‘ବିଜେଡିର ନିଦ ଏବେ କେମିତି ଭାଙ୍ଗିଲା’ | Odisha Reporter
Vložit
- čas přidán 8. 09. 2024
- ପୋଲାଭରମ ପ୍ରକଳ୍ପ ବିଜେଡି ନେତା ବୁଲିବା ପ୍ରସଙ୍ଗ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଏବେ କେମିତି ନିଦ ଭାଙ୍ଗିଲା । 24 ବର୍ଷ ସରକାରରେ ଥିଲେ, ପୋଲାଭରମ ବହୁ ପୁରୁଣା ପ୍ରକଳ୍ପ ସେତେବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ଆଜି ଏ କଥା କାହିଁ ଉଠାଉଛନ୍ତି । ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ଯାହା କରିବା କଥା ନିଶ୍ଚିତ ଭାବରେ କରିବୁ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
CZcams: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #JaynarayanMishra #BJP #PolavaramIssue
ଠିକ କଥା କହିଲେ ସାର୍। ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ର କଥା କବେ ଉଠାଇବେ ବିଧାନସଭାରେ
Sir apon nko kohiba katha pore dali choroni kohithile jyotisha
Naba Dash Murder Mystery ru Kebe Parda Uthaba ?
Hou thik achhi bjd soithila..... Au ebe tama triple engine govt odia lokanku ta dhoka deidela.... Naveen babu ta sabubele centre ku ethi prati dhyana debaku kahiasuthile hele ebe ra cm thare b se bisayare kahileni
Hahahaha😂😂😂😂
Tame chore kare jiticha
Frustrated bjd has no real issues, just to shout for no reason
Pandu au Nabina nida vangila......bjd neta abe bi pandu ra ckritadas.
Tume chori kari vote nela
BJD kn sadhu ta ki
Swacha janapaduchi chori kariki jitichanti
Bjd goondabahini pc sarkar dadan liquor experts has come to an end
ଚୋରଙ୍କର ମୁହଁ ଟାଣ ll ବାଂଲାଦେଶ ଭଳି ଗାଁ ଗାଁରେ ବିଜେପି ଵାଲା ସାରା ଦେଶରେ ମାଡ଼ ଖାଇବେ, ଦେଶ ଛାଡି ପଳେଇବେ ll
Aeta paka galuata😂😂😂😂