୫୦ ବର୍ଷ ଯାଏଁ ସେପଟେ ବସିବ। ବଡ଼ସାହି ବିଧାୟକଙ୍କ ଓଜସ୍ୱିନୀ ଭାଷଣ | Sanatan Bijuli | MLA Badasahi

Sdílet
Vložit
  • čas přidán 7. 09. 2024
  • ୫୦ ବର୍ଷ ଯାଏଁ ସେପଟେ ବସିବ। ବଡ଼ସାହି ବିଧାୟକଙ୍କ ଓଜସ୍ୱିନୀ ଭାଷଣ | Sanatan Bijuli | MLA Badasahi
    #sanatanbijuli #assemblysession #bjp #bjd #mohanmajhi #pratapsarangi

Komentáře • 693

  • @pradeepkumarjena4162
    @pradeepkumarjena4162 Před měsícem +76

    ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ ସାର

  • @prakashkumarnanda4704
    @prakashkumarnanda4704 Před měsícem +87

    ବହୁତ ସୁନ୍ଦର କଥା କହିଲେ ।
    ଉଚିତ ଜବାବ୍ ଦେଲେ ।
    ଧନ୍ୟବାଦ ସାର୍

    • @JanataAwaz
      @JanataAwaz Před měsícem +1

      ବିଜେପି (BJP) ବିରୋଧରେ ରାମ ମନ୍ଦିର ପାଇଁ ଭିକ୍ଷା ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ସମ୍ପର୍କରେ କଠୋର ସମାଲୋଚନା ଆଧାରିତ ଅଧିକ ଅଭିଯୋଗ ଏହାରେ ସ୍ପଷ୍ଟ ହେଉଛି:
      ଜନସ୍ବାର୍ଥବିରୋଧୀ ଆଚରଣ: ବିଜେପିର ନେତା ଲୋକମାନଙ୍କୁ ଭିକ୍ଷା ଦେବାକୁ ବାଧ୍ୟ କରିଥିବାର ଅଭିଯୋଗ ହୋଇଛି, ଯାହାକି ଏକ ଜନସ୍ବାର୍ଥବିରୋଧୀ ଆଚରଣ ଭାବେ ଦେଖାଯାଉଛି। ଏହା ଲୋକମାନଙ୍କର ଅଧିକାର ଏବଂ ସ୍ବତନ୍ତ୍ରତାକୁ ହାନି କରେ।
      ସମାଜରେ ଭୀତି ସୃଷ୍ଟି: ବିଜେପିର ଉତ୍ତେଜକ କାର୍ଯ୍ୟକଳାପ ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କର ମନରେ ଭୀତି ଏବଂ ଅସୁବିଧା ସୃଷ୍ଟି କରିଥିଲା, ଯାହା ସମାଜରେ ଅସନ୍ତୋଷ ଏବଂ ବିରୋଧ ଉଦ୍ଭବ କରାଇଥିଲା।
      ସାର୍ବଜନିକ ନୀତି ଭଞ୍ଗ: ଏହା ଅଭିଯୋଗ ହୋଇଛି ଯେ ବିଜେପିର ନେତା ଏବଂ ସମର୍ଥକମାନେ ତା'ପରିବାର କିମ୍ବା ଲୋକମାନଙ୍କୁ ଭିକ୍ଷା ଦେବାକୁ ବାଧ୍ୟ କରିଥିଲେ, ଯାହା ସାର୍ବଜନିକ ନୀତିକୁ ଭଞ୍ଗ କରେ ଏବଂ ଅନୈତିକ ଆଚରଣର ଦ୍ରଷ୍ଟାନ୍ତ ଦିଏ।
      ଆର୍ଥିକ ଅସୁବିଧା ଉତ୍ପନ୍ନ କରା: ବିଜେପିର ଏହି ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କ ଆର୍ଥିକ ଅସୁବିଧା ଉତ୍ପନ୍ନ କରିଥିଲା, ବିଶେଷକରି ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ, ଯାହା ସେମାନଙ୍କ ଦୈନିକ ଜୀବନକୁ ପ୍ରଭାବିତ କରିଥିଲା।
      ସମାଜରେ ବିଭାଜନ: ବିଜେପିର ଆନ୍ଦୋଳନ ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ସମାଜରେ ମନୋଭାବ ବିଭାଜନ ସୃଷ୍ଟି କରିଥିଲା, ଯାହାର ଫଳରେ ସମ୍ପ୍ରଦାୟିକ ଏବଂ ସାମାଜିକ ଆଂତରିକତାକୁ କ୍ଷତି ହୋଇଥିଲା।
      ଆର୍ଥିକ ପ୍ରଶ୍ନ: ବିଜେପି ରାମ ମନ୍ଦିର ପାଇଁ ଗ୍ରହଣ କରିଥିବା ଭିକ୍ଷା ଏବଂ ତାହାର ବ୍ୟବହାର ସମ୍ପର୍କରେ ଆର୍ଥିକ ପ୍ରଶ୍ନ ଉଠିଛି, ଯାହା ଜନସ୍ବାର୍ଥର ଖାତିରେ ସ୍ପଷ୍ଟତା ଏବଂ ଜବାବଦେହିତାର ଆବଶ୍ୟକତାକୁ ଉପସ୍ଥାପନ କରେ।
      ଲୋକମାନଙ୍କର ଅଧିକାର ହାନି: ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କର ସ୍ୱତନ୍ତ୍ର ଇଚ୍ଛା ଓ ସ୍ୱତନ୍ତ୍ରତାକୁ ହାନି କରୁଥିଲା, ଯାହା ଜନସ୍ବାର୍ଥର ଖାତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲା।😊

    • @himansudash9149
      @himansudash9149 Před měsícem +1

      @@JanataAwazୟେ ମାଗିଆ ଆଦାୟ ୧୬୦୦ କୋଟିର ହିସାବ ଦେଲେନି ସବୁ ଖାଇ ସ୍ୱଛତାର ଭାଷଣ ଦେଉଛନ୍ତି।

  • @AswiniMoharana
    @AswiniMoharana Před měsícem +61

    ଧନ୍ୟବାଦ ସାନ ଭାଇ । ଗାଁ ସଂଗ ଠନ କୁ ମଜଭୁତ କରିବାକୁ ପଡିବ ହେଲେ ଯାଇ ସଫଳ ହେବ

  • @user-ku8ud9jd1v
    @user-ku8ud9jd1v Před měsícem +37

    ବହୁତ ଚମତ୍କାର କଥା କହିଲେ। ଧନ୍ଯବାଦ।

  • @niharpalai3774
    @niharpalai3774 Před měsícem +105

    💮🌿ମହାପ୍ରଭୁଙ୍କୁ🌿💮🌹 ଭିକ୍ଷା ମଗେଇ ଦଣ୍ଡ ପାଇଲେ, 50 ବର୍ଷ ନୁହେଁ BJD ମାଟିରେ ମିଶିବ ବହୁତ୍ ଶୀଘ୍ର, ନବୀନ ଜଣେ ଦୁର୍ନୀତି ଓ ମଦୁଆ ମଧ୍ୟ ଲଜ୍ୟା ଲାଗିବା କଥା 🙏

  • @ramakantagopal755
    @ramakantagopal755 Před měsícem +50

    ବସିବା ଦରକାର।ଜୟ ଜଗନ୍ନାଥ ❤❤❤❤❤

  • @sankarmallick3610
    @sankarmallick3610 Před měsícem +26

    ଜୟ ଶ୍ରୀ ରାମ, ଜୟ ଜଗନ୍ନାଥ, ଜୟ ବିଜେପି

  • @Samar-papun
    @Samar-papun Před měsícem +49

    ଦିନେ ବବି ଦାସ ବି କହି ଥିଲା ବିଜେଡି 50 yr ଶାସନ କରିବ, ଅହଂକାର ଭଲ ନୁହଁ

    • @BiswajitSeth-u9v
      @BiswajitSeth-u9v Před měsícem

      Kela khaila

    • @satyajitmallick804
      @satyajitmallick804 Před měsícem

      Are babu babi khithila tanka khiba boli

    • @SPINFOTAINMENT
      @SPINFOTAINMENT Před měsícem

      ଯେମିତି ଗର୍ବ କରିବ ସେମିତି ଗାଣ୍ଡୀ ମରେଇବ ।

    • @buntyskb
      @buntyskb Před měsícem

      ahankar nuhe, genda gunda dala ku uchit jabab dia hauchi.

    • @bismayprusty7812
      @bismayprusty7812 Před 18 dny

      Apana ta khatare note kariki rakhithile au..babi das kahithile boli..Pura gyani loka ta apana

  • @prakashchandrapattnaik9214
    @prakashchandrapattnaik9214 Před měsícem +58

    ଜୟ ଜଗନ୍ନାଥ 🙏🙏🙏🌹❤️ ଆଜି ଓଡିଶା ବାସୀ ଦେଖି ପାରୁଛନ୍ତି ବିଧାନସଭା ଡିସ୍କସନ ଆଗ ଚାଲିଥିଲା ମେଣ୍ଢା ସଦନ ଆଜି ଚାଲିଛି ଦେଶ ସ୍ୱାଧୀନତା ପରେ ଜୋ ପ୍ରକାର ଚାଲେ ବିଧାନ ସଭା ଚାଲିଛି ଜୟ ହୋ ବିଜେପି ଜୟ ହୋ ମୋହନ ସାର 🙏🌹❤️👍

    • @JanataAwaz
      @JanataAwaz Před měsícem

      ବିଜେପି (BJP) ବିରୋଧରେ ରାମ ମନ୍ଦିର ପାଇଁ ଭିକ୍ଷା ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ସମ୍ପର୍କରେ କଠୋର ସମାଲୋଚନା ଆଧାରିତ ଅଧିକ ଅଭିଯୋଗ ଏହାରେ ସ୍ପଷ୍ଟ ହେଉଛି:
      ଜନସ୍ବାର୍ଥବିରୋଧୀ ଆଚରଣ: ବିଜେପିର ନେତା ଲୋକମାନଙ୍କୁ ଭିକ୍ଷା ଦେବାକୁ ବାଧ୍ୟ କରିଥିବାର ଅଭିଯୋଗ ହୋଇଛି, ଯାହାକି ଏକ ଜନସ୍ବାର୍ଥବିରୋଧୀ ଆଚରଣ ଭାବେ ଦେଖାଯାଉଛି। ଏହା ଲୋକମାନଙ୍କର ଅଧିକାର ଏବଂ ସ୍ବତନ୍ତ୍ରତାକୁ ହାନି କରେ।
      ସମାଜରେ ଭୀତି ସୃଷ୍ଟି: ବିଜେପିର ଉତ୍ତେଜକ କାର୍ଯ୍ୟକଳାପ ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କର ମନରେ ଭୀତି ଏବଂ ଅସୁବିଧା ସୃଷ୍ଟି କରିଥିଲା, ଯାହା ସମାଜରେ ଅସନ୍ତୋଷ ଏବଂ ବିରୋଧ ଉଦ୍ଭବ କରାଇଥିଲା।
      ସାର୍ବଜନିକ ନୀତି ଭଞ୍ଗ: ଏହା ଅଭିଯୋଗ ହୋଇଛି ଯେ ବିଜେପିର ନେତା ଏବଂ ସମର୍ଥକମାନେ ତା'ପରିବାର କିମ୍ବା ଲୋକମାନଙ୍କୁ ଭିକ୍ଷା ଦେବାକୁ ବାଧ୍ୟ କରିଥିଲେ, ଯାହା ସାର୍ବଜନିକ ନୀତିକୁ ଭଞ୍ଗ କରେ ଏବଂ ଅନୈତିକ ଆଚରଣର ଦ୍ରଷ୍ଟାନ୍ତ ଦିଏ।
      ଆର୍ଥିକ ଅସୁବିଧା ଉତ୍ପନ୍ନ କରା: ବିଜେପିର ଏହି ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କ ଆର୍ଥିକ ଅସୁବିଧା ଉତ୍ପନ୍ନ କରିଥିଲା, ବିଶେଷକରି ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ, ଯାହା ସେମାନଙ୍କ ଦୈନିକ ଜୀବନକୁ ପ୍ରଭାବିତ କରିଥିଲା।
      ସମାଜରେ ବିଭାଜନ: ବିଜେପିର ଆନ୍ଦୋଳନ ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ସମାଜରେ ମନୋଭାବ ବିଭାଜନ ସୃଷ୍ଟି କରିଥିଲା, ଯାହାର ଫଳରେ ସମ୍ପ୍ରଦାୟିକ ଏବଂ ସାମାଜିକ ଆଂତରିକତାକୁ କ୍ଷତି ହୋଇଥିଲା।
      ଆର୍ଥିକ ପ୍ରଶ୍ନ: ବିଜେପି ରାମ ମନ୍ଦିର ପାଇଁ ଗ୍ରହଣ କରିଥିବା ଭିକ୍ଷା ଏବଂ ତାହାର ବ୍ୟବହାର ସମ୍ପର୍କରେ ଆର୍ଥିକ ପ୍ରଶ୍ନ ଉଠିଛି, ଯାହା ଜନସ୍ବାର୍ଥର ଖାତିରେ ସ୍ପଷ୍ଟତା ଏବଂ ଜବାବଦେହିତାର ଆବଶ୍ୟକତାକୁ ଉପସ୍ଥାପନ କରେ।
      ଲୋକମାନଙ୍କର ଅଧିକାର ହାନି: ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କର ସ୍ୱତନ୍ତ୍ର ଇଚ୍ଛା ଓ ସ୍ୱତନ୍ତ୍ରତାକୁ ହାନି କରୁଥିଲା, ଯାହା ଜନସ୍ବାର୍ଥର ଖାତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲା।

    • @thabirkumarharjan2893
      @thabirkumarharjan2893 Před měsícem

      Bala BJP

    • @nareshmohanty2884
      @nareshmohanty2884 Před měsícem

      Are bhadua jagannath kahaku abhisap diantini asirbad diantu tame sabu bjp Bala kana satigehi paduan? Tame sale para ramanka namare bhikhya magin kathare achi muta muturi tuta muturi hensa kain dhoiba tame Khali bhasan baji janicha a 5.yers bhitare Kanata tadipakeiba taha odisha basinku bhalabhabare Jana au besi chodi huana ghare napasunu mundare chala bajilani

  • @ashokpattanik6945
    @ashokpattanik6945 Před měsícem +15

    ଆପଣ ମାନେ ଭଲରେ ଭଲରେ ପାଞ୍ଚ ବର୍ଷ ପୂର୍ଣ୍ଣ କରନ୍ତୁ।

  • @ganeshsahoo656
    @ganeshsahoo656 Před měsícem +32

    Right statement

  • @azubizu2534
    @azubizu2534 Před měsícem +24

    ଟଙ୍କା ବଡ ନୁହେଁ ♥️ମୋ ଭାଷା ବଡ଼ ♥️
    🙏ସେରାଏ ସୁଖ 🙏ଗୋଟିଏ ଅକ୍ଷର ର ଶବ୍ଦ କୁ ନେଇ ଲେଖିଛି ଉପନ୍ୟାସ

    • @JanataAwaz
      @JanataAwaz Před měsícem

      ବିଜେପି (BJP) ବିରୋଧରେ ରାମ ମନ୍ଦିର ପାଇଁ ଭିକ୍ଷା ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ସମ୍ପର୍କରେ କଠୋର ସମାଲୋଚନା ଆଧାରିତ ଅଧିକ ଅଭିଯୋଗ ଏହାରେ ସ୍ପଷ୍ଟ ହେଉଛି:
      ଜନସ୍ବାର୍ଥବିରୋଧୀ ଆଚରଣ: ବିଜେପିର ନେତା ଲୋକମାନଙ୍କୁ ଭିକ୍ଷା ଦେବାକୁ ବାଧ୍ୟ କରିଥିବାର ଅଭିଯୋଗ ହୋଇଛି, ଯାହାକି ଏକ ଜନସ୍ବାର୍ଥବିରୋଧୀ ଆଚରଣ ଭାବେ ଦେଖାଯାଉଛି। ଏହା ଲୋକମାନଙ୍କର ଅଧିକାର ଏବଂ ସ୍ବତନ୍ତ୍ରତାକୁ ହାନି କରେ।
      ସମାଜରେ ଭୀତି ସୃଷ୍ଟି: ବିଜେପିର ଉତ୍ତେଜକ କାର୍ଯ୍ୟକଳାପ ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କର ମନରେ ଭୀତି ଏବଂ ଅସୁବିଧା ସୃଷ୍ଟି କରିଥିଲା, ଯାହା ସମାଜରେ ଅସନ୍ତୋଷ ଏବଂ ବିରୋଧ ଉଦ୍ଭବ କରାଇଥିଲା।
      ସାର୍ବଜନିକ ନୀତି ଭଞ୍ଗ: ଏହା ଅଭିଯୋଗ ହୋଇଛି ଯେ ବିଜେପିର ନେତା ଏବଂ ସମର୍ଥକମାନେ ତା'ପରିବାର କିମ୍ବା ଲୋକମାନଙ୍କୁ ଭିକ୍ଷା ଦେବାକୁ ବାଧ୍ୟ କରିଥିଲେ, ଯାହା ସାର୍ବଜନିକ ନୀତିକୁ ଭଞ୍ଗ କରେ ଏବଂ ଅନୈତିକ ଆଚରଣର ଦ୍ରଷ୍ଟାନ୍ତ ଦିଏ।
      ଆର୍ଥିକ ଅସୁବିଧା ଉତ୍ପନ୍ନ କରା: ବିଜେପିର ଏହି ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କ ଆର୍ଥିକ ଅସୁବିଧା ଉତ୍ପନ୍ନ କରିଥିଲା, ବିଶେଷକରି ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ, ଯାହା ସେମାନଙ୍କ ଦୈନିକ ଜୀବନକୁ ପ୍ରଭାବିତ କରିଥିଲା।
      ସମାଜରେ ବିଭାଜନ: ବିଜେପିର ଆନ୍ଦୋଳନ ଏବଂ ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ସମାଜରେ ମନୋଭାବ ବିଭାଜନ ସୃଷ୍ଟି କରିଥିଲା, ଯାହାର ଫଳରେ ସମ୍ପ୍ରଦାୟିକ ଏବଂ ସାମାଜିକ ଆଂତରିକତାକୁ କ୍ଷତି ହୋଇଥିଲା।
      ଆର୍ଥିକ ପ୍ରଶ୍ନ: ବିଜେପି ରାମ ମନ୍ଦିର ପାଇଁ ଗ୍ରହଣ କରିଥିବା ଭିକ୍ଷା ଏବଂ ତାହାର ବ୍ୟବହାର ସମ୍ପର୍କରେ ଆର୍ଥିକ ପ୍ରଶ୍ନ ଉଠିଛି, ଯାହା ଜନସ୍ବାର୍ଥର ଖାତିରେ ସ୍ପଷ୍ଟତା ଏବଂ ଜବାବଦେହିତାର ଆବଶ୍ୟକତାକୁ ଉପସ୍ଥାପନ କରେ।
      ଲୋକମାନଙ୍କର ଅଧିକାର ହାନି: ବାଧ୍ୟତାମୂଳକ ଭିକ୍ଷା ସଂଗ୍ରହ ଲୋକମାନଙ୍କର ସ୍ୱତନ୍ତ୍ର ଇଚ୍ଛା ଓ ସ୍ୱତନ୍ତ୍ରତାକୁ ହାନି କରୁଥିଲା, ଯାହା ଜନସ୍ବାର୍ଥର ଖାତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲା।

  • @BapujiMLT
    @BapujiMLT Před měsícem +16

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @aaentertainment9228
    @aaentertainment9228 Před měsícem +14

    ବିଲକୁଲ ଛାଡ଼ ନାହିଁ 25 ବର୍ଷ ଦୁର୍ନୀତିର ଗୋଟି ଗୋଟି ହିସାବ ମାଗ

    • @krishnasahookrishna725
      @krishnasahookrishna725 Před měsícem

      To bou pakhare soithile Tara hisaba mage

    • @aaentertainment9228
      @aaentertainment9228 Před měsícem +2

      @@krishnasahookrishna725 25ବର୍ଷ କରି କରି ତୋ ବୋଉର ବଡ଼ ଗାତ କରିଦେଲେ ତୋ ବୋଉର ହାଲତ ପୁରା ଖରାପ କରିଦେଲେ 🕺🏻🤭

    • @shantanuupadhaya3695
      @shantanuupadhaya3695 Před 20 dny

      Abe blody bastard BJP chmcha

  • @kalandimurmu3303
    @kalandimurmu3303 Před měsícem +2

    କୋଟି ବିଶ୍ୱ ର ଅଧିପତି ଙ୍କୁ ଭିକାରୀ ବନେଇ ଥିବା ନବୀନ ପଟ୍ଟନାୟକ ଓ ବିଜେଡି ନିଜେ ଏମାନେ ଭିକାରୀ ହୋଇ ଭିକ ମାଗି ମାଗି ଧ୍ୱଂସ ହୋଇ ଯିବେ। ❤❤

  • @user-vl3rv7cd8z
    @user-vl3rv7cd8z Před měsícem +22

    ଜୟ ଜଗନ୍ନାଥ ମହାପ୍ରଭୁ ଭବ ତୁମେ 🙏🙏🙏.

  • @purusottamnayak6025
    @purusottamnayak6025 Před měsícem +24

    Jai Shree Ram...Jai jagannath

    • @sangramkesharimohapatra5562
      @sangramkesharimohapatra5562 Před měsícem

      aei bhasan ra loka banchi be apan mane ta abe sarkar ku asile sadharana janata nka pai karuchanti kn dardam emeiti heala ni gote gariba loka banchi be kemiti apana sir kahi be ke

  • @rabindranathmishra7809
    @rabindranathmishra7809 Před měsícem +29

    Thanks you.bjp jindabad ❤️🙏🌷💐👍

  • @user-vl3rv7cd8z
    @user-vl3rv7cd8z Před měsícem +22

    ମନମୋହନ ସାମଲ କିମ୍ବା ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମୂଖ୍ୟ ଦାୟିତ୍ୱ ଦିଅ ଓଡ଼ିଶାର ଟେକ ରହିବ, ନହିଲେ ଯାତ୍ରା ଦଳ ଆଖ୍ୟା ଦିଆଯିବ, ଜୟ ବିଜେପି, ଜୟ ଓଡିଶା.

  • @pitamberboitai5638
    @pitamberboitai5638 Před měsícem +1

    ବହୁତ ବହୁତ ଧନ୍ୟବାଦ ❤ଜୟ ଜଗନ୍ନାଥ 🙏🏾🌹

  • @panchanansahoo6559
    @panchanansahoo6559 Před 4 dny

    ଅତ୍ୟନ୍ତ ଚିତାକର୍ଷକ, ଆକର୍ଷଣୀୟ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସୈତାନ ମାନଙ୍କୁ କଣ୍ଟା ଫୁଟାଇବା ପରି ଭାଷଣ। ଅତି ସୁନ୍ଦର 👍।
    ଧନ୍ୟବାଦ। ଜୟ ଜଗନ୍ନାଥ 🙏।
    ଜୟ ଶ୍ରୀରାମ 🙏🌹❤️।

  • @ganeshpanigrahi5258
    @ganeshpanigrahi5258 Před měsícem +3

    ଭ୍ରଷ୍ଟାଚାରୀ ଓ ଧିକ୍କାରଯୋଗ୍ୟ ବିଜୁ ଜନତା ଦଳକୁ ବଡ଼ସାହି ବିଧାୟକ ମହୋଦୟ ବହୁତ୍ ବଢିଆ ଧୋଇଛନ୍ତି...

  • @KarunakarDhani-eo2sl
    @KarunakarDhani-eo2sl Před měsícem +6

    ପଚିଶ ବର୍ଷ ଗାଦି ମାଡ଼ି ବସିଥିଲେ,ଖାଉଥିଲେ ଓ ପିଉଥିଲେ। ଦୁଇ ମାସ ହେଲା ମିଳୁନି, ତେଣୁ ସହ୍ୟ କରି ହେଉନାହିଁ।ପାଞ୍ଚ ବର୍ଷ ଏମାନେ କାମ ନକଲେ କଂଗ୍ରେସ, ବିଜେଡି ନୁହଁ।

  • @jtvodiaentertainment5879
    @jtvodiaentertainment5879 Před měsícem +5

    ଠିକ୍ କାମ କର ଲୋକ ଭଲ କହିବେ ନତୁବା 0 ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଆଜି କାଲି ଲୋକ ସ୍ୟାଟସାଇଟ୍ man

  • @user-jt1tk9fd1i
    @user-jt1tk9fd1i Před měsícem +2

    ଧନ୍ୟବାଦ୍ ସାର ହେଲେ ଟିକେ ଆପଣଙ୍କର ଅହଂ ଟିକେ ବଢ଼ି ଯାଇଛି ।ଶାଳୀନତା ରକ୍ଷା କରନ୍ତୁ ।ନଚେତ୍ ଆପଣଙ୍କୁ ବି ବିଜେଡି ଭଲି ଦଶା ହେବ ‌

  • @KarunakarDhani-eo2sl
    @KarunakarDhani-eo2sl Před měsícem +5

    ବିଜୁ ପରିବାର ସଦସ୍ୟ ମାନେ ଚାଉଳ ଗୁଆ ଡାଲି ଖାଇଦେଲେ, ଜଗନ୍ନାଥ ଙ୍କୁ ଭିକାରୀ କରିଦେଇଥିଲେ।

  • @letsknowodia
    @letsknowodia Před měsícem +3

    ଆଜ୍ଞା ..... ଜଗନ୍ନାଥଙ୍କୁ ଭିକାରୀ ବନେଇ ଦେଲେ ବୋଲି କହିଲା ବେଳକୁ ସେ ପଛପଟେ ବସିଥିବା ବିଧାୟକ ଜଣକ ନିର୍ଲଜ ଭଳି ହସିବା ଆଦୌ ସମିଚୀନ ନୁହେଁ।। ଗର୍ବ ତାଙ୍କର ହେଉ ବା ଆପଣଙ୍କର କାହାରି ପାଇଁ ସୁଭପ୍ରଦ ନୁହେଁ।

  • @JanataAwaz
    @JanataAwaz Před měsícem +4

    ଜଗନ୍ନାଥ ମନ୍ଦିରର ତିନୋଟି ଦ୍ୱାର କରୋନା କାଳରେ ଏବଂ ନିର୍ମାଣ କାର୍ଯ୍ୟ ସମୟରେ ବନ୍ଦ ରଖାଯାଇଥିଲା। କରୋନା ସମୟରେ ମନ୍ଦିରରେ ଜନସମାଗମ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଭିନ୍ନ ଭିନ୍ନ ସାଧାରଣ ସୁରକ୍ଷା ପଦକ୍ଷେପମାନଙ୍କ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଏକ ଭାଗ ଥିଲା। ଏହାସହ ସମୟ ସମୟରେ ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ ମନ୍ଦିରର ଦ୍ୱାରକୁ ମଧ୍ୟ ବନ୍ଦ ରଖାଯାଇଥିଲା, ଯାହା ଦର୍ଶନାର୍ଥୀ ଏବଂ କାର୍ମିକଙ୍କ ସୁରକ୍ଷା ନିଶ୍ଚିତ କରିବାର ସାଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ସହଜ କରିଥିଲା।

  • @DuryodhanDas-wu7ft
    @DuryodhanDas-wu7ft Před měsícem +4

    ସନାତନସାରଙ୍କପରିବିଧାୟକହେବାଦରକାର ଼଼଼ସନାସାରଙ୍କଭାଷଣଶୁଣିବିଜେଡନେତାଙ୍କୁଝାଡାଲାଗିଯାଇଥିବ

  • @ranajitjena4668
    @ranajitjena4668 Před měsícem +11

    ମାତ୍ର ଗୋଟେ ବର୍ଷରେ କଣ ହବାକୁ ଯାଉଛି ଆଗେ ତାର କଳ୍ପନା କରିଲେ ଭଲ ହେବ

  • @kkmusic38
    @kkmusic38 Před měsícem +24

    50 ବର୍ଷ କଥା ଶୁଣିଲା ବେଳକୁ ପଛ ଫାଟି ଯାଉଛି.. ଏଇ ପାଞ୍ଚ ବର୍ଷ ବି ରହି ହବନି କି ସହି ହବନି, 😄

  • @KedarJena-ki9el
    @KedarJena-ki9el Před měsícem +6

    Right, thanks, Jay Jagannath

  • @bijoykumardas4173
    @bijoykumardas4173 Před měsícem +7

    ରାମ ମନ୍ଦିର ଓ ଜଗନାଥ ଙ୍କୁ ନେଇ ରାଜନିତି କରୁଛ । ନିଜର ନିଜତ୍ଵ ବୋଧେ କିଛି ନାହିଁ । ସବୁ ଦଳ ବେଲଯିଆ ।

    • @SPINFOTAINMENT
      @SPINFOTAINMENT Před měsícem +1

      ଏଗୁଡ଼ା ମାଘିଆ ଗୁଡା ପରା ରାଜନେତା ସେଥିପାଇଁ ହେଇଛନ୍ତି ଦରକାର ପଡ଼ିଲେ ନିଜ ମା ଭଉଣୀକୁ ଏମାନେ ବେପାରରେ ଲଗେଇଦେବେ power position ପାଇଁ ଆଉ ଏ ମାଘିଆ ଜଗନ୍ନାଥ ରାମଙ୍କୁ କଣ ଛାଡ଼ିବେ ଆଜ୍ଞା ଏମାନଙ୍କ ସ୍ବାର୍ଥ ଆଗରେ କେହି ବଡ଼ ନୁହେଁ ଏମିତି ବେଧ ପିଲା ଏ ନେତା ମନ୍ତ୍ରୀ ସବୁ ଆଜିର ଆଉ କହିବ କାହାକୁ ।

  • @birendrabehera-wz9ch
    @birendrabehera-wz9ch Před měsícem +5

    Good good good good good good good good good good good good good good good good. Speech

  • @duryodhanmahanta7766
    @duryodhanmahanta7766 Před měsícem +3

    ଜୟ ଜଗନ୍ନାଥ।🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @skbehera3946
    @skbehera3946 Před měsícem +1

    Bahut bahut dhanyawad 🎉🎉🎉🎉

  • @vasundharaofficial
    @vasundharaofficial Před měsícem +2

    Yes right kohuchanthi 50 years bjd hariba darakar , odisha ku kichi na kichi nuva hobo

  • @laxmipriyabehera8539
    @laxmipriyabehera8539 Před měsícem +1

    Thanks , your expression for Lord Jagannath •

  • @prasannajitsingh9101
    @prasannajitsingh9101 Před měsícem +7

    You are right

  • @SidharthPrasadDas
    @SidharthPrasadDas Před měsícem +8

    ବିଜେପି ଆସନ୍ତା 5 ବର୍ଷ ଭିତରେ ଭାରତ ରୁ ସଫା ହୋଇଯିବ,

  • @user-ku8ud9jd1v
    @user-ku8ud9jd1v Před 4 dny

    ବହୁତ ଚମତ୍କାର ସନାତନ ବାବୁ। ଠିକ୍ ଧୂଲେଇ କରିଛନ୍ତି।

  • @hariharmeher9670
    @hariharmeher9670 Před měsícem +3

    Thanks sir....

  • @user-np3kd7cl4r
    @user-np3kd7cl4r Před 12 dny +2

    ❤❤❤❤yes

  • @parvakarnayak645
    @parvakarnayak645 Před měsícem +2

    Perfect saying new MLA jhakkas

  • @PurnachandraPanda-vx2nj
    @PurnachandraPanda-vx2nj Před měsícem +14

    ଏବେ ନିର୍ବାଚନ ହେଲେ ବି ଜେ ପି ହାରିବା ସୁନିଶ୍ଚିତ । ଫୁଟା ନି ମାରିବା ବନ୍ଦ କର । ବି ଜେ ଡି ଦସ। ଭୋଗ କରିବା

    • @Dep_Tripathy
      @Dep_Tripathy Před měsícem +3

      ଏବେ ନିର୍ବାଚନ ହେଲେ ନବୀନ ପଟ୍ଟନାୟକ ହାରିଯିବ

    • @paricreations382
      @paricreations382 Před měsícem +2

      Are july 30 helani.. June 4 ru aje behiya giri jaini re Puniya😂😂😂... Sala laja nahi kire alajya ... Abe election's hele bjp 125+ jitiba.. Bjd-5/7 seats...

    • @ମୁଁନବୀନ_ପାଣ୍ଡୁ
      @ମୁଁନବୀନ_ପାଣ୍ଡୁ Před měsícem +2

      ​@@paricreations382
      ଓ କି ଦୁଃଖ ରେ ବାବା 😭😭😭

    • @KrishnaJena-xx8up
      @KrishnaJena-xx8up Před měsícem

      Nijara Chairman chadei nela BJD ​@@paricreations382

    • @KrishnaJena-xx8up
      @KrishnaJena-xx8up Před měsícem

      ​@@paricreations382 2029 re dekhiba,

  • @fatefaith5147
    @fatefaith5147 Před měsícem +32

    ଟା ଉ ଟ ର ତକ ସବୁ ଏକାଠି। ରାମ ମନ୍ଦିର ନାଁ ରେ ଚାନ୍ଦା ମାଗିଥିବା ୩୭୦୦ କୋଟି କୁଆଡେ଼ ଗଲା। ତାର ଫଳ ୪୦୦ରୁ ୨୩୯. ଛଅ ମାସ ପରେ ଜିରୋ ହେଇଯିବ।

    • @basantasahu4553
      @basantasahu4553 Před měsícem +8

      4200 cr tanka kiye khaila tk kahiba ki 🤔

    • @fatefaith5147
      @fatefaith5147 Před měsícem

      @@basantasahu4553 ବଦ୍ରିନାଥ ୨୮୦ କିଲୋ ଗାଏବ, ଅଯୋଧ୍ୟା କୋଟି କୋଟି ଟଙ୍କା ଗାଏବ,ଏବେ ରତ୍ନଭଣ୍ଡାର ଗାଏବ ହେବ, ଆ ପରେ ବାଲାଜୀ ଭଣ୍ଡାର ଗାଏବ। ତା ପରେ all ଭାରତୀୟ ଯାତ୍ରା ପାର୍ଟି ଗାଏବ।

    • @dlp.thestoreofvideos7889
      @dlp.thestoreofvideos7889 Před měsícem +2

      Are galua rama mandir biswa hindu parisada nirmana karuchhi aou 3700 koti kama sarini kintu 4200 koti re 4 lartin aou 4 baulamala pathara puni bhada re light

    • @rasmiranjanmohanta1875
      @rasmiranjanmohanta1875 Před měsícem

      ​@@dlp.thestoreofvideos7889 Kamo sari ni jodi ପ୍ରତିଷ୍ଠା କଣ ପାଇଁ କରାଗଲା

    • @trinathsahoo8444
      @trinathsahoo8444 Před měsícem

      ସେଥିପାଇଁ ଅଯୋଧ୍ୟା ବାସୀ ଗୋଇଠା ମାରି ବିଦା କରିଦେଲେ ଫେକୁ କୁ 😅😅😅​@@dlp.thestoreofvideos7889

  • @muralidharparida9228
    @muralidharparida9228 Před měsícem

    ଅତି ଗର୍ବେ ହତ ଲଙ୍କା

  • @nimaicharandeheri9064
    @nimaicharandeheri9064 Před měsícem

    thank sanatana ବିଜୁଳି, ବିଧାୟକ ମହାଶୟ ଓଡ଼ିଶା ଅସ୍ମିତା କଥା କହିଛନ୍ତି ହରି ଓଁ ସରନ୍

  • @damodardash1273
    @damodardash1273 Před měsícem

    👍Good speech. Every thing is a Fact

  • @panchanansahoo6559
    @panchanansahoo6559 Před 4 dny

    ଜୟ ଶ୍ରୀରାମ 🌹🙏❤️

  • @Taaucreation
    @Taaucreation Před měsícem +5

    ଅସ୍ମିତା କଥା ଉଠେଇକି ନିଜର ଅପମାନ କରନ୍ତୁ ନାହିଁ, କାରଣ ଓଡ଼ିଆ ବିହାରୀଙ୍କ ଠାରୁ ମାଡ଼ ଖାଇସlରିଛନ୍ତି, ତେଣୁ ଅସ୍ମିତା ଏବେ ଆଳୁ ରେ ପରିବର୍ତନ ହେଇଯାଇଛି,
    2025 ରେ ନୂଆ ଫିଲ୍ମ୍ ରିଲିଜ୍ ହବାକୁ ଯାଉଅଛି ( ଓଡ଼ିଆ ଅସ୍ମିତା ର ଆଳୁ ବେପାର)
    ଡାଇରେକ୍ଟର - ବlକ୍ୟ ବିର ଧର୍ମେନ୍ଦ୍ର

  • @tapukumarjena9522
    @tapukumarjena9522 Před měsícem

    Right 👍 sir Jay shree Ram Jay Jagannath Swami 🙏🙏🎉🎉

  • @SurendraMirdha-qo6tr
    @SurendraMirdha-qo6tr Před 10 dny

    ଜୟ ବିଜେପି ଜୟ ଓଡିଶା

  • @bharatdalbehera2406
    @bharatdalbehera2406 Před měsícem +2

    JAY JAGANATHA 🌹🌹🌹🙏🙏🙏🌹🌹🌹

  • @himanshuvlog8448
    @himanshuvlog8448 Před měsícem +3

    Jay Jagannath Jay shree ram

  • @kamallochanrout5345
    @kamallochanrout5345 Před měsícem +1

    GOOD BHAI

  • @user-db7rk7nh6g
    @user-db7rk7nh6g Před 27 dny

    ଧନ୍ୟବାଦ ଏମିତି କଥା ସୁଣି କେମିତି ବସିଛନ୍ତି ଲଜ୍ୟା ଲାଗୁନି ଛି

  • @sanjibnayak8445
    @sanjibnayak8445 Před měsícem

    JAY HIND... RASTRA BADI.. ପ୍ରଗତିବାଦୀ.. हिन्दू बादी पार्टी BJP PARIWAR KI JAY HO...
    ବିକାଶ ର ଅନ୍ୟ ନାମ ବିଜେପି ପରି ବାର ର.. ବିଜେପି ପରିବାର ଯୋଉଠି ବିକାଶ ସେଇଠି ଥିଲା ଅଛି ଏବଂ ରହିଥିବ ମଧ୍ୟ... JAY HINDU. ❤❤❤

  • @brajkishoresarangi3791
    @brajkishoresarangi3791 Před měsícem +2

    Good

  • @asitrout7659
    @asitrout7659 Před 4 dny

    🙏🙏🌹ଜୟଜଗନ୍ନାଥ 👍

  • @sadanandmohanty3537
    @sadanandmohanty3537 Před 2 dny

    Jay shree jagannath Jay sriram Jay Odia 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sunilkumarsethi488
    @sunilkumarsethi488 Před měsícem

    Thanks bada sahi mla , lovely

  • @sunilkumarmajhi5583
    @sunilkumarmajhi5583 Před měsícem +2

    ବର୍ତ୍ତମାନ ଜଣାପଡୁଛି ବି ଜେ ପି ରେ ଅନେକ ଜ୍ଞାନୀ, ଗୁଣି, ବିଚକ୍ଷଣ ବିଧାୟକ ଅଛନ୍ତି ।

  • @samireshmisra4562
    @samireshmisra4562 Před měsícem +1

    Very well said.

  • @deepakkumarjena2019
    @deepakkumarjena2019 Před měsícem +5

    କେତେଟା ମନ୍ତ୍ରୀ ଓଡ଼ିଆ କାଗଜରେ ଲେଖିକି ଆଣିକିବି ଓଡ଼ିଆ ପଢ଼ିପରୁନାହାନ୍ତି

  • @ganeswarbehera-fj6yu
    @ganeswarbehera-fj6yu Před měsícem

    ସେ ଚାଉଳ, ଟଙ୍କା,ହଳଦୀ ଗଲା କୁଆଡେ ।
    ତାହାର ତଦନ୍ତ ହେବା ଦରକାର । ଜୟ ଜଗନ୍ନାଥ।

  • @biswaranjanpattanaik9022
    @biswaranjanpattanaik9022 Před měsícem +2

    Ohh Beautiful ❤ Speech. Bhai pura Dhoidele.

  • @user-oz6dm3qk6r
    @user-oz6dm3qk6r Před měsícem

    Very very good speech

  • @user-kk3zg5tv7t
    @user-kk3zg5tv7t Před měsícem +2

    Welcome

  • @nalindrasoy6366
    @nalindrasoy6366 Před měsícem

    Ek Number kotha kahile ehi kothaku kehikahiparunothile bidhan sabhare

  • @harekrushnamallik925
    @harekrushnamallik925 Před měsícem

    Thanks sir good job

  • @Manas_Bhoi
    @Manas_Bhoi Před 15 dny

    Bahut sundar 🙏🙏🙏

  • @Bnbwq7133
    @Bnbwq7133 Před měsícem

    Thanks very much

  • @musicon5982
    @musicon5982 Před měsícem +2

    Very nice explanation

  • @ranjandas-sq4gy
    @ranjandas-sq4gy Před měsícem

    Sir great person of odisha Jay Jagannath Jay achyut sarana God bless you, good answer dele for basterd BJD party' Ku Bramhand gosain Shree Jagannath mahaprabhu nka ashree bad achhi 💯 Right,

  • @SuvasSahoo-c2k
    @SuvasSahoo-c2k Před měsícem

    Very good speech you are so good sir

  • @shibakumarsahu2400
    @shibakumarsahu2400 Před měsícem

    Jay jagannath jay shree Ram 🙏🙏🙏

  • @nagenbehera978
    @nagenbehera978 Před měsícem +2

    Jay jogonnath

  • @anupamamishra9496
    @anupamamishra9496 Před měsícem +4

    ସାର୍ ଉଡିଶା ନୁହେଁ ଓଡ଼ିଶା। ଓଡ଼ିଆ ଅସ୍ମିତା।

  • @deepakmahunta3308
    @deepakmahunta3308 Před měsícem +1

    ଆରେ ୫୦ ବର୍ଷ କଣ ନିଜ ଗାଦିକୁ ଆଗ ୫ ବର୍ଷ ସମ୍ଭାଳ ।
    ସେତିକି ତ କରିପାରିବନି

  • @dhireshmeher2959
    @dhireshmeher2959 Před 8 dny

    Bahut sundar

  • @PritamsukumarPanda
    @PritamsukumarPanda Před měsícem +7

    ସେଥିପାଇଁ ଅଯୋଧ୍ୟା ରେ ହାରିଲ

  • @subratpattanayak5329
    @subratpattanayak5329 Před 6 dny

    Jay Jay Shree Ram 🙏🚩🙏

  • @ramakantasahoo4971
    @ramakantasahoo4971 Před 14 dny

    Right 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @user-fq5gb9ep9e
    @user-fq5gb9ep9e Před měsícem

    ସବୁ ବେଳେ ଲୋକ ପ୍ରତିନିଧି ମାନେ ରଖ,କଥାରେ ଶାଳୀନତା ରଖ ଯେପରି ଲୋକପ୍ରିୟତା ହାର୍ସ ନପାଏ ,ହେଲେ କଂଗ୍ରେସ ଓ ବି ଜେ ଡି ଦଶା ଭେଗିନ ।

  • @tuku8637
    @tuku8637 Před měsícem +1

    Dhanya bad mayur bhanj bada sahira garba

  • @kedarnathsahu4402
    @kedarnathsahu4402 Před měsícem

    Thankyousir. 🎉

  • @Tukunu7248
    @Tukunu7248 Před měsícem +2

    Very daring speech.

  • @sabitapadhi6433
    @sabitapadhi6433 Před měsícem

    ଜୟ ଜଗନ୍ନାଥ

  • @sanjayanaik-n9s
    @sanjayanaik-n9s Před 16 dny

    ଜୟ ଜଗନ୍ନାଥ

  • @manoranjsahoo9197
    @manoranjsahoo9197 Před měsícem

    Sri 🙏 jaganath 🙏 maha 🙏 parbhu 🙏

  • @nagarjunbehera7954
    @nagarjunbehera7954 Před měsícem

    ଜୟ ଜଗନ୍ନାଥ ❤

  • @mamatasahoo6298
    @mamatasahoo6298 Před měsícem

    Marama Katha kahidele ,sir🙏

  • @Manas_Bhoi
    @Manas_Bhoi Před 15 dny

    Jay Jagannath 🙏🙏🙏
    Jay BJP❤❤❤

  • @santoshswain3113
    @santoshswain3113 Před měsícem

    Great speech by sanatan Bijuli
    arrest immediately Navin pattanaik,& Pandian Bastad ku arrest karantu

    • @JanataAwaz
      @JanataAwaz Před měsícem

      ଜଗନ୍ନାଥ ମନ୍ଦିରର ତିନୋଟି ଦ୍ୱାର କରୋନା କାଳରେ ଏବଂ ନିର୍ମାଣ କାର୍ଯ୍ୟ ସମୟରେ ବନ୍ଦ ରଖାଯାଇଥିଲା। କରୋନା ସମୟରେ ମନ୍ଦିରରେ ଜନସମାଗମ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଭିନ୍ନ ଭିନ୍ନ ସାଧାରଣ ସୁରକ୍ଷା ପଦକ୍ଷେପମାନଙ୍କ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଏକ ଭାଗ ଥିଲା। ଏହାସହ ସମୟ ସମୟରେ ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ ମନ୍ଦିରର ଦ୍ୱାରକୁ ମଧ୍ୟ ବନ୍ଦ ରଖାଯାଇଥିଲା, ଯାହା ଦର୍ଶନାର୍ଥୀ ଏବଂ କାର୍ମିକଙ୍କ ସୁରକ୍ଷା ନିଶ୍ଚିତ କରିବାର ସାଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ସହଜ କରିଥିଲା।

  • @tapanmohanta553
    @tapanmohanta553 Před měsícem +2

    ଏଇ 5 ବର୍ଷ ଯାହା କରୁଛ କର ଏଇଟା ତମର first ଆଉ last

  • @MahavirMusicStudio-vj8yu

    Many many thanks sir

  • @pradeepkumarmohanty1967
    @pradeepkumarmohanty1967 Před měsícem

    Very good sir

  • @bijayakumarsahoo4623
    @bijayakumarsahoo4623 Před měsícem

    ATI sundar matamat

  • @AnusayajenaAnu-he9wv
    @AnusayajenaAnu-he9wv Před 5 dny

    Nice speech