EP -18 // ଅତୀତ ସ୍ମୃତି କହୁଛି ,ବଳିଆ କିଏ // Late Sj.Raju Singh , Ex MLA & Labour Leader

Sdílet
Vložit
  • čas přidán 5. 09. 2024
  • Topic : Atita Smruti Kahuchi "Balia Kie"
    By Late Sj .Raju Singh
    Ex MLA & Labour Leader
    Anchor : Bibhuranjan Mohapatra
    Edit & Graphics : Sudhansu Sekhar Rout
    Camera : Ranjit Malik
    Production : AAKSI UTKAL
    #whoisbalia #spiritualtruestory #baliarealstory #truestory #bababali #sishuanantaashram#arilosishuanantaashram#pujyapujakbalia#sishuananta#ashramstory#odiaoldstory#Odia Mythological & Devotional Serial#Baya Gita -#Pandit Jitu Dash#Odia Spiritual Show#The Magical power of prayer in odia#namitaagrawa #sidharthtv #taranga_tv #odiashortstory#odiaoldstory #anubhutirejagannath #odiamythology #odiasadhubani #otvnews #jagannathstoryinhindi
    If you enjoyed the video do not forget to hit LIKE & SUBSCRIBE button. And do comment.If you enjoyed the video do not forget to hit LIKE & SUBSCRIBE button. And do comment.

Komentáře • 23

  • @rakeshkumarchandel9970
    @rakeshkumarchandel9970 Před 2 lety +1

    ଜୟ ଗୁରୁଦେବ 🌹🙏🙏🙏

  • @chitraranipatra6948
    @chitraranipatra6948 Před 2 lety

    ବହୁତ ସୁନ୍ଦର କଥା। ଭଲ ଲାଗିଲା।
    ଧନ୍ୟବାଦ ଅଶେଷ।

  • @pradiptanath7015
    @pradiptanath7015 Před 2 lety

    🌺🌺🌺ପ୍ରଣାମ ଗୁରୁଦେବ 🌺🌺🌺

  • @chitraranipatra6948
    @chitraranipatra6948 Před 2 lety

    ଅତି ଚମତ୍କାର।

  • @alekhchandramalik740
    @alekhchandramalik740 Před měsícem

    Jay guru dev 🙏🙏🙏🙏🙏🙏🙏🙏🌹

  • @rashmiranjansahoo953
    @rashmiranjansahoo953 Před 2 lety

    Jay Guru Gobinda 🙏🙏🙏

  • @asitrout7659
    @asitrout7659 Před 2 lety

    🙏🙏🌹ଜୟ ଗୁରୁ ଦେବ

  • @manasibalapanda4617
    @manasibalapanda4617 Před 2 lety

    Jay baba balia

  • @madhusmitamishra1132
    @madhusmitamishra1132 Před 2 lety

    Jay Gurudev.

  • @sasmitamaharathi5757
    @sasmitamaharathi5757 Před 2 lety

    Apana nka ra jay heu baba 🙏🙏

  • @chittaranjanmohapatra6786

    ବାସ୍ତବ ରେ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆ ଏକ ନିଆରା ଆଧ୍ୟାତ୍ମିକ ଗୁରୁ 🌹ପରିବେଶ ଗଣତନ୍ତ୍ର ଏବଂ ପରିବାର ତଥାପ୍ରକୃତି ପରମ ତତ୍ତ୍ୱ ଏହି ଚତୁର୍ଦ୍ଧା ବ୍ୟବସ୍ଥା ଅବଧାରଣା ଅବଲୋକନ, ଓ ସୁରକ୍ଷା ବିଷୟରେ ପୂଜ୍ୟ ବାବାଙ୍କର ପ୍ରୟାସ ଅନନ୍ୟ 🌹ଗୀତା ଗଙ୍ଗା ଗୁରୁ ଗାୟତ୍ରୀ ଗୋବିନ୍ଦ ଙ୍କରଏକକ ସମନ୍ୱୟ ବାବାଙ୍କର ପ୍ରଶିକ୍ଷଣ 🌹ପରିବାର ରୁ ପାର୍ଲ୍ୟାମେଣ୍ଟ ଯାଏ ବାବାଙ୍କର ଦିବ୍ୟ ଦୃଷ୍ଟି ପ୍ରଶସ୍ଥ 🌹ଗାଁ ରେ ଗଣତନ୍ତ୍ର ପ୍ରତିଷ୍ଠା, ଆଦର୍ଶ ପରିବାର ଗଠନ ଏବଂ ଦିବ୍ୟ ଜୀବନ ନିର୍ମାଣ, ବିଚାର କ୍ରାନ୍ତିର ଅଭିଯାନ ବାବାଙ୍କର ସ୍ୱପ୍ନ 🌹ବ୍ୟକ୍ତି ପରିବାର ଗାଁ ରାଜ୍ୟ ଦେଶ ଓ ବିଶ୍ୱଶାନ୍ତି କୁ ନେଇ ବାବା ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା ପ୍ରୟାଶୀ 🌹ଆଦର୍ଶ ଗୃହସ୍ଥ ଜୀବନ, ଗ୍ରାମ୍ୟ ଜୀବନ ରେ ଭାଇ ଚାରା ପ୍ରତିଷ୍ଠା ମାନବ ଧର୍ମ, ମାନବିକ ତାର ମନ୍ତ୍ର ଫୁଙ୍କି ବାବା ସର୍ବ ଧର୍ମକୁ ସ୍ୱୀକାର ପୂର୍ବକ ସନାତନ ଧର୍ମ ର ସାର ମର୍ମତତ୍ତ୍ୱ କୁ ଅତି ସରଳ ସାବଲୀଳ ଭାବରେ ପରିପ୍ରକାଶ କରି ସବୁଧର୍ମ ସତ୍ୟ ଏବଂ ସତ୍ୟ ହିଁ ସନାତନ ଏବଂ ଏହି ସନାତନ ହିଁ ଭଗବାନ 🌹ଆମେ ସମସ୍ତେ ସେହି ସତ୍ୟ ସନାତନ ଭଗବାନ ଙ୍କର ସନ୍ତାନ 🌹ଭଗବାନ ଶ୍ରୀ କୃଷ୍ଣ ଯେପରି ଗୋବର୍ଦ୍ଧନ ପୂଜା ପ୍ରକୃତି ପୂଜା କରିବା କୁ ବ୍ରଜ ବାସୀ ମାନଙ୍କୁ ପ୍ରବାର୍ତ୍ତାଇ ପୁରୁଣା ପ୍ରଥା ପରମ୍ପରା ଭଙ୍ଗ କରି ଥିଲେ, ଇନ୍ଦ୍ର ଙ୍କ ପୂଜା ବନ୍ଦ କରାଇ ଥିଲେ ତଦ୍ରୁପ ବାବା ପ୍ରକୃତିର ଉପାସନା ପରିବେଶ ର ସୁରକ୍ଷା ବୃକ୍ଷ ରୋପଣ କୁ ଏକ ଆନ୍ଦୋଳନ ଭାବରେ ଗଢି ତୋଳି ଅଛନ୍ତି ତାହା ଯେତିକି ତାତ୍ପର୍ଯ୍ୟ ପୂର୍ଣ୍ଣ ସେତିକ ପ୍ରଣୀଧ୍ୟାନ ଯୋଗ୍ୟ ତଥା ସୁଦୂର ପ୍ରସାରି 🌹ନବୀନ ଚେତନା ନବ ଜାଗରଣ ଏବଂ ନବ ପଥ ପ୍ରଦର୍ଶନ କରି ବାବା ମାନବିକ ମୂଲ୍ୟବୋଧ ମାନବ ଧର୍ମ ଏବଂ ସକଳ ଙ୍କ ଠାରେ ଦୈବ ସତ୍ତା ନିହିତ ବୋଲି କହନ୍ତି ଯାହା ବେଦାନ୍ତୀକ ସତ୍ୟ 🌹ସକଳ ଘଟରେ ବାହ୍ୟ ଅଭ୍ୟନ୍ତରେ ଭଗବାନ ଙ୍କର ବିଭୁତି ଏବଂ ସମସ୍ତେ ଭଗବାନ ଙ୍କର ଅଂଶ ବିଶେଷ ବୋଲି ପୂଜ୍ୟବର ଙ୍କର ଅବଧାରଣା ଯାହା ସତ୍ୟ 🌹🌹ସମସ୍ତେ ବାବାଙ୍କର ଏବଂ ବାବା ସମସ୍ତଙ୍କର ଏହି ନିଗୁଢ଼ ଭାବ ରେ ସେ ଭାବିତ 🌹🌹ରଙ୍କ ଯେପରି ତାଙ୍କର ପ୍ରିୟ ରାଜା ମଧ୍ୟ ସେହିପରି ପ୍ରିୟ 🌹🌹ଧନୀ ଦରିଦ୍ର ସମସ୍ତେ ସମାନ 🌹🌹ସମସ୍ତଙ୍କୁ କୋଳେଇ ନେଇ ଦିବ୍ୟଜୀବନ ଗଠନ କରିବା ରେ ବାବା ମଗ୍ନ ଏବଂ ତାଙ୍କ କାର୍ଯ୍ୟ ଧାରା କୁ କେନ୍ଦ୍ରସରକାର ସ୍ୱୀକୃତି ଦେଇ ତାଙ୍କୁ ପଦ୍ମ ଶ୍ରୀ ସମ୍ମାନ ରେ ବିଭୂଷିତ କରିବା ଆମ ପାଇଁ ଗୌରବ 🌹ବାବା ବିସ୍ମୟ ବିଭୁତି 🌹ସଦଗୁରୁ ଦେବ 🌹🙏🌹ବାବାଙ୍କ ଅଭୟ ଚରଣ ରେ ଅନନ୍ତ କୋଟି ପ୍ରଣାମ 🌹🌹🙏🌹🌹

  • @satsamsamantaray3315
    @satsamsamantaray3315 Před 2 lety

    Jai sishu ananta Rajaram jai satyasanatana kalki Ram

  • @SmrutiRanjanRout555
    @SmrutiRanjanRout555 Před 2 lety

    Jay Guru 🙏🙏🙏

  • @himanshushekharmohanty2018

    Jay shree Thakur Shreemad Baba Balia

  • @animabohidar154
    @animabohidar154 Před 2 lety

    🙏🙏🙏🙏🙏🙏🙏

  • @FanTasTicARTGaLLery
    @FanTasTicARTGaLLery Před 2 lety

    Sri guru Charanm saranam 🙏🌷🙏🌷🙏🌷🙏🌷🙏🌷🙏🌷

  • @satoshsatapathy1234
    @satoshsatapathy1234 Před 2 lety +1

    Namo namha Moro pujya guru deva 🙏🙏🙏🙏

  • @prasannkumardash3247
    @prasannkumardash3247 Před rokem

    Prasann Ku Dash
    Bedari Kendrapada
    Saranagata Kinkar Bhitamane🌱🌹🌹🌹

  • @jagabandhusahoo4607
    @jagabandhusahoo4607 Před rokem

    Qk

  • @rajibkumar6644
    @rajibkumar6644 Před 2 lety

    Jay guru dev pranam 🌹🙏🙏🙏

  • @sasmitamaharathi5757
    @sasmitamaharathi5757 Před 2 lety

    Jay Jagannath 🙏🙏

  • @chandanmohanty4267
    @chandanmohanty4267 Před 2 lety +1

    Jay Gurudev 🙏

  • @endlessinspirationrajalaxm72

    Jay Gurudev 🙏🏻🌷💐