ଶଳା ଦହିବରା half plate 50 ଟଙ୍କା ଖାଇଲେ ପେଟ ପୁରୁନାହିଁ... ଏଠି ସାଦା ମିଲ୍ସ 30 ଟଙ୍କା ରେ ପେଟ ଭର୍ତି... ଧନ୍ୟ ଭାଇ ତମ ମଣିସ ପଣିଆ କୁ... ଭଗବାନ ତମ ପରିବାର କୁ ସବୁବେଳେ ଖୁସିରେ ରଖନ୍ତୁ... 🙏
କାଳିଆ ଭାଇ ଲୋକଙ୍କ ଆତ୍ମା କୁ ଶାନ୍ତି କରି ଖାଇବାକୁ ଦେଉଛନ୍ତି. ୟା ଠୁ ଆଉ କିଛି ବଡ କଥା ହେଇନପାରେ... ବହୁତ ହୃଦୟବାନ ମଣିଷଟିଏ...ଆଜିକା ଦୁନିଆ ରେ ଏତେ କମ ଦାମରେ କେହି ଦେବେନି.. କେବେ ଗଲେ ନିଶ୍ଚୟ ଖାଇବି ❤️❤️🙏
କାଳିଆ ଭାଇ ଭଗବାନ ଆପଣଙ୍କୁ ସର୍ବଦା ଖୁସିରେ ରଖନ୍ତୁ....ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା ❤❤
କାଳିଆ ଭାଇ କୁ ବହୁତ ବହୁତ ଧନ୍ୟବାଦ ଏତେ ଶସ୍ତାରେ ଖାଇବାକୁ ଦେଉଥିବାରୁ , ରାଜନୀତି କରି ଯେଉଁ ଚୋରମାନେ ଓଡିଶାକୁ ଲୁଟ କରିଛନ୍ତି , ସେମାନେ ଦେଖନ୍ତୁ କେତେ ପରିଶ୍ରମ କଲେ କେତିକି ରୋଜଗାର ହେଉଛି , କାଳିଆ ଭାଇ ହୋଟେଲ କୁ ଖାଇବାକୁ ନିଶ୍ଚିତ ଯିବୁ
ବହୁତ ସୁନ୍ଦର ମଣିଷ ଆପଣ ଧନ୍ୟବାଦ ଜଣାଉଛି ସପୋର୍ଟ କରୁଛି ଏହି ଭଳି କର୍ମ କରିଚାଲନତୁ ,
କାଳିଆ ଭାଇଙ୍କର ହୋଟେଲ ଏମିତି ଚାଲୁଥାଉ
@@GourishankarPradhan-eb9wesemiti kahinki koribe tanke 100 koriki bhi bikithante!
@@GourishankarPradhan-eb9weଆପଣ ମାନେ ଭାବୁଥିବେ ମଲା ଚିକେନ କିନ୍ତୁ ଆପଣ ଥରେ ଯାଇକି ଆସନ୍ତୁ ମଲା କି ଜିଅନ୍ତା ଜାଣିପାରିବେ ❤
ଭାଇର ହୃଦୟ ବହୁତ ବଡ଼ 🙏
ଯାହା ହେଉ ଏହିଭଳି ଚିନ୍ତାଧାରା ପ୍ରତିଟି ଲୋକଙ୍କ ପାଖରେ ରହିବା ଆବଶ୍ୟକ.. ଜୟ ଜଗନ୍ନାଥ 🙏
ଭାଇ ନମସ୍କାର ସହିତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କଲି,,, ମା ତାରିଣୀ ଙ୍କ କୃପା ହେଉ ଆପଣଙ୍କ ଜୀବନ ସୁଖମୟ ହେଓ,, ଭାଈ ମୁ ଆପଣଙ୍କ ହୋଟେଲ ରେ ଦିନେ ପ୍ରସାଦ ସେବନ ପାଈଁ ନିଶ୍ଚୟ ଯିବି, ମୁଁ ମୋ ପରିଚୟ ଆପଣଙ୍କୁ ଦେବୀ,, ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋ ମାମୁଁ ଶଶୁର,, ମୁଁ କିନ୍ତୁ ଗର୍ବ ଅନୁଭବ କରେନି,,,
ଏଇ ଭଳି ଲୋକେ ଆମ ଓଡ଼ିଶା ରେ ଅଚନ୍ତି। Gov କିଛି ହେଲ୍ପ କରନ୍ତୁ
କିଛି ଗରିବ ଲୋକ ସ୍ଵାଦିଷ୍ଟ ଖାଦ୍ୟ ଖାଇ ପାରିବେ
କାଳିଆ ଭାଇ ତମେ ଗରିବ ର ସାଥୀ।କାଳିଆ ଭାଇ ତମକୁ ଭଗବାନ୍ ତୁମକୁ ଭଳ ରେ ରଖନ୍ତୁ। ଦୁନିଆ ର ବଡ଼ ଦାନ ଅର୍ଣ୍ଣ ଦାନ।
କାଳିଆ ଭାଇ ତୁମକୁ ଅନେକ ଅନେକ ଧନ୍ୟବାଦ ଦେବା ସହିତ ସରକାରଙ୍କୁ ଅନୁରୋଧ କାଳିଆ ଭାଇ ଙ୍କୁ ସହଯୋଗ କରନ୍ତୁ।
ବହୁତ୍ ବଢ଼ିଆ କାଳିଆ ଭାଇଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଅଶେଷ ଧନ୍ୟବାଦ
ଯାହା ହେଉ ଭାଇଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏
ଭାଇ ଲୋ ସବୁ ଖାଇଯିବେ,କେତେ ଲାଭ କରିବ!ଧଅନୀ ଲୋକଙ୍କର ବି ଭିଡ ହେଇ ପାରେ । ଭଗବାନ ମଙ୍ଗଳ କରନ୍ତୁ |
ସତରେ ଭାଇ ମନ କିଣି ନେଲ ମୋର ଆପଣଙ୍କୁ କୋଟି କୋଟି ପ୍ରଣାମ ଭଗବାନ ଆପଣଙ୍କୁ ଆହୁରି ଆଗକୁ ନିଅନ୍ତୁ ଅଲଗା ହୋଟେଲ୍ ରେ ପେଟ ପୁରେ ସିନା ଆତ୍ମା ଶାନ୍ତି ହେଉନା ଆପଣ ଙ୍କ ହୋଟଲ ରେ ଲୋକ ଙ୍କ ପେଟ ପୁରୁଛି ଆଉ ଆତ୍ମା ମଧ୍ୟ ଶାନ୍ତି ମିଳୁଛି ଜୟ ଜଗନ୍ନାଥ 🙏🙏🙏🙏🙏🙏
ବହୁତ୍ ବଢିଆ ଉଦ୍ୟମ ଭାଇଙ୍କର
ଆତ୍ମା କେଉଁ ଠି ଅଛି... ଡାକ୍ତରଙ୍କୁ ପଚାରିଲେ ମଧ୍ୟ କହି ପାରୁନାହାନ୍ତି... ଏପରି ମହାନ ଲୋକେ ନିଶ୍ଚୟ କହିବେ...
Parishram kana,,,,,
Kaliabhai the Burning example,,,,,
Stay blessed,,,,,LOVE U,,,from Sambalpur
କାଲିଆ ଭାଇ ଲୋକଙ୍କୁ ଦେଲେସରେନି ଏକଥାଟି ଭୁଲିବେନି ଜେତେ ଦେଲେ ଲୋକଙ୍କୁ ଭଗବାନ ସେତେଦେବେ 🙏🙏🙏🙏🙏🙏🙏🌹🌹
ବହୁତ ଭଲ ଲୋକ ଆପଣ ଗରିବ ଖଟି ଖିଆ ଙ୍କୁ ଏତେ କମ ଟଙ୍କା ରେ ପେଟ ପୁରା ଭଲ ଖାଦ୍ୟ ଦେଉଛ ତମକୁ ବହୁତ ବହୁତ ଧନ୍ୟବାଦ 👏🙏
Good job bhaina.. lagi ruha..
Tuma bhali manisa bohat Kam achhanti ebe dunia re
Bahut bhala lagila video.
Dhanyabad.
Jay Jagannath. 🙏
ବହୁତ ସୁନ୍ଦର ଲାଗିଲା ଆମ ଭଦ୍ରକ ର ଜଣେ ଭାଇ ଭୁବନେଶ୍ଵର ଯାଇ କମ୍ ପଇସାରେ ମିଡିଲ୍ କ୍ଲାସ୍ ଲୋକଙ୍କ ର ପେଟକୁ ଅଳ୍ପ ପଇସାରେ ଦାନା ଦେଉଛନ୍ତି ଧନ୍ୟଵାଦ ଭାଇ ❤❤❤😊
Kalia bhai is great
ମାଡିଚାଲ. ଭଗବାନ ନିଶ୍ଚିତ ଆଶୀର୍ବାଦ କରିବେ
Waah bhaina .. tumaku Mahaprabhu Jagannath nka asirbad sabubele thau tume tuma paribar jiban sara khusi re ruhantu ... Bhala lagila ye video dekhiki aji b yemti kichi loka achanti ❤
Yaku hin kuhanti Mahinat Salute bro. God bless you 👍🙏✨
Jay jagannath Prabhu khusire rakhantu Kalia Bhai nku
Bhai badhia katha kahila
Tame bhai gariba ra katha bujhi parucha
Apanku koti koti namaskar......
ଧନ୍ୟ ବାଦ କାଳିଆ ଭାଇ 😊😊😊
🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,ଜୟ ଜଗନ୍ନାଥ
Great person 👍👍👍👍 vagaban sabubele tamaku vala re rakhantu mor jagannath nka pakahare atiki parthna ♥️♥️🙏🙏🙏🙏🙏
Wow so good
ଭାଇ ତମକୁ ୧୦୦୦୦୦୦୦ ଧନ୍ୟବାଦ୍
Great.bhai.kaliya.
Kalia na bhagaban
He bhagawan Kala Thakura Kalia Bhai ku Ashirbad karo🙏🙏🙏
Kalia Bhai Jay jaganath, maa sarala nka ashreebadru bhalre tahantu, Sania bhai
Bahut sundar Jai jagannath 🙏🙏
କାଳିଆ ଭାଇଙ୍କ ଉପରେ ଶ୍ରୀ ଜଗନ୍ନାଥ ଙ୍କର ଆଶ୍ରିବାଦ୍ ରହିଥାଉ।
ବହୁତ ବହୁତ ଧନ୍ୟବାଦ news ଭାଈ କାଳିଆ ଭାଇ ଙ୍କ ହୋଟେଲ କୁ ଲୋକଙ୍କ ପାଖରେ ପହଞ୍ଚାଇଥିବାରୁ ❤
Bahut badhia Kalia sir ...apanku bhagwan bahut khusi diantu ... Apanka chintadhara bahut uchhakoti ra ... Thanks Kalia bhai...love from. Bolangir
God bless you Kalia Bhaiii......
Jay Jagganath....Koti koti pranam bhai...❤❤❤
କାଳିଆ ଭାଇ ତୁମକୁ ଭଗବାନ ସହାୟ ହୁଅନ୍ତୁ
God Blessed Him ❤ Keep Growing Bhai ❤
Great man. Real hero.
Bahut imandar admi i salute you bro..
Wow bhai u r great ,heads up to your work ❤ god bless you
Yaku hin kuhanti Mahinat Salute bro.✨🙏✨👍
Jay Jagannath 🙏 Bhai 😊
Mo khaechhi 5 month bhai bahuta badhiya very nice
Jay jagannath🌹🙏🙏🙏🙏🌹
Jay jagannath
Nice principle man👍👌
Jay Sri Ram God Bless You
Bhai my bhagabana Saha jahara hrudaya bada bhagabana sad debe koti paramayou diantu jiban chalapatha kusumita karantu
କାଳିଆ,ସେ,ପା, ଗରିବଙ୍କ ବାପ,ମା, ଜଗନ୍ନାଥ
very good. may God bless Kalia Bhai
Good, God bless you.
Bahut sundar
Very good...
Bahut sundar 🙏🏻🙏🏻🙏🏻
Bahut bhala sir bhala kaama karuchhanti
Mu balangir district ra bhai..balangir town re madhya emiti gote hotel thila 30 tanka re sadha meal aau 40 or 50 re chiken bhata milu thila... se madhya nije sabu kama karuthile COVID lockdown pare tanka hotel aau sethi nathila... hueta close heigala.. or jaga ta change hei jaichhi
God bless u
Bless of GURUSWAMI
Bahut ଧନ୍ୟବାଦ.
Great human being
❤ good hotel
Great Bhai
God bless you my dear 🙏
Good job bhai
Bhai Jay Jagannath
God bless u hotel kalia nana
Really great bhai❤❤❤
Dhanyabad bhai
Jay Jagannath
Dahi bara plate-50...Kalia bhainku dhanyabad...
ଭଗବାନ ଆପଣଙ୍କର ମଗଂଳ କରନ୍ତୁ।
Jay Jagannath Bhai
Bhagwan Tama ku sabu bele bhala rakhantu
Great man 🙏🙏🙏🙏🙏🙏🙏🙏🙏🙏🙏
Jay Kalia bhai
Kaliya bhai Jindabad 💪💪
Tq god
God blessed 🎉🎉
Kaliabhai mu bbsr rahuchi location pata❤❤❤
Very Good Bhai
God bless u broo❤
Kalia bhaina hug jug Zinda rahe❤❤
Great kalia bhai
I like Bhai video
Nice vdio❤❤
I loved his sentence that "The soul of man is made by God himself",
Jai jagannath bhai chalu amiti hotel
Salute 😊
Prabhu jaganath tumara Mangal karantu
Bhagaban tumar Mangal karantu
Kou jaga re kuha mu jibi
maps.app.goo.gl/Wdykgksr5ZRhYtRt7
L❤❤❤❤❤
,super @@suchanatv24x7
Saheed Nagar
Sahid nager omfed side
Kau omfed saheed ngr t kete omfed achi