ଅଣସର ଘରେ ଘଟିଥିଲା ଚମତ୍କାର

Sdílet
Vložit
  • čas přidán 25. 06. 2024
  • #ଅଣସରଘରେଘଟିଥିଲାଚମତ୍କାର
    @puribadapanda
    #Puribadapanda
    #badapanda
    #puri
    #Jagannath
    #ramachandrabadapanda
    / @jagannathsanatanadharma

Komentáře • 601

  • @gyanbikash
    @gyanbikash Před 3 dny +83

    ପ୍ରଣାମ ଆଜ୍ଞା 🙏 ଆପଣଙ୍କ କଥା ଅତ୍ୟନ୍ତ ମଧୂର ଈଛା ହଉଛି ଆପଣ ଏମିତି କହୁଥିବେ ପ୍ରଭୁ ଙ୍କ ଲୀଳା ଆମେ ଶୁଣୁଥିବୁ ।ଜୟ ଜଗନ୍ନାଥ 🌹🙏🌹

    • @HarekrushnaParida-qk9yc
      @HarekrushnaParida-qk9yc Před 2 dny +8

      😅😢

    • @rammisha9715
      @rammisha9715 Před dnem +4

      Jagannath mahaprabhu knk bada pa!nda mahasyaknu bhumista pranam more question hela ame ghare rakhi thiba diyan knu kipari colour kariba syenthik colour use karile kichi papa lagiba nahi agyan

    • @calculatorrath3357
      @calculatorrath3357 Před dnem

      Jay jagannath

    • @pabitramohanta8964
      @pabitramohanta8964 Před dnem

      ,🙏🙏🙏🙏🙏

    • @anjanadas6219
      @anjanadas6219 Před 13 hodinami

      ​@@rammisha9715hi po wee 12:31 😊😊😊 12:37 12:38 12:38 12:42

  • @rajalaxmisahu5607
    @rajalaxmisahu5607 Před 2 dny +24

    ମହାପ୍ରଭୁ ପରମବ୍ରହ୍ମ ପୁରୁଷୋତ୍ତମଙ୍କ ଶ୍ରୀ ଚରଣ ତଳେ ଏଅଧମର ଭକ୍ତିପୂତ ପ୍ରଣାମ🙏🙏🙏🙏🙏

  • @omnamobhagabatebasudebay
    @omnamobhagabatebasudebay Před 2 dny +10

    ବଡ଼ପଣ୍ଡା ମହାନାୟକ ଙ୍କୁ ଏ ଅଧମ ଚାକର ର ପ୍ରଣାମ
    🙏

  • @SasmitaMaharana-bn7gr
    @SasmitaMaharana-bn7gr Před 2 dny +9

    ସତରେ କେତେ ଦୟାଳୁ ମୋ ମଣିମା। ମଣିମାଙ୍କ ର ଅଭୟ ଚରଣାର ବିନ୍ଦରେ ମୋର କୋଟି କୋଟି ପ୍ରଣାମ।ଗୁରୁ ଦେବ ଙ୍କୁ ମୋର ପ୍ରଣାମ।ଜୟ ଜଗନ୍ନାଥ ସ୍ବାମୀ

  • @saritamaharana4151
    @saritamaharana4151 Před 2 dny +11

    ଚାରିଆଡେ ପ୍ରଚାର ହେଉଛି ସେବାୟତ ମାନେ ଆଇସ ଖାଇ ଆସି ସେବା କରୁଛନ୍ତି।ବହୁତ ବଡ ସଂଦେହ ଦୁର ହୋଇ ଗଲା ।ଧନ୍ୟବାଦ ।

  • @sandhyapattnaik2817

    ହେ ମୋ ମଣିମା ମହାବାହୁ ଙ୍କ ଶ୍ରୀଚରଣ ରେ କୋଟି କୋଟି ଅନନ୍ତ କୋଟି ଦଣ୍ଡବତ 🙏❤️🙏..ପରମ ପୂଜ୍ୟ ବଡ଼ପଣ୍ଡା ମହାଶୟ ଙ୍କ ଶ୍ରୀଚରଣ ତଳେ ଅଭୂମ ପ୍ରଣିପାତ 🙏 ବହୁତ ଭଲ ଲାଗୁଛି ଆଜ୍ଞା ଆପଣ ଙ୍କ ଠାରୁ ମଣିମା ଙ୍କର ଲୀଳା ସବୁ ଶୁଣି 🙏🙏🙏

  • @subhashreebarik9678
    @subhashreebarik9678 Před 2 dny +4

    ପ୍ରଣାମ ମହାଶୟ 🙏ମୋର ଏକ ପ୍ରଶ୍ନ ଥିଲା 🙏ମହାପ୍ରଭୁ ଙ୍କ ପାଇଁ ଭକ୍ତ ମାନେ ମନ ର କଥା ଲେଖି ଯେଉଁ ଚିଠି ଦେଇଥାନ୍ତି,ତାର କଣ ହୁଏ ?

  • @nalinikantasahu7259
    @nalinikantasahu7259 Před 6 hodinami

    ଆପଣଙ୍କୁ କୋଟି କୋଟି ପ୍ରଣାମ ଗୁରୁଜୀ। ଆପଣଙ୍କ ଦର୍ଶନ ମୁକ୍ତି ପ୍ରଦାନକାରି। ଆପଣଙ୍କୁ ବାରମ୍ବାର ପ୍ରଣାମ❤🙏

  • @SubhasmitaMahana
    @SubhasmitaMahana Před 2 dny +2

    Jay Jagannath

  • @ManjuraniMohanty
    @ManjuraniMohanty Před 2 dny +2

    ଜୟ ଜଗନ୍ନାଥ 🙏🙏🙏🙏🙏
    ଆଜ୍ଞା ପ୍ରଣାମ ବଡ଼ପଣ୍ଡା ମହାଶୟ 🙏🙏🙏
    ଆପଣଙ୍କ ପାଖରୁ ପ୍ରଭୁଙ୍କ ବହୁତ କଥା ଜାଣିବାକୁ ପାଉଛୁ। ବହୁତ ଖୁସି ଲାଗୁଚି। ଆପଣଙ୍କୁ, ଆପଣଙ୍କ ପରିବାର କୁ ଜଗନ୍ନାଥ ଭଲରେ ରଖନ୍ତୁ 🙏🙏🙏

  • @rajatalenthunter1972
    @rajatalenthunter1972 Před 3 dny +10

    ଧନ୍ୟ ଧନ୍ୟ ମହାପ୍ରଭୁ ଆଉ ତାଙ୍କ ଲୀଳା 🙏🙏🙏ଜୟ ଶ୍ରୀ ଜଗନ୍ନାଥ

  • @_75_hariom_creater_vlog
    @_75_hariom_creater_vlog Před 2 dny +2

    ହରି ଓ଼ମ୍ ଜୀ ଆଗ୍ୟା,ବହୁତ ଉଚ୍ଚ କୋଟିର,ଓ ଆନନ୍ଦ ଜୀବନ ମୁକ୍ତି ଦାୟକ,
    ପ୍ରଭୁ ଙ୍କ ରିନା ବହୁ ଗୁଣ,ତାହା ଭକ୍ତ ଙ୍କ ପାଇଁ ଅତି ସରଳ,ଜୟ ଜଗନ୍ନାଥ

  • @namitapati9307
    @namitapati9307 Před dnem +1

    ଗୋସେଇଁ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏🙏🙏 ଗୋସେଇଁ ଶ୍ରୀ ମନ୍ଦିର ରେ କଣ ପାଇଁ ଶଙ୍ଖ ବଜା ଯାଏନା ଦୟା କରି ଗୋସେଇଁ ମହାଶୟ ଜଣେଇବେ 🙏

    • @PuriBadapanda
      @PuriBadapanda  Před dnem +1

      ବାଜିବାର ନିୟମ ଥିଲା

  • @jagabandhumallik3801
    @jagabandhumallik3801 Před 2 dny +1

    Jay Jagannath Dandabat Pranam Bada Panda nku 🙇🙇🙏🙏

  • @purusottamreddy2992
    @purusottamreddy2992 Před 7 hodinami

    ମହାପ୍ରଭୁ ଙ୍କୁ ଏ ରୁପ ରେ ଦେଖିଲେ ଟିକେ ଡର ଡର ଲାଗେ । କିନ୍ତୁ ବଳରାମଙ୍କୁ ଦେଖିଲେ ବହୁତ୍ ସୁନ୍ଦର୍ ମନୋହର ଲାଗନ୍ତି । କାହିଁକି କେଜାଣି
    ଜୟ ଜଗନ୍ନାଥ 🙏

  • @PravasChandraRout
    @PravasChandraRout Před dnem

    ପଣ୍ଡିତେ କୋଟି କୋଟି ପ୍ରଣାମ ଆପଣଙ୍କୁ କାରଣ ମୋ ପ୍ରଭୁ ଜଗନ୍ନାଥ ଙ୍କ ସେବକ ଆପଣ
    Jai jagannath 🙏 ❤

  • @MoJagataTHAKURA
    @MoJagataTHAKURA Před 2 dny +1

    Jay jagannath

  • @ManojKumar-wb8yu
    @ManojKumar-wb8yu Před dnem

    ଜୟ ଜୟ ଶ୍ରୀ ଜଗନ୍ନାଥ...... କୋଉ ଜନ୍ମରେ କେତେ ପୂଣ୍ୟ କରିଥିଲେ ବୋଲି ଆଜି ଠାକୁରଙ୍କ ସେବା କରିବାର ସୁଯୋଗ ପାଇଛନ୍ତି .... ଅନ୍ତରରୁ ପ୍ରଣାମ ।

  • @brundabanpattnaik2311
    @brundabanpattnaik2311 Před 2 dny +1

    Nothing exists but soul And Lord Jagannath is Supreme Soul.
    Jay Jay Jay Jagannath

  • @chhabindramansingh73
    @chhabindramansingh73 Před 14 hodinami

    ଆପଣଙ୍କୁ ପ୍ରଣାମ, ମୋ କାଳିଆ ଅମୃତ ବାଣୀ ପରିବେଷଣ କରିଥିବାରୁ 🙏🌹, ମୋ ସମ୍ପତି ପ୍ରାଣରପ୍ରାଣ କାଳିଆ ମୋର 🙏🌹🌹♥️🙏

  • @sashmitarout2537
    @sashmitarout2537 Před 2 dny +3

    ଚକା ଆଖି ସବୁ ଦେଖୁଛି
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏

  • @bijayalaxmimohapatra1043

    Vdo t bahut bhala lagila

  • @umeshchandrahota1382
    @umeshchandrahota1382 Před 2 dny +1

    କୋଟି କୋଟି ପ୍ରଣାମ ଆପଣଙ୍କ ପାଦଦେଶରେ। ଆପଣଙ୍କର କଥନରେ ସମସ୍ତ ପ୍ରକାରର କଥା ଜାଣିଲି ଏବଂ ପ୍ରଭୁ ସେବାରେ ନିୟୋଜିତ ସମସ୍ତ ସେବକଙ୍କ ପାଦତଳେ କୋଟି କୋଟି ପ୍ରଣାମ।🙏🙏🙏🙏

  • @annapurnakiduniya
    @annapurnakiduniya Před 2 dny +1

    Bahut sundar katha suni jeeban dhanya hoigala 🙏🏻

  • @saisangeeta8515
    @saisangeeta8515 Před 16 hodinami +1

    🙏🌼ଜୟ ଜଗନ୍ନାଥ🌼🙏

  • @sunilkumar-ns5yz
    @sunilkumar-ns5yz Před dnem

    ଜୟଜଗନ୍ନାଥ, ଆପଣଙ୍କ ବିଚାର ଅଭିମନମୁଖଧିକରୁ ଜୟଜଗନ୍ନାଥ

  • @jharanasharma371
    @jharanasharma371 Před 2 dny +1

    Respected sir Sadara Jayguru Pranam Thank you so much for your beautiful and lovely presentation about Sri Jagannath Swami.Jay Sri Jagannath Swami ❤❤❤ Krupa hi kebalam ❤❤❤

  • @saisangeeta8515
    @saisangeeta8515 Před 16 hodinami +1

    🙏🌼ଜୟ ଶ୍ରୀ ଜଗନ୍ନାଥ🌼🙏

  • @Lopa4125
    @Lopa4125 Před 2 dny

    Bahut bhala lagila think you

  • @manjuraniswain8791
    @manjuraniswain8791 Před 2 dny +1

    Jaya jaganatha. Mahaashaya koti koti pranaam grahan karantu. Bahut shundar. Aama prabhunka niti kanti prabhu nka nidreshre heu. Pranam

  • @sonalirout8352
    @sonalirout8352 Před 16 hodinami

    ଆପଣ ଭଗବାନ ଙ୍କ ର ଚଳନ୍ତି ପ୍ରତିମା ଆପଣ ଙ୍କ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏😭😭😭🙏🙏🙏

  • @beenapanipradhan9344

    ପ୍ରଣାମ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଶୁଭ ରାତ୍ରୀ ମଣିମା 🙏🏼🙏🏼🙏🏼❤️❤️❤️🪔🍌🪔🪔

  • @BasantiKhandai-y8c
    @BasantiKhandai-y8c Před 23 hodinami

    Bahut bahut bhala lagila maharaj🙏🙏🙏🙏

  • @anjalisingh728
    @anjalisingh728 Před 2 dny +2

    ପ୍ରଣାମ ଗୁରୁଜୀ।ଆପଣ ଏତେ ଶିକ୍ଷଣୀୟ ତଥ୍ୟ ଦେଉଥିବାରୁ ରୁ ଅଶେଷ ଅଶେଷ ଧନ୍ୟବାଦ। ମୋର ପ୍ରଶ୍ନ ଥିଲା ଯେ,ନବକଳେବର ରେ ଜଗନ୍ନାଥ ଙ୍କୁ ନେଇ ସପ୍ତାବରଣ ଦିଆଯାଏ ସେ ସପ୍ତ ଆବରଣ ର ନାମ କଣ ଆଉ ତାହା କେମିତି ଦିଶେ । ଜୟ ଶ୍ରୀ ଜଗନ୍ନାଥ।

  • @manjulapadhi9075
    @manjulapadhi9075 Před 13 hodinami

    ଜୟ ଜଗନ୍ନାଥ ମହାପ୍ରଭୁ ଧନ୍ୟ ତୁମ ଲୀଳା

  • @sasmitanaik-ok8se
    @sasmitanaik-ok8se Před 2 dny +1

    ଜୟ ଶ୍ରୀ ଜଗନ୍ନାଥ 🙌 ବଡପଣ୍ଡା ସାମନ୍ତ ମହାଶୟ ପ୍ରଣାମ 🙏

  • @bharatidas7169
    @bharatidas7169 Před 16 hodinami

    Nice to listen about Maha Prabhu, Thanks, sir 🙏🙏😊

  • @skbehera8580
    @skbehera8580 Před 2 dny

    Koti koti Pranam Badapanda Mahashay. You have clarified many things. Jay Jagannath 🙏🙏🙏

  • @aratidas1367
    @aratidas1367 Před 2 dny +1

    Jay jagannath swami nayana pathha gami vaba tume❤❤

  • @geetaranimishra7871
    @geetaranimishra7871 Před 2 dny

    Jay Shree Jagannatha Mahaprabhu...🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @annadasankarsamal7965
    @annadasankarsamal7965 Před 3 dny +1

    Maha prabhu Shree Jagannath o Gurudev manima nka charana re ananta koti danda bata pranam..

  • @MamiMami-lm3wk
    @MamiMami-lm3wk Před 2 dny

    Jaya Jagannath mahaprabhu 🙏 badapanda samantnku Mora pranam

  • @indeedsatya
    @indeedsatya Před 8 hodinami

    ଜୟ ଜଗନ୍ନାଥ ❤ ବଡ଼ପଣ୍ଡା ମହାଶୟଙ୍କ ଭୁମିଷ୍ଠ ପ୍ରଣାମ ❤

  • @TheSasmitaDas
    @TheSasmitaDas Před dnem

    Jai Jagannath ❤🌸🌼🌼🌼🌸🙏🙏🙏🙏🙏🙏🙏🙏🙏🙏

  • @hadibandhuhbdas8618
    @hadibandhuhbdas8618 Před 7 hodinami

    Jay Jagannath, pranam sir apananka katha suni bahut bhala lagila

  • @jyotiranjanrout6827
    @jyotiranjanrout6827 Před 8 hodinami

    ଜୟ ଜଗନ୍ନାଥ ଆଜ୍ଞା 🙏🏻କୋଟି କୋଟି ପ୍ରଣାମ ଆପଣକୁ 🙏🏻ଗୋଟେ ପ୍ରଶ୍ନ ଆମ ଘରେ ମହାପ୍ରଭୁଙ୍କ ପତିତପାବନ ବିଘ୍ରହ ଅଛନ୍ତି ଅଣସର ସମୟରେ ତାଙ୍କୁ ଆମେ କିପରି ସେବା କରିବୁ 🙏🏻କହିବାର ମାନେ ଦ୍ୱାର ବନ୍ଦ କରିକି ସେବା କରିବୁ ନା ଦ୍ୱାର ଖୋଲିକି 🙏🏻ଟିକେ ଆମକୁ ଅବଗତ କରାନ୍ତୁ 🙏🏻ଜୟ ଜଗନ୍ନାଥ 🙏🏻

  • @BalaramPradhan-pj8ww

    🚩🚩🚩ଜୟ ଜଗନ୍ନାଥ 🚩🚩🚩🪷🪷🪷🪷🪷🪷🪷

  • @bidyadharmoharana8882

    Ahh ki sundar mo sant kar mahima, Jay jagrnath, koti pranam .

  • @magsirasahu2050
    @magsirasahu2050 Před dnem +1

    Jay shree Jagannath swami Nayana patha gami vab tum 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kirtinarayansarangi2750

    Very good talk .Jay Jagannath.

  • @ajayakumartripathy261
    @ajayakumartripathy261 Před hodinou

    Jai Jaganatha

  • @sushamasundariray8297
    @sushamasundariray8297 Před 20 hodinami

    Jay Jagannath
    Jay Badapanda Mahodaya ❤

  • @baishnabcharanbehera4312

    ପ୍ରଣାମ ପ୍ରଭୁ ଅତି ଉପାଦେୟ ଜୟ ଜଗନ୍ନାଥ

  • @kanaklenka3935
    @kanaklenka3935 Před dnem +1

    Jagannath swami nayana patha gami, bhabaha tume...... 🙏🙏🙏

  • @RanjanKumar-mx1ki
    @RanjanKumar-mx1ki Před 2 dny

    ଆପଣଂକ କଥା ଜ୍ଞାନ ଶୁଣି ମୋତେ ବହୁତ ଖୁସିଲାଗିଲା ଏବଂ ମୋର ଆଖିରୁ ଆନନ୍ଦା ଶୃ ଝରି ଆସିଲା ଧନ୍ୟ ପ୍ରଭୁଙ୍କ ଲୀଳା ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @madhusudannath7242
    @madhusudannath7242 Před dnem

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏

  • @swapnaranibehera1401
    @swapnaranibehera1401 Před 2 dny

    Pranam pujya panda padhiari❤❤jay jagannath Swami 🙏 bahut sundar katha aapana kahile❤🙏🙏

  • @suchismitanayak7868
    @suchismitanayak7868 Před 2 dny +1

    Pranaam swikaar kijiye mahaprabhu shree jagannath 🙏🙏

  • @rmsamparkmusic
    @rmsamparkmusic Před 2 dny +1

    ପ୍ରକୃତ ରେ ମୋ ମହାପ୍ରଭୁ ଅଲୌକିକ ❤

  • @manjushreemahapatra2378

    Jay Jagannath 🙏🏻🙏🏻🙏🏻🙏🏻.....Aati Madhura ama Jagannath sanskruti.

  • @bakyashreebehera9980

    JAY JAGANNATH SWAMI🌺🌻🌹🌷🌺🌻🌹🌷🌺🌻🌹🌷 🙏

  • @SunilPanigrahi-wj6tg

    ଶ୍ରୀ ଜଗନ୍ନାଥ ବ୍ରହ୍ମ, ବ୍ରହ୍ମ,ବ୍ରହ୍ମ,ପରମବ୍ରହ୍ମ।

  • @adititripathy2561
    @adititripathy2561 Před dnem

    Jai jaganath pranam ❤❤❤❤❤bahut sundar katha pranam gurudeb

  • @manojkumarsahu7013
    @manojkumarsahu7013 Před 3 dny +1

    ଜୟ ଜଗନ୍ନାଥ ମହାପ୍ରଭୁ
    ରକ୍ଷା କର କୃପା କର ଦୟା କର
    ବଡ଼ପଣ୍ଡା ମହୋଦୟ ଭକ୍ତିପୂର୍ଣ୍ଣ ପ୍ରଣାମ
    କଟକ ମନୋଜ ସାହୁ

  • @krishnanayak8285
    @krishnanayak8285 Před 2 dny

    JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻 🙏🏻

  • @haragobindapal7362
    @haragobindapal7362 Před 2 dny

    ଜୟ ଜଗନ୍ନାଥ ପ୍ରଣାମ ସର୍ବ ବଢନ୍ତୁ ସୁଖୀନଃ

  • @madhusmitamohanty8320

    ପ୍ରଣାମ ପୂଜା ପଣ୍ଡା ସାମନ୍ତ 🙏 ମହାପ୍ରଭୁଙ୍କ ବିଷୟରେ ଆପଣଙ୍କ ମୁଖନିଃସୃତ ବାଣୀ ଅତ୍ୟନ୍ତ ଶିକ୍ଷଣୀୟ ଓ ସାରଗର୍ଭକ। ଜୟ ଜଗନ୍ନାଥ 🙏

  • @prakasinidas8188
    @prakasinidas8188 Před 2 dny

    ମହାପ୍ରଭୁଙ୍କ ଅହେତୁକୀ କୃପାରୁ,ଆପଣଙ୍କଠାରୁ ତାଙ୍କ ଲୀଳା,ମହିମା ବିଷୟରେ ଶୁଣି ନିଜକୁ ଧନ୍ୟ ମନେ କରୁଛି,ଭୂମିଷ୍ଠ ପ୍ରଣାମ ଆଜ୍ଞା... ଜୟ ଜଗନ୍ନାଥ 🙏🙏🙏🙏

  • @rinkucreation9946
    @rinkucreation9946 Před 2 dny

    Bahut sunder system agya🙏🙏

  • @ashwinipradhan9796
    @ashwinipradhan9796 Před 9 hodinami

    ଜୟ ଜଗନ୍ନାଥ

  • @Macharenaprogamer
    @Macharenaprogamer Před dnem

    Jay jaganath

  • @pradoshbehura3794
    @pradoshbehura3794 Před 2 dny

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ

  • @nayakudaya3683
    @nayakudaya3683 Před 2 dny

    Jay shree jagannath

  • @milansahu8713
    @milansahu8713 Před 2 dny

    Jai jai jagannath 🪷🪷🪷🪷🪷🪷🪔🪔🏆🏆👍👍🌄🌄🌹🌹💖💖❤️❤️🪔🪔💐💐🎉🎉😅😅😅

  • @bijayakumarsahoo5832
    @bijayakumarsahoo5832 Před 2 dny

    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ

  • @sabitasahu8843
    @sabitasahu8843 Před 2 dny +1

    ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ଲୀଳା ଚମତ୍କାର କୋଟି କୋଟି ପ୍ରଣାମ ପ୍ରଭୁ

  • @sonalirout8352
    @sonalirout8352 Před 16 hodinami

    ବାବା ପ୍ରଣାମ

  • @subhasripraharaj151
    @subhasripraharaj151 Před 2 dny

    Pranam prabhu ji.. Jay Shree Jagannath 🙏 Se amo bahut dayalu thakura🙏🙌⭕❗⭕🧿✨

  • @amyaranjanjena2750
    @amyaranjanjena2750 Před dnem

    ମହାପ୍ରଭୁଙ୍କର କେତେ ପ୍ରକାର ସେବକ ସେବା ପ୍ରଦାନ କରନ୍ତି
    ଦୟାକରି ଏକ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ହେବେ 🙏🙏🙏🙏

  • @user-iu5ud9yk4j
    @user-iu5ud9yk4j Před 2 dny

    ଜୟ ଜଗନ୍ନାଥ ମହାପ୍ରଭୁ

  • @dhananjayamishra5845

    Jain Shree Jagannath

  • @user-qn2qy4ow1y
    @user-qn2qy4ow1y Před 8 hodinami

    Jai jagannath 🙏🙏🙏

  • @DamyantiKhatua
    @DamyantiKhatua Před 2 dny +1

    Baba apananku koti koti pranam jay jagannath

  • @harapriyachoudhury4245
    @harapriyachoudhury4245 Před 9 hodinami

    Jay Jagannath Mahaprabhu koti koti pranam 🙏🏽 ♥

  • @smitapattnaik3000
    @smitapattnaik3000 Před dnem

    Jay Jagannath Swami 🙏❤️🙏Badapanda mahanayak nku pranam 🙏🙏🙏

  • @smitamishra2599
    @smitamishra2599 Před 2 dny

    Jay Jay shree Jagannath 🙏🏻🙏🏻🙏🏻
    Mahaprabhu nka Charanarabindare Mora koti pranam 🙏🏻🙏🏻🙏🏻🙏🏻
    Pranam Sante 🙏🏻
    Bahut sunder thila ajira question and answer .

  • @kumudinidas8740
    @kumudinidas8740 Před 2 dny

    Badapanda mahoday samantanku more koti koti pranam. Mahaprabhunka lila Katha suni mu nijaku dhanya Mane karuchi. More pranam tike prabhunku janeidebe angya au thare apanku eithu pranam janauchi. Jay jagannath

  • @AdvNiharika
    @AdvNiharika Před 2 dny

    Jai Jagannath 🙏
    Jagannath Maha Vishnu..Ki sundar leela❤
    Thank you 😢Koti pranam Badapanada Samanta 🙏🙏🙏

  • @krishnachandranayak2233

    ଜୟ ଜଗନ୍ନାଥ ପ୍ରଭୁ, ଆପଣ ଆରମ୍ଭରେ କହିଛନ୍ତି ଯେ ପୂଜା ପରେ ମାଛ ଖାଇଲେ ଚଳିବ, କିନ୍ତୁ ଏଠି ଚଳିବ ପରିବର୍ତ୍ତେ ଅନୁଚିତ୍ କହିବା ଅନିର୍ବାଜ୍ୟ। କାରଣ ଆପଣଙ୍କ ଉଚ୍ଚାରଣ ଆମ ପାଇଁ ଧର୍ମ ମାର୍ଗ ଅଟେ।

  • @QueenLISA_Cutee
    @QueenLISA_Cutee Před 12 hodinami

    Angya Jay Jagannath Apana nka muhan ru Mahaprabhu nkara Alaukika sakti suni bahuta nija ku khusi anubhaba karuchhi ❤❤❤❤❤❤❤❤

  • @satyaranjannandi6812
    @satyaranjannandi6812 Před dnem +1

    Jay Jagannath 🙏🏻🚩🙏

  • @user-sy1of4zx8r
    @user-sy1of4zx8r Před 2 dny

    Joi Guru Dev Joi Jagarnnath @ Om Jagarnnatho Ballabhadra Subhadravyam Yate Namah

  • @pramilabarik3626
    @pramilabarik3626 Před 2 dny

    Jay shree Jagannath baba🙏pranama mohashay

  • @bibhuprasad955
    @bibhuprasad955 Před 2 dny

    Jay jagannath Swami Nayan Pathagami Bhaba tume 🙏

  • @sudhansubhusandash8764

    Jay shree jagannath Mahaprabhu, jay Badapanda Maharaj.

  • @minakshipani4903
    @minakshipani4903 Před 3 dny

    Bahut sundar katha janibaku paili gurudev 🙏🏻🙏🏻

  • @pramodkumarmallik1482

    ଜୟ ଜଗନ୍ନାଥ ସ୍ୱାମୀ

  • @nirupamasahoo9879
    @nirupamasahoo9879 Před 2 dny

    ଜୟ ଜଗନ୍ନାଥ 🪔🙏🏾

  • @jaladharbehera5572
    @jaladharbehera5572 Před 9 hodinami

    Joy.jagannath

  • @arundhatibiswal8460
    @arundhatibiswal8460 Před 2 dny

    Jay Jagannatha ❤🙏 Mahaprabhu Jagannatha au swayam prabhu bada panda nku koti koti pranam 🙏