Jibana Do Chhakire Ashara Alok Ep 403 17 FEB 2024

Sdílet
Vložit
  • čas přidán 5. 09. 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 403#OdishaTV #OTV

Komentáře • 347

  • @sapanshankar1338
    @sapanshankar1338 Před 6 měsíci +21

    ଧନ୍ୟବାଦ ଜଗଜୀବନ ସାର୍ ଆପଣ ବହୁତ ଭଲ ❤❤❤❤❤❤

  • @crazyyyy-cp5ih
    @crazyyyy-cp5ih Před 6 měsíci +10

    ଏ ଝିଅର ଶାଳିନତା ନାହିଁ,beautyful thinking By Judge sir

  • @Kancha_Lanka
    @Kancha_Lanka Před 6 měsíci +57

    ଏ ଝିଅକୁ ଗିହା ଅଭାବ ହେଉଛି , ଆଗ ପଛ କରିକି ପ୍ରଚୁର ପରିମାଣରେ ଗେହିଁ ଦିଅ ସବୁ ଠିକ ହେଇଯିବ

  • @user-wx6xf5ge8p
    @user-wx6xf5ge8p Před 6 měsíci +53

    ଏ ଝିଅ କଥାରୁ ଯାହା ଜଣା ପଡୁଛି ଏ ଝିଅ ମହା ବେଧେଇ (ଝିଅ ମନରେ ସିଏ ତା ସ୍ଵାମୀ ନେଇ ତା ବାପ୍ ଘରେ ରହିବ ) ଝିଅ ଚାହାଣି ଗୋଟେ ରଖିଛି
    ପୁରା ଅଲଗା ପ୍ରକାର .

  • @ratnakarmaharna3453
    @ratnakarmaharna3453 Před 6 měsíci +14

    ଅତିରିକ୍ତ ସୁନ୍ଦର ସାର୍ ମାମ

  • @rinapapul3824
    @rinapapul3824 Před 6 měsíci +76

    ଏ ଝିଅ ର କଥା ଶୁଣି. ଲାଗୁଚି ଝିଅର ପ୍ରବଳ ଦୋଷ. ଭାଉଜ ମାଆ ପରିକା.

    • @Santoshsahu-hv3ro
      @Santoshsahu-hv3ro Před 6 měsíci +5

      ଏ ଝିଅ ଓକିଲ ଯାହା କହିଛି ସେୟା କହୁଛି ..ବହୁତ ଚାଲାକ୍

    • @lovenature8849
      @lovenature8849 Před 6 měsíci +2

      Tame taa relative bodh hue😂

  • @Santoshsahu-hv3ro
    @Santoshsahu-hv3ro Před 6 měsíci +9

    ଏ ଝିଅର ପ୍ରବଳ ଦୋସ ଅଛି ଟଙ୍କା ଲୋଭି ଝିଅ Mantince ନାଁରେ ଲୁଟୁଛି ଏ ଝିଅ ବହୁତ ଚାଲାକ୍ ୟାକୁ ମୋଭଳି ପୁଅ ଠିକ୍ କରିବ ଗୋଟିଏ ପୁଅକୁ ହଇରାଣ କରୁଛି

  • @youtubeallinone9793
    @youtubeallinone9793 Před měsícem +3

    ଯୋଉ ଝିଅ ନିଜ ଗାଁଁରେ ସେଟିଙ୍ଗ ନଥିଲେ ...... କେବେ ଶାଶୂଘର ଛାଡିବା ନାହିଁ

  • @Jaga-s9d
    @Jaga-s9d Před 6 měsíci +5

    ଶାଶୁ ମା ....❤
    ବହୁତ ଭଲ ମା ଟି

  • @malisethi5688
    @malisethi5688 Před 6 měsíci +27

    ପୁଅର ମା ବହୁତ ଭଲ 🙏🙏

  • @user-ly8ke4sz5m
    @user-ly8ke4sz5m Před 5 měsíci +5

    ପରମ ଟାଉଟର ଇ ଝିଅ...... ଏମିତିକା ଝିଅ କୁ ପାଖରେ ରଖନୀ.... ପସ୍ତେଇ ହେଇକି ମୋର

  • @pramodbehera5192
    @pramodbehera5192 Před 5 měsíci +5

    ଏ ଝିଅ ର ପ୍ରବଳ ଘଇତା

  • @subratsahoo3648
    @subratsahoo3648 Před 6 měsíci +19

    ଭାଇ ମାନେ ପର ଲୋକ ପାଇକି ଭାଷା ଲେଖନି ତାକର ଘର ଭାଗିଜାଇ ଥିଲା ସେ ତାକର ଘର ଠିକ୍ ହେଲା ସେଥିରୁ କିଚି ଭାଇ ମାନେ ଖରାପ ମେସେଜ୍ ଦଉଛତି ସେହି ଘର ଆପଣ ର ହୋଇଥାତା ଆପଣକୁ ହେହା ଲେଖା ହୋଇଥିଲେ ଆପଣକୁ କେମିତି ଲଗିବ

  • @miranjalihota868
    @miranjalihota868 Před 6 měsíci +9

    ଦୁଇ ଜଣଙ୍କ ର ବହୁତ ଦୋଷ। ବିଚରା ବୁଢ଼ୀ ମରୁଛି

  • @tofannayak8144
    @tofannayak8144 Před 4 měsíci +3

    ଝିଅ ର ଜୋଇଁ ଆଡେ ଇଛା ଅଛି

  • @ghasirammurmu6544
    @ghasirammurmu6544 Před 6 měsíci +5

    ଭାଙ୍ଗି ଯାଉଥିବା ସଂସାର କୁ ଏକାଠି କରୁଥିବା ଟିମକୁ ବହୁତ୍ ବହୁତ ପ୍ରଣାମ l❤❤❤❤

  • @monalishadas317
    @monalishadas317 Před 6 měsíci +7

    ଗଞ୍ଜାମ ଜିଲ୍ଲରେ ଛତ୍ରପୁର ଝିଅଙ୍କ ପ୍ରବଳ ଗଲୁ ଦୋଷ ରହୁଛି..... ଛତ୍ରପୁର ଝିଅଙ୍କୁ ବୋହୁ କରିକି ଘରକୁ ଆଣିବ ଯାହା ହ୍ଵିସିଲ୍ ମାରି କିଳାକୁ ନିମନ୍ତ୍ରଣ କରିବା ତାହା 😂

  • @subhrajyoti7809
    @subhrajyoti7809 Před 6 měsíci +56

    ପୁରୁଷ କମିଶନ ହେବ ଶୀଘ୍ର

  • @Kalpana.239
    @Kalpana.239 Před 6 měsíci +4

    Mother always mother great mother in law

  • @rajeshbehera1084
    @rajeshbehera1084 Před 4 měsíci +4

    ସବୁ ନାଟ ର ଗୋବର୍ଦ୍ଧନ ହେଇଛି ଝିଅ ର ଭିଣେଇ

  • @mamapapulovestory
    @mamapapulovestory Před 6 měsíci +15

    My favorite show ଯେଉଁଥିରେ ପରିବାରରେ ହେଇଥିବା ଭୁଲ କୁ ସୁଧାରି ହେବ

  • @sabitaprusty8035
    @sabitaprusty8035 Před měsícem +1

    ଏତିକି ଲେଖିବି ବାହାଘର ହୁଏ, ଅଗ୍ନି ସାଖି ରଖି କୂଳ ର ବୋହୂ ଶାଶୂଘରେ ନ ରହି ବପଘର ବେଶୀ ପସନ୍ଦ, ଏ କି ପ୍ରତି ଶୃତି ଛ ମାସ ବାହାଘର, ଛ ମାଛ ଶାଶୂଘର ରେ ଅଲଜ୍ଜା।. ଏ ମାନଙ୍କ ପାଇଁ ଆଇନ୍.ସପଟ୍। । ଉଦଣ୍ଡି ବୋହୂ।

  • @dfm0160
    @dfm0160 Před 6 měsíci +2

    ପୁରୁଷ ମରିବେ ଆଉ କିଛି ବାଟ ନାହିଁ

  • @subasguru
    @subasguru Před měsícem +1

    ଭାଉଜ ପେମ ବଢିଆ ସେ ଝିଅ ପର ଘ ଉତା ବଢିଆ କଣ ଚାଲିଛି ବି💏 ବା

  • @suvendubhusanajena3861

    Very nice seen

  • @jitumarndi5730
    @jitumarndi5730 Před 4 měsíci +1

    ପ୍ରମିଳା ମାଡାମ୍ ଝିଅ କୁ ବେସି ସାପଟ୍ କରୁଛି ବେସି ଟଙ୍କା ଖାଇଛି ସେ ଟଙ୍କା ଲଭି ଟା ଖାଲି ଟଙ୍କା ଖାଇକି ସଂସାର ଭାଙ୍ଗୁଛି ଏଠି ଝିଅ ର ବେଶି ଦୋଷ ଅଛି😮😮😮😮😮😮😮

  • @hemabatibisoyi4572
    @hemabatibisoyi4572 Před měsícem +1

    Nice ending

  • @k.sanjayadora9844
    @k.sanjayadora9844 Před 24 dny

    Nice episode 👏 👌 👍

  • @BijayaMalik-ck8zz
    @BijayaMalik-ck8zz Před 6 měsíci +3

    ଅଝିଆର ପୁରଦୋଷ କାହିଁକି ତାକୁ ପଇସା ଦେଇ ଥାତେ ଝିଅ ମିଚ କୋଉଚି

  • @KaluNayak-rf2el
    @KaluNayak-rf2el Před 6 měsíci +13

    ଧନ୍ୟବାଦ ସାର୍ ମାନେ

  • @explore_allindia
    @explore_allindia Před 6 měsíci +10

    Sabu sei Ganjam, baleshwar, bhadrak au kendrapara re hin 😅😅

  • @rudradevchouhan1691
    @rudradevchouhan1691 Před 2 měsíci +2

    ପରମ ଗେହୀ ଟା ଝିଅ

  • @user-vo9qc5wh3t
    @user-vo9qc5wh3t Před 6 měsíci +7

    ହାତ ଧରିବା କୁ କହିବା ଠିକ୍ ନ ଥିଲା ନିଷ୍ପତ୍ତି ହେଲା ପରେ କହିବା କଥା

  • @sudarsan5823
    @sudarsan5823 Před 6 měsíci +3

    Jay Jagannath

  • @pradiptamoharana9175
    @pradiptamoharana9175 Před měsícem +1

    ପ୍ରମିଳାବୁଢୀବଡବେଧ

  • @krishnaprasadrath
    @krishnaprasadrath Před 6 měsíci +20

    God bless you both 🙏 Jai Srikrishna 🙏🙏 Jai 🔥🇮🇳♥️ Hind 🙏

  • @nareshpradhan7426
    @nareshpradhan7426 Před 6 měsíci +37

    ଏ ଝିଅ ର ବେଶି ଦୁଷ

  • @nirakarmirdha7301
    @nirakarmirdha7301 Před 6 měsíci +4

    Judge Sirnkar mantyaba mate bahut santosh lagila. His suggestion are really helpful for today's couple.

  • @kunmunmallick-oi4jx
    @kunmunmallick-oi4jx Před 6 měsíci +1

    Jay jaganatha

  • @user-eo1qv8xl4o
    @user-eo1qv8xl4o Před 4 měsíci

    Jay Jagannath 🕉🕉🕉🙏🙏🙏

  • @SuryakantiBehera-lj5jv
    @SuryakantiBehera-lj5jv Před 6 měsíci +1

    Dhanya bad sir

  • @basudebsamal2193
    @basudebsamal2193 Před 6 měsíci +1

    Om.namha.sivaya

  • @bibhutibhusanswain4276
    @bibhutibhusanswain4276 Před 6 měsíci +7

    Mu mo.lifere sabu episode deakhichi gotea bi episode Miss karini .kintu aji jou episode deakhili kou sasu maa tanka bohu pine kandantini .ki Kandi bi nahanti kintu aji jou episode deakhili .aa episode re sasu maa nka akhiru luha abong tanka patiru ashrivada dauchanti dhnya Prabhu aa bhali sasu maa samstanku milu thakurer . dhanya tume maa dhanya tume tuma padatale koti koti pranam koti koti pranaam.🙏🙏🙏🙏

  • @harekrushnabiswal4230
    @harekrushnabiswal4230 Před 6 měsíci +3

    Many many Thanks to pramila madam

  • @pradiptamoharana9175
    @pradiptamoharana9175 Před měsícem +1

    ଏବୁଢୀମହାବେଧ

  • @Sanjeebrout95
    @Sanjeebrout95 Před 6 měsíci +4

    Great job Bhai..... Superbly handle the issues

  • @simplyhumanicboy7590
    @simplyhumanicboy7590 Před 6 měsíci +7

    Mote jaha lagila ei episode ru puo bahut innocent 😮

  • @Satyaa_gaming240
    @Satyaa_gaming240 Před 6 měsíci +3

    God bless both of you

  • @rasunabeherarasunabehera8704

    ❤❤❤

  • @user-ze9pz8gf4o
    @user-ze9pz8gf4o Před 3 měsíci +1

    ଏ ଝିଅ ର ସବୁ ମିଛ କଥା କହୁଛି

  • @yagneswaracharya6687
    @yagneswaracharya6687 Před 6 měsíci +2

    Purushs commission should be provided by the Government

  • @devkhuntia6623
    @devkhuntia6623 Před 6 měsíci +8

    ଝିଅ ଅଛି ତା ଭିଣେଇ ସାଙ୍ଗରେ ପୁଅ ର ଦରକାର ତା ଭାଓଜ ଓ ଟଙ୍କା

  • @puspadhwajanahaknahak5044
    @puspadhwajanahaknahak5044 Před měsícem

    Maa nka hruday sabutharu mahan

  • @bhikaricharanbehera2049
    @bhikaricharanbehera2049 Před měsícem

    Last sin ta bhal lagila ❤❤

  • @srimayeemansingh6197
    @srimayeemansingh6197 Před 15 dny

    ମତେ ଲାଗୁଛି ଭେଣେଇ ଭେଲିଆନ, ସବୁ ଟଙ୍କା ରଖିବ ସାଳି କି ଵି ରଖିବ !

  • @rudraom5
    @rudraom5 Před 3 hodinami

    I'm dharitri also 😅and I tell you mother in law looks like double batery very funny inocent mom 😂

  • @satyaban429
    @satyaban429 Před 6 měsíci +2

    ଏହି ଦୁଇ ଭଉଣୀ ତା ବାପା ପ ଈଶାରେ କେତେ ଵଢିଆ ଵଢିଆ Dress ପିନ୍ଧି ନିଜ ଘର ଭାଙ୍ଗି ଦେଉଛନ୍ତି

  • @sorojlenka-yl9ov
    @sorojlenka-yl9ov Před 5 měsíci

    ❤❤❤❤ Jay Jagannath❤❤❤❤❤

  • @soubhagya9093
    @soubhagya9093 Před měsícem

    🙏👌

  • @kapilendrabiswal754
    @kapilendrabiswal754 Před měsícem

    Thanku otv

  • @gayatrimohanty7826
    @gayatrimohanty7826 Před 6 měsíci +2

    Decision ta ete clear lagilani ..... Jhiara maa nka care O Bapa nka tanka ra byabasta phaisala helananhi .
    Khali ekathi rahigale samadhana hebani kemiti O koubhali bhabare chalibe seita samadhana heba avashyaka ❤

  • @gobardhanbehera3497
    @gobardhanbehera3497 Před 11 dny

    ଏ ଝିଅର ରଗଂ ଢଂଗ କୁ ଦେଖ, ଇଏ କାଳେ ଓଡ଼ିଆ ଘରର ବହୂ

  • @akshaymallik4212
    @akshaymallik4212 Před 28 dny

    Great job by Ashara Aloka team.❤

  • @user-wy3cs2hx1s
    @user-wy3cs2hx1s Před měsícem

    ପୁଅର ମା ବହୁତ୍ ଭଲ

  • @lokanathbehera8577
    @lokanathbehera8577 Před 6 měsíci +1

    Bahuto bhalo❤

  • @rajakishorsahu5641
    @rajakishorsahu5641 Před 6 měsíci +2

    Many Many Thanks to OTV, Asa ra Alok.

  • @santoshkumardas8379
    @santoshkumardas8379 Před 6 měsíci

    Jay Jagannath 👏👏

  • @user-vo9qc5wh3t
    @user-vo9qc5wh3t Před 6 měsíci +6

    କିଛି ନିଷ୍ପତ୍ତି ନ ହେଉନି ଫୁଲ ମାଲା ପିନ୍ଧେଇବାଟା ଠିକ୍ ନୁହେଁ ଝିଅ କିଛି କହିବାକୁ ଚାହୁଥିଲେ

  • @NupasingTiu
    @NupasingTiu Před 6 měsíci +1

    ଆସା

  • @tukunasethi3923
    @tukunasethi3923 Před 6 měsíci +2

    420 ଝିଅଟା

  • @nilanchalpallei1806
    @nilanchalpallei1806 Před 2 měsíci

    Thank you otv

  • @sibaramswain8456
    @sibaramswain8456 Před 6 měsíci +3

    ଗୋଟେ ଭଲ ସ୍ତ୍ରୀ କେବେ ମଧ୍ୟ କୌଣସି ପରିସ୍ଥିତିରେ ମଧ୍ୟ ନିଜ ର ସ୍ବାମିଙ୍କ ସ୍ବାଭିମାନ ଉପରେ ଆଞ୍ଚ୍ ଆସିବାକୁ ଦେବନାହିଁ।। କିନ୍ତୁ ଏଠାରେ ତ ଭୁଲ୍ ମାଗିବାକୁ ପଡୁଛି।।। ନାରୀ ଏବେ ଆଉ ନାରାୟଣୀ ନୁହନ୍ତି।।।

  • @manaranjanbiswal7151
    @manaranjanbiswal7151 Před 4 měsíci

    Great discussion

  • @smileindia9348
    @smileindia9348 Před 6 měsíci +1

    ଏଠି ଯଦି ସ୍ତ୍ରୀ ସ୍ବାମୀଙ୍କୁ କ୍ଷମା ମାଗିଥାନ୍ତେ ତେବେ ଭଲ ହେଇଥାନ୍ତା ଆଜ୍ଞା 🙏🙏🙏

  • @sunilrauto5923
    @sunilrauto5923 Před 4 měsíci

    ଜୋଇଁ ଲିଙ୍କରେ ଅଛି ଝିଅଟି ଆଉ ପ୍ରବଳ ପଇସା ଲୋଭି ପ୍ରମିଳା madam ଝିଅ ସପୋର୍ଟ

  • @sawannayak2033
    @sawannayak2033 Před 6 měsíci +2

    Nice👍👍👍

  • @umakantabehuria8013
    @umakantabehuria8013 Před 4 měsíci

    Bahut bhala lage kahara ghara jodi gale ea asara aloka ku mu dilse dhanyawad deuchi

  • @basantika7992
    @basantika7992 Před 3 měsíci

    Thanks ashar alok teams to bind a broken family

  • @rajeshbehera1084
    @rajeshbehera1084 Před 4 měsíci

    ଯଦି ଝିଅ ର ବାପା ରୋଗ ରେ ପଡ଼ି ଥିଲା 2 ଜଣ ଯାକ ପଇସା ଖର୍ଚ୍ଚ କରିଥିଲେ କିନ୍ତୁ ବାପା ର ପଇସା ମିଳିଲେ 3 ଭାଗ ହେବା କଥା

  • @prabirsrichandan4496
    @prabirsrichandan4496 Před 5 měsíci

    Jharana mam thank

  • @jashodadas1439
    @jashodadas1439 Před 6 měsíci +3

    👍👍👍👍

  • @sasmitadashslifestyle
    @sasmitadashslifestyle Před 6 měsíci +3

    Best of luck 🤞

  • @user-lw5el7bx4t
    @user-lw5el7bx4t Před 6 měsíci +4

    ସ୍ବାମୀ, ସ୍ତ୍ରୀ ବହୁତ୍ ଖୁସିରେ ରୁହ ❤❤❤

  • @arunkumarprusty1968
    @arunkumarprusty1968 Před 6 měsíci +3

    ଝିଅର ବ୍ୟବହାର ଉଚିତ ମନେ ହେଉନାହିଁ!!!

  • @satyaban429
    @satyaban429 Před 6 měsíci +1

    ଏ ମାଇକିନିଆ ର ଵାପା ପାରା ଲିଶିଶ ହୋଇ ମଲା ଶେତ ଵେଳକୁ ଦୁଇ ଝିଅ ଭଲ କରି ପାରିଲେନି ଜେମିତି ବାପା ମରିଗଲା ଵାପା ପ ଈଶାରେ ରୋବାବ ଦେଖାଉଛି

  • @rakeshraut9099
    @rakeshraut9099 Před 6 měsíci

    Ati sundar kariya krama.long live otv

  • @subratsahoo3648
    @subratsahoo3648 Před 6 měsíci +1

    ଜୋଡିଟା ଭଉତ ଭଲ ୧୦୦ 💻🎂🎂🎂🍧🍨🍦

  • @MrSp323
    @MrSp323 Před 6 měsíci +1

    Ganjam, baleshwar ,kendrapada , Bhadrak sabu case 🙏

  • @Lalmohandas1
    @Lalmohandas1 Před 3 měsíci

    Thank you sir.miss you ❤

  • @JK.NAYAK.VIJUAL
    @JK.NAYAK.VIJUAL Před 6 měsíci +3

    Premila.madam satare namaste gharjucha

  • @bazarvalue
    @bazarvalue Před 6 měsíci +1

    ବ୍ଲାକ କୋଟ ପିନ୍ଧା ବାବୁ ଜଣକ ଅତି ସୁନ୍ଦର୍ କଟୁ ସତ୍ୟ ଟେ କହନ୍ତି, ସତ କହିଲେ ଜଣେ ଜଜ୍ ସାହେବ ପ୍ରକୃତରେ ନିରେପେକ୍ଷ ରାୟ ଦେଇପାରିବେ, ବହୁତ୍ ବହୁତ୍ ଭଲ ସାର....
    ପ୍ରମିଳା ମା ନ ରହିଲେ ତ କିଛି ହେବନି, ଗାଈ ବଳଦ ଆଡେଇ ଆଡେଇ ଆଣିଲା ଭଳି ଗଞ୍ଜାମ ଗଳିରୁ ଅଣ୍ଡିରା ମାଇପ ଯୋଡା ଆଣି ଏଇଠି ପ୍ରହସନ ଚଲେଇଛନ୍ତି, ପ୍ରମିଳା ମା ପାଇଁ ଆଜି ଏଇ ଆଶା ର ଆଲୋକ ସିରିଏଲ ବଞ୍ଚିକି ଅଛି।ଆମ ଗଞ୍ଜାମ ଲୋକେ ଏଥିରେ ଭାଗ ନେବୁ, ଆଉ ବାକି ଜିଲ୍ଲା ର ଲୋକେ ମଜା ନେଉଛନ୍ତି, ଏଇଟା ଠିକ୍ ନାହିଁ😂

  • @Manas12391
    @Manas12391 Před 6 měsíci

    Last re maa nka kanda dekhi mote kanda lagila😢

  • @manojkumarpradhan1588
    @manojkumarpradhan1588 Před 5 měsíci

    Ahi Chanel bahuti bhala lage asara aloka

  • @radharanimallick9435
    @radharanimallick9435 Před 6 měsíci +2

    👍🏼👍🏼👍🏼👍🏼👍🏼👍🏼

  • @Manas12391
    @Manas12391 Před 6 měsíci

    Happy ending Jay jagannath 🙏

  • @gulasethy7533
    @gulasethy7533 Před 6 měsíci

    ଆଶାର ଆଲୋକ କୁ ଵହୁତ ଵହୁତ ଧନ୍ଯବାଦ

  • @nibeditapradhan-do2ey
    @nibeditapradhan-do2ey Před 6 měsíci

    Miss you mihir sir...Jay Jagannath 🙏🙏

  • @sairajnahak30
    @sairajnahak30 Před 4 měsíci

    Nyc family 🎉❤

  • @litubehera1316
    @litubehera1316 Před 2 měsíci

    Jodge sir right kohe chonte

  • @subhalaxmisatapathy2365
    @subhalaxmisatapathy2365 Před 6 měsíci

    Sabuthu basi khusi ra pila ra
    Maa