BJP ତାକତ ଅଛି ବିଜୁ ବାବୁଙ୍କ ନାଁ କାଟି ଭୈରବ ମହାନ୍ତି ରଖିବାକୁ ? Why BJP renamed Biju sports award name.

Sdílet
Vložit
  • čas přidán 5. 09. 2024
  • BJP ତାକତ ଅଛି ବିଜୁ ବାବୁଙ୍କ ନାଁ କାଟି ଭୈରବ ମହାନ୍ତି ରଖିବାକୁ ? Why BJP renamed the Biju Patnaik sports award. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our CZcams Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Komentáře • 416

  • @kalandicharantripathy3316
    @kalandicharantripathy3316 Před měsícem +38

    ବିଜୁ ପଟ୍ଟନାୟକ ପ୍ରବାଦ ପୁରୁଷ
    ଏହା ମାଳିକା ରେ ଲେଖା ଅଛି
    ବଡ଼ ବିବେକୀ ସେ ବିଜୟା ନନ୍ଦ
    ଚୌଦ୍ଵାର ଉତ୍କଳ ମାଣ ଏ ଭେଦ
    ବିଜୁ ହୋଇବେ କଟକେ ରାଜନ
    ବିବେକ ପଣରେ ହେବେ ନିପୁଣ
    ମହାଶୟ ପ୍ରବାଦ ପୁରୁଷ ଙ୍କୁ କଣ ଏଇ ସମ୍ମାନ
    ମନେ ରଖନ୍ତୁ
    ବିନାଶ କାଳେ ବିପରୀତ ବୁଦ୍ଧି

  • @ventvent5731
    @ventvent5731 Před měsícem +56

    ମରଣ କାଳରେ ବିପରୀତ ବୁଦ୍ଧି, ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କ ଉପରେ ମନ୍ଦ ମନ୍ତବ୍ୟ ଦିଅନ୍ତୁ ନାହିଁ।

    • @chaitanyasahoo8971
      @chaitanyasahoo8971 Před měsícem +2

      Biju Babu Biju Babu ,Odisha ra Bara Putra, governer sir nka Pari nuhanti,Aakash patal farak.naa kan katuchha, naa kata sarkar= BJP Sarkar.

    • @SuryanarayanDash-iz6xn
      @SuryanarayanDash-iz6xn Před měsícem

      Magic sarkar modi ji sabu michha

  • @SMILAN_143
    @SMILAN_143 Před měsícem +101

    ଏ ସରକାର ର ଚାଲି ଚଳନ ଦେଖି ହସ ଲାଗୁଛି 😂😂😂😂😂

  • @papumohanty1609
    @papumohanty1609 Před měsícem +86

    ଅହମଦାବାଦ ଷ୍ଟାଡିୟମ୍ କୁ ସୈତାନ୍ ମୋଦି ନାମରେ କାହିଁ କରାଗଲା ସେ ଷ୍ଟାଡିୟମ କଣ ତା ବୋପାର

  • @CreationOdia1234
    @CreationOdia1234 Před měsícem +50

    BJP ସାତ ରଙ୍ଗି ଏଣ୍ଡୁକା ରଙ୍ଗ ବଦଳ ଛଡ଼ା ଆଉ ଜିଛି ଜଣା ନାହିଁ 😂😂😂😂😂😂

  • @sudarsanmallick6250
    @sudarsanmallick6250 Před měsícem +20

    ଅରେ ଭାଇ ବିଜେପି ଶାସନ ବ୍ରିଟିସ୍ ଶାସନ ଆମ କଳିଙ୍ଗ ବୀର ବିଜୁ ବାବୁଙ୍କ ନାଁ ବଦଳାଇ କଛି ଠିକ୍ କରନି ଏ ବିଜେପି ସରକାର ୟାକୁ ମହଙ୍ଗା ପଡିବ ଆଗକୁ ସମ୍ଭାଳିକ ତୁରନ୍ତ ବିଜୁ ବାବୁ ଙ୍କ ନାଁ ଲେଖାଯାଉସାରା ଓଡ଼ିଶାର ନିଆଁ ଜଳିବ

  • @user-xb3es1ll8e
    @user-xb3es1ll8e Před měsícem +26

    Modi ନାମରେ ଷ୍ଟାଡିୟମ୍ କଲ । ସେତ ଜୀବିତ ତାଙ୍କ ନାମରେ କଲ
    ବିଜୁବାବୁ ନାମରେ ଏକ ଖେଳ ପୁରସ୍କାର ଅଛି ତାକୁ କାଟିବାକୁ କହୁଛ। ଲୋକଙ୍କ ର କାମ କର

  • @prasannakumarnayak2278
    @prasannakumarnayak2278 Před měsícem +38

    ବିଜୁ ବାବୁଙ୍କ ନାଁ ବଦଳେଇବା ଠିକ ହେଇନି

  • @prafullakumarsamal761
    @prafullakumarsamal761 Před měsícem +16

    ବିଜୁ ବାବୁଙ୍କ ନାମ ବଦଳାଇ ଠିକ୍ କରୁନାହାନ୍ତି

  • @santoshpadhykumar9418
    @santoshpadhykumar9418 Před měsícem +20

    ବିଜେପି ସରକାର ନୂତନ ଯୋଜନା କରି ନୂଆ ନାମ ରଖନ୍ତୁ ଏ ସରକାର ପ୍ରତିଶୋଧ ପରାୟଣ କାମ କରିବେ ଆଉ କିଛି କରିପାରିବେ ନାହିଁ

  • @pkpanda1371
    @pkpanda1371 Před měsícem +17

    ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର... ଏକ ଭିନ୍ନ ପ୍ରକାର ର ସାମ୍ବାଦିକତା ର ଦିଶା ଦେଖାଉ ଛନ୍ତି। ଅନ୍ୟ ସାମ୍ୱାଦିକ ମାନେ କେଦାର ମିଶ୍ର ଙ୍କ ଠାରୁ କିଛି ଶିଖିବାର ଅଛି। ସମତା ର ସ୍ୱର ର ବିକଳ୍ପ ନାହିଁ। କେଦାର ମିଶ୍ର sir ସମାଜ ର ଜାଗ୍ରତ ପ୍ରହରୀ ସତରେ। ତାଂକୁ ଶହେ ସଲାମ।

    • @sewanayak945
      @sewanayak945 Před měsícem

      ଏଟା ବିଜେଡିର ପୋଷା କୁକୁର 😜

    • @ashishpatnaik5171
      @ashishpatnaik5171 Před měsícem

      Tu Kan BJP ra posa Ghusuri....
      Jaunu guha khaibu...

  • @CreationOdia1234
    @CreationOdia1234 Před měsícem +15

    ଏ ରଙ୍ଗ ବଦଳ ଆଉ ନା ବଦଳ ସରକାର 5 ବର୍ଷ ଯାଏ ରଙ୍ଗ ଆଉ ନା ବଦଳେଇବ ଆଉ କିଛି କରିପାରିବନି 😂😂😂😂😂😂

  • @user-cd4xc4cf4b
    @user-cd4xc4cf4b Před měsícem +19

    Biju ବାବୁ ଓଡ଼ିଶା ର ଗର୍ବ
    BJP ର କେବଳ ପ୍ରହ lika
    ଚାଲିଛି

    • @SurendrarautSurendraraut-uf1th
      @SurendrarautSurendraraut-uf1th Před měsícem +1

      @@user-cd4xc4cf4b ସ
      ବିଜୁ ପ୍ରେମୀମାନେ ପ୍ରଥମେ ବିଜୁବାବୁଙ୍କ ବିଷୟରେ ଜାଣନ୍ତୁ ବିଜୁ ବାବୁଙ୍କ ନାରେ ବିଜେଡି ଓଡିଶାବାସୀଙ୍କୁ ଦିନରେ ତାରା ଗଣେଇ ଲୁଟିଛି

    • @dmohanty5003
      @dmohanty5003 Před měsícem

      @@SurendrarautSurendraraut-uf1th. naveen babu jebe CM hele Odisha bharata ra sabuthu daridra rajya thila ebe 11/12 ta position upare, ame Bengal ku per capita re overtake kari sarichu. UP/ Bihar re double engine Sarkar thai bi kahin gote position uparaku uthei parilani BJP.

    • @SurendrarautSurendraraut-uf1th
      @SurendrarautSurendraraut-uf1th Před měsícem

      @@dmohanty5003 ତାଙ୍କ ଜମିଜମା ବିକି ଓଡିଆକୁ ଖୁଆଇଦେଲେ ତେଣୁ ସିଏ ମହାନ,,, ମାତ୍ର ବିଜେଡି ତିଆରି କଲାବେଳେ ହାତରେ ମାଣ୍ଡିଆ ନଥିଲା

    • @dmohanty5003
      @dmohanty5003 Před měsícem +1

      @@SurendrarautSurendraraut-uf1th Tote jaha pacharili tara answer de. BJP duniya ra sabuthu dhani party kemiti hela? Congress ete dina re hoi parilani naa usa ra kou party hela

    • @pravatkumarnayak6578
      @pravatkumarnayak6578 Před měsícem

      Odisha re au kehi nathile bodhe Khali Biju Babu thile .
      Odisha na re puraskar ra name rahila ethire kichi bhul nhi

  • @dolagobindasahoo9267
    @dolagobindasahoo9267 Před měsícem +9

    ଯେଉଁ କାର୍ଯ୍ୟରେ ରାଜ୍ୟବାସୀଙ୍କର ଉପକାର ହବନି,ସେଭଳି କାର୍ଯ୍ୟ ସରକାର କରୁଛନ୍ତି କାହିଁକି ?

  • @Binodkumarpanigrahi2187
    @Binodkumarpanigrahi2187 Před měsícem +10

    ନାଆଁ ବଦଳୁଛି କାହିଁକି?ଏଠୁ କ୍ଷାନ୍ତ ରୁହ, ନଚେତ୍ ନାମ ନେବାକୁ ପ୍ରସ୍ତୁତ ରୁହ l

  • @sarojinimohanty6701
    @sarojinimohanty6701 Před měsícem +3

    ଓଡ଼ିଶାବାସୀ ଙ୍କର ପଇସାକୁ ନେଇ ଶାସକ ଦଳ କେତେ ରଙ୍ଗ ବଦଳଉଛ ବଦଳାଅ। କଣ ଦରକାଉ ରଙ୍ଗ ବଦଳେଇବା? ସେଇ ପଇସା ଯଦି ଓଡିଶାର ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ ହୁଅନ୍ତା ମୂଲ୍ୟ ରୁହନ୍ତା। ଏତିକି ମୁଣ୍ଡରେ ପଶୁନି ସରକାର ଙ୍କର।

  • @asutoshpanda7187
    @asutoshpanda7187 Před měsícem +2

    ନବୀନ ବାବୁ ଯେତିକି ସ୍କିମ କରିଛନ୍ତି ମୋହନ ବାବୁଙ୍କୁ 5ବର୍ଷ ଲାଗିଯିବ ନାଁ ଓ ରଙ୍ଗ ବଦଲାଇବାକୁ କାମ ନାହିଁ ଏହା କରନ୍ତୁ

  • @chitaranjanbehera7569
    @chitaranjanbehera7569 Před měsícem +1

    ନରେନ୍ଦ୍ର ମୋଦୀ ଆଉ ଅମିତ୍ ଶାହା ମୋହନ ସରକାରଙ୍କୁ ଯାହା କହିଛନ୍ତି ସିଏ ସେହିଆ କରିଛନ୍ତି

  • @Reenabehera0
    @Reenabehera0 Před měsícem +2

    Right 👍🏻👍🏻🙏🙏🙏🙏🌹

  • @withhappy112
    @withhappy112 Před měsícem

    ଜଗତେ କେବଳ ଜନେ ହସିବେ

  • @srikantadehury6780
    @srikantadehury6780 Před měsícem

    ବିଜୁ ବଦଳେଇ ଦେଇକି ଓଡ଼ିଶା ପୁରଷ୍କାର କଲେ ଭଲ ହେଇଚି

  • @babutvkoraputia858
    @babutvkoraputia858 Před měsícem

    ଜୟ ବିଜୁ ପଟ୍ଟନାୟକ

  • @user-cd1cd8wy4h
    @user-cd1cd8wy4h Před měsícem

    ମାସିକ ବେତନ ଭୋଗୀ ସେବକ ବା ନେତା ଙ୍କ ନାମ ଯୋଜନା ରୁ ବାଦ୍ ଦେବା ସ୍ବାଗତ ଯୋଗ୍ୟ ଏବଂ ଗଣତନ୍ତ୍ର ବ୍ୟବସ୍ଥା କୁ ସଠିକ ସିଦ୍ଧାନ୍ତ।

  • @RD123.........
    @RD123......... Před měsícem +5

    ସବୁଆଡ଼େ କାହିଁକି ସବୁଜ ହୋଇଥିଲା ଦିନେ କାହିଁ କହିନ

    • @Commenman-cq1qq
      @Commenman-cq1qq Před měsícem

      To bopa kuade jaithila sete bele pacharilunu

    • @Commenman-cq1qq
      @Commenman-cq1qq Před měsícem +2

      Green colour
      Paribesha ku represent kare Sethi pain heithiba

    • @Commenman-cq1qq
      @Commenman-cq1qq Před měsícem +1

      BJP bhaliaa ta religion name re politics karunathila naa BJD

    • @sunitapradhan3852
      @sunitapradhan3852 Před měsícem +2

      ଏଇଥିପାଇଁ ହୋଇଥିଲା ଯେ,ଭୁବନେଶ୍ୱର, 💚 ବୃକ୍ଷ ଦ୍ଵାରା ଆଉ ସବୁଜିମା ଦ୍ବାରା ଭୁବନେଶ୍ୱର, ଆଉ ଓଡ଼ିଶା କୁ, ସ୍ମାର୍ଟ କରିଛନ୍ତି, ସେହି ସବୁଜ ରଙ୍ଗ ବହୁତ ମାନେ, ସବୁଜ ମଣ୍ଡଳୀ କୁ, ଆଉ ସବୁଜ ରଙ୍ଗ ଟି ହେଉଛି ଶାନ୍ତି ର ପ୍ରତୀକ,

    • @betexshyamsundar990
      @betexshyamsundar990 Před měsícem +4

      ବିଜେପି ଯୋଜନା କରି ବିଜେପି ର ରଙ୍ଗ ଲଗାଉ. କିଏ ମନା କରୁଛି. ବିଜେଡି ଯୋଜନା ଉପରେ ରଙ୍ଗ ମାରିବେ ଅଲଜୁକ ବିଜେପି ଦଳ

  • @s....p7120
    @s....p7120 Před měsícem

    ଗୋଟା ବାଳ ରାଜନୀତି କରୁଛି bjp

  • @riteshgudu9189
    @riteshgudu9189 Před měsícem +7

    Right 👍

  • @sewanayak945
    @sewanayak945 Před měsícem +3

    Yes 👍ବିଜେଡିର ପତା ଉଡେଇ ଦିଅ ଆଗାମୀ ଦିନରେ ଲଙ୍ଗଳା ହେଇ ବୁଲିବ 👍

  • @ajitakumarsahoo9458
    @ajitakumarsahoo9458 Před měsícem +3

    ବିଜୁପଟ୍ଟନାୟକ ଓଡ଼ିଶାର ଅମୁଲ୍ଯ ନୁହଁନ୍ତୀ
    ଦୁଃଖିତ ହେବାର ନାହିଁ

    • @annapurnamohapatra2191
      @annapurnamohapatra2191 Před měsícem +1

      Modi thahele

    • @gopabandhubehera453
      @gopabandhubehera453 Před měsícem +4

      ହଁ ଠିକ୍ କହିଛ ବିଜୁବାବୁ ଭାରତ ବାହାରେ ବହୁତୁ ନାମ କମାଇଛନ୍ତି ସେ କଥା ତମେ ମୁର୍ଖ ବିଜେପିର ପିଦଚଟା ଅନ୍ଧ ଭକ୍ତ କଣ ବୁଝିବ

    • @CreationOdia1234
      @CreationOdia1234 Před měsícem +5

      ସେମିତି ଯଦି କହିବ ମହାତ୍ମା ଗାନ୍ଧୀ ଙ୍କୁ ବି ତୁ କହିବୁ ଅମୂଲ୍ୟ ନୁହନ୍ତି ତୋ ବାପା ତୋ ପାଇଁ ଅମୂଲ୍ୟ ନୁହ ତୋ ମା ବି ଅମୂଲ୍ୟ ନୁହ ତୋ ପାଇଁ

    • @rajeshkumarsahu2073
      @rajeshkumarsahu2073 Před měsícem +1

      kana kahucha he amulya nuhanti are tanka history ta tike search kara

  • @TanujaMishra-gf5cj
    @TanujaMishra-gf5cj Před měsícem +10

    Brainless govt.

  • @kalpatarubhal8685
    @kalpatarubhal8685 Před měsícem +11

    ବିଜେପି ନେତା ମନ୍ତ୍ରୀଙ୍କୁ ଗାଁରେ ପୁରାଇ ଦେବୁନାହିଁ l ବିଜେପି ଦେଇଥିବା ପ୍ରତିଶୃତି ପ୍ରଥମେ ପୂରଣ କର ତାହାପରେ ରଙ୍ଗ ନାମ ବଦଳାଅ ବିଜୁଳି 300 ୟୁନିଟି ଦିଅ l ଜୟ ଜଗନ୍ନାଥ 🙏🙏🙏

    • @jagamapatro6512
      @jagamapatro6512 Před měsícem

      Odisha re only bjd nad sri naveen babu next 2029 re naveen babu CM jai jagannath jai naveen babu

    • @Babuna8808
      @Babuna8808 Před měsícem

      Dina re swapna dekhucha bodhe​@@jagamapatro6512

    • @Babuna8808
      @Babuna8808 Před měsícem

      BJP na badleiba thiki karuni apanka matare
      Thik achhi Tara artha nuhen je odisha re sabu Biju baba karichhanti au sabu hata bandhiki basi thile
      E thiki nuhen Bhai
      Aniya mahatam desha bhakta achhanti

  • @suchismitapadhihappylife1745
    @suchismitapadhihappylife1745 Před měsícem +5

    Right sir

  • @tapaskumarbehera7265
    @tapaskumarbehera7265 Před měsícem +7

    ସାର୍ ଏକା ହିଁ ବିଜେଡି ମୁଖ ପାତ୍ର ଭାର ସମ୍ଭାଳି ପାରିବେ
    ଭଲ ତର୍ଜମା କରୁଛନ୍ତି

  • @salmontudu9152
    @salmontudu9152 Před měsícem +1

    ରଗ ମାରି ଲୁଟେରା ସରକାର

  • @rajaumakantajena4066
    @rajaumakantajena4066 Před měsícem +1

    ଏ ସରକାର ଯଦି ବ୍ରେନ୍ ଲେସ୍ ତେବେ ତୋର କି କରାମତି ଅଛି ଦେଖା

  • @jagannathpatnaik8409
    @jagannathpatnaik8409 Před měsícem +3

    ନା ବଦଳାଇବାରେ ମାହିର ବିଜେପି ସରକାର

  • @minketankalet7187
    @minketankalet7187 Před měsícem +3

    ମୁଭି ପୁତ୍ର ମୋହନ ମାଝି କର

  • @s....p7120
    @s....p7120 Před měsícem +1

    ବିଜେପି ଆଉ କିଛି ଦିନ ପରେ ସଫା ହେଇଯିବ 🤣🤣🤣🤣🤣

    • @Davidbhaiii
      @Davidbhaiii Před měsícem

      Jana padilani adhika dina rahiba naii

  • @SanatanchattarChattar
    @SanatanchattarChattar Před měsícem +6

    ନାମ ବଦଳlଇ କି bjp କଳଙ୍କ ମୁଣ୍ଡାଇ ବା ଛଡ଼ା କିଛି ନାହିଁ

  • @anandnayak7549
    @anandnayak7549 Před 29 dny

    Good. 🤝👍

  • @amitabehera5407
    @amitabehera5407 Před měsícem

    Really

  • @smrutijena4006
    @smrutijena4006 Před měsícem

    ଓଡିଶା ରେ ରଙ୍ଗ ମିସ୍ତ୍ରୀ ଆସିଛନ୍ତି

  • @manjulatamishra7681
    @manjulatamishra7681 Před měsícem +4

    Absolutely right
    Bjp kebela name badali odissa basi ku bahuta kasta deuchi

  • @sanjaybiswal9242
    @sanjaybiswal9242 Před měsícem

    ସବୁ ବିଜୁବାବୁଙ୍କ କରି ଥଲେ

  • @bedprakashnayak4665
    @bedprakashnayak4665 Před měsícem

    ବିଜୁବାବୁ ନାମ ବଦଳାଇ ଓଡ଼ିଶା ନାମ ରଖାଗଲା,କିଛି ଅସୁବିଧା ନାହିଁ,ତମର କାହିଁକି ପୋଡାଜଳା ହଉଛି,କାହା ଏକ ନାମରେ ତ ନୁହଁ

  • @SunilPradhan-hy2fg
    @SunilPradhan-hy2fg Před měsícem +8

    Khali na badaliba aau color badaleibe aau kichhi kari paribe nahi. Akrosha mulak rajaniti karuchhanti.

  • @prakassahu8381
    @prakassahu8381 Před měsícem +1

    ଏଇ ଲୋକଟା ଏମିତି କାହିଁକି ହଉଛି. Daily faltu staement ଦେଉଛି

  • @rajendrakumarsethy1637
    @rajendrakumarsethy1637 Před měsícem +1

    Rt,bjp,Biju babu the legend.

  • @user-jo8fr3mc7r
    @user-jo8fr3mc7r Před měsícem +2

    ପାଗଳ ପରିଲାଗୁଚ

  • @pradeshojha9089
    @pradeshojha9089 Před měsícem

    Right

  • @nirakarjena4275
    @nirakarjena4275 Před měsícem

    ନାଁ ବଦଳୁନି ତାଙ୍କ ବାପା ବଦଳାଉଛି।

  • @SurendrarautSurendraraut-uf1th

    ଏମିତି ଭୁକି ଲାଭ କଣ 25 ବର୍ଷରେ ବିଜେଡି ଦଳ ଗଠନ କରିବାରେ ଯାହାର ଭୂମିକା ଥିଲା ସେମାନଙ୍କ ତମେ ତାଙ୍କ ନାମ ହେତୁ କର

  • @PankajSabar-hu7rw
    @PankajSabar-hu7rw Před měsícem

    ମୋହନ ମାଝୀଙ୍କ ରଗଂ କଲା ଅଛି ଗୋରା କରିଦିଅ

  • @basumandal6209
    @basumandal6209 Před měsícem

    Joyguru joy sree Jagannath OK SIR

  • @manishapattanayak2152
    @manishapattanayak2152 Před měsícem

    Right Sir👍
    ପାଗଳ କୁକୁର ପରି ବିଜେପି ଆଉ
    ତାଙ୍କ ନେତା ମନ୍ତ୍ରୀ ହେଉଛନ୍ତି କୁକୁର ପଲ
    ଓଡ଼ିଶାର ବର ପୁତ୍ର ,ଦେଶର ବରପୁତ୍ର, ଇଣ୍ଡୋନେସିଆ ର ଭୂମି ପୁତ୍ର ଓଡ଼ିଶାର କଳିଙ୍ଗ ପୁତ୍ର ବିଜୁ ବାବୁ ଙ୍କ ନାମ ବଦଳେଇ
    ଲେ ଓଡ଼ିଶା ଜଳିବ 😂
    ହାଣ୍ଡିଆ ଖିଆ ମୂର୍ଖ ମନ୍ତ୍ରୀ ଓଡ଼ିଶା କୁ ଖାଇବ
    ବୋଲି ଆସିଚି ତାକୁ ଯେତେ ଶୀଘ୍ର ଓଡ଼ିଶାରୁ
    ତଡ଼ିବା ଉଚିତ

  • @SaratchandraDas-ts1mk
    @SaratchandraDas-ts1mk Před měsícem +1

    BjD ଦଳର ଚାମଚ କୁ କିଛି ଦେଖା ଯାଉନାହିଁ

    • @Davidbhaiii
      @Davidbhaiii Před měsícem

      BJP Bala kn dekha jauchi

    • @Davidbhaiii
      @Davidbhaiii Před měsícem

      Khali name au colour change Karibaku bujhuchi sala se Paisa re nua kichi kariki dekhao

  • @ashisswain8499
    @ashisswain8499 Před měsícem

    ବିଜେପି ହାସ୍ୟ ପଦ ରାଜା ନୀତି କରୁଛି😂

  • @MunaBhai-qh9fl
    @MunaBhai-qh9fl Před měsícem

    ବିଜେପି ସରକାର ହଟାଅ 👎🏻👎🏻👎🏻👎🏻

  • @saradasatyacreation2374
    @saradasatyacreation2374 Před měsícem

    Biju Pattnaik Jane mahan loka 🙏🙏🙏

  • @mirasaraf486
    @mirasaraf486 Před měsícem +1

    Good 👍 sir

  • @sadanandmohanty3537
    @sadanandmohanty3537 Před měsícem

    Jay sriram Jay jagannath Jay Odia 🙏🙏🙏🙏🙏🙏🙏💐

  • @mangarajgadangi3606
    @mangarajgadangi3606 Před měsícem +2

    ବିଜୁ ପଟ୍ଟନାୟକଙ୍କ ନାମ ବଦଳାଇବା ଠିକ୍ କଳନାହିଁ ବିଜୁ ପଟ୍ଟନାୟକ ଏମିତି ସେମିତି ଗୋଟେ ନେତା ନତିଳେ ସେ ଜଣେ ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶା ରୋ ଗର୍ବ BJP ସରକାର ନାମ ବଦଳାଇଳେ ହେବ ନାହିଁ ଆଦି ବାସି ଲୋକ ମାନଙ୍କର କାମ କରି ବଦଳାହ ସେତେବେଳେ ଲୋକ ମାନେ ପ୍ରଶଂସା କରିବେ

  • @jagdishsahoo7248
    @jagdishsahoo7248 Před měsícem +2

    Biju Babu nka chhada odisha re au kn kehi mahan purusha nahanti ki?

  • @rabindrakumarsahoo4920
    @rabindrakumarsahoo4920 Před měsícem

    ଯା ହେଲେ ବି ବିଜେଡିରେ ପାଣ୍ଡିଆ ସରକାରଠାରୁ ବହୁତ ଭଲ ସରକାର।ପାଣ୍ଡିଆ ସରକାର କଥା କହୁନ।ତମର ବିଜେପି ବିରୋଧୀ ଭାବନା ଛଡା ଆଉ କିଛି ନାହିଁ। ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିରୁଦ୍ଧରେ ଖବର ପ୍ରସାରଣ କରିବା ତମର କୁଅଭ୍ୟାସ,ତମ ଖବର ଦ୍ଵାରା ଲୋକେ ପରିହାସ କରୁଛନ୍ତି।ଧିକ୍ ତମର ସାମ୍ବାଦିକତା।

    • @ashishpatnaik5171
      @ashishpatnaik5171 Před měsícem

      Naveen was the best....
      Bahut benefits odisha loka paichhanti...

  • @NarendraKumar-xp6oe
    @NarendraKumar-xp6oe Před měsícem +3

    ତୁ କିଏଵେ

  • @sabitamohapatra8640
    @sabitamohapatra8640 Před měsícem +2

    Tumaku daaki cm Kariba bjp

  • @santoshkumarmishra2620
    @santoshkumarmishra2620 Před měsícem +3

    ଓଡିଶାରେ ବହୁ ସ୍ବଧୀନତା ସଂଗ୍ରାମୀ ଅଛନ୍ତି. ନବୀନ ବାବୁ ସେମାନଙ୍କ ନାମରେ କିଛି ନକରି ନିଜ ବାପା ନାମରେ କାହିଁକି ସବୁକ୍ଷେତ୍ରରେ ଯୋଡିଥିଲେ. ଆଉ କଣ ଯୋଗ୍ଯ ଲୋକ ନଥିଲେ କି ?

    • @dipakking2121
      @dipakking2121 Před měsícem

      Hmm thile j bhai biju babunka Pari kehi akhi Dusia kama Kari nathile Sethi pae mo bhai re

  • @purnabrahmamusica8184
    @purnabrahmamusica8184 Před měsícem

    ଏ ହୀନସ୍ତିଆ ଦଳ ( କେନ୍ଦ୍ର. ରାଜ୍ୟ.) କୋଉଦିନ ଏକଜୁଟ ହେଇ ଟଙ୍କାରେ ଥିବା ମହାତ୍ମା ଗାନ୍ଧୀ ଙ୍କ ଫଟୋକୁ ବି ବଦଳେଇ ଦେବେ,, ଅସମ୍ଭବ କୁ ସମ୍ଭବ ବି କରିଦେବେ,,👍,, ଯଦି ପାରୁଛନ୍ତି ଏଇ ୫ ବର୍ଷ ଭିତରେ ଓଡିଶା ରାଜ୍ୟ ର ନାଆଁ ଟିକୁ ବଦଳେଇ କୋଶଲ ରାଜ୍ୟ ରଖି ଦେଇ ପାରିବେ.. 😜😂😂😂

  • @babajinath2067
    @babajinath2067 Před měsícem +6

    ଏ ପୁଣ୍ୟ ମାଟିରେ ଅନେକ ମହାପୁରୁଷ ଅନେକ ବରପୁତ୍ର ଜନ୍ମ ନେଇଛନ୍ତି ! କାହିଁ ତାଙ୍କୁ ସମ୍ମାନ ଦେବା ଆମେତ କେବେ ଦେଖିପରିଲୁ ନାହିଁ ୨୫ ବର୍ଷ ଭିତରେ ! କେବଳ ବିଜୁବାବୁ, ,ବିଜୁବାବୁ ବିଜୁବାବୁ ????

    • @ajitnayak4342
      @ajitnayak4342 Před měsícem +6

      Madhu babu pension ta kn ,

    • @AshokkumarNaik-hh5tm
      @AshokkumarNaik-hh5tm Před měsícem +3

      Odisha ra etihas padaa😂 Biju Babu ki janibaa

    • @gourapatra323
      @gourapatra323 Před měsícem +7

      ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍,,,,, କଟକ ବସ ଷ୍ଟାଣ୍ଡ
      ବାବା ସାହେବ୍ ଆମ୍ବେଦକର ବସ ଟର୍ମିନାଲ ଭୁବନେଶ୍ୱରNarendra Modi stadium aeta kn

    • @subhransudalai8360
      @subhransudalai8360 Před měsícem +7

      ମଧୁ ବାବୁ ପେନସନ ଯୋଜନା ଟା କଣ?, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍, ସୁଆଣ୍ଡୋ ରେ ଗୋପବନ୍ଧୁ ପାର୍କ ଦେଖିଛନ୍ତି, ପଞ୍ଚସଖା ପୀଠ, ଜୟଦେବ ପୀଠ ଦେଖନ୍ତୁ, ସର୍ଦ୍ଦାର ପଟେଲ ଷ୍ଟାଡିୟମ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ 😂 ହେବା କେଉଁ ରାଜନୀତି, ବିଜୁ ବାବୁ ନିଜ ବ୍ୟକ୍ତିଗତ କଳକାରଖାନା କୁ ରାଜ୍ୟ କୁ ଦାନ କରିଥିଲେ ।

    • @bholeswarsamal9789
      @bholeswarsamal9789 Před měsícem

      ମହତାବ meusium ଅଛି l ବିଜୁ ବାବୁ 💚ବିଜୁ ବାବୁ ଦେଖୁ କେତେଦିନ ତୁମେ ନାମକୁ ଖରାପ କରି ଚାଲିଛ l ​@@subhransudalai8360

  • @tejaswininayak2326
    @tejaswininayak2326 Před měsícem +2

    ଭୌରବ ପାଣ୍ଡିଆନ କଲେ ତୁ ଖୁସି ହେବୁ

    • @Sulamanhansdaofficial
      @Sulamanhansdaofficial Před měsícem

      ନୂଆ କରିବା ପାଇଁ ତୋମର ଅକାତ ଅଛି ନା 😂😂😂😂

  • @jubarajpradhan299
    @jubarajpradhan299 Před měsícem +2

    24 barsa jaha nakari 40 dinarekale

  • @user-rh3gb9ww6h
    @user-rh3gb9ww6h Před měsícem +3

    ଡବଲ ଇଞ୍ଜିନି ସରକାର ଆହୂ ଗୁଟେ ଇଞ୍ଜିନି ହେବା ଦରକାର

  • @babajicharanmohanty817
    @babajicharanmohanty817 Před měsícem

    Be positive.

  • @tunapattnayak720
    @tunapattnayak720 Před měsícem

    Biju Patnaik kichhi darakaranahi Odisha sarakara bahuta bhala

  • @shyamsundarsahu4998
    @shyamsundarsahu4998 Před měsícem +1

    A Odishara Only Biju Pattnaik baraputra Nathile,Anek thile ,Kintu sabu jojana Biju Pattnaik nare Kariba kichi jatharta nahi,Odisha kahara Paitruka Sampati Nuha

    • @ashishpatnaik5171
      @ashishpatnaik5171 Před měsícem

      Madhu babu pension, Gopabandhu jojana,
      Birsha Munda stadium

  • @Ambassador_Christ
    @Ambassador_Christ Před měsícem +1

    Dirty politics. Cheap Rajniti.😂😂😂😂

  • @user-jo8fr3mc7r
    @user-jo8fr3mc7r Před měsícem +1

    ବହୁତ ଗପୁଛ

  • @pagalm4086
    @pagalm4086 Před měsícem

    ଠିକ୍ କରିଛି

  • @HrudanandaSahu-ey8vt
    @HrudanandaSahu-ey8vt Před měsícem +1

    Biju Patnaik ama Odisha ra baraputra...tanka asanman sahya karajibani

  • @sushantakumardhir3291
    @sushantakumardhir3291 Před měsícem +1

    25barsha re kan karichi

  • @laxmichinu4854
    @laxmichinu4854 Před měsícem

    Bhalo hei chi

  • @quoteoftheday2357
    @quoteoftheday2357 Před měsícem +1

    BJD re BijuAdarsa Nahin😂😂

  • @anilmbahr9
    @anilmbahr9 Před měsícem

    Cartoon sarkar. Mohan babu odisha ku develop kariba pain chesta karantu. Bahut kama achi please invite industry to odisha, Reduce migrant, develop infra like education, medical, increase employment.

  • @JITUMARNDI-nd3ls
    @JITUMARNDI-nd3ls Před měsícem

    BJP jindabad

  • @prasantapanda1703
    @prasantapanda1703 Před měsícem

    ତୁ ମାଗିହା ବେଧ ଛୁଆ ସାମ୍ବାଦିକ କହ ଗତ 25 ବର୍ଷରେ ପ୍ରାୟ ସବୁ ଯୋଜନା ବିଜୁ ପଟନାୟକ ନାମରେ ନାମିତ କରାଯାଇଥିଲା କଣ ଓଡିଶାରେ ଆଉ କେହି ମହାପୁରୁଷ ନଥିଲେ କି, ଆଜି ଯୋଉ କ୍ରୀଡା ନାଁ ପରିବର୍ତନ ହେଲା ବୋଲି କହୁଛୁ ଓ ସେଇଟା ଜଣେ କ୍ରୀଡାବିତ୍ତର ନାମିତ ହେଇଥିଲେ ଭଲ ହେଇଥାନ୍ତା ବୋଲି କହୁଛୁ ତେବେ ଯେତେବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ହେଇଥିଲା କଣ ବିଜୁ ବାବୁ ଜଣେ ସ୍ୱାସ୍ଥ୍ୟବିତ୍ତ ଥିଲେ କି, ସେତେବେଳେ ମଦର ଟେରେସା କି ଶ୍ରୀରାମ ଚନ୍ଦ୍ର ଭଞ୍ଜ ନାମରେ ସ୍ୱାସ୍ଥ୍ୟ କାର୍ଡ କରିଥିଲେ ଭଲ ହେଇଥାନ୍ତା ତୁ ଏ କଥା କେବେ କହିଛୁ କି, ମୋଦି ତ ଇନ୍ଦିରା ଆବାସ ଯୋଜନାକୁ ପରିବର୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲା ଓ ସେ ଯୋଜନାକୁ ନବୀନ ପଟନାୟକ ନିଜେ ଦେଉଛି ବୋଲି କହି ବିଜୁ ପକ୍କାଘର ନାମରେ ନାମିତ କଲା ସେତେବେଳେ ତୁ ମାଗିହା ବିଜେଡିର ଚାମଚା ସାମ୍ବାଦିକ କଣ ସୋଇଥିଲୁ କିରେ, କେନ୍ଦ୍ର ସରକାର ଚାଉଳ ଦେଉଥିଲା କିନ୍ତୁ ନବୀନ ପଟନାୟକ କହୁଥିଲା ମୁଁ ଦେଉଛି, ସେମିତି 108 ଆମ୍ବୁଲାନ୍ସ ବି ନବୀନ କହୁଥିଲା ମୁଁ ଦେଉଛି ସେତେବେଳେ ସେତେବେଳେ ତୁ କୋଉଠି ଥିଲୁ କିରେ ହାରାମି ସାମ୍ବାଦିକ, ନବୀନ ପଟନାୟକ ତ ସବୁ ଜାଗାରେ ସବୁଜ ରଙ୍ଗ ଲଗାଉଥିଲା ସେତେବେଳେ ତୁ କୋଉଠି ଥିଲୁ କିରେ ହାରାମି ସାମ୍ବାଦିକ ବିଜେଡିର ପୋଷା କୁକୁର

  • @rajkishorpandia6875
    @rajkishorpandia6875 Před měsícem +2

    BJP କର୍ମୀ ନୁହଁ ଜଣେ ଖାଣ୍ଟି ଓଡ଼ିଆ ଭାବେ ଥରେ ଭାବ

  • @sabitamahapatra911
    @sabitamahapatra911 Před měsícem +1

    Na badaliba byatita au kichhi asibani .Mukshya Mantri ta apathua .

  • @amitmulia733
    @amitmulia733 Před měsícem

    jay congresse

  • @AshokKumarSahoo-wf9mm
    @AshokKumarSahoo-wf9mm Před měsícem

    Aam Odisha AME rakhiba

  • @PradeepKumarBehera-or9ee
    @PradeepKumarBehera-or9ee Před měsícem +1

    Jay Naveen pattnayak Jay Bjd ❤❤❤

  • @banchhanidhisethy3768
    @banchhanidhisethy3768 Před měsícem +1

    Rugna manasikatara parichaya .Aha pare pare Odishara kichhi Saharara na badali pare.

  • @bidyabhusanmohanty387
    @bidyabhusanmohanty387 Před měsícem +1

    ରଙ୍ଗ ଓ ନାମ ବଦଳାଇ ବା ସରକାର

  • @AmarKing-hp3hy
    @AmarKing-hp3hy Před měsícem +1

    ଆଗକୁ ଦେଖ କଣ କରୁଚିସେ ଓଡିଶା ନାମ ବଦଳିଯିବ

  • @biswajitbiswal8664
    @biswajitbiswal8664 Před měsícem

    Finally, sir apana jail jibe, BJP ku jie bi samalochana karichi sie jail re achhi.

  • @santoshjena5811
    @santoshjena5811 Před měsícem

    Right sir
    ❤❤

  • @RajeshkumarnayakRajesh-if1kg
    @RajeshkumarnayakRajesh-if1kg Před měsícem +1

    Aponkar osubidha kn

  • @ashishpatnaik5171
    @ashishpatnaik5171 Před měsícem

    Biju Patnaik was a sports person in bicycle he has gone from Cuttack to Peswar

  • @BibekanandaRout-jj3xf
    @BibekanandaRout-jj3xf Před měsícem +4

    ତୁ ବୋକାଚୋଦା କିଏ

  • @user-jt1tk9fd1i
    @user-jt1tk9fd1i Před měsícem

    ବିଜୁ ପଟ୍ଟନାୟକ ଜଣେ ପ୍ରବାଦ ପୁରୁଷ,କିମବଦନତୀ ପୁରୁଷ ,ଓଡ଼ିଆଙ୍କ ହୃଦୟରେ ଅତି ପ୍ରିୟ ସ୍ଵାଧିନତା ସଂଗ୍ରାମୀ।ତାଙ୍କ ନାମ କାଟିବା ମୂରଖାମିର ପରିଚୟ । ବିଜେପି ନେତାମାନେ ଅହଙ୍କାରୀ ହୋଇଗଲେଣି।ଦେଶର ପରାଧୀନ ଓ ସଙ୍କଟ ସମୟରେ ବିଜେପିର କିଅବଦାନ ରହିଛି ।ଆଜି ଏହି ଦଳ ମହାତମା ଗାନ୍ଧି ,ନେହେରୁ ,ବିଜୁ ପଟ୍ଟନାୟକ ,ମହତାବ ଭଲି ନେତାଙ୍କୁ ନିନ୍ଦା କରି ସେମାନଙକ ନଆମଯଶ ଲୋପ କରିବା ପାଇଁଁ ଚାହୁଁଛନ୍ତି ।ଏହା ଅତ୍ୟନ୍ତ ଲଜ୍ଜାଜନକ ,ହାସ୍ୟାସ୍ପଦ ଓ ନିନ୍ଦନୀୟ ଅଟେ ।ଏହି ଦଳ ଲୋକଙ୍କୁ ଜଗତର ନାଥ ପ୍ରଭୁ ରାମଚନ୍ଦ୍ରଙକ ନାମରେ ରାଜନୀତି କରି ଆମକୁ ଭରମିର କରୁଛନତି ।ମନ୍ଦିର ତିଆରି କଲେ ଧର୍ମ ହୋଇଯିବ କି ମହାପ୍ରଭୁ ରାମଚନ୍ଦ୍ର ନୀତି ଆଦର୍ଶ କୁ ଗ୍ରହଣ କରି ଲୋକଙ୍କ ଭିତରେ ସଚେତନ ସୃଷ୍ଟି କଲେ ଜଗତର ମଙଗଳ ହେବ ।ଲୋକ ସଚେତନ ହୁଅ ଭାରତର ଗୌରବ ରକ୍ଷା କରି ଆମ ସ୍ୱାଧିନତା ସଙଗରାମୀଙକ ସମ୍ମାନ ଓ ମହତ୍ୱ ରଖ ।

  • @noisyboyrajesh7960
    @noisyboyrajesh7960 Před měsícem

    Bjp gote bala party bala role chaleichnti gote... ଏଇଟା ହିଁ ଆମ ଓଡ଼ିଆ ଅସ୍ମିତା 😅😅

  • @pradiptakumarmishra8297
    @pradiptakumarmishra8297 Před měsícem

    Rightly said. Brain less. Biju Patnaik is pride of Odisha. It is unthinkable to compare brain of Naveen Pattnaik with Mohan Majhi as you can't compare moon with star.