Priya Mora Lajei l Human Sagar l Soujannya rath | New trending song |

Sdílet
Vložit
  • čas přidán 27. 08. 2024
  • Priya Mora Lajei l Human Sagar | Soujannya rath | New Romantic Song | Akshay Samal #Promusicodia #newodiaromanticsong #odiatrendingsong
    Song Credits :-
    ►Song Name - Priya Mora Lajei
    ►Singer - Human Sagar & Soujannya
    ►Lyrics & Music - Akshay Samal (6361284933)
    ►Arranger - Pintu Das
    ►Mix & Mastered By -MRR Studio
    ►Producer - TAPU BHAI
    ►DOP - Milan Das
    ►Special Guest - S.Sangram & Prashant Kumar
    ►Music Label - Pro Music Odia
    ►Copyright - © Pro Music Odia
    Lyrics:-
    ପ୍ରିୟା ମୋର ଲାଜେଇ......
    ଲାଜ ଗହଣା ରେ ହୁଏ ସଜେଇ.....
    ସକାଳୁ ସକାଳୁ ହାଏ,
    ପ୍ରିୟା ହଳଦୀ ମୁଁହରେ...
    ଆଇନା କୁ ଚାହିଁ ଦିଏ...
    ଲାଜକୁଳି ପରି ହାଏ,
    କିଏ ତାକୁ ଛୁଇଁଲା କି
    ଭାବି ସିଏ ଚମକି ଯାଏ.....
    ହୋ ଏମିତିକା ପ୍ରିୟା ସିଏ,
    ମୋ ଅଭିମାନିନୀ ଟେ ହାଏ..
    ମୁ ନାହିଁ ବୋଲି ପାଖେ ତାର ସିଏ
    ହୁଏ ଫୁଲେଇ........
    ପ୍ରିୟା ମୋର ଲାଜେଇ,
    ଲାଜ ଗହଣା ରେ ହୁଏ ସଜେଇ.....
    ହୋ..ଭାବି ନଥିଲି ମୁଁ ଏମିତି ହଜିବି
    ତ ପ୍ରେମର ଗୋଲାପୀ ସହରରେ,
    କେମିତି କେଜାଣି ପଡ଼ିଲି ପ୍ରେମରେ
    ଫେରିବାକୁ ଆଉ ଇଛା ନାହିଁ...
    ହୋ ଏମିତିକା ପ୍ରିୟା ମୋର,
    ସତେ ପ୍ରଜାପତି ମନ ତାର |
    ସେ ମୋ କଥା ଭାବିକି ହାଏ,
    ସତେ ଭାବନାରେ ଉଡ଼ୁଥାଏ |
    ହୋ ଭାବନା ରାଇଜେ ସରମୀ ରଙ୍ଗ ଦିଏ ଲଗେଇ....
    ପ୍ରିୟା ମୋର ଲାଜେଇ......
    ଲାଜ ଗହଣା ରେ ହୁଏ ସଜେଇ.....
    ଘର ଅଗଣା କୁ ଆସି ଦେଖେ ଖାଲି
    କାଳେ ତୁ ଆସିଛୁ ମତେ ଦେଖିବାକୁ,
    ଆସି ଦେଖେ ଯେବେ କେହି ନାହିଁ ବୋଲି
    ଇଛା ହୁଏ ତ ସାଥେ ଗପିବାକୁ |
    ହୋ ସରମି ଲତା ଟେ ହାଏ,
    ସେ କେତେ କଥା ଭାବୁ ଥାଏ |
    ତାର ଭାବନାର ସୀମା ନାହିଁ,
    କେବେ କାନ୍ଦି ଦିଏ କଇଁ କଇଁ |
    ହାଏ ଟିକେ ନ ଗପିଲେ ତା ସାଥେ ମୁଁହ ଦିଏ ଶୁଖେଇ...
    ପ୍ରିୟା ମୋର ଲାଜେଇ......
    ଲାଜ ଗହଣା ରେ ହୁଏ ସଜେଇ....
    ..................................................................................................
    Like, Share, Subscribe our Channel Pro Music Odia
    #human sagar new odia song
    #new odia trending song
    #odia gito
    #love song
    #romntic song
    #nua adhuniko gito
    #soujannya rath new song
    #romantic odia studio version
    #odia new album vedio
    #newlovesong
    #human
    #humansagar
    #odianewsongvideo
    #odianewalbum2024
    #trendingviralvideo
    #odia
    #odiasong
    WARNING
    -------------------==========-----------------------
    This Content is Copyright to "Pro Music Odia "CZcams Channel.
    Any Unauthorised, Reproduction, Redistribution or Re-Uploads is strictly prohibited of the material. Legal action shall be take against those who violet the copyright of the material pressented !!

Komentáře • 40