବିରୁଆଁ କୁ ଆସିଲେ ମାଡ଼ ଖାଇବା ଟା ସୁନିଶ୍ଚିତ

  • @suryakantamahalik3462
    @suryakantamahalik3462 Před 2 měsíci

    ମୁଁ ଦେଖୁଛି argus anchor କର କିଛି ବୁଦ୍ଧି ନାହିଁ... ଯାଜପୁର ଜିଲ୍ଲାରେ କଲେକ୍ଟର ଅଫିସ,ଜିଲ୍ଲା ମେଡିକାଲ, ମେଡିକାଲ କଲେଜ, ରହିବନି ଆଉ କଣ କୋରେଇରେ ରହିବ.... ତାହାଲେ ଯାଜପୁର କୁ ଜିଲ୍ଲା କାହିଁକି କରାଯାଇଛି.... ସବୁ ଜିଲ୍ଲାରେ ସବୁ ମୁଖ୍ୟ ସରକାରୀ ଅଫିସ ରହେ... ଏତିକି ବି ବୁଦ୍ଧି ନାହିଁ ଛି ଛି... କାହିଁକି news ଚେନେଲ ରେ ରହୁଛ କେଜାଣି...

  • @sanjibsinger2010
    @sanjibsinger2010 Před 2 měsíci

    ୨୫ ବର୍ଷ ଭିତରେ ଶିତଳ ଭଣ୍ଡାର ହୋଇ ପାରିଲାନି କିନ୍ତୁ ୩ ମାସରେ ହକି ଷ୍ଟାଡିୟମ୍ ହୋଇ ଭାଙ୍ଗି ଗଲା । ଶିତଳ ଭଣ୍ଡାର ଚାଷିଙ୍କ ପାଇଁ ପ୍ରଥମ ଜରୁରୀ ।

  • @himanshudas2067
    @himanshudas2067 Před 2 měsíci

    Bobby bhai was always king e uncle kete Paisa khaichhanti bjp aau congress ru

  • @Mr.Harimohan
    @Mr.Harimohan Před 2 měsíci

    ଦୁର୍ଗା ବାବୁ, ଯଥା ସମ୍ଭବ ଏକ ମୟୂରଭଞ୍ଜ ଜିଲ୍ଲାରେ ଏକ "ଜନ ଅଦାଲତ ସଭା" କରାଯିବ ନିମନ୍ତେ ଆପଣଙ୍କୁ ବିନୟ ଅନୁରୋଧ କରୁଛୁ 🙏।
    ଆପଣ ହେଉଛନ୍ତି ଓଡ଼ିଶାର Manish Kashyap , ଆମ ଅନୁରୋଧକୁ ରଖିବେ 🙏 ।

  • @pareshdas3147
    @pareshdas3147 Před měsícem

    Super

  • @Maasaral234
    @Maasaral234 Před 2 měsíci +3

    Sir jagasinga pur
    Blocks Raghunathpur
    Vilge BIRATKATAK please asanthu 😊

  • @bini12386
    @bini12386 Před 2 měsíci

    ଅବଶ୍ୟ କୋରେଇ କଥା କହି ହେଉନି କି ଜିତିବ ହେଲେ ଏ ରିପୋର୍ଟର ଜଣ ଙ୍କ bjp ଚେଲା ପରି ମନେ ହେଉଛି

  • @SworajMalick
    @SworajMalick Před 2 měsíci

    2024 election korei re au BJD sankha bajibani abe Padma fhutiba akash Bhai akash chuibe Jay shree Ram Jay BJP 🙏🙏🙏🙏🙏

  • @Stats_lover
    @Stats_lover Před 2 měsíci

    ଥରେ ବାସୁଦେବପୁର ନିର୍ବାଚନ ମଣ୍ଡଳ କୁ ଆସନ୍ତୁ

  • @indramanisahu4595
    @indramanisahu4595 Před 2 měsíci

    କ୍ଙଗ୍ରେସ କିଛି ବି କରିପାରେ।

  • @sarojinimallick6075
    @sarojinimallick6075 Před 29 dny

    ଆରେ ମତେ ଡାକିଥାନ୍ତି କି Bjd ଛଇ ଛଡାଇ ଦେଇଥାନ୍ତି ମୁଁ କୋରେଇ ନିବାସୀ

  • @rajakishoresahoo8534
    @rajakishoresahoo8534 Před 2 měsíci

    ଏମାନେ କଣ ନେତା, ଏମାନଙ୍କୁ କିଏ ଜାଣେ। ଏମାନଙ୍କ କାହାର ଗୁରୁତ୍ୱ ଜଣା ପଡୁନି।

  • @user-vn8yp8ey2s
    @user-vn8yp8ey2s Před 2 měsíci

    BJP win definitely korei re 🎉🎉🎉🎉❤❤❤❤❤ Bobby das sabu khai jaichi 🎉

  • @PrakashRout-dy1be
    @PrakashRout-dy1be Před 2 měsíci

    Bhai tame pura ghantila ...lord jaganath always bless you bro 🙏

  • @Odiaclasic
    @Odiaclasic Před 2 měsíci

    କୋରେଇ ଭାଗ୍ୟ hidden voter ହିଁ ସ୍ଥିର କରିବେ